Jajpur's top officials remain unaware of the luxurious cottages, Balle Balle Dhaba and Dankari loot.
ฝัง
- เผยแพร่เมื่อ 3 ก.ค. 2024
- Jajpur's top officials remain unaware of the luxurious cottages, Balle Balle Dhaba and Dankari loot.
#satyapatha #pranabprakashdas #naveenpatnaik #vkpandian #pranabbalabantray #balebale #kusumapark #jajpur #bjd #odishapolitics #mohanmajhi #satyaprakashnayak #editorial
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha.com/
TH-cam: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive
ଏ BDO ଓ collector ତ ଅସଲ ଦୋଷୀ, ସବୁ ଜାଣି ଥିଲେ ଏବେ ନଜାଣି ବାର ଅଭିନୟ କହୁଛନ୍ତି। ଦେଖାଯାଉ ନୂଆ ସରକାର କି ପଦକ୍ଷେପ ନେଉଛନ୍ତି।ଉପଯୁକ୍ତ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେଉଛନ୍ତି ନା ସବୁ ଅଣଦେଖା କରି ନିଜେ ସେହି ଭଳି ହୀନ କର୍ମ ରେ ଲିପ୍ତ ରହୁଛନ୍ତି।
New Government is not a able Government. It fears to do enquiry against BJD.
BJD ର ନେତା, ମନ୍ତ୍ରୀ ଓ ଅଫିସର ସମସ୍ତେ ଏ ବେଆଇନ କାର୍ଯ୍ୟକଳାପ ପାଇଁ ଦାୟୀ ।
ଭୂତ ପ୍ରେତ ଅଶରୀ, ପ୍ରେତାତ୍ମା ଭଲି କିଛି ବିଜେଡି ବିଧାୟକ ଓଡିଶାରେ ରାଜ୍ କରୁଥିଲେ, ଏବେ ପୁରା ପାଲଟିଗଲେ, ହାଃ ହାଃ ହାଃ........
ଅଫିସର ମାନେ ଭୟଭୀତ ହୋଇ ରହୁଥିଲେ । ବଡ ଆଶ୍ଚର୍ଯ୍ୟ କଥା । ଏଇ ବିଜେଡି ନେତାମାନେ ଏତେ କ୍ଷମତାଶାଳୀ ଯେ ,ଏମାନଙ୍କ ଇସାରାରେ ଅଫିସର ମାନେ ଉଠବସ ହେଉଥିଲେ ।
Satya Babu you are absolutely correct...
Right analysis
ବହୁତ ଧନ୍ୟବାଦ 🎉
ଏ ନେତା ଓ ପ୍ରଶାସନ କୁ ଧରି ନେଇ public place ରେ ପଥର ମାରି ବାର ମାରିବା ଦରକାର
Satya Babu you are great 👍
Good analysis 👍
Well said satya bhai 🙏
Very nice 👌
ବିଶ୍ବସ୍ତରୀୟ ଟଆଉତର
😁😁😭
Good speech sir
ଆଜ୍ଞା ଏତେ ସବୁ ପରେ ବି କୁସୁମ ଭିତରକୁ ବୁଲିବାକୁ ଯିବାକୁ ଟିକେଟ ୬୦ ଟଙ୍କା ଦେବାକୁ ପଡୁଥିଲା
RATIRE JOUMANE JAUCHHANTI 6 LAKHYA NEI JAUCHHANTI JE .?
ଭାରତ ରୁ ସବୁ ବାବନା ଭୂତ ମେଳ ହୋଇ ଓଡିଶା କୁ ଚାଲି ଆସିଲେ।
Thhik katha & Satya Katha
You are the only one who is telling the truth
ସତ୍ୟବାବୁ ସତରେ ସତ୍ୟର ସ୍ଵର।
କିଶ କରିବେ ମୋହନ ସରକାର!!!
ବହୁତ ସୁନ୍ଦର ଉପସ୍ଥାପନ ❤
ସ୍ୱଚ୍ଛ ଶାସନର ଜ୍ୱଳନ୍ତ ଉଦାହରଣ ...... ଛି ଛି!!
ଜିଲ୍ଲାପାଳ ସବୁ ଜାଣିଛନ୍ତି, କିଛି ନ ଜାଣିବା ଭଳି ଅଭିନୟ କରୁଛନ୍ତି ।
khali barmha jabuda abasyak paduchhi .jemite akbar manepadijiba jiban ra itihasa .
ଆଂବେ ଆଜି କାଲି ଲୋକ ମାନେ ଜାଣି ଗଲେଣି ଯେ ମିଡ଼ିଆ ଵାଲା କି ଛି ମାଲ ପାଇଁ ସବୁବେଳେ ମିଛ କୁହନ୍ତି, ଟାର ପ୍ରମାଣ ଏଲିନା ଙ୍କ ପାଖରେ ଦେଖା ଦେଇଛି,ଏହି ମିଡ଼ିଆ ବାଲାଙ୍କ ଘରେ ପଶି ସେହି କାମ କରିବା ଉଚିତ
Ai bhai janaka kn kichhi janiparu nahanti je apari mantabya deba dukhara katha.
Bahut, bahut,dhanyabad,Satyababu,Eibhali
ବାଛି ବାଛି ଚୋରଙ୍କୁ ଗିରଫ କରି ରାସ୍ତାରେ ବୁଲାଇଲେ ଭଲ
ସତ କହୁଥିବା ମଣିଷ ସାର & ସତ୍ଯପାଠ ଟିମ୍ କୁ🙏, ସାର ଆମ ସମବିଧାନ ଅନୁଯାୟୀ ଏମାନଙ୍କଠାରୁ ଆଦାୟ କରାଯାଉ, କାରଣ ଏମାନେ ଏବେ ବି ସରକାରୀ ସୁବିଧା ପାଉଛନ୍ତି, ସାଧାରଣ ଲୋକ କେବଳ ଛୋଟିଆ ଭୁଲ କଲେ ଜେଲ୍ ଏବଂ ଜରୀମାନା ଦିଅନ୍ତି, ସରକାର ତ କହୁଛନ୍ତି ଏ ସାଧାରଣ ଲୋକଙ୍କ ସରକାର, ଦେଖାଯାଉ କଣ କରୁଛନ୍ତି ସରକାର
ବଳେ ବଳେ ଓ ବଙ୍ଗଳା - ଓଡିଶା ସରକାର - ପ୍ରଣବ ଦାସ = ଏକ୍ ଥିଲେ
Thanks sir 🔥
Right sir 💯
Royal Cottage ଓ Royal Dhaba, Near Maa Ugratara Temple ଏଥିରୁ ଅନ୍ୟତମ ।
Exactly till accountability will not be fixed against in charge officers truth will not be exposed. Secondly vigilance enquiry should be done against property of thease officers.
You are great
Government officials are working more for their own interests than the interests of public
Salary given to the Government officers during the last 25 years of Jajpur dist. may be recovered immediately with out asking any explanation.
କଂଗ୍ରେସ ଶାସନ ରେ ଏସବୁ କିଛି ହେଉ ନ ଥିଲା, ମୋଟେ ହେଉ ନଥିଲା, ନାଲି, ନେଳି, ସବୁଜ କୌଣସି ବତୀ କାମ ଦେଉଥିଲା କି❓❓❓❓❓❓❓❓
Satayaptha चैनल अच्छा काम कर रहा है वेरी गुड सर 👍
You are correct.
ତୁରନ୍ତ ଗିରଫ କରାଯାଉ
ସବୁ ଶଳା ଚୋର
GoodàdAvice
They are Global Lable Notorious
Thanks ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ପ୍ରଥମେ ସରକାରୀ କର୍ମଚାରୀ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଇଡି ସିବିଆଇ ଲଗାଇ ତଦନ୍ତ କରାଯାଉ 'ଏହାପରେ ନେତାମନ୍ତ୍ରୀ ଙ୍କୁ ସିବିଆଇ ଇଡି ଲଗାଯାଉ ତାପରେ ସବୁ କାରନାମା ଧରାପଡ଼ିବ
RATHA PARE HOIPARE
Satya path now mithyapath
❤❤
Sir athie Sabu Tharu bada bhulu prashasana ra
Same thing is going on today.
It need the transfer of clerks, S.O,and officers.
Jajpur ra sabu officer chora, tautar au darua
Odisha's most dark period is Nabin's long regime of 24 years . Odisha was under the hand of corruption of world . Only we the people of Odisha minutely presume What action will be taken by today's new government .😂
Sir … I became a fan of your podcast. Please highlight the “Preventive healthcare System “, “Prevention of malnutrition “ agenda.
Jay sriram Jay jagannath Jay Bharat Mata
Jay Odia
Jay Mohan sarkar 🙏🙏🙏🙏
1St view
Means that BDO is incompetent for the post and mentally challenged as well. And at the same time this is the loop hole of our beaurocracy not only BDO for whole departments which are involved in this outraged constructions as this all our people's money and tax. Second thing Naveen Patnaik also accumulated the public place infront of his house...why? Is it belongs to his ?? And what steps the new government taken against all these unethical cases.. Are they aware or working?? Another thing is the lack of edification of our people in that area..how they were giving vote to such criminal persons.. They should be aware of it. This is 2024 guys and we are living in democracy but it seems like Autocracy rules in odisha😂😂😂😂😂😂😂😂
କାହିଁକି କେହି ପ୍ରତାପ କେଶରୀ ଦେ କଣ କରିଛନ୍ତି କାହାରି ମୁହଁ ଖୋଲୁ ନାହିଁ କାରଣ ହେଉଛି ଜୟ ସେ ମାଛଅ ଚାଷ ନାମରେ ସେ କୋଟି କୋଟି ଟଙ୍କା ଲୁଟିଛନ୍ତି ବହୁତ୍ବପ୍ରୋଜେକଟ ରେ..... ତ ମଧ୍ୟ ରେ ଆଳି ବାଲେଶ୍ୱର ପାଣି ପ୍ରୋଜେକଟ 18000 କୋଟି ଟଙ୍କା ରେ କେତେ ଖରଚ ହୋଇଛି ତାକୁ ଚେକଙ୍କନକରିବା darkar
BBSR officers are to be transferred to Boud,Koraput, kalahandi,Balangir, Sambalpur other wise, this Govt will be same as previous govt.
Govt should enquire now to know the true.
100 / 100 ra thhike
Biswastariya besyaloyo sabu chalithila
Mohan sarakr please see the scam in Jajpur district byBabi Das,ex M.L.A, immediate inquiry and appropriate lawfull action.
Satya Babu any action take by public through court or law please confirm any source
Ok
Sabu department baby pocket re
Raja and Britisher mane epari karinathibe . It's only possible in Odisha bhai. Now only media bharasha. All were aware but helpless due to emergency like situation. Too bad.
20 Dina re ate..tahele agaku kete😅😅😅
This is only a trailer! Full film will be released very soon ! 😂
Auu gote jami durnit achhi...jajpur re
ସସ୍ମିତ ବାବୁ ଗଲେ କୁ ଆଡ଼େ ବଡ଼ ବଡ଼ ସାମ୍ବାଦିକ ସମିଳିନି କରି ବଡ଼ ବଡ଼ କଥାକହୁଥିଲେ
Right brother
Heavy mind boggling expenditure incurred in a revenue district having marginal public revenue earning.
A sarkara kan karuchanti dekhibaku rahila
ରଙ୍ଗ ବଦଳାଇ ବାର ଖର୍ଚ୍ଚ କିଏ ବହନ କରିବ
ସୁରନ୍ତ ତଦନ୍ତ ଓ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ନହେଲେ ଲୋକଙ୍କ ଭରଷା ଭାଙ୍ଗି ଯିବ l
Samaste mili misi khauthile😂
Prasasan janichi collector kahuchanti
Sabu officer corruption re matichhanti. Ebe GM.
Bjd party had become a prostitute centere due to some people.
E babu kebala BJD pachhare padichi aau kichhi nahi 😁😁😁 chora media
Jajpur.dharmshala...b.d.o.
Tahaselidar.ku.cot.ku.tanajau
Sabusat.bahareb
EA LUTERA MICHHUAA MANANKU KEBE
PANICMENT
MILIBA ? ODISHA BASI SUNI KHUSI
HEBE .
Sresta prasasaka prise paithile😅
Pap kyaa hai to phal to jarur milega...
Pandian truck keteta chalichi paradeep kindly lokalochanku anatu?
Satyapathara aranya rodana. Kichhi heba nahin. Morning shows the day. Example changing green buses to orange colour.
seghra karjyanustan Grahan karajau
Padmapokhari moujare unknown sorcse re cover karajaichi
ନବୀନ ଓ ପାଣ୍ଡୁ କୁ ଜେଲରେ ପୁରେଇ ଦେଲେ ସବୁ ଗୁମର ଖୋଲିଯିବ
ସବୁ କାହାଣୀର ଯେମିତି ଜଣେ ଖଳନାୟକ ଥାଏ ସେମିତି ଓଡିଶାରେ ସବୁ ହତ୍ୟା ଧର୍ଷଣ ଚୋରି ଦୁର୍ନୀତିର ମୁଖ୍ୟ ଖଳନାୟକ ଥିଲା ପରମ ମାଗିହା ହାରାମି x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ, କିନ୍ତୁ ନବୀନ ପଟନାୟକ ଚାଲାକ ହେଇଥିବାରୁ ସେ ନିଜେ କିଛି ନକରି ଅଲଗା ନେତା ଅଫିସରଙ୍କ ଦ୍ୱାରା କରାଏ ଯାହା ଦ୍ୱାରା ନବୀନ ପଟନାୟକ ନିଜେ ସର୍ବଦା ସ୍ୱଚ୍ଛ ରହିବ, ଅଲଗା ନେତା ଅଫିସର ଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟେଇବାରେ ହାରାମି ନବୀନ ପଟନାୟକ ହେଉଛି ସିଦ୍ଧାହସ୍ତ, ନବୀନ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ମୂର୍ଖ ମନ୍ତ୍ରୀ ଥିଲା, ନବୀନ ପଟନାୟକ ସରକାର ଶାସନ ନୁହେଁ କୁଶାସନ କରୁଥିଲା, ଆଉ ବିଜେପି ସରକାର ଯଦି ବିଜେଡି ନେତା ମାନଙ୍କୁ ଓ ତାଙ୍କୁ ସାହାଯ୍ୟ କରିଥିବା ଅଫିସର ଓ ପୋଲିସ, ପ୍ରଶାସନିକ ଅଧିକାରୀ ମାନଙ୍କୁ ଜେଲରେ ଭର୍ତି ନକରେ ତେବେ ଆଗାମୀ ଇଲେକ୍ସନରେ ଓଡିଶାରୁ ବିଜେପି ସଫା ହେଇଯିବ, ଓଡିଶା ପ୍ରଶାସନ ଓଡିଶା ପୋଲିସ ତଦନ୍ତ କଲେ କିଛି ଲାଭ ହବନି କାରଣ ଏମାନେ ତ ସେଥିରେ ସମ୍ପୃକ୍ତ ଥିଲେ, ତେଣୁ ଏମାନେ ତଦନ୍ତ କଲେ ଖୁଲାସା କରିବେ କମ ଚାପିବେ ଅଧିକ, ଏଠି କେବଳ ସିବିଆଇ ଇଡି ଦରକାର
Right
A sabu karjia pachare engerj kanun dai
Vip menten amanakara mukhya udeshya.
O.... Mu....
ଏମାନଂକୁ ଭଗବାନ କ୍ଷମା କରିବେତ??
Regulation of transfer and posting of officers by the legislature even up to grassroot levell is going to be a threat to the democratic system.Efficiency and work man ship of officers are hammered by the gundas and anti socials.Police adminstration has been made not to pay attention to the security of officers in apprehension of their transferr and posting a type of intellectual humilation.
ନବିନସାରସପନଦେଖୁଛନ୍ତୀଆଉଥରେମନ୍ତ୍ରୀହେବେ
Congresh fer nehiyayega, bjd bhi sasanme nehiaayega, bat me bjp bhi lop payega, yek netaji dal aayega,
Nabin kichhi jani
Satya sir mu apankau dekhichi apanna chandikhol chhaka re se kana munda re jalipi pakudi khaichanti sarbaswar beura apanku data dinati jajpur ra .....i want work with your chhanel for devlopment as main streem media cahnel not a an youtube only
ବିଜେଡି ର ଅଧିକାଂଶ ବିଧାୟକ ଚୋର
Mamta meher hotya Babi das ku girop karajauni aparjanto ...sabu BJD
Satya babu apananku naveen g marichhiki
Tme jaha kahila Tara olta ta heichi 😂😅
Hn ପୁରା ଜଳୁଛି 😂
Mohan sarkar v lootera sarkar pari laguchi amit saha pain ame vote delu hele se v choro ta...dharmendra hatao aparajita nku minister karao ...au odishara cm BALESORE NANA NKU KARA JAU MAJHI NKU HATAO PURE ODISHA YOGI PRATAPA NANA
Satya Babu be impartial not like nabin dash.
आप न्यूज़ चैनल वाले और को दिए और भी कुछ निकलेगा बहुत कुछनिकलेगा यह भ्रष्टाचारी लोगों ने बहुत कुछ दुर्नीति किया है यहां उड़ीसा में लोगों को खाने को नहीं मिल रहा है एक ही टाइम अच्छा से
Partiality news channel godi media, nirapeskhyata nahi
Magihanku jhrapada darakar