ଆଜି(15-12-2024) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

แชร์
ฝัง
  • เผยแพร่เมื่อ 14 ธ.ค. 2024

ความคิดเห็น • 555

  • @gullu7961
    @gullu7961 10 ชั่วโมงที่ผ่านมา +4

    ❤ ଶୁଭ ସକାଳ ❤🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏❤🙏 ଜୟ ଅଲାରନାଥ ନମଃ 🙏❤🙏 ଆଜିର ଦିନ ସମସ୍ତଙ୍କର ମଙ୍ଗଳମୟ ହେଉ 🙏❤

  • @nilujena9876
    @nilujena9876 13 ชั่วโมงที่ผ่านมา +9

    🙏🏼ଜୟ ଶ୍ରୀ ଜଗନ୍ନାଥ ଙ୍କର ମଙ୍ଗଳ ଆଳତି ଦର୍ଶନ ର ଜୟ ହଉ ଓଡିଶା ବାସୀଙ୍କର ଜୟ ହଉ 🙏🏼

  • @MithunJagadala-sr8cd
    @MithunJagadala-sr8cd 13 ชั่วโมงที่ผ่านมา +7

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ⭕‼️⭕🙏🏻🙏🏻🙏🏻🙏🏻

  • @pabitraparida7215
    @pabitraparida7215 13 ชั่วโมงที่ผ่านมา +6

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁମେ ପ୍ରଭୁ... ଏ ବିପଦ ରୁ ତମଛାଡ କେହି ପ୍ରଭୁ ଉଦ୍ଧାର କରିପାରିବେନି... ମହାବାହୁ... 🙏🙏🙏

  • @lovestoryforu9
    @lovestoryforu9 13 ชั่วโมงที่ผ่านมา +8

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ମା ବିମଳା ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤ ଜୟ ଜଗନ୍ନାଥ ❤❤❤❤

  • @NiyatisahooNiyati
    @NiyatisahooNiyati 13 ชั่วโมงที่ผ่านมา +5

    🚩ପ୍ରଭୁ ପତିତପାବନ ନାରାୟଣ ଆପଣ ଙ୍କ 🪷ପୟର ରେ କୋଟି 💕🪷🪷👏👏

  • @Pinkybehera-u6d
    @Pinkybehera-u6d 13 ชั่วโมงที่ผ่านมา +5

    ସକାଳ ପ୍ରଣାମ ଘେନ ହେ ଚକାନୟନ 🚩🙏🏻🌸🙌🏻🌺🌼🌷🪷🏵️🪔🌹⭕❗⭕

  • @purnachandrasahu6785
    @purnachandrasahu6785 12 ชั่วโมงที่ผ่านมา +11

    ହେ ପ୍ରଭୁ ତୁମେ ହିଁ ସାହାଯ୍ୟ କରିବ ବୋଲି ଆଶା ପ୍ରକାଶ କରିଛି..ଜୟ ଜଗନ୍ନାଥ 🙏ମା ସୁଭଦ୍ରା 👏

  • @SagarikaNayak-me2ph
    @SagarikaNayak-me2ph 13 ชั่วโมงที่ผ่านมา +8

    ବାବା, ମା ତୁମ ପାଦ ପଦ୍ମ ରେ ମୋର ଅନନ୍ତ କୋଟି ଦଣ୍ଡବତ ପ୍ରଣାମ, ପ୍ରଭୁ ତୁମ ପାଦ ତଳେ ମୋ ମସ୍ତକ,ରକ୍ଷାକର ପ୍ରଭୁ❤❤❤❤

  • @subratanayek5253
    @subratanayek5253 13 ชั่วโมงที่ผ่านมา +1

    JAGANNATH SWAMY NAYANAPATHA GAMY BHABATUME
    JAGANNATH SWAMY NAYANAPATHA GAMY BHABATUME
    JAGANNATH SWAMY NAYANAPATHA GAMY BHABATUME
    JAGANNATH SWAMY NAYANAPATHA GAMY BHABATUME 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @khokanmaiti3810
    @khokanmaiti3810 13 ชั่วโมงที่ผ่านมา +1

    🙏🙏🙏⭕‼️⭕🙏🙏🙏 Joy jagannath joy jagannath joy joy sri jagannath 🙏 hare Krishna Prabhu 🙏 hy mohaprobhur koruna koro probhu 💅 💅 💅 💅 💅 💅 😭😭😭😭😭😭

  • @mkparida8488
    @mkparida8488 14 ชั่วโมงที่ผ่านมา +11

    ମୋ ପ୍ରଭୁ ଶ୍ରୀ ଜଗନ୍ନାଥ ❤❤❤

  • @mamatasatpathy9018
    @mamatasatpathy9018 9 ชั่วโมงที่ผ่านมา +3

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆପଣ ହିଁ ଶାହା ଭାରସା ଆପଣ ଙ୍କ ଶ୍ରୀ ଚରଣ ତଳେ ମୋର ଛୋଟ ପରିବାର ଟିକୁ ସମର୍ପିତ କ ଲି ମଣିମା ଆପଣ ରକ୍ଷା କରିବେ ନିଳାଦ୍ରୀ ବିହାରୀ ଶ୍ରୀ ଚକାନୟନ ଚକାଡୋଳା କାଳିଆ ସାଆନ୍ତ 👏👏👏👏🌷🌷🌷🌷🌷🌷

  • @surendranathnayak9319
    @surendranathnayak9319 11 ชั่วโมงที่ผ่านมา +1

    ମରତ ମଣ୍ଡଳେ ଜନ୍ମ ହୋଇ ଦେବତା ହେଲେ ମର ଇ❤ ଜୟ ଜଗନ୍ନାଥ ତୁମେ ହିଁ ମୋର ତାତ ❤❤❤❤

  • @surajwankhede3730
    @surajwankhede3730 10 ชั่วโมงที่ผ่านมา +1

    जय श्री रणछोड़राय महाराज की जय☺️🚩🙏
    जय श्री द्वारकाधीश महाराज की जय☺️🚩🙏
    जय श्री जगन्नाथ महाराज की जय☺️🚩🙏
    हरि बोलो हरि हरि बोलो हरि हरि बोलो हरि हरि बोलो हरि हरि बोलो☺️🚩🙏

  • @diptiranirout2373
    @diptiranirout2373 8 ชั่วโมงที่ผ่านมา +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏

  • @pratappradhan6007
    @pratappradhan6007 6 ชั่วโมงที่ผ่านมา +1

    ହେ ମହାବାହୁ ମୁଁ କାହିଁକି ଭୁଲ୍ ପରେ ଭୁଲ୍ କାମ କରୁଛି ପ୍ରଭୁ କ୍ଷମା ର ଯୋଗ୍ୟ ନାହିଁ ପ୍ରଭୁ ମୁଁ ତୁମ ଚରଣ ରେ ଏତିକି ପ୍ରାର୍ଥନା କରୁଛି ଯେ ମୋତେ ଏଇ ଭବ ସାଗର ରୁ ଶୀଘ୍ର ନେଇ ଯାଅ ହେ ମଣିମା 🛐🛐🛐🛐🪔🪔🪔

  • @pabitrakumarpatra4347
    @pabitrakumarpatra4347 10 ชั่วโมงที่ผ่านมา +1

    ଜୟ ଜୟ ଶ୍ରୀ ଜଗନ୍ନାଥ ପତିତପାବନ ମହାପ୍ରଭୁ ଙ୍କ ମଙ୍ଗଳ ଆଳତୀ କୁ ମୋର ଅନନ୍ତ କୋଟି ଦଣ୍ଡବତ ହେ ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ 🙏🥀🙏🌷

  • @MunaBhai-qh9fl
    @MunaBhai-qh9fl 12 ชั่วโมงที่ผ่านมา +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ ପତିତ ପାବନ ବାନା ତଳେ ସମସ୍ତ ଭକ୍ତ ମାନଙ୍କୁ ଘଣ୍ଟ ଘୋଡାଇ ରଖ 🚩🙏🏻⭕‼️⭕🙌🏻🪔🪔🪔ଶୁଭ ସକାଳର ଶୁଭ କାମନା 🌅🌅

  • @Pratisikha_vlogs
    @Pratisikha_vlogs 12 ชั่วโมงที่ผ่านมา +1

    Jay shree jagannath Swami Nayna patha gami bhaba tume ❤🪔🪔🪔🪷🪷🪷🙏🙏🙏🙏🙏🙏🙏🙏🙏🙏

  • @SulataParida-o8f
    @SulataParida-o8f 13 ชั่วโมงที่ผ่านมา +1

    Jay shree Jagannath Swami Nayana patha gami bhaba tume ⭕‼️⭕🙏🙏🙏🙏🙏

  • @satyaranjandas1253
    @satyaranjandas1253 11 ชั่วโมงที่ผ่านมา +2

    || ଜଗନ୍ନାଥଃ ସ୍ୱାମୀ ନୟନପଥଗାମୀ ଭବତୁ ମେ ||

  • @sumitrapradhan4102
    @sumitrapradhan4102 14 ชั่วโมงที่ผ่านมา +4

    Jay jay shree jagannath radhe radhe ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @surendranathnayak9319
    @surendranathnayak9319 11 ชั่วโมงที่ผ่านมา +1

    ଜଗତ କରତା ହେ ଵିଶ୍ବ ବିଧାତା,, ତୁମ ପାଦେ ମୋର ନିବେଦନ ❤ଅଧମ ଓ ଅଧର୍ମ ନାଶ କର ପ୍ରଭୁ ତୁମ ପାଦେ ମୋ ନିବେଦନ ❤ ଜୟ ଜଗନ୍ନାଥ ଧର୍ମ ର ଜୟ ହେଉ କର୍ମ ର ଜୟ ❤❤❤😂।😂❤❤ ଜୟ ମା ଲକ୍ଷ୍ମୀ ଜୟ ମା ଲକ୍ଷ୍ମୀ ❤❤❤

  • @namitabiswal-go7vt
    @namitabiswal-go7vt 12 ชั่วโมงที่ผ่านมา +10

    ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା🙏 ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏

    • @malayasamal1992
      @malayasamal1992 10 ชั่วโมงที่ผ่านมา

      Jai shree jagannath namita mam 🙌🌑❗🌑

  • @pradeepbehera1827
    @pradeepbehera1827 11 ชั่วโมงที่ผ่านมา +1

    ଜୟ ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ବଳଭଦ୍ର ଦେବ ଶୁଭଦ୍ରା ମା ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ। ଆପଣଙ୍କର ଶ୍ରୀ ଚରଣବିନ୍ଦରେ କୋଟି କୋଟି ପ୍ରଣାମ ହେ ଦାମୋଦର ଗୋବିନ୍ଦ ମାଧବ ହରି। ସବୁବେଳେ ଭଲରେ ଥାଅ ହେ ନାରାୟଣ ବାସୁଦେବ ଜଗଦୀଶ। ଆପଣଙ୍କର ମଙ୍ଗଳ ହେଉ ହେ ପଦ୍ମନାଭ ମନମୋହନ କାଳିଆ ଗୋସାଇଁ । 🪷🪷🪷🪷⭕❗❗⭕🙏🙏🙏🙏❤️❤️❤️❤️

  • @narayandalai9799
    @narayandalai9799 12 ชั่วโมงที่ผ่านมา +2

    Jay🚩🌴 shree 🚩🌴Ram 🚩🌴
    Jay 🚩🌴sita🚩🌴 maa 🌴🚩
    Jay 🚩🌴shree 🚩🌴Laxmana Lal🌴🚩
    Jay 🚩🌴shree🌴🚩 Bharat🌴🚩 Lal
    Jay 🚩🌴shree🌴🚩 satru 🌴🚩 Ghana🚩🌴 Lal
    Jay 🚩🚩shree🌴🚩 hanuman 🌴🚩🙏🙏🙏

  • @narmadamaharana3779
    @narmadamaharana3779 12 ชั่วโมงที่ผ่านมา +1

    Jay Jay shree jagannath Swami 🙏🙏🙏🙏🙏 Nayan pathagami bhavtume 🙏🙏🙏🙏🙏❤️

  • @ChagalaPradhan-c9e
    @ChagalaPradhan-c9e 13 ชั่วโมงที่ผ่านมา +1

    Jai jagnath swami nayan pathgami bhaba tume ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😂😂😂😂😂😂😂😂

  • @pabitraojha4397
    @pabitraojha4397 12 ชั่วโมงที่ผ่านมา +1

    Jay jay sri Jagannath Swami Nayan patha gami vava tume manimaanka jay hau mo mahaprabhu nka jay hau mo mahaprabhu nka jay hau 🙏💐🙏🙏🪴🌺🙏🙏🙏🙏🙏

  • @amulyapradhan1990
    @amulyapradhan1990 8 ชั่วโมงที่ผ่านมา +1

    Jay shree jagannath Swami Nayana pathgami bhav tume pranam prabhu dayakar morsabu samsya dur kaidia he prabhu dayakar Mo Nani ku bhal kharidia he prabhu dayakar 🙏🙏🙏🙏🙏🙏🙏

  • @Pinkybehera-u6d
    @Pinkybehera-u6d 13 ชั่วโมงที่ผ่านมา +2

    Jay Shree Ram Jay Shree Krushna Jay Shree Jagannatha 🚩🙏🏻🌸🙌🏻🌺🌼🌷🪷🏵️🪔⭕❗⭕🌹

  • @pratimamohapatra1720
    @pratimamohapatra1720 13 ชั่วโมงที่ผ่านมา +1

    ଜଗବନ୍ଧୁ ତୁମେ ଜଗତ ବନ୍ଧୁ
    ଜଗତ ଡାକଇ କରୁଣାସିନ୍ଧୁ,
    କରୁଣା କଣିକା ପାଇଁ
    ଭକତ ପାତୁଚି ହାତ ନିତି ନିତି
    ଦୟା କର ଭାବଗ୍ରାହୀ।
    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @smallplatform
    @smallplatform 9 ชั่วโมงที่ผ่านมา +1

    Jai jagannath Swami 🙏🙏🙏 koti pranam prabhu aji dinta Bhala ra bitu prabhu 🙏🙏

  • @sasmita8907
    @sasmita8907 14 ชั่วโมงที่ผ่านมา +5

    ମୋ କଳା କହ୍ନେଇ ରେ ତୁ ଭରସା ହେବୁ ଏ ଜଗତ ମଙ୍ଗ ଳ କରିବୁ ସମସ୍ତ ଙ୍କୁ ଭଲରେ ରଖିବୁ ଆଉ ତୋ ଭଉଣୀ କୁ କୃପା ଦୃଷ୍ଟିରେ ଚାହିଁ ଥିବୁ ତୁ ତୋ ବିନା ଆଉ କେହି ନାହାନ୍ତି ରେ ତୁ ଭରସା ହେବୁ 🙏🏻🙏🏻♥️♥️♥️♥️🙏🏻🙏🏻🌺🥀🌹💐🌷🌸💮🏵️🌻🌼🙏🏻🙏🏻♥️♥️♥️♥️♥️🌺💮🌸💐🥀

  • @indiranayak1600
    @indiranayak1600 11 ชั่วโมงที่ผ่านมา +1

    Jaisri Jagannath jaisri balabhdra maasubhadra maalaxmi biswara samastanku bhalare rakhantu 🎉🎉🎉🎉🎉🙏🙏🙏🙏🙏

  • @shefalepatra1381
    @shefalepatra1381 13 ชั่วโมงที่ผ่านมา +3

    Jai shree Radhey Radhey Radhey Radhey Radhey Radhey Radhey Radhey Radhey Radhey Radhey Radhey Radhey Radhey Radhey Radhey Radhey Radhey Radhey Radhey Radhey Shyam ❤ koti koti dandvat pranam Prabhu ji ❤

  • @dkbchannel9992
    @dkbchannel9992 13 ชั่วโมงที่ผ่านมา +1

    Jay jagannath swami nayana patha gami bhaba tume 🙏🙏🙏🙏🙏
    Jay shree jagannath 🙏🙏🙏🙏🙏
    Jay shree balabhadra 🙏🙏🙏🙏🙏
    Jay shree subhadra maa 🙏🙏🙏🙏🙏
    Jay maa laxmi 🙏🙏🙏🙏🙏
    Jay shree sudarshan 🙏🙏🙏🙏🙏

  • @rasmitaparidapinki3996
    @rasmitaparidapinki3996 14 ชั่วโมงที่ผ่านมา +3

    ପ୍ରଭୁ ମୋ ଛୁଆ ଦେହ ଭଲ କରିଦିଅ

  • @somanathdas686
    @somanathdas686 13 ชั่วโมงที่ผ่านมา +5

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏

  • @maheshkumarnandi8081
    @maheshkumarnandi8081 13 ชั่วโมงที่ผ่านมา +4

    Jayjagannath.

  • @manaskumarpanda8822
    @manaskumarpanda8822 14 ชั่วโมงที่ผ่านมา +4

    ମହାପ୍ରଭୁ🙏

  • @sjena9474
    @sjena9474 6 ชั่วโมงที่ผ่านมา +1

    Jay Sri bhagwan Sitaram mahaprabhu nkara Sri bhagwan Mahavira Hanuman bira bikrama bajarangwali bhagwan ki jayho pravhu🙏🙏🏽🙏🏾🙏🙏🏽

  • @ramakantasenapati322
    @ramakantasenapati322 14 ชั่วโมงที่ผ่านมา +3

    Jay jagannath 🛐🛐🙏🙏🙏🛐🛐🪔🪔🛐🛐🙏🛐🛐🛐🪔🪔🛐🙏🛐🪔🪔🛐🙏🙏🛐🛐🪔🛐🛐🛐🛐🪔🛐🙏🙏🙏🛐

  • @gouttammunda412
    @gouttammunda412 14 ชั่วโมงที่ผ่านมา +3

    Jay Jay shreejagannath. ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @Swati_500
    @Swati_500 13 ชั่วโมงที่ผ่านมา +3

    JAY JAGANNATH SWAMI NAYANA PATHAGAMI BHABA TUME.SUBHA SAKALA MANIMA.NIRASRAY MAM JAGADISHA RAKSHA.MANIMA SUNIMA HEU E GARIBA DAKA.PRABHU GALA BHULIKI DABAKU PADIBA BOLIKI.

  • @prabhanshubag6586
    @prabhanshubag6586 11 ชั่วโมงที่ผ่านมา

    🙏🦚🕉🪔⭕❗⭕🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🙏ହେ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ🙏
    🙏ହେ ମହାବାହୁ🙏 ହେ କାଳିଆ ସାଆନ୍ତ🙏ହେ ଚକାଆଖି🙏 ହେ ଚକାଡୋଳା🙏
    🙏ହେ ଜଗତର ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ ପ୍ରଭୁ🙏 ⭕❗⭕🪔🕉🦚🙏

  • @SanuHarijan-f5o
    @SanuHarijan-f5o 13 ชั่วโมงที่ผ่านมา +2

    Jay Jaganath swami nayna potha gami bhabo tume bhabo tume bhabo tume 🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹

  • @pratimabhoi2704
    @pratimabhoi2704 14 ชั่วโมงที่ผ่านมา +3

    Jay jagannath Swami Naya Patha gami bhavatu me ⭕❗⭕🙏❤️🙏🌸🌸😢

  • @स्मितानंदकुमारडुबे-ल7ङ
    @स्मितानंदकुमारडुबे-ल7ङ 13 ชั่วโมงที่ผ่านมา +3

    जय जगन्नाथ महाप्रभु जी 🙏🌹🙏🇮🇳🤗

  • @sasmitabiswal3011
    @sasmitabiswal3011 11 ชั่วโมงที่ผ่านมา

    Jai jai shree jagannath Jai Jai shree krishna jai jai shree ram jai jai shree radhe radhe jai shree sai baba jai jai shree mahapravu Jai jai shree Madhuri baba jai jai laxmi mata jai jai shree Surya vagaban Jai jai shree mahapravu koti koti pranam 🍒🌹❤️🌾🪔🕉️🤲🤲👏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @SuvamsrikantaBehera
    @SuvamsrikantaBehera 14 ชั่วโมงที่ผ่านมา +6

    ମହାପ୍ରଭୁ ତୁମର ମଙ୍ଗଳ ଆଳତି ରେ ସବୁ ଦୁଃଖ କଷ୍ଟ ଦୂରେଇ ଯାଉ ସବୁ ମୋହ ମାୟା ଦୂରେଇ ଯାଉ ସବୁରି ମନରେ ଭକ୍ତି ଭାବ ଭଲପାଇବା ଜାଗ୍ରତ ହେଉ ସବୁରି ମନରେ ତୁମ ପ୍ରେମ ସୃଷ୍ଟି ହେଉ ସାରା ଜୀବ ଜଗତର ମଙ୍ଗଳ ହେଉ ଆଜିର ଶୁଭ ସକାଳରେ ମଙ୍ଗଳ ଆଳତି ରେ ଆମର ଏତିକି ପ୍ରାର୍ଥନା ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ ଅନିରୁଦ୍ଧ ବେହେରା ଓ ସନ୍ତୋଶି ବେହେରା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ

  • @Titunayak-d8d
    @Titunayak-d8d 14 ชั่วโมงที่ผ่านมา +3

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @damayantidas5308
    @damayantidas5308 13 ชั่วโมงที่ผ่านมา +2

    ❤❤❤❤ଜୟ ଜଗନ୍ନାଥ ହରିବୋଲ ହରିହରିବୋଲ ହେ ବାସୁଦେବ ହେ ମହାବାହୁ ହେ ପତିତପାବନ ଆପଣଙ୍କ ପାଦପଦ୍ମ ରେ ଆମମାନଙ୍କର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ମଣିମା ଆପଣ ସମସ୍ତଙ୍କୁ ଭଲରେ ରଖନ୍ତୁ ମଣିମା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ଚତୁର୍ଦ୍ଧାମୂର୍ତ୍ତିଙ୍କୁମୋର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ଜୟ ଜୟ ଦେବହରେ ହରେ ଜୟଜୟଦେବହରେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤

  • @SubashBehera-c8e
    @SubashBehera-c8e 14 ชั่วโมงที่ผ่านมา +3

    Jay Jagannath 🙏🙏🙏🥥🥥🥥🌙🌙🌙🌹🌹🌹‼️⭕‼️

  • @gobindachpattanaikgobindac8048
    @gobindachpattanaikgobindac8048 13 ชั่วโมงที่ผ่านมา +2

    Jay jagannath Jay jagannath Jay jagannath

  • @rabiparadhan3929
    @rabiparadhan3929 14 ชั่วโมงที่ผ่านมา +3

    Jay Jagannath swami ❤❤❤

  • @banitamalik2353
    @banitamalik2353 13 ชั่วโมงที่ผ่านมา +4

    Jay jay Jagannath prbhu.🙏🙏🙏🙏🥥🥥🥥🥥🚩🚩🚩🚩⭕❗⭕

  • @mangulumahanta6222
    @mangulumahanta6222 13 ชั่วโมงที่ผ่านมา +2

    Jai shree jagannath maha prabhu maa subhadre mu bada bhai balabhadre jagatara samastankara mangala karantu Dharma ra heu Jai papa ra heu kshya radhe radhe Prabhu ji

  • @RatnamaniRout-u7h
    @RatnamaniRout-u7h 14 ชั่วโมงที่ผ่านมา +3

    Good morning, Jay Shree jagannath Swami Nayanpathagami Bhabatume 🌹🌹🌹🌹🌹🌹🌹🌹🌷🌷🌷🌷🌷🌷🌷🌷🌷🙏🌺🌺🌺🌺🌺🌺🌺🌺🌺🙏🙏🙏🙏🙏🙏🙏🙏🙏🙏💕💕💕💕💕💕💕💕💕💕💕💕💕💕💕💕💕💕

  • @pratapkumarsahoo5811
    @pratapkumarsahoo5811 14 ชั่วโมงที่ผ่านมา +4

    ମୋହରଆତ୍ମା 🌹ଧର୍ମ 🌹ଜାଣ 🌹ଦେବତାମାନେ 🌹ମୋରପ୍ରାଣ 🌹🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽

  • @pandapanda9987
    @pandapanda9987 10 ชั่วโมงที่ผ่านมา +1

    Hari Hari bolo manimaa ❤❤❤❤

  • @niharikadas4451
    @niharikadas4451 13 ชั่วโมงที่ผ่านมา +3

    Nilachala Nibasaya Nityaya Paramatmane Balabhadra shubhadrabyam Jagganathayate Namah 🙏🙏 🌹🙏🙏🙏🌹🙏🙏🙏

  • @ApparaoDunga
    @ApparaoDunga 13 ชั่วโมงที่ผ่านมา +2

    Jay shree jagannath 🕉️🔱🛕🚩🙏

  • @nabinbaisakha1454
    @nabinbaisakha1454 13 ชั่วโมงที่ผ่านมา +26

    ଜୟ ଜଗନ୍ନାଥ, ଶୁଭ ସକାଳ ରେ ପତିତ ପାବନ ନାରାୟଣଙ୍କ ମଙ୍ଗଳ ଆଳତି ଦର୍ଶନ କରି ଅଧମ ଅକ୍ଷମ ତୁମରି ପାଦ ତଳେ କୋଟି କୋଟି ପ୍ରଣାମ ଜଣାଉଛି, ହରି ହରି ବୋଲ,, ସର୍ବେ ଭବନ୍ତୁ ଶୁଖିନହ

  • @basudebabhoi4882
    @basudebabhoi4882 14 ชั่วโมงที่ผ่านมา +2

    ପରମ ପିତା।

  • @MrRonakBabu
    @MrRonakBabu 6 ชั่วโมงที่ผ่านมา +1

    Jay Jay Shree Jagannath Jay Jay Shree Jagannath Jay Jay Shree Jagannath swami nayana patha gami bhaba tume suna Prabhu more jiban dhana sundru suna jagatara Kalyan Kara Prabhu samastankar manaskamana purna Kara prabhu rakhya Kara ❤️⭕❗⭕❤️❤️‍🩹🪔🪔🪔🪔🪔🪔🪔🪔🪔🪔🪔🪔❤️‍🩹😭🌹🙏💋♥️

  • @SibaKumarMahapatra
    @SibaKumarMahapatra 11 ชั่วโมงที่ผ่านมา +1

    Jaya Jaganatha 😢😢😢

  • @ipsita5555
    @ipsita5555 14 ชั่วโมงที่ผ่านมา +2

    Jay Jagannath 🙏

  • @pratapkumarsahoo5811
    @pratapkumarsahoo5811 14 ชั่วโมงที่ผ่านมา +4

    ବାହ୍ୟ 🌹ଅନ୍ତରେ 🌹ମୁହିଁ 🌹ଥାଇ 🌹ସକଳ 🌹ଆଦିମୂଳ 🌹ମୁହିଁ 🌹ଜୟ 🌹ଶ୍ରୀ 🌹ଜଗନ୍ନାଥ 🌹

  • @JaranaSahu-s1i
    @JaranaSahu-s1i 13 ชั่วโมงที่ผ่านมา +1

    Kishor Kumar sahoo Jay jagannath 🙏🙏🙏🙏🙏

  • @renuka-e1n
    @renuka-e1n 14 ชั่วโมงที่ผ่านมา +4

    ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନ ଜୟ ମା ମହାଲକ୍ଷ୍ମ ସମସ୍ତଙ୍କୁ ଭଲରେ ରଖନ୍ତୁ ମୋ ମହାପ୍ରଭୁ 🙏🙏🌹🌹🙏🙏

  • @sumitrarana1977
    @sumitrarana1977 14 ชั่วโมงที่ผ่านมา +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤❤❤❤❤

    • @mohantyadyasha11
      @mohantyadyasha11 14 ชั่วโมงที่ผ่านมา

      Mo jaga 🙏🏼❤️🙏🏼❤️🙏🏼⭕❗⭕

  • @pratapkumarsahoo5811
    @pratapkumarsahoo5811 14 ชั่วโมงที่ผ่านมา +5

    ଜୟ 🌹ଶ୍ରୀ 🌹ଜଗନ୍ନାଥ 🌹ପ୍ରଭୁ 🌹ଶ୍ରୀ 🌹ଚରଣେ 🌹ଶରଣ 🌹ରଖିଲେ 🌹ରଖ 🌹ଜଗନ୍ନାଥ 🌹ଆଉ 🌹ନାହିଁ 🌹ରଖନ୍ତା 🌹ତୁମେ 🌹ନ 🌹ରଖିଲେ 🌹ଭାସିଲି 🌹ଶୁଣିହୁଅ 🌹ଅଚିନ୍ତା 🌹ମୁହିଁପାମର 🌹ଦୁରାଚାର 🌹ଭୋନାଥ 🌹କୃପାମୋତେ 🌹କର 🌹ସର୍ବ 🌹ବନ୍ଦନ 🌹ତୁ 🌹ଠାକୁର 🌹ତୋତେ 🌹ମୋହର 🌹ନମସ୍କାର 🌹ତୋହର ନାମ 🌹ରୂପ 🌹ଯେତେ 🌹କେହି 🌹ନ 🌹ଜାଣନ୍ତି 🌹ଜଗତେ 🌹ହେମହାପ୍ରଭୁ 🌹ସଂସାରର 🌹ମଙ୍ଗଳ 🌹କରିଥାନ୍ତୁ 🌹ହେଠାକୁରେ 🌹

  • @Pratapkumarmaharana2518
    @Pratapkumarmaharana2518 14 ชั่วโมงที่ผ่านมา +5

    ହେ ଜଗତ ଜନନୀ ଭଗବତୀ ମା ମହାଲକ୍ଷ୍ମୀ ହେ ପରମ ଦୟାଳୁ ଶ୍ରୀହରି କମଳାକାନ୍ତ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ଦିବ୍ୟ ଦୁର୍ଲ୍ଲଭ ଅଭୟ ଅମୃତ ପାଦ ଯୁଗଳରେ ଏ ଅକିଞ୍ଚନ ର ଅନନ୍ତବାର ଜୁହାର ମଣିମା 🙏🙏🙏🙏

  • @ThinkAboutStudy
    @ThinkAboutStudy 13 ชั่วโมงที่ผ่านมา +2

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @jagnyanarayanbishoyi2160
    @jagnyanarayanbishoyi2160 14 ชั่วโมงที่ผ่านมา +1

    Shree hari

  • @mohansingh-xd9bg
    @mohansingh-xd9bg 13 ชั่วโมงที่ผ่านมา +2

    J,❤❤❤❤❤❤❤❤❤❤❤❤❤❤❤❤❤❤

  • @anilpatar3421
    @anilpatar3421 8 ชั่วโมงที่ผ่านมา +1

    Jay jagannath ⭕️ ‼️ ⭕️🪔🪔🪔🪔🪔🪔🪔🪔🪔🪔🚩🙏🚩🙏

  • @AshisKundu-xq7bp
    @AshisKundu-xq7bp 12 ชั่วโมงที่ผ่านมา

    Jay shree Prabhu Jagannathji, Jay shree Prabhu Bala Ramji, Jay Subhadra ji ⭕‼️⭕🙏🪷🙏

  • @ghanasyamnimalu1193
    @ghanasyamnimalu1193 9 ชั่วโมงที่ผ่านมา

    ହେ ମଣିମା ମତେ ସବୁବେଳେ ତୁମ ମଗଂଳ ଆଳତୀର ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ ।

  • @sanjaykumarsahoo1896
    @sanjaykumarsahoo1896 6 ชั่วโมงที่ผ่านมา

    Jay shree jagannath 🌹🌼🌹🌼🌹🌼🌹🌼⭕‼️⭕🌿💮🌿💮💮 Jay shree jagannath 🏵️🌿🏵️🌿❤️🌿❤️⭕‼️⭕🌺💐💐💐💐 Jay shree jagannath 🚩🌿🚩🌿🚩🌿❤️🌿❤️

  • @namitabiswal-go7vt
    @namitabiswal-go7vt 12 ชั่วโมงที่ผ่านมา +2

    ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ ମହାବାହୁ🙏 ହରି ହରି ବୋଲ 🙏

  • @bhabanisankarbal9293
    @bhabanisankarbal9293 6 ชั่วโมงที่ผ่านมา +2

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମୋର କୋଟି କୋଟି ପ୍ରଣାମ ଶୁଭସକାଳମଣିମା ସମସ୍ତଙ୍କର ମଙ୍ଗଳ କାମନା କର ମହାପ୍ରଭୁ ସାଆନ୍ତେ

  • @kulamanimaharana8810
    @kulamanimaharana8810 14 ชั่วโมงที่ผ่านมา +2

    🕉️🕉️🕉️ଜୟ ଶ୍ରୀଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏 ଚତୁର୍ଦ୍ଧାମୂର୍ତ୍ତିଙ୍କ ଚରଣରେ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ 🙏🙏🙏

  • @sadashivapati2989
    @sadashivapati2989 13 ชั่วโมงที่ผ่านมา +2

    ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤❤❤ ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @kalpashreemishra7741
    @kalpashreemishra7741 8 ชั่วโมงที่ผ่านมา +2

    JAY JAGANNATH SWIM NAYNA PATH GAMI BHAB TUME MAA LAXMI MATA KI JAY👏👏👏👏👏👏👏🙏🙏🙏🙏🙏🙏🙏 KOTI KOTI PRANAAM

  • @sukhmanianand1999
    @sukhmanianand1999 11 ชั่วโมงที่ผ่านมา +1

    हरे कृष्ण हरे कृष्ण कृष्ण कृष्ण हरे हरे
    हरे राम हरे राम राम राम हरे हरे 🙇🏻‍♀️📿🌷🌹🌺🌸🍀🌼🌻🏵️🪔🦚🐂🐂🐂🐂🐂🐂🐂🐂🌈🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️

  • @harapriyamoharana9091
    @harapriyamoharana9091 13 ชั่วโมงที่ผ่านมา +2

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ

  • @Sammon606
    @Sammon606 13 ชั่วโมงที่ผ่านมา +2

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻

  • @diptiranirout2373
    @diptiranirout2373 8 ชั่วโมงที่ผ่านมา +1

    ଜୟ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଦେବୀ କି ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏

  • @anitapattanaik8488
    @anitapattanaik8488 13 ชั่วโมงที่ผ่านมา +1

    ହେ ମହାବାହୁ ତୁମ ଚରଣ କମଳେ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏❤❤❤❤❤

  • @BiswabanditaParida
    @BiswabanditaParida 14 ชั่วโมงที่ผ่านมา +2

    Jai jagnath swami nayan pathgami bhaba tume 🙏🙏🙏🙏🙏🙏

  • @Diptimayeemahanta-k4b
    @Diptimayeemahanta-k4b 11 ชั่วโมงที่ผ่านมา +1

    jay shree jagannath 🙏🙏🙏🙏 jay balabhadra 🙏🙏🙏🙏 jay maa subhadra 🙏🙏🙏🙏 jay maa laxmi narayan 🙏🙏🙏🙏🪔🪔🪔🪔

  • @NutanJal-z5x
    @NutanJal-z5x 12 ชั่วโมงที่ผ่านมา +2

    ଜୟ ଜଗନ୍ନାଥ ମହାପ୍ରଭୁ ଜୟ ଜଗନ୍ନାଥ q

  • @sanjusing9696
    @sanjusing9696 14 ชั่วโมงที่ผ่านมา +2

    Jay jagrnath swmi Nayan pathagami Bhabha tumhe 🙏🏻🙏🏻🙏🏻🙏🏻🙏🏻🌺🌺🌺❤❤❤😊😊😊

  • @JharanaPradhan-w1r
    @JharanaPradhan-w1r 8 ชั่วโมงที่ผ่านมา +1

    Saha heithiba maha prabhu sabu bhala re heijau ma Bhai Baha ghara etiki guhari tuma pada tale prabhu tike krupa drusti rakhi thiba he Bhai Jay Jagannath swamy nayana Patha gami bhaba tume 😭😭😭😭😭😭😭🙏🙏🙏🙏🙏🙏🙏🙏

  • @SumatiDalei-j2q
    @SumatiDalei-j2q 13 ชั่วโมงที่ผ่านมา +1

    He Prabhu patitapaban tuma mangala alati ku sata Kati pranam 🙏🙏🙏🙏🙏🙏🙏🙏🙏🙏🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏

  • @somyarana5241
    @somyarana5241 12 ชั่วโมงที่ผ่านมา +1

    Jay shree jagannath 🙏🙏🙏🙏🙏🙏🙏 Jay shree jagannath 🙏🙏🙏🙏 Jay shree jagannath 🙏🙏🙏🙏 Jay shree jagannath 🙏🙏🙏🙏🙏

  • @harekrushnamishra8717
    @harekrushnamishra8717 14 ชั่วโมงที่ผ่านมา +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ