Balia Kanduchi Bada Dandare , ବଳିଆ କାନ୍ଦୁଛି ବଡଦାଣ୍ଡ ରେ ,

แชร์
ฝัง
  • เผยแพร่เมื่อ 26 พ.ย. 2024

ความคิดเห็น • 86

  • @kalkicreations9459
    @kalkicreations9459 ปีที่แล้ว +44

    ଏତେ ଦୁଃଖ ଭରା ନାଟକ, ଦେଖୁ ଦେଖୁ ଖାଲି ଆଖିରୁ ଲୁହ ଆସି ଯାଉ ଥାଏ. ଏତେ ହୃଦୟ ସ୍ପର୍ଶି ଯାତ୍ରା ଆଗରୁ ବୋଧେ ଦେଖି ନଥିଲି. ଗୌର ପାଢ଼ୀ (ବଳିଆ ଚରିତ୍ର )ଙ୍କ ଅଭିନୟ ଅତି ଉଚ୍ଚ କୋଟିର. 🙏🙏🙏🙏🙏🙏

  • @sukadev2515
    @sukadev2515 ปีที่แล้ว +6

    ଜୟ ଜଗନ୍ନାଥ ଙ୍କ ମହିମା ଧର୍ମର ଅପାର ମହିମା । ଜୟ ଜଗନ୍ନାଥ।

  • @sukadev2515
    @sukadev2515 ปีที่แล้ว +3

    ଜୟ ଵଡଦାଣ୍ଣର କାଦୁଛି ବଳଦେଵ I
    I Love you all 🎉🙏

  • @ajayjena6370
    @ajayjena6370 ปีที่แล้ว +4

    Jatra super hit aji kali movie kichhi nuhe jatra share sotry nice👍👍👍 handsome hero chanda junior super nice hero

  • @Baladev7894
    @Baladev7894 10 หลายเดือนก่อน +1

    Nice jatra pura bicitra dukha

  • @raja4645Puja
    @raja4645Puja 10 หลายเดือนก่อน +2

    ❤❤❤❤❤

  • @nirmalkaran2501
    @nirmalkaran2501 ปีที่แล้ว +2

    Very very nice jatra continue with all acti

  • @PRITAMJENA.2004
    @PRITAMJENA.2004 ปีที่แล้ว +3

    Badhia yatra👌👌

  • @prasannaKumarmishra-q8r
    @prasannaKumarmishra-q8r ปีที่แล้ว +6

    Beautiful Story ❤️
    Jay jagannath

  • @Kabisahu-go5mx
    @Kabisahu-go5mx ปีที่แล้ว +2

    Nice story

  • @MRSIPUN143
    @MRSIPUN143 ปีที่แล้ว +2

    Bahut sundar nataka

  • @bhagirathimalik8585
    @bhagirathimalik8585 ปีที่แล้ว +2

    Super tupar jetra

  • @sarojsamal5988
    @sarojsamal5988 ปีที่แล้ว +4

    Jay Jagannath Mahapravu Maa Laxmidevi

  • @GobindaChandra-zz5ud
    @GobindaChandra-zz5ud 9 หลายเดือนก่อน +1

    😊
    😊

  • @sukadev2515
    @sukadev2515 ปีที่แล้ว +4

    ଅନ୍ୟ ଆଷୀ ରୁ ଲୁହ ପୋଛିଦେଲେ ନା ନିଜ ଆଖି ଆପେ ଆପେ ଦୂର ହୁଅଈ ନିଜର ଲୁହ । ଜଗନ୍ନାଥ ଆପଣଙ୍କର ମଂଗଳ କରିଥାଆନ୍ତି।🎉❤🙏🗽

  • @MRSIPUN143
    @MRSIPUN143 ปีที่แล้ว +3

    Hruday sparshi 😢

  • @bibhutibhushanpradhan4130
    @bibhutibhushanpradhan4130 ปีที่แล้ว +2

    Bhari manachhuaa nataka

  • @bmlearningcreation
    @bmlearningcreation 2 ปีที่แล้ว +12

    ଯାହା ହେଉ,
    ଏକ ନାମୀଦାମୀ ଅପେରା ପାର୍ଟି ଦ୍ଵାରା ପ୍ରସ୍ତୁତ ଅନେକ ଦିନର ପୁରୁଣା ନାଟକ "ବଡ଼ଦାଣ୍ଡ ପୁରୀ" ପୁଣି ଥରେ ନୂଆ ନାଁ " ବଳିଆ କାନ୍ଦୁଛି ବଡ଼ଦାଣ୍ଡରେରେ "ଅପେରା ସ୍ୱର୍ଣ୍ଣ ମନ୍ଦିର" ପ୍ରସ୍ତୁତ କରିଛି । ଜଣାପଡୁନି,ଏଇଟା ଯାତ୍ରା ପାର୍ଟିର ପୁରୁଣା ଯାତ୍ରା ପ୍ରତି ପାର୍ଟିର ମହାନୁଭବତା ନା ପୁଣିଥରେ ସେଇ ପେଟ୍ରୋମାକ୍ସ ଲାଇଟ୍ ରେ ଅଭିନୟ କରିବାର ନିଆରା,ଦୁର୍ବାର ଆବେଗ ହାତ ଧରି ବାଟ କଢେଇ ନେଉନି ତ !
    ଜୟ କଳା ।

    • @janardanpanda1228
      @janardanpanda1228 ปีที่แล้ว +1

      ଏଇଟା ସତ ଯେ, କିନ୍ତୁ " ବଡ଼ ଦାଣ୍ଡ ପୁରୀ " ନାଟକରେ ମଝିରେ ମଝିରେ seen ଅନୁସାରେ ପୁରୁଣା ଭଜନ ମାନଙ୍କର ଗୋଟିଏ ଲେଖାଏଁ ପଦ ଆଣି ଯୋଡ଼ା ଯାଇଛି,, ଏକଥା ଆପଣ ଲକ୍ଷ୍ୟ କରିଛନ୍ତି କି ନାହିଁ... ଯଦି ଏଥିରେ ବି ତାକୁ ଅନୁସରଣ କରି ସେମିତି କରାଯାଇଥାନ୍ତା ତେବେ ଆହୁରି ଭଲ ଲାଗିଥାନ୍ତା...

    • @balaramsethisethi4557
      @balaramsethisethi4557 ปีที่แล้ว +1

      10q

    • @balaramsethisethi4557
      @balaramsethisethi4557 ปีที่แล้ว +1

      1àlq

  • @Bikash86372
    @Bikash86372 ปีที่แล้ว +2

    ନାଟକ ବହୁତ୍ ଭଲ ଥିଲା କିନ୍ତୁ ନାଟକ ର ମୋଡ଼ ଆଉ ଟିକେ change ହେବାର ଥିଲା।କାରଣ ବଳିଆ ଆଉ କାଳୀ ଙ୍କ ସମ୍ପର୍କ ଜଣା ପଡିଲା ନାହିଁ । ଯଦି ବଳିଆ ଆଉ କାଳୀ ଙ୍କ ଭିତରେ ଯଦି ଖରାପ୍ relationship ନଥିଲା ତେବେ ଶେଷ ସମୟରେ ସେମାନେ ସମସ୍ତଙ୍କୁ କହିବାର ଥିଲା l ଆଉ ଯଦି ସେମାନଙ୍କ ଭିତରେ ଖରାପ୍ relaton ଥିଲା ତେବେ ପୁଅ ର ବାପା marrige ପ୍ରସ୍ତାବ କୁ ଭାଙ୍ଗି କିଛି ଭୁଲ୍ କରିନାହାନ୍ତି।
    କାରଣ ମୋତେ ତ ଲାଗୁଛି ଯେ ବଳିଆ ଆଉ କାଳୀ ସେଦିନ ହୋଟେଲ ରେ କିଛି ଖରାପ୍ କାମ କରିଥିଲେ କାରଣ ଯୋଉଥୀ ପାଇଁ ବଳିଆ କାଳୀ କୁ ଆଉ କାହା ସହ ବିବାହ ଦେବାକୁ ଆଉ କାଳୀ ଅନ୍ୟ କାହାକୁ ବିବାହ କରିବାକୁ ଇଚ୍ଛା କରିନଥିଲେ

  • @trilochanmohanty6563
    @trilochanmohanty6563 ปีที่แล้ว +2

    🙏🙏🙏🙏🙏🙏🙏🙏

  • @rayenshsoumya6039
    @rayenshsoumya6039 ปีที่แล้ว +2

    j

  • @biranchinarayanapati8207
    @biranchinarayanapati8207 ปีที่แล้ว +2

    👌👌

  • @pabitradas6652
    @pabitradas6652 ปีที่แล้ว +2

    Prathame is ik a na

  • @adityasahoo930
    @adityasahoo930 ปีที่แล้ว +3

    00000