ବିଜେପିକୁ ବିଜେଡ଼ିର ଚ୍ୟାଲେଞ୍ଜ | ମିଛ କହି ଖସି ପାରିବନି ବିଜେପି |Dinanka tv |

แชร์
ฝัง
  • เผยแพร่เมื่อ 10 ก.ย. 2024
  • ବିଜେପିକୁ ବିଜେଡ଼ିର ଚ୍ୟାଲେଞ୍ଜ | ମିଛ କହି ଖସି ପାରିବନି ବିଜେପି #leninmohanty #bjd #pension #300unit #free #electricity #oldage #people #handycaft #bjpvsbjd #odishapolitics #naveenpattanaik #cmoodisha #cm #mohanmajhi #elections2024 #3000 #rupees #challenge #modisarkar #bjpgovt #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

ความคิดเห็น • 582

  • @mandardharjena2450
    @mandardharjena2450 26 วันที่ผ่านมา +145

    ସୁନ୍ଦର କଥା କହିଲେ ଆଜ୍ଞା ଦେଶ ଓ ରାଜ୍ୟ ଗଠନପାଇଁ ବିରୋଧୀ ଟାଣ ହବା ଦରକାର.

  • @pravashmishra1178
    @pravashmishra1178 26 วันที่ผ่านมา +91

    ବିଜେଡି ତରଫରୁ ଠିକ୍ ନିଷ୍ପତି ଗ୍ରହଣ କରାଯାଉଛି ଏବେ ବହୁ ଆଗରୁ ବିଜେପିକୁ ବିରୋଧ କରାଯିବା ଦରକାର ଥିଲା 😢

  • @user-tg7px3nf8w
    @user-tg7px3nf8w 26 วันที่ผ่านมา +17

    ନବୀନ ପଟ୍ଟନାୟକ ସାର୍ ଜିନ୍ଦାବାଦ ❤ ଲେଲିନ ସାର୍ ଆଇ ଲଭ୍ ୟୁ ❤❤❤

  • @subhransudalai8360
    @subhransudalai8360 26 วันที่ผ่านมา +49

    ଜୟ ନବୀନ ବାବୁ ❤

    • @jogesfun369
      @jogesfun369 25 วันที่ผ่านมา

      😮😮😮😮😮😮

    • @jogesfun369
      @jogesfun369 25 วันที่ผ่านมา

      Pandu😅😅😅😅😅😅

  • @SimanchalMali-gb3xh
    @SimanchalMali-gb3xh 26 วันที่ผ่านมา +82

    ଆମେ ବିଜେଡି ସହିତ ଅଛୁ ସାର

  • @pradeepkumardas231
    @pradeepkumardas231 26 วันที่ผ่านมา +25

    ଠିକ କଥା 100% ସତ 👍

  • @କଳ୍କୀ
    @କଳ୍କୀ 26 วันที่ผ่านมา +53

    TV ଚାଲୁଛି ଓଡ଼ିଶାରେ ରିମୋଟ ରହିଛି ଗୁଜୁରାଟୀ ବେପାରୀ ହାତରେ, ରବର୍ ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ

    • @nimalajogiraju1879
      @nimalajogiraju1879 26 วันที่ผ่านมา +1

      Bhai Toma right koicho

    • @kanhaguru7901
      @kanhaguru7901 26 วันที่ผ่านมา

      Right

    • @jogesfun369
      @jogesfun369 25 วันที่ผ่านมา

      Pandu.... 😅😅😅😅😅

    • @କଳ୍କୀ
      @କଳ୍କୀ 25 วันที่ผ่านมา

      @@jogesfun369 BJP ର ଗଣ୍ଡୁ

    • @jitendra3034
      @jitendra3034 24 วันที่ผ่านมา +2

      Mo bala CM mohan majhi

  • @sureshanmajhi352
    @sureshanmajhi352 26 วันที่ผ่านมา +17

    ବିଜେପି ସରକାର ଓଡିଶାରେ ଓଡିଶାଵାସୀମାନଙ୍କୁ ତିନି ଶହ ଇଉନିଟ
    ମାଗଣା ବିଜୁଳି କେବେକେବେ
    ଖାଲି ବିଜେପି ସରକାର ଓଡିଶାବାସୀଙ୍କୁଠକୁଛନ୍ତି

  • @kiranbehera5413
    @kiranbehera5413 26 วันที่ผ่านมา +28

    Very nice thank you sir

  • @dipakjana2714
    @dipakjana2714 26 วันที่ผ่านมา +15

    ଏ ବିଜେପି ସରକାର କଥାରେ ଦମ ନାହିଁ କହିଥିଲା 300ୟୁନିକ ବିଜୁଳି ଛାଡ ହବ ଏବଂ ବିଜଡି ସରକାର କଥାରେ ଦମ ଥିଲା 👌👌

  • @gyanendrasahoo4731
    @gyanendrasahoo4731 26 วันที่ผ่านมา +17

    300unit free, 1000 ଟଙ୍କା ପ୍ରତ୍ୟେକ ମା ଭଊଣି ଙ୍କୁ,senior citizen 3000 ଟଙ୍କା, ସବୁ high light କରନ୍ତୁ।

  • @theuniquevillagefood
    @theuniquevillagefood 26 วันที่ผ่านมา +10

    ଜୟ ନବୀନ

  • @binungamajhi2387
    @binungamajhi2387 26 วันที่ผ่านมา +17

    ବିଜେପି ଏତେ କର୍ଛ କରିବାର ନାହିଁ ଆଜ୍ଞା କାହିଁକି ନା ସରକାର ଅଛି ଦିଲ୍ଲୀ ରେ ଓଡିଶା ରେ ଜେରକ୍ସ କପି ଅଛି ଇଏ କ'ଣ କରି ପାରିବ

  • @NabakisshorMahakud-di3xn
    @NabakisshorMahakud-di3xn 26 วันที่ผ่านมา +56

    ସବୁ ଜୁମଲା କଥା ବିଜେପି ର ମେନି ଫେଷ୍ଟର ଯୁମୁଳା

  • @SantanukumarMahapatra-uc5js
    @SantanukumarMahapatra-uc5js 26 วันที่ผ่านมา +32

    ଧରମବାବୁ, କେବେ ଦେବେ, ୩୦୦,ବୁଜୁଳିଛାଡ

  • @Hoyodisha
    @Hoyodisha 26 วันที่ผ่านมา +9

    ଏହି ଭଳିଆ ନେତା କୁ ମୁ ଖୋଜୁଥିଲି। ଟାଣ କଥା ବହୁତ୍ ବଢିଆ❤

  • @user-xw4do6ej9n
    @user-xw4do6ej9n 26 วันที่ผ่านมา +27

    ଜୁମଲା ବିଜେପି ର ସବୁ ଜୁମଲା

    • @user-tb9sv1lh5w
      @user-tb9sv1lh5w 26 วันที่ผ่านมา

      BJD kahithila farmer's nku bones hundred rupees bones debu dela ki, BJD kahithila 10000 rupees kalia jojana every year kuade gala dela ki.tu beshi bhasan maruchhu.aama BJD MLA mananku tume stage bandhiba ku aadesh dele Naveen pattanaik mahoday.jaha ki pandian Raz karila.tate laja laguni

    • @subhransudalai8360
      @subhransudalai8360 26 วันที่ผ่านมา

      ସେ ଦେଇନଥିଲେ ତେଣୁ ଇଏ​ ଦେବେନି @@user-tb9sv1lh5w

    • @devilsushantaofficial
      @devilsushantaofficial 26 วันที่ผ่านมา

      @@user-tb9sv1lh5wKan khali kujineta kan thika naichhanti na Kan stage bandhiba paiin. Neta bandhile kasta kan jani paribe

    • @user-tb9sv1lh5w
      @user-tb9sv1lh5w 26 วันที่ผ่านมา

      @@devilsushantaofficial semana nku aame vote dei ki patheichhu aama samasyara samadhan paain.stage bandhiba paain nuhan.nije pandian bandhi thile bhala hoi thanta

    • @Sajen1430
      @Sajen1430 24 วันที่ผ่านมา

      Odisha basi andhara re thile bodhe 😂godi media dekhna chhod do no 1 state hobo odisha lolipop

  • @ManaskumarjesthiBabu
    @ManaskumarjesthiBabu 26 วันที่ผ่านมา +9

    Lenin. Brother. Thankyou. Verymuch

  • @binodininayak2079
    @binodininayak2079 26 วันที่ผ่านมา +20

    Right

  • @SusantaPradhan-q7z
    @SusantaPradhan-q7z 26 วันที่ผ่านมา +7

    ବିଜେପି କଥା ବଡ କାମରେ ନାହିଁ ଭଳ ରଙ୍ଗ ବଦଳାଇବାରେ ଠିକ୍ କଥା କହିଛନ୍ତି ସାର୍

  • @user-vf7oq5rm8f
    @user-vf7oq5rm8f 26 วันที่ผ่านมา +29

    Right sir

  • @nitinchandrapradhan610
    @nitinchandrapradhan610 26 วันที่ผ่านมา +9

    Thanks 🙏 amiti haba dakhar

  • @user-vf7oq5rm8f
    @user-vf7oq5rm8f 26 วันที่ผ่านมา +17

    Sir 1no

  • @NiranjanHimirika-lv4ix
    @NiranjanHimirika-lv4ix 26 วันที่ผ่านมา +15

    Rt sir mg ବିଜେପି ଵାଲା ଏ ଡୁୱା mg

  • @jayarammalla6393
    @jayarammalla6393 26 วันที่ผ่านมา +8

    Jay jagannatha Jay nabin Jay Bjd Jay odisa

  • @sadhucharandeogam9636
    @sadhucharandeogam9636 26 วันที่ผ่านมา +12

    BJD 1 number

  • @pramodmeher2145
    @pramodmeher2145 26 วันที่ผ่านมา +11

    ନଂ 1

    • @karanhansdah9551
      @karanhansdah9551 26 วันที่ผ่านมา +1

      BJD lutibare no1,sexraket rebi no1,24 Barsha re😂😂😂😂

  • @rataibeshra7876
    @rataibeshra7876 26 วันที่ผ่านมา +11

    Good

  • @Ram-ns5bf
    @Ram-ns5bf 23 วันที่ผ่านมา +2

    ବିଜେପି ଆଗରୁ କହିଥିଲା 80ବର୍ଶ୍ବଳଙ୍କୁ3000ମିଲିବାମିଛୁଆ ବିଜେପି

  • @GayalbankaBsk-l9i
    @GayalbankaBsk-l9i 26 วันที่ผ่านมา +5

    ଏଇ ବାବୁ ଜଣକ ହେଲେ କଥା କୁହା କପିଳା , କାମ 0 କଥା ପ୍ରବଳ

  • @RANJAN.436
    @RANJAN.436 20 วันที่ผ่านมา

    ମିଛ କହି ସାଧାରଣ ଲୋକଙ୍କୁ ଠକି ବଡ ବଡ କଥା କହି..ଖସି.. ପାର ହବାକୁ ଚାହୁଁଛନ୍ତି ଏମିତି ଏମାନଂକୁ ବିରୋଧ କରାଯାଉ...

  • @SusantaBagha-we3fi
    @SusantaBagha-we3fi 23 วันที่ผ่านมา

    ପ୍ରତି ସୁରିତି 100percent pura heba କିନ୍ତୁ ଆଗାମୀ 2029election 2ମାସ ଥିବ ହଁ

  • @shyamsundarmurmu6611
    @shyamsundarmurmu6611 26 วันที่ผ่านมา +2

    ଆରେ ଲେନିନ ଭାଇ ତିନି ହଜାର ଟଙ୍କାରେ ଏତେ ଲୋଭ କଣପାଇଁ ତୁମ ସରକାର ତ କହୁଥିଲା ଦୁର୍ନୀତି ମୁକ୍ତ ସରକାର ହେଲେ ଦୁର୍ନୀତି ସଂସ୍ଥା ଖଲି ଦେଇଥିଲ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଆଡେ ଟିକେ ନଜର ଦିଅ ଯଦି ତୁମର ଦମ ଅଛି ଏହା ଉପରେ ଟିକେ କହିବାକୁ!

  • @jyoti786sk
    @jyoti786sk 26 วันที่ผ่านมา +4

    Jai NAVEEN jai bjd

  • @rameshpatnaik5403
    @rameshpatnaik5403 25 วันที่ผ่านมา +1

    ଘୋଡା ବେପାର ହେଲେ ଗଣତନ୍ତ୍ର ଭୁଷୁଡି ଯିବ ।
    ଗଣତନ୍ତ୍ର ରକ୍ଷା କରିବାକୁ ପ୍ରୟାସ କରାଯାଉ।

  • @MrSwarajdas
    @MrSwarajdas 26 วันที่ผ่านมา +3

    ବିଜେପି ହେଲା ଜୁମୁଲା ସରକାର‌

  • @manojbarla3416
    @manojbarla3416 22 วันที่ผ่านมา

    ଲେଲିନ୍ ଭାଇ ଆପଣମାନଙ୍କ ଭଳି କେହି ଠକ ନାହାନ୍ତି,ମାତ୍ର ଦୁଇ ମାସର ସରକାର କୁ ଠକ କହି
    ପ୍ରଶ୍ନ କରୁଛନ୍ତି

  • @user-sp1wl9yc7q
    @user-sp1wl9yc7q 19 วันที่ผ่านมา

    ୫୦% ରୁ ୭୮% ଥିବା ଭିନ୍ନକ୍ଷମ ମାନେ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇ ଛନ୍ତି ଏମାନେ ରୋଜଗାର କରିବା ପାଇଁ ସକ୍ଷମ ନୁହନ୍ତି ପରିବାର ରେ ବୋଝ ହେଇ ରହିଛନ୍ତି ।ଏମାନଙ୍କର ଭତା ବଢାଗଲା ନାହିଁ ଏମାନଙ୍କ ସହ ପ୍ରତାରଣା କଲା BJP ସରକାର। ଜୟ ଜଗନ୍ନାଥ 🥲🥲🥲

  • @RabimaghiMaghi
    @RabimaghiMaghi 15 วันที่ผ่านมา +1

    . ନବରଙ୍ଗପୁର ସଂସଦ ବଳଭଦ୍ର ମାଝୀ ରେଳଲାଇନ କୁହାଡ଼େ ଗଲା

  • @murmuthakur7573
    @murmuthakur7573 21 วันที่ผ่านมา

    GST ସରକାର୍ କିଛି ସୁବିଧା ଦେଇ ପାରୁନାହାଁନ୍ତି

  • @sarojrout1335
    @sarojrout1335 26 วันที่ผ่านมา +1

    ଜୟ ବିଜେଡି ଜୟ ନବିନ

  • @ramakantabarik5717
    @ramakantabarik5717 26 วันที่ผ่านมา +3

    You are right 👍👍👍

  • @sumantajena7481
    @sumantajena7481 16 วันที่ผ่านมา

    ଦେଖିବେ ସମସ୍ତ ଓଡ଼ିଶାବାସୀ ଠିକ ୪ବରଷ୬ମାସ ପରେଭତା୩୦୦୦କରିଦେବ

  • @subhalaxmibaliarsingh5863
    @subhalaxmibaliarsingh5863 23 วันที่ผ่านมา

    Thank you Lenin sir.BJD is always good.We are waiting for BJD returning soon.

  • @santoshpadhykumar9418
    @santoshpadhykumar9418 26 วันที่ผ่านมา +3

    ଚିଠି ଫଣ୍ଡ ଠକେଇ ଟଙ୍କା କେବେ ଫେରାଇବେ ଗଞ୍ଜାମ ଜିଲ୍ଲାର ଦାଦନ ସମସ୍ୟା କେବେ ଦୂର ହେବ

    • @kumarmitanofficial9631
      @kumarmitanofficial9631 26 วันที่ผ่านมา

      ସେଇଟା ବିଜେପି ପ୍ରଶ୍ନ କର ସେ ଉତ୍ତର ଦେବେ..suhu

    • @pradeepkumarpanda7626
      @pradeepkumarpanda7626 26 วันที่ผ่านมา

      ​​Bala katha kahucha. Tame 24barsa karuthila kana. Dadan kana tame election re hariba pare gale?

  • @gurucharanmohapatra4508
    @gurucharanmohapatra4508 23 วันที่ผ่านมา

    Jay Lelin Mohanty, jay BJD, jay Nabeen patnaik , jay odisha.lagi ruha... Time will come very soon. Truth shall prevail.

  • @DushmonthNayak
    @DushmonthNayak 26 วันที่ผ่านมา +8

    Lenin is a great man who is standing for justice and coursgioly specially speaking that is great
    Very good spoke person Lenin sir from BJD spoke person

  • @lalpatimohanta571
    @lalpatimohanta571 26 วันที่ผ่านมา +3

    Bjd ଦଳ ସବୁ ଜାଗାରେ galua ।
    ଖାଲି ମିଛ, ଆଉ tautor କଥା ୨୪ବର୍ଷ ହେଲା ଆମେ ଦେଖିଛୁ । ଲେଲିନ କଥା ତ ଖାଲି ବାହାଦୂରୀ ମାରିବା ।

  • @azharkkhan8822
    @azharkkhan8822 6 วันที่ผ่านมา

    🙏🌹 ଜାଗୃତ 🇮🇳ଓଡ଼ିଶା🇮🇳ଜାଗୃତ 🌹😮

  • @sanajapradhan-xn5yy
    @sanajapradhan-xn5yy 20 วันที่ผ่านมา

    ଆମେ BJD ସରକାର ସହିତ ଅଛୁ ରହିବୁ ମଧ୍ୟ

  • @SmilingArmadillo-bh6fc
    @SmilingArmadillo-bh6fc 25 วันที่ผ่านมา

    ଭଲକହୀଛସାରେ ବୀଯେପି ଧୋଈଦୀଅ

  • @SantoshMandal-gu6mm
    @SantoshMandal-gu6mm 22 วันที่ผ่านมา

    ଠିକ୍ ସାର୍, ନ ଦେଲା ପର୍ଯ୍ୟନ୍ତ ଲଢେଇ କରନ୍ତୁ, ଏଇ ତ ଲୋକମାନଙ୍କର ସେବା

  • @user-hl9ql6we3h
    @user-hl9ql6we3h 21 วันที่ผ่านมา

    Right your demand is correct carry on i am with you

  • @jaydevpradhan9433
    @jaydevpradhan9433 26 วันที่ผ่านมา

    ବିଜେପି ଆଗରୁ କେତେ ଠକିଛି ତାହାର କିଛି ହିସାବ ନାହିଁ

  • @NarottamSahu-k8g
    @NarottamSahu-k8g 23 วันที่ผ่านมา

    Right katha kaichanti ❤❤❤ bjd jindabad

  • @MadanMohan-q4p
    @MadanMohan-q4p 25 วันที่ผ่านมา

    ଲାଇନ ବିଲ 300 ୟୁନିଟ କେବେ ଛାଡ଼ କରୁ ଛନ୍ତି 👍

  • @pradeepnayak582
    @pradeepnayak582 24 วันที่ผ่านมา +1

    ରାଇଟି ସାଲାମମାରୁଚି

  • @gaganbiharisamantaray1122
    @gaganbiharisamantaray1122 26 วันที่ผ่านมา +3

    ସେଥିପାଇଁ ଏତେ ଖାଇଲ ଯେ ଦଳର mp ରହିଲେଣି ବଖନନୀ କାମ ଦେଖାଓ

  • @tatahunngama7828
    @tatahunngama7828 19 วันที่ผ่านมา

    Jai bjd Jai Naveen Patnaik sir 🙏♥️

  • @JYOTIKA4488
    @JYOTIKA4488 26 วันที่ผ่านมา +1

    Jay Navin sir

  • @sunitadas9344
    @sunitadas9344 25 วันที่ผ่านมา

    Well said Sir
    Naveen Pattanaik is Gr8

  • @sakarsansarafsankar9235
    @sakarsansarafsankar9235 26 วันที่ผ่านมา

    RIGHT POINT 👉🏿 HABA GOOD ❤ NABIN PATNAYAK SELUT

  • @ramachandrasahoo1470
    @ramachandrasahoo1470 26 วันที่ผ่านมา

    ଲେଲିନି ବାବୁ ଧନ୍ୟବାଦ

  • @girija9561
    @girija9561 25 วันที่ผ่านมา

    ବିଜେପି ମିଛୁଆ ଗୋଷ୍ଠି ମିଛ କହି ଭୋଟ ହାତେଇ ନେଲା.

  • @NilamaniSahu-bi6pp
    @NilamaniSahu-bi6pp 19 วันที่ผ่านมา

    ସେ ଯଦି ଦେଇ ନପାରିବେ ତୁ ଯେତେ ଭୂକିଲେ କିଛି ହେବନି

  • @brajasundarsahoo1590
    @brajasundarsahoo1590 26 วันที่ผ่านมา +7

    BJP ଭାଷା ରେ BJD କିଛି କଲା ନାହିଁ ବୋଲି ହାରିଲା କିନ୍ତୁ ୨୪ବର୍ଷରେ BJD କଣ କରିଛି ଲୋକେ ଜାଣିଛନ୍ତି bjp ବାଲା

  • @sasikantparida4147
    @sasikantparida4147 26 วันที่ผ่านมา +2

    Jay bjp jay jagannath

    • @jamasumandal8151
      @jamasumandal8151 26 วันที่ผ่านมา

      No, BJP but BJP must remove from rolling power in Odisha state

  • @JatadharMarndi
    @JatadharMarndi 26 วันที่ผ่านมา

    ସାର ୧୫ଲକ୍ଷ ଟଙ୍କା ମିଳି ନ ଥୀଲା ଓଡିଶା ବାସିକଂ ଆଛା ଦିନ ଆୟା

  • @NakulNayak-v6x
    @NakulNayak-v6x 17 วันที่ผ่านมา

    ଇଏ ମିଛୁଆ ସରକାର ଥିବା ପର୍ଯ୍ୟନ୍ତ ମୋ ପୁଅକୁ ସ୍କୁଲକୁ ଛାଡିବିନାହିଁ... କାରଣ ଭବିଷତରେ ମତେ ମିଛ କହିବ 😭😭😭ମିଛ କଥା ସେଠି ପଢ଼ିଆ ହେଉଥିବ

  • @tapankumarmahantatapankuma3080
    @tapankumarmahantatapankuma3080 22 วันที่ผ่านมา

    ଲେଲିନ ବାବୁ ଆପଣଙ୍କ ମନେଅଛିକି କାଳିଆ 10000ଟଙ୍କା କୁଆଡ଼େଗଲା ତାର ଉତ୍ତର ଦିଅ ଖାଲି ବଡ଼ ବଡ଼ କହିଲେ କଣ ହେବ ଆପଣମାନେ ସବୁ ଶିଖାଇଛନ୍ତି

  • @laxmikumarihota3636
    @laxmikumarihota3636 26 วันที่ผ่านมา +2

    Very. Nice. Thank. You. Sir.

  • @dhananjaysahoo4579
    @dhananjaysahoo4579 26 วันที่ผ่านมา +1

    ବିଜେଡି ଯୋଉ ଧାନ କୁଇଣ୍ଟାଲ୍ ରେ ୧୦୦ ଟଙ୍କା ବୋନସ ଦବ ବୋଲି କହୁଥିଲା,ତାହାକୁ କେତେ ପୂରଣ କରିଥିଲା।

  • @DrAnshu-uz3gc
    @DrAnshu-uz3gc 24 วันที่ผ่านมา

    Odisha slogan desh bachao nabin patnaik return Lao Ghar Ghar slogan

  • @JogeswarMajhi-lt7hj
    @JogeswarMajhi-lt7hj 26 วันที่ผ่านมา +1

    ତୁମେ କେତେ ଭତା ଦେଉଥିଲ,,,୨୪ ବର୍ଷ ରେ ୨୪୦୦ କରି ପରିଲ କି,,? ଆଉ କହୁଥିଲ ଜୁଲାଇ ମାସ ରୁ ମାଗଣା ବିଜୁଳି ପାଇଁ ଦିଣ୍ଡି ମ ପିଟୁ ଥିଲ,,,ଓଡ଼ିଶା ର ଅଫିସର,ଯନ୍ତ୍ରୀ ମାନଙ୍କୁ,, ମାଲା ମାଲ କରି ଦେଲ,,,,

  • @nilakanthamali4251
    @nilakanthamali4251 21 วันที่ผ่านมา

    ନବିନ ପଟ୍ଟନାୟକ ଜିନ୍ଦାବାଦ

  • @user-sp1wl9yc7q
    @user-sp1wl9yc7q 19 วันที่ผ่านมา

    ଭତା ପ୍ରଥମେ ଗୁରୁତ୍ୱପୂର୍ଣ୍ଣ । ସମସ୍ତ ଭତା ବଢାଯାଉ ଯେଉଁମାନେ ରହିଲେ ଯଥା ୫୦% ରୁ ୭୮% ଥିବା ଭିନ୍ନକ୍ଷମ । ୬୦ ବର୍ଷ ବୟସ ରୁ ଉର୍ଦ୍ଧ ବୃଦ୍ଧା ବୃଦ୍ଧି । ବିଧବା 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢

    • @kumarbagh8966
      @kumarbagh8966 18 วันที่ผ่านมา

      Na bhata badhi bani

  • @SudekarDaa
    @SudekarDaa 25 วันที่ผ่านมา +1

    Good discussion

  • @basantkumarmohanty7602
    @basantkumarmohanty7602 23 วันที่ผ่านมา

    ନବୀନ sir is the great

  • @alekhakumarjena222
    @alekhakumarjena222 22 วันที่ผ่านมา

    I am saport B.J.D.

  • @anantacharanrout313
    @anantacharanrout313 26 วันที่ผ่านมา +1

    ଲେନିନ ମହାନ୍ତି ମହାଶୟ ବି.ଜେ.ଡି.24 ବର୍ଷ ଶାସନ ରେ ଭତା କେତେ ଟଙ୍କା ବଢେଇ ଥିଲା

    • @smrutiranjanbarikgudu8451
      @smrutiranjanbarikgudu8451 26 วันที่ผ่านมา

      BJD jaha kahichi sabu karichi bjp kahithila 3000 daba boli seitq kn pai dauni chodi pua kahun

  • @subratswain9433
    @subratswain9433 26 วันที่ผ่านมา +2

    Your right 👍🏾

  • @Tukunu7248
    @Tukunu7248 26 วันที่ผ่านมา +3

    Haire kritadasa, tamara sabu dagi neta ebethu luchileni, sabu dhara hebe.
    Dhara dhara.......

    • @ekalabyadas6788
      @ekalabyadas6788 26 วันที่ผ่านมา

      Bhai Rahul Gandhi pm hau dekhiba Amit Saha kuade luchiba

  • @GadaBhuyan
    @GadaBhuyan 2 วันที่ผ่านมา

    Jai Naveen Jai BJD❤❤❤❤❤❤❤

  • @sukanahati5628
    @sukanahati5628 26 วันที่ผ่านมา +4

    Mg tumar 1000 yojana fail.lajya laguni.

    • @betexshyamsundar990
      @betexshyamsundar990 26 วันที่ผ่านมา

      ଫାଟୁଛି. ଆହୁରି ଫାଟିବ.

  • @krushnachandrameher-gv1ne
    @krushnachandrameher-gv1ne 24 วันที่ผ่านมา

    Lelin BJD ra golami karanti odisa basi BJP Ku thik bujhie paŕibartan kale❤❤

  • @rajeshchhotaray8685
    @rajeshchhotaray8685 26 วันที่ผ่านมา +3

    24 years chori kala, aou ashibani

  • @biramhembram2124
    @biramhembram2124 16 วันที่ผ่านมา

    ବିଜେଡି ଏବେ ନିଦରୁ ଉଠିଲା

  • @baidyanathmallick9985
    @baidyanathmallick9985 26 วันที่ผ่านมา +1

    ବିଜେପି ବାଳ ଛିଡେଇ କରି ଦେବ ଅପେକ୍ଷା କର

  • @rajeshswain3545
    @rajeshswain3545 13 วันที่ผ่านมา +1

    Bjp hauchi jumla party taku kebala bjd hi sabad Kariba au kou party taku paribani

  • @P.k.R.1977
    @P.k.R.1977 26 วันที่ผ่านมา +1

    Where you are sleeping during 24 years.B.j.D should go far away..,

  • @SaratchandraDas-ts1mk
    @SaratchandraDas-ts1mk 26 วันที่ผ่านมา +1

    ତୁମେମାନେ 24 ବର୍ଷ ଲୁଟ୍ କରିଛ ତୁମର କହିବାର କିଛି କହିବାର ଅଧିକାର ନାହିଁ

  • @tapankumarsahu8392
    @tapankumarsahu8392 26 วันที่ผ่านมา +1

    I support u they says pandu ku fasi heb 1st seita hou

  • @aswinipradhan2237
    @aswinipradhan2237 26 วันที่ผ่านมา

    ବାଡେଇ ପିଟି ହେଇ କିଛିଲାଭ ନାହିଁ ୫ ବର୍ଷ ଅପେକ୍ଷା କରିବାକୁ ପଡିବ ତମେ ଯେ ମଝିରୁ ବିଧାନସଭା ବନ୍ଦ କରିଦଉଥିଲ ଆଜି କଣ ବଗ ନିରାମ୍ସ ବିଜେପି ଦିନେ ଏମିତି ବିରୋଧ କରୁଥିଲା ତମେ ଗାଲୁପେଲୁଥିଲ ସମୟ ବଦଳି ଯୀଇଛି ସମୟକୁ ଅପେକ୍ଷା କର

  • @ganeswarnayak9664
    @ganeswarnayak9664 23 วันที่ผ่านมา

    ଲଢ଼େଇ ପାଈ ପ୍ରସ୍ତୁତ ହୁଅ ।

  • @user-zw5nm2xb8f
    @user-zw5nm2xb8f 26 วันที่ผ่านมา

    Very. Very. Good🙏🙏🙏

  • @PramodChhatoi-q5y
    @PramodChhatoi-q5y 23 วันที่ผ่านมา

    ମିଛୁଆ ସରକାର ମୋହନ ସରକାର

  • @sitaramkumarpradhan842
    @sitaramkumarpradhan842 23 วันที่ผ่านมา

    Jan jagaran andolon bycot Karo Bjp govt ku

  • @Bijaya-o7h
    @Bijaya-o7h 22 วันที่ผ่านมา

    Very good sir Jay bjd🙏

  • @kunabarik5029
    @kunabarik5029 26 วันที่ผ่านมา +1

    Thankyou. Sir

  • @nirakarnayak1505
    @nirakarnayak1505 26 วันที่ผ่านมา +1

    300 ଇଉନିଟ ବିଜୁଳି ମିଳିବାର ସରଳ
    ଉପାୟ ହେଲା, ଯେଉଁ ଟଙ୍କା BJD ର corrupt leaders ମାନେ ରଖିଛନ୍ତି ତାକୁ ମୋହନ ସରକାର ତୁରନ୍ତ ରାଜ୍ୟର ରାଜକୋଷକୁ ଆଣିବାର ଅଛି,