ରାତିଅଧିଆ ୨ ପାୱାରଫୁଲ ତାମିଲ ବାବୁଙ୍କୁ ଲୋକସେବା ଭବନରୁ ତଡିଦେଲେ ମୁଖ୍ୟମନ୍ତ୍ରୀ ...

แชร์
ฝัง
  • เผยแพร่เมื่อ 21 ส.ค. 2024

ความคิดเห็น • 276

  • @acharyauniversaltube7757
    @acharyauniversaltube7757 หลายเดือนก่อน +32

    ମୋହନ ସରକାର ସବୁ କରିପାରିବେ। ଟିକେ ସମୟ ବେଶୀ ଦରକାର। ପଚିଶ ବରଷର ଜଡକୁ ଉପାଡିବା କ'ଣ ଏତେ ସହଜ !!!!!!!!! କେତେ କେତେ ସ୍ତରକୁ ଦେଖିବାର ଅଛି ଯେ।

  • @sitaramsahu3883
    @sitaramsahu3883 หลายเดือนก่อน +15

    ବହୁତ ଭଲ ପଦକ୍ଷେପ ନେଲେ, ଧନ୍ୟବାଦ। ଆହୁରି ବି ଭର୍ତ୍ତି ହୋଇ ରହିଛନ୍ତି ଏବଂ ଲୁଟ୍ କରିଥିବା ଧନ ସଂପତ୍ତି କୁ ସରକାରୀ ଧନରେ ମିଶାଇ ରଖନ୍ତୁ।

  • @MBS209
    @MBS209 หลายเดือนก่อน +60

    ଏତେ ଦିନ ପରେ କିଛି ଭଲ ଖବର ମିଳିଲା। ଆମର ଦାବି ତାମିଲି ମୁକ୍ତ ଓଡିଶା।

  • @rameshchandranayak575
    @rameshchandranayak575 หลายเดือนก่อน +22

    ଏମାନଙ୍କ ପାଖରେ ଥିବା ଆୟ ବହର୍ଭୁତ ସମ୍ପତ୍ତି ର ଠାବ କରି ବାହାର କରାଯାଉ।

  • @santoshkumarmishra2620
    @santoshkumarmishra2620 หลายเดือนก่อน +35

    ତଣ୍ଟିଆମାରି ତଡିଦେଇଥିଲେ ଖୁସି ଲାଗିଥାନ୍ତା

    • @tusarpanda5148
      @tusarpanda5148 หลายเดือนก่อน +2

      Tantia mariki ପଠେଇ ନାହାନ୍ତି ଆଉ କନ ଗେଲ କରୀକି ପଠେଇ ଚନ୍ତି.😮😮

  • @jhumadehuri8861
    @jhumadehuri8861 หลายเดือนก่อน +41

    Very good mohan mantri

  • @susantasahoo9544
    @susantasahoo9544 หลายเดือนก่อน +86

    ଦୁର୍ନୀତି ପେଡ଼ି ଖୋଲି କେବେ ନବୀନ ପଟ୍ଟନାୟକ ,pandian , ବବି ଦାସ ,ଙ୍କ ଭଳି ବଡ଼ ବଡ଼ ଦକାୟତମନଙ୍କୁ ହାଜତରେ ପୁରାଇବେ ମୋହନ ସରକାର ,ଦେଖିବାକୁ ଅପେକ୍ଷାରେ ରହିଲି।

    • @pramodpradhan8792
      @pramodpradhan8792 หลายเดือนก่อน +3

      Ur right sir

    • @user-kg3dn4zo7j
      @user-kg3dn4zo7j หลายเดือนก่อน

      ନବୀନ ପଟ୍ଟନାୟକ ଆଗରୁ ଜେଲ ରେ ବନ୍ଦୀ ହୋଇ ଥିଲେ କିନ୍ତୁ ଜୁନ ୪ ରେ ମୁକୁଳିଲେ ଏବେ ସେ ଭାରି ଖୁସି ଅଛନ୍ତି (ଆଗରୁ ସବୁ ଜାଣି ଶୁଣି ଚୁପ ରହୁଥିଲେ ଏବେ ଖାଲି time ପାସ ପାଇଁ ବିରୋଧୀ ଦଳିଅ ନେତା ହେଇଛନ୍ତି)

    • @pravatray966
      @pravatray966 หลายเดือนก่อน

      ମେଣ୍ଢା ବୁଦ୍ଧି

  • @minakshidehury3189
    @minakshidehury3189 หลายเดือนก่อน +97

    ତାମିଲ ଠିକାଦାର କେବେ ଯିବେ

    • @tusarpanda5148
      @tusarpanda5148 หลายเดือนก่อน +6

      ତାମିଲ ଅଫିସର ମାନେ ଗଲାପରେ

  • @srikantsahoo6563
    @srikantsahoo6563 หลายเดือนก่อน +23

    ଧନ୍ୟବାଦ୍ ମୋହନ sir।

  • @tapaswinimadhusmitarout1453
    @tapaswinimadhusmitarout1453 หลายเดือนก่อน +40

    ଧନ୍ୟବାଦ cm sir

  • @srikantsahoo6563
    @srikantsahoo6563 หลายเดือนก่อน +15

    ଚୋର ଙ୍କୁ ଯୋଉ ବିଭାଗ ଦେବ ସେଠି ଚୋରି ନିଶ୍ଚିତ କରିବେ।bjd ସରକାର ତାଙ୍କୁ ଚୋରି ଶିଖେଇ ଦେଇଛି।

  • @btsarmygirl9064
    @btsarmygirl9064 หลายเดือนก่อน +56

    CM SIR ଭଲ କରିଛନ୍ତି ,ସେମାନଙ୍କ ବିରୁଦ୍ଧରେ EDକୁ ଲଗାନ୍ତୁ ।

    • @Khalid-zv9nb
      @Khalid-zv9nb หลายเดือนก่อน +2

      1st tamil Pandiyan pai ED laga jau

    • @manojkumarmahanta4788
      @manojkumarmahanta4788 หลายเดือนก่อน

      Paribani 🎉 rajyasabha see you

  • @dinabandhusubudhi4815
    @dinabandhusubudhi4815 หลายเดือนก่อน +5

    ନୂଆ ମୁଖ୍ୟ ମନ୍ତ୍ରୀ ଜିନ୍ଦାବାଦ୍, ଏହି ପରି ଭାବରେ ଉପଯୁକ ତଦନ୍ତ କରି, ଦୁର୍ନୀତି କରୁଥିବା ବ୍ୟକ୍ତିଙ୍କୁ ଯଥା ଶିଘ୍ର ବିଦା କରନ୍ତୁ । ଧନ୍ୟବାଦ୍ । 🌹🌹👍

  • @niranjannayak9962
    @niranjannayak9962 หลายเดือนก่อน +8

    ଧନ୍ୟ ବାଦ CM sir 🙏

  • @sb2creations14_94
    @sb2creations14_94 หลายเดือนก่อน +2

    ଆମ ରାଜ୍ୟରୁ ଅଣ ଓଡ଼ିଆ ଅଫିସର ମାନଙ୍କର ଶାସନ କ୍ଷମତା ହ୍ରାସ କରାଯାଇ ଓଡ଼ିଆ ଅଫିସର ମାନଙ୍କର ଶାସନ କ୍ଷମତା ବୃଦ୍ଧି କରାଯାଉ। ଆଉ ପ୍ରତି ୨ ବର୍ଷକୁ ଥରେ ସେ ଅଫିସର ମାନଙ୍କର ଅଦଳବଦଳ କରିଦେବା ନିହାତି ଦରକାର।

  • @jchoudhury274
    @jchoudhury274 หลายเดือนก่อน +39

    ତାମିଲ ଶାସନ ସେଶ୍

    • @dspatnaik6663
      @dspatnaik6663 หลายเดือนก่อน

      ଭାଗଠଡୁ ଶ୍ରେଷ୍ଠ ଗୁଜରାଟର ଇନ୍ 😮😮

  • @manojgiri1199
    @manojgiri1199 หลายเดือนก่อน +4

    ଅଫିସର ରାଜ ବନ୍ଦ କରାଯାଉ ।

  • @kamallochannayak9660
    @kamallochannayak9660 หลายเดือนก่อน +6

    Right Done CM Sir

  • @narayanhotelandfastfood7840
    @narayanhotelandfastfood7840 หลายเดือนก่อน +14

    Thanks Mohan Baboo। don't fear take stringent action against all corrupt officers.

  • @rabinarayanmishra2036
    @rabinarayanmishra2036 หลายเดือนก่อน +16

    It has been very good.Thanks to Mohanji.

  • @Kulamani-nr5oq
    @Kulamani-nr5oq หลายเดือนก่อน +8

    Solid action namaste 🙏.

  • @satyabannaik4539
    @satyabannaik4539 หลายเดือนก่อน +5

    କାହାକୁ ଛାଡ଼ିବେନି l ଯାହା କହିଲେ ତାହା କରୁଛନ୍ତି l ଅଫିସର ରାଜ ହଟିଲା କେବଳ ବିଜେପି ପାଇଁ l ବିଜେପି ବ୍ୟତୀତ ଅନ୍ୟ କୌଣସି ସରକାର ର ବୁଦ୍ଧି ନାହିଁ ଏହା କରିବାକୁ l ବିଜେପି ଆଣିଲା ଦେଶକୁ ଭାରତୀୟ ନ୍ୟାୟ ସଂହିତା l କେବଳ ବିଜେପି ହିଁ ଦେଶ ପାଇଁ କାମ କରୁଛି l ଆଉ ସବୁ ଯେତେ ଡ୍ୟାସ l

  • @niranjanpradhan6763
    @niranjanpradhan6763 หลายเดือนก่อน +4

    କିନ୍ତୁ ପଞ୍ଜାବୀ ଆଉ ଗୁଜରାଟୀ ପୁରାନ୍ତୁ

    • @mahesh757-k3v
      @mahesh757-k3v หลายเดือนก่อน

      Hm

    • @ddpatra1943
      @ddpatra1943 หลายเดือนก่อน

      ପଂଜାବୀ ଗୁଜୁରାଟୀ ତମର ଲାଭ କଣ

    • @niranjanpradhan6763
      @niranjanpradhan6763 หลายเดือนก่อน

      @@ddpatra1943 ମୋର ନାଇଁ ଅଜ୍ଞା ସରକାର ର ଲାଭ

  • @rabindrabiswal2824
    @rabindrabiswal2824 หลายเดือนก่อน +12

    Thanks sir,
    No need any tamil officer in odisha

  • @RabindrachandraSahu
    @RabindrachandraSahu หลายเดือนก่อน +2

    ଓଡ଼ିଶାରେ ତାମିଲ ଅଫିସର ଶାସନ ଟା ନବୀନ ସାର ଙ୍କର ବହୁତ ପସନ୍ଦ ଥିଲା

  • @dalari90
    @dalari90 หลายเดือนก่อน +15

    Very nice sir

  • @Stutee24
    @Stutee24 หลายเดือนก่อน +17

    Khali bahara kale hebani....jete khaichanti sabu adaya kariba bi darkar

  • @coolguruspiritual4660
    @coolguruspiritual4660 หลายเดือนก่อน +2

    ବହୁତ୍ ସୁନ୍ଦର ପଦକ୍ଷେପ. ସେଇ ପୂର୍ବତନ ଅଧିକାରୀ ମାନଙ୍କୁ ଅନ୍ୟ ରାଜ୍ୟକୁ ପଠେଇବାର କୌଣସି ପ୍ରାବଧାନ ନାହିଁକି?? କାହିଁକି ନା, ଅ-ନିତି ଆଉ ଦୁର୍ନୀତି କୁ ମଥା ପାତି ସହିବା ମଧ୍ୟ ଏକ ରୋଗ । ଯାହା ପାରିପାର୍ଶ୍ଵିକ ପରିସ୍ଥିତି କୁ ମଧ୍ୟ ଖରାପ୍ କରିଦିଏ । ଭାବୁଛି ଲୋକେ ବୁଝି ପାରୁଥିବେ । ଅନ୍ୟ ରାଜ୍ୟ କୁ ପଠେଇ ନ ପାରିବା ଏକ ସାମ୍ବିଧାନିକ ତ୍ରୁଟି, ଏହାର ମଧ୍ୟ ସୁଧାର ହେବା ଉଚିତ୍... ଜୟ ହିନ୍ଦ୍

  • @bygodsgrace444
    @bygodsgrace444 หลายเดือนก่อน +14

    Very good❤❤

  • @user-zm6wk2cd6r
    @user-zm6wk2cd6r หลายเดือนก่อน +3

    ସାବାସ ସାବାସ

  • @bikashKumar-vg9fh
    @bikashKumar-vg9fh หลายเดือนก่อน +3

    ଜୟ ଜଗନ୍ନାଥ ⭕❗⭕🙏🚩🙏🚩🙏🙏🙏🙏🚩

  • @user-li7hg2wg5v
    @user-li7hg2wg5v หลายเดือนก่อน +2

    ଜୟ ନବୀନ ସାର

  • @bhagirathibarik9956
    @bhagirathibarik9956 หลายเดือนก่อน +8

    Very good disition 👍👍

  • @rabindrabehera8944
    @rabindrabehera8944 หลายเดือนก่อน

    ଏ ତାମିଲ୍ ଅଫିସର୍ ମାନଙ୍କୁ ଡିଗ୍ରୀ ଥିଲା ବାଲା ନା ପାଣ୍ଡିଆନ୍ ବାବୁ ଅନ୍ ପଡ ମାନଙ୍କୁ ଆନିକରି ଚାକିରିଥି ବସାଇଦେଇଛନ ଟଙ୍କା ମାର୍ବାଲାଗି ମୋହନ ସରକାର ଭଲକରି ଖୁଜୁନ।କେଁ ହେଲାଜେ ଆଉ କାହାକୁ ବିଶ୍ୱାସ ନାଇନ।ଜୁହାର।🙏🙏🙏🙏🙏🙏🙏🙏

  • @ghanashyamswain4941
    @ghanashyamswain4941 หลายเดือนก่อน +3

    ଏଇଟା ତା ବହୁ ପୂର୍ବରୁ ହବାର ଥିଲା l ଏବେ ହେଲା l ଏଥିରେ ଆଶ୍ଚର୍ଯ୍ୟ ହବାର କିଛି ନାହିଁ

    • @melisha4236
      @melisha4236 หลายเดือนก่อน

      Kebe hebara thila?

  • @bideshbehera161
    @bideshbehera161 หลายเดือนก่อน +1

    Very good decision by Majhi sarkar 👏👏👏

  • @mcprasantakumarrana7619
    @mcprasantakumarrana7619 หลายเดือนก่อน +1

    Most strong action aginst Tamil babu,Thanks M.C.Majhi

  • @rajendramuduli336
    @rajendramuduli336 หลายเดือนก่อน +3

    Dhanyabad cm

  • @ananitanarayana9504
    @ananitanarayana9504 หลายเดือนก่อน +3

    Thank U C.M Ji
    Well done ✅✅❤️‍🩹👍💯

    • @subashpadhan4571
      @subashpadhan4571 หลายเดือนก่อน

      Nice 👍👍👍 good step ✅

  • @biswamberbhutia3280
    @biswamberbhutia3280 หลายเดือนก่อน +2

    ବଳଭଦ୍ର ଭଗବାନ କୁ ଯେଉଁ ଠି ମୋହନ କଚାଡି ଦେଲେ ସେଠି ଏମାନଙ୍କୁ କିଏ ଛାଡିଵ। ରଙ୍ଗ ମରା କାମ ଛଡା ଗୋଟିଏ ନୁଆ ସରକାରୀ ଯୋଜନା କର

    • @gklitu8807
      @gklitu8807 หลายเดือนก่อน

      Wah re panasa khaila kie Sarkar mundare atha😂

  • @akhyabehera1622
    @akhyabehera1622 หลายเดือนก่อน +2

    Very good 👍

  • @Funnytrainvideos-u1g
    @Funnytrainvideos-u1g หลายเดือนก่อน +6

    Withdraw z security from Pandian

  • @manojrana4652
    @manojrana4652 หลายเดือนก่อน +1

    Jhakkas

  • @SPSNGaming-gp4pu
    @SPSNGaming-gp4pu หลายเดือนก่อน

    ଅଫିସର ରାଜ ଚାଲିବ।ତାମିଲ ରାଜ ଗଲେ,କଣ ହେବ।ଏବେ ଯେଉଁ ଅଣ ଓଡ଼ିଆ ମୁଖ୍ୟ ଶାସନ ସଚିବ ହେଲେ ସିଏ କଣ ଓଡ଼ିଆ,ଏବେ ସେଇ ଅଣ ଓଡ଼ିଆ ଶାସନ ରାଜ ଚାଲିବ। ଏବ ବେଶୀ ଖେଳ ହେବ ।କାରଣ ନବୀନ ବାବୁ ଜ୍ଞାନୀ ଥିଲେ,ଏବେ ଯିଏ ହେଲେ ସିଏ ପରାଧୀନ।ନବୀନ ଯାହା କରୁଥିଲେ,ନିଜ ଦମ୍ ରେ ।ହାତ ପତାଇ ଭିକ ମାଗୁ ନଥିଲେ।ଏବେ ଭିକ ମାଗି ଓଡ଼ିଶା ଚଳାଇବେ।ଯେଉଁଠି ଡବଲ ସରକାର ଚାଲିଛି, ସେଠି ଉନ୍ନତି
    ନାହିଁ।

  • @user-vm4jx5th8u
    @user-vm4jx5th8u หลายเดือนก่อน +1

    Great wark

  • @ByamokeshRath-fb3cj
    @ByamokeshRath-fb3cj หลายเดือนก่อน +3

    Absolutely right.

  • @kalingasendha
    @kalingasendha หลายเดือนก่อน +4

    ସାବସ୍ ମୋହନ ସରକାର😂😂😅

  • @IamCs-ot9tj
    @IamCs-ot9tj หลายเดือนก่อน +1

    Right decision, like....
    .

  • @user-bm3bo4kk2i
    @user-bm3bo4kk2i หลายเดือนก่อน +1

    ବହୁତ ଭଲ ମୋହନ ସାର

  • @arjundas1868
    @arjundas1868 หลายเดือนก่อน +1

    Great work CM sir 👏 Jay shree Ram 🙏

  • @ganeswarbehera-fj6yu
    @ganeswarbehera-fj6yu หลายเดือนก่อน

    ଲୁଟି ଥିବା ଅର୍ଥ ସବୁକୁ ଜବତ କରାଯାଉ ।

  • @manoranjanjena7434
    @manoranjanjena7434 หลายเดือนก่อน

    ଗୁଜରାଟୀ ବାବୁ ମାନେ ଏବେ ଓଡ଼ିଶାକୁ ସୁନା ର ଓଡିଶା କରି ଦେବେ ।

  • @user-sl1rs9ij8y
    @user-sl1rs9ij8y หลายเดือนก่อน +2

    ଭଲ

  • @ramapala8661
    @ramapala8661 หลายเดือนก่อน

    Bhala hela
    Great cm mohan sir

  • @panchananpradhan2199
    @panchananpradhan2199 หลายเดือนก่อน

    ଦୃନୀତି ଅଫିସର ମାନଂକୁ ଓଡିଶା ରୁ ହଟା ବା ଦରକାର ବିଜେପି ସରକାର ଠିକ କାମ କରୁଛ ନ୍ତି 👌🏻🪷👌🏻👌🏻🙏🏻🪷👌🏻🙏🏻🙏🏻👌🏻

  • @user-du3xv1kl9s
    @user-du3xv1kl9s หลายเดือนก่อน

    ଓଡ଼ିଶା ରୁ ମଦ କୁ ତଡ଼ା ଦେଲେ ଭଲ ହୁଅନ୍ତା..... ଯୋଉ ଆଶାରେ ଓଡ଼ିଶା ର ମା, ଭଉଣୀ ଓ ଅନେକ ପରିବାର ଭୋଟ ଦେଇ ସବୁ ପାର୍ଟି କୁ ଛାଡ଼ି BJP କୁ, ଧର୍ମେନ୍ଦ୍ର ପ୍ରଧାନଙ୍କ ପଦେ କଥା ପାଈଁ ଶାସନ ଗାଦି ଦେଇଛନ୍ତି । ସେ ମାନଙ୍କ ପରିବାର ମଦ ପାଇଁ ଉଜାଡି ନହଉ ସେଥି ପାଇଁ ଚିନ୍ତା କରାଯାଉ। ନ ହେଲେ ୨୦୨୯ bjp କୁ ଭୋଟ ଦେବାକୁ ଲୋକ ମିଲିବେନି

  • @SAMBALPURIKALAKARDUNIYA123.
    @SAMBALPURIKALAKARDUNIYA123. หลายเดือนก่อน +3

    Good decision

  • @NarayanSingh-ch6nk
    @NarayanSingh-ch6nk หลายเดือนก่อน +1

    Oti Suñder Salute Mahan sir..! ❤❤❤❤❤❤

  • @chinmayakumarjena4891
    @chinmayakumarjena4891 หลายเดือนก่อน +2

    Hemanta Sharma ku ରଖିଲେ, କିଛି ଭିତିରିଆ ଡିଲ ଅଛି କି?

  • @BijoyKumarDas-rc1ss
    @BijoyKumarDas-rc1ss หลายเดือนก่อน

    ଧନ୍ୟବାଦ୍ ମୋହନ ସରକାର😮 ଓରଫ ମୋହନ ଭାଇ=ସେମାନେ କରିଥିବା 10 ବର୍ଷ ର କଳା କାରନାମା ଖୋଜନ୍ତୁ

  • @ratikantajenarn2209
    @ratikantajenarn2209 หลายเดือนก่อน +2

    Good Chief Minister of odisha 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

  • @bijaypingua9571
    @bijaypingua9571 หลายเดือนก่อน

    ଆଗ ଓଡ଼ିଶା ବାସୀ ତାମିଲନାଡୁକୁ ଖଟିବାକୁ ଯିବାରୁ ଅଟକାଅ। ଏତିକି କଲେ କିଛି ଲାଭ ନାହିଁ

  • @sunilmatia6441
    @sunilmatia6441 หลายเดือนก่อน +1

    ସେ ତ ଜାଣିଥିଲେ ବଦଳି ହେବ ବୋଲି ଆଉ ରାତି ଅଧିଆ କନ୍ ଭଲ news ଦେଖା ଅ ଆଗରୁ ଯେଉଁ ରାଜ ଥିଲା ସେଇଆ ଚଳିବ

    • @gklitu8807
      @gklitu8807 หลายเดือนก่อน

      Right bro👍 ଆମକୁ ପରି ବେବିନା, କୁନ୍ଦୁଲି ପୀଡିତା ଙ୍କ ଭଳି ବଳାତ୍କାର ଓ murder ଆହୁରି କରିବାର ଅଛି ଆଉ ନ୍ୟାୟ ବ୍ୟବସ୍ଥା ଉପରେ ରୋକ ଲଗେଇବାର ଅଛି, ଏହି ପରି ତାମିଲି ଅଫିସର ମାନଙ୍କ ଡ୍ୟାସ ଚାଟିବାର ଅଛି, ଟେକ୍ନୋଲୋଜି, ଡିଜିଟାଲାଇଯେସନ କୁ ରୋକି ବାର ଅଛି ✅ ଯେମିତି ଆଗରୁ ଚାଲି ଆସିଥିଲା ଆମକୁ ଠିକ ସେମିତି ଶାସନ ଦରକାର ତେବେ ଯାଇ ସିନା ଆମେ ଏକ ନମ୍ବର ହେଇ ରହିବା ଆଉ ଅନ୍ୟ ର ଚାଟି ପାରିବା

  • @pankajshree134
    @pankajshree134 หลายเดือนก่อน

    ଏବେ ଗୁଜୁରାତି ଆସିବେ ନୁହେଁ ତାମିଲ ଗଲେ ମାଘିଆ କୁକୁର ବିଜେପି

  • @pratapkumar6826
    @pratapkumar6826 หลายเดือนก่อน

    Thanks for cm mohan 🎉 and your friends camulty

  • @mandiaharijun173
    @mandiaharijun173 หลายเดือนก่อน

    ତଡ଼ା ଆଉ ବଦଳି ଭିତରେ ଫରକ ଅଛି।ପତ୍ରକାର ମହୋଦୟ ଜାଣି ରଖିବା ଦରକାର ।

  • @user-ku8ud9jd1v
    @user-ku8ud9jd1v หลายเดือนก่อน

    ସବୁ ଦୋଷ ନବୀନ ବାବୁଂକର। ସେ ପାଣ୍ଡିୟାନ୍ ଜରିଆରେ ସବୁ କଛିକରୁଥିଲେ। ତେଣୁ ଖାଲି ପାଣ୍ଡିୟାନ୍ ର ଭୁଲ୍ ନାହିଁ। ସବୁ ଅବ୍ଯବସ୍ଥା ପାଇଁ ସ୍ବଚ୍ଛ ନିର୍ମଳ ବୋଲାଉ ଥିବା ଶାସକ ନବୀନ ବାବୁ ନିଜେ ଦାୟୀ। ପାଂତ ବର୍ଷ ଭିତରେ ନବୀନ ତୁ ମରିଯାଆ। ତୁ ମରିଲେ ଓଡିଶାର ବିକାଶ ଆରମ୍ଭ ହେବ। ମହିଳାମାନେ ଚରିତ୍ରବାନ୍ ହେବେ। ତୁ ସବୁ ଓଡିଆ ବୋହୂଝିଅଂକୁ ନେଇ ଦାଣ୍ତରେ ନଚେଇଲୁ। ଓଡିଆ ସଂସ୍କୃତି ଓ ପରମ୍ପରାକୁ ମାରିଦେଲୁ। ସ୍ବାମୀ ଘରେ ଭାତ ରାନ୍ଧିଲା ମାଇପେ ସଂଘ, ବ୍ଯାଂକ୍, ମେଳା, ପ୍ରଦର୍ଶନୀରେ ବୁଲିଲେ। ସଳା ନବୀନା ତୁ ମରିଯା, ଓଡ଼ିଶା ଟା ରସାତଳଗାମୀ ନହେଉ। ସ୍ତ୍ରୀ ସ୍ବାମୀ ଉପରେ ନ ଚଢୁ। ମହାପ୍ରଭୁ ଜଗନ୍ନାଥଂକ ପାଖରେ ମୋର ଏତିକି ପ୍ରାର୍ଥନା।

  • @dharanidharbehera9373
    @dharanidharbehera9373 หลายเดือนก่อน

    ଏଥିରେ ବିଚିତ୍ର ତା କ'ଣ ଅଛି।

  • @sanju7678
    @sanju7678 หลายเดือนก่อน +1

    Mohan sir.. salute.. Request to make r state 0000 corruption. Aame Odiya banchiba imandari re... Kaunsi bhul kaama karibani sir. Jai jagannath.. jai Sriram

  • @bulujena504
    @bulujena504 หลายเดือนก่อน

    Very super mohan majhi

  • @prasantadas87
    @prasantadas87 หลายเดือนก่อน

    Good cm

  • @KrupasindhuBehera-bp6qv
    @KrupasindhuBehera-bp6qv หลายเดือนก่อน

    Bahuta bhala heichi sir

  • @dukhabandhumahanta-pk9ok
    @dukhabandhumahanta-pk9ok หลายเดือนก่อน

    ED CBI Lagantu,,,,,

  • @LaxmanLaxman-mq3pp
    @LaxmanLaxman-mq3pp หลายเดือนก่อน

    Right right

  • @deviprasadmishra6563
    @deviprasadmishra6563 หลายเดือนก่อน

    ଜଣକା ଅନ୍ୟୁନ ଏକ ହାଜର କୋଟି ଲୁଟିଛନ୍ତି ଏମାନେ। ବବି ଆଉ ପାଣ୍ଡୁ ର ସହଯୋଗରେ ଲୁଟିଛନ୍ତି 5t ତାମିଳିଆନ

  • @bishnuprasadjagdev7173
    @bishnuprasadjagdev7173 หลายเดือนก่อน

    Right decision

  • @srikanta671
    @srikanta671 หลายเดือนก่อน

    ଏ ମାଗିଆ କୁ ହାଣୀ ଦିଅ ଅଣ ଓଡ଼ିଆ ହାଣ

  • @user-le4hh3rj9w
    @user-le4hh3rj9w หลายเดือนก่อน

    Ri କହୁଛନ୍ତି ୨ ମାସ ଲାଗିବ ପଇସା ଆସୁ
    ଆସୁ।ନା ତାକୁ କିଛି ପଇସା ଦବାକୁ ପଡିବ।ଫୋନ୍ କରି ବୁଝିବ।।

  • @somanathdas2884
    @somanathdas2884 หลายเดือนก่อน

    C m nka thik dicision

  • @artatranmohanty2817
    @artatranmohanty2817 หลายเดือนก่อน

    ସବୁ ଖାଇ ଗଲେ ଶଳେ

  • @narayanchandrabehera6466
    @narayanchandrabehera6466 หลายเดือนก่อน

    Right darkar

  • @pabitrakumarnayak8756
    @pabitrakumarnayak8756 หลายเดือนก่อน

    Right 👍👍👍👍👍

  • @pratapkumarjena1310
    @pratapkumarjena1310 หลายเดือนก่อน

    ଏବେ ଓଡିଶାରେ କେବଳ ପଞ୍ଜାଵୀ ଗୁଗୁରାଟୀ ଶାସନ ଚାଲୁଛି ଓଡ଼ିଶାରେ

  • @surendranathsahoo1038
    @surendranathsahoo1038 หลายเดือนก่อน

    Good very good

  • @jatinpradhan4968
    @jatinpradhan4968 หลายเดือนก่อน +1

    Just wow

  • @ranjandas9540
    @ranjandas9540 หลายเดือนก่อน

    Good decision sir

  • @RanjanKumar-zx3iw
    @RanjanKumar-zx3iw หลายเดือนก่อน

    Right

  • @user-ku8ud9jd1v
    @user-ku8ud9jd1v หลายเดือนก่อน

    ସେହି ଦୁଇ ତାମିଲ ଅଫିସରଂକ ଫୋନ୍ ନମ୍ବର ଦିଅନ୍ତୁ ତ ସଳାଂକୁ ବହେ ସୁଧିଦେବି।

  • @debasishdhali6479
    @debasishdhali6479 หลายเดือนก่อน

    Mohan sarkar na pelo sarkar

  • @shinquanone8714
    @shinquanone8714 หลายเดือนก่อน

    ଯିଏ ଲୁଟିବା ଲୋକ, ଯେଉଁଠି ଗଲେ ବି ଲୁଟି ବା ବାଟ ଖୋଜି ପକେଇ ବ।😅😅😅😅😅

  • @chakradharasahu6873
    @chakradharasahu6873 หลายเดือนก่อน

    Well done 👍

  • @mirzaazad-cy4ve
    @mirzaazad-cy4ve หลายเดือนก่อน

    Very good

  • @dtandidtindiacaarun8533
    @dtandidtindiacaarun8533 หลายเดือนก่อน

    ED investigation required

  • @kumarsahoo7987
    @kumarsahoo7987 หลายเดือนก่อน +1

    Bjp sarkar say we are indians one nation one ration bot this is really sad news for India tamilian,odia,gujuratian a sobu kan

  • @saleskumargiri6187
    @saleskumargiri6187 หลายเดือนก่อน

    ମର୍ତ୍ତ ହେଉ କି ସର୍ଗ କି ପାତାଳ ହେଉ ଢେଙ୍କି ଯେଉଁ ଠି ଗଲେ ବି କୁଟିବା କାମ କୁଟିବ ।କିଛି ଫରକ ପଡିବ ବୋଲି ମୋ ଭଳି ଗାଁଉଲିଆ ବୁଝିବା ଟା ବୋକାମି ।ଏ ଯନ୍ତ୍ର ଯୁଗରେ ଢେଙ୍କି ଆହୁରି ଆରାମ ପାଇବ ।ପଦବୀ ଆଉ ପାଔର ଯାଇପାରେ ହେଲେ ପାଉଣା ଟା ଊଣା ହୋଇଯିବ କି ? ଏ ତ ସମୟ ସମୟ କି ବାତ ।

  • @susantmalik1872
    @susantmalik1872 หลายเดือนก่อน

    ❤❤ sabas.

  • @SushilKumarVlogs-bb6yx
    @SushilKumarVlogs-bb6yx หลายเดือนก่อน

    Dear CM sir, Request to you please verify all currption of both and receive our odisha money. ... They were very power full person of Pandiyan. ... Please. .... Jai jagannath. ..

  • @SantosKumarBehera-yz6yn
    @SantosKumarBehera-yz6yn หลายเดือนก่อน

    Very good. At wine.

  • @khusikhabarrupsa4987
    @khusikhabarrupsa4987 หลายเดือนก่อน

    🇮🇳🙏🏻🇮🇳Jai Jagannath🇮🇳🙏🏻🇮🇳🪷 🇮🇳🇮🇳🙏🏻🇮🇳🇮🇳Jai Akhanda Bharata🇮🇳🇮🇳🪷🇮🇳🇮🇳(India)🇮🇳🇮🇳🙏🏻🇮🇳🇮🇳🪷🇮🇳🙏🏻🇮🇳Jai Jamaraj🇮🇳🙏🏻🇮🇳

  • @prnstatus750
    @prnstatus750 หลายเดือนก่อน

    ଅଫିସର ମାନେ ନିଜକୁ ବାଣ୍ଡ ମୂଣ୍ଡୀ ଭାବୁଛନ୍ତି 😊