Namita Melka First Studio Song | ଆମର କୋରାପୁଟର ପାନି ପବନ | Suprit | MAA Majhighariani Entertainment
ฝัง
- เผยแพร่เมื่อ 16 ก.ย. 2020
- Amor Koraputar Pani Paban
Namita Meleka First Studio Record Koraputia Desia Song
Voice - Suprit | Namita Meleka
Lyrics - Jivan Mishra
Music - Rinku Pinku
Recording - Grece Studio Perahandi Boriguma Jeypore
Camera - Malesh Kousalya
Editing - Basanta Nachika | Satya Nachika
Special Thanks to AKS Family ( ଅବିଭକ୍ତ କୋରାପୁଟ ସମାଚାର )
Sponsored by Guluri Production Koraput
ବିଶେଷ ବିଶେଷ ଧନ୍ୟବାଦ - Bansidhar Halua ( Koraput Laxmipur Argus Media Reporter )
For Business Contact - 9437708513
Like || Share || Comment || Subscribe || Support ||
TURN ON THE BELL ICON on the channel! 🔔 SUBSCRIBE to Maa Majhighariani Entertainment
................................................................................................................
Gmail - multistarsuprit@gmail.com
................................................................................................................
Our Social Links
TH-cam - / maamajhigharianientert...
Twitter- / supritsantoshbacha
instagram- / supritsantoshbachaoffi...
LinkedIn- / suprit-santosh-bacha-7...
Facebook- / supritsantoshbacha
Facebook Page- / maamajhighariaanienter...
...............................................................................................................
................................................................................................................
ବିଶେଷ ସୂଚନା
ଏହି ଭିଡ଼ିଓ କେବଳ ମା ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ( MME Odia ) ୟୁଟ୍ୟୁବ ଚ୍ୟାନାଲ ପାଇଁ। ଏହାକୁ ଅନ୍ୟକେହି ଆମର ବିନା ଅନୁମତିରେ ତାଙ୍କ ୟୁଟ୍ୟୁବ (TH-cam) ଚ୍ୟାନାଲରେ ଛାଡ଼ି (Upload) ପାରିବେ ନାହିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତାହାହେଲେ ଆମେ ବିନା information ରେ copyright strike କରିବୁ।
................................................................................................................
#NamitaMelka
#BandhungaNamitaMeleka
#AmorKoraputarPaniPaban
#MultiStarSuprit
#SupritNewVideos
#MmeOdia
#MaaMajhigharianiEntertainment
#HiddenTallentGirlKoraputOdisha - บันเทิง
mu bahut khusi j amiti ama adibasi jhia mane b kauthire kam nuhanti.tama pain ame garbita dhanyabad namita sister..all the best .tama vabisyata ujal hau.
ମୁଁ ଆଦିବାସୀ ଲୋକଙ୍କୁ ବହୁତ ଭଲପାଏ...ବହୁତ ସୁନ୍ଦର ଆଉ ବହୁତ ବଢିଆ ହେଇଛି... ଦିଦି ଆଉ ଭାଇ ବଢିଆ ଗାଇଛନ୍ତି... dil khush kr diye😄👍... ନିଜ ଗାଁ ପାଣି ଆଉ ପବନ ମନକୁ ବହୁତ ଶାନ୍ତି ଲାଗେ... ❤️❤️
Tqqqqq
Nice song
ଏମିତି ସୁଯୋଗ ଦେବାରୁ ଧନ୍ୟବାଦ
Ja hauu odisha ra kala dinaku Dina badhuchiiii 🙏🙏🙏Jay ଜଗନ୍ନାଥ
Best of luck Namita .thakure tamaku emiti ahuri ahuri agaku niontu.God bless you 🤲🤲🙏🙏👍👍
ସୁପ୍ରିତ୍ ଭାଇ ଏବଂ ନମିତା ଭଉଣୀଙ୍କ କଣ୍ଠରେ ଏଇ ଗୀତଟି ବହୁତ ବଢିଆ ହେଇଛି
jai MME 👌👌👌SUPER👌👌👌
Bhaina Namita bouni saita gote Gita heijau IAM full support....
R8 kahela bhai
Agni bhai nischay koriba
Bhai Namita sister sahita gita heu
@@rajeshnisikaofficial qq
Namita Odisha pain garba au gourabara gita ku bahut sundara bhaba re gauchanti wa wa kete madhura tanka voice..!!
Wow sister emiti agaku agaku ahuri bhala gita tumaku milu nd bhagawan karantu tume bahut bada naa kara odiya film industry
Maa samleswari a jhiya ra bhabhisyata ku mangalamaya karantu.... 🙏
Nice song suprit bhi namitha bhauniku sujaga dee thibaru bhaut bhaut dhanyavaad.
Supab voice namita
ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା🙏
କରୁଛି ମୋର ସାନ ଭଉଣୀ
ଆହୁରି ଆଗକୁ ଯାଉ
Thank you so much
ଏହି ଝିଅ ମାନଙ୍କ ପରି ବହୁତ କଳାକାର ଅଛନ୍ତି ଯୋଉ ମାନଙ୍କ ପାଖରେ ଟଙ୍କା ଲୋକ ଶକ୍ତି ନାହିଁ ବୋଲି ସୁଯୋଗ ପାଉନାହାନ୍ତି ତାଙ୍କ ପ୍ରତିଭାକୁ ଜନସାଧାରଣଙ୍କ ପାଖରେ ପହଞ୍ଚେଇବାକୁ..
ଧନ୍ୟବାଦ ସମସ୍ତଙ୍କୁ 🌹
Right
Osm 🔥
ବହୁତ ଭଲ ଲାଗିଲା ତମର ଗୀତ 👍👍👍ଭଗବାନ ତମର ମଙ୍ଗଳ କରନ୍ତୁ....
Love you my koraput ❤️❤️❤️❤️❤️
Best music by Rinku pinku Bhai God bless you
Super sang
Very nice 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 Bhagban khus rake aapko
Super song...namita melaka
Very good Namitaa . ଭଗବାନ ତୁମର ମଙ୍ଗଳ କରନ୍ତୁ ।👍
Bht mast hoichhe..sister
Super song nice tune sister
Super singing to this song super
Lovely sister
Namita ଭଉଣୀଙ୍କ କଣ୍ଠ ବହୁତ ଭଲ ଅଛି ତାଙ୍କୁ ଏମିତି ସୁଯଗ ଦିଆ ଯାଉ କି ଆଗକୁ ପୁଣି ସେ ବହୁତ ଭଲ କରିବ ଜୟ ଜଗନ୍ନାଥ🙏🙏
Bohut badhia ❤❤❤❤❤superrre
ନମିତା ଭଉଣୀ ଙ୍କୁ ଭଗବାନ ଭଲରେ ରଖନ୍ତୁ ତାଙ୍କର ଗୀତ ବହୁତ ସୁନ୍ଦର
ସୁପର ଭଉଣୀ Jay jagannth
Amor Koraputar Pani pabana Amor adivasi lokor jibono❤ proud to be koraputia
Mor.ନାନୀ ଲାଗି ଗୁଟେ like. Super. ଭଲ ଲାଗଲା
0
ବହୁତ ସୁନ୍ଦର ହେଇଛି ଗୀତ
ନମିତାକୁଂ ଆଗକୁ ଯିବାକୁ ସୁଯୋଗ ମିଳୁ
Chaitu
Yes 👍
Nice song $ God bless you..namita
Good bless you sweet singer sister
So but full song
Nice bro and madam
God bless you Namita 👍
ଆମ ଓଡ଼ିଶା ର ସୁନା ଝିଅ।
ଏହି ଭଉଣୀ ଟିର କଳା ପ୍ରତିଭା କୁ ଯଥା ଯଥ ସମ୍ମାନ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
ଗୁଣ ଚିହ୍ନେ ଗୁଣିଆ।
Hy
Song bhala lagal badia heuchi ✔️✔️✔️💯💯👌👌👌👌
ସୁପ୍ରୀତ ଭାଇଙ୍କ ପ୍ରୟାସ ସବୁବେଳେ ନୂଆ ନୂଆ ପ୍ରତିବା କୁ ଲୋକଲୋଚନକୁ ଆଣିବା.... ଧନ୍ୟବାଦ ଭାଇ
ଦୁଇ ଜଣ ବ୍ଯକ୍ତିଙ୍କୁ ବହୁତ ବହୁତ ଧନ୍ଯବାଦ
କୋରାପୁଟୀଆ ଝିଅ ର ଗୀତ ବହୁତ ସୁନ୍ଦର ଲାଗୁଛି। ଆଗକୁ ରାନୁମଣ୍ଡଳ ଟୁ ବଲ ଗୀତ ଗାଇପାରୀବ ସୁଯଗ ମିଳିଲେ।। ଜୟ କୋରାପୁଟ
All the best👍💯👍💯👍💯
ମୁଁ କୋରାପୁଟିଆ ସେଥି ପାଇଁ ଗର୍ବିତ। ନମିତା ଆମର ଗର୍ବ। ଗୁଲୁରି ଗପୁଡି କୁ ଧନ୍ଯବାଦ।
Thanku sooo much Barsha mam n all supporters for giving her this opportunity..may god bless u namita...
Thank you so much Dee
ବହୁତ ବଢ଼ିଆ ହେଇଛି ଗୀତ ଆଗକୁ ଏମିତି ବଢ଼ି ଚାଲ ନମିତା ଭଉଣୀ
Sweet song
ପ୍ରଥମେ ମୁ ଧନ୍ୟବାଦ ଜଣେଇବି ସେଇ ଲୋକ କୁ ଯିଏ ଏଭଳି ପ୍ରତିଭା କୁ ଦୁନିଆ କୁ ଆଣିଲା.. ବହୁତ ଭଲ କଥା.. କଣ୍ଠ ବି ସୁନ୍ଦର.. କିନ୍ତୁ ସେ ଝିଅ କୁ ସତର୍କ ରହିବାର ଅଛି. କାରଣ film ଦୁନିଆ ରେ ଏ ଭଳି ସରଳ ପିଲା କୁ ସମ୍ମାନ ମିଳିବକି ନାହିଁ.. ସେଇଟା doubt. 👍god bless u sister
Right dear
Right
100% right
100% right... but dhire chalak heba.. se bhaunita bollywood pai bi pura tk chanti
100% right save this girl from bad director and producer and
Wooow bahut badhia hela sweet💋💋💋. ahuri agaku emiti chalirahu.
Thank you ...sister.. Super song
ଲୁକ୍କାୟିତ ପ୍ରତିଭାକୁ ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ଯବାଦ। ଜଗନ୍ନାଥ ଆପଣ ମାନଙ୍କର ମଙ୍ଗଳ କରନ୍ତୁ।
Nice
Nice song.....
Congratulations Beti.Jay Jagannath
Very nice....Buai weldone 👍
keep it up.
Sir super song
ବହୁତ ସୁନ୍ଦର ଗୀତ ରଚନା ସହ ସୁପ୍ରିତ ଭାଇ ଓ ନମିତା ଭଲଭାବେ ଗୀତଟିକୁ ଗାଇଛନ୍ତି । ଭଗବାନ ନମିତାଙ୍କର ମଙ୍ଗଳ କରନ୍ତୁ ଓ ଆଗକୁ ବଢିବାରେ ସହାୟକ ହୁଅନ୍ତୁ ।ଜୟ ଜଗନ୍ନାଥ ।
Nice sanga
ବହୁତ ବଢ଼ିଆ ଆମ କୋରାପୁଟର୍ ପାନିପବନ ଓ ଆମର ଛୁଆମାନେ । ବଢ଼ିଆ ଗାଉଛନ୍ । ବହୁତ ଭଲ ଲାଗିଲା । ଉଭୟ କଣ୍ଠଶିଳ୍ପୀଙ୍କର ଗାୟନଶୈଳୀ ବହୁତ ଉଚ୍ଚକୋଟୀର ଓ ମନଛୁଆଁ । ସଙ୍ଗୀତ ସଂଯୋଜକ,ଗୀତିକାର,ଗାୟକ-ଗାୟିକା ତଥା ଏ ଗୀତଟିର ପ୍ରଯୋଜକଙ୍କୁ ବହୁତ ବହୁତ ଧନ୍ୟବାଦ ଓ ଅଭିନନ୍ଦନଏଇ ସୁନ୍ଦର ଗୀତଟିକୁ ଆମମାନଙ୍କୁ ଉପହାର ଦେଇଥିବାରୁ । 👌👌👌👌👌
💐💐💐💐💐💐💐💐💐💐
Mind blowing song really
Super singer's
Osm voice yaar thank you namitha
Thank you Barsha madam for given her this opportunity
ବଡିଆ ଲାଗିଲାନି ଚିତ୍ ..
ବହୁତ ସୁନ୍ଦର❤️👌👏👏👏👏
My heart touching song bhai
👍
Thanks koraput
ବହୁତ ବଢିଆ ହେଇଛି ନମିତା ନାନୀ ଏମିତି ହିଁ ସୁଜଗ ଆଗକୁ ଗାଇବାକୁ ମିଲୁ
ଆପଣ ସୁଯୋଗ ଦେଇଥିବାରୁ ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ।
Excellent 👍👍👍
Wow super buhen 🤘🤘❤👌👌 adivasi jay ho 🤘🤘🤘❤❤🤘🤘
Super 💞
Namita sister your voice is GOD gifted... also practice Hindi songs... one day u definitely invited by GOD to Mumbai Bollywood Film industry...Mumbai Fans 🙏🙏 Thanks all team members
କୋରାପୁଟିଆ ଝିଅର ବହୁତ ସୁନ୍ଦର ଗୀତ ହେଇଚି।
କଣ୍ଟଷ୍ଲିପି ଅତି ସୁନ୍ଦର
Best of luck 🙏
I love Koraput ❤️❤️ and I am felling proud to be a koraputia
Super😢😢😢😢😢😢😢 mind blowing Lirsic to this Song 🎧 dear Namita god bless you stay always glad😊😊😊
ଅତି ସୁନ୍ଦର ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ଇଛା ହେଉଛି
Right
Nice music ❤️❤️❤️🙏🙏🙏😁😁😁😁
My Fvrt Song ♥️♥️♥️
Great ho sister
Ame Aipari Lekhaka Gayak Gaika ku kajuchu Koraputia , congratulations
Exciting song
Lajawab 👌👌👌yaaro. 👏👏👏
Maa Bhagabati Saraswati nkara emiti krupa milu, ama odisha ra bhauni
Nice song nice voice
Wow
Jio tome agei cha lo so cute your voice
So💘
wow! beautiful song
nice song str..
Good bless you
Namita melka nice yaar your song🤗🤗🤗🤗🤗💪💪💪💪💪💪💪
Sabuthu badhiya koraputitya
Congradulation Namita from Koraput👍👍👍👍👏👏
Thank You supirti bro good song I am Namitha sister you good song
Brilliant song heart ku chhhuinla
Super song Namita sister
ବହୁତ ସୁନ୍ଦର ଗୀତ ନମିତା ବଉଣୀ ଭାଇ ଇଙ୍କ ଗୀତ ବଢିଆ ଲାଗୁଚି
Very nice song
Super se upar beta Good bless you
Many many thanks to adibasi jhia namita
ସୁପ୍ରତି ଭାଇନା ଏବଂ ନମିତା ମେଲାକା କଣ୍ଠରେ ଏଇ ଗୀତଟି ବହୁତ ଭଲ ହେଇଛି.....ଧନ୍ୟବାଦ MME Tem...........................
Wow beautiful voice
Naic voice sister
Wowwwwww.....
Superb Sister pura heart touching
Nice voice #namita
Keep it up nice 👌👌👌💯🆗
Hidden talent singer .
Thanq so Much Sir 🙏♥️