ଦୁଇଟି ଗୋଡ ହରେଇଥିବା ଯୁବକ ଏବେ ସଫଳ ଆଖୁ ଚାଷୀ/20Acre Sugarcane Farming details/ Organic Odisha/

แชร์
ฝัง
  • เผยแพร่เมื่อ 3 ต.ค. 2024
  • #organicodisha #sugarcane_farming
    ଦୁଇଟି ଗୋଡ ହରେଇଥିବା ଯୁବକ ଏବେ ସଫଳ ଆଖୁ ଚାଷୀ/20Acre Sugarcane Farming details/ Organic Odisha/
    ଏହି video ରେ ଜଣେ ଯୁବକ ଯିଏ କି ପିଲା ବେଳେ ଏକ train ଦୁର୍ଘଟଣା ରେ ନିଜ ଦୁଇଟା ଗୋଡ କୁ ହରାଇ ବସିଲେ| ହେଲେ ସେ ହା୍ର ନ ମାନି ନିଜେ ଏକ ସଫଳ ଆଖୁ ଚାଷ କରି ନିଜ ଗୋଡ ରେ ପୁଣି ଥରେ ଠିଆ ହେଲେ.
    ଏଭଳି ଯୁବକ ଆମ ସମାଜର ଯୁବକ ମାନଙ୍କୁ ଏକ ପ୍ରେରଣା ଦେଇ ଆସୁଛନ୍ତି ||
    ଯଦି ଆପଣ କୌଣସି ପ୍ରକାର ର ଚାଷ, ମାଛ, ଚିଙ୍ଗୁଡ଼ି ଓ କୁକୁଡ଼ା ଚାଷ କରୁଛନ୍ତି ଓ ସେହି ଚାଷ କୁ ଆପ ଜୈବିକ ଉପାୟ ରେ କରି କମ ଖର୍ଚ୍ଚ ରେ ଅଧିକ ଲାଭ ପାଇବାକୁ ଚାହାଁନ୍ତି ତାହେଲେ ଏହି ନମ୍ବର ରେ କୋଲ କରନ୍ତୁ.. 6371803459
    To start organic farming and work with us contact - 6371803459
    Follow us on other social media-
    Instagram - / organicodisha
    Facebook- / 690417692139955
    In this video we discuss about
    organic farming, sugarcane farming, akhu chasa, odisha farming, odisha chasi,

ความคิดเห็น • 4