Prasnakala Live | ପ୍ରଶ୍ନକାଳ : କାହିଁକି ରାଜରାସ୍ତାରେ ? | 10 Dec 2024 | Argus News

แชร์
ฝัง
  • เผยแพร่เมื่อ 12 ธ.ค. 2024

ความคิดเห็น • 247

  • @SsPix23
    @SsPix23 วันที่ผ่านมา +27

    ବିଜେଡିର ଟଙ୍କା ବଣ୍ଟା ଏଯେଣ୍ଟ ମିଶନଶକ୍ତି ବନ୍ଦ୍ କରାଯାଉ,, ଆମରଦାବୀ

  • @RagunathBehera-c7s
    @RagunathBehera-c7s วันที่ผ่านมา +13

    ଏ ମାନଙ୍କୁ crp mbk krusimitra ମାନଙ୍କୁ କିଛି ଦରମା ଦେବା ଦରକାର ନାହିଁ,, ଏମାନଙ୍କୁ ଦରମା ଦେଲେ ବିଜେଡି ରେ କାମ କରିବେ,,ବରଂ କେଉଁ ବିଧବା କିମ୍ବା ଅସହାୟ ଲୋକଙ୍କୁ ଦାନ ଦେଲେ ଉପକାର ହେବ,, ଏ ମାନଙ୍କୁ ଦରମା ଦେବା ମାନେ ବିଜେଡି ସରକାର କୁ ଶାସନ କୁ ଆଣି ବାକୁ ପ୍ରୋତ୍ସାହନ ଦେବା,,,, ଜୟ ଶ୍ରୀରାମ,,,ବନ୍ଦେ ଭାରତ

  • @gobindasoren5689
    @gobindasoren5689 2 วันที่ผ่านมา +39

    ଏଥିରେ ମୁଖ୍ୟ ଖଳନାୟକ ରେ ଅଛନ୍ତି ଡାଲି ଚରଣି 😂😂😂😂😂😂😂

  • @gausahoo9249
    @gausahoo9249 2 วันที่ผ่านมา +62

    ଏମାନେ ରାଜକୋଷରୁ ଟଂକା ନେଇ ବିଜେଡିର କାମ କରୁଥିଲେ ଏମିତି ସଂସ୍ଥା ନକରି ରାଜକୋଷକୁ ଵଚାନ୍ତୁ

    • @dharmajitsing4007
      @dharmajitsing4007 วันที่ผ่านมา +2

      ପୁରା ସତ କଥା ପ୍ଲିଜ଼ ଏମିତି ରାସ୍ତା ଅଵରଧ ବନ୍ଦ କରାଯାଉ

    • @BharatChandraJena-yp2vx
      @BharatChandraJena-yp2vx วันที่ผ่านมา

      Bjd neta michha kaibaku prastutahoichhanti laja nahi

  • @ASISH_JENA
    @ASISH_JENA 2 วันที่ผ่านมา +52

    ବିଜେଡି ବାଟ ପାଉନି କ'ଣ କରିବ

  • @subhamsahu1322
    @subhamsahu1322 2 วันที่ผ่านมา +32

    ଏ ବିଜେଡି ନେତ୍ରୀ ଙ୍କୁ କୁହନ୍ତୁ ତା ଘରୁ ଟଙ୍କା ଆଣି ଏ ମହିଳା ମାନଙ୍କୁ ପେମେନ୍ଟ ଦିଅନ୍ତୁ. ଟଙ୍କା ଟା ତା ବୋପର ନୁହେଁ ଓଡ଼ିଶା ର ଲୋକଙ୍କ ର.

  • @haraprasadmahanta4657
    @haraprasadmahanta4657 2 วันที่ผ่านมา +53

    ସୁଜାତା ପାଣ୍ଡିଆନ ଆରେଷ୍ଟ କଲେ ସବୁ ଠିକ୍ ହେବ, ଯଦି ସବୁ ମହିଳା ଗ୍ରୁପ ମହିଳା ରୋଜଗାର କରୁଥିଲେ ତାଙ୍କର ଜୀବିକା କଣ କରୁଥିଲେ ରିପୋର୍ଟ ମାଗିବା ଦରକାର ଯଦି କିଛି କରି ନାହାନ୍ତି ସେମାନଙ୍କୁ ଟଙ୍କା ଦେବା ଦରକାର ନାହିଁ

    • @smohanty3507
      @smohanty3507 วันที่ผ่านมา

      chopa na...sujata aau pravati...sujata ra pravati nakah mali bhi nuhan

    • @deepakbishoi4062
      @deepakbishoi4062 วันที่ผ่านมา

      B j d ta khajuri gachha amane kana kahibe. Amane samaste chor

  • @Ramakanta.123
    @Ramakanta.123 2 วันที่ผ่านมา +42

    ଏମାନେ କିଛି କାମ କରନ୍ତିନି... କେବଳ ବିଜେଡି ମିଟିଙ୍ଗ କୁ SAG (ଗୋଷ୍ଠୀ ) ମହିଳାଙ୍କୁ ବୋହି ନେଉଥିଲେ... ଏମାନେ ସରକାରଙ୍କଠୁ ଦରମା ନେଇ ବିଜେଡି ପାଇଁ କାମ କରୁଥିଲେ... ଏଇ ମାନଙ୍କ ପାଇଁ 25ବର୍ଷ ଭିତରେ ଓଡିଶା 20 ବର୍ଷ ପଛକୁ ଚାଲିଗଲା.

  • @BudhuDandpat
    @BudhuDandpat 2 วันที่ผ่านมา +16

    ମୁଁ ଗାଁରେଦେଖିଛି ଏମାନଙ୍କରକାମ ହେଲା ଇଲେକ୍ସନ ଆସିଲେ ଏସେଜି ଖଜନ୍ତି ମୁଁ ଜଣେ ସିଆରପିକୁ ପଚାରିଥିଲି ଏତେ ଦିନକଣକରୁଥିଲ ନିବାତନ ଆସିଲେ ଦେଖା ଦଉଚ ଉତର ଦେଲାନି ଏସବୁ ବିଜେଡିର ଚାଲ

  • @satyaprakashmishra5519
    @satyaprakashmishra5519 วันที่ผ่านมา +7

    ବନ୍ଦ୍ କରାଜାଉ

  • @subhamsahu1322
    @subhamsahu1322 2 วันที่ผ่านมา +14

    ଏ ମାନଙ୍କୁ ପେମେଣ୍ଟ ଦେବା ଆଗରୁ ବିଜେପି ସରକାରଙ୍କୁ ୧୦୦ ଥର ଭାବିବା ଦରକାର, ମିଶନ ଶକ୍ତି ଓଡ଼ିଶା ରେ କିଛି ଆବଶ୍ୟକ୍ ନାହିଁ ଏ ମାନଙ୍କୁ ତୁରନ୍ତ ରାଜ ରାସ୍ତା ରୁ ବାଡେଇ କି ଉଠାନ୍ତୁ ଲୋକ ଙ୍କୁ ଯାତାୟାତ ପାଇଁ ଅସୁବିଧା ହେଉଛି.

  • @adityamusicproduction8445
    @adityamusicproduction8445 2 วันที่ผ่านมา +8

    ସିଧା କହିଦିଅ ଆମେ ଦରମା ଦେବୁନି କାହିଁକି ବୁଲେଇ ବଙ୍କେଇ କହୁଛନ୍ତି ଆରେ ଯଦି ତାଙ୍କ ଚାକିରି କାଳ ଶେଷ ହେଇଯାଇଥିଲା ତାଙ୍କୁ କାହିଁକି କାମରେ ଲଗାଇ ଥିଲେ

  • @RanjanBehera-ge1kf
    @RanjanBehera-ge1kf 2 วันที่ผ่านมา +30

    ☀️ BJP ସରକାର ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଅର୍ଥ ଦେଲେ ପୁଣି March ମାସ ମହିଳା ଦିବସରେ ଅର୍ଥ ଦେବେ, କିଷାନ ଯୋଜନାରେ ଅର୍ଥ ପାଇଲେ, ଚାଷୀ ମାନେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ପାଇଲେ... ଧନ୍ୟବାଦ୍ BJP Govt.💐🌹🌷🌸❣️❣️❣️

    • @bhaskarsahu3304
      @bhaskarsahu3304 2 วันที่ผ่านมา

      ତେଲ ରେଟ୍ ବଡ଼ାଇ ଦେଲେ ମୁଁ ସଲା ବାୟା ଆଳୁ ପିଆଜ ଡାଲି

  • @Dhaneswar-o1y
    @Dhaneswar-o1y 2 วันที่ผ่านมา +12

    ପୂର୍ବ ସରକାର ଙ୍କ ସମୟରେ ଵହୁ ବିଭାଗର କର୍ମଚାରୀ ଆନ୍ଦୋଳନ କରିଛନ୍ତି। ଏପରିିକି ଅଙ୍ଗନୱାଡି କର୍ମୀ ସହାୟିକା ମାସ ମାସ ଧରି ଗୁରୁବାର ମାଣବସା କରି ଛନ୍ତି ତଥାପି ସରକାର ଙ୍କ ନିଦ ଭାଙ୍ଗି ନଥିଲା ଓଲଟି ପୋଲିସ୍ ମହିଳା ମାନଙ୍କ ପ୍ରତି ଦୂର୍ବବ୍ୟବହାର କରିଛନ୍ତି। କିନ୍ତୁ ଏଵେ
    ଏହି ସରକାର ସେମାନଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦେଵା ଦରକାର୍।

    • @khirabatisanani4319
      @khirabatisanani4319 2 วันที่ผ่านมา

      କିନ୍ତୁ ଏ ସରକାର ପୋଲିସ ଲଗାଇ ପିଟୁ ନାହାନ୍ତି ସେଇଟା ଓଡ଼ିଆ ଅଶ୍ମିତା ,ବିଜେଡି ସରକାର ଲାଠିମାଡ କରାଏ।ତେଣୁ ସରକାର କୁ ସଲାମ।

  • @samarendramohanty5973
    @samarendramohanty5973 2 วันที่ผ่านมา +24

    ବେଧେଇ ମୁହଁ ଟାଣ

  • @srinibasswain1143
    @srinibasswain1143 2 วันที่ผ่านมา +8

    Mission Sakti... re thiba mahila mane Government employees ki?? At first think about it.. Then salary.

  • @about_sanatan_
    @about_sanatan_ 2 วันที่ผ่านมา +11

    Anupa madam March April May ଏହି ଦିନ ର ଦରମା ଆପଣ ଆଗେ ଦିଅନ୍ତୁ😂😂

    • @alok6272
      @alok6272 2 วันที่ผ่านมา +1

      Anupama madam tume tum nij gharu darama dia

  • @sumantakubehera5135
    @sumantakubehera5135 2 วันที่ผ่านมา +6

    ଅନୁପ madam କୁହନ୍ତୁ ୨୪ ବର୍ଷରେ BJD ସରକାର ରେ ରାଜ ରାସ୍ତା କୁ କେହି ଆସିନାହାନ୍ତି କି ଶିକ୍ଷକ ମାନେ ୨୪ ବର୍ଷ bbsr ଧାଇଁ ଧାଇଁ bjd କର୍ଣ୍ଣ ପାତ କରିନଥିଲା କେବଳ ଭୋଟ କାମରେ ଲଗେଇବା ପାଇଁ mission ଶକ୍ତି କୁ ଅଗ୍ରାଧିକାର ଦେଉଥିଲା mission ଶକ୍ତିର କାମ କିଛି ନାହିଁ

  • @rabindranathsahoo-nn1qp
    @rabindranathsahoo-nn1qp วันที่ผ่านมา +2

    ଓଡିଶାର ଅର୍ଥକୁ ଲୁଟୁ ଥିଲେ ଏ ସଂସ୍ଥାକୁ ବନ୍ଦ୍ ହେବା ଦରକାର ଏମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରନ୍ତୁ

  • @samirnayak3768
    @samirnayak3768 2 วันที่ผ่านมา +25

    ଆଗରୁ କେତେ ବିଭାଗର କର୍ମଚାରୀ lower pmg ରେ କେତେ ହରତାଳ ହୋଇଛି ନିଜ ନିଜର ଦାବି ପାଇଁ, ମାତ୍ର ବିଜେଡି ଥରୁଟିଏ ବି କର୍ଣପାତ କରିନାହାନ୍ତି, ମାତ୍ର ଆଜି ଏତେ ଦରଦ ଓ ସମ୍ବେଦନଶୀଳ ଦରିଆଦିଲ୍ଲୀ ବିରୋଧୀ କେମିତି ହୋଇଗଲେ. ଜଣାପଡ଼ିଲା ବିଜେଡି ବିରୋଧୀଦଳରେ ଭଲ କରିପାରୁଛି ତେଣୁ ଇଶ୍ୱର ଏମାନଙ୍କୁ ସବୁବେଳେ ବିରୋଧୀଦଳ କରି ରଖନ୍ତୁ.

  • @bharatchandrabarik5921
    @bharatchandrabarik5921 2 วันที่ผ่านมา +2

    ଆଗ ସେ ସୁଜାତା ପାଣ୍ଡିଆଙ୍କୁ ଆରେଷ୍ଟ୍ କରାଯାଉ

  • @beherapurnachandra1387
    @beherapurnachandra1387 2 วันที่ผ่านมา +5

    BJD ଓ BJP ଝଗଡ଼ା ପରେ ହବ ଭାଇ ଆଗ ଏ ମାଆ ମାନଙ୍କ ର ଦାବି ପୂରଣ କର

  • @budhadevmohanty9249
    @budhadevmohanty9249 6 ชั่วโมงที่ผ่านมา +1

    ଆରେ ଭଉଣୀ କଉ ଡୀଗ୍ରୀ ଏମାନେ କରିଥିଲେ ଡିଗ୍ରୀ ମାନେ ବାହାରେ ବୁଲୁଛନ୍ତି ଏମାନଙ୍କୁ ଚାକିରୀ ଦିଆଯିବ

  • @bhadweshbarik8691
    @bhadweshbarik8691 2 วันที่ผ่านมา +7

    Tuma time re anek sangathan raja rastare asuthile tume kana karu thila

  • @thirdeye9492
    @thirdeye9492 วันที่ผ่านมา +2

    ସବୁଠୁ ବଡ଼ ମାନେ ଅଷ୍ଟମ ଆଶ୍ଚର୍ଯ୍ୟ ହେଉଛି ସବୁଠୁ ବଡ଼ ଖଣ୍ଟ ଦାଗୀ ଭ୍ରଷ୍ଟାଚାରୀ ମାନେ ତାଙ୍କର ମିତ୍ର ଭାବେ ଉପଗତ... ଯେଉଁ ମାନଙ୍କ ଅତୀତ ଇତିହାସ ଅତ୍ୟନ୍ତ କୁସ୍ଚିତ 😂😂😂😂

  • @SubhasmitaSarangi-xe5ci
    @SubhasmitaSarangi-xe5ci 2 วันที่ผ่านมา +4

    ଏ ସଂସ୍ଥା କଣ କେବଳ ଓଡ଼ିଶା ରେ ଅନ୍ୟ କଉ ରାଜ୍ଯରେ ନାହିଁ କି ,ସେଠି କାର ଲୋକଙ୍କ ମାନସିକତା ଦେଖନ୍ତୁ ଆଉ ଆମର ମାନସିକତା

    • @manmathnayak3274
      @manmathnayak3274 2 วันที่ผ่านมา +1

      Odisha re free khaiiba bala besi ou emote tele Alu peija resuna ou pariba rate badhiba ni kn haba

    • @manmathnayak3274
      @manmathnayak3274 2 วันที่ผ่านมา

      Pagala sabu emane

  • @Lambodar1807
    @Lambodar1807 2 วันที่ผ่านมา +3

    ଏମାନେ ବି ଜେ ଡି ର କାମ କରୁଥିଲେ ତେଣୁ ବି ଜେ ଡି ନେତା ମାନେ କୁମାର କାନଦଣା କାନ୍ଦୁଛନତି

  • @babulapatiarbabulapatiar8338
    @babulapatiarbabulapatiar8338 2 วันที่ผ่านมา +5

    ବିଜେଡି କୁ ଅସ୍ମିତା ପାଗଳ କରିଛି କଣ ପାଇଁ

  • @bimalsamal-u4k
    @bimalsamal-u4k 2 วันที่ผ่านมา +4

    ଅନୁପମା ମାଡାମ୍ ଭଳି ମହିଳା ମାନଙ୍କୁ ଡିବେଟ୍ ରେ ଭାଗ ନଦେଇ ଥିଲେ ଭଲ ହୋଇଥାନ୍ତା

  • @parshurammallick
    @parshurammallick 2 วันที่ผ่านมา +2

    ଅନୁପମା।ଶିମାବାହାରକୁ ଜାଉଛି।।ଛିଃ।।ଛି

  • @rabindranathsahoo-nn1qp
    @rabindranathsahoo-nn1qp วันที่ผ่านมา +2

    BJD ନେତ୍ରୀ କଣ ମୂର୍ଖ ନା କଣ ତାକୁ ଷ୍ଟୁଡ଼ିଆରୁ ବାହାର କରାଯାଉ

  • @khirabatisanani4319
    @khirabatisanani4319 2 วันที่ผ่านมา +3

    Anupama madam,agaru apanka sarkar ketethara anganwadi didinku vetithile?????????answar diantu

  • @commonman1335
    @commonman1335 2 วันที่ผ่านมา

    A NAVEENA TUMA NAMARE BAHUT BAHUT ACHI KALA KANDI SABU BHARIBA DEKH NAVEENA DEKH 🎉🎉🎉🎉🎉🎉🎉

  • @bgemarop1777
    @bgemarop1777 2 วันที่ผ่านมา +3

    Anupama madam patha padhini ki

  • @SARJAMBANDRA-BJD
    @SARJAMBANDRA-BJD วันที่ผ่านมา

    Argus News ସଂପୂର୍ଣ୍ଣ BJD ବିପକ୍ଷରେ ରହିଆସିଛି, ଆଉ ସିୟେ କ'ଣ ଉଚିତ କଥା କହିବେ, ଭଲ କାମ ଗୁଡିକ ପାଇଁ release ନାହିଁ ଟିକେ ଅଧେ କୋଉଠି ଭୁଲ୍ ଥିଲେ ୧୦୦୦ show କରିବେ ❤❤

  • @saratkumarmohanty4958
    @saratkumarmohanty4958 2 วันที่ผ่านมา +2

    Bjd ra ei madam bahut hit heuchhanti Kan paeen.

  • @rajendrarout9713
    @rajendrarout9713 2 วันที่ผ่านมา +2

    Yemane kn work karuthile kiye kuha plz. Bahut maza lahuchi😁

  • @saumyaranjan7112
    @saumyaranjan7112 2 วันที่ผ่านมา +4

    Alo bedha tike sununu

  • @janakitanti2235
    @janakitanti2235 2 วันที่ผ่านมา +1

    ସବୁ ଦୋଷ ଅଲଗା କୁ ଦେଇ ଦେଲେ ହବନି ନୁଆଁ ସରକାର 100 ଦିନ ରୁ ବେଶୀ ହେଲାଣି କଣ ତାଙ୍କୁ ଜଣା ପଡୁନି ଯେ ଏଇ କ୍ୟାଡର ମାନେ କାମ କଲେ ଦରମା ନିଅନ୍ତି,ଯଦି ଦରମା ଦେବାର ନାହିଁ ତା ହେଲେ କାମ କାହିଁକି କରଉଛନ୍ତି ସିଧା ତ କହିବ ତମର ଚୁକ୍ତି ସରିଲା.ସମାଧାନ ହେବା ଦରକାର। #supportcader

  • @barshanath3466
    @barshanath3466 2 วันที่ผ่านมา +2

    Argus ବାଲା ପଇସା ଖାଇ ଗପୁଛି 😂

  • @BasantKhandual-n2e
    @BasantKhandual-n2e 2 วันที่ผ่านมา +1

    Pitha jujana gala kuade

  • @pkrout7233
    @pkrout7233 2 วันที่ผ่านมา +3

    Bed ct kariki otet deiki jane 11700 re chakiri Kariba jt re ... Aa 10th pass karinathibe ..se 10.000 paibe daram ...

  • @DhirenMalik-q9j
    @DhirenMalik-q9j 2 วันที่ผ่านมา +5

    ବିଜେଡି ନେତୀରି ଚୋରଣୀ ବେଧ ଗାଲୁଆ ନେତୀ ମୁହଁ ପେଲା କଥା କହୁଛି

  • @purnachandrasahu5333
    @purnachandrasahu5333 2 วันที่ผ่านมา +2

    Misanshakti.laxmibus band karajau.daradam bahut hela.rajaswo nasta karani

  • @jayadevmandal8422
    @jayadevmandal8422 2 วันที่ผ่านมา

    ଶୀତ କାକର ରେ ବସେଇଛି ନିର୍ଲଜ୍ଜ ବିଜେଡି ଶାସନ,,,,

  • @pradyumnasahu2043
    @pradyumnasahu2043 2 วันที่ผ่านมา +2

    Village bohu mananku nei khali neta,babu,sarpanch mane khali meeting and chatting etc Karu thile

  • @ratnakarbadra119
    @ratnakarbadra119 วันที่ผ่านมา +1

    Sabu Dai bjd sarkar😂

  • @UpendraDash-g3d
    @UpendraDash-g3d 18 ชั่วโมงที่ผ่านมา

    ବିଜେଡି ସରକାର ର ଭୁଲ୍ ନିଷ୍ପତ୍ତି ଯୋଗୁଁ ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସୁଜାତା ପାଣ୍ଡିଆନ ନବୀନ ସରକାର ବିଜେଡି ସରକାର ର ଖେଳ ମହିଳାଙ୍କ ପାଇଁ କାଳ ସାଜିଛି

  • @NakulNayak-v6x
    @NakulNayak-v6x 2 วันที่ผ่านมา +1

    ମୁ ବୁଝି ପାରୁନି ନବୀନବାବୁ ସବୁ ଦେଉଥିଲେ ଏବେ ବିଜେପି ସରକାର ଦେବାପାଇ ହଇରାଣ କରୁଛି କାହିଁକି? ଆଳୁ 7ମାସେ ହେଲାଣି 60ଟଙ୍କା ତେଲ 170 ଟଙ୍କା ନେଉଛନ୍ତି.. ଗାଁରେ ରୋଡ଼ ମନ୍ଦିର କାମ ତ ବନ୍ଦଅଛି ...ଇଏ ଓଡିଶାର ଖଣି ପଇସା ଲକ୍ଷେ ଲକ୍ଷେ ଟଙ୍କା ଯାଉଛି କୁଆଡେ ନଉଛି କିଏ

  • @birenmishra4217
    @birenmishra4217 2 วันที่ผ่านมา +1

    Salary totally band kari inquiry kara jau... Kou ground re job dia jaithila puni emananka kama kan...? Jauthi educated pila mane bekar hei rahichanthi emane bina kichi qualification / Exam / Interview re paisa paibare lagichanthi....

  • @pradeepsamal3634
    @pradeepsamal3634 2 วันที่ผ่านมา +2

    Jete bada paati chilei kahile michha ku sata kariparibeni,

  • @krishnabehera5989
    @krishnabehera5989 2 วันที่ผ่านมา +2

    Amanankara kichhi kamanahin khali sadhipindhiki block jaiki henhen fenfen haba sasusasuranka seba kara

  • @alokkumarbiswal6132
    @alokkumarbiswal6132 2 วันที่ผ่านมา +1

    Dear journalist. It's better to ask the administrator who are dealing with the scheme. No one except them can answer.

  • @saumyaranjan7112
    @saumyaranjan7112 2 วันที่ผ่านมา +2

    Alo Anupama tuma echha, Jagannath purana karibeni

  • @Odisha_News_Live
    @Odisha_News_Live 2 วันที่ผ่านมา +1

    Double Engine Sarkar Double Dhoka

  • @pkrout7233
    @pkrout7233 2 วันที่ผ่านมา +2

    Jadi govt bala nahi ..Kai appointment dele ...

  • @SibaramBhatra-j3m
    @SibaramBhatra-j3m 2 วันที่ผ่านมา +5

    Navin ku pachara

  • @pradyumnasahu2043
    @pradyumnasahu2043 2 วันที่ผ่านมา +1

    Dismiss go to home.

  • @sudamcharanmahanta6243
    @sudamcharanmahanta6243 วันที่ผ่านมา

    Argus news BJP golam

  • @saumyaranjan7112
    @saumyaranjan7112 2 วันที่ผ่านมา +2

    Anupama debi,tumara udesya Anya katha kahuchhi

  • @sadanandapradhan8954
    @sadanandapradhan8954 วันที่ผ่านมา

    Mission sakti immediate close

  • @BijaykumarBarik-x6d
    @BijaykumarBarik-x6d 15 ชั่วโมงที่ผ่านมา

    ବର୍ତ୍ତମାନ ମୁଁ ଟାଣ ମାରୁଛି ବିଜେଡି ମହିଳା ଲାଜ ଲାଗିବା କଥା ଛିଛି ମୁହଁ ପାଇଁ ଛୁଇଁ ଟାଣ କାମନଅ କରି ମୁହ ଟାଣ ବହୁତ୍ ସେଥି ପାଇଁ ଫିଗିଦେଲେ ବିଜେଡି କୁ ମୁହଁ ଟାଣ ପାଇଁ ଜୟ ଶ୍ରୀ ରାମ

  • @swarnapravagiri6953
    @swarnapravagiri6953 2 วันที่ผ่านมา

    Anupama. Mm

  • @surendragouda2590
    @surendragouda2590 2 วันที่ผ่านมา +2

    Hanupama tuma pocketrue darama dia

  • @pradeshisahu7084
    @pradeshisahu7084 2 วันที่ผ่านมา +1

    Bjd sarakara kana Karu thila

  • @ChikuPradhan-kx1lr
    @ChikuPradhan-kx1lr 2 วันที่ผ่านมา +1

    କୁସୂମ ଟେଟେ ଆପଣଦାବି କରୁଥିଲେ
    ପରମାଟେ କରବୋଲି ଏବେ ଆପଣ
    ପରମାଟେ କରିଦିଅ ବେଲଜଐ ବିଜେପି
    ଚୁଟିଆ ମିଡିଆ 😅😅

  • @simanchalasahu5906
    @simanchalasahu5906 2 วันที่ผ่านมา +2

    A bjd netri pandian pakhare soethile ki

  • @rkrk6129
    @rkrk6129 2 วันที่ผ่านมา +1

    Jahahele bi b. J.d. rashatalaku jiba .

  • @babulapatiarbabulapatiar8338
    @babulapatiarbabulapatiar8338 2 วันที่ผ่านมา

    ଯଦି ଦମ ଅଛି ମୋଦି ବାବୁ ଆପଣଙ୍କ ଯୋଜନା ଚାଲୁକରିଦିଅ ସବୁ ବାଟ କୁ ଆସିବେ

  • @gauraprasadtripathy4128
    @gauraprasadtripathy4128 9 ชั่วโมงที่ผ่านมา

    Contract renewal to be made after budget allocation. It seems the ancor is one sided.

  • @debasishnanda4331
    @debasishnanda4331 13 ชั่วโมงที่ผ่านมา

    ଅନୁପମା ମାଡାମ ଜଣେ ମଣିଷ ନା ପଶୁ

  • @jitupamia4477
    @jitupamia4477 23 ชั่วโมงที่ผ่านมา

    ଏମାନେ ସବୁ ବିଜେଡ଼ିର ବିଲେଇ ଆଉ କୁକୁର ସବୁ କିଛି ଦିଅନି ରାଜକୋଷରୁ ମାରି ଖେଜ

  • @shivaprasadjena8656
    @shivaprasadjena8656 วันที่ผ่านมา

    Semane bandamundi bharata parisa loke bhetibaku jibe

  • @Mnj1993
    @Mnj1993 2 วันที่ผ่านมา +1

    Are bedhi laxmi nka sthana ghare rahibe au kan scooty dhari bulibaku

  • @ShashikantaMahanta-e2y
    @ShashikantaMahanta-e2y 2 วันที่ผ่านมา

    Odishabasi Samaste dharanare basibe govt.tanka debeki

  • @Jitubhutiablogmtr
    @Jitubhutiablogmtr 2 วันที่ผ่านมา

    BJD ku bharosa Karo nahi bhuli jauchha bjd neta manankar rasa lila😢😢😢😢😢😢😢😢😢

  • @BishnuBarik-u7y
    @BishnuBarik-u7y 2 วันที่ผ่านมา

    Thomas Sainya Tommy tunnel wala serial tambaku se Vijaywada state

  • @SashankaBehera-ih9yd
    @SashankaBehera-ih9yd 2 วันที่ผ่านมา

    Subasini.pramila.jurde bardea teke ghashiheijiba darkar

  • @BishnuBarik-u7y
    @BishnuBarik-u7y 2 วันที่ผ่านมา

    Amravati Marathi Odia Khortha gana

  • @BadBoyAshwinKumar
    @BadBoyAshwinKumar 2 วันที่ผ่านมา +1

    ଏଇ ଚାକିରି ଯଦି ସବୁ ଦିନ ପାଇଁ କରିଦେବେ ତାହା ହେଲେ
    ଅନ୍ୟ ରାଜ୍ୟ ରେ ଦାଦନ କଟିବା ପାଇଁ କିଏ ଯିବ ସେଇଥି ପାଇଁ କରୁ ନାହାନ୍ତି ଏହି ସରକାର ଏବେ ଝିଅ ବହୁ ସବୁ ଦାଦନ ଖଟିବାକୁ ଯିବେ ତାହା ଚାହୁଛନ୍ତି BJP ସରକାର

    • @duburajbandia5800
      @duburajbandia5800 วันที่ผ่านมา

      କାମ କଣ ଏମାନଙ୍କର। ଭଲ ରାସ୍ତା ସ୍କୁଲ ନାହିଁ କିନ୍ତୁ ଟଙ୍କା ବାଣ୍ଟିବା ପାଇଁ ନିଯୁକ୍ତି ଦିଆଯିବ

    • @BadBoyAshwinKumar
      @BadBoyAshwinKumar วันที่ผ่านมา +1

      @duburajbandia5800
      ମୁଁ କୁର୍ଷି ମିତ୍ର ମାନଙ୍କର କଥା କହୁଚି ଭାଇ କୁର୍ଷି ସେମାନେ ଆମ ଆଡେ ଜଉ ମାନେ ଚାଷ କରିବା ପାଇଁ ଚାହାନ୍ତି ତାଙ୍କୁ ବିୟନ ଜଗେଇ ଦିୟନ୍ତି

    • @duburajbandia5800
      @duburajbandia5800 วันที่ผ่านมา

      @@BadBoyAshwinKumar ହଁ ସେମାନେ ପାଇବା ଉଚିତ୍।

  • @rajendrarout9713
    @rajendrarout9713 2 วันที่ผ่านมา +1

    Bjd wala nka wife nku job diya heithila.. Semane basiki salery nebapai yojona thila 😂

  • @kswain-j1g
    @kswain-j1g 16 ชั่วโมงที่ผ่านมา

    Bahut kahuchhi.

  • @shivaprasadjena8656
    @shivaprasadjena8656 วันที่ผ่านมา

    Rajyare jete asanti batabarana hauchi sabu bjd jogu bjd njd nabeen

  • @BichitraDash-sm4te
    @BichitraDash-sm4te 17 ชั่วโมงที่ผ่านมา

    Agreement sarigala pare puni darama kan pain

  • @savitasahoo7014
    @savitasahoo7014 วันที่ผ่านมา

    Center gov.cash dela state government bjd Sarakara pai tanka Bantu thile vote pai

  • @digambarnayak3462
    @digambarnayak3462 วันที่ผ่านมา

    No need of Dy C.M. to meet them
    . They were not working for public. They were party workers

  • @sudhakarSoren-jw7zm
    @sudhakarSoren-jw7zm 2 วันที่ผ่านมา

    Sarkar ku Anuradha lathi charge heo

  • @bidyaprasiddhisahoo1410
    @bidyaprasiddhisahoo1410 2 วันที่ผ่านมา

    ଆପଣ ଜଣେ ସାମ୍ବାଦିକ କୋଡ଼ ଅଫ କଣ୍ଡକ୍ଟ ଲାଗୁ ହେଲେ ରିନୁଆଲ ହୋଇ ପାରିବ ନାହିଁ

  • @badudai7112
    @badudai7112 วันที่ผ่านมา

    3 masaro tanka Dio BJD madam, sir 😂😂😂😂 tapare BJP debo jai shree Ram 🚩🚩🚩🚩🚩🚩

  • @bidulatasahoo8234
    @bidulatasahoo8234 16 ชั่วโมงที่ผ่านมา

    ଅନୁପମାତେତେ ଲାଜ ଲାଗୁନି କି ଛି ଛି l

  • @PadminiSuna-wr4te
    @PadminiSuna-wr4te 2 วันที่ผ่านมา

    Sir jadi contract sarijaithila prabhati mem kahiki eek ped MAA ke Naam re kama Kariba pain kahi thile

  • @ashishmahanta4
    @ashishmahanta4 21 ชั่วโมงที่ผ่านมา

    ବିଜେଡି ପ୍ରୋବତା ପାଗଳି ହୋଇ ଗଲା ନି

  • @julie-tf7jn
    @julie-tf7jn 2 วันที่ผ่านมา

    Semane kam karichhanti,darama paiba uchit

  • @srikantbehera6106
    @srikantbehera6106 2 วันที่ผ่านมา +1

    B j.d dalr kam pai skuti dia jai thila b j p tel pai tanka diajau nhele b j d durbal heuchi ndele haji jibe

  • @HemantaBagal-g9v
    @HemantaBagal-g9v 2 วันที่ผ่านมา

    ତାଙ୍କ କଥା ବଡ ବଡ ଓ ମାସର ଦରମା କୁଆଡ଼େ ଗଲା

  • @pradeepkumarrout2786
    @pradeepkumarrout2786 2 วันที่ผ่านมา

    Jou Mane purba sarkarre samprukta achhanti arrest Kari pita,au ejou BJD netri basichhi bhari Katha kahuchhu aguru Sujata Pandian ku kahunahanti.

  • @AlokkumarBehera-b4x
    @AlokkumarBehera-b4x 2 วันที่ผ่านมา

    BJD ra Durniti kebala Pralobhan Deyi Sarkaar Chalauthila

  • @bhabanimishra6206
    @bhabanimishra6206 2 วันที่ผ่านมา

    Sarakàr MBk , Crp nku pacharantu semane jadi Maa mananku kete Atma nirbhaya sila karichhanti jadi karichanti tebe darama nebe jadi kichhi kari nahanti tebe darama kahniki nebe.

  • @sudhakarSoren-jw7zm
    @sudhakarSoren-jw7zm 2 วันที่ผ่านมา

    Amane ki6i jani nahanti

  • @sukantakumardas9337
    @sukantakumardas9337 วันที่ผ่านมา

    EC manankara 2 years agreement thila bjp tanku kemiti rakhichanti kn tanka agreement kn bjp ku dekhajauniki