Rok Thok Live | ଦୁର୍ନୀତିର ପାହାଡ | Santanu Mahapatra | Corruption | Vigilance Raid | Argus News

แชร์
ฝัง
  • เผยแพร่เมื่อ 10 ก.พ. 2025
  • Rok Thok Live | ରୋକ୍ ଠୋକ୍ : ଦୁର୍ନୀତିର ପାହାଡ | Santanu Mahapatra | Corruption | Vigilance Raid | Vigilance Investigation | Argus News
    #ArgusNews #RokThok #Corruption #VigilanceRaid #BJPGovt #OdishaNews #durgashish
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    TH-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

ความคิดเห็น • 64

  • @BulakiSwain-n4c
    @BulakiSwain-n4c 5 วันที่ผ่านมา +22

    ଦୁର୍ଗାଶିସ୍ ବାବୁ,ଏ ନନ୍ ତୃତୀୟ ଗଣେଶ ସାହୁକୁ କାହିଁକି ବାରମ୍ବାର ଡିପେଟ୍ କୁ ଡାକୁଛନ୍ତି ? ରାଜନୈତିକ ଜ୍ଞାନ କଥା ଛାଡନ୍ତୁ,ୟାର ଭାଷାଗତ ଜ୍ଞାନ ଟିକେ କି ନାହିଁ।

  • @sureshnayak5353
    @sureshnayak5353 5 วันที่ผ่านมา +17

    ଆଜ୍ଞା ଏ ବିଜେଡ଼ିର ନେତା ଗଣେଶ ସାହୁଙ୍କୁ କାହିଁକି ଆପଣ ବାରମ୍ବାର ବିତର୍କକୁ ଡାକୁଛନ୍ତି ? ପ୍ରଶ୍ନ ଗୋଟେ ଉତ୍ତର ଗୋଟେ। ଖାଲି ବଡ଼ ପାଟି କରି ଭୁଲ୍ ତଥ୍ୟ ରଖନ୍ତି। ଦୟାକରି ଏମିତି ଲୋକଙ୍କୁ ଡାକନ୍ତୁ ନାହିଁ।

  • @santoshmahapatra6353
    @santoshmahapatra6353 5 วันที่ผ่านมา +9

    ଭାଈ ଏ ପାଗଳ ସାହୁ ବାବୁ ଙ୍କୁ dibet କୁ କାହିଁକି ଡାକୁଛନ୍ତି

  • @raghumaninayak9593
    @raghumaninayak9593 4 วันที่ผ่านมา +9

    ବିଜେଡି ନେତା ଗଣେଶ ସାହୁ ରାଜନୀତିର ର ଅକ୍ଷରର ମାନେ ଜଣା ନାହିଁ, ସେ ଖାଲି ଜାମୁ କୋଳି ଗପ କହିବାରେ PHD କରିଛି ତଥ୍ୟ ଭିତିକ ଉତ୍ତର ନାହିଁ, ମୁଁ ଅନୁରୋଧ କରୁଛି ଦୁର୍ଗା ଭାଇ ଗଣେଶ ସାହୁ ପରି ଅତି ନିର୍ଲଜ ବେହିଆଙ୍କୁ dibate କୁ ଡାକନ୍ତୁ ନାହିଁ 😄😂😄

  • @FAKIRJENA-du2zs
    @FAKIRJENA-du2zs 4 วันที่ผ่านมา +4

    ଆଗ ଗଣେଶ ସାହୁ କୁ ଡିବେଟ ରୁ ହଟl ଯାଉ।

  • @laxmidharapanda6086
    @laxmidharapanda6086 4 วันที่ผ่านมา +2

    ବିଜେଡି ସରକାର ଦୁର୍ନୀତିର ପାହାଡ଼ ଉପରେ ବସିଥିଲା ଏହା ସମସ୍ତ ଓଡ଼ିଶାବାସୀ ଜାଣିଛନ୍ତି ! କିନ୍ତୁ ପାହାଡ଼ ଖନନକରି ଦୁର୍ନୀତିକୁ ଠାବକରିବା ଦାୟିତ୍ୱ କାହାର ? ଦୁଃଖଲାଗୁଛି ଅଯୋଗ୍ୟ ବିଜେପି ସରକାର ଦୁର୍ନୀତି ବାହାର କରିବାକୁ ଭୟକରୁଛି ! ମିଡିଆରେ ଚିଲେଇବା ତୁଷୁ କୁଟିବା ସହ ସମାନ !

  • @RaghuSethi
    @RaghuSethi 4 วันที่ผ่านมา +2

    ପ୍ରିୟ ଦୁଗାଶିଷ ବାବୁ !
    ଆପଣ କାହିଁକି, ଗଣେଶ ସାହୁକୁ ଡାକୁଛନ୍ତି। ?

  • @ratanmajhi4759
    @ratanmajhi4759 4 วันที่ผ่านมา +2

    ଗଣେଶ ମହାଶୟ ଙ୍କୁ ଡିବେଟ ରେ ବସାଇ ବା ଅନୁଚିତ୍ ଯେହେତୁ ମନଇଚ୍ଛା କଥା ଗୁଡ଼ିକ କହି ସମୟ ବରବାଦ କରୁଛନ୍ତି। ଧନ୍ୟବାଦ୍ ଶ୍ରୀ ରତନ ମାଝୀ ଉପ ସଭାପତି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର

  • @kalandinayak463
    @kalandinayak463 4 วันที่ผ่านมา +1

    Mohan sir nku kuhantu.

  • @snvvishwanathamprasantm7867
    @snvvishwanathamprasantm7867 4 วันที่ผ่านมา +1

    ଦିଲ୍ଲୀ ରୁ ମୁମ୍ବାଇ Expressway 1350 କିମି ରୁ 1400 କିମି ବହୁ ପ୍ରାକୃତିକ ଏକଲୋଜି ଜଙ୍ଗଲ, ଝରଣା ଓ ନଦୀ ଉପର ଦେଇ ROB / Flyover ହେଇ ଆସିଛି, ତେଣୁ ମଧପ୍ରଦେଶ ନର୍ମଦା କୁଳ ଦେଇ 30 କିମି ରୁ 40 କିମି ପ୍ରାକୃତିକ ଜଙ୍ଗଲ ଉପର ଦେଇ Flyover ଆସିଛି, ପ୍ରାକୃତିକ ଏକଲୋଜି ନଷ୍ଟ ନଜରି expressway ର କାମ ଶେଷ ଭାଗରେ ପଂହଁଚିଂ ଛି, ତେଣୁ ଆଡ଼ଭାନ୍ସ ଟେକ୍ନୋଲୋଜି ସହିତ ସମୁଦ୍ରକୂଳ ରାଜପଥ ନିର୍ମାଣ ହେବାକୁ ଯାଉଛି,ଚିଲିକା ରୁ ସାତପଡା ବିଛିନ୍ନ ଅଂଚଳ ସହିତ highlevel Flyover ଦ୍ୱରା ଉପକୁଳ ରାଜପଥ ସହିତ ଯୋଡି ହେଇଯିବ. ସାଗରମାଳା / ଭାରତମାଳା ଅନର୍ଗତ ପୂର୍ବ ତଟ ଦିଘାରୁ ରୁ ଦକ୍ଷିଣ ତଟ କେରଳ କୋଚି ଏବଂ କୋଚି ରୁ କର୍ଣ୍ଣାଟକ - ଗୋଆ, କଂକଣ ମହାରାଷ୍ଟ୍ର - ଦମନ ଦୀପ - ଗୁଜରାତ ର ପୋରବନ୍ଦର ପର୍ଯ୍ୟନ୍ତ ସମୁଦ୍ର କୂଳ ରାଜପଥ / Coastal Expressway କୁ ଭାରତ ସରକାର ଦ୍ୱରା ନିର୍ମାଣ କାମ ଚାଲିଛି. କେବଳ ଓଡିଶା ଓ ପଶ୍ଚିମବଙ୍ଗ କାମ ଚଳିତ ବର୍ଷରେ ଆରମ୍ଭ ହେବାକୁ ଯାଉଛି. ଏହା ନିର୍ମାଣ ହେଲେ ଉପକୁଳ ସୁରକ୍ଷା, କୃଷି, ବାଣିଜ୍ୟ, ପର୍ୟ୍ୟଟନ, ଅର୍ଥନୀତିର ଅଭିବୃଦ୍ଧି ଓ ଗମନା ଗମନର ସୁଗମ ହେବ ଓ ସମୟ କମ ଯିବ.ତେଣୁ ବାମପନ୍ଥୀ ମାନେ ଛାତି ପିଟିବା ଆରମ୍ଭ କରୁଛନ୍ତି. ସେଥିପାଇଁ ସରକାର ଓ ଜନସାଧରଣ ସଚେତନ ହେବା ଦରକାର. ଧନ୍ୟବାଦ, ଜୟ ଜଗନ୍ନାଥ

  • @prakashswain8674
    @prakashswain8674 5 วันที่ผ่านมา +2

    ଯଦି ଏହି ମୁଦ୍ରା ରାକ୍ଷସଙ୍କ ପାଖରେ ଏତିକି ଅଛି,ତାହେଲେ ଏପରି ମୁଦ୍ରା ରାକ୍ଷସ ମାନଙ୍କୁ ପ୍ରତ୍ସୋହିତ ଦେଇ ଆସୁଥିବା ଅଣ-ଓଡିଆ ସର୍ଦ୍ଧାର ମୁଦ୍ରା ରାକ୍ଷସଙ୍କ ପାଖରେ କେତେ ହଜାର ହଜାର ସହସ୍ର ଗୁଣର ବେନାମି ଆଇନ ବର୍ହିଭୂତ ସମ୍ପତ୍ତି ଠୁଳ ହେଇଥିବା ଉପରେ ତଦନ୍ତ କିଏ କରିବ ❓ନା ମୋହନ ସରକାର ଏହି ସର୍ଦ୍ଧାର ମୁଦ୍ରା ରାକ୍ଷସଙ୍କ ସହ ସଙ୍ଗାତ ମଇତ୍ର ବାନ୍ଧି ଥିବାରୁ,ସେହି ସଙ୍ଗାତଙ୍କର ମାନ ସମ୍ମାନ ହାନୀ କରିବାକୁ ଚାହୁଁ ନାହାଁନ୍ତି । ସେଥିପାଇଁ ମୋହନ ସରକାର ବନ୍ଧୁ ଦ୍ରୋହୀ ହେବେନି ବୋଲି ଦୃଢ ନିଷ୍ପତ୍ତି ନେଇଛନ୍ତି ।ଏଇଥି ପାଇଁ କ୍ରୁର ସ୍ବଭାବର ସର୍ଦ୍ଦାର ସଙ୍ଗାତଙ୍କୁ ଆଇନ ହାତରୁ ରକ୍ଷା କରୁଥିଲା ବେଳେ, ମଇତ୍ରଙ୍କର ଚେଲା ଚାମୁଣ୍ଡା ମୁଦ୍ରା ରାକ୍ଷସ ମାନଙ୍କ ଉପରେ ଏପରି ତଦନ୍ତ କରିବାକୁ ନିର୍ଦ୍ଧେଶ ଦେଇ ଓଡିଶା ବାସୀଙ୍କୁ କେତେ ଦିନ ଯାଏଁ ମୁଢ କରି ଆସୁଥିବେ❓ ।

  • @manojpalei
    @manojpalei 4 วันที่ผ่านมา

    ଗଣେଶ ମୁଣ୍ଡରେ ବହୁତ ବୁଦ୍ଧି।ଧନ୍ୟ ଗଣେଷ ।

  • @ganeshpanigrahi8296
    @ganeshpanigrahi8296 4 วันที่ผ่านมา

    ଗୋଟିଏ କଥା ଏ ଗଣଶା ପଚାରନ୍ତୁ ପ୍ରଦିପ ପାଣିଗ୍ରାହୀଙ୍କ କଥା.

  • @snvvishwanathamprasantm7867
    @snvvishwanathamprasantm7867 4 วันที่ผ่านมา +1

    ମାନନୀୟ ମୋହନ ସରକାରଙ୍କୁ ଅନୁରୋଧ,ଓଡ଼ିଶାରେ 24ବର୍ଷହେଲା ସଂଗଠିତଅପରାଧ,ଅପରାଧୀ ମାନଂକର ହିଷ୍ଠିରୀସିଟ ତିଆରିକରି,ଅପରାଧୀ ବିରୋଧରେ ଆଜିଠୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଜିଙ୍କର ନୀତି ପରି ଅପରାଧ ବିରୋଧରେ କୋଠର ଏନକାଉଣ୍ଟର କରାଯାଉ ଓ ଅପରାଧୀ ମାନଙ୍କ ପରିବାରର ସମ୍ପତିକୁ ଅଟ୍ଟାଚ ହେଉ ,ନାଗରିଜତା କାନସଲ କରାଯାଇଏକ କୋଠାର ସନ୍ଦେଶ ଦିଆଯାଉ, ଯେମିତି ଅପରାଧୀ ନିଜେ ପୋଲିସ ଷ୍ଟେସନ ଆସି ସମର୍ପଣ କରୁ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ନିଆ ଯାଉ. ଅପରାଧୀଙ୍କର 100 ପିଢ଼ି ମାନେ ଯେମିତି ମନେ ରଖିବା ଦରକାର.

  • @BIVUU146
    @BIVUU146 3 วันที่ผ่านมา

    Prakash das(DFO),Deogarh
    ବହୁତ କଳା ଧନ ଠୁଳ କରିଛନ୍ତି.
    Vigilance dept, take action

  • @laxminarayanbehera2467
    @laxminarayanbehera2467 4 วันที่ผ่านมา

    Upastapana pani sradhapurn naman.

  • @kalandinayak463
    @kalandinayak463 4 วันที่ผ่านมา +1

    Bjp fail. Muau vote debini

  • @snvvishwanathamprasantm7867
    @snvvishwanathamprasantm7867 4 วันที่ผ่านมา

    ଶତ୍ରୁ ସମ୍ପତ୍ତିକୁଅବୈଧ କବଜାକରିବାପାଇଁ ବାମପନ୍ଥୀ ଭ୍ରଷ୍ଟ ଶାସକମାନେ ଅବୈଧ ଆଇନ1947ଔପନିବେଶିକ ସତ୍ତା ହସ୍ତାନ୍ତର ପରେ1954, 2013ରେWAQFAct ସଂଶୋଧନକରି ସରକାରୀସମ୍ପତ୍ତି,ପୁରାତନ ହିନ୍ଦୁସ୍ମାରକକୁ ଅବୈଧ କବଜାପାଇଁ ସପକ୍ଷରେ ଆଇନ ପାସ କଲେ

  • @NilamaniDas-w9l
    @NilamaniDas-w9l 5 วันที่ผ่านมา +3

    Ganes Babu pagalata b j d

  • @manoranjankhatua-ne8pm
    @manoranjankhatua-ne8pm 4 วันที่ผ่านมา +2

    Ganesh Sahoo Gote PAGALA

  • @GaganDhal-gg1lx
    @GaganDhal-gg1lx 5 วันที่ผ่านมา

    Need a election like usa .

  • @kailashrana5820
    @kailashrana5820 5 วันที่ผ่านมา

    ବିଜେଡ଼ି ସରକାରଙ୍କ ଶାସନ କାଳରେ ଯାହାସବୁ ଛୋଟରୁ ବଡ କାର୍ଯ୍ୟ ହୋଇଛି ସେହି ଅନୁପାତରେ ଦୁର୍ନିତୀ ହୋଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ବିଜେପି ସରକାର ସାତ ମାସ ବିତି ଯାଇଥିଲେ ମଧ୍ୟ ସଚେତନ ଓଡ଼ିଆ ଭୋଟରଙ୍କ ଉଦ୍‌ବିଗ୍ନ କୁ ପ୍ରଶମିତ କରିବାରେ ପ୍ରୟାସ ନ କରିବା । ବିଜେଡ଼ି ଚାଟୁକାର ଗଣେଶ ସାହୁଙ୍କୁ ବାରମ୍ଵାର ବିତର୍କରେ ସାମିଲ କରିବାର ଅଭିପ୍ରାୟ ବୁଝି ହେଉନାହିଁ ଦୁର୍ଗାଶିଷ ମହାଶୟ , ମାନ୍ୟବର ନିର୍ଭିକ ସାମ୍ବାଦିକ ।

  • @Angurbala-o8w
    @Angurbala-o8w 4 วันที่ผ่านมา

    In democracy, one party should be voted maximum for ten years, otherwise corruption must done because maximum corruption can be done in a Democratic country. So voters should be aware to change the government in every ten years.

  • @karunakarnag2507
    @karunakarnag2507 4 วันที่ผ่านมา

    Ganesh babu tame debate kari paruna party ra izzat jauchhi

  • @babulahantal-pipeelectricwork
    @babulahantal-pipeelectricwork 5 วันที่ผ่านมา

    Koraput ITDA Koraput officer kutike dar vigilance Sir

  • @sandeepkumar-zr1wk
    @sandeepkumar-zr1wk 5 วันที่ผ่านมา

    Durgasia bhai tamku kte thara kahilini ye gania ku dakani debate ku kichi seta janini kai taku daki tara trp badaucha

  • @trilochanbarik7586
    @trilochanbarik7586 4 วันที่ผ่านมา

    Please catch the corrupted employee during Nabin pattanayak government.

  • @hi-yx8fc
    @hi-yx8fc 4 วันที่ผ่านมา

    Pura bharat ra ssbu govt pist ku privatisation kara jau ssle pc nei khaigale

  • @ajayakumarrout3036
    @ajayakumarrout3036 4 วันที่ผ่านมา

    BJD TIME RE OFFICER MANE SABU KUBERA . ODISHA KU LUTUTDELE . ACTION JARURI

  • @RajuBadaik-b6h
    @RajuBadaik-b6h 5 วันที่ผ่านมา

    Adosha bidyaloyo godhi dele sorokar .? hele principal or tezcher b nahati hospital re doctor b nahanti.

  • @SaratNaik-r6y
    @SaratNaik-r6y 5 วันที่ผ่านมา

    DHiRaPANI PATHARAKATE

  • @akhayakumarbeura4420
    @akhayakumarbeura4420 4 วันที่ผ่านมา

    Sansara ra sabutharu bada galua AE bedha chhua Ganesh Sahoo

  • @BishnucharanSwain-i7r
    @BishnucharanSwain-i7r 4 วันที่ผ่านมา

    hare kete.

  • @lokanathbishoyi7456
    @lokanathbishoyi7456 3 วันที่ผ่านมา

    DURGA. SIS. BABU. GANESH. KUKURA. RA. KATHA THA RADIKARIBAR JANA. AEU. KAICHI. GANANAHI😂😂😂😂😂😂😂😂😂😂

  • @ramachandrapanigrahy8319
    @ramachandrapanigrahy8319 4 วันที่ผ่านมา

    If this man has looted so much then how much May be the share of Nabin & Co in name of clean administration!!

  • @bharatpatra9686
    @bharatpatra9686 8 ชั่วโมงที่ผ่านมา

    B j d mohara ganesh sahu ghare red karajau

  • @SankarMandal-p4e
    @SankarMandal-p4e 4 วันที่ผ่านมา

    Bjd neta pachare lgau c b i

  • @shishirghosh9973
    @shishirghosh9973 4 วันที่ผ่านมา

    Ganesh babu gute gala ta. Taku kahi ki dakuchanti.

  • @kailashchandrajena8405
    @kailashchandrajena8405 5 วันที่ผ่านมา

    Corruption was done in a big way in odisha with the involvement of BJD govt....loot raj ...shame.

  • @ranjannayak6989
    @ranjannayak6989 5 วันที่ผ่านมา

    Agyan Ganesh sahoo galuaku kahinki anuchhanti...

  • @Sahooramakanta-yj4vx
    @Sahooramakanta-yj4vx 4 วันที่ผ่านมา

    Why you call nonsense Ganesh sahoo

  • @BanitaPing-b1t
    @BanitaPing-b1t 4 วันที่ผ่านมา

    Eye BJD neta Ganesh saho k kanje daksa kana pachrale kana kahu che 😂

  • @GaganDhal-gg1lx
    @GaganDhal-gg1lx 5 วันที่ผ่านมา

    Chori Kari khai bare bjp bjd bhai bhai .
    Durgashis bhai bada machha mana nku dhara. Ae Chhota machha nama ku matra.

  • @GaganDhal-gg1lx
    @GaganDhal-gg1lx 5 วันที่ผ่านมา

    Bjp action neba re failure...

  • @manoranjsahoo9197
    @manoranjsahoo9197 4 วันที่ผ่านมา

    Pm nareder damoder das modi ji ki naya odisha may koie be ghotla baj bach ker nahi ja yega
    ekk ekk ghotla baj ekk ekk des durhio ko paqad ker achaa say tritment may hoga saab sachie Nikel ker Ayega bahar

  • @rameshchandrapradhan366
    @rameshchandrapradhan366 4 วันที่ผ่านมา

    Sabu raga neta bada Loka aka la u ra mangi

  • @ManaGobinda-wl6oz
    @ManaGobinda-wl6oz 5 วันที่ผ่านมา

    ଗଣେଶ ବାବୁ ଙ୍କ କଣ୍ଠ ଖୋଲି ନାହିଁ

  • @duhkhishyamnayak9496
    @duhkhishyamnayak9496 4 วันที่ผ่านมา

    A.sala.nakara.upare.naveena.pandiya..is.don

  • @Suvadrapradhan143
    @Suvadrapradhan143 4 วันที่ผ่านมา

    Kadua bjp michhua modi sabutak chhor,a news biskutkhia dalala

  • @AmarMallik-qd6md
    @AmarMallik-qd6md 4 วันที่ผ่านมา

    Sir, bjd, dallar, ku, arest, karo, mon, sir, please

  • @sarojmohanty1617
    @sarojmohanty1617 4 วันที่ผ่านมา

    Durniti birodhre tadanta na BALA ?.