ଫଙ୍ଗାଲ୍ ଇନଫେକ୍ସନ - କେମିତି କରିବେ ଚିକିତ୍ସା? | Dr Kumar Abhishek on Fungal Infection Treatment in Odia
ฝัง
- เผยแพร่เมื่อ 21 ก.ค. 2024
- #FungalInfection #DoctorAdvice #OdiaHealthTips
ଫଙ୍ଗାଲ୍ ଇନଫେକ୍ସନକୁ ନେଇ ଏବେ ସମସ୍ତେ ଚିନ୍ତିତ। ଫଙ୍ଗାଲ୍ ଇନଫେକ୍ସନ ହେଉଛି ଏହା ଏକ ସାଧାରଣ ସମସ୍ୟା ଚର୍ମ ରୋଗ, ଯାହା ପ୍ରାୟ ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି। ଆମ ଶରୀରରେ ଚର୍ମ ସଫା ନଥିଲେ, ଅଧିକ ଝାଳ ବୋହିଲେ, ପରିବେଶରେ ଗରମ କିମ୍ବା ଆର୍ଦ୍ରତା ବଢ଼ିଗଲେ ଆମ ଶରୀରରେ ଫଙ୍ଗାଲ୍ ଇନଫେକ୍ସନ ହୋଇପାରେ। ଏହା ମାରତ୍ମକ ରୋଗ ନହେଲେ ମଧ୍ୟ ରୋଗୀକୁ ସବୁବେଳେ ଅସହଜ ମନେ ହୁଏ। ତେବେ କାହିଁକି ହୁଏ ଫଙ୍ଗାଲ୍ ଇନଫେକ୍ସନ? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଚମର୍ରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
- ଫଙ୍ଗାଲ୍ ଇନଫେକ୍ସନ କ’ଣ? (0:00)
- ଫଙ୍ଗାଲ୍ ଇନଫେକ୍ସନ କେଉଁଠି ଦେଖାଯାଏ? (0:21)
- ଫଙ୍ଗାଲ୍ ଇନଫେକ୍ସନର ଆଶଙ୍କା କାହାକୁ ଅଧିକ? (0:59)
- ଫଙ୍ଗାଲ୍ ଇନଫେକ୍ସନର ଜଟିଳତା (2:06)
- ଫଙ୍ଗାଲ୍ ଇନଫେକ୍ସନର ଚିକିତ୍ସା (2:43)
- ଗର୍ଭାବସ୍ଥାରେ ଫଙ୍ଗାଲ୍ ଇନଫେକ୍ସନର ଉପଚାର (4:48)
- ଫଙ୍ଗାଲ୍ ଇନଫେକ୍ସନର ନିରାକରଣ (5:49)
ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: www.swasthya.plus/excessive-s...
Everyone is now worried about fungal infections. Fungal infections are a common skin problem. If our skin is not clean, sweating too much, heat or humidity in the environment can lead to fungal infections in our body. Even though it is not a deadly disease, the patient always feels uncomfortable. So why does fungal infection occur? Let's find out what Dr Kumar Abhishek, a Dermatologist, has to say.
In this video,
- What is fungal infection? (0:00)
- Where does fungal infection appear? (0:21)
- Who is more at risk of fungal infections? (0:59)
- Complications of fungal infections (2:06)
- Treatment of fungal infections (2:43)
- Treatment of fungal infections during pregnancy (4:48)
- Prevention of fungal infections (5:49)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ।
Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!
Thanks sir for your good advice
Thank u sir for your valuable advice
Thanks for good advice
Thanks sir
Tq sir 🙏
Thank you sir
Mo anuty nkora bht sara heichhi kintu se guda vala houni kn medicine use karajiba sir plz tell me kintu anuty diaper use karuchanti so Sethipai heuchhi but se bed patient
Nice
Jaay Jagannath
Hello sar
❤❤❤❤❤❤
Which losan use it, & which medicine use it
Sir
Allergy treatment how
3 year a medicine used pare bi
Bhala hauni
Kana kariba
Sir mor fungal heichhi age-33 male ki medicine use kariba
During fungal infections, one can covid19 vaccine...please sir replay..
Sir mor 2 yr upare hela ni chhadu jama please apananku kemiti contact Kari parib please help me sir
Mora 2 years helani kamuni keto conazol etra conazol sabu try karisarilini kamuni plz sir kemiti kamiba kuhantu
Sir plz kichhi medicine kuhantu sir mo face re heichi jama bi bhala houni
Sri sttmaringe ru ke miti baharibu
Sir intimate kn lagaiba drkr
Dandruff pein kou tablet 💊 naba darkaar.
Sir namaskar mora hauchi
Fungal infection ra lotion kn achhi , plz tike kuhantu,, sir ,
Mo baba nk r b deha emiti haechi so please no ki address tike diantu
Sir fungel infaction on my foot
sir mu apn nka mail id pai paribi ko??
Injection hai kya sar
Sir address t Tike send karantu
Sir nka Adress please? 🙏
Www
Contact name sar
Sir funazole bhala medicine
Fungal hota he not
Fuanzole 😂😂😂
ପାଣି କନ୍ଦା , ବିଷୟରେ କହିବେ ଦୟାକରି
Thank you sir
Thank you sir