Right. Se jhiaku se jemiti karichi taku semiti hi danda diajau. Se kanu kete kasta. Phasi dele kichi lava nai.emiti sabu dosi khasijibe au eita continue chaluchi au chaluthiba
A case re se jhia ra sanga bi samil achi, se bi jane jhia sethire kemiti samil hela. Amiti karibar nathila se pua ku . A case pai sabu jaga re strike hauchi, aji ka time 85 case jhia plan kariki pua ku fasei dauchanti jhia nka pai ta govt achi hele pua nka pai kn achi 😢😢
No mado piki jadi karuchanti tahele seto mado nishare karuchi Nisha chadi gola pore se Loko kahibo sorry mu Jani suni karini Sabu mado piki Nisha grosthare heichi to sethi Kan karibe mado bottle nei juleiko fashi debe ki bhull to bhull jau lako ro nari prathi akhiyapat Nisha achi senkariba hi karibo karana ta najariya au nari uparaku khorap akhire chanhiki akhiyapat Kariba ta sabuthu bado bhull so..ethi nari ku khorap akhire band Kariba uchit au rahila khorap kichi.kariba purbaru thore nuho ki dui tharp ki 100 tharo nuho 1000 tharo chinta Kariba uchit barmbar laif ta sara bhi bhaiba uchit janiba uchit je bhull Kan thik kan Naya Kan ...so...au gote katha ei duniaru sexual vidio band haba uchit kahikina ya jogu purusho Kan budha arambho Kari choto choto pila nasto heuchanti 😡
Right kahila bhai jia amiti karichi sei loka ku bahut jaldi bhayankar danda milu bahut jaldi milu amiti jadi chali ba ama bharatare ta kehi bi kahaku manibeni 😢😢😢😢😢😢😢😢😢😢
ଦୁଷ୍କର୍ମକାରୀ ଙ୍କୁ ମୃତ୍ୟୁ ଦଣ୍ଡ ଦେଲେ ସେ ଆରାମ ସେ ମରିଯିବ, ସେଥିପାଇଁ ତାକୁ ମୃତ୍ୟୁ ଦଣ୍ଡ ନଦେଇ ବଞ୍ଚି ଥାଉ ଥାଉ ନର୍କ ଯନ୍ତ୍ରଣା ଦିଆଯାଉ ଯାହା ଫଳରେ ଅନ୍ୟ ମନେ କେହି ଦୁଷ୍କର୍ମ କରିବାକୁ ସାହାସ କରିବେ ନାହିଁ
ଉତ୍ତର କୋରିଆ ରେ ଆସାମୀ କୁ ପଥର ଛାଡ଼ିଲା ଭଳି ଭାରତ ରେ ଦୁଷ୍କର୍ମକାରୀ କୁ ପଥର ଛାଡ଼ଯାଉ ପୁଣି ଗରମ ପାଣି ତା ଉପରକୁ ଛଡ଼ଯାଉ ଲୋକ ମାନେ ତା ଉପରକୁ ଗୋବର ମାଡ଼ କରନ୍ତୁ ତାକୁ ଆଜୀବନ ଦଣ୍ଡ ରେ ଦଣ୍ଡିତ କରାଯାଉ
ଯେଉଁ ହାତ ରେ ସେ ଦୁଷ୍କର୍ମ କରିଛି ସେ ହାତ କୁ ଭାଙ୍ଗିଦିଆଯାଉ ଶେଷରେ ତାକୁ ଭାରତ ରେ ପୂର୍ବେ ଇସଲାମ ମାନେ (ଭାଇ -ମତି -ଦାସ ) ଙ୍କୁ ଯେଉଁଭଳି ଭାବେ ଏକ ବାଉଁଶ ରେ ଓଲୋଟ ଓହଳାଇ ଦେଇ ମଝିରୁ କାଟି ଦେଇଥିଲେ ଠିକ୍ ସେହି ପରି କାଟି ଦିଆଯାଉ
Thhik Katha kahi chanti bhai🙏🙏🙏🙏
Yes plz support 🙏🙏🙏🙏
ଜୟ ଶ୍ରୀ⭕‼⭕ଜଗନ୍ନାଥ❤❤❤🙏🙏🙏ାା ଆପଣ କେତେଜଣଙ୍କୁ ଦଣ୍ଡ ଦେବେ ଆଜ୍ଞା ାା
😢
Right kahichati
ଏମିତି ଲୋକଙ୍କୁ ତ ବାଘ ଯନ୍ତାରେ ଛାଡ଼ି ଦବା କଥା ବାଘ ଯେତେବେଳ ତାକୁ ଝୁଣି ଝୁଣି ଖାଇବ ସେତବେଳ ସେ ବୁଝିପାରିବ 😡। ଏମିତି ଦଣ୍ଡ ଦିଆଯିବା ଉଚିତ୍।କଉ ମାନେ ମୋ କଥାରେ ଏକ ମତ।
💯
Thik kotha...
💯 right
Right bro
Right
ଦୋଷୀ ମାନକ ଗୋଟେ ହାତ ଗୋଟେ ଗୋଡ଼ କାଟି ଦିଆଯାଉ ସେମାନେ ଜାଣିବେ କଷ୍ଟ କଣ
ଭାରତୀୟ ନାରୀମାନଙ୍କୁ ସ୍ୱାଧୀନ ମିଳୁ 😢😢😢😢🙏🙏🙏🙏🙏🙏
ସେମାନଙ୍କୁ ଜେଲ ନା ଛାଡି, ପବ୍ଲିକ ଙ୍କୁ ଛଡା ଯାଉ. ପବ୍ଲିକ ଙ୍କୁ କୁହାଯାଉ, ତାଙ୍କୁ ନ ମାରି ଆଉ ଯାହା କରୁଛ କର. ପବ୍ଲିକ ତାକୁ ଆଣି, ନ ମାରି, ତା ଯୌନାଙ୍ଗ, ଅଧା ହାତ, ଅଧା ଗୋଡ ଏ ସବୁକୁ ଅପେରସନ କରି କାଟି ଦେଇକି ପବ୍ଲିକ ଛାଡି ଦିଅନ୍ତୁ.
ତା ତଳି ପେଟରେ ଏସିଡି ଢଳା ଯାଉ
@@shreeexpress7722 ଯାହା ବି କରାଯାଉ, କିନ୍ତୁ ସେ ନ ମାରିବା ଦରକାର. କାରଣ ମୁ ଚାହୁଁଛି ସେ ଦିନେ ନ ମାରୁ ସବୁଦିନ ମରୁ.
That's all right 👍 jaldi kora jau please 🙏🙏🙏
Right
ସେ ଲୋକ କୁ ଜେଲ୍ ରେ ନ ରଖି ଭୋକିଲା କୁକୁର ମାନଙ୍କ ପାଖକୁ ଛାଡ଼ିଦିଅ । ପ୍ରତ୍ୟେକ ମୁହୁର୍ତ୍ତ ର କଷ୍ଟ ସେ ଅନୁଭବ କରିବା ଦରକାର .....😡
ତାଠୁୁ ଭଲ ଭୋକିଲା ସିଂହ ପାଖରେ ଛାଡି ଦିଅନ୍ତୁ ମାନେ ଚିଡ଼ିଆଖାନା ରେ ଛାଡି ଦିଅନ୍ତୁ ଆହୁରି ଭଲ ହେବ ଏମିତିଆ ଲୋକଙ୍କ ସହ ଏମିତି ହବା ନିହାତି ଦରକାର
ନାଇ ନାଇ ବଞ୍ଚିବା ଅବସ୍ଥାରେ ତାକୁ ଖଣ୍ଡ ଖଣ୍ଡ କରି କାଟିବା ଆବଶ୍ୟକ ତାହେଲେ ତାକୁ ଠିକ୍ କଷ୍ଟ ହେବ
Uttora kgondo jaha hela kuho
To goda hata dhire dhire kata
@@Viperorton6177 ଭାଈ ବୁଝି ପାରିଲି ନାହିଁ
ଓଡ଼ିଶାରେ କେବେବି ଝିଅ ମାନକୁ ନ୍ୟାୟ ଦିଆଯାଉନି କାହିଁକି ଓଡ଼ିଶା ସରକାର କଣ କରୁଛନ୍ତି
Right 😅athiti paisha miligole sabu cup heijibe hele justice ♎⚖️ miliuni odisha re 😢😢
India re nahi bhauni rule kichinai
ଏ ଆନ୍ଦୋଳନ ଲାଗିରହୁ ଯେ ପର୍ଯ୍ୟନ୍ତ ସେ ମଣିଷ ରୂପି କୁକୁରମାନଙ୍କୁ କଠୋର ରୁ କଠୋର ଦଣ୍ଡ ନ ମିଳିଛି...😢😢😢😢😢😢
No you said Wrong It's just a bad mentality nothing else but the women needs justice.
Yes
Yaa
Thik
ବର୍ତ୍ତମାନ ବାଳିକାମାନଙ୍କ ପାଇଁ ଶିକ୍ଷା ସହିତ ମାର୍ଶଲ ଆର୍ଟ ଏବଂ ସାମରିକ ତାଲିମ ମଧ୍ୟ ସ୍କୁଲ ଏବଂ କଲେଜଗୁଡ଼ିକରେ ବାଧ୍ୟତାମୂଳକ ହେବା ଉଚିତ୍ |
Absolutely right😢
Thik
Last କୁ ଜଉ ଭାଇ ଜଣ କ କହିଲେ ତାଙ୍କ କଥା ହୃଦୟ କୁ ଛୁଇଁ ଗଲା 😢😢😢 You are Right Bro
ଏ ସବୁର କାରଣ ନିଶା ଦୟା କରି ଆଗ ନିଶା ବନ୍ଦ କରନ୍ତୁ ତାପରେ ଲଢେଇ ଜାରି ରଖନ୍ତୁ ଜୟ ଜଗନ୍ନାଥ 🙏🏻
ଓହୋ ଓଡ଼ିଶା ର ଲୋକମାନେ ବହୁତ୍ ଶୀଘ୍ର ଜାଗ୍ରତ ହେଲେ। ପୁରା ଏକ ସପ୍ତାହ ପରେ....Rally କରିବାକୁ ୬ଦିନ ଲାଗିଗଲା
Tu saala kan karuthilu?
Bjp ro kamo se rajanite re first class na ,, Manipur,,Uttora Khondo re pati chup,,begal re bjp nahi naa
କଠୋର ରୁ କଠୋର ଦଣ୍ଡ ଦିଆଯାଉ ବା ଫାଶୀ, ହେଲେ କଣ ହେବ ଗୋଟିଏ ନିର୍ଭୟା କୁ ନ୍ୟାୟ ମିଳିଗଲା ।
ପୁଣି ହଜାର ନିର୍ଭୟାଙ୍କ ର ସୃଷ୍ଟି ।
ଯିମିତି କଲବଲ କରି ମାରିଛି ତା କୁ ମଧ୍ଯ କଲ,.ବଲ କରି ମାରିବା ଦରକାର। ଜେଲ୍ ଦଣ୍ଡ କି ଫାସି ଦରକାର ନାହିଁ, ସବୁ ଝିଅ ସବୁ ପୁଅ ଖରାପ ନ ଥାନ୍ତି। କିଛି ଭଲ ଲୋକ ଅଛନ୍ତି। ହେ ବେଳ ଥାଉ ସମସ୍ତେ ସୁଧୁରୀ ଯା ଅ। ଭଗବାନ ସମସ୍ତ ଙ୍କର ମଂଗଳ କରିବେ। ବିଚରା ଝିଅ ର ଆଶା ସବୁଦିନ ପାଇଁ ଧୂଳିସାତ ହୋଇ ଗଲା। ଜୟ ଜଗନ୍ନାଥ।
Right. Se jhiaku se jemiti karichi taku semiti hi danda diajau. Se kanu kete kasta. Phasi dele kichi lava nai.emiti sabu dosi khasijibe au eita continue chaluchi au chaluthiba
A case re se jhia ra sanga bi samil achi, se bi jane jhia sethire kemiti samil hela. Amiti karibar nathila se pua ku . A case pai sabu jaga re strike hauchi, aji ka time 85 case jhia plan kariki pua ku fasei dauchanti jhia nka pai ta govt achi hele pua nka pai kn achi 😢😢
Hmm
ସିଏ ନାରୀ ନୁହେଁ ନାରାୟଣୀ ହୋଇ ଆସିଛି. ସିଏ ଇଚ୍ଛାମୟୀ. ତା ଇଚ୍ଛାରେ ବାଧା ଦବା ପାଇ କୋଉ ପୁରୁଷ ର ଶକ୍ତି ନାହିଁ.
Thanks of odisha bbsr team❤we want to justic ଫାଶୀ ଦରକାର
ନିଜ ସୁରକ୍ଷା ନିଜ ହାତରେ..... ଏଇ ଆଇନ୍ କିଛି କରିପାରିବେନି .ମାର ନହେଲା ମର 🙏🙏🙏🙏
ଦେଶ ସାରା ଏ ଆନ୍ଦୋଳନ ଚାଲୁ
Right
Really
Hn
Right
ସେ ଲୋକ ଙ୍କୁ ଏମିତି ଦଣ୍ଡ ନ ଦେଇ କଠୋର ଦଣ୍ଡ ଦିୟାଯାଉ ଯେମିତି କି ପ୍ରତି ମିନିଟ ସେ ବଞ୍ଚିବା ପାଇଁ ଜୀବନ ଭିକ ରେ ମାଗିବ ।।
😂
Tq didy 🙏🙏🙏🙏🙏
ଆଜି ବୋଲି ନୁହଁ ରେ ଭାଇ ଓ ଭଉଣୀମାନେ ଏମିତି ଘଟଣା ପୂର୍ବରୁ ମଧ୍ୟ ଏହାଠୁ ବଡ଼ ବଡ଼ ଅଘଟଣା ଘଟିଛି ଯାହାକି ମଣିପୁର ରାଜ୍ୟରେ, କାଇଁ ସେତେବେଳେ ତ ସରକାର ମସ୍ତି କଲେ, ଏବେ ନ କରୁଥିବେ ବୋଲି ପ୍ରମାଣିତ ହେଉଛି କି ? ଏଥିପାଇଁ କେବଳ ଦୁଷ୍କର୍ମ କାରୀ ହିଁ ଦାୟୀ, ବିଶେଷ କରି ଆମ ପୁରୁଷ ଜାତି ହିଁ ଦାୟୀ । ହେ ଦୁଷ୍କର୍ମ କାରୀ ଭାଇ ଓ ଭଉଣୀମାନେ ବେଳ ଥାଉ ଥାଉ ସୁଧୁରି ଯାଅ, ନିଜର ମଙ୍ଗଳ ହେବ ।
Right 👍
Right bro😊👍🙏
ପୁରୁଷ ଆଜି ବି ନାରୀକି ଡୋରନ୍ତି କିନ୍ତୁ only ଯେତେବେଳେ ପୁରୁଷ ମଦ ନ ପିଇ ଥାନ୍ତି... ସବୁ ମଦ ପାଇଁ... ଆଜି କା date ରେ ଯେତେ ଵି rape ହେଇଚି ସମସ୍ତେ ମଦ ନିଶା ରେ... ସେ ଦିଲ୍ଲୀ ନିର୍ଭୟା ହଉ କିମ୍ବା hydrabad dr rape case ହଉ... ଆଉ ଆଜି kolkatta ରେ ଵି same ସବୁ ମଦ... India କୁ ମଦ ମୁକ୍ତ କର 🙏
Jou loka ku dharichanti se main accuse nuha aethire bohut Jana involve achanti
No mado piki jadi karuchanti tahele seto mado nishare karuchi Nisha chadi gola pore se Loko kahibo sorry mu Jani suni karini Sabu mado piki Nisha grosthare heichi to sethi Kan karibe mado bottle nei juleiko fashi debe ki bhull to bhull jau lako ro nari prathi akhiyapat Nisha achi senkariba hi karibo karana ta najariya au nari uparaku khorap akhire chanhiki akhiyapat Kariba ta sabuthu bado bhull so..ethi nari ku khorap akhire band Kariba uchit au rahila khorap kichi.kariba purbaru thore nuho ki dui tharp ki 100 tharo nuho 1000 tharo chinta Kariba uchit barmbar laif ta sara bhi bhaiba uchit janiba uchit je bhull Kan thik kan Naya Kan ...so...au gote katha ei duniaru sexual vidio band haba uchit kahikina ya jogu purusho Kan budha arambho Kari choto choto pila nasto heuchanti 😡
ରାଜ ରାସ୍ତାରେ ନାରୀ ମାନଙ୍କୁ ସେ ସ୍ୱଧିନତା ଦିଆ ଯାଉ ଯୋଉଁ ପୁରୁଷ ରେପ କରିବ ତାକୁ ସଵୁ ନାରୀ ମିଶି ଲଙ୍ଗଳା କରି ଗୋଡେଇ ଗୋଡେଇ ହାଣିବେ. ତାହେଲେ ସମାଜ ନାରୀ ମାନଙ୍କୁ ଦେଖିଲେ ଡରିବେ. କିଛି କଥା କହିବା ପୂର୍ବ ରୁ ହଜାର ଥର ଭାବିବେ.
U r great brother , salute u
ସାବାସ ଭାଇ ଠିକ୍ କହିଲେ ଆପଣ😊😊😊
ଫାଶୀ ଦିଅନ୍ତୁ ଫାଶୀ ଦିଅନ୍ତୁ ଫାଶୀ ଦିଅନ୍ତୁ ଫାଶୀ ଦିଅନ୍ତୁ ଫାଶୀ ଦିଅନ୍ତୁ ଫାଶୀ ଦିଅନ୍ତୁ
ଦୁଷ୍କର୍ମ ଙ୍କୁ ଫାଶୀ ଦଣ୍ଡ, ମାନଷିକ, ଶାରୀରିକ ନିର୍ଯାତନା ଦେଲେ 16ବର୍ଷ ଜେଲ ଦଣ୍ଡ ଏହିସବୁ ନିୟମ କରିବା ଉଚିତ
ନହେଲେ ଝିଅ ମାନେ ବାହାର କୁ ଯାଇ ପାଠ ପଢିବା କୁ ଡୋରି ବେ ନିୟ ନୋ ମିଳିଲେ
ନାରୀ ହେଉଛି ଝିଅ ମା ଭଉଣୀ. ମା ପେଟ ଭିତରେ ଥାଇ କହୁଛନ୍ତି ଆମେ ପୁରୁଷ. ଯୋଉଁ ଜିନିଷ ରେ ସେମାନେ ରେପ କଲେ. ତାକୁ ଲଙ୍ଗଳା କରି ଗୋଡେଇ ଗୋଡେଇ ନାରୀ ମାନେ ହାଣିବା ଦରକାର. ତାହେଲେ କୋଉ ରାକ୍ଷସ ମାନେ ନାରୀ ପ୍ରତି କିଛି ଖରାପ ବ୍ୟବହାର କରି ବାକୁ ଡରିବେ.
ମଦବନ୍ଦହେଉ ପୁଅମାନେବି ସନ୍ଧ୍ୟା 7ଟାରେ ଘରକୁ ଫେରନ୍ତୁ, ସବୁଠି କଡା ସୁରକ୍ଷରହୁ,
Right now
ଉଭୟ ପୁରୁଷ ଓ ନାରୀ ଆଇନକୁ ଦେଖି ଡ଼ରିବା ଉଚିତ୍। ସମସ୍ତେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମାଜରେ ସବୁବେଳେ ବଞ୍ଚିବା ପାଇଁ ଚେଷ୍ଟା କରିବା ଉଚିତ।
ଦୁଷ୍କର୍ମକାରୀ ମାନଙ୍କୁ ଜଲ୍ଦି ଦଣ୍ଡ ଦିଅନ୍ତୁ😢😢😢
Right ama pilanku bahutt bahut dhanyawad 🎉
Thanks of Odisha bbsr team❤ we want to justic
ଆମର ଦାବି ପୂରଣ ହେଉ
Thik kahila bhai
Thank you Bhai
Thanks odisha love my sister
ଜୟ ଶ୍ରୀ ରାମ 🙏🏻🙏🏻🙏🏻🙏🏻
ସ୍ପେଶାଲ ପୋଲି ରହିବାକଥା କଲେଜ ମା ନଂ କ ରେ ବେଶୀ ହଉ ଛି ଦୋଷୀକୁ ଧ ରି ବାପା ଇ ଯାଲ ବିଛା ଯାଉ ପେଟ୍ରଲିଙ୍ଗ କରାଯାଉ କଡା ହଉ
Justice ପାଇଁ ତ ଆସିଛ ଦାନ୍ତ ଛୋଡୁଛ କଣ ପାଇଁ. ଏଇ rally ଗୋଟେ ଆଉ ଦୁଇ ଦିନ ତାପରେ ସମସ୍ତେ ସମସ୍ତଙ୍କ ଘରେ. ଅଧେ ତ ମଜା ମଜଲିସ ଭାବି rally କୁ ଆସିଛନ୍ତି
Yes absolutely sir its a joke i say.
Hn bhai aeimane hi jhio manoku rape koronti abe rajonite koruchonti ,, begal re bjp nahi na
Correct
But all are not same
Setiki tame baharuna
ଠିକ୍ କଥା କହିଛନ୍ତି ଭାଇ ମାନେ👏👏
Wonderful.
This is the mindset we need 👍
SAB,BEHEN, SAB,MAA,,,AND,
BHARATH,MAA,🙏🙏🙏🙏
Thanks vai ❤❤❤
ଭାରତ ର ସବୁ ମେଡିକାଲ କଲେଜ ରେ ପଢିବା ଛାତ୍ରଛାତ୍ରୀମାନେ ବି ଏମିତି ରାଲି କରି ନ୍ୟାୟ ମାଗିବା ଉଚିତ୍ ତାହେଲେ ଯେଇକି ସରକାର ନାରୀ ମାନଙ୍କ ପ୍ରତି ନ୍ୟାୟ ବିଚାର କରି ନିୟମ ବଦଳେଇ ବେ
Thiki kahichhanti bhai ❤❤
Apnanka bhalia pua bhagya re thile mile God bless you tama bhalia jadi sabu pua nka chinta dhara huanta tebe earth swarga hei jayanta🥹😢🫡
ସାମାଜିକ୍ ଗଣମାଧ୍ୟମ୍ (ଇନ୍ଷ୍ଟା,ଫେସ୍ବୁକ୍, ୟୁଟ୍ୟୁବ୍)ରେ ଆଜିକାଲି ଯେଉଁ ଅଶ୍ଳୀଳ ଭିଡିଓ ଆସୁଛି ଏସବୁ ମଧ୍ୟ ନାରୀ ପ୍ରତି ହେଉଥିବା ଯୌନ ଅପରାଧ୍ ପାଇଁ କେତେକାଂଶରେ ଦାୟୀ ଏ ସବୁ ଉପରେ ପୁରା କଡ଼ା ରୋକ୍ ଲାଗିବା ଉଚିତ୍।
Right
Right
Absolutely😢
Thik kohila bhai aei social media re jeu video direct asuchi,,aeha dekhi,,kucchi puruso amanusiko kamo koruchonti
Bhai right kahucha total!! Khali ta langala dance au😂😂😂
Hospital seminar hall କୁ ସେମାନଙ୍କୁ ଯିବାକୁ permission ଦେଇଥିଲା କିଏ? ବାକି ରହିଲା ସେ ଦୋଷୀ ର କଥା, ତାକୁ ଏତେ ସହଜ ରେ ମୃତ୍ୟୁ ଦଣ୍ଡ ଦିଅନି। ଏଥିରେ government ର ହାତ ଅଛି ସେଥିପାଇଁ case କୁ ଚପେଇ ଦବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଯଦି government କିଛି action ନ ନେବ ତାହେଲେ ସବୁ ଛାତ୍ର, ଛାତ୍ରୀ ରାଜରାସ୍ତା କୁ ଓହ୍ଲେଇବେ। ଏହାପରେ ଆଉ କୋଉ ସରକାର ର କ୍ଷମତା ପାଇବନି ଏସବୁ ସମ୍ଭାଳିବାକୁ।
Sarkar nku dhari badao sabu sata samna ku asijiba
Se loka only mohra main accuse dhara padini aethire bohut Jana involve achanti
Thik katha
Good work 👏🏻👏🏻For this Proud to be a Bjbian......Yes we want justice ⚖️ 👍🏻
ବାଳ ଏଠି କିଛି ହବନି କାରଣ ନିର୍ଦ୍ଧସ କୁ ଏତେ ବେଳେ jail ରେ ଭର୍ତ୍ତି କରିକି ସଜା ଶୁଣେଇଦେଇଥାନ୍ତେ ଆଇନ ର ଅସଲ ରୂପ ସମସ୍ତେ ଜାଣିଛନ୍ତି ଦୋଷୀ କୁ ଦଣ୍ଡ ମିଳିବା ବହୁତ କଷ୍ଟ
Right 👍 bahi
Right 👍👍👍👍👍👍👍
Right answer bhai
Nari manaku sanama diaju kolakata ra ghatana bhuta dhukha dayka Jay jagannath 🙏🙏🙏🙏🙏
ଏଇ ଟା ଠିକ ହେବ ହାତ କୁନେବା ଦରକାର ଆଇନ ଡେ ରିହବା ଠିକ ନୁହଁ
Right bro and sister
ଏମିତି ଗୋଟେ ଆଇନ ଆଣନ୍ତୁ ଯିଏ ପାଲିଟିସ ରେ ରହୁଛି ସେମାନଙ୍କୁ govt ଚାକିରୀ ରେ ହଟାଯାଉ
ଠିକ୍ କଥା। ରେପୀଷ୍ଟ ମାନଙ୍କୁ ଭୋକିଲା ବାଘ୍ ଆଗରେ ଛାଡ଼ଯାଉ, ତାପରେ ସେମାନଙ୍କର ଗୁପ୍ତାଙ୍ଗ କଟାଯାଇ । ସେଭଳି ଆଇନ ଅଣାଯାଇ
Thik katha thik katha right didi
I support you
Thank you my brother and sister
Right bhai kahicha 👍👍👍👍👍
Thanks of Odisha bbsr team ❤We Want To justic FASHI.... FASHI.... FASHI.....😢😢
ଯୋଉ ମାନେ ଏମିତି ଘୂର୍ନ କାମ କରୁଛନ୍ତି। ତାଙ୍କୁ ପ୍ରତି ମୁହୂର୍ତ୍ତ ରେ ନର୍କ ଯନ୍ତ୍ରଣା ଦେଇକି ଶେଷରେ ସେହି ଲୋକକୁ ସହ ସହ ଲୋକ ଙ୍କ ଆଗରେ ଗୁଳି ମାରି ଦିଅ ନହେଲେ ଜିଅନ୍ତା ଜଳି ଦିଅନ୍ତୁ। ତାହେଲେ ସେ ନାରୀ ମନକୁ ଦେଖିକି ନିଜ ମନରେ ଖରାପ୍ ଭାବନା ଆଣିବା ଆଗରୁ ସେ ନାରୀଙ୍କୁ ଦେଖିଲେ ସେଇ ଲୋକ ର ଛାତି ଥରିବ ।
ମା କୁ ସ୍ନେହ ରେ ଯାହା ମାଙ୍ଗ ସିଏ ଦବ. ତା ଇଚ୍ଛା ବିରୁଧରେ ଗଲେ ସିଏ ହାଣିବ ପକେଇ ବ. କାଳୀ ମା ହୋଇକି.
Right Bhai 🙏👍
By the People 🙏🙏
ସେ ମାନେ ଫାସି ଦରକାର ନୁହେଁ ଗୁପ୍ତ ଙ କାଟିବା ଦରକାର
Bilkul pls 🙏🙏🙏🙏🙏🙏
ସତ କଥା ଭାଇ ଏମିତି ହିଁ କରାଯାଉ🙏
Strong your fight ,
So sad 😢
Right brother
Most appreciable opinion
Yes sir
Apana mananku bahut bahut dhanyawad
He bhagwaan jhia mananku kana pain amiti kara jauchi 😭😭😭😭😭😭😭😭😭
Bhai mu Tama kathaku salute karuchi
Right bhai👏👏👏👏
Bhai u are right 👍🙌💯🙏😭
Desha Sara Ahi Andolan chalu very very Good 👍
Bhai re desh re amiti bahut rape case ashuchi gote rape case upare basi focus kn pai re 😂😂😂😂
Aji social media post kar we want justice ta pare din bhuli jibu hela 😂😂
Tha ku don du milu✝️✝️✝️✝️👍👍👍👍👍👍👍🙏🙏🙏🙏🙏🙏🙏👍👍👍👍 good speech
ଶାଗୁଣା ବିଲୁଆ ଚିକିତ୍ସକ ହେଲେ,ଶବକୁ ପାଇବ ପ୍ରାଣ।ସଞ୍ଜୟ ରାଏ କୁ ମେଡିକାଲ ର ସୁରକ୍ଷା ବିଭାଗ ଦାୟିତ୍ବ କିଏ ଦେଇଥିଲା। ଜାଣି ଶୁଣି ଦୁର୍ଦ୍ଦାନ୍ତ ଅପରାଧିକୁ ଦିଆ ହେଇଥିବା ଜଣ କର ଦୋଷ ନ ଥାଇପାରେ। ଭଉଣୀ ଜଣକୁ ଜାଣି ଶୁଣି ୩୬ ଘଣ୍ଟା duty ଦିଆ ହେଇଛି। ଜୀବନ ନେବତ ଜୀବନ ଦେବା ଦରକାର, Law ଲାଗୁ ହେବା ଦରକାର। ମେଡ଼ିକାଲର ସିସିଟିଭି ତଦନ୍ତ ସହ କୁକୁରର ସହାୟତା ନିହା ଯାଉ। ସମସ୍ତ ଦାସୀଙ୍କୁ ଫାଶୀ ଦଣ୍ଡ ହେଉ।ସମସ୍ତ ଝିଅ ପିଲାଙ୍କୁ Army training ବାଧ୍ୟତା ମୁଳତା ହେଉ।
ଖାଲି doctor ନୁହେ ସବୁ ନାରୀ ଏକ ହୁଅ ସେ ଝିଅକୁ ନ୍ଯାୟ ଦିଅ
ସେ ପାପୀ କୁ ଦଣ୍ଡା ମିଳୁ ସେ ନାରୀଙ୍କୁ ନିଆୟା ମିଳୁ 😢😢
କନ୍ଯାଭୃଣ ହତ୍ଯା କଣ ଖରାପ??ବାପା ମାଆ କଣ ଝିଅ ର ଏ ଦଶା ଦେଖିବେ ବୋଲି କନ୍ଯା ସନ୍ତାନକୁ ଜନ୍ମ ଦେବେ?
କନ୍ଯା ଭୃଣ ହତ୍ଯା କର।ଭାରତର ଏ ଗନ୍ଧିଆ ନିୟମ ପାଇଁ କନ୍ଯା ସନ୍ତାନକୁ ଜନ୍ମ
ନ ଦେଇକି ଭାରତକୁ ନାରୀ ଶୂନ୍ଯ କରିଦିଅ।ମାନବ ସମ୍ବଳର ବିକାଶ ବନ୍ଦ୍ ହେଇଯାଉ।ଭାରତର ସବୁ କଦର୍ଯ୍ଯ ନିୟମକୁ ମୁଁ ଘୃଣା କରୁଚି।
Beautiful decision
Right kahila bhai jia amiti karichi sei loka ku bahut jaldi bhayankar danda milu bahut jaldi milu amiti jadi chali ba ama bharatare ta kehi bi kahaku manibeni 😢😢😢😢😢😢😢😢😢😢
ଅନ୍ୟମାନଙ୍କୁ ଦୁଷ୍କର୍ମ କରୁଥିବା ବେଳେ ତୁମେମାନେ କଉଠି ଥିଲ, ସେତେବେଳେ ତୁମେ ପ୍ରୋଟେଷ୍ଟ କରୁନଥିଲ କାହିଁକି
Right e andolana jari rahu
ଏ ଭଳି ଲୋକ କୁ ଫାଶୀ ଠାରୁ ଅଧିକ ଦଣ୍ଡ ମିଳିବା ଦରକାର
👍👍👍
Thanks 🙏
ଆଜିକା ଦୁନିଆରେ କୋଉଠି ହାତୀ ବଳି ପଡୁଛି ତ କୋଉଠି ପିମ୍ପୁଡି ତେଣୁ ଯୋଉମାନେ ଧର୍ଷଣ କରୁଛନ୍ତି ସେମାନଙ୍କ ପାଇଁ ଏମିତି ଏକ ଦଣ୍ଡ ବିଧାନ କରାଯାଉ ଯେମିତି ଦୋଷୀ ପ୍ରତି ମୁହୁର୍ତରେ ମୃତ୍ଯୁ ଚାହିଁବ । ସେ ଯେପରି ବଞ୍ଚି ବଞ୍ଚି ମରିବ । ଆଉ ଯଦି ଫାଶି ଦିଆଯାଏ ସେ ସହଜରେ ମରିଯିବି କିନ୍ତୁ ନିଜ କର୍ମର ଫଳ ସେ ଭୋଗ କରି ପାରିବନି ।
Sabas bhai kn sarkar emiti karibe
Right👍 justice 😭😭😭
Satare e Bhai manankara Katha mo heart ku touch kala.se doshi pain kathora karyanuthana grahana karajau😢