Vigilance Raid in Balangir: Corruption Crackdown: ଭିଜିଲାନ୍ସ ଜାଲେ ଲୋୟର୍ ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ

แชร์
ฝัง
  • เผยแพร่เมื่อ 17 ต.ค. 2024
  • ଭିଜିଲାନ୍ସ ଜାଲେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ । କମାନୀ ଠାନୁ ଅଏତକା ସମ୍ପତ୍ତି ରଖିଥିବାର୍ ଅଭିଯୋଗନେ ୯ଟା ଜାଗାନେ ରେଡ୍ କରୁଛେ ଭିଜିଲାନ୍ସ । ବଲାଙ୍ଗିର ଲୋୟର୍ ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ୍ କୁମାର୍ ରାଉତ ଙ୍କର୍ ଘରେ ବଡଭାରି ରେଡ୍ କରୁଛେ ଭିଜିଲାନ୍ସ । ଭୁବନେଶ୍ୱର, ପୁରୀ, କଟକ, ଅନୁଗୁଳ, ଆର୍ ବଲାଙ୍ଗିର ଠାନେ ଏକାଥରକେ ୯ଟା ଜାଗାନେ ରେଡ୍ ଚାଲିଛେ । ଭୂବନେଶ୍ୱର ନିଳାଦ୍ରୀ ବିହାର୍ ଠାନେ ୩ ମହଲା ଘର୍, ନୟାପଲ୍ଲୀ ଅଂଚଲନେ ୨ ମହଲା ଘର୍ ଉପରେ ଚାଲିଛେ ରେଡ୍ । ପୁରୀ ଭିଆଇପି ରୋଡନେ ଥିବାର୍ ଫ୍ଲାଟ୍, ଗ୍ରାଣ୍ଡ ରୋଡନେ ଥିବାର୍ ଫ୍ଲାଟ୍, ପୈତୃକ ଗାଁ କଟକ ଗୁରୁଡିଝାଟିଆ ଆର୍ ସୁନିଲଙ୍କର୍ ପୁଓ ରହୁଥିବାର୍ ଅନୁଗୁଲ୍ ଜିଲ୍ଲା କିଶୋରନଗର ଠାନେ ଚାଲିଛେ ରେଡ୍ ।
    For more such updates, please Like, Comment, and Share our videos and Subscribe to our TH-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    TH-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #VigilanceRaid #Balangir #CorruptionCrackdown #OdishaNews #AntiCorruption #LawEnforcement #Investigation #GovernmentAction #LocalNews #Accountability

ความคิดเห็น • 2