ବାବୁ ମହଲ: ଛାଡ଼ଖାଇ ୨୦୨୩ | Babu Mahal # 213: 'Chadakhai 2023'
ฝัง
- เผยแพร่เมื่อ 8 ก.ย. 2024
- ଆମ ଓଡ଼ିଶାରେ କାର୍ତ୍ତିକ ମାସକୁ ଏକ ପବିତ୍ର ମାସ ରୂପେ ବିବେଚନା କରାଯାଏ। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଯାଏ। ମାସ ସାରା ହବିଷ ହୁଏ। ତେଣୁ ପ୍ରାୟ ସମସ୍ତେ ଏହି ମାସରେ ଆମିଷ ଭୋଜନ କରନ୍ତି ନାହିଁ। କିଛି ବ୍ୟକ୍ତି ମାସ ସାରା ନହେଲେବି ମାସର ଶେଷ ପାଞ୍ଚ ଦିନ ଅର୍ଥାତ ପଞ୍ଚୁକ ସମୟରେ ଆମିଷ ଖା'ନ୍ତି ନାହିଁ। କଥାରେ ଅଛି ପଞ୍ଚୁକରେ ବଗ ବି ଆମିଷ ଖାଏ ନାହିଁ। ମାତ୍ର କାର୍ତ୍ତିକ ମାସାନ୍ତେ ଆମିଷ ଛାଡ଼ିଥିବା ଲୋକେ ଛାଡ଼ଖାଇ ପାଳନ କରନ୍ତି। ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ଛାଡ଼ଖାଇ ୨୦୨୩' ।
ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
Babu Mahal # 213: Chadakhai 2023 ( A funny odia animated cartoon web series from Dharitri Live )
This video is not allowed for reuse/ redistribution in any form and manner on any source. Copyright owner : Dharitri Live
LIKE || SHARE || SUBSCRIBE
Also Watch:
👉 Special Episodes : • Special Videos
👉 'Fun with Public' all episodes: • Fun With Public | ଫନ୍ ...
👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
👉 Health Tips: • Health Tips | ହେଲ୍ଥ୍...
👉 Smart City Specials | ସ୍ମାର୍ଟ୍ ସିଟି ସ୍ପେଶାଲ୍ସ୍ : • Delicious momos in Bhu...
👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ |...
For more updates please visit us:
👉 Website: www.dharitri.com
👉 Facebook: / dharitrinews
👉 Twitter: / dharitrilive1
👉 TH-cam: / dharitrilive
👉 Instagram: / dharitrilive
#BabuMahal #OdiaCartoon #OdiaComedy #Odisha #ଛାଡ଼ଖାଇ
ସକାଳୁ ସକାଳୁ ଦୁଇଟା କମେଡି (ସନିଆ, ନଟିଆ କମେଡି ) ଦେଖିକି ମୋର ମନ ପୁରା ଖୁସି ହୋଇଗଲାଣି 🤗😄,,
Hmm mu bi
ସତରେ ନା କଣ
ତମେ ବହୁତ ସୁନ୍ଦର ଲାଗୁଛ
😂😂🎉
ଛାଡଖାଇ ରେ ମୋର ସନିଆ ଭାଇ, ମାଝୀ ବାବୁ ଙ୍କ family କୁ ଏବଂ ମୋର ସମସ୍ତ ସାଙ୍ଗମାନଙ୍କୁ ଅଭିନନ୍ଦନ 😊,,,,
Hay
Happy chadakhai🐓🐐🐓🐔🐐🐐🐐❤
ଜୟ ଜଗନ୍ନାଥ good morning ସନିଆ କମେଡି ସମସ୍ତଙ୍କୁ ଭଲ ଲାଗେ ମତେବି ବହୁତ୍ ଭଲ ଲାଗିଲା 😮😮😮😮😮
ଖୁବ୍ ସୁନ୍ଦର ହୋଇଛି ସକାଳୁ ସକାଳୁ ମନ ଉତ୍ଫୁଲିତ ହୋଇଗଲା। ସମସ୍ତଙ୍କୁ ଛାଡ ଖାଇର ଆମିଷ ଖିଆ ଅଭିନନ୍ଦନ 😂
I don't eat non-veg on Tuesday.
ପାଞ୍ଚଦିନ ପଞ୍ଚୁକ ପାଲିଲୁ ପାଞ୍ଚଦିନ ଛାଡଖାଇ ପାଳିବୁ ଯାହାକୁ ଯେଉଁ ବାରରେ ଭଳ ଲାଗୁଛି ସେଇବାରରେ ଛାଡଖାଇ ପାଳ 😊
ବହୁତ ସୁନ୍ଦର ହେଇଛି
ସକାଳୁ ସକାଳୁ 2 ଟା କମେଡି (ସନିଆ ନଟିଆ) ଦେଖି କି ଭଲ ଲାଗିଲା
ଧରିତ୍ରୀ ଲାଇଭ୍ ର ୫୦ ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଓ ଶୁଭକାମନା 🙏🙏🙏
Bahut badhiya heichi
Sanya,Bhai, ilveyou
Happy ଛାଡଖାଇ,✋🙏❤️
Sundar😊😊😊😊😊
❤
❤❤❤
Jou mane babumahal ra sabu comedy dekhichha like kara
ସନିଆ ଭଳି ଶଳା..... ବିଉଟିଫୁଲ୍ 👌 ସାନିଆ ଆ ଆ ଆ
Sania comedy kahaku Bhala Lage gote 👍kara
More sania bhai comide more bahut bahut like
ଏ କଣ ହେଲା ଛାଡ଼ ଖାଇ ରେ ନଟିଆ ରେ କଙ୍କଡା ପଳେଇଲା ଏଥିରେ ଛେଳି ପଳେଇଲା 🥺🤣😂
Beautiful Sonia comedy ❤❤❤❤❤❤😂😂😂😅😅😮😮
Very nice
ଛ। ଡ଼ଖାଇ କେବଳ ମଟନ ଚିକେନ ରେ କରିବା 😢😢😢😢ସାଧାରେ ହୋଇପାରିବ ନାହିଁ❤❤❤❤❤
Why it can't celebrated with paneer ?
Very good morning All majhi Babu mahal
ଖୁବ ସୁନ୍ଦର😂
Happy chhadokhai bohut bodia lagila
ସନିଆର କମେଡି ଦେଖିବାକୁ କେଉଁ ମାନେ ଅପେକ୍ଷା କରିଛନ୍ତି gote 👍କରିବେ 🙏❤️
ନିରୀହ ଜୀବ ଙ୍କୁ ଦୟାକରି ହତ୍ୟା କରନ୍ତୁନାହିଁ | ଛାଡ଼ଖାଇ ଅର୍ଥ ଜୀବ ହତ୍ୟା ନୁହେଁ |
Mote Sania bhai nka comedy bahut bholo lage😊
ହେରା ଭାଇ ମଟନ ସରିଯିବ ଯେ
Nice episode 🎉🎉
Thank you 🎉🎉🎉🎉🎉🎉
Sania comedy kahaku bhala Lage laik kara
Mo favorite sonia aau notia comedi
😂❤❤❤😊
So cute fruitful
ବହୁତ ସୁନ୍ଦର 😢😢😢😢😊
Bhagaban Sania bhalia salla kahariku nadiantu.
Jay Jagannath🙏🙏🙏
Sania Bhaii heu chanti legend 😂 Sania Bhai ra voice dubbing Kari thiba Bhai nku 👍
Happy chadakhai
❤😊😘😘😘😍😍👀
❤❤❤❤❤
❤💕🥰
Very nice 🙂
ସତରେ ସନିଆ ଆଉ ନଟିଆ କମେଡି ଦେଖିକି ବହୁତ ଖୁସି ଲାଗିଲା😊😊😊😊😊😊
Pabitra❤❤❤
ମତେ ଭଲଲାଗେ 😊😊😊😊😊😊😆😆😆😆😆😆😆😆😆😆😆😆😆😆😆😆😆😆😆😆?😆😆😆😆😆😆
Good morning sir and mam is all friends
👍
Beautiful❤❤❤❤❤❤❤ Episode❤❤❤Majhibabu SaniaSantiapa❤❤❤❤
Yes
Sania au Natia comedy dekhi mana pura khusi 😂😂
ସନିଆ କମେଡି କୁ କାହାକୁ ଭଲ ଲାଗେ ଗୋଟେ 👍କଲ
😂😂😂😂
I love saniya and natiya comedy 😮😊😮😊😮😊😮😊
Like kn pain comment re..vedio like kara
@@harashkumar577😊😊o
Mate
🎉🎉
My favourite 😊😊❤comedy 🎉🎉❤❤❤❤🎉🎉🎉😊😊😊🎉🎉😊 good morning friends 😊 all
Wow ❤️❤️❤️🔥🔥🔥🔥
ସବୁ ନଟିଆ କମେଡି ତଳେ
👍👍👍👍
ଛାଡଖାଇରେ ସନିଆ ଭାଇ କଣ ଖାଇବ
So much
ସାନିଆ କମେଡ ମୋତେ ଭଲ ଲାଗେ
🎉🎉🎉❤❤❤🎉🎉🎉
My favorite Comedy
Super
My favourite comady
Nice
Jay shree ram
ସନିଆ କମେଡି ନଟିଆ କମେଡି ଭଳିଆ ଆଗକୁ ଯାଉ ପଛେଇ ଯାଉଛି
Jay shree Ram 🚩 tike tike like karo je😅
ଭଲ ଲାଗିଲା ❤❤
Mind fresh🍃💦🍃💦
Natia father voice 😮😮😮 Sania jiju
🎉🎉🎉🎉
Nice video 👍👍👍👍👍👍👍👍👍👍👍👍👍👍👍👍
Nice video 🙏☺️
So nice 👍👍👍 please
ଛାଡଖାଇ ଉପଲକ୍ଷେ ସମସ୍ତଙ୍କୁ ମୋର ଅଭିନନ୍ଦନ
Kon kon bade hokar bhi chote bache ki tarah cartoon dekh rahe ho ?🥰👍👍👍👍😊
Magiha ta comment aniki tu kn lekhuchhu be 😂😂😂
Nnhhm
ସନିଆ ଭାଇ ଭିଡିଓ କେତେବେଳେ ଆସିବ ମୁ ଅପେକ୍ଷାରେ ଥିଲି 🥰🥰🥰🥰🤔🤔🤔🤔
ଶନିଆ କାଟୁନୁ ସୁପର ଭଲ ଲାଗୁଥିଲେ ଗୋଟେ ଲାଇକି କରତୂ
Jay Shree Jagannath Swami
Santy apa more febrate 😂
Good morning Sania bro
Bhai I love you ☺️🤭☺️
ଭାଇ ସନିଆ ର intelligence ବେଳେ ବେଳେ ଦେଖାଅ, ସବୁବେଳେ ତାର ବୋକାମୀ କାହିଁକି ଦେଖାଉଛ
ସନିଆ କମେଡି କେତେ ଜଣଙ୍କୁ ଭଲ ଲାଗେ ଲାଇକ କଲ
Bichara Sania ta kou chhadakhai re tke motton khai paruni😂
ଆମ ସମସ୍ତଙ୍କୁ
💥🔥🔥
Finaly asigala re new video 😅😂❤
Very nice comedy
ସନିଆ କମେଡି କୁ କାହାକୁ ଭଲ ଲାଗେ ଗୋଟେ 👍 କର
Nice video
ଛାଡ,ଖାଇ, ସମସ୍ତଙ୍କୁ, ମୋର, ଅଭିନନ୍ଦନ
ଆମ ଆଡେ ମୋର୍ଟନ କିଲୋ ₹750ସହିତ ପାଣି ମିକ୍ସ 😂😂😂😂
Very nice comedy 😂😂
No 1
🔥🔥🔥
ଜୟ ଶ୍ରୀ ରାମ
ଭଲଲାଗୀଲା