Sambalpur News ପଶ୍ଚିମ ଓଡ଼ିଶା ନୂଆ ରାଜ୍ୟ ନେଇ କୋଶଲ୍ ଆରୁ ହୀରାଖଣ୍ଡ ଭିତରେ ଘିଚା ଟନା ।

แชร์
ฝัง
  • เผยแพร่เมื่อ 14 พ.ย. 2024

ความคิดเห็น • 1.2K

  • @WewantKoshalState
    @WewantKoshalState หลายเดือนก่อน +71

    ରାଏଜ୍ କୋଶଲ୍🙏🙏ଭାଷା ସମଲପୁରୀ ହେଉ

    • @JSYadav98
      @JSYadav98 หลายเดือนก่อน +2

      ବେସ ବେସ ହେଲା ଜେ

    • @lipun1531
      @lipun1531 หลายเดือนก่อน +2

      ଲିପି କଉଟା ରଖିବ ??

    • @ashokpradhan8072
      @ashokpradhan8072 หลายเดือนก่อน

      Nua lipi unmochan karibe .....jay gosala

  • @pradeepthetuarofficial4049
    @pradeepthetuarofficial4049 หลายเดือนก่อน +198

    ବିଲେଇ ଆର୍ ବିଲେଇ ବିତିରେ ମାଡ଼ ଲଡୁଛନ୍ ଆର୍ ମାଙ୍କଡ଼ ଲାଭ୍ ନଉଛେ ଇଟା ସତ୍ ଆୟେ କିନି କହ ପିଲେ 😂

    • @manasdash8604
      @manasdash8604 หลายเดือนก่อน +5

      ମାଙ୍କଡ଼ ନୁହେ ମାକଡ଼୍‌ ହେବା ଆୟେ ନେ ହଏ ଆଏ ହେବା ଲେଖ୍‌ଲା ବେଲ୍‌କେ ଧିଆନ୍‌ ଦଉନ୍‌ ଆଜ୍ଞା

    • @xVIRUS-
      @xVIRUS- หลายเดือนก่อน +3

      Cuttkia mane bahut khuss thibe ecchen 😂

    • @rktracker
      @rktracker หลายเดือนก่อน +1

      ୧ ୦୦୦ % ଠିକ୍

    • @heavymechanicalwork2155
      @heavymechanicalwork2155 หลายเดือนก่อน

      Right guru😅

    • @rajendrabanka6623
      @rajendrabanka6623 หลายเดือนก่อน

      Right

  • @bharatitv530
    @bharatitv530 หลายเดือนก่อน +103

    ହୀରାଖଣ୍ଡ ରାଏଜ୍ ବଇଲେ ଆମେ କେବେ ନାଇ ଜାଣିର ଇହାଦେ ଆମେ ସୁନ୍ଲୁ

    • @jayarajkumbhar3156
      @jayarajkumbhar3156 หลายเดือนก่อน

      Right

    • @saswatkumarsahoo1895
      @saswatkumarsahoo1895 หลายเดือนก่อน +1

      Bhasa b kebe kosli nai thila.... Sambalpuri bhasa

    • @arabindapdhan1100
      @arabindapdhan1100 หลายเดือนก่อน +1

      ମୋତେ ତ କୋଶଳ ଭଲ ଲାଗୁଛି
      ଆଉ ଭାଷା ବଇଲେ ସମ୍ବଲପୁରୀ ।

  • @Shiba_meher_official
    @Shiba_meher_official หลายเดือนก่อน +239

    କୋଶଳୀ ଭାଷା ନାଇ ନ ଆଉ ପଦ୍ମଶ୍ରୀ କିଏ ପାଇଛେ ହୋ ହଳଧର ନାଗ ଆଜ୍ଞା କେ ନାଇ ଜାଣି କେ

    • @GujuKumarOfficial966
      @GujuKumarOfficial966 หลายเดือนก่อน +2

      Right

    • @kamaleshbhoi9980
      @kamaleshbhoi9980 หลายเดือนก่อน +10

      Assembly list re Koshal naa ache Hirakhan ta nabi naina

    • @WewantKoshalState
      @WewantKoshalState หลายเดือนก่อน +7

      Holdar Agiya Sambalpuri Bhasa re Paichan

    • @kamaleshbhoi9980
      @kamaleshbhoi9980 หลายเดือนก่อน +6

      @@WewantKoshalState Ame nijke Balangirya bi kahesun au Sambalpuriya bi kahesun saman Koshali au Sambalpuri bi gute na

    • @WewantKoshalState
      @WewantKoshalState หลายเดือนก่อน

      @@kamaleshbhoi9980 Bot Kosil Bhasa Kbe hai nai pare

  • @bhagirathijena3366
    @bhagirathijena3366 หลายเดือนก่อน +32

    ବିହାରୀ, ହିନ୍ଦୀ, ମଗଦ୍ଧୀ, ମୈଥିଳୀ, ଭୋଜପୁରୀ ସବୁ ଗୋଟିଏ ରାଜ୍ୟର ଅଲଗା ଅଲଗା ଭାଷା, ହେଲେ ରାଜ୍ୟ ଗୋଟିଏ ।

  • @arabindapdhan1100
    @arabindapdhan1100 หลายเดือนก่อน +11

    ହୀରାଖଣ୍ଡ ସୁଟ ନି କାରବାର
    କୋଶଳ ଏକ ନମ୍ୱର ଅଛେ ।😊😊

  • @hindieditor7752
    @hindieditor7752 หลายเดือนก่อน +27

    ସମ୍ବଲପୁରୀ ଭାଷା କହେଲେ ବି କୋଶଲୀ ହେ , କୋଶଲୀ ଭାଷା କହେଲେ ବି ସମ୍ବଲପୁରୀ ହେ ହେବା ତୋ କୋଶଲ ରାଜ୍ୟ ହେବା । କୋଶଲ ରାଜ୍ୟ ବାଲେ ମୋର Comment କେ Like 👍କର।

  • @Bahadhulbariha
    @Bahadhulbariha หลายเดือนก่อน +10

    ଜୟ ଓଡିଶା ରେ ପାଗଳ ମାନେ 🙏🙏🙏

  • @subashdharua7372
    @subashdharua7372 หลายเดือนก่อน +38

    ପାଟଣା ଇତିହାସ କେ ଦେଖାଇ ଦିଅ ଇ ଆଜ୍ଞା କେ ଜୟ କୋଶଳ

  • @dolamanisahu2935
    @dolamanisahu2935 หลายเดือนก่อน +3

    ରାଜ୍ଏ କୋଶଳ ଆଉ ଭାଷା ସମଲ୍ପୁରି ହଉ

  • @ankitnaik738
    @ankitnaik738 หลายเดือนก่อน +129

    ଇ ହୀରାଖଣ୍ଡ ର ସମର୍ଥକ ❌❌
    ପୂର୍ବ ଓଡ଼ିଶା ର ତାଲିଚାଟୁ✅✅

    • @asitadabarofficial9157
      @asitadabarofficial9157 หลายเดือนก่อน +3

      Chati chatu mankar lagi nai hebar

    • @anubhabsahu5193
      @anubhabsahu5193 หลายเดือนก่อน

      Right

    • @sanabag4355
      @sanabag4355 หลายเดือนก่อน

      ସମ୍ବଲପୁର ବାସୀ କେତେ
      ବର୍ଷ ନୁ ହୀରାଖଣ୍ଡ ରାଜ୍ୟ ଡିମାଣ୍ଡ କରି ଆସୁଛ,,

    • @vijayrana8122
      @vijayrana8122 หลายเดือนก่อน

      ​Eedei

    • @LelinSanta
      @LelinSanta หลายเดือนก่อน

      Tor bua maa thile koshali ame ta hirakhandia thilun au thimu amr sambalpuri kaha koshali nai

  • @Koshalmatirkhabar
    @Koshalmatirkhabar หลายเดือนก่อน +185

    ହୀରାଖଣ୍ଡ ଖାଲି ସମ୍ବଲପୁର ନ କହୁଛ ହେଲେ କୋଶଲ ବାବଦ ରେ ପୁରା 11 ଟା ଜିଲ୍ଲା ର ଲୋକ କହୁଚନ କେନଟା ଠିକ ଆୟ

    • @mks5547
      @mks5547 หลายเดือนก่อน +12

      ଆମେ 5ଟା ଜିଲ୍ଲା ର ଭାଷା ସଂସ୍କୃତି ଓଡ଼ିଆ ଆମେ ଓଡିଶା ରେ ଜୟ ଓଡ଼ିଶା ଆମ debgarh rourkela boudh ଓଡ଼ିଆ

    • @Koshal_KrantiSena_Rourkela
      @Koshal_KrantiSena_Rourkela หลายเดือนก่อน +14

      Yes aamar rourkela bhi koshal ke support karsu because of etaar real history achhe hirakhand ra kichhi naino

    • @Koshalmatirkhabar
      @Koshalmatirkhabar หลายเดือนก่อน

      @@mks5547 ଦେବଗଡ଼ ବୌଦ୍ଧ ସବୁଆଡେ କୋଶଲ ର କଥା କହେସନ

    • @Gks-p9b
      @Gks-p9b หลายเดือนก่อน +3

      ​​@@Koshal_KrantiSena_RourkelaBhai mui bhi balangir r hirakhand r bhi itihas acche nai n boli ni kaha baki dakshina kosal r itihas bahut purana a hela hirakhand rajya re 18ta gadjat thila se 18 gad ke hirakhand kahesan mui bhi western Odisha yuba manch aau kosal support r a hirakhand r bhi itihas ache ni n boli ni kahun Bhai

    • @Gks-p9b
      @Gks-p9b หลายเดือนก่อน +1

      ​@@mks5547tui chinta nai kar kie support kar ba ki nai karba 😂😂😂

  • @swapnaranjan
    @swapnaranjan หลายเดือนก่อน +3

    ତମମାନଙ୍କର ଖାଇ ପିଇ କିଛି କାମ ନାହିଁ , ଆଉ ଆସିଛ ରାଜ୍ୟ କୁ ଭାଗ କରିବାକୁ । ଯେଉଁମାନଙ୍କ ର କିଛି କାମ ନାହିଁ ସେଇଗୁଡିକୁ ନେଇ ଖାଲି ଗହଳି କରୁଛ । ବନ୍ଦେ ଉତ୍କଳ ଜନନୀ , ଜୟ ଓଡ଼ିଶା ।

  • @BibhuOD22
    @BibhuOD22 หลายเดือนก่อน +1

    ଜୟ ଓଡିଶା ସବୁ ଓଡିଶା

  • @debendraseth4498
    @debendraseth4498 หลายเดือนก่อน +14

    ସବୁ ବେକାର କଥା 👎କିଛି ନାଇଁ ହୁଏ ❌ ଓଡ଼ିଶା ହିଁ ଠିକ ଅଛେ 👌..👍.. 🙏

  • @JagamohanNaik-x5o
    @JagamohanNaik-x5o หลายเดือนก่อน +1

    Jay jaban Jay kisan Jay odisha

  • @kismanpatra
    @kismanpatra หลายเดือนก่อน +6

    Comedy never end Western odisha😮😢😊
    ବନ୍ଦେ ଉତ୍କଳଜନନୀ ❤

  • @daitarisahu1092
    @daitarisahu1092 หลายเดือนก่อน +111

    କଟକିଆ ବିହନ ୨, ୪ଟା ପଡ଼ିଯାଇଛେ

    • @sanjeebbhoi1289
      @sanjeebbhoi1289 หลายเดือนก่อน +4

      yes pattnaik title ta western odisha ra nuhe

    • @hiteshbehera9845
      @hiteshbehera9845 หลายเดือนก่อน +4

      Satkatha dada

    • @srikantabariha6924
      @srikantabariha6924 หลายเดือนก่อน +8

      ଆମର ଆମର ଘିଚାଟନା ହେଉ ଥିବାର ତକ୍ କେଭେଁ ବି ପଶ୍ଚିମ ଓଡ଼ିଶା ଅଳଗା ରାଜ୍ୟ ହେଇ ନି ପାରେ

    • @susilpradhansusilpradhan9937
      @susilpradhansusilpradhan9937 หลายเดือนก่อน

      Right

  • @DurgaPrasad-tj3wv
    @DurgaPrasad-tj3wv หลายเดือนก่อน +5

    ଜୟ ଜଗନ୍ନାଥ ଜୟ କଲିଙ୍ଗ ଓଡ଼ିଶା

    • @BibhuOD22
      @BibhuOD22 หลายเดือนก่อน +1

      ଜୟ ଓଡିଶା 🚩

  • @NsKingTraveller
    @NsKingTraveller หลายเดือนก่อน +1

    Jay odisha ❤from Nuapada 👍

  • @ajitsahu7423
    @ajitsahu7423 หลายเดือนก่อน +7

    ପହେଲା ଛୁଆ ଜନମ୍ ହେଇଦିଅ ତାର୍ପରେ ନାଁ ଦେବ
    ପହେଲା ସ୍ୱତନ୍ତ୍ର ରାଜ୍ୟ ହଉ ତାର୍ପରେ ନାଁ ଦେବ

  • @DurgaPrasad-tj3wv
    @DurgaPrasad-tj3wv หลายเดือนก่อน +2

    Only ODIA ❤ ODISHA ❤

  • @SCpicture
    @SCpicture หลายเดือนก่อน +129

    ରାଏଜ୍ କୋଶଲ୍ ଭାଷା ସମ୍ବଲପୁରୀ ✊🚩

    • @sishirnaik1866
      @sishirnaik1866 หลายเดือนก่อน +2

      ରାଇଟ କଥା ଟେ କହେଲ ❤ ମୁଈ ବୌଦ୍ ରୁ ❤

    • @krupasinghpatra2906
      @krupasinghpatra2906 หลายเดือนก่อน +1

      ଠିକ୍ କଥା

    • @Gks-p9b
      @Gks-p9b หลายเดือนก่อน +2

      ​​@@sishirnaik1866 Kain karba keteta loka khali kosli kosli heuchan samblapuri kosli hele kahete ETA etki Khali bibad a bele apan Mane bhaba bhul kahar a je ❤

    • @xVIRUS-
      @xVIRUS- หลายเดือนก่อน +1

      ​@@Gks-p9bvast majority lokke jana v ni thai samalpuri au kosli ke alga alga hisabe nia haucche but hirakhand wale ee bibhajan ta start karicchan

    • @SCpicture
      @SCpicture หลายเดือนก่อน +1

      @@Gks-p9b ଭୁଜା ଆର୍ ମୁର୍ହି ଜେନ୍ତା ଗୁଟେ ଟା
      ହେନ୍ତା କୋଶଲି ଆର୍ ସମ୍ବଲପୁରୀ ସମାନ୍ ଟା 👍

  • @alonebikash3749
    @alonebikash3749 หลายเดือนก่อน +2

    ସମ୍ବଲପୁରୀ ଭାଷା ଆଉ ସଂସ୍କୃତି ଆଏ
    କିନ୍ତୁ ରାଜ୍ୟ କୋଶଲ ହେବା ଦରକାର

  • @nareshsahu4536
    @nareshsahu4536 หลายเดือนก่อน +53

    କୋଶଳ ନାହିଁ ହେଉ କି ହିରାଖଣ୍ଡ ନାହିଁ ହେଉ ଖାଲି ସମ୍ବଲପୁରୀ ରାଜ୍ୟ ହେଉ❤❤❤

    • @Mr.Sanjaya-1998
      @Mr.Sanjaya-1998 หลายเดือนก่อน +3

      ❤❤❤❤

    • @gopalbehera3078
      @gopalbehera3078 หลายเดือนก่อน +3

      Right

    • @xVIRUS-
      @xVIRUS- หลายเดือนก่อน +1

      Sambalpuri rajya ta hirakhand nu b fail ayy samalpuri bhasa heiparbar rajya kenta ki heba bhai😂

    • @Mr.Sanjaya-1998
      @Mr.Sanjaya-1998 หลายเดือนก่อน +1

      @@xVIRUS- kichhi nai hue

  • @jitendriyakamp4498
    @jitendriyakamp4498 หลายเดือนก่อน +2

    ଜୟ କୋଶଲ ଆମେ କୋଶଲ ରାଏଜ କରମୁ

  • @WewantKoshalState
    @WewantKoshalState หลายเดือนก่อน +36

    ଆମେ ସମଲପୁର ବାସିନ୍ଦା ଆଉ କୋଶଲ୍ କେ ସମର୍ଥନ୍ କରୁଛୁ ରଡୁଛୁ କୋଶଲ୍ ଲାଗି ହେଲେ କସିଲି ନୁହେ ଆମର୍ ଭାଷା ସମଲପୁରୀ ଆମର୍ ଭାଷା ଆଏ

    • @ManojSahoo-z1r
      @ManojSahoo-z1r หลายเดือนก่อน +2

      Jay Hirakhand❤

    • @WewantKoshalState
      @WewantKoshalState หลายเดือนก่อน +3

      @@ManojSahoo-z1r Jai Koshal

    • @Debashishbagarty1053
      @Debashishbagarty1053 หลายเดือนก่อน +1

      Bhai mui bolangir ru, state koshal ai bhasa sambalpuri,full support,hei kete ta lok hirakhand nai chilochhan hei mane katkia aye koshal ke dababar lagi prayas karuchhan,heimanke chapal re pitle jai kari thik heba

    • @anubhabsahu5193
      @anubhabsahu5193 หลายเดือนก่อน

      Bhai saman bhasa ae bo duhita

    • @ashokpradhan8072
      @ashokpradhan8072 หลายเดือนก่อน +1

      କଟକ ଥରେ ଆସେ ଦେଖିବୁ ଆମେ କଣ। କଟକ ଭୁବନେଶ୍ୱର ଆସୁଥିବା ପ୍ରତ୍ୟେକ ଲୋକ ଜଣେ ଜଣେ କୋଶଳ ଆନ୍ଦଳନକାରୀ କିନ୍ତୁ କଟକ ଆସିଲା ପରେ ତାଙ୍କ ସ୍ବର ରେ କଳଙ୍କ ଲାଗି ଯାଉଛି ସ୍ବର ବାହାରିନି ଏଇଠା ବାସିନ୍ଦା ହେଇ ରହି ଯାଉ ଛନ୍ତି ।

  • @RishesMajhi
    @RishesMajhi หลายเดือนก่อน +1

    Jai jagannath

  • @SashankaSekharPatel00
    @SashankaSekharPatel00 หลายเดือนก่อน +14

    ଦରକାର ନାଇନ କେନସି ଦୁସରା ରାଏଜ୍... ଆମର୍ ଏରିଆର୍ ନେତାମାନେ ହିଁ ଆମର୍ ବିକାଶ୍ ର ବାଧକ୍... ଯେତକି ଦୁସରା ରାଜ୍ୟ ହେଲେ ବି ଯେତକି ଦିନ୍ ତକ୍ ଆମର୍ ନେତାମାନେ ଅଲାଏକ୍ ଥିବେ ଆମର୍ ଅଞ୍ଚଳ୍ ଏନ୍ତା ଅନୁନ୍ନତ ଥିବା ନ...ଉଲଟା ଦୁସରା ରାଏଜ୍ ହେଲେ କିଛି କୁଜି ନେତାମାନେ ଶାସନନେ ବସି ନୂଆ ରାଏଜର୍ ସବୁ ରାଜକୋଷ ବି ଖାଇଦେବେ!! ତାର୍ ଜାଗା ନ କେନ୍ତାକରି ସମ୍ବଲପୁରୀ ଭାଷା କେ ଗୁଟେ ସାମ୍ବିଧାନିକ ଭାଷାର ମାନ୍ୟତା ମିଲୁ ଆର୍ ଓଡ଼ିଶାର ଦ୍ବିତୀୟ ଭାଷାର୍ ମାନ୍ୟତା ମିଲୁ ହେଥିର୍ ଲାଗି ଲଢୁଁ... କେନସି କୋଶଲୀ ଫୋସଲୀ ନାଁ ରେ ନାଇ...

    • @NotGamerflame
      @NotGamerflame หลายเดือนก่อน

      କାଣା୍ କର୍ମା ଦାଦା ଇମାନେ ତ ନିଜର ନିଜର ଭିତ୍ରେ ମାର୍ ଲାଗୁଛନ

  • @NiranjanOram-fu1qt
    @NiranjanOram-fu1qt หลายเดือนก่อน +1

    କୋଶଳ ହଉ ବା ହୀରାଖଣ୍ଡ ହଉ ,ଇତିହାସ ର ଭିତ୍ତିଭୂମି ଉପରେ ନିର୍ଣ୍ଣୟ କରାଯାଉ ବାକି ସମ୍ବଲପୁରୀ ଭାଷା ଆଉ ସଂସ୍କୃତି ବଞ୍ଚି ରହୁ । ସମ୍ବଲପୁରୀ ଭାଷା,କଳା,ସଂସ୍କୃତି ଆଉ ପରମ୍ପରା ହି ଆମର ଅସଲ ପରିଚୟ ଦେଉଛେ ।

  • @nipandeep8290
    @nipandeep8290 หลายเดือนก่อน +4

    Only Koshal koshal koshal koshal 🫂🫂🫂state ହେବା wait କର ମାମୁ ମାନେ

    • @abinashacharya4908
      @abinashacharya4908 หลายเดือนก่อน +1

      Kn gote new state heigale devlope karijiba?? jharkhand halat dekha.Ek odisha rajya hei ruha.

  • @niranjanrout923
    @niranjanrout923 หลายเดือนก่อน +1

    ଜୟ କୋଶଳ ଜୟ ମା ସମଲେଇ

  • @Commentary_Boy_manoj
    @Commentary_Boy_manoj หลายเดือนก่อน +24

    ହେ ମୁରୁକ୍ କେ ମଧ୍ୟକାଳୀନ ଇତିହାସ ପଢ଼େଇ ଦିଅ ହୋ 😂😂😂😂😂ନି ଯାନବାର ତେଲ କୋସ୍ଲି ବେଳେ କାଣା ଯେ

  • @Starfilm829
    @Starfilm829 หลายเดือนก่อน +4

    କୋଷ୍ଳୀ ଭାଷା ବେଲେ ପଶ୍ଛିମ୍ ଓଡ଼ିଶାର୍ ସବୁ ଜିଲ୍ଲା ଭାଷା ଅଲ୍ଗା ହିଁଶି ସମ୍ବଲପୁରୀ, ଅଲ୍ଗା ବଲାଙ୍ଗୀର୍ ତୀ ଟିକେ ଅଲ୍ଗା କଲାହାଁଣି ତି ଭାତ୍ ବରଗଡ଼ ଥି ଅଲ୍ଗା ସବୁ ଜିଲ୍ଲା ଭାଷା ନିକରି ଗୁଟେ ଭାଷା କୋସ୍ଲି❤

  • @basantabhoi351
    @basantabhoi351 หลายเดือนก่อน

    ଭାଷା ସମ୍ବଲପୁରୀ ହେଉ ରାଜ୍ୟ କୋଶଲ ହେଉ

  • @pabitrameher_official6187
    @pabitrameher_official6187 หลายเดือนก่อน +27

    Jai koshal ❤Jai sambalpuri

  • @KISHANDANTA
    @KISHANDANTA หลายเดือนก่อน +1

    ଇତିହାସ ପଢ଼ ଶୋଡ଼ଶ ମହାଜନ ପଦ କୋଶଳ ଅଛେ କି ନେଇ ଯେ +2 2nd years book re

  • @Yadavbhai-b5e
    @Yadavbhai-b5e หลายเดือนก่อน +4

    ଜ‌ଏ କୋଶଳ 🚩

  • @BibhuOD22
    @BibhuOD22 หลายเดือนก่อน

    କୋଶଲ କିଛି ନାହିଁ ମୋ ଭାଇ ସବୁ ଭାଇ ଆମେ ଓଡିଶା ର ପିଲା ଜୟ ଓଡିଶା 🚩🚩🚩🚩

  • @Lalmanbanchhor
    @Lalmanbanchhor หลายเดือนก่อน +16

    କୋଶଳ ରାଜ୍ୟ
    1ବଲାଙ୍ଗୀର 2ବରଗଡ଼ 3କଳାହାଣ୍ଡି
    4ସୁନ୍ଦରଗଡ଼ 5ଝାରସୁଗୁଡ଼ା 6ଦେବଗଡ଼ 7ନୂଆପଡା 8ସୋନପୁର
    9ବୌଦ୍ଧ 10ଆଠମଲ୍ଲିକ

    • @AnuragChopdar
      @AnuragChopdar หลายเดือนก่อน +2

      Koshlanchal means 1.Bargarh , 2.Jharsuguda , 3.Boudhgarh (with out puruna-cuttack) , 4.sonepur , 5. Athamalick , 6.deogarh , 7. Deobhog block of ( gariyabandh district of Chhattisgarh) , 8.Bolangir , 9. Nuapada , 10.Kalahandi , 11.Malkangiri , 12.Koraput , 13 . Now rangpur , 14. Sambalpur , au 15. Rayagada district expect with out gunupur block sir 😂😂

    • @Sambalpurigatha
      @Sambalpurigatha หลายเดือนก่อน

      Jay koshal 🚩🚩🚩🚩🚩🚩🚩

    • @BibhuOD22
      @BibhuOD22 หลายเดือนก่อน

      ରାଜ୍ୟ ଓଡିଶା ଜିଲ୍ଲା ବରଗଡ, ସମ୍ବଲପୁରୀ, ବଲାଙ୍ଗୀର, କଳାହାଣ୍ଡି, ସବୁ ଓଡିଶା ଜୟ ଓଡିଶା 🚩🚩🚩

  • @biswalashis123
    @biswalashis123 หลายเดือนก่อน +1

    ଇ କୋଶଲ୍ ଫୋଶଲ୍ ସବୁ ମିଛ୍ ଆଏ

  • @jayantaseth952
    @jayantaseth952 หลายเดือนก่อน +6

    Jay maa samlei🙏🙏🙏. Jay koshal❤❤❤

  • @dibyapradhan7937
    @dibyapradhan7937 หลายเดือนก่อน

    Keosal ରାଜ୍ୟ ସ୍ମଲପୁରୀ ଭାଷା

  • @sanyasibiswal3340
    @sanyasibiswal3340 หลายเดือนก่อน +24

    Jay Koshal Jay Maa samalei❤🙏🙏🙏🙏

  • @rayadvocate7711
    @rayadvocate7711 หลายเดือนก่อน

    Modern Odisha is one. Let's stay unite

  • @Rajubiswalll
    @Rajubiswalll หลายเดือนก่อน +72

    State - Koshal
    Bhasa - Sambalpuri
    Kn asubidha hauche Baba 😊
    E lok 5 ta khali Hirakhand kahuchan baki 10 12 ta District loka Koshal k support karuchan
    Haire bede Koshal State hele Sambalpur Capital heba....
    Jai maa Samlei Jai Koshal 🚩🚩🚩
    Love from Balangir

    • @peuniverse-x3v
      @peuniverse-x3v หลายเดือนก่อน +1

      Heta nai hoipare kebe bhuli ja

    • @xVIRUS-
      @xVIRUS- หลายเดือนก่อน

      ​@@peuniverse-x3vkana ni heipare

    • @papunsethi9173
      @papunsethi9173 หลายเดือนก่อน

      12 district name kahila

    • @Debashishbagarty1053
      @Debashishbagarty1053 หลายเดือนก่อน

      ​​@@papunsethi9173kalahandi, balangir,boudha, bargarh, Sonepur, sambalpur,debgarh,jarsuguda,nuapada,sundargarh,nabarangapur,raygada

    • @Debashishbagarty1053
      @Debashishbagarty1053 หลายเดือนก่อน

      ​@@papunsethi9173kalahandi, balangir,boudha, bargarh, Sonepur, sambalpur,debgarh,jarsuguda,nuapada,sundargarh,nabarangapur,raygada

  • @alokscreation.92
    @alokscreation.92 หลายเดือนก่อน

    କୋଶଳ ରାଏଜ୍ କେ ସମର୍ଥନ
    ଭାଷା, ସଂସ୍କୃତି, ପିଢନ୍ ଉଢନ୍ ସବୁ ସମ୍ବଲପୁରି❤❤❤❤

  • @goodtvshow2339
    @goodtvshow2339 หลายเดือนก่อน +11

    Jay koshal

  • @dipfragnant
    @dipfragnant หลายเดือนก่อน +1

    କୋଶଳ ନାଇଁ ହଏ କି ହୀରାଖଣ୍ଡ ନାଇଁ ହଏ।
    ରୁମ୍ କେ ଚାବ।

  • @dibyapradhan7937
    @dibyapradhan7937 หลายเดือนก่อน

    କୋଶଲ ରlଯ୍ୟା ସମଲ ପୁରୀ ଭାଶା

  • @uddhabghadia133
    @uddhabghadia133 หลายเดือนก่อน +4

    ତମେ ମାନେ ଅଲଗା ରାଜ୍ଯ କରି ପାରିବ ନାହିଁ। ଜୟ ଓଡ଼ିଶା।

  • @Lucifer-lucifer109
    @Lucifer-lucifer109 หลายเดือนก่อน +23

    Koshal rayj Jindabaad, Jay Ma Samalai🎉🎉🎉

  • @FORCE1999
    @FORCE1999 หลายเดือนก่อน

    ଜୟ କୋଶଳ
    ଜୟ ସମ୍ବଲପୁରୀ❤❤❤

  • @Deepaksahu-q2z
    @Deepaksahu-q2z หลายเดือนก่อน +5

    Jay koshal ❤️

  • @bharatcreation4848
    @bharatcreation4848 หลายเดือนก่อน

    ରାଜ୍ୟ - କୌଶଳ
    ଭାଷା - ସମ୍ବଲପୁରୀ

  • @niranmeher6128
    @niranmeher6128 หลายเดือนก่อน +4

    Koshal Heba jay koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩

  • @Lotuflow
    @Lotuflow หลายเดือนก่อน

    Jay Koshal, Jay Sambalpuri, Jay Samleswari

  • @GOURANGAADAYADAVofficeal
    @GOURANGAADAYADAVofficeal หลายเดือนก่อน +16

    ହୀରାଖଣ୍ଡ କଣା ଗୁଟେ ଭାଷା ଆ ଏ କା ଏ ହୀରାଖଣ୍ଡ ନି ହୁଏ, ଜୟ କୋଶଲ

    • @ManojSahoo-z1r
      @ManojSahoo-z1r หลายเดือนก่อน

      Koshal bhasha nuhe up thi ache jay Hirakhand❤

    • @bikashbhoi6720
      @bikashbhoi6720 หลายเดือนก่อน

      Kene suithila bo katkia chhua

    • @xVIRUS-
      @xVIRUS- หลายเดือนก่อน

      ​@@ManojSahoo-z1rsouth koshal 🚩

    • @AnuragChopdar
      @AnuragChopdar หลายเดือนก่อน +1

      ​@@ManojSahoo-z1r angyan koshli bhasa ta sarbangna koshlanchal ra locally bhasa ra murch Kari ki kosli bhasa angyan au sambalpuri kahile Sambalpur ra akhapakha anchal ke bujha jaisi sir ...😢

    • @Debashishbagarty1053
      @Debashishbagarty1053 หลายเดือนก่อน

      ​@@ManojSahoo-z1rtui katkia ene design bai kar tar pachh ade kilu ghusi demu au tate purba odisha pathe demu

  • @sushantamalik3384
    @sushantamalik3384 หลายเดือนก่อน +2

    ଭାଇ କାହିଁକି ସେମିତି କୋଶଳ କୋଶଳ ହଉଛ।ବିଜେପି ସରକାର ରେ ଆସିଲା ।ସବୁ ଜିଲ୍ଲା କୁ ସମ୍ମାନ ଦୃଷ୍ଟି ଦିଆଯିବ ।

  • @ByasadevJagadala-qe3nr
    @ByasadevJagadala-qe3nr หลายเดือนก่อน +7

    ଭୋଟ କଲେ ବନେ ହେତା ଗା , ଲୋଗ୍ ଜେନ୍ତା ଚାହେଁତେ ହେଟା ହେ ତା

  • @Sekharsoura_vlog
    @Sekharsoura_vlog หลายเดือนก่อน +4

    Jay koshal ❤❤❤❤❤❤

  • @narayanbariha
    @narayanbariha หลายเดือนก่อน

    🎉🎉Jay khosla Jay maa samlei...🎉🎉

  • @rajkishorchhatria4879
    @rajkishorchhatria4879 หลายเดือนก่อน +13

    କେଭେ ହୀରାଖଣ୍ଡ ନି ହେଇ ପାରେ କେନ୍ଦ୍ର ତାଲିକା ରେ ନିନ

    • @ManojSahoo-z1r
      @ManojSahoo-z1r หลายเดือนก่อน +1

      Koshal ke birodh heba jay Hirakhand

  • @sekhareditszone4783
    @sekhareditszone4783 หลายเดือนก่อน

    ଜୟ କୋଶଳ

  • @Deepaksahu-q2z
    @Deepaksahu-q2z หลายเดือนก่อน +10

    ହିରାଖଣ୍ଡ ❌ କୋଶଳ ✅

  • @narayanbariha
    @narayanbariha หลายเดือนก่อน

    🎉🎉hirakhsnda ta mui pahel sunu che..Jay khosla Jay maa samlei Jay maa samlei 🙏 har har Mahadev 🔱🙏

  • @AJITSAHU-z7v
    @AJITSAHU-z7v หลายเดือนก่อน +4

    Jay koshal🚩

  • @DusmantaSa-j7w
    @DusmantaSa-j7w หลายเดือนก่อน

    ରାଜ୍ୟ କୋଶଳ ଆର୍ ଭାଷା ସମ୍ବଳପୁରୀ

  • @Harioom0011
    @Harioom0011 หลายเดือนก่อน +6

    ତମେ ଯଦି କୋଶଳ ହିରାଖଣ୍ଡ ବିବାଦ ବଢାବ ବଳେ ଏହାଦେ ଆମେ ବଲାଙ୍ଗୀର ରାଜ୍ୟ ବନାମୁ ।
    ଜୟ ମାଁ ସମଲେଶ୍ବରୀ

  • @Mr.Sanjaya-1998
    @Mr.Sanjaya-1998 หลายเดือนก่อน +1

    Thank you Mor samiya k bhal khabar dekhabar lagi👌🏻👌🏻🙏🏻

  • @GaganBag-v8g
    @GaganBag-v8g หลายเดือนก่อน +17

    କୋଣଳୀ ଭାଷା ନାଇ ନ ଆଉ ପଦ୍ମଶ୍ରୀ କିଏ ପାଈଛେ ହୋ ହଳଧର ନାଗ ଥଞା କେ ଜାଣି କେ

    • @SCpicture
      @SCpicture หลายเดือนก่อน +2

      ଭୁଜା ଆର୍ ମୁର୍ହି ଜେନ୍ତା ଗୁଟେ ଟା
      ସମ୍ବଲପୁରୀ ଆର୍ କୋଶଲି ହେନ୍ତା ଗୁଟେ ଟା
      ରାଏଜ୍ କୋଶଲ୍ ଭାଷା ସମ୍ବଲପୁରୀ ✊🚩

    • @MoheetBagh
      @MoheetBagh หลายเดือนก่อน

      Ek number Bujhala daa

  • @Animeସମ୍ବଲପୁରୀ
    @Animeସମ୍ବଲପୁରୀ หลายเดือนก่อน +1

    Batage toh katage be unit Hindu's Jay shree Ram 🚩🕉️

  • @SashankaSekharPatel00
    @SashankaSekharPatel00 หลายเดือนก่อน +8

    ଇ କୋଶଲୀ ପାର୍ଟି ସମ୍ବଲପୁରୀ କପଡା କେ ବି କୋଶଲୀ କପଡା କହେଲେ ନ... ସବୁ ଲାଜ୍ ସରମ୍ ବିକି ଖାଏଲେନ

    • @in-uv6bq
      @in-uv6bq หลายเดือนก่อน

      Koshli kapda boli kebe kahele ho .... Sambalpuri kapda kahesan ...

    • @ManojSahoo-z1r
      @ManojSahoo-z1r หลายเดือนก่อน +2

      ​@@in-uv6bqjay Hirakhand bhag BALANGIRIA

  • @susilpradhansusilpradhan9937
    @susilpradhansusilpradhan9937 หลายเดือนก่อน +1

    Jay maa samalei jay kashol

  • @premasagarbag8833
    @premasagarbag8833 หลายเดือนก่อน +63

    Hirakhand gute particular jagara name bujhauchhe.... sambalpur k chhadi kari alga district support nai karan

    • @t_pagalm10
      @t_pagalm10 หลายเดือนก่อน +2

      Bhai Mui be Kalahandi ra piala ame support kar muuuu

    • @Lucifer-lucifer109
      @Lucifer-lucifer109 หลายเดือนก่อน +4

      @@t_pagalm10 KOSHAL Rayj

    • @TusharMajhi-uc8vx
      @TusharMajhi-uc8vx หลายเดือนก่อน

      @@t_pagalm10 bhai koshal ke support karucha ki hirakhand ke

    • @t_pagalm10
      @t_pagalm10 หลายเดือนก่อน +2

      @@TusharMajhi-uc8vx Mui western odisha ke support💪 kar si na boooo

    • @RevenueWizard
      @RevenueWizard หลายเดือนก่อน +2

      Hirakhand kebe bi Sambalpur ra na nai thai. Hira milu thila sat aye. hele rajya ra na kebe hirakhanda nai thai.Sabu bele Koshal hi thila

  • @sachinbibharofficial8134
    @sachinbibharofficial8134 หลายเดือนก่อน

    Mor samiya Proper Anchoring and News❤

  • @PadhanB
    @PadhanB หลายเดือนก่อน +8

    ଯଦି ରାଜ୍ୟ ଚାହୁଁଚୁ ବଏଲେଁ ଏନ୍ତା ଲୋକଙ୍କୁ ପହେଲା ପ୍ରଚୁର ମାଡ଼ ଦରକାର, ତାପରେ ସୁଇବେ କଲେକଲେଁ

  • @JogendraNag-c9f
    @JogendraNag-c9f หลายเดือนก่อน

    ସର୍ଭେ କରା ଜାଉ

  • @rktracker
    @rktracker หลายเดือนก่อน +3

    ହେନ୍ତା କହୁଥାଉ କଟକିଆ ଦେଖି ହସୁଥାଉ😢 ଛିଃ ରେ

  • @sushantadevta9225
    @sushantadevta9225 หลายเดือนก่อน

    ଆଜ୍ଞା ଜାହା କହେଲେ ରାଜ୍ୟ ର ନାମ ଥି ପ୍ରୋବ୍ଲେମ ନାଇଁ ନ ଭାଷା ସମ୍ବଲପୁରୀ ହେବାର କଥା ।

  • @debendramishra2768
    @debendramishra2768 หลายเดือนก่อน +10

    ମାଁ ଗିହା କଟକିଆ ମାନଙ୍କର ଠାନୁ ପଇସା ଖାଇଛେ ଆରୁ ହିରାଖଣ୍ଡ ବଲି କହୁଛେ ମାଁ ଗିହା କେ ପିଟ ଆରୁ ଖେଦ

  • @bharatseth8410
    @bharatseth8410 หลายเดือนก่อน

    ଜୟ କୋଶଲ୍

  • @ashishkumarpujhari3313
    @ashishkumarpujhari3313 หลายเดือนก่อน +10

    ଦୁଇ ଟା ବିଲେଇ ଝଗଡ଼ା ଲlଗୁଛନ ମାଙ୍କଡ ର ମଜା...... ଜେନ୍ତା କଟକିଆ ଆଉ ସରକାର ଚାହୁଛନ ହେଟା ହଉଚେ

    • @kartiksurya5258
      @kartiksurya5258 หลายเดือนก่อน

      🤣🤣🤣🤣

    • @Gks-p9b
      @Gks-p9b หลายเดือนก่อน

      Katkia Mane Full fayda re achan

  • @sanjaypanda1225
    @sanjaypanda1225 หลายเดือนก่อน

    ଭାଷା ସମ୍ବଲପୁରୀ
    ରାଏଜ୍ କୋଶଳ

  • @SashankaSekharPatel00
    @SashankaSekharPatel00 หลายเดือนก่อน +11

    #ସମ୍ବଲପୁରୀ ଶବ୍ଦ ଟା ମାଁ ସମଲେଇ ଙ୍କର୍ ନାଁ ନୁ ଆସିଛେ....ଆମେ ଛୁଆ ଦିନୁ କି ଆମର୍ ମା-ବାପା,ଆଇ-ଦାଦା କେନ୍ ପୂରଖା ପାତି ନୁଁ ଜାନିଛୁ ଯେ ଆମର୍ ଭାଷା ଆର୍ ସଂସ୍କୃତି#ସମ୍ବଲପୁରୀ ବଲି...ଇ କିଛି ବରଷ୍ ହେଲାନ ଗୁଟେ ଫାଜଲାମି ଚାଲିଛେ... କୋଶଲୀ କୋଶଲୀ, କୋଶଲୀ ଭାଷା, ଆର୍ 'ସମ୍ବଲପୁରୀ' କପଡାକେ 'କୋଶଲୀ' କପଡା ବଲି... ମାଁ ସମଲେଇଙ୍କର୍ ନାଁ ନୁ ଆସିଥିବାର୍ 'ସମ୍ବଲପୁରୀ' ନାଁ କେ ଯଦି କୋଶଳୀ ଫୋସଲି ବଲି କହେମା, ବେଲେ ସେଟା ଆମର୍ ପଶ୍ଚିମ ଓଡ଼ିଶାର୍ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କର୍ ଅପମାନ୍ ଆଏ... 😡😡

    • @Lucifer-lucifer109
      @Lucifer-lucifer109 หลายเดือนก่อน +1

      @@SashankaSekharPatel00 ita khali apanakar bhram ae J Koshal Rayj hale Sambalpuri Geet, nacch, culture alga name hai jiba bali. Jate Blae katkie mane Sambalpuri k gali dauthale k6i din tale koshal sena tar pratibaad pahala karithala. Seta bale Hirakhandi bale knu thale angya???

    • @Commentary_Boy_manoj
      @Commentary_Boy_manoj หลายเดือนก่อน

      @@SashankaSekharPatel00 ମାହା ସତେ କେ🤣🤣🤣🤣🤣 ଝିମ୍ ପକାପ ଦମ୍ ଦମ୍

    • @pikun2p878
      @pikun2p878 หลายเดือนก่อน

      " ହୀରାଖଣ୍ଡ " ଶବ୍ଦ ବି ଛୁଆ ଦିନୁ ଜାନିଛ ?????

    • @Mr.Sanjaya-1998
      @Mr.Sanjaya-1998 หลายเดือนก่อน

      Right aye

    • @AnuragChopdar
      @AnuragChopdar หลายเดือนก่อน

      Kie tamar mudh ne pashala ki sambalpuri geet au sambalpuri saree ke koshli geet au koshli saree bali , apan keve kanjivaram saree ke tamilnadu saree bali ki banarasi saree ke uttar pradesh saree bali ki bhojpuri geet ke bihari geet bali ki uttarakhand ra pahadi ba ghariwadi geet ke uttarakhandi geet bali tike kahun ta जय कोशल जय हो मां समलेइशिरी

  • @KapaleswarSa
    @KapaleswarSa หลายเดือนก่อน

    ଜୟ କୋଶଲ 🤟

  • @A1status93
    @A1status93 หลายเดือนก่อน +13

    ହବୋ ମାଗିହେ ତମର ସମ୍ବଲପୁର ଗୁଟେ state ହେଉ । ମାଗିହେ ତମର ମା ମାନେ ଜନମ କରିଛନ୍ kn ହୀରାଖଣ୍ଡ ବଲି,ମର' ma' ଶବ୍ଦ କେ ଇନ୍ କେ ଆନ ବାର୍ କିଛି ମତଲପ୍ ନାଇ ଇ କହୁଛେ j ମୁଇ କହେଳି। ସଲା ସବୁ district କଶୋଲ୍ କହେଲା ବେଲେ ଇ ମାନେ ଖାଲି ହୀରାଖଣ୍ଡ ହୀରାଖଣ୍ଡ ହେଉଛନ୍ । ହଁ ମାଗିହା ମର ବାଣ୍ଡ୍ କର୍ବ ।ଜୟ କଶୋଲ୍,ଜୟ ମା ସମଲେଶ୍ଵରୀ ।❤❤ Love frome ବୌଦ୍ଧ୍ ମନମୁଣ୍ଡା।

    • @Commentary_Boy_manoj
      @Commentary_Boy_manoj หลายเดือนก่อน

      @@A1status93 ଅର୍ସେ ଭେ ଠିକ୍ କହୁଛୁ ..❣️❣️👍👍

    • @BighnaRajjani-qr4jk
      @BighnaRajjani-qr4jk หลายเดือนก่อน +1

      Hn Daa Right Kahela
      Love From Boudh Kantamal

  • @milidalabehera9552
    @milidalabehera9552 หลายเดือนก่อน

    Jai maa samleiswari DA DA 🙏🙏🙏❤❤

  • @GobindaSarap
    @GobindaSarap หลายเดือนก่อน +7

    ପହେଲା ଓଡ଼ିଶା ରୁ ରାଜ୍ୟ ଭାଗ କର ତାହାର ପରେ ଦେଖମା ଯେ ନା କାଇଁ ଟା ଦେମା ଯେ
    ତମେ ତୋ ବୋ ହୀରାଖଣ୍ଡ ଆଉ କୋଶଳ କହି କହି ନିଜେ ନିଜେ ଝଗଡ଼ା ଲାଗୁଛ
    ❤❤❤❤❤❤

    • @damnbruhh-md7mx
      @damnbruhh-md7mx หลายเดือนก่อน +1

      Han pahela bhag ta haun tar pare bantma na 😂

  • @rohitagrawal9266
    @rohitagrawal9266 หลายเดือนก่อน +4

    ନିଜର ଭିତରେ ମାଡ ଲାଗମା ତୋ ଆମେ ନିଜର ହକ କେନତା ପାୟମା ..ନୂଆ ରାଜ୍ୟ ଦରକାର ନା କିଛି ଭି ରଖିଲେ ଚଲବା 😊😊😊😊😊

  • @RanjitSahu-l3m
    @RanjitSahu-l3m หลายเดือนก่อน

    ଜୟ କୋସଲ 🚩 ଜୟ ମାଁ ସମଲେଶ୍ଵରୀ

  • @rjsoy4432
    @rjsoy4432 หลายเดือนก่อน +4

    ରାଜ୍ୟର ନା KoshliHira ରଖ ନାଇ ଲଢ ଭାଇ ମାନେ 🙏🙏

  • @sambalpuria-s8b
    @sambalpuria-s8b หลายเดือนก่อน +1

    ଜୟ୍ କୋଶଲ୍ 🙏🏻

  • @bikashmeher505
    @bikashmeher505 หลายเดือนก่อน +36

    କାଣି ଗାଏର୍ ଅଲଗେ ଗୋଠ୍ । ଖାଲି ସମ୍ବଲପୁର କେ ଛାଁଡିକରି କୋସଲ ରାଏଜ୍ ହେଇପାରବା କି ନାଇଁ..... ??

  • @RanBansita7235
    @RanBansita7235 หลายเดือนก่อน +2

    ପଶ୍ଚିମ ଓଡ଼ିଶା ହୋଉ

  • @ArmyLover-jw7vp
    @ArmyLover-jw7vp หลายเดือนก่อน +25

    Google re search marle western odisha old name Kosala asba

    • @lipun1531
      @lipun1531 หลายเดือนก่อน

      Koshal nai south koshal asiba😂
      Real koshal ebe Bihar re achhe

  • @chhayakantasahu9713
    @chhayakantasahu9713 หลายเดือนก่อน

    Jay Maa Samlei Jay Kosal

  • @A1B-MEDIA
    @A1B-MEDIA หลายเดือนก่อน +3

    KOSHAL state heba eka jay koshal

  • @ratnakarmishra5553
    @ratnakarmishra5553 หลายเดือนก่อน

    କୋଶଲ୍ ବଦଲା ରାଜ୍ୟ ର ନାଁ ଅଲଗ ରଖାହେଲେ ବିବାଦ ସମାଧାନ ହେବା।

  • @birendramaharana6495
    @birendramaharana6495 หลายเดือนก่อน +3

    ନିଜେ ନିଜେ ଝଗଡ଼ା ହେଲେ କିଛି ନାଇଁ ହଏ ଆମର ଅଞ୍ଚଲ୍ ର ସବୁ ଏକ ହେଲେ ହି ଅଲଗା ରାଜ୍ୟ ହେବା