Gai Khira deba stop karidele au male calf nku Government kan kariba se katha kuha please 🙏 Semane bi Ama pain setiki mulyaban jetiki Khira deuthiba gai.Semananku surakhita jemiti rakhiba e pratisruti Sarakar Deba uchit.Sabu panchayat re Goshala kholajiba darkar🙏
Eligible farmers should be given cows. 2. There should be collecting center at each Panchayat level. 3. All vetenary doctors should attend at least once in each Panchayat. 4. Each village level ponds may be used for sericulture. 5. Poultry farms may be given due importance. 6. In war mode the existing cold starges may be made operational. At block level there should be cold storage to promote the agricultural storage and cultivation.
Kindly my humble request what you have decided that must you implement honestly 🙏🙏🙏🙏 we need to establish our productivity in every villages of our state. Farming, fisheries, agriculture is very important part to implemently to improve our economy and self dependency to our state. 🙏🙏
Jadi mo sms KANAK NEWS ra members kehi dekhuthibe .. please .....go mata tharu ame khira ta neuche tara surakha amebi kariba please government ya upare re bi dhyanadiantu please maa ra surakhya pain government gosala karu bahut gomata padare buluchhanti ....maruchanti.....katabiheuchanti.......please STOP 🛑...........🙏🙏🙏🙏🙏🙏🙏🙏🙏😭😭
Dear Sir, at upper level all these steps seems good. But at ground level the farmers are not interested anymore for keeping the animals. Reasons: 1. Milk society collects milk at 30rs. Where as cow feed per kg is 24rs. 2. From where they will cultivate grass without water? 3. Due to usage of tractors and power weeders for cultivation, people find an easy way for cultivation and no one interested for keeping male calves. People are scared if the cow will birth a male calf they will do? Because today’s world there is no use of male calves except for meat purpose. And people are so religious that they don’t want to involve in this religious killing. That inherently forces people not keep cows. 4. For treatment of cows, the LI charges sky touching amount to the farmer. 5. Have observed several negligence from the LI who are working at ground level. (My 3 high milking Gir and Sahiwal cows died because of the negligence) 6. LI are involved in election duties by leaving behind their primary duty. Several reasons are there. Instead of publishing various schemes please focus on Ground level. That will help the real farmers. Atleast focus on ban of pidia and lands and restrict the usage of machinery in the farms. That will encourage the farmers to keep cows and buffalos and automatically the production of milk will increase.
Desi goru nka upare dhyana dia jau. Samaste gomata gomata hauchanti hele tanka pain kichhi kara jaunahi. Sabu road upare khaiba ku na paiki polythene au abarjana khauchanti accident re goda bhanguchanti. Please save animals 🙏 Sabu jiba bhitare bhagwaan achhanti. Jay jagannath 🙏
ମୁଁ ପ୍ରଥମେ ସରକାର ଙ୍କୁ ଅନୁରୋଧ କରୁଛି ଗୋ ମାତା କୁ ସୁରକ୍ଷା ଦିଆ ଯାଉ
Right bhai
Har Har Mahadav ❤
ame jebethu go palana kariba sebethu surakhya automatic heijiba❤
Beef company chanda neba nahi
@@bikashmahapatra6088 beef sailer thu govt paisa nauchi, tara kichi praman achi ki? Jadi kichi praman achi comment link share kara
ମୋର ପ୍ରଥମେ ଅନୁରୋଧ ପ୍ରତ୍ୟେକ ପଞ୍ଚାୟତର ଗୋଚର ଭୂମିକୁ ଲୋକଙ୍କ ଦଖଲ ରୁ ଅଣା ଯାଉ
ଉତ୍ତମ ବିଚାର। କିନ୍ତୁ ନିର୍ବାଚନ ରେ ଯାହା ପ୍ରତିଶ୍ରୁତି ଦେଇଥିଲେ ପ୍ରଥମେ ପୂର୍ଣ୍ଣ କରନ୍ତୁ।
ଚାଷୀ କ୍ଷୀର 30 ଟଙ୍କାରେ ଓମଫେଡ କୁ ବିକ୍ରି କରିବ, ଦାନା ଉଚ୍ଚl ଦରରେ କିଣିବ
Right
Right
Right😁
ଗୋ ହତ୍ୟା କାନୁନ ବିଧାନ ସଭା ରେ ବିଲ ପାସ୍ ହେବା ଦରକାର
Har Har Mahadav
Yes
ଗାଈ ସହ ତାଙ୍କର ଗୋଚର ଭୁମି କୁ ମୁକ୍ତ କରା ଯାଉ ଗାଈ ମାନଙ୍କୁ ଚରି ବା ପାଇଁ ବହୁତ୍ ସୁବିଧା ହେବ🙏ଜୟ ଗୋମାତା 🙏
Right 🎉❤
Right bhai na
Right bhaina
Right
ଗାଈ ଦେଲେ କଣ ହେବ socity ରେ ଦୁଗ୍ଧ ଲିଟର ୩୦ ଟଙ୍କା ଆଉ ଦାନ କିଲୋ ୪୦.. ପ୍ରଥମେ ଦୁଗ୍ଧ ର ଦାମ ବଢ଼ାଯାଉ
Apana emti kouthi milk dauchanti k. Apana kou dana dauchanti je jahara mulya 40 tanka kg tk kahibe k. Kichi najani emti cmnt kain dauchanti
Tik kahuchha
ଗାଈ ଠିକି ଚାଷୀକୁ ମିଳୁ ଯିଏ ଗାଈରକୁଥୁବ ଲୋକେ ଅଛନ୍ତି ଗାଈ ମିଳିଲାପରେ ବିକିଦିଅନ୍ତି
ସରକାର ପ୍ରଥମେ ଗୋ ଚାଲାଣ, ଗୋତସ୍କରୀ ଏବଂ ଗୋଚର ଭୂମି, ଜଳଚର ଭୂମି ମୁକ୍ତ କରନ୍ତୁ, ଦେଶୀ ଗୋରୁ ଆପେ ଆପେ ବଢିବେ ସରକାରଙ୍କୁ ସବସିଡି ଦେବାକୁ ପଡ଼ିବ ନାହିଁ । ଆଉ ଗୋଟିଏ ଜିନିଷ ପ୍ରାଣି ଚିକିତ୍ସକ ନିଯୁକ୍ତି ରେ ପୁରୁଷମାନଙ୍କୁ ଗୁରୁତ୍ବ ଦିଆଯାଉ। ଏହା ମୋର ଅନୁଭୂତି, ଯଦି ସରକାରଙ୍କ ଆନ୍ତରିକତା ଅଛି। ଆଉ ଯଦି ରାଜନୀତି ଉଦ୍ଦେଶ୍ଯ ତା ହେଲେ କିଛି କହିବାର ନାହିଁ ।
ସର୍ବ ପ୍ରଥମେ ମନ୍ତ୍ରୀ ମହୋଦୟ କୁଁ ଧନ୍ୟବାଦ ଦେଉଛି। ଆଜି ପର୍ଯ୍ୟନ୍ତ ଏ ପ୍ରକାର ଚିନ୍ତା ଧାରା କେହି ନେଇ ନ ଥିଲେ। ଗୋମାତାର କଲ୍ୟାଣ କରନ୍ତୁ ମହାଶୟଙ୍କର ମଂଗଳ ହେଉ।
ଗାଈଚରିବାପାଈ ଜାଗାନାହି ଗୋଚର ରେ ଜାଗାରେ ଧାନଚାସ କରିସାରିଲେଣି ଆଗ ଗୋଚରଜାଗାକୁ ଆଣ ତାପରେ ଗାଈଦିଅ ,,ମହୋନ ସରକାର ❤❤❤
Milk ର rate ବୃଦ୍ଧି କରାଯାଉ........ 🙏🙏🙏amo village 28rupes 1 liter
ପ୍ରଥମେ ଓଡ଼ିଶାର ସମସ୍ତ mla ମାନଙ୍କୁ ୧୦ଟି ଲେଖାଁଏ ଗାଈ ମାଗଣାରେ ଦିଆଯାଉ ।
ଗୋଚର ଜମିକୁ ତୋ ଚାଷ କରିଚାଲିଛନ୍ତି ଆମର ମଧ୍ୟ ଗାଈ ମେଣ୍ଡା ଛେଳି ଅଛି କିନ୍ତୁ ଚରେଇବା ପାଇଁ ଜାଗା ନାହିଁ ଗୋଚର ଜମି ସରକାର ନେଇଯାନ୍ତୃ ଭଲ ହେବ
ମିଡିଆ ମୋହାଦୟା ମନ୍ତ୍ରୀ କୁ କୁହନ୍ତୁ.. ପ୍ରତି ଗୋ ଚାଷୀ କୁ 20 କିଲୋ ମାଗଣା chokada ଦିଆଯାଉ ଯେପରି ରାସନ କାର୍ଡ ଧାରୀ ଙ୍କୁ ରାସନ ଚାଉଳ ଦିଆ ଯାଉଛି ଏହାଦ୍ୱାରା ଗୋ ବଂଶ ବୃଦ୍ଧି ପାଇବ
Gai Khira deba stop karidele au male calf nku Government kan kariba se katha kuha please 🙏 Semane bi Ama pain setiki mulyaban jetiki Khira deuthiba gai.Semananku surakhita jemiti rakhiba e pratisruti Sarakar Deba uchit.Sabu panchayat re Goshala kholajiba darkar🙏
କେବଳ କ୍ଷୀର ନୁହ ,ଗୋବର ଗୋମୂତ୍ର ଦ୍ଵାର କିପରି ଚାଷୀ କୁ ଲାଭ ହେବ ସେ ଅଧିକା ଲାଭ ବାନ୍ ହେବ ସେ ଉପରେ ମଧ୍ୟ କାମ କରିବା ଦରକାର । ଏପରି କଲେ ଆମେ ଅନ୍ୟ ରାଜ୍ୟ ମାନଂକ ସହ compete କରି ପାରିବା।
ଭାଇ ତୁ କୋଉଠୁ କହୁଚୁ kahana, ତମ ଘରେ କେତଟି ଗାଈ ଅଛି,ତାକୁ କିଏ ଚରାଉଜି,ଯଦି ବାହାରେ ଚରେଇ ବାକୁ ଦେଇଜ,ଗୋଟେ ଗାଈ କୁ କେତେ ଟଙ୍କା ନେଉଜି,ଆଉ ଯଦି ନିଜେ ଗାଈ ଚାରାଉଜ ପାଠ କେତେ ପଢ଼ିଜ,ଯଦି ଦଶମ ଫେଲ୍ ହେଇଯ ତ ଠିକ୍ ଅଛି,ଆଉ ଯଦି graduation kariki, ଚାକିରି ନ ପାଇ ଆମ ପରି ଗାଈ ଚତାଉଜ ତ ମୋ କଥାର ମାନେ ବୁଝି ପାରିବ।ଆଉ ଯଦି ଭାଇ ତମେ ବହୁତ୍ ପାଠ ପଢିଜ,ତମର ବହୁତ୍ ଗାଈ ଅଛି, ତମେ ଚରେଇବା ପାଇଁ ଦେଇଯ, ହେଲେ ତ ତମର ବହୁତ ଟଙ୍କା ଅଛି,ଆଉ ଏମିତି କହି ଦେବାରେ ତମର kn jauji
ସମସ୍ତ ଙ୍କ ପାଇଁ ଏହା ସମ୍ଭବ ନୁହେଁ ରାଜ୍ୟ ବାହାରୁ ଗାଈ ଆଣିବା । ସରକାର ଏହା ପ୍ରତି ଧ୍ୟାନ ଦିଅନ୍ତୁ।
ଚୋକଡ ର ଦର 1400 ହେଲାଣି ବାଳ ଟା କରିବେ ସରକାର ଶଳା ଚୋକଡ ଦର୍ ଆଗେ ନିୟନ୍ତ୍ରଣ କର ତାପରେ ଯୋଜନା କରିବ
Very nice
ବହୁତ ଭଲ ପଦକ୍ଷପ
ଗାଁ ଗାଁ ରେ ବାହାରେ ଯେଉଁ ସବୁ ଗାଇ ଏବଂ ଷଣ୍ଢ ମାନେ ଏଣେ ତେଣେ ବୁଲୁଛନ୍ତି ପ୍ରଥମେ ସେମାନଙ୍କର ସୁରକ୍ଷା ପାଇଁ ସରକାର କିଛି ପଦକ୍ଷେପ ନିଅନ୍ତୁ.
Bahut bhala katha
Desi cow upare important
ସରକାର ସହଯୋଗରେ ମୁଁ ଦୃଷ୍ଟି ଗାଇରଖିବି
❤❤❤❤
Thank you ❣️
Aga milk price brudhi kara gai maneke badiba
କ୍ଷୀର ଦର ବୃଦ୍ଧି କରା ଯାଉ
Very very thanks
Please go head ❤
ଦୁଗ୍ଧ ର ସର୍ବ ନିମ୍ନ ମୂଲ୍ୟ 37 ଟଙ୍କା ହେଉ (3.6fat/7.5snf) ରୁ.... ତାହେଲେ ଚାଷୀ ଲାଭ କରିପାରିବ..
ବର୍ତମାନ ୧୫୦୦ ଶହ ପଶୁ ପକ୍ଷୀ ଚକୀଛାକାରୀକଥା (ମୈତ୍ରେ Maitri) କଥାବୁଝନ୍ତୁ ପଶୁ ସମ୍ପଦ ମନ୍ତ୍ରୀ ମହାଶୟ🙏✍️🐃🐓🦜🐦🙏
Good 👍
ଆହେ ଅହିୟାକୁ ଭୁଲିଗଲାକି ରାସ୍ତରେ ଗୋରୁ ଗାଈ ଏତେମାତ୍ରାରେ ମଲେଣି ତାଙ୍କୁ ପ୍ରଥମେ ବଞ୍ଚନ୍ତୁ, ତାପରେ ଅନ୍ୟ ଚିନ୍ତା।
ପ୍ରଥମେ ଗୋ ଚାଲାଣ ରୋକିବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବା ଦରକାର
ମୁଁ ଜଣେ ଗୋ ସେବକ ମୁଁ ନିଜେ ଜଣେ ଗୌଡ଼ ମୋର ସାତଟି ଗାଈ ଅଛି ହେଲେ ମୋର ଗାଈ ପାଇଁ ଗୋଟେ ଗୁହାଳ ନାହିଁ ସରକାର କୁ ମୋର ଅନୁରୋଧ ଯେ ମୋତେ ଗୋଟେ ଗୁହାଳ ଦିଆଯାଉ...
ସରକାର ମୋର ଅନୁରୋଧ ଯେ ଓଡ଼ିଶା ରୁ ଜର୍ସି ଗାଈ ହଟା ଯାଉ, କାରଣ ବିଦେଶରେ ଜର୍ସି ଗାଈ କ୍ଷୀର ବନ୍ଦ ଅଛି।
ବାକି ଆପଣଙ୍କ ଇଚ୍ଛା। ଜୟ ଜଗନ୍ନାଥ।
ହେଲେ ଜନ୍ମ ହେଉଥିବା ଅନ୍ଡିରା ବାଛୁରି 🐄🐄🐄🐄🐄ଏବଂ ବୁଢି ହୋଇଯାଉଥିବା ଗୋରୁକଂର🐂🐂🐂🐂🐂 ଅବସ୍ତା କ'ଣ ହେବ।ଏମାନଙ୍କ ସଂଖ୍ଯା ବଢିଲେ ଫୁଣି ପଠଣମାନକଂ ଗୋରୁ ଚାଲାଣ ବଢିବ। ଏମିତି ଈନ୍ଜେକ୍ସନ୍💉💉💉💉💉 ଭାରୁ ଯେମିତି ଅନ୍ଡିରା ବାଛୁରି ଜନ୍ମ ନ ହେବେ ଏବଂ ଗାଇ🐂🐂🐂🐂🐂 ଗୁଡିକ ଆଜିବନ ଭଲ ମାତ୍ରା ରେ କ୍ଷୀର ଦେଉଥିବେ। ଜୟ ଜଗନ୍ନାଥ। 🙏🙏🙏🙏🙏❤❤❤❤❤🙂🙂🙂🙂🙂
ଏଗୁଡା ଆଗରୁ ଅଛି ତୁମେ ପସୁସହାୟକ ନିଜୁକ୍ତି ଦିଅ ଖାଲି ଭାସଣ ଦିଅନା
Milk ra reat tk badhuni chasi ta bahut hairan hauchhanti😢😢😢
ଆମେ ବହୁତ ଭଲ କ୍ଷୀର ମାତ୍ର ୩୦/୩୧ରେ ବିକୁଛୁ
Sanman jogya padyakhapa🎉❤
ବ୍ୟାଙ୍କ ତ ମନା କରୁଛନ୍ତି ଲୋନ ଦେବାପାଇଁ। ସବୁ ଜମି ପଟ୍ଟା ଜଏଣ୍ଟ ଥିଲେ ସପସିଡି ମିଳୁନାହିଁ।
Jay Gamata🙏🙏🙏🙏
Sir mote gaytia darkar🎉
ଗାଇ ଦେଲେ କି ବାଳ ହେବ ଗାଇ ଚରିବା ସବୁ ସରକାର ଜାଗା ରେ ତ ଲୋକେ ହଡ଼ପ କରି ବସିଲେଣି। ଲୋକେ ଚାଷ ବାସ କଲେଣି ସରକାର ଜାଗା ରେ ଗାଇ ଦେଲେ ଖାଇବ କଣ ଚରିବ କାଉଥି
Right❤❤❤
ଆଦିବାସୀମାନେ ଋଣଦିଆଯାଉ କେବଳ ଗାଈ ପାଳନ ନୁହେଁ, ନୁଆଁ ନୁଆଁ ଯୋଜନାରେ ସାମିଲ କରାଯାଉ, ଅନେକ ରୋଜଗାର ପନ୍ତା ସୃଷ୍ଟିକର ରୋଜଗାରର ପ୍ରଶୀକ୍ଷଣ ଦିଆଯାଉ, ଗାଈ ଗୋଟିଏ ଉର୍ଦ୍ଧଗାମୀ ନୁହେଁ ଆଜ୍ଞା ଅର୍ଦ୍ଧଗାମୀ ଏହା ବିଷୟରେ ଜରୁରୀ ନୁହେଁ, ରୋଜଗାର ଜନତାଙ୍କୁ ଦିଅ
Eligible farmers should be given cows.
2. There should be collecting center at each Panchayat level.
3. All vetenary doctors should attend at least once in each Panchayat.
4. Each village level ponds may be used for sericulture.
5. Poultry farms may be given due importance.
6. In war mode the existing cold starges may be made operational. At block level there should be cold storage to promote the agricultural storage and cultivation.
cow pai bhalo katha decision
Sir bhalo ❤❤❤❤
ଗାଈ ସହିତ ଷଣ୍ଢ ସବସିଡିରେ ଦେଲେ ଭଲ ହୁଅନ୍ତା 😂😂😂
ବର୍ତ୍ତମାନ ପାଇ ଓଡ଼ିଶା ର ସ୍ଥାନୀୟ ଗୋମାତା ଉପରେ କାମ କରି ସେମାନଙ୍କ ବ୍ରୀଡ ଉନ୍ନତ କରିବା ଦରକାର ।ବିଞ୍ଝାରପୁର ବ୍ରୀଡ ର ଠିକ୍ ଯତ୍ନ ନେଲେ milk capacity 6 liter ପର୍ଯ୍ୟନ୍ତ ବଢ଼ି ପାରିବ ।ଆଉ ୟେ ଗୋଟେ ସାଧାରଣ ପରିବାର ପାଇଁ ବହୁତ୍ ଭଲ ହେବ ।ଏତିକି ଅନୁରୋଧ କି ଓଡ଼ିଶାର ଗୋମାତା ଉପରେ କାମ କରା ଯାଉ ।ଯେମିତିକି ପୁରା ଭାରତ ରେ ଓଡ଼ିଶା ବ୍ରୀଡ କୁ ଲୋକ ମାନେ ଜାଣନ୍ତୁ।🙏🏻🙏🏻🙏🏻🙏🏻
କ୍ଷୀର ଦର କେତେ ରହିବ
Jay
Gomata
Madam
1 no sir
Kindly my humble request what you have decided that must you implement honestly 🙏🙏🙏🙏 we need to establish our productivity in every villages of our state. Farming, fisheries, agriculture is very important part to implemently to improve our economy and self dependency to our state. 🙏🙏
Loan କେମିତି ମିଳିବ?
Ok sir
Save cow save.india
❤❤
Afforestation pain padakhshepa nia jau.
Good diction
Bhala jojana
Congratulations🎉
4plot7,50acr gochrjomi jkpm rgda hathore govt action kuvade gocharo chihnoto korajavu honble sc judgement ku manyotha diyajavu jaimodi guaranty😊
Very Naic
ଉଚିତ୍ ଲୋକ ଙ୍କୁ ଦିଆଯାଉ ନାହିଁ।
Right
Good design
Sarkar prathme gochar jaga bhar karntu
Water RS 20per litre milk RS 20per litre
27
ଗାଈ ରଖିଲେ କ୍ଷୀର କେତେ ଟଙ୍କା ହେବ
Sir farst go khadya ra dam Kam karantu , au vecctinary Dr ba go mitra nijukti karantu Karan vaccine ra ghor abhab 😢
Dugdha ra rate badhayau.
ଖାଲି ମିଳିବ ଶୁଣି ଶୁଣି ଭଲ ଲାଗୁନି ଆଉ କିଛି କୁହ
Jadi mo sms KANAK NEWS ra members kehi dekhuthibe .. please .....go mata tharu ame khira ta neuche tara surakha amebi kariba please government ya upare re bi dhyanadiantu please maa ra surakhya pain government gosala karu bahut gomata padare buluchhanti ....maruchanti.....katabiheuchanti.......please STOP 🛑...........🙏🙏🙏🙏🙏🙏🙏🙏🙏😭😭
Kebe tharu lagu heba sir
Dana dae dae jibana jiba au sarkar kadali debe
judgement of honble sc regarding enviction of gocharlands provide grazingland for animals in
this regard no information 7,50acrs at jkpm rgda
Dear Sir, at upper level all these steps seems good. But at ground level the farmers are not interested anymore for keeping the animals. Reasons:
1. Milk society collects milk at 30rs. Where as cow feed per kg is 24rs.
2. From where they will cultivate grass without water?
3. Due to usage of tractors and power weeders for cultivation, people find an easy way for cultivation and no one interested for keeping male calves. People are scared if the cow will birth a male calf they will do? Because today’s world there is no use of male calves except for meat purpose. And people are so religious that they don’t want to involve in this religious killing. That inherently forces people not keep cows.
4. For treatment of cows, the LI charges sky touching amount to the farmer.
5. Have observed several negligence from the LI who are working at ground level. (My 3 high milking Gir and Sahiwal cows died because of the negligence)
6. LI are involved in election duties by leaving behind their primary duty.
Several reasons are there. Instead of publishing various schemes please focus on Ground level. That will help the real farmers. Atleast focus on ban of pidia and lands and restrict the usage of machinery in the farms. That will encourage the farmers to keep cows and buffalos and automatically the production of milk will increase.
Good
Odisha rey MORE Cattle Feeds production factories karajau. ... SUBSIDIES DIAJAU FACTORIES OWNER NKU & CATTLE FARMERS NKU...
Prathame gochara jami jabar dakhal hatajau omfed banda heu peket khirare paudar misiba duyara khota ret kamheuchhi
Indigenous ( desi cow) cow ku dhyan diajau
Sabu areare gochara jamiku kichhi swarthabadi loka aktiar karineichanti ,taku prathame drusti diajau
Jaha kahicha karipauna khali dina re swopna dekhi jojana kariducha tanka achi
Sar Aamara pakhare kebe asiba
Sir gochora jomi.udhar kora jau
Aga collection pain planning Kara au gote price b fix Kara nahele jouthi achhi sethi 25 tankare Kia khira deba
Desi goru nka upare dhyana dia jau. Samaste gomata gomata hauchanti hele tanka pain kichhi kara jaunahi. Sabu road upare khaiba ku na paiki polythene au abarjana khauchanti accident re goda bhanguchanti.
Please save animals 🙏
Sabu jiba bhitare bhagwaan achhanti.
Jay jagannath 🙏
ଗୋଚର ଜମି ଛଡ଼ା ଅ ଗୋ ମାତ ବଞ୍ଚାଅ
1st apicol ku size karantu then jaha
ସବୁ ପବନ
Bhala padakhepa kamarekari dekhailehela
Govt. Sabu janiki na janila bhali hauchi. Milk ku chasi omfed re 27-30 per liter hisab re dauchi ade cow feed price bahut helani chasi nku khali hairana kariva katha nahele kichhi nahi
Gariba lonkaku subsidy diantu
Odishara gai odisharebikri hele khira badhiba kipari
Khira ra rete brudhi kara jau Dana kamiba darkar
Are fast gai anilapare lonn douchnti ta pare subidha esabu kn thik
Bohut bodhiiya