ସାଲିଆ ସାହିରେ ବୁଲିଲା ବୁଲଡୋଜର | Breaks Illegal Country Liquor Production Units In Bhubaneswar

แชร์
ฝัง
  • เผยแพร่เมื่อ 12 ก.ย. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #OdishaNews #IndiaNews #bhubaneswar

ความคิดเห็น • 295

  • @user-tm1kk4sd3q
    @user-tm1kk4sd3q 19 วันที่ผ่านมา +61

    ପୋଲିସ ଭାଇ ମାନଙ୍କୁ ଏଥିପାଇଁ ଧନ୍ୟବାଦ। ଅଘଟଣ‌ଘଟିବା ପୂର୍ବରୁ କିଛି ନିରିହ ଲୋକଙ୍କର ଜୀବନ ବଞ୍ଚିଗଲା ।

  • @laxminarayanpanda1427
    @laxminarayanpanda1427 19 วันที่ผ่านมา +32

    ବାଂଲାଦେଶୀ ଙ୍କ ବସ୍ତି ରେ ବୁଲ୍ ଡୋଜର କେବେ ଚାଲିବ ? ଦେଶ ଓ ଧର୍ମ ବଞ୍ଚିଲେ ଆମେ ସୁରକ୍ଷିତ ରହିବା ।

  • @KhadangaChinmaya5
    @KhadangaChinmaya5 19 วันที่ผ่านมา +136

    ଭୁବନେଶ୍ୱର ରେ ବହୁତ ପ୍ରକାର ଅପ୍ରିତିକର କାର୍ଯ୍ୟ ଚାଲୁଅଛି । ଏହାର ତନାଘନା କରାଯାଉ ।

    • @BharatiBeura
      @BharatiBeura 19 วันที่ผ่านมา +2

      Bbsr ହେଉଛି ୨ନମ୍ବର କାରବାର ଅଡା

    • @abinashtarai6067
      @abinashtarai6067 19 วันที่ผ่านมา

      ​@@BharatiBeuraKolkata au delhi thu Kam 😂

    • @anandamohakuda4943
      @anandamohakuda4943 11 วันที่ผ่านมา

      Ago mada band kara, dekhiba kete dum achi 😅😅

  • @sankarnathmaharana7859
    @sankarnathmaharana7859 19 วันที่ผ่านมา +58

    ହଇରେ ଗେଣ୍ଡାଦଳିଆ ନେତା କର୍ମୀ ଦେଖରେ କେମିତି ଚାଲିଥିଲା ମଦ ବ୍ୟବସାୟ

    • @gangadharmishra1403
      @gangadharmishra1403 19 วันที่ผ่านมา

      Genda dala tanka khai Avaya pradan karithile.Randhiba Bala o BJD ubhaye khus thile.

    • @Viralvideos55238
      @Viralvideos55238 19 วันที่ผ่านมา

      Kai bjp sarakara kahi thilla mada band kari baku kana helaki banda kala ni kathare dam nahi khali vote pai kahu thila kama re fusu😂

    • @siteshnayak8604
      @siteshnayak8604 18 วันที่ผ่านมา

      Amara ethi BJP MLA ra wine factory aau desi mada bhaati achhi sabu gan re 😂🤣seita stop karile ame janibu sarkar kichhi karile boli loko pieki ebe 3 din hela jananka death hela aau se jaithile medical ku mada suppy kariki puni hospital jauchhanti dekhivaku 😂🤣

    • @anandamohakuda4943
      @anandamohakuda4943 11 วันที่ผ่านมา

      Gendalia ta ghare thiba dekh .
      Cp

  • @NilaNiladas-lu4sq
    @NilaNiladas-lu4sq 19 วันที่ผ่านมา +9

    ଭାରତ ସରକାର ଓ ଓଡ଼ିଶା ସରକାର ଙ୍କୁ ମୋର ଏତିକି ନିବେଦନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସାଲିଆ ସାହି ବ ସ୍ତି କୁ ସୁନ୍ୟ କରାଯାଉ ପୁରା ବସ୍ତି ଭଙ୍ଗା ଯାଉ ଭୁବନେଶ୍ୱର ରେ ସାଲିଆ ସାହି ରେ ଅଧିକ କ୍ରାଇମ୍ ହୋଉଛି

  • @rigi1734
    @rigi1734 19 วันที่ผ่านมา +8

    ନୂଆ ସରକାର ଙ୍କ ଏ ପଦକ୍ଷେପ ପାଇଁ ଧନ୍ୟବାଦ... ପୁରୁଣା ସରକାର ଏଇ ମାନଙ୍କୁ ସବୁ ଘର ବି ଦେଇଛି ଏଇ ଭୁବନେଶ୍ୱର ରେ ପୁଣି ଆପାର୍ଟମେଣ୍ଟ

  • @user-vx4fd5ob6q
    @user-vx4fd5ob6q 19 วันที่ผ่านมา +70

    ଗୁଡ ଗଭର୍ନାନସ। ରିଫିୟୁଜ ମାନଙ୍କ ଆଡାସ୍ତଳ ଶାଲିଆଶାହି

    • @laxminarayanpanda1427
      @laxminarayanpanda1427 19 วันที่ผ่านมา +7

      Refugee ନୁହେଁ infiltrators. ଶରଣାର୍ଥୀ ନୁହେଁ ଅନୁପ୍ରବେଶକାରୀ କହନ୍ତୁ।

    • @special1203
      @special1203 19 วันที่ผ่านมา

      Anpadh(certificate with masters) without exam. poda(fired in ghasi/ chulhi/gas) sukhua khua (dry fish eater gandha laguchi na chutiya bhabuchi you chtuber public ku?.. kan tu same to them .

  • @sadanandasahoo3707
    @sadanandasahoo3707 19 วันที่ผ่านมา +36

    ସାଲିଆ ସାହି କୁ ପୂରା ଉଚ୍ଛେଦ କରାଯାଉ।‌

    • @mobinkhan8852
      @mobinkhan8852 16 วันที่ผ่านมา

      ୦ିକ କହିଲ ଭାଇ

  • @manaromaswain9328
    @manaromaswain9328 19 วันที่ผ่านมา +37

    ରାମ ରାଜ୍ୟ ପ୍ରତିଷ୍ଠା ହେବ

  • @SatyaPattanaik20
    @SatyaPattanaik20 19 วันที่ผ่านมา +22

    ବେଆଇନ ମଦ ଭାଟି ଭାଙ୍ଗିବା ସହିତ ଓଡ଼ିଶା କୁ ନିଶା ମୁକ୍ତ କରନ୍ତୁ ସରକାର।କାରଣ ଖାଲି ମଦ ନୁହେଁ ଅନେକ ପ୍ରକାରର ନିଶା ଦ୍ରବ୍ୟ ପାଇଁ ସାରା ଓଡ଼ିଶାରେ କ୍ରାଇମ୍ ଦିନକୁ ଦିନ ବୃଦ୍ଧି ପାଉଛି ଯାହା ଫଳରେ। ସାଧାରଣ ଜନତା ମୃତ୍ୟୁ ବରଣ କରୁଛନ୍ତି।

  • @Indianarmy143
    @Indianarmy143 19 วันที่ผ่านมา +107

    ବିଜେଡି 24 ବର୍ଷ ଶାସନ କାଳରେ ଗୋଟିଏ ଵି ମଦ ଦୋକାନ ଘର ଭାଙ୍ଗି ଥିଲେ କି

    • @pintukhuntiakattarhindurss3697
      @pintukhuntiakattarhindurss3697 19 วันที่ผ่านมา +7

      ​@@asit_mohanty🐕👈 posa pandiyan re....25 brasa & Biju 15 brasa kn karu thile

    • @Singh77359
      @Singh77359 19 วันที่ผ่านมา +12

      ନବିନ ପରା ନିଜେମଦୁଆ😂😂😂

    • @maminasingh2299
      @maminasingh2299 19 วันที่ผ่านมา +2

      Nabin a Mada piani pharen mal pia

    • @shivatudu461
      @shivatudu461 19 วันที่ผ่านมา

      bhanga hei thila.you tube re mari ki dekh

    • @Techgamerpriyam
      @Techgamerpriyam 19 วันที่ผ่านมา

      Bjp magiha Ko ame kana janinu BJP kete chuduchi

  • @basantasahu3719
    @basantasahu3719 19 วันที่ผ่านมา +36

    ଏତେ ଦିନେ ପୋଲିସ ର ବାହାଦୁରି ଦେଖାଇଲା. ସ୍ୱାଗ ତ ଯୋଗ୍ୟ ପଦକ୍ଷପ

    • @tapanmishra1645
      @tapanmishra1645 19 วันที่ผ่านมา +3

      Police sabudin bahadur..
      Only political will power darkar

    • @anandamohakuda4943
      @anandamohakuda4943 11 วันที่ผ่านมา

      Kichi nuha faltu Katha, lokonku bhua bulauchi, election istahar ra kama kahi

  • @user-tm1kk4sd3q
    @user-tm1kk4sd3q 19 วันที่ผ่านมา +29

    ସବୁ ପୂର୍ବ ସରକାର ଙ୍କ ଜଣାତ ରେ ଚାଲୁଥିଲା । 24 ବର୍ଷ ଧରି ସରକାର ଜାଣି ପାରିଲେ ନାହିଁ କିପରି । ରାଧେ ରାଧେ ତୋର ଅଧେକୁ ମୋର ଅଧେ ।

    • @user-tm1kk4sd3q
      @user-tm1kk4sd3q 19 วันที่ผ่านมา +1

      ଏଥିପାଇଁ ପୋଲିସ ଭାଇ ମାନଙ୍କୁ ଧନ୍ୟବାଦ ।

    • @gurucharanbarik7817
      @gurucharanbarik7817 19 วันที่ผ่านมา +1

      ପୁଲିସଙ୍କୁ ସିଗ୍ ନାଲ୍ ମିଳୁନଥିଲା 🧐🧐🤔🤔🤔

  • @djdhanu5763
    @djdhanu5763 19 วันที่ผ่านมา +32

    Very good action by Government❤❤❤

  • @kailashmohanta6476
    @kailashmohanta6476 19 วันที่ผ่านมา +30

    ଧନ୍ୟବାଦ ମୋହନ ମାଝି ସରକାର

    • @sahoocreation-du4ym
      @sahoocreation-du4ym 19 วันที่ผ่านมา +1

      Good news

    • @momentsphotography8584
      @momentsphotography8584 19 วันที่ผ่านมา

      TANKAR HANDIA LASI BEPARA ....SEMANE SABU SANTALI LOKA

    • @Secrettechtips0024
      @Secrettechtips0024 19 วันที่ผ่านมา

      ବାଳ ନା ବିଦେଶୀ ମଦ ବନ୍ଦ କରିଲେ ସିନା

  • @unionics
    @unionics 19 วันที่ผ่านมา +4

    ପୋଲିସ ଭାଇ ମାନଙ୍କୁ ଏଥିପାଇଁ ଧନ୍ୟବାଦ। Good Job

  • @debendrabehera3
    @debendrabehera3 19 วันที่ผ่านมา +30

    ପଦ୍ମଫୁଲମା ଲକ୍ଷ୍ମୀଙ୍କର ମା ଆସିଲେ ଅଳିଆ ହଟିବ ଜୟ ମାଲକ୍ଷ୍ମୀ✊🙏🇮🇳👍

  • @ranjandas9540
    @ranjandas9540 19 วันที่ผ่านมา +6

    ଏମତି ସବୁ ଜିଲ୍ଲା ରେ ଚାଲିଛି।ପ୍ରଶାସନ ସବୁ ଜାଣିଛନ୍ତି

  • @sangramjena3517
    @sangramjena3517 19 วันที่ผ่านมา +18

    Ati sundar

  • @user-tw9le4mi8w
    @user-tw9le4mi8w 19 วันที่ผ่านมา +8

    ବହୁତ୍ ଭଲ ନିଷ୍ପତ୍ତି

  • @mynameisnew3783
    @mynameisnew3783 19 วันที่ผ่านมา +38

    Thanks BJP sarkar

  • @chhabisamal6494
    @chhabisamal6494 19 วันที่ผ่านมา +3

    ସରକାରଙ୍କୁ ବୋହୁତ ବୋହୁତ ଧନ୍ୟବାଦ 🙏

  • @socialworkerajay8658
    @socialworkerajay8658 19 วันที่ผ่านมา +33

    Thanks BJP government

  • @BijaykumarSahoo-mx5tc
    @BijaykumarSahoo-mx5tc 19 วันที่ผ่านมา +19

    ପୋଲିସ ଆୟକର ବିଭାଗ ଭିଜିଲାନ୍ସ ସିବିଆଇ ଗୁଇନ୍ଦା ବିଭାଗ ସତର୍କ ରହିବାକୁ କହୁଛି ମୋର ଗବେଷଣାତ୍ମକ ଅଭିଜ୍ଞତାରୁ ଏହି ବିଭାଗ ଗୁଡିକ ନେତାମାନଙ୍କୁ ବଡ଼ ବଡ଼ ଓକିଲ ଜଜ୍ ଅଧିକାରୀ ମାନଙ୍କର ଘରେ ଚଢ଼ାଉ କରି ଦେଖନ୍ତୁ ଆତଂକବାଦୀ ମିଳିବ

  • @natabaranaik5026
    @natabaranaik5026 19 วันที่ผ่านมา +13

    Very,good,decision,excise,department,take,action,sampurna,stop,heba,darkar.

  • @skmoharaj4984
    @skmoharaj4984 19 วันที่ผ่านมา +13

    ଆଜ୍ଞା ଘରଭଙ୍ଗା ମେଟେରିଆଲ୍ବ୍ ବ୍ୟବହାର କର ରାସ୍ତା କୁ ଠିକ୍ କରାଯାଉ।

    • @sdash6242
      @sdash6242 19 วันที่ผ่านมา

      👍👍

  • @mynameisnew3783
    @mynameisnew3783 19 วันที่ผ่านมา +25

    Very good job BJP sarkar

  • @satyabratasethi444
    @satyabratasethi444 19 วันที่ผ่านมา +13

    ଓଡ଼ିଶାରେ bulldozer rule darkar strictly

  • @malayapradhan8400
    @malayapradhan8400 19 วันที่ผ่านมา +5

    ପୁରୁଣା ଘର ଭାଙ୍ଗି ମିଛରେ ମଦ ନା ଦେଇଛ
    ପୋଲିସ ଟା ଆଗରୁ ଜାଣି ନଥିଲେ। ଆହୁରି ମଦ ବିକିବା ପାଇଁ ଏଟା ଗୋଟେ ଅଭିନୟ

  • @mynameisnew3783
    @mynameisnew3783 19 วันที่ผ่านมา +18

    Ooo beautiful job BJP

  • @kishorchandra2531
    @kishorchandra2531 19 วันที่ผ่านมา +6

    ଏତେ ଦିନ ପର୍ଯ୍ୟନ୍ତ ପୋଲିସ କିପରି ଜାଣୁ ନଥିଲା?କିନ୍ତୁ ବର୍ତ୍ତମାନ ଏ ସରକାର ଆସିବା ପରେ ଭୁବନେଶ୍ୱର ସହରର ଛାତିରେ ବଡ ବଡ ପିସି ଖିଆ ବାବୁ ଓ ଦେଶୀ ମଦ କାରଖାନା ଧରାପଡୁଛି।

  • @drsudhansusenglishacademy9246
    @drsudhansusenglishacademy9246 19 วันที่ผ่านมา +5

    ଏଇଟା ତ ଆଜିର କଥା ନୁହେଁ। ଅନେକ ବର୍ଷ ପୁର୍ବରୁ ଏହା ଚାଲୁଥିଲା।ତାହେଲେ ବିଗତ ୨୪ ବର୍ଷର ସରକାର କରୁଥିଲା କ'ଣ? ଏମାନେ ବାଂଲାଦେଶୀ ରୋହିଙ୍ଗୟା ନିଶ୍ଚୟ ହୋଇଥିବେ ଯେଉଁମାନେ ଭୋଟ ପାଇଁ ପୂର୍ବ ସରକାର ର ଛତ୍ରଛାୟାରେ ବଢୁଥିଲେ। ଏହାର ତଦନ୍ତ କରାଯାଉ।

  • @user-jf6hy3qs2j
    @user-jf6hy3qs2j 19 วันที่ผ่านมา +6

    Eita nuhe Athagsrh area re jou jagare mada tiari hauchi samaste koti pati.

  • @nibasmohanty3794
    @nibasmohanty3794 19 วันที่ผ่านมา +3

    Really, a good step for better govt.

  • @hareshchandranaik8065
    @hareshchandranaik8065 19 วันที่ผ่านมา +7

    Very very good action ,Thanks to Bjp governments

  • @kanchannayak8349
    @kanchannayak8349 19 วันที่ผ่านมา +6

    Very good mohan sarkar .

  • @sonukhansonukhan8387
    @sonukhansonukhan8387 16 วันที่ผ่านมา +1

    Congratulations. DCP. Odisha. Police. Abakari. Bebhaga. Salut. KOTI. KOTI. Pranam

  • @funnytourwithyummyfoods4353
    @funnytourwithyummyfoods4353 19 วันที่ผ่านมา +5

    ସାଲିଆ ସାହି କ୍ରାଇମ୍ ର ପେଣ୍ଠ ସ୍ଥଳି

  • @Yediwqtydete
    @Yediwqtydete 19 วันที่ผ่านมา +4

    Very good decision....emiti hin darkar.....

  • @Chagala43
    @Chagala43 19 วันที่ผ่านมา +4

    Good good 👍👍👍👍👌👌👌👌

  • @sanjayabehera5625
    @sanjayabehera5625 19 วันที่ผ่านมา +4

    Odisha people wants Yogi ji action model in odisha on mafia / gunda with illegal property without care any political party reactions.

  • @a.r.sgamer4051
    @a.r.sgamer4051 19 วันที่ผ่านมา +2

    ଜୟ ଭାରତ ମାତା କି ଜୟ

  • @kcdasfishcatcher
    @kcdasfishcatcher 19 วันที่ผ่านมา +3

    ଠିକ୍ ହେଲା ଭଲ ହେଲା
    ଓଡ଼ିଶାରେ କେବେ ବନ୍ଦ ହେବ ମଦ ?

  • @Smrutiranjan8220ST
    @Smrutiranjan8220ST 19 วันที่ผ่านมา +5

    Very good

  • @NahedaPr-fr8ni
    @NahedaPr-fr8ni 7 วันที่ผ่านมา +1

    Khub sundar odisha re dusta sakti chora mada au chaliba nahi odia ra asmita sajaga helani mohan sarkar nku anek anek suveccha bhagaban antarjaami mangala karantu thanks 🙏 uttam nath

  • @prasanna6478
    @prasanna6478 19 วันที่ผ่านมา +7

    ବିଜେଡି ସରକାର ଦାୟୀ

    • @prasanna6478
      @prasanna6478 19 วันที่ผ่านมา +1

      ଯେଉଁ ମଦଭାଟି ଘର ତିଆରି ହୋଇଛି ଦଶବର୍ଷ ପୁରୁଣା ଘର ବିଜେଡି ନେତା ମନ୍ତ୍ରୀ କଣାରୁ ଥିଲେ

  • @manassahoo8620
    @manassahoo8620 19 วันที่ผ่านมา +2

    ଦେଶୀ ସହିତ ବିଦେଶୀ ବନ୍ଦ କରାଯାଉ

  • @user-mo6nt3ze1h
    @user-mo6nt3ze1h 19 วันที่ผ่านมา +1

    Right action after24yrs well done mohan sarkar

  • @avimanyupatri4365
    @avimanyupatri4365 19 วันที่ผ่านมา +1

    ସମ୍ପୂର୍ଣ୍ଣ ବେଆଇନ ବସ୍ତି ଉଚ୍ଛେଦ କରାଯିବା ଆବଶ୍ୟକ. ତତସହିତ ବିସ୍ଥାପିତ ମାନଙ୍କ ଉଦେଶ୍ୟରେ ହୋଇଥିବା ଗୃହ ମାନଙ୍କରେ ଯେଉଁମାନେ ରହୁଛନ୍ତି ସେମାନେ ପ୍ରକୃତ ଉପଭୋକ୍ତା କି ନୁହେଁ ତାହାର ମଧ୍ୟ ତଦନ୍ତ ହେବା ନିତାନ୍ତ ଆବଶ୍ୟକ.

  • @user-wv6jo8up2m
    @user-wv6jo8up2m 19 วันที่ผ่านมา +1

    ଅବକାରୀ ବିଭାଗ ପକ୍ଷରୁ ଯଦି ଆମ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ଚଢ଼ାଉ କରି ଥିଲେ ବହୁତ ଭଲ ହୁଅନ୍ତା

  • @user-qn6yo3ft7d
    @user-qn6yo3ft7d 19 วันที่ผ่านมา +3

    Electric disconnect କର,ଆଉ ଗାଡ଼ି ସବୁ seize କର

  • @debaduttapatanaik453
    @debaduttapatanaik453 19 วันที่ผ่านมา +1

    ସେ 6 ଲେନ ରାସ୍ତା କୁ ଏକାମ୍ରକାନନ ପଛରେ ଅଟକି ରହିଛି କାହିଁକି। ଘର ଭାଙ୍ଗି ରାସ୍ତା ଖୋଲା ଯାଉ

  • @mita_rabi
    @mita_rabi 19 วันที่ผ่านมา +1

    ସମ୍ପୂର୍ଣ ଭାବେ ଭୁବନେଶ୍ୱର ସ୍ମାର୍ଟ ସିଟି କୁ ବସ୍ତି ମୁକ୍ତ କରାଯାଉ

  • @pradeepkumarsinha803
    @pradeepkumarsinha803 19 วันที่ผ่านมา +3

    ଏ ସବୁ କିଛି ନୁହେଁ। CORRUPTED ନେତା ମନ୍ତ୍ରୀମାନଙ୍କ ଘରେ କେବେ Boldezor ଚାଲିବ ଦେଖିବାର ବାକି ଅଛି। MENIFESTO ରେ ନିର୍ବାଚନ ପୁର୍ବରୁ ଥିବା ଗୋଟିଏ ଗୋଟିଏ ଶବ୍ଦକୁ ନଜର ରଖିଛୁ ଏବଂ ଦେଖୁଛୁ।

  • @littlequeenrakhi
    @littlequeenrakhi 16 วันที่ผ่านมา

    Very good disistion thanks 👍👍👍👍 ଆହୁରି କଠୋର ହୁଅ ନଚେତ୍ ମଣିଷଅମଣିଷ ହେଇ ଯାଉଛି

  • @devanshdas5127
    @devanshdas5127 19 วันที่ผ่านมา +5

    Very good BJP Government ❤❤❤

  • @BiswanathPanda-d6n
    @BiswanathPanda-d6n 19 วันที่ผ่านมา +2

    ବହୁତ ଆଗରୁ ହବାର ଥିଲା !

  • @LokanathBehera-ip3ll
    @LokanathBehera-ip3ll 19 วันที่ผ่านมา +2

    ଯାହା। ହେଉଛି ଭଲ ହେଉଛି। ଭଲ। ଭାବରେ। ହେଉ। ଏବଂ। ଏମିତି। ଯେତେ। ଜାଗାରେ ଅପରାଧିକ। କାମ। ଏବଂ ବସ୍ତି। ଅଛି। ସବୁ। ଉପରେ। Step। ନିଆଯାଉ। Thank

  • @sanabhai9460
    @sanabhai9460 19 วันที่ผ่านมา +4

    Good

  • @allworldshorts6156
    @allworldshorts6156 19 วันที่ผ่านมา +1

    Beautiful ♥️ 🙏 jay jagannath ♥️ 🙏

  • @hrushikeshjagat328
    @hrushikeshjagat328 19 วันที่ผ่านมา +2

    Right 👍👍👍

  • @vasundharaofficial
    @vasundharaofficial 19 วันที่ผ่านมา +4

    Bjd bjd kohuchanthi video dekhonthu 25 years re bjd sasona paristithi only vote pai money pai bjd odisha ku borbadh korichanthi

  • @kalandimurmu3303
    @kalandimurmu3303 19 วันที่ผ่านมา

    Good action, MOHAN jindabad

  • @kichakeswarifilms
    @kichakeswarifilms 19 วันที่ผ่านมา +3

    salut police

  • @surendrakumarsahu3910
    @surendrakumarsahu3910 19 วันที่ผ่านมา

    Ati uttama dhanyabad odisha sarkar o odisha police department ko

  • @swarnamohanty3121
    @swarnamohanty3121 19 วันที่ผ่านมา +1

    Jai Mohan sir .

  • @jaganmansingh1516
    @jaganmansingh1516 13 วันที่ผ่านมา +1

    Excellent move by CM Mohan Majhi.. Keep moving. odisha needed this since long but Navin govt.and his team was just indulged in heavy corruptions. Must look into all govt. depts for huge bribery and corruptions.

  • @BayijantiPingua-rf8sk
    @BayijantiPingua-rf8sk 19 วันที่ผ่านมา

    Bahut khushi laguchhi mularu mada jadi Banda heba bahut khushi lagila Jai maa laxmi 🙏🙏sahaja hua

  • @niranjan.padhiharypadhihar737
    @niranjan.padhiharypadhihar737 19 วันที่ผ่านมา +2

    ଦି ଜେ ଡି ସରକାର ଥିଲା ଵେଳୁମଦ ଦୈପାର ଚାଲିଛି ଓ ତିଆରି ଚାଲିଛି

  • @girishpanda7652
    @girishpanda7652 18 วันที่ผ่านมา

    Great work by Odisha police.

  • @debendranarayanpanda3925
    @debendranarayanpanda3925 19 วันที่ผ่านมา +2

    ଆଜି ଜାଣିଲ କି? ମିଡ଼ିଆ,ପୋଲିସ,ନେତା ସମସ୍ତେ ବତି ନିଅନ୍ତି,ମଦ କିଏ ପିଉଥିଲେ କହିବେ କି?

  • @nature4112
    @nature4112 19 วันที่ผ่านมา +3

    Yogi part 2👏🏽👏🏽👏🏽👏🏽👏🏽

  • @sadhucharanpurty9903
    @sadhucharanpurty9903 18 วันที่ผ่านมา

    ବିଦେଶୀ ମଦ ଅବା ଦେଶୀ ମଦ ପିଇଲେ ତ ଦେହ ଖରାପ ହୁଏ,,,,,ଏଣୁ କରି ଉଭୟ ଯାକ ବୋଲଡୋଜର ଲଗାଯାଉ,,,,

  • @user-mo6nt3ze1h
    @user-mo6nt3ze1h 19 วันที่ผ่านมา

    Tq vy much odisha wil grow

  • @user-si2gd4xo3n
    @user-si2gd4xo3n 19 วันที่ผ่านมา +3

    Jay shree ram

  • @TikiJena-h9d
    @TikiJena-h9d 19 วันที่ผ่านมา

    Bahot bhala hici good work

  • @sudhansusekharpattanayak3246
    @sudhansusekharpattanayak3246 19 วันที่ผ่านมา +1

    Not only in Salia sahi but also everywhere in Odisha. Will the new Government take some major steps to stop this?

  • @hrudanandasahuofficial
    @hrudanandasahuofficial 19 วันที่ผ่านมา

    VERY GOOD MOHAN SARAKAR 👍

  • @uttamkumardas2351
    @uttamkumardas2351 19 วันที่ผ่านมา +10

    Love you bjp

  • @sureshchandrabej9588
    @sureshchandrabej9588 19 วันที่ผ่านมา

    Very good. During previous govt all those things had been promoted.

  • @shankarshanasahoo9331
    @shankarshanasahoo9331 14 วันที่ผ่านมา

    ଏଇଟା ଆମକୁ ଖୁସି ଲାଗୁଛି

  • @indianartandculture.odisha907
    @indianartandculture.odisha907 19 วันที่ผ่านมา +3

    bjd netamane 24 yr hela nija bopa sampati bhabuthila...please govt all local village areare mada ku jabata karajau...

  • @sonu7284
    @sonu7284 19 วันที่ผ่านมา +2

    Jagannath khusi hebe!!

  • @sanjuktamohanty9668
    @sanjuktamohanty9668 19 วันที่ผ่านมา +1

    It's very good 👍 👌

  • @deepanjalisahoo2738
    @deepanjalisahoo2738 19 วันที่ผ่านมา +3

    Very good BJP GOVERNMENT

  • @Lipunbabuofficial
    @Lipunbabuofficial 19 วันที่ผ่านมา +3

    Bahut volo hela....jetiki moda Mafia semanokoro ago bhanga jau...bahut loka aithi karmo kudhia heleni
    Bahut lokanko life b barbad hoichi

  • @SamitSamantary-ji8co
    @SamitSamantary-ji8co 19 วันที่ผ่านมา

    Very Very good step, Jai Sri ram 🙏

  • @upendraparida2450
    @upendraparida2450 19 วันที่ผ่านมา

    Right action 👍🙏👌

  • @AmarKumar-km1ze
    @AmarKumar-km1ze 19 วันที่ผ่านมา

    Best reporting

  • @pallimadhuriodiafolksong2771
    @pallimadhuriodiafolksong2771 16 วันที่ผ่านมา

    ପ୍ରତି ଗାଁ ରେ ପ୍ରବଳ ଚୋରା ମଦ। ବିକ୍ରୀ ହେଇଛି । ସ୍ଥାନୀୟ ପୋଲିସ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ।

  • @harprasadsenapati3945
    @harprasadsenapati3945 19 วันที่ผ่านมา

    Sabu bhangi udeidia . Buldozer Baba UP Style . Jay Odisha Jay Mohan

  • @deepaksahoo5616
    @deepaksahoo5616 19 วันที่ผ่านมา +2

    Chora mada kan licence mada kan
    Sabu mada re loka manankara health issue hauchi

  • @sadhucharanpurty9903
    @sadhucharanpurty9903 18 วันที่ผ่านมา

    ସବୁ ମଦ ଦୋକାନ ରେ ବୋଲ ଡୋଜର ଲଗାଯାଉ,,,,,,,,,,,ଓଡିଶା ମଦ ମୁକ୍ତ କରାଯାଉ,,,,

  • @user-kc2li4jc3b
    @user-kc2li4jc3b 19 วันที่ผ่านมา

    Very good sabu bagiba darkhar

  • @SatyaSwarup-y6e
    @SatyaSwarup-y6e 19 วันที่ผ่านมา

    Tq police sir ji

  • @amentertainment6998
    @amentertainment6998 19 วันที่ผ่านมา

    ମଦ କାରବାର କଥା ପୋଲିସ୍ ଆଗରୁ ଜାଣିଥିବ

  • @sonukhansonukhan8387
    @sonukhansonukhan8387 16 วันที่ผ่านมา +1

    Welcome. Kanaka. Newus. Mula. Pochideantu. Salut

  • @user-iq3sq7sy2b
    @user-iq3sq7sy2b 19 วันที่ผ่านมา

    Very nice ❤❤❤🎉🎉🎉

  • @Viralvideos55238
    @Viralvideos55238 19 วันที่ผ่านมา

    Vala haechhi

  • @amentertainment6998
    @amentertainment6998 19 วันที่ผ่านมา

    ସାଲିଆସାହି ରେ ସବୁହୁଏ