ମୋ ସ୍ବାମୀ କହୁଛନ୍ତି....|| Woman Alleges Cheating By Husband || Extramarital Affair || Odisha Reporter

แชร์
ฝัง
  • เผยแพร่เมื่อ 29 ธ.ค. 2024

ความคิดเห็น •

  • @j.k3271
    @j.k3271 2 ปีที่แล้ว +135

    ଏ ସୃଷ୍ଟି ର ସୃଷ୍ଟି କରି ବି ନାରୀ
    ଆଉ ଏ ସୃଷ୍ଟି ର ବିନଶ କରି ବି ନାରୀ 🙏🙏
    ଏମାନଙ୍କ ମାୟା ରୁ ଦୁରେଇ ରହିବା ଜୀବନର
    ଶ୍ରେଷ୍ଠ ମାର୍ଗ

  • @amanstarcreation6437
    @amanstarcreation6437 2 ปีที่แล้ว +91

    ଆଜିକାଲି କାହାରିକୁ ବିଶ୍ୱାସ ନାହିଁ କାରଣ ଦୁଇ ପକ୍ଷଙ୍କ କଥା ନିହାତୀ ଶୁଣିବା ଆବଶ୍ୟକ ।କିଏ ସତ କିଏ ମିଛ କହୁଛି ତାହା ଜଣା ପଡିବ।

    • @nsrasinghansrasingha682
      @nsrasinghansrasingha682 2 ปีที่แล้ว

      Right bhai

    • @urmilasahoo4116
      @urmilasahoo4116 2 ปีที่แล้ว

      Dui pakhya ra katha sunibaku kahucha..... Buabucha se kn kahiba hm Mora bhauja Saha relation achi..... Se olta kahiba e michha kahuchi

    • @Swapna73
      @Swapna73 2 ปีที่แล้ว

      Sata

  • @Gajapatimelody697
    @Gajapatimelody697 2 ปีที่แล้ว +78

    ସ୍ତ୍ରୀ ଟି ଯାହା କହୁଚି ସମ୍ପୂର୍ଣ ସତ୍ୟ ଅଟେ ପରି ଲାଗୁଚି. ତାଙ୍କ ଆଖିରେ ଛଳନା ନାଇଁ ଜଣା ପଡ଼ୁଚି 2ୟ କଥା ଶାଶୁ ଆଉ ଶଶୁର ନିଶ୍ଚୟ ସପୋର୍ଟ କରୁଥିବେ ଯେହେତୁ ସେମାନେ 1ମ ଭାଉଜଙ୍କ ସହିତ ବହୁତ ଦିନ କାଟିଛନ୍ତି ଏଣେ 2ୟ ଭାଉଜ ମୋଡେର୍ଣ ଯୁଗ ତୋ ସହି ପାରୁନାହାନ୍ତି କିନ୍ତୁ 2ୟ ଭାଉଜ ସତ କହୁଛନ୍ତି... 🤔🤔🤔ବାକି... ପବ୍ଲିକ ଜାଣିବେ ତା ସ୍ୱାମୀ କହନ୍ତି ଭାଉଜ ପ୍ରେମ ମିଠା.. 👌👌

    • @ranjansahu8144
      @ranjansahu8144 2 ปีที่แล้ว +3

      Right

    • @sukantadas3064
      @sukantadas3064 2 ปีที่แล้ว +1

      Bhai Jia bi com marucha tame janicha asala katha kana Banda ku kahiki upadesh deucha janiparunaha ta ta husband houses asa tapare janiba asala katha bala ku updesh dauchi

  • @amarcreation0655
    @amarcreation0655 2 ปีที่แล้ว +80

    ଆଜି କାଲିତ ଟ୍ରେଣ୍ଡିରେ ଚାଲିଛି ଭାଉଜ ପ୍ରେମ ମିଠା 😄😄

    • @pujarout992
      @pujarout992 2 ปีที่แล้ว +1

      A.vauja diara ka pai kn kichi parnismeint nahi

    • @DeepaJena-c8f
      @DeepaJena-c8f 5 หลายเดือนก่อน

      Mo swami bi semiti

  • @subhasmitanayak2298
    @subhasmitanayak2298 2 ปีที่แล้ว +36

    ଏତେ ଯଦି ସେ ପୁଅ କୁ ଆଗରୁ ହିଁ ଭାଉଜ ପ୍ରେମ ମିଠା ଆଉ ସେ ପୁଅ ର ବି ବାପା ମା ସେଥିରେ ସମର୍ଥକ ତାହେଲେ ଏ ଝିଅ କୁ କାଇଁ ବାହା ହେଉଥିଲା କାହା ଜୀବନ ସହ ଏମିତି ଖେଳିବା କଥା ନୁହେଁ ।

    • @Ariyan_vlgos24
      @Ariyan_vlgos24 2 ปีที่แล้ว

      Madam 🙏🏼🙏🏼 family members bhabuchanti bhauja nku mrg kareiba pain bodhe 🤔🤣🤣

    • @sssodiachannel6318
      @sssodiachannel6318 2 ปีที่แล้ว

      Ye stree loka kahuthile je tanku pila chhua pain baha heithile.

    • @sunitasamad4166
      @sunitasamad4166 2 ปีที่แล้ว

      Sata katha kahile

    • @shonasworld2883
      @shonasworld2883 2 ปีที่แล้ว

      I can feel your problem,bcz there are many people doing such n spoiling others life,why they used to marry n spoil others life i don't understand.its too painful dear ,a person who gone thru only can understand others problem.praying god for your better life dear.

  • @tukkuthacomanman8495
    @tukkuthacomanman8495 2 ปีที่แล้ว +31

    ଏ ଦୁନିଆରେ ଆଉ ବଞ୍ଚି ହେବନି ମୁଁ ଯାଉଛି 🙏🏻🙏🏻 ଜୟ ଜଗନ୍ନାଥ

  • @deepaksahoo6832
    @deepaksahoo6832 2 ปีที่แล้ว +11

    ଏ ମହିଳାଙ୍କୁ ନ୍ୟାୟ ଦରକାର

    • @Prasanta-nl4ci
      @Prasanta-nl4ci 5 หลายเดือนก่อน

      Nija bhitare samaste basike alochana karantu sabu samasyara Samadhan achi

  • @rajendrakumarbehera6116
    @rajendrakumarbehera6116 2 ปีที่แล้ว +10

    ଆଜିକାଲି ଦେଖାଯାଉଛି ମହିଳା ମାନେ ସବୁବେଳେ ସାମାଜିକ ଗଣମାଧ୍ୟମରେ ବେଶୀ ନିଜ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି କିନ୍ତୁ ଅପରପକ୍ଷ କୁ ସାମ୍ନାକୁ ନ ଆଣି ନୁଆ ନୁଆ ଗଣମାଧ୍ୟମ ମାନେ TRP ହାସଲ କରିବାପାଇଁ ବେଶୀ ପ୍ରୟାସ କରୁଛନ୍ତି ଯାହା ଦ୍ଵାରା ସମ୍ପୂର୍ଣ୍ଣ ସତ୍ୟ ଲୁଚିଯାଉଛି

  • @swathi3104
    @swathi3104 2 ปีที่แล้ว +21

    Swamy ମରିଗଲା ଭାବିଦିଅ tame alga rahile hin ଖୁସିରେ ରହିପାରିବ 🙄🙄

    • @rubinayak8276
      @rubinayak8276 2 ปีที่แล้ว

      thik kohicha

    • @sasmitabehera111behera4
      @sasmitabehera111behera4 2 ปีที่แล้ว

      Right

    • @SurprisedDrums-sm3ck
      @SurprisedDrums-sm3ck 5 หลายเดือนก่อน

      Right Katha kahile Bhauni

    • @Prasanta-nl4ci
      @Prasanta-nl4ci 5 หลายเดือนก่อน

      Are pagala Tate ta bhagaban Manisha jiban daba hine dhikara

    • @Prasanta-nl4ci
      @Prasanta-nl4ci 5 หลายเดือนก่อน

      Ajie kale duniyare anneka jhia achanti swami agenest re bahuta micha kahuchanti

  • @belalasensahoo1598
    @belalasensahoo1598 2 ปีที่แล้ว +14

    ଦୟାକରି ଠିକ ଭାବରେ ପରିବେଷଣ କରନ୍ତୁ ପରିବେଷ ଉପରେ ଖରାପ ପ୍ରଭାବ ପଡୁଛି ଦୁଇ ପକ୍ଷର କଥାକୁ ମିଡିଆ ସାମ୍ନାରେ ରଖାଜାଉ ଆଗ ଭଲ ଭାବରେବୁଝ ତାପରେ ଟିକେ ଦେଖାନ୍ତୁ କାରଣ ସମସ୍ତଙ୍କ ଉପରୁ ବିଶ୍ୱାସ ଓ ଭରସା ତୁଟି ଯିବ ଭାଇ।

  • @truptiranjan863
    @truptiranjan863 2 ปีที่แล้ว +29

    ଗୋଟେ ଆଇନ ହେଲେ ଭାଉଜ ମାନେ ବାଟକୁ ଆସିବା ଦରକାର🙄

    • @kamalsahu9333
      @kamalsahu9333 2 ปีที่แล้ว

      Jadi nija swami characterless bhauja ku kipari sudharibaa

    • @sukantadas3064
      @sukantadas3064 2 ปีที่แล้ว

      Kahi Tama ghare kan amiti heichi ki

    • @sukantadas3064
      @sukantadas3064 2 ปีที่แล้ว

      Kahi Tama ghare amiti heichi ki kahi ki bad mantbya decha

    • @RajeswariBag-i1t
      @RajeswariBag-i1t 5 หลายเดือนก่อน

      Bahut jhia nka sahita emiti hauchhi but kie sahi jauchhi ta kie sahi paruni.

  • @darmenderpradhan3584
    @darmenderpradhan3584 2 ปีที่แล้ว +8

    ମିଠା ମିଠା ଭାଉଜ ପ୍ରେମ ମିଠା କି ଯୁଗ ହେଲାରେ ଦଇବ ମାଇକିନା ଥାଇ ବି ଭାଉଜ ପାଖରେ ସୁଇବ 😭😭

  • @munnaghadei6144
    @munnaghadei6144 2 ปีที่แล้ว +4

    ହେ ଭଗବାନ.... କେଉଁ ମାଘିଆ ପରିବାର କି....ମାଘିଆ ର ବାପା/ମା ଠିକ୍ ନୁହନ୍ତି

  • @alokkhandayatray1362
    @alokkhandayatray1362 5 หลายเดือนก่อน +1

    ସାନ ଭଉଣୀ, ଏ ସମସ୍ତଙ୍କୁ ବାପଲ ଧନଲୋ କହି ବିଷ ଦେଇ ଦେ, ଏଥିରେ ତୋର ମଙ୍ଗଳ ହେବ ପୁଣି ଥରେ ବିବାହ କର । ଠାକୁର ଆଶୀର୍ବାଦ କରିବେ

  • @sadanandasahoo3707
    @sadanandasahoo3707 2 ปีที่แล้ว +27

    ଶାଶୁ ଶ୍ବଶୁରଙ୍କ ସହମତି ଅଛି, ବିଶ୍ବାସ ଯୋଗ୍ୟ ନୁହେଁ।

    • @jigyashameher9165
      @jigyashameher9165 2 ปีที่แล้ว +4

      Mun biswas karuchi karana emiti case mu nija akhi rae dekhichi.
      Ama ghara pakha case rae stree ku bhauja aau husband misu ki slow poison deidele

    • @sunitaputhal9678
      @sunitaputhal9678 2 ปีที่แล้ว

      @@jigyashameher9165 😱😱😱😱😱😱😱😱😱😱😱

  • @Sonalitechodia
    @Sonalitechodia 2 ปีที่แล้ว

    ଭାଉଜ ବିଆ ବଡ଼ ବିଆ
    ବହୁତ ସୁନ୍ଦର

  • @nayakproduction4135
    @nayakproduction4135 2 ปีที่แล้ว +2

    ହେ ଭଗବାନ ଆଉରି କଣ କଣ ଦେଖିବାକୁ ପଡ଼ିବ । ରକ୍ଷାକର ପ୍ରଭୁ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ 🙏🙏🙏

  • @kcm4554
    @kcm4554 2 ปีที่แล้ว +27

    Husband is totally of wife, Husband should be make happy to own wife and not none. It is his pious duty. Madam , be strong for your fairy rights

    • @architaodiavlogs7269
      @architaodiavlogs7269 2 ปีที่แล้ว +1

      Ys bro is right 👍

    • @kcm4554
      @kcm4554 2 ปีที่แล้ว

      @@architaodiavlogs7269 Madam,most welcome and thanks lot 🙏

  • @ullashmaharana6320
    @ullashmaharana6320 2 ปีที่แล้ว +19

    ଆପଣମାନେ ଭଲ story ବନାଉ ଛନ୍ତି , ଆଇନ୍ ର ସୁଯୋଗ ନେଇ ,ଫାଇଦା ନେଉଛନ୍ତି , ଗୋଟେ ହାତରେ ତାଳି ବଜେନି , proper investigation କରି , ଏ ସ୍ତ୍ରୀ ଲୋକଙ୍କ ଦୋଷ ଥିଲେ ,ଦୋଷ ନ ଘୋଡେ଼ଇ ସର୍ବ ସାଧାରଣ ଙ୍କୁ ଜଣାନ୍ତୁ,ମିଡ଼ିଆ ମାନଙ୍କୁ ବିଶେଷ ଅନୁରୋଧ ।

    • @beinghuman9753
      @beinghuman9753 2 ปีที่แล้ว +1

      Tame sabuthare women mNku dosh dia

    • @RajeswariBag-i1t
      @RajeswariBag-i1t 5 หลายเดือนก่อน

      Sie sata kahuchhi sethire doubt nahi.

  • @villageindia5072
    @villageindia5072 2 ปีที่แล้ว +14

    କି ଦୁନିଆଁ ହ......
    ଏ କଣ ଦେଖୁଛି.....
    କାହା କୁ ଦଶ ଦେବି.....

  • @pithamajhiofficial6303
    @pithamajhiofficial6303 2 ปีที่แล้ว +5

    ନାରୀକୁ ନାରୀ ହିଁ ଶୋଷଣ କରୁଛି।

  • @subalkumarswain1457
    @subalkumarswain1457 2 ปีที่แล้ว +1

    ଏ ଭଉଣୀକୁ ରାଜ୍ୟ ପ୍ରଶାସନ ସହାୟ ହୁଅନ୍ତୁ

  • @sandeepkumarpradhan8997
    @sandeepkumarpradhan8997 2 ปีที่แล้ว +5

    ବାପ ଧନ କରିକି (ବିଷ ) ଦେଇଦିଅ

  • @sonubehera4714
    @sonubehera4714 2 ปีที่แล้ว +16

    ଭଉଣି ତମେ ସବୁଦିନ ପାଇଁ ଛାଡ଼ିଦିଅ ତମେ ବାପ ଘର କୁ ଫେରିଯାଅ

    • @Prasanta-nl4ci
      @Prasanta-nl4ci 5 หลายเดือนก่อน

      Ta pare bhai sei jhia ti Kan Kariba

    • @Prasanta-nl4ci
      @Prasanta-nl4ci 5 หลายเดือนก่อน

      Bhala budhi diya alochana kara Sabu samasyara samadhan achi

  • @devasishkumarbadaik4697
    @devasishkumarbadaik4697 2 ปีที่แล้ว

    Epic 0:54 bhauja premo mitha, stri alu bharta. Dialouge toh bhai super se upper

  • @priyabrata2615
    @priyabrata2615 2 ปีที่แล้ว +20

    ଠିକ୍ ଭାଉଜ ପ୍ରେମ ମିଠା ଆଓ ସ୍ତ୍ରୀ ପ୍ରେମ ପୁରା ଖଟା .

  • @jagadishkand2574
    @jagadishkand2574 2 ปีที่แล้ว +1

    ଖାଲି ଭାଉଜ ପାଗଳ କରିଲେଣି ପ୍ରଭୁ ରକ୍ଷା କର

  • @lopamudrabehera9542
    @lopamudrabehera9542 2 ปีที่แล้ว +1

    ମୁଣ୍ଡ ଖରାପ ହେଇଗଲାଣି ଏଗୁଡ଼ିକ ଦେଖି ଶୁଣି 😡😡😡

  • @ramamohantripathy1358
    @ramamohantripathy1358 4 หลายเดือนก่อน +1

    Very sad

  • @dillippatra3068
    @dillippatra3068 4 หลายเดือนก่อน

    Tame divos kari asa au gote gariba puaku mrg kr bhalarea rahiba.. Sethi rahile kude habani.. Dhana jubana chira sadabele rahibani.. Sister palei asa.. Bhala pua milebe..

  • @tulusamantaray3169
    @tulusamantaray3169 2 ปีที่แล้ว +6

    ଭାଉଜ ପ୍ରେମ ମିଠା ସ୍ତ୍ରୀ ଆଳୁ ଭର୍ତ୍ତା

  • @babushaan3621
    @babushaan3621 2 ปีที่แล้ว +1

    Bahut ଦୁଃଖ ଲାଗୁଛି ଏ ଭଳି ସବୁ news ଦେଖିକି,
    ସେ ମା ଗୀହା sola ର ବହୁତ ଉଠୁଚି,
    କାଟି ଦିଆଯାଉ।

  • @cuttackvlog4472
    @cuttackvlog4472 2 ปีที่แล้ว

    ଭାଉଜ ପ୍ରେମ ମିଠା 💯ରେ 💯 ଖେଳ 👌👌👌

  • @divyapati3291
    @divyapati3291 2 ปีที่แล้ว

    Hey jagannath pravu !

  • @tipumallick8498
    @tipumallick8498 2 ปีที่แล้ว +4

    Very Beautiful

  • @chiranjayjena8890
    @chiranjayjena8890 2 ปีที่แล้ว +6

    Rati pahila belaku jaha sabu sunuchu mrg karibaku dara laguchi

  • @biswanathmaharana6920
    @biswanathmaharana6920 5 หลายเดือนก่อน

    Sis gote kama kara se sala anda ku kati dia sabu thik hoi jiba 😅😅😅😅

  • @bhagabanpradhan7500
    @bhagabanpradhan7500 5 หลายเดือนก่อน

    Thanks mam
    Amiti wife bhagyare thile mile kete lnnosent

  • @sudhanshusekhardas6741
    @sudhanshusekhardas6741 2 ปีที่แล้ว

    ବା ବା ରେ ପରିବାର ନଷ୍ଟ କରି ବା ପାଇଁ କିଏ ଅଛନ୍ତି
    ଛି ଛି
    ଯଦି ଏତେ ପାଲା ଚାଲି ଚି
    କେମିତି ସହି ଆପଣ ରହି ଆସୁଛନ୍ତି

  • @abinashybehera3123
    @abinashybehera3123 2 ปีที่แล้ว

    Alana madam bahut vala boli Jana paduchhanti. Really I love you too

  • @johanrana2810
    @johanrana2810 2 ปีที่แล้ว +5

    A jheya dekhibaku sundar au senserety achi ametika jheyaku chaduchi baya

  • @AKNandy-bb8pr
    @AKNandy-bb8pr 2 ปีที่แล้ว +1

    Parents should settle this dispute. Bhauja is mother like. Please do not behave like animals.

  • @DebasmitaMohanty-t5x
    @DebasmitaMohanty-t5x 5 หลายเดือนก่อน

    That's why Swami Vivekananda,Aditya nath Yogi,Atal bihari vajpayee,Naveen Patnaik and many more are very lucky😂😂😂😂😂

  • @bikramdey9006
    @bikramdey9006 2 ปีที่แล้ว

    Jay Jagannath 🙏🙏🙏

  • @Aratigouda-u4f
    @Aratigouda-u4f 22 วันที่ผ่านมา

    ଆଜି କାଲି ର ସ୍ୱାମୀ କୁ ବିଶ୍ୱାସ ନାହିଁ

  • @papakipari2045
    @papakipari2045 2 ปีที่แล้ว

    Be strong

  • @ସଚେତନନାଗରିକ
    @ସଚେତନନାଗରିକ 2 ปีที่แล้ว

    ଏ ମହିଳା କେଉଁ ଧର୍ମ ସମ୍ପ୍ରଦାୟର ରାଣ୍ଡୁଆ ସହିତ ବାହାଘର କରି ଆଜି ହଇରାଣ ହରକତ ହେଉଛି ?
    ୧. ଆଦିବାସୀ ୨.ହରିଜନ ୩. ମୁସଲିମ ୪. ଶିଖ
    ସଠିକ୍ ଉତ୍ତର ଦିଅନ୍ତୁ

  • @rameshroutray5363
    @rameshroutray5363 2 ปีที่แล้ว

    Public take action against the conflict

  • @saradaswain7600
    @saradaswain7600 5 หลายเดือนก่อน

    Both parties should consider. One side complaint shouldn't come in Media.

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ସେହି ମୁର୍ଖଅଲଜ୍ଜାକୁ ପଚାର ଭାଉଜ ଆଉ ମା ମଧ୍ୟରେକଣ ତଫାତ।ଭାଉଜ କୁ ଧରିଛି ମାକୁ କଣ ପାଇଁ ଛାଡୁଛୁ

  • @SONI_SONA
    @SONI_SONA 2 ปีที่แล้ว

    Ki juga hela . He prabhu uthei nia. Ei vali papi mananku

  • @mrarakhita
    @mrarakhita 2 ปีที่แล้ว

    ଭାଉଜ ବା ମା ସହ ସମାନ...but ଭାଉଜ ପୁରା ଟ ମାର୍କେଟ ଘଣ୍ଟୁଛୀ କଣ ପାଇଁ

  • @gagalgagal2337
    @gagalgagal2337 2 ปีที่แล้ว

    ଭାଉଜ ପ୍ରେମ ଭୋଡକା ସ୍ତ୍ରୀ ପ୍ରେମ ଆସ୍କାପଟି 😜

  • @gurucharansahoo9577
    @gurucharansahoo9577 2 ปีที่แล้ว +1

    ସମସ୍ତେ ଖରାପ ତୁ ପୁରା ସତୀ ସାବିତ୍ରୀ ଟା 🤔🤔😀😀

  • @chhatish7199
    @chhatish7199 2 ปีที่แล้ว +4

    Bada dukh aye re bhai. 😭😭😭😭

  • @pramodjhankar9720
    @pramodjhankar9720 2 ปีที่แล้ว

    ଦୁଇ ଟି ଗାଡ଼ି କୁ ଗୋଟିଏ ଡ୍ରାଇଭର

  • @arogyaBira
    @arogyaBira หลายเดือนก่อน

    ଏଇ ଝିଅଟି ନ ରହି ଚାଲିଯିବା ଭଲ hebo

  • @AshokKumar-sk4yy
    @AshokKumar-sk4yy 2 ปีที่แล้ว

    ମାଗିହା ମିଡ଼ିଆ ଲୋକ ଘରେ ପଶି ପଶି news ବନେ ଇଲେଣି ମୁଁ କାଲି ରାତି ପଡିସା ଘର ଭାଉଜ କୁ ଗେହିଁଲି ତା ସ୍ୱାମୀ ମଦ ପିଇକି ସୁଇଲା ବେଳେ ଆସ news ବନେଇବ କେମିତି ଗେହିଲି କେମିତି ସେ ଭାଉଜ ର ଛାଡ଼ି ଖୋଲିଲି କେତେ ବଡ଼ ବଡ଼ ଧୁଧ କେତେ ଜୋର ରେ ଗେହିଁଲି ଆଉ କେତେ ଜୋର ରେ ଭାଉଜ ଚିଲେଇଲା କେତେ ସମୟ ଯାଏଁ ଗେହିଲି ସବୁ କହିବି ବିଦ୍ୟା ରାଣ ଆସ

  • @dasndas2535
    @dasndas2535 2 ปีที่แล้ว +4

    ସବୁ ଆଡେ ଏହିନିଳା

  • @ranjtsuryakanta6592
    @ranjtsuryakanta6592 2 ปีที่แล้ว +8

    Bhauja prema mithaa stree alooo bharata 🤣🤣🤣🤣🤣

  • @umakantapradhan9739
    @umakantapradhan9739 2 ปีที่แล้ว +4

    Emiti khabara suni Munda kharap hei jauchi emane jaha bi karuthile supreme court bi emanaku license die dela

  • @sorojjena7330
    @sorojjena7330 2 ปีที่แล้ว

    Omm

  • @sarojkumaramat2715
    @sarojkumaramat2715 2 ปีที่แล้ว

    ,ସଳ। କୁ ଖାଇବାରେ ଵିଷ ଦିଅ

  • @rudranarayanmohanty6129
    @rudranarayanmohanty6129 2 ปีที่แล้ว

    ଫାଲତୁ କଥା , ଏ ଜଣେ ବଦମାସ
    ମିଛ କଥା କହି ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି

  • @raghunathdeep7109
    @raghunathdeep7109 2 ปีที่แล้ว

    Jay jay Bhim nomo buddhay 🙏🙏🙏

  • @arnapurnam
    @arnapurnam 2 ปีที่แล้ว +1

    Kn chalichi e dunia re epate tunguru sepate esabu news

    • @sunilbarik2495
      @sunilbarik2495 2 ปีที่แล้ว

      Actually tunguru ku dhanyabad daba katha ta pain jete sabu aliya ghara duara muhare jama heithila ebe baharaku aauchi.

  • @rameshkuamr6155
    @rameshkuamr6155 2 ปีที่แล้ว

    Habit cannot be change .

  • @m.csahoo7011
    @m.csahoo7011 2 ปีที่แล้ว

    Jesa ku te sa kara .se tik bata ku asijiba .tame Tama hb .agare au gote pua sahita .katha hua love meter ra .se jani le tik bata ku asijiba 🙏🙏🙏

  • @santoshkumarmishra2620
    @santoshkumarmishra2620 4 หลายเดือนก่อน

    ତୁମେ ଦିଅର ସାଥିରେ ସଂପର୍କ ରଖ

  • @rajkumardash611
    @rajkumardash611 2 ปีที่แล้ว

    ନାରାୟଣ ନାରାୟଣ ନାରାୟଣ

  • @rutuparna7238
    @rutuparna7238 2 ปีที่แล้ว +1

    Kouthu pauchanti media bala emiti news mane ajab

  • @sangita99656
    @sangita99656 4 หลายเดือนก่อน

    Same story

  • @Saindian
    @Saindian 7 หลายเดือนก่อน

    ଭାଉଜ ପ୍ରେମ ମିଠା ପରେ ଗାଣ୍ଡି ମରା 😂😁

  • @amarendrabehera2049
    @amarendrabehera2049 2 ปีที่แล้ว

    👍👍👍

  • @devbhoi5980
    @devbhoi5980 2 ปีที่แล้ว

    Yes

  • @jitendrasutar8845
    @jitendrasutar8845 2 ปีที่แล้ว

    ଦୁନିଆ ଏତେ develop ହେଲାଣି ଦୁନିଆ ଆଉ ତୁମେ କହୁଛ କଣ ଭିଡ଼ିଓ ବନାଇ ଛାଡିଦିଅ

  • @milansahoo7621
    @milansahoo7621 2 ปีที่แล้ว

    ମାଡି ଚାଲ

  • @prasantahota6659
    @prasantahota6659 2 ปีที่แล้ว

    Nothing is permanent here.

  • @laxmikantabiswal3131
    @laxmikantabiswal3131 2 ปีที่แล้ว +3

    ଯଦି ଛାଲୁଛି ଚାଲିବା ପାଇଁ ଦିଏ

  • @birakishoresahoo3080
    @birakishoresahoo3080 2 ปีที่แล้ว +1

    Request some Mahila sanghathan of locality to interfere in the issue n solve the problem through councelling all members of the family.

  • @chaitanyabhoi3751
    @chaitanyabhoi3751 2 ปีที่แล้ว +9

    ବାଣ୍ଡ... ବିଆ... ରେ ଶେଷ ହେବ କଳି ଯୁଗ

  • @Sunia.ca-ndy_9438
    @Sunia.ca-ndy_9438 2 ปีที่แล้ว +4

    Na mu aau kebe life re marriage karibini, aparii video dekhi dekhiii munda tina helannniiiii

  • @pakalasaho2772
    @pakalasaho2772 2 ปีที่แล้ว

    OK alright

  • @sobhaginiswain5664
    @sobhaginiswain5664 2 ปีที่แล้ว

    Vala

  • @bindusagar9315
    @bindusagar9315 2 ปีที่แล้ว

    ଆଉ ଡାଲି ପାମ୍ପଡ ଭାତ ତାପରେ ମିଠା ନା

  • @niharikasahu3926
    @niharikasahu3926 4 หลายเดือนก่อน

    Mo husband au mo Saha v mti Kariba pain mo shashu ghara loke kuchakranta karithile.but ebe ame ghara chhadik bahare rahuchhu

  • @balajikumardash1705
    @balajikumardash1705 2 ปีที่แล้ว +1

    Jhiaku nyayo milu

  • @maheshmohanty6205
    @maheshmohanty6205 2 ปีที่แล้ว +1

    Sooo inocenty wife...🙄🙄🙄

  • @jyotsnamohanty945
    @jyotsnamohanty945 2 ปีที่แล้ว

    Ebhali manisaku immediately divorce deidia didi......
    Tume jete jaha kalebi ebhali loka kebe change hebeni....

  • @santosdas3235
    @santosdas3235 2 ปีที่แล้ว

    Tame semiti alaga ade khusi hauna ta pare swami bataku asiba

  • @subratmohapatra638
    @subratmohapatra638 2 ปีที่แล้ว

    ଏ ମାଗିହା ମିଛ କୋହୁଛି,,ତୁ ମାଗୀହା ଗାନଡି ମୋରା

  • @shisirabehera5740
    @shisirabehera5740 2 ปีที่แล้ว +1

    Odisha ra govt kichhi action neba darkar , bahut natak emiti chalilani

  • @sanjayakumarsahoo3531
    @sanjayakumarsahoo3531 5 หลายเดือนก่อน

    He god help This woman

  • @akshay.291
    @akshay.291 2 ปีที่แล้ว

    Ye ki duniya bhagaban mu kichhi bujhiparuni..

  • @sobhaginiswain5664
    @sobhaginiswain5664 2 ปีที่แล้ว

    Odisha mati re misiba

  • @mukundakachhap7329
    @mukundakachhap7329 2 ปีที่แล้ว +2

    ଭାଉଜ ଙ୍କୁ ଡାକ ସବୁ କଥା ସାମ୍ନାକୁ ଆସିବ
    ଆଉ ତୁ ବି ଟିକେ ପଇସା ବାଲା ପରି ଦେଖେଇ ହେଉଛୁ ଭାଉଜ ଗରିବ ବୋଲି ତୁଇ ନିଚ ଦ୍ଵୁଷ୍ଟି ରେ ଦେଖେନା

  • @sasmitavlog1532
    @sasmitavlog1532 2 ปีที่แล้ว +1

    Tanka muhaku dekhi jana paduchhi madam sata kahuchhanti

  • @JayaMeher-b5x
    @JayaMeher-b5x 5 หลายเดือนก่อน

    ଭଉଣୀ ତୁମ ବାପଘରକୁ ଜାଅ

  • @thakurmajhi6543
    @thakurmajhi6543 2 ปีที่แล้ว +1

    ସେ ସଳାର ବାଣ୍ଡ କାଟିଦିଅ ଠିକ୍ ମିଠା ଲାଗିବ ନା କଣ???Answer please

  • @babitasoy
    @babitasoy 2 ปีที่แล้ว +4

    Ehiti jhia bhala thile puaa kharap puaa bhala thile jhiaa kharap kahaku kahibu

    • @bapibapi1817
      @bapibapi1817 2 ปีที่แล้ว

      ସତରେ madam ଏମିତି ସବୁ news ଶୁଣି ଶୁଣି ଆଉ ବାହା ହେବା କୁ ଇଛା ହଉନି ଏଠି କାହା ଉପରେ ବିଶ୍ୱାସ କରିବା ବଡ଼ ମୁସ୍କିଲ୍ ହେଇ ଗଲାଣି

    • @sunilbarik2495
      @sunilbarik2495 2 ปีที่แล้ว

      Opposite attract.

    • @sunilbarik2495
      @sunilbarik2495 2 ปีที่แล้ว

      Jahara bhul tanku kahibe. Sabu pua kimba sabu jhianku gotie nikiti re tauliba thik nuhan.