Addressing The Challenges In Bolangir: A Call For Action On Migrant Workers Issues: CM Mohan Majhi

แชร์
ฝัง
  • เผยแพร่เมื่อ 25 ม.ค. 2025

ความคิดเห็น • 221

  • @babu_bhai_yt
    @babu_bhai_yt 2 หลายเดือนก่อน +39

    ମୁଖ୍ୟମନ୍ତ୍ରୀ କହୁଛନ୍ତି, "ଆପଣଙ୍କ ଜିଲ୍ଲା ବଲାଙ୍ଗୀର"... ଏହା କଣ ମୁଖ୍ୟମନ୍ତ୍ରୀଙ୍କର ନୁହେଁ

    • @Laxmidhar-
      @Laxmidhar- 2 หลายเดือนก่อน +1

      ମୁଖ୍ୟମନ୍ତ୍ରୀ ଙ୍କର ହେଲା କେନ୍ଦୁଝର ଜିଲ୍ଲା

    • @babu_bhai_yt
      @babu_bhai_yt 2 หลายเดือนก่อน +4

      @Laxmidhar- ଆରେ ଭାଇ, ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଶାର ଶାସକ.. ପ୍ରତିଟି ଗାଁ, ସହର , ବ୍ଲକ, ଜିଲ୍ଲା ସବୁ ତାଙ୍କ ଦ୍ୱାରା ଶାସିତ, ତେଣୁ ଯେ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ସେ ପର୍ଯ୍ୟନ୍ତ ସମ୍ପୁର୍ଣ ଓଡ଼ିଶା ତାଙ୍କର, ବଲାଙ୍ଗୀର ବି ଓଡ଼ିଶାର ଏକ ଜିଲ୍ଲା ସେହି ଆଧାରରେ ବଲାଙ୍ଗୀର ବି ମୁଖ୍ୟମନ୍ତ୍ରୀ ମହାଶୟଙ୍କର

    • @gopabandhubehera453
      @gopabandhubehera453 2 หลายเดือนก่อน +1

      ଏଶଳା ମାଝି ବିଷୟରେ କାହିଁକି ଆଲୋଚନା କରୁଛ ଭାଇ

  • @bijayparida8085
    @bijayparida8085 2 หลายเดือนก่อน +27

    ବିଜେପି ର ହୀନରାଜନିତି

  • @rahuldeep1708
    @rahuldeep1708 2 หลายเดือนก่อน +58

    ବଡ଼ ବଡ଼ କଥା କହିଦେଲେ କିଛି ହେବନି କାମ କରିକି ଦେଖାଅ ତାପରେ ଆମେ ବିଶ୍ବାସ କରିମୁ

    • @_mr___rajput
      @_mr___rajput 2 หลายเดือนก่อน +3

      Samaya asu jani pariba

    • @amitabhmohanta2644
      @amitabhmohanta2644 2 หลายเดือนก่อน

      Tunije karipaka kahaku kahucgu

    • @MohanandaSing-np5ux
      @MohanandaSing-np5ux 2 หลายเดือนก่อน +1

      BJD ପେଳ କରିଛି

    • @pmshorts4970
      @pmshorts4970 2 หลายเดือนก่อน

      Ta

  • @BhubaneswarChhatria-u2m
    @BhubaneswarChhatria-u2m 2 หลายเดือนก่อน +24

    କଥା କୁହା କପିଳା ଛାଡ଼ ହୋ ଦରଦାମ୍ ରେ ଲୋକ ହନ୍ତ ସନ୍ତ ହେଉଚୁ ହେଲେ ଆପଣ ପାଗଳ ପରି କଥାବାର୍ତା କରୁଛନ୍ତି

  • @Asish-ce6wh
    @Asish-ce6wh 2 หลายเดือนก่อน +5

    ବିଜେପି କଥା ବେଶୀ ଆଉ କାମ କମ କରୁଛେ ଲାଇନ ବିଲ୍ 300 ୟୁନିଟ୍, ଭତା 3000 ହଜାର, ପ୍ରତ୍ୟେକ ମହିଳା କେ 1000 ସୁଭଦ୍ରା ଜୟୋନା ଦୁଇ ବର୍ଷରେ 50,000 ହଜାର ଦଉନ୍ ବିଜେପି ଆଜ୍ଞା ମାନେ ଓଡ଼ିଶା ଗରିବ ରହିବନି ପୁରଣ କର

  • @TravelingwithDeepak-z2c
    @TravelingwithDeepak-z2c 2 หลายเดือนก่อน +34

    ପଶ୍ଚିମ ଓଡ଼ିଶା ରେ ଉନ୍ନତି ହେଲେ ଯାକର ହେଲା ବାଗିର୍ ଟା ଆଜ୍ଞା ଆପଣ ଖାଲି କଥା ରେ ଜାଣିଛୁ

  • @pin2das6625
    @pin2das6625 2 หลายเดือนก่อน +6

    ଆମର ମୋହନ cm sir କୋଟିଏ ରେ ଗୋଟିଏ ❤ jay Bjp

  • @balaramrath9012
    @balaramrath9012 2 หลายเดือนก่อน +42

    ଆମେ ଜାଣିଛୁ ଆପଣ କିଛି କରିବେନି ଖାଲି ରଙ୍ଗ ଆଉ ଭାଷଣ ମାରି ମାରି ଏହି ପାଞ୍ଚ ବର୍ଷ ବିତେଇ ଦେବେ।ଆଉ ଦିଲ୍ଲୀ ରୁ ଓଡ଼ିଶା ଓଡ଼ିଶାରୁ ଦିଲ୍ଲୀ ଯିବେ ଆସିବେ ଯିବା ଆସିବାରେ ଏହି ପାଞ୍ଚ ବର୍ଷ ବିତିଯିବ

    • @debashishdeba9030
      @debashishdeba9030 2 หลายเดือนก่อน

      Mo balo na gaandi mora 🤣🤣

    • @kunamajhi4581
      @kunamajhi4581 2 หลายเดือนก่อน +2

      Right 👍

  • @_crazy_zagan_9520
    @_crazy_zagan_9520 2 หลายเดือนก่อน +8

    Bahut dundar sir ❤🎉

  • @dharmumeher
    @dharmumeher 2 หลายเดือนก่อน +3

    Bahut sundar bhasan sundar upama saha.

  • @prafullamohantakumar8941
    @prafullamohantakumar8941 2 หลายเดือนก่อน +5

    ଜୟ ମୋହନ ସାର୍

  • @sanjeebsahuGabbar
    @sanjeebsahuGabbar 2 หลายเดือนก่อน +22

    ଟେକି ଦେବା Laxmana
    ବାଳ କିଛି କାମ ନାଇଁ
    Dum ଅଛେ ବେଲେ Factory କର 2. 4 😡😡😡😡

    • @thegloryspace
      @thegloryspace 2 หลายเดือนก่อน

      2000 -4000 ta kam se kam , gaon k 2-4 ta kam se kam😂❤

  • @ajitsahu7423
    @ajitsahu7423 2 หลายเดือนก่อน +7

    ଯଦି ପୂର୍ବ ସରକାର କିଛି କରିପାରିଲେ ନାହିଁ ତମେ ଏବେ କ୍ଷମତାରେ ଅଛ ତମେ କର ଓଡ଼ିଶାର ସବୁ ଜିଲ୍ଲାରେ ତାମିଲନାଡୁ ଭଲି କାରଖାନା ଖୋଲ କେହିବି ଅନ୍ୟ ରାଜ୍ୟକୁ ଦାଦନ ଯିବେନି ଅଯଥା ରାଜନୀତି କରି ଲୋକଙ୍କୁ ଭୂଆଁ ବୁଲାନ୍ତୁ ନାହିଁ

  • @PravashKumarsahuSahu
    @PravashKumarsahuSahu 2 หลายเดือนก่อน +19

    Kb singh deo ଦୀର୍ଘବର୍ଷ ବର୍ଷ ଧରି BJP ପାଟିରେ ଜିତିଆସୁଛନ କିଛି ଦାଦନ ସମସ୍ୟା ଠିକ୍ କରି ପାରିଲେ ନାହିଁ । ଚାନ୍ନ।ର କାମଗୁଟେ ବି ବଲାଙ୍ଗୀର ଜିଲ୍ଲାରେ କରି ନାଇ ପାରବାର😂😂😂

  • @hemantakumarrout6876
    @hemantakumarrout6876 2 หลายเดือนก่อน +11

    ବିଜେପି ସରକାର ଙ୍କୁ ବହୁତ ବହୁତ ଧନ୍ୟବାଦ ଭଲ ପଦେକ୍ଷପ ନେଇଛନ୍ତି

  • @jajatichandan4268
    @jajatichandan4268 2 หลายเดือนก่อน +8

    ବଡ ବଡ ଭାଷଣ ନ ଦେଇ କାମ କରି ଦେଖାଅ

  • @rntvlogs4390
    @rntvlogs4390 2 หลายเดือนก่อน +3

    କଥା ବେଶୀ କାମ କମ

  • @shreemadhurivlogs
    @shreemadhurivlogs 2 หลายเดือนก่อน

    ଓଡ଼ିଶା ରେ କାମ ନାହିଁ ଲୋକେ ତୋ ଯିବେ ତମ ସରକାର ହି ଲୋକଙ୍କୁ ବାହାରକୁ ପଠାଉଛନ୍ତି

  • @duleswarmeher9144
    @duleswarmeher9144 2 หลายเดือนก่อน +4

    ଭରସା ନିଁହେଇଁ ଧକ୍କା ହେଇଚି

  • @dipaksagar8917
    @dipaksagar8917 2 หลายเดือนก่อน +6

    Jai shree Ram

  • @ParikhitaroutRout-lm5ri
    @ParikhitaroutRout-lm5ri 2 หลายเดือนก่อน

    ସବୁ ଠକୁ ଛ ହୋ sir please ହେଲ୍ପ me Odisha government 😅😅😅😅😅

  • @sanjayanaik5483
    @sanjayanaik5483 2 หลายเดือนก่อน +10

    କେବଳ ଭାଷଣ ଭଲ ହେଉଛ

  • @Kalandicharansahoo-pz6gj
    @Kalandicharansahoo-pz6gj 2 หลายเดือนก่อน +1

    ❤❤❤❤❤❤

  • @Badadharua-q6l
    @Badadharua-q6l 2 หลายเดือนก่อน +5

    Jay Balangir

  • @dambarudhargoud9763
    @dambarudhargoud9763 2 หลายเดือนก่อน +1

    ବିଜେପିର ହୀନରାଜନୀତି 😁😁😁😁😁

  • @Jagdish0143
    @Jagdish0143 2 หลายเดือนก่อน

    ଦାଦନ ସମସ୍ୟା କେବେ ହଟିବ ଆଉ କେତେ ବର୍ଷ ଲାଗିବ ଶ୍ରୀ ମୁଖ୍ୟମନ୍ତ୍ରୀ ମୋହନ ସାର

  • @zbsongshu
    @zbsongshu 2 หลายเดือนก่อน

    Beste cm mohan ji

  • @sanjeebpanigrahi747
    @sanjeebpanigrahi747 2 หลายเดือนก่อน

    ହଏହୋ ମୋହନ ଆଜ୍ଞା ପାଟଣାଗଡ଼ କଣ୍ଟାବାଜୀ ରୁ ଦାଦନ ଯାଇ ବାସଲେନା ହେ ଯେନ ଟାସ୍କ ଫର୍ଷେ ର ମୁଖିଆ କହୁଛନ ଆଉ ଯାହାକେ ଲକ୍ଷେ ଲୋକର ବାଗ କହୁଛନ ହେ ଲୋକମାନଙ୍କର ଆଖି ସାମାନା ରେ ସହ ସହ ଯାଉଛନ ହେ ମାନଙ୍କର ଆଖି ନାଇଁ ଡିସବାର କାଏଁ, ବାଗ ଛୁଆ ଯାହାକେ କହୁଛନ ହେ ତ ଛେଲ ପିଲା ହେଇଗଲାନ

  • @Hemantabhoiofficial
    @Hemantabhoiofficial 2 หลายเดือนก่อน

    Asha ku purana kale biswas heba Cm sir ❤❤❤

  • @abhishekmangraj1492
    @abhishekmangraj1492 2 หลายเดือนก่อน

    ତମର ଖାଲି ନିଷ୍ପତ୍ତି ନେ଼ଇ ନେଇ ପାଞ୍ଚ ବର୍ଷ ସରି ଜିବା କାମ କିଛି ନେଇ

  • @bhagatram5556
    @bhagatram5556 2 หลายเดือนก่อน

    Jai mahan maji

  • @Koshaltv388
    @Koshaltv388 2 หลายเดือนก่อน +19

    କେବେ ସମସ୍ୟା ଦୂର ହେବା କହ

    • @benudharanti5195
      @benudharanti5195 2 หลายเดือนก่อน +3

      ହଜାର ସରକାର ଆସିଲେବି ଦାଦନ ସମସ୍ୟା ବନ୍ଦ ହେବ ନାହିଁ..

    • @DhaneshRana-zh4rj
      @DhaneshRana-zh4rj 2 หลายเดือนก่อน

      Kana karideba

    • @kunamajhi4581
      @kunamajhi4581 2 หลายเดือนก่อน

      Right 👍 ​@@benudharanti5195

  • @OdisharBikash
    @OdisharBikash 2 หลายเดือนก่อน +1

    ଏତେ ବଡ଼ ବଡ଼ ଭାଷଣ ଦିଅ ନାହିଁ । ପଶ୍ଚିମ ଓଡ଼ିଶା ର ଉନ୍ନତୀ କର ପ୍ରଥମେ

  • @ShridharaMahalik
    @ShridharaMahalik 2 หลายเดือนก่อน

    ବାଳ ଷ୍ଟିଲ ପ୍ଲଟ ଅଦରପ୍ରଦେଶ ଦେଇଦେଲୁ ଏଠି ଭାଷଣ ମାରୁଛି ଆଉରି କହୁଛି ଦାଦନ

  • @gopabandhubehera453
    @gopabandhubehera453 2 หลายเดือนก่อน

    ମାଝି,ଜାହାକହୁଛ ସବୁ,ରେକର୍ଡ଼ିଙ୍ଗ ହେଇକି,ରହୁଛି,ମନେରଖିଥା,ଲୋକଙ୍କଠାରୁ ତାଳିମାଡ,ଖାଈବା ପାଈଁ ବଡବଡ କଥା,କହିବା ଟା ଅତି,ସହଜ କିନ୍ତୁ କାମରେ,କରିବିବାଟା,ବହୁତ ଦୁଃଖ

  • @maheshwebdeveloper1884
    @maheshwebdeveloper1884 2 หลายเดือนก่อน +3

    ପାଗଳ ପରି କଥା କହିବାର ବନ୍ଦ କର ମୋହନ ବାବୁ

  • @playtube001
    @playtube001 2 หลายเดือนก่อน

    ଲୋକତନ୍ତ୍ର ରେ ମହାରାଜ ମହାରାଣୀ 😂😂😂😂

  • @rkjworld1425
    @rkjworld1425 2 หลายเดือนก่อน +1

    ମୁଇ କହିବି ଓଡ଼ିଶାର ଦାଦନ୍ ଦୁଃଖ କେବେ ବନ୍ଦ୍ ନାଇ ହୁଏ। କାଏଁ ବୋଇଲେ ଓଡ଼ିଶାରେ factory ବନା ବାର ଲାଗି ଜାଗା ର ଅଭାବ। ଲୁକେ factory ଲାଗି ଜଗା ନାଇ ଛାଡବା କେ। ଉଲ୍ଟା କମ୍ପାନୀ କେ ବିରୋଧ କରୁଛନ୍ତି

  • @DushmantaPatra-d5h
    @DushmantaPatra-d5h 2 หลายเดือนก่อน

    Jay bjp❤❤❤bjp ❤❤❤bjp 2:26

  • @Jsjhjzjjz
    @Jsjhjzjjz 2 หลายเดือนก่อน +1

    କି କାମ କରୁଛ ଟିକେ କହ ଲାଜ ଲାଗୁ ବିଜେପି ଵାଲା ଙ୍କୁ ସବୁ ଟିଂଗାଲୁ ଆସିଲ ଯେ କଣ୍ଟାବାଞ୍ଜି କୁ କେତେ ଦି ଛ ହୋ cm

  • @davidpahad3
    @davidpahad3 2 หลายเดือนก่อน

    ଦାଦନ ହଟାଇ ଦିଅ ହୋ, ଦେଖ୍ ମା, ତମେ କେନ୍ତା ଶାସନ କରୁଚ ଯେ

  • @pkkuberputel3692
    @pkkuberputel3692 2 หลายเดือนก่อน

    Vote lagi 2036 ke target karuchhan m sar

  • @debendrabhoi3530
    @debendrabhoi3530 2 หลายเดือนก่อน

    ଗଣତନ୍ତ୍ରରେ ବି ମହାରାଜ ମହାରାଣୀ କଣ?

  • @KrishSwain-tu6ti
    @KrishSwain-tu6ti 2 หลายเดือนก่อน +2

    B j p bhali kehebi heiparibeni no 1 b j p no1 mohon sarkar no 1 modi

  • @tapasbhoi5746
    @tapasbhoi5746 2 หลายเดือนก่อน

    good decision

  • @amitkumarjena9857
    @amitkumarjena9857 2 หลายเดือนก่อน

    Are bhai 😂😂😂 Mohan sir pala karibe kebe

  • @pritiranjanyadav9569
    @pritiranjanyadav9569 2 หลายเดือนก่อน

    ଅଡିଶା ❌ଓଡିଶା✅

  • @saineshree
    @saineshree 2 หลายเดือนก่อน +4

    ଯେଉଁ ଦେଶରେ ରାଷ୍ଟ୍ରପତି ଆଦିବାସୀ,
    ଯେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବି ଆଦିବାସୀ
    ଆଉ ଯଦି ସେହି ଦେଶରେ ଥିବା ଆଦିବାସୀ ଖାଦ୍ୟ ଅଭାବରେ ଅଖାଦ୍ୟ ଖାଇ ମୃତ୍ୟୁର ଶିକାର ହେବେ, ତାହେଲେ ସେହି ଦେଶ କିମ୍ବା ରାଜ୍ୟ କେତେ ଉର୍ନତି କରୁଛି ତାହା ଅନ୍ଧ ଭକ୍ତ ହିଁ କହିପାରିବେ। 😭😭🇮🇳🇮🇳🙏

    • @SapnaraniPatra
      @SapnaraniPatra 2 หลายเดือนก่อน

      25 ବର୍ଷ କଣ ଉନ୍ନତି କରିଛ କି କଉ factory ଖୋଲିଛ ଥରେ ଭାବିକି ଦେଖ

    • @thegloryspace
      @thegloryspace 2 หลายเดือนก่อน

      ​@@SapnaraniPatraeye Christian breed 😂😂, Congress wala😂

  • @rkjworld1425
    @rkjworld1425 2 หลายเดือนก่อน

    ବିଜେପି ୱାଲେ ବୋଧେ ଗୋଟିଏ ଷ୍ଟାଇଲ ଭାଷଣ ଦେବା ପାଇଁ ମୋଦି ଙ୍କ ପାଖରୁ ଟ୍ରେନିଂ ନେଉଛନ୍ତି। ଏହା ଦେଖିଲେ ଜଣା ପଡ଼ୁଛି।😂😂

  • @sethyoutube305
    @sethyoutube305 2 หลายเดือนก่อน

    Jay BJP 🚩🚩🚩

  • @trilochanpatra2020
    @trilochanpatra2020 2 หลายเดือนก่อน +1

    ୨୦୫୦ ବେଳକେ ମୋଦୀ କେଁ ଇ ଦୁନିଆ ନେ ଥିବ ବୋଲି ଭାବୁଛ କେଁ ମୋହନ ବାବା

  • @sabitasing
    @sabitasing 2 หลายเดือนก่อน

    Balangir re gute industry heba katha

  • @PremanjaliNag-v2i
    @PremanjaliNag-v2i 2 หลายเดือนก่อน

    Tamaku laja lagiba Katha mohan sir

  • @SapnaraniPatra
    @SapnaraniPatra 2 หลายเดือนก่อน

    ଯାହା ବି ହଉ 25 ବର୍ଷ ପରେ ଗୋଟେ ମୁଖ୍ୟମନ୍ତ୍ରୀ ସମ୍ବଲପୁରୀ ରେ କଥା କହିଲେ ନବୀନ ପଟ୍ଟନାୟକ କେ ଛାଡ ହୋ ସେ ତ ଓଡ଼ିଆ ବି 25 ବର୍ଷ ରେ ଭଲ ସେ ଶିଖି ନି ପାରିଲେ।। bjd chatukar ମାନେ ଜଲିବେ comment ପଢ଼ିକି😢

  • @malayamajhi7465
    @malayamajhi7465 2 หลายเดือนก่อน

    Very gòod all sair jai bjp

  • @khamariofficial_1244
    @khamariofficial_1244 2 หลายเดือนก่อน

    Karichanti ,karibu heba ଖାଲି କେବେ ହେବା ହୋ

  • @mohanmajhi2967
    @mohanmajhi2967 2 หลายเดือนก่อน

    ଏବେ ଆଉ ଦାଦନ ଖଟିବାକୁ ଯିବ ନାହିଁ। ତ ଆଜ୍ଞା ?

  • @phirojkumarPradhan
    @phirojkumarPradhan 2 หลายเดือนก่อน

    Jay shanidev maha parbhu

  • @manojkumarmeher7006
    @manojkumarmeher7006 2 หลายเดือนก่อน

    Sardar become in power call as protector of migrant laborer

  • @buddhadev.harpal94
    @buddhadev.harpal94 2 หลายเดือนก่อน +5

    ମାନ୍ୟବର ପାଟଣାଗଡ଼ ର ମହାରାଜା ବୋଲି କହୁଛୁ ଯେ tk ଲାଜ ଲାଗୁଛେ କି ନେଇରେ ମାଖନ୍ ତୁନ୍ , CMଟେ ହେଇଛୁ କମ୍‌ସେ କମ୍ କାଣା କହେବାର କଥା ଆଉ କାଣା ନେଇ ଯେ ତ ଶିଖ୍ ।
    ଦେଶ ଓ ସମ୍ବିଧାନ ବିରୋଧୀ ।
    Fundamental rights
    Article 18 says - Abolition of titles କାଏ ଭାଷା ରେ ହୁଡମି ଯେ ମୁଇଁ ବି ଜାନି ନେଇ ପାରୁଛେ । ସଲା ଗଧ

  • @Riyasmile143
    @Riyasmile143 2 หลายเดือนก่อน

    Jay bJD

  • @anantsenapati2207
    @anantsenapati2207 2 หลายเดือนก่อน

    J kana karu6 BJP sarkar kichhi step uthale sina heba khali katha besi kam kichhi nai 😂😂😂

  • @diraj8578
    @diraj8578 2 หลายเดือนก่อน

    2025 ରେ କାଇଁକି ବିକଶିତ ଭାରତ ହୋଇପାରିବ ନାଇଁ l 2047 କାରଣ କଣ ହବ

  • @ommcreationpresent9224
    @ommcreationpresent9224 2 หลายเดือนก่อน

    Hajar hajar loka ebebi dadan jauchhanti

  • @LalitNanda-c3g
    @LalitNanda-c3g 2 หลายเดือนก่อน

    Odisa new cm swaygath pachma odissa

  • @buddhadev.harpal94
    @buddhadev.harpal94 2 หลายเดือนก่อน

    ଲାଜ ସରମ ତ ବିକିକରି ଖାଉଛୁ ବୋ chief minister of odisha, mohan Majhi

  • @sadanandmohanty3537
    @sadanandmohanty3537 2 หลายเดือนก่อน

    Jay sriram Jay jagannath Jay Odia Jay Mohan Bhai Sarkar Jay Modi ji jindabad jindabad jindabad jindabad 🙏🙏🙏🙏🙏

  • @satyabaspatel4001
    @satyabaspatel4001 2 หลายเดือนก่อน

    2029 re mla haribe cm kichi kamaku nahi

  • @dharmumeher
    @dharmumeher 2 หลายเดือนก่อน

    Ama anchalik bhasare C. M.
    bhasan deithibaru bhanyabad.

  • @manojkumarpradhan9162
    @manojkumarpradhan9162 2 หลายเดือนก่อน

    Hello sir kab haga

  • @santoshswain2607
    @santoshswain2607 2 หลายเดือนก่อน +2

    Sir bhasan kam kari industries aana na hele sabu odia dadan khatibare number one re aashiba.

  • @kanchinial789
    @kanchinial789 2 หลายเดือนก่อน

    Tate laj nei khali vasana na😂😂🎉

  • @subhalaxmimishra7455
    @subhalaxmimishra7455 2 หลายเดือนก่อน +1

    katha bahut kahuchanti mohan majhi

  • @duleswarmeher9144
    @duleswarmeher9144 2 หลายเดือนก่อน

    ଖୁହା ସରକାର

  • @AasuBag
    @AasuBag 2 หลายเดือนก่อน

    Laxman Bag Tiger 🐅 ki
    Got (chheli ) j samaya kahi ba
    Sabu mi6 katha bjp kuhe

  • @kumarnayak4601
    @kumarnayak4601 2 หลายเดือนก่อน

    Bag nuhe evm hero

  • @sankirttanpunji-kj9uj
    @sankirttanpunji-kj9uj 2 หลายเดือนก่อน

    Modi..di...jiki...Jay...ho...Jay...yadav

  • @Rohit39076
    @Rohit39076 2 หลายเดือนก่อน

    Khali katha bada bada au🤷‍♂️

  • @lilambersinghBrar4
    @lilambersinghBrar4 2 หลายเดือนก่อน

    Tamar Kantabanji MLA Laxman Bag nije eka Dadan Sardar 😂

  • @Mamali1234-s1i
    @Mamali1234-s1i 2 หลายเดือนก่อน

    Kebe balangir ra dukh dur heba kahaya

  • @RasmitaMohapatra-k6s
    @RasmitaMohapatra-k6s 2 หลายเดือนก่อน

    Lakha lokara bag
    Kotia lokara bag heuchhanti Naveen

  • @rashmiranjanlenka4390
    @rashmiranjanlenka4390 2 หลายเดือนก่อน

    ଏଇଟା ମୂର୍ଖମନ୍ତ୍ରୀ

  • @ManjuYadav-rb7rw
    @ManjuYadav-rb7rw 2 หลายเดือนก่อน +2

    ସୁଭଦ୍ରା ଟଙ୍କା ୦କୁଛ

  • @tapanswain2686
    @tapanswain2686 2 หลายเดือนก่อน +1

    Magiya

  • @sbp_ghana_vlogs
    @sbp_ghana_vlogs 2 หลายเดือนก่อน

    Migration k kve atkei ni para re BJP wale 😂😂😂

  • @kishorteji819
    @kishorteji819 2 หลายเดือนก่อน

    BJP zindabad laxman Bag zindabad

  • @sarojmeher8066
    @sarojmeher8066 2 หลายเดือนก่อน

    ଖାଲି ତର ପାଟିର ଲୋକ ର ତାରିବ କଲେ କାନା ହେବା ଭେଲିଡ କଥା ଦୁଇ ପଦ କହ 🎃

  • @bhabanichhatria3347
    @bhabanichhatria3347 2 หลายเดือนก่อน

    Jaha lekha heiche taha padhi chaluntu sir😂

  • @jogeshtandia9033
    @jogeshtandia9033 2 หลายเดือนก่อน

    Lakhe Ghar ra koshal State kenta nei heiparbar kebe heba vikashit Bharat vikashit odisha

  • @SubhamKsubhamrao
    @SubhamKsubhamrao 2 หลายเดือนก่อน

    A mantri thik anka upare jia achi sabuthu bada chura amaa odisa khaideba

  • @JudhistirSahu-z6v
    @JudhistirSahu-z6v 2 หลายเดือนก่อน

    Sabu block re fectory Kari demu dadan ni Jaa

  • @ajaydas8953
    @ajaydas8953 2 หลายเดือนก่อน

    Bala tia kariba

  • @ChandanMajhi-ff1us
    @ChandanMajhi-ff1us 2 หลายเดือนก่อน

    Gata sarkaraku dosa dina katantu nahi sir

  • @srjstarmusic6698
    @srjstarmusic6698 2 หลายเดือนก่อน

    କାଥରେ ନୁହେ କମରେ ଦେଖାଅ 😅

  • @ganeshbhoi652
    @ganeshbhoi652 2 หลายเดือนก่อน +4

    Kene dadana dura heba jumula sarakar

  • @s.rvision5847
    @s.rvision5847 2 หลายเดือนก่อน

    Manaru kebe b dine kichhi kuhantu sir..sabu bele ta dekhi dekhi kahile..

  • @KrushnachandraSahu-jk9to
    @KrushnachandraSahu-jk9to 2 หลายเดือนก่อน

    BJP sarkar re kie b Dadan jau nahanti

  • @I_am_Sooumya
    @I_am_Sooumya 2 หลายเดือนก่อน

    Ebe to kar....aga sarkar ke kharap kahu6u je

  • @ParikhitaroutRout-lm5ri
    @ParikhitaroutRout-lm5ri 2 หลายเดือนก่อน

    Sir mui ଆସିଗଲିନ karimnagar ku dadn ଖଟିବାକୁ asli na

  • @suniltanty2811
    @suniltanty2811 2 หลายเดือนก่อน +2

    Dekhiki ki bhalse padhi parini tu..kank bachan sikh deo😢😢😢😢
    Odisha ra mukhyamantri ku dekhiki laja laguchhe