Brass Artisans Face Hardship as Demand Drops ନିଜର ଜୀବିକାକେ ନେଇକିନା କାଣା କହୁଛନ୍ କଂସା ବାସନ କାରିଗର

แชร์
ฝัง
  • เผยแพร่เมื่อ 6 ก.ย. 2024
  • ଦିନ ଥିଲା ନିଜର ଘରେ ହେଉ କି ବିହା ଘରେ ସବୁ ଜାଗାନେ କଂସା ବାସନର ବନେ ଡିମାଣ୍ଡ ଥିଲା । ବିହା ଘରେ ନିଜର ଝିକେ କଂସାର ବାସନକୁସନ ଲୋକ ଦେଇଥିସନ । ହେ ସମିୟାଁନେ କଂସାରୀ ପରିବାର ଭଲ ଦୁଇ ପଏସା ଲାଭ ପାଏସନ । ହେଲେ ଏବେ ଆର ନାଇଁ ମିଲବାର କଂସାର ବାସନ କି ନାଇଁ ଶୁଭବାର କଂସାରୀ ଶାଲନେ ଠୁକଡ଼ ଠାକଡ଼ ଶବଦ । ଷ୍ଟିଲ ଆର ପ୍ଲାଷ୍ଟିର ସାମାନ ଲାଗି କଂସା ବାସନର ଆଦର ଦିନକ ଦିନ କମି କମି ଯାଉଛେ । ଏବେ ବଡ଼ା କଷ୍ଟେ ଚଲୁଛନ୍ କଂସାରୀ ପରିବାର । ଦିନ ଥିଲା ବନେ ନାଁ କରିଥିଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକାର କଂସା ବାସନ କାରିଗର । ହେଲେ ଏବେ ସେମାନେ ବଡ଼ା କଷ୍ଟେ ମଷ୍ଟେ ଜୀବନ ଜିଉଁଛନ୍ ।
    For more such updates, please Like, Comment, and Share our videos and Subscribe to our TH-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    TH-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #BrassUtensils #TraditionalCrafts #ArtisanStruggles #CulturalDecline #ChangingTimes #OdishaNews #Craftsmanship #EconomicImpact #LocalArtisans #CommunityStory

ความคิดเห็น •