Epari jane mahan niskapata Bhaktanku ebng se mahan atmaku koti pranam he prabhu kana pai apana tanku neigale hai e ta apanka iccha se atmaku aau ekbar pranam
Hari Ohm...🙏🙏.. punarapi janamam maranam,, punarapi janani jathare sayanam...Puni thare a mahan atama janma naba pain se a Puruna sarira chhadidele agua....🙏🙏
Jai pancha sakha ama ghara pakhare baba nka ghara dukha ra katha baba nku dekhi parilini
ବହୁତ ଦୁଃଖ ଲଗୁଛି
ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା ତାଙ୍କ ଅମର ଆତ୍ମାର ସଦଗତି ହେଉ
ହେ ପ୍ରଭୁ ରକ୍ଷା କର
ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପାଦତଳେ ସ୍ଥାନ ଦିଅନ୍ତୁ 😭ଓମ ଶାନ୍ତି🙏
ବହୁତ ଜ୍ଞାନୀ ଓ ସତ୍ୟକଥା କହିଥିଲେ ବଇଦ ନନା। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।🙏🏼🙏🏼😭😭
ହେ ଭଗବାନ ଏକେମିତି ସମଭବ ।ଆଉ କିଛି ଭଲ ଲାଗୁନାହିଁ ।ଜୟ ଜଗନ୍ନାଥ ।
ବୈକୁଣ୍ଠ ଲଭିଣ ବଇଦ।
ରୁହନ୍ତୁ ସେ ସଦା ଆନନ୍ଦ।
କରୁଛି ମୁହି ଏ ଗୁହାରି।
ବେନି ହାତକୁ ଯୋଡ଼ିକରି।
ଦୟାମୟ ହେ ମହାବାହୁ।
ନନାଙ୍କୁ କୃପା କରିଥାଉ।
ଏତିକି ଗୁହାରି ମୋହର।
ବାଇଦ ନନାଙ୍କୁ ଉଦ୍ଧାର।
ଜଗନ୍ନାଥ ସ୍ଵାମୀ, ନୟନ ପଥ ଗାମୀ, ଭବ ତୁମେ।🙏
ମହାପ୍ରଭୁ ଜଗନ୍ନାଥ ନନାଙ୍କର ପରିବାରକୁ ସହାୟ ହୁଅନ୍ତୁ🙏🙏🙏
Prabhu jagannath tanka atmanku sadgati diantu jai jagannath jai panchasakha
ବହୁତ ଦୁଃଖ ଲାଗୁଛି... ଇଏ କେମିତି ସମ୍ଭବ... ଜୟ ଜଗନ୍ନାଥ 🙏🙏😭
ଜୟ ଜଗନ୍ନାଥ। ପୁଣ୍ୟ ଆତ୍ମାର ଶଦ୍ଗତି କାମନା ସେଇ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଚରଣ ତଳେ।🌹🙏🌹
ବଇଦ,ନନାଙ୍କ,ଆତ୍ମାର,ସ୍ୱର୍ଗ,ପରୟୂର୍ଣ,ନିମନ୍ତେ,ଆନନ୍ଦେ, ଏକବାରେ,ହରିବୋଲ,
ଭଗବାନ ଏସବୁ କାହିଁକି ହୁଏ। ନିଶ୍ଚିତ ଦେବି 😢😢🕉️🕉️😭😭🙏🙏
1
ଆଜି ପବିତ୍ର ବଡ଼ ଦିନ । ଯୀଶୁ ଙ୍କ ଜନ୍ମ ଦିନରେ ଭଗବାନ ଙ୍କ ସହ ଲୀନ ହେଇ ଗଲେ । ଭକ୍ତ ମୃତୁ ଏମିତି ହିଁ ହୋଇ ଥାଏ। ଶୁଭ ଦିନ ରେ ଶରୀର ଛାଡ଼ିଲେ
He prabhu tanka atamaku santire raka . niraba pratana karuchi
ଭଗବାନ ବଇଦ ନନାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ।
Baida nana nka amara atma ra sadgati heu
Jay Jagannath
Jay panchasakha 🙏🙏🙏🙏
ଦୁଃଖଦ ଖବର ଶୁଣିବା ପରେ ବହୁତ ଦୁଃଖ ଲାଗିଲା, କିନ୍ତୁ ଏହା ହିଁ ସୃଷ୍ଟି ର ଏକ ମାତ୍ର ସତ୍ୟ, ଯାହାକୁ ସମସ୍ତଙ୍କୁ ମାନିବାକୁ ପଡିବ, ପ୍ରଭୁଙ୍କର ଲୀଳା ଆଜି ଅଛେ ଆସନ୍ତା କାଲିର କଥା କେହି କହିପାରିବନାହିଁ l🙏🙏🙏
ଜୟ ଜଗନ୍ନାଥ 🙏🏼 ହେ ପ୍ରଭୁ ଏ ତୁମେ କ'ଣ ଲିଳା କରୁଚ, ତୁମେ ଯଦି ଏ ଭଳି ଭକ୍ତ ମାନଙ୍କୁ ନେଇଯିବ ତାହେଲେ କେମିତି ତୁମ ଲିଳା ଚାଲିବ, ଜୟ ଜଗନ୍ନାଥ 🙏🏼🌹
Jay jagannath jay panchasakha baidanana nku aamara pranama tanku thakura saranare neyantu 🏵🌹🥀🐞🌼💮🏵💐🌺🌴🌷🌺🙏🙏🙏
ଭଗବାନ ତାଙ୍କର ଆତ୍ମା କୁ ଶାନ୍ତି ଦିଅନ୍ତୁ
ଆଗାମୀ ଅପିଶୋଡ କୁ ଅପେକ୍ଷା କରିଥିଲି କିନ୍ତୁ ନାନା ଚାଲିଗଲେ ବହୁତ୍ ଦୁଃଖ ଲାଗୁଛ🙏🙏🙏
I am also waiting for next episode but very sad that the devotee is no more
Nananka atmaku sadgatijheu jay jagannath
Thanks
ନମସ୍ତେ । ଜଗନ୍ନାଥ କୃପାରୁ ମହାନ ଆତ୍ମାକୁ ସତଗତୀ ହେଉ ।
🚩Jaya Jagannatha Hari bola 🪔🌺🙏🏼🙏🏼🙏🏼
💅 ବୈଦ୍ୟନାଥ ଙ୍କୁ ଆମର କୋଟି ପ୍ରଣାମ 🙏🏼🙏🏼🙏🏼🙏🏼🙏🏼
ଓଃ ଶାନ୍ତି । ଏହା ଏକ ବହୁତ ବଡ଼ କ୍ଷତି। ଜଗନ୍ନାଥ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ।
Jagannath tankara amara atma ku santi rakhantu.
ଶୁଣିକି ବିଶ୍ୱାସ ହେଉନି,ନନା ଆଉ ନାହାନ୍ତି । 😢ପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।🙏⚫🔺⚫🙏
Jay jaganatha jay panchasakha prabhunka pakhare atiki prathana nana nka aatma nku bhala re rakhantu
Gabhir duhkhare marmahata mu. Baida nananka amar atmara sadgati kamana karuchhi. Jay Jagannath. Jay Panchasakha. 🙏🙏🙏🙏
ଓଁ ଶାନ୍ତି, ଈଶ୍ୱର ପବିତ୍ର ଆତ୍ମାର ସଦଗତି କରନ୍ତୁ 🙏🙏🙏
🙏koti koti pranama Maha prabhubu Jagannath
Tanka aatam nku santi milu🙏🙏
ପୂଣ୍ୟ ଆତ୍ମାଙ୍କୁ ପ୍ରଣାମ 🙏🙏🙏🙏
🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽
Jia jogonnath Jia jogonnath
ବଡଦୁଖଦରଖବର ବ ଇଦନନା ଅମରରହେ ଏହାରକାରଣ ଭଗବାନଙ୍କ ବିସୟରେ ଏତେବଡ ଖୁଲାଶାନୁହ୍
Pranaam baba jagannath nka pakhare atiki nibe Dana apana puni feri asanti Jai jagannath Jai panchasakha Jai Achutanand
Jay Jagannath ,omm namo sivaya ,jay panchasakha,jay baidanath nana ,nana nka Amar aatmaaku bhagaban Santi diantu ,nanaka paribarku bhagaban Saha huantu
ମହାପ୍ରଭୁ ର୍ବୈଦନନାଙ୍କ ଆତ୍ମା କୁ ସଦଗତୀ ଦିଅନ୍ତୁ 🙏
ଜୟ ଜଗନ୍ନାଥ ସ୍ଵାମୀ 🙏 ପ୍ରଭୁ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ 🙏
ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ଜୟ ଜଗନ୍ନାଥ
Jay jagannath, Jay panchasakha🙏, ete sighra chhadiki jibe boli jana nathhila.... Hau vagabannka ichha sabu,
Vagaban tanka atmaa ku santi diantu🙏
Mahagyani Kar Mahasaya nkara biyog atyanta dukh dayayak. Om Shanti
Jay Jagannath
Nana nkara Atma Ku Shanti Milu... 🙏Nana Swarga Prapti Karantu 🙏🙏🙏jay Jagannath ❤️🙏❤️🙏
ସତ୍ୟ ଭାଇ ନମସ୍ତେ ବହୁତ ବହୁତ ଧନ୍ୟବାଦ, ନନା ଙ୍କ ସପରିବାର କୁ ସମବେଦନା
Baida Nana ku koti koti pranam 😭🙏 ashrula shraddhanjali 🙏
Nana ama hruday re sabu bele rahibe
ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏 ଓଁ ଶାନ୍ତିଃ 🙏🙏🙏
ଜୟ ଜଗନ୍ନାଥ 🙏🙏🙏🙏ବାବାଙ୍କ ଆତ୍ମା କୁ ମହାପ୍ରଭୁ ସଦଗତି ପ୍ରଦାନ କରନ୍ତୁ l ପୁଣ୍ୟ ଆତ୍ମାଙ୍କୁ ପ୍ରଣାମ 🙏
Om santi BaBa nk amar aatma r sadgati heu Jay Jagnnath Jay Panchsakha 🌹🌹🌹🙏🙏🙏🌷🌷🌷👃👃👃🥀🥀🥀❤❤❤💅💅💅💐💐💐👋👋👋😭😭😭
ମହାନ ଆତ୍ମାଙ୍କ ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି 🙏🙏🙏
Jay jagannath 💐🙏 jay panchasakha 💐🙏
ବଇଦ ନନାଙ୍କ ଆତ୍ମାର ସତଗତି ଓ ଶାନ୍ତି ପ୍ରଦାନ ଭଗବାନ ଙ୍କ ନିକଟରେ ପାର୍ଥନା। 🙏🙏🙏
ଜୟ ଜଗନ୍ନାଥ ଜୟ ପଞ୍ଚସଖା
jay jagannath baba puni ashibe
Jay Jagannath 🙏🏻🙏🏻🙏🏻 prabhu gurudev nka katha bujhiba🙏🏻
Baida nananka katha sunibaku bahut bhala lage
ଜୟ ଜଗନ୍ନାଥ ସ୍ବାମୀ ଅମର ଆତ୍ମା ସଦର ଗତି କାମନା କରୁଛି ଜୟ ଜଗନ୍ନାଥ
ଜୟ ଗୁରୁ ଦେବସ୍ବାମି ଭାଇଙ୍କର ଆମ୍ମାର ସଦ୍ ଗତିନିମନ୍ତେ ପ୍ରାଥନା କରୁଛି।
🙏💐🌺 ଜୟ ଜଗନ୍ନାଥ, ଜୟ ପଞ୍ଚ ସଖା 🙏🌺💐 ପ୍ରଭୁଙ୍କ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ବୈଦ ନନାଙ୍କ ଆତ୍ମାକୁ ସଦଗତି ମିଳୁ🙏💐🌺💐🌺
Jay jagannath 🙏🙏🙏
ପ୍ରଣାମ ବାବାଙ୍କୁ 🙏🙏🙏
ଜୟ ଜଗନ୍ନାଥ ଜୟ ଶ୍ରୀ ଅଚ୍ୟୁତ
ଜଗନ୍ନାଥ ମଙ୍ଗଳ କରତୁ
ଜୟ ପଞ୍ଚସଖା🙏🙏🙏🙏🙏ପ୍ରଭୁ ତାଙ୍କର ଆମର ଆତ୍ମା କୁ ଶାନ୍ତି ଦିଅନ୍ତୁ ଏତିକି କାମନା
Bhagawan tank atma ku shanti pradan karantu 🙏🙏🙏🙏
ଜୟ ଜଗନ୍ନାଥ, ବାବା ଙ୍କ ଅମର ଆତ୍ମା ର ସଦଗତି ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପାର୍ଥନା
ବହୁତ ଦୁଃଖ ଲାଗୁଛି 😭😭😭😭
🙏🙏🙏kan pai thakura neigale abhali bhakta ku mora prathana sabu kama bhala re heijau 🙏🙏🙏🙏🙏🙏
Jay Jagannath 🙏🙏🙏 jay panchasakha 🙏🙏🙏 Prabhu Jagannath tankara atmaa Ku Santi diantu jay Jagannath 🙏🙏🙏🙏
😭😭😭😭 Nana jagannath k pakhaku chaligale
ସତ୍ୟ ଭାଇ ଆପଙ୍କ ଫୋନ ବମ୍ବର ଦିୟ ନ୍ତୁ ଜୟ ଜଗନ୍ନାଥ 🙏🙏🙏
Jaya jagannath .jay panchasakha .
Epari jane mahan niskapata Bhaktanku ebng se mahan atmaku koti pranam he prabhu kana pai apana tanku neigale hai e ta apanka iccha se atmaku aau ekbar pranam
ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ
ନନା ବହୁତ ଜ୍ଞାନୀ ଥିଲେ, ଶୁଣି ବହୁତ ଦୁଃଖ ଲାଗିଲା। ଭଗବାନ ତାଙ୍କ ଆତ୍ମା କୁ ସଦଗତି ଦୀୟନ୍ତୁ 😔🥺😔🙏🙏🙏
ହେ ପୂଣ୍ୟାତ୍ମନ,ଆପଣକଂ ଆତ୍ମାର ସଦଗତି ନିମିତ୍ତ ପ୍ରଭୂକଂ ପାଖରେ ପ୍ରାଥନା କରୁଛୁ,ଉପଯୁକ୍ତ ମଣ୍ଡଳରେ ଆତ୍ମା ସ୍ଥାନ ପାଉ🙏🌹🌹🌹🙏
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏
Baida nana bahut kichi jani thile ...kale se kahu kahu kahidebe sethipai thakura tanku daki ki nai gale sadgati haichi jay jaganath
Jay jaganntha.baida nana nka amar atama ra sadagati heu mahaprabhu.i miss you nana
Jay sitaram jay panchasakha
ହେ ପରମେଶ୍ବର ଅମର ଆତ୍ମାଙ୍କୁ ସଦଗତି ପ୍ରଦାନ କରନ୍ତୁ।
Jay jagannath swyami nayana ptha gami bhaba tume. . . . 🙏 🙏 🙏
ପ୍ରଭୁ ଜଗନ୍ନାଥ. ତାଙ୍କୁ ପାଦତଳେ ସ୍ଥାନ ଦିଅନ୍ତୁ!ଅମର ଆତ୍ମାର ବୈୟୀ କୁଣ୍ଠ ପ୍ରାପ୍ତି ହେଉ
ରୋକ୍ ଠୋକ୍ ଭାବେ ମାଳିକା ଗ୍ରନ୍ଥକୁ ବୁଝାଇ ଦେଉଥିଲେ ବୈଦ୍ ନନା,,, ନନାଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ। ସତରେ ମହାପ୍ରଭୁଙ୍କର ବିଚିତ୍ର ଲୀଳା,,, 🙏🙏🙏
Pranam baido nani.. Bahuta dukha laguchi.. Aapana nka atma ra sadgati kamana karuchi🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏🙏🙏🙏
Hari Ohm...🙏🙏.. punarapi janamam maranam,, punarapi janani jathare sayanam...Puni thare a mahan atama janma naba pain se a Puruna sarira chhadidele agua....🙏🙏
🙏 Jay Jagannath 🙏Bhagwan tumara manglakaruntu 🙏
Pranam Baida Nana, May your soul be blissful. Jay Panchasakha .Aum Radha-Madhabay namah . 🙏 🌼 🌸 🌻 🌹
🙏🙏🙏🙏🙏🙏🙏😭😭😭
Omh Shanti 🙏
Bhagaban tankar Atma ku satgati pradan karantu🙏🙏🙏🙏
ବହୁତ ବଡ଼ ସତ ଜ୍ଞାନ ର ଅଧିକାରୀ ଜ୍ୟୋତି ମୁଁ ଓ ଆମ୍ଭେ ମାନେ ହରାଇଲେ . ଏହା ର ଅର୍ଥ ହେଉଛି ନନା ପରାତ୍ମା ପାଦପଦ୍ମେ ଲୀନ୍ନ ହୋଇଗଲେ. ଏବଙ୍ଗ ଏହି ଧରା ପୃଷ୍ଟିରୁ ମନୁଷ୍ୟ ଯୋନି ରୁ ମୋକ୍ଷ୍ୟ ପାଇଁ ଗଲେ . ସେତ ମାଳିକା ଭକ୍ତଙ୍କ ମଧ୍ୟ ଅନ୍ୟତ୍ତମ 🙏🙏🙏🙏 ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏
jaya.jaganath.swami
Jay Jagannath 🙏🙏🙏🙏 Bhagawan Nana nka Mahan Atma ku Sadgati Pradana karantu....🙏🙏🙏... Jay Jagannath....Jay Panchasakhha...
He Mahapravu tuma charan kamala re nija ra bhakta ku sthana diantu 🙏🙏🙏
Ram Narayan raghava , krushna Narayan kesaba .... Baba nka atma ku satni diantu Jay Jagannath
Baida nana satsanga pranaam
Jay jagannath.
Jay panchasakha.
ଜୟ ଜଗନ୍ନାଥ🙏🙏 ଓଁ ଶାନ୍ତି 😭😭
Jay kalki Ram 🙏🙏🙏🙏
🙏🙏🙏🙏🙏 Jay Jagannath 🙏🙏🙏🙏🙏baida Nana pranam 🙏om santi 🙏😭😭
ଶୁଣିକି ବାହୁତ ଦୁଃଖ ଲାଗୁଛି, କାରଣ ବାଇଦ ନନାଙ୍କ ପରି ଜଣେ ସତ ଆତ୍ମାଙ୍କୁ ଆମେ ଆଜି ହରାଇଲୁ,ଜଗତର ନାଥ ଜଗନ୍ନାଥ ବାଇଡନାନକ ପରି ପୂଣ୍ୟ ଆତ୍ମାକୁ ସଦ୍ଗତି ଦିଅନ୍ତୁ🙏🙏🙏
ବିଶ୍ୱାସ ହଉନି ....
ଜନ୍ମ ମୃତ୍ୟୁ ତ ଧ୍ରୁବ ସତ୍ୟ ,
ଇଚ୍ଛାମୟ ଙ୍କ ଇଚ୍ଛାରେ ମହାତ୍ମା ଦେହ ମାୟା ଛାଡ଼ି ତାଙ୍କ ପାଖକୁ ଚାଲିଯାଇଛନ୍ତି, ସେଠି ସେ ମହାରାସ କରୁଛନ୍ତି ।
ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ତାଙ୍କ ଚରଣରେ,
ଧନ୍ୟ ଭକ୍ତ, ଧନ୍ୟ ଜଗନ୍ନାଥ
ଜୟ ପଞ୍ଚାଶଖା