Cat picture was not in original Barnabodha. It is our Govt placed a cat picture and renamed as Chhabila Madhu barnabadha the original name is. BARNABODHA. Swain sir please look after this.
Palla gayak nku mor dhanya bad. A bhalli chutia lok Manaku bujhantu 3 ti Katha bhal lagila .namaskar (Jagatsinghpur Ra pua mu Ame A Katha chhahunchu Hindu dharm sudhuri jau)
ଆମ ଓଡ଼ିଶାର ଜଣେ ଉତ୍ତମ ଗାୟକ।
ଅତି ଉପାଦେୟ ପ୍ରସଙ୍ଗ ଭିତିକ ଆଲୋଚନା
ଆପଣଙ୍କୁ salute
Jharada Sadangi DKL
ଓଃ ! କି ସୁନ୍ଦର୍ ' ବିଲେଇ ' ସମୀକ୍ଷା ! ତା ସହ ଅନ୍ୟାନ୍ୟ ବିଶ୍ଳେଷଣ ! ଆଜିର ଅତ୍ୟାଧୁନିକ ଉଚ୍ଚ ଶିକ୍ଷିତ ତଥାକଥିତ ମହାଗ୍ୟାନୀ ମାନେ ଏହା ବୁଝି ପାରିଲେ ତ୍ ?
ଭିନ୍ନ ଧରଣର ପରିବେଷଣ... ଉଦାହରଣ ଗୁଡିକ ମନଛୁଆଁ ❤❤❤
Really wonderful.🙏🙏🙏
ମନ ମୋହିତ ହୋଇଗଲା 🙏🙏🙏🙏
ନୀତିକଥା ବହୁତ ସୁନ୍ଦର ଲାଗିଲା 🙏 ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ 🙏🙏🙏
ବିଶ୍ୱନାଥ ଗାୟକ ମହାଶୟ 🙏ପାଲା ଗୋଟିଏ ଶିକ୍ଷଣୀୟ ଅନୁଷ୍ଠାନ,👌
As per my opinion SJ Biswanath Swain is the most
Popular gayak among all
Jay Jagannath Swami
Jharada Sadangi DKL
SwainMahassysnka pala Bahu uchakotira alochana. Many many thanks.
ପାଲା ରୁ ଯାହା ମିଳିବା କଥା ବିଶ୍ଵନାଥ ସ୍ୱାଇଁ ମହୋଦୟଙ୍କ ପାଲା ରୁ ତାହା ମିଳିଛି l(ପାଲା ଅନୁଷ୍ଠାନ ମହୁଲ,ଖୋର୍ଦ୍ଧା)
ପାଲା ଗାୟକ ମାନଙ୍କ ଓଡ଼ିଆ ସାହିତ୍ୟ ସମାଜ ଉପରେ ଜ୍ଞାନ କୌଣସି ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଠୁ ବି ଅଧିକ।
Bhai pala gauthiba gayakanka madhyaru atyadhika mahabidyalaya ra adhyapaka
@@kpk18765 କୌଣସି ସର୍ବେକ୍ଷଣ ତଥ୍ୟ ଅଛି ଦେଇପାରିବ??
🙏🙏🌹ପ୍ରଣାମ. ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀ ଙ୍କର ଜୟ
ବହୁତ୍ ସୁନ୍ଦର୍ ପାଲା। ବିଜ୍ଞ ଗାୟକ।
A great Pala gayak and Sj Biswanath will be remembered for his dedication towards Odiya pala .👏👏👏
Ati sundar
🙏🙏🙏bahut sundar. Nitisikhya sar. 🙏🙏🙏🙏🙏
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
ମଧୁବାବୁ ଜଣେ।ମହାନ ପ୍ରତିଭା 🙏🙏🙏
Jay Jagannath 🎉🎉🎉❤
Very good
👏👏👏👏👏👏👏 Next please.........
Dhanyabad sir juhar
ମତେ ପାଲା ବହୁତ୍ ଭଲ ଲାଗେ ଭଲ ପରିବେଷଣ କରିଛନ୍ତି ,
Very good performance.
Best pala gayak mahasaya bhala bujhaunchnte
Thanks for good performance .
Bhala comedy kale sir
Good one...
Bahut bholo
Supar 🙏🙏🙏🙏🙏🙏
Sir🙏🙏🙏🙏🙏🙏🙏
Siper
ଆପଣ ନିଛକ ସତ୍ୟ କଥା ପାଲା ମାଧ୍ୟମରେ ପରିବେଷଣ କରୁଛନ୍ତି ।
ଜୟ ଜଗନ୍ନାଥ
Sabubele pala amaku bahut nitisikhya diya...sethi pain odia sanskruti juge juge ucha re thaye
ସୁନ୍ଦର ଉପଦେଶ
ବିଲେଇ କଥା ଟି ବହୁତ ଭଲ ଲାଗିଲା.
ମୁଁ ଏଇଥିପାଇଁ ବିଶ୍ୱନାଥ ସ୍ୱାଇଁ ମହୋଦୟ ଙ୍କୁ ଭଲପାଏ ଯେ ସେ ସମାଜର ନିଚ୍ଛକ ସତ କଥା ହିଁ ପାଲା ମାଧ୍ୟମରେ ଦୁନିଆକୁ ଜଣେଇଥାନ୍ତି l
Yas
ମାରିଚର ମନୋଭାବର ବର୍ଣନା ଅତି ଚମତ୍କାର।
Nice 👌👌👌
A good message
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ମଣିମା କାଳିଆ ସାଆନ୍ତ 🙏🙏🙏🙏🌑❗🌑🙏🙏🙏🙏
🙏🙏🙏🙏🙏🙏🙏🙏🙏🙏🙏🙏🙏
🙏 ବହୁତ ସୁନ୍ଦର ପାଲା
ଦୁଃଖ ଲାଗିଲା କେହି ଦର୍ଶକ ନାହାନ୍ତି
ଏଠି ଯଦି dance program ହେଇଥାନ୍ତା ବହୁତ ଭିଡ ଜମିଥାନ୍ତା
ସେଥିପାଇଁ କଥାରେ ଅଛି ଏ କଳିଯୁଗ ରେ " ହରିନାମକୁ ଧକାଟା #ଣ୍ଡି ହଲାକୁ ଟଙ୍କାଟା "
ସତ୍ୟ ନାରାୟଣ ସ୍ୱାମୀ କି ଜୟ
Satyanarayan jai
Jay Jagannath🙏🙏🙏🙏🙏🙏🙏
Sir nkara sabu episode chhadantu
Ok
ଛବିଳ ମଧୁ ବର୍ଣ୍ଣବୋଧ ରେ ବିଲେଇ ଶୀର୍ଷକ ଆଲୋଚନା ଅତି ଉପାଦେୟ ପ୍ରସଙ୍ଗ ଭିତିକ ଆଲୋଚନା ହୋଇ ପାରିଛି ।
ଗାୟକ ମହାଶୟ ଓଡ଼ିଶାର ଜଣେ ଜଣାଶୁଣା ଗାୟକ । ମହାଶୟଙ୍କ ଦୀର୍ଘାୟୁ କାମନା କରୁଛି ।
କୃଷ୍ଣ ଚନ୍ଦ୍ର ସାହୁ ଷଡଙ୍ଗୀ ଢେଙ୍କାନାଳ
Pala mora bahut priya
Jay jagannath 🙏
ପାଲା ଓଡ଼ିଶାର ଏକ ପୁରତନ କଲା। ଯାହା ଏ ସମାଜକୁ ଅନେକ ଶିକ୍ଷା ଦିଏ। ଯାହା ବିଶ୍ଵନାଥ ଗାୟକ ମହାଶୟ ପାଳନ କରୁଛନ୍ତି। କେବଳ ବିଷବସ୍ତୁକୁ କହିଲେ ହେବ ନାହିଁ କିଛି ନୀତିଶିକ୍ଷା ବି ରହିବା ଜରୁରୀ।🙏🙏🙏🙏🙏🙏
SIR . NAMASKAR .
ଜୟ ଜଗନ୍ନାଥ
ବହୁତ ସୁନ୍ଦର ପାଲା
Nace pala
Thank you sir.
❤
ଉଚ୍ଚକୋଟୀର ପାଲା
🙏🙏🙏🙏
ଆପଣଙ୍କ କଥା ସତ କିନ୍ତୁ ମହାଶୟ ପୁରୋହିତ ପୁଜା ପରେ ସବୁ ନେଇ ଯାଉଛନ୍ତି. ସେଥିପାଇଁ ଭକ୍ତ ମାନେ ବି ଠକୁଛନ୍ତି. ଧନ୍ଯବାଦ ନମସ୍କାର 🤝🙏 ଦେଇଥିଲେ ପାଇଁ ବୁଣିଥିଲେ ଦାଇ ଏହି ନ୍ୟାୟ କଥା ଭୁଲିବ ନାହିଁ. ଜୟ ଜଗନ୍ନାଥ🙏
Aapan nka pala bahut ucha kotira abon samaj sikyaniya achhi
Bhai full video upload koro
🙂😆😆😁
ନିତି ଶିକ୍ଷ୍ୟା ପାଲା,ପାଲା ଦେଖିବ ତ ଏମିତି
ପାଲା ସମ୍ପୂର୍ଣ ପ୍ରସାରଣ କରନ୍ତୁ ଭଲ ହବ
ବ୍ରାହ୍ମଣ ଆସ୍ତାନ ଗାମୁଛା ନେଇ ଜିବୈ 😂😂😂 ଆଜିର ଦୁନିଆ ଏଇଆ କିନ୍ତୁ ସମସ୍ତେ ସମନ ନୁହଁନ୍ତି କିଛି ଭଲ ଲେକ ନିହାତି ଅଛନ୍ତି
ବିଲେଇ ଛବି କାହିଁକି ରହିଲା, ଏଇଟା ଗୋଟେ ଫାଲତୁ ପ୍ରଶ୍ନ
ମଣିଷର ସବୁ ଅଗ୍ନ 2 ଟା nare kn pai କହିବେ କି ମଉସା
Cat picture was not in original Barnabodha. It is our Govt placed a cat picture and renamed as Chhabila Madhu barnabadha the original name is. BARNABODHA. Swain sir please look after this.
Phata gala asrabya mane heuchi.
Mg
Mora ans dia-gote stri ku sankha shindura dekhi bibahita boli jani thau gotia purus ku kemiti bibahita boli janiba kuha
କାର୍ତ୍ତିକ ମାହାତ୍ମ୍ୟ ରେ ତୁଳସୀ ଦେବୀ ଙ୍କ ବିଷୟରେ ବି ଅଛି l ତ ସେଇ ବହିରେ ତୁଳସୀ ଫଟୋ ନ ରହି କାର୍ତ୍ତିକ ଙ୍କ ଫଟୋ କାହିଁକି ରହିଲା????? କେମିତିଆ ଗାୟକ ଜଣାଯିବ.....
ଆପଣ ରାଘବ ବିଳାସ ର ଅପମାନ କରୁଛନ୍ତି l ମହଙ୍ଗା ପଡିବ...
Gayaka mahasaya kn apamana kale ame janiparunu ,vai tike kahibe ki kn vul kahile
Samajara nikhina
But bhulu kahila (raban Jani nathila Rama Prabhu boli) amiti ama sanskruti ku apavrans karani
Sir apana nka contact number miliba ki
Sounds kanhi
Palla gayak nku mor dhanya bad. A bhalli chutia lok Manaku bujhantu 3 ti Katha bhal lagila .namaskar (Jagatsinghpur Ra pua mu Ame A Katha chhahunchu Hindu dharm sudhuri jau)
Ucha kotira gayak
bahut sundar
Jay shree jagannath pala
Bhala laguchi
Very nice
ଉତ୍ତମ ପାଲା ପରିବେଷଣ ଗାୟକ ମହୋଦୟଙ୍କର
Very nice massage to all
Bahut sundar paribesan
🙏🙏🙏
ବହୁତ ସୁନ୍ଦର
ଅତି ସୁନ୍ଦର