Padma Shri Jitendra Haripal Seeks Help As Incessant Rain Damages His House
ฝัง
- เผยแพร่เมื่อ 5 ก.ย. 2024
- Padma Shri Jitendra Haripal Seeks Help As Incessant Rain Damages His House
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: live.odishatv.in/
TH-cam: goo.gl/Ehz6OP
Facebook: / otvnews
OTV English Facebook : / otvenglish
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଓଡ଼ିଶାର ଗର୍ବ ଗୌରବ ଆଜି ବେସାହାରା, ଧନ୍ୟ ଏ ସରକାର ଧିକ ତୋ ଶାସନ ଧିକ, ଏ ଭାଇ ଆଉ ତାଙ୍କ ଅନୁଷ୍ଠାନକୁ ମୋର ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା, ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ
Right
ସତ୍ କଥା
Right
instablaster.
ଜିତେନ୍ଦ୍ର ହରିପାଳ ସାରଙ୍କର ରଙ୍ଗବତୀ ଗୀତ ସମସ୍ତଙ୍କର ହୃଦୟରେ ପଶିଲା ....କିନ୍ତୁ ଜିତେନ୍ଦ୍ର ହରିପାଳ ଙ୍କ ହୃଦୟର ଦୁଖ୍ହ କାହାକୁ ଦେଖା ଦେଇନି ...ଏ ପର୍ଯ୍ୟନ୍ତ ସାହାଯ୍ୟ କରି ଥିବା ଭାଇ ମାନଙ୍କୁ ଧନ୍ୟବାଦ ! ... Govt. ? Paschim Odisha Vikas Parishad ?
ବିଜୁ ପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହା ପାଇଁ ହେଇଛି ?
Parti lokanaka pain heichi
Biju pakka ghara gote apply kari dekha bhai jani jiba
Neta mankar lagi dada
BJD party servant manaka painiki heichhi
ବିଜୁ ପକ୍କାଘର ଇଣ୍ଡୋନେସିଆରେ ଲାଗୁ ଅଛି
ଓଡିଶା ରେ ନାହିଁ
Inspirational step by Mahanadi Association 🙏🙏🙏🙏🙏🙏❤️❤️😘😘😘😘
... atleast ଏନ୍ତା ବ୍ୟକ୍ତିଙ୍କୁଁ, ଯେନ୍ମାନ୍କର୍ ଲାଗିଁ ଓଡ଼ିଶା ଆର୍ ଭାରତ୍ ଗର୍ବିତ୍ ଆଏ, କମ୍ଟା ସର୍କାର୍ ବନେ ଘର୍ ଟିକେ ସାହାଯ୍ୟ କର୍ବାର୍ କଥା 🙏🙏🙏
ଭାଇମାନ ଭଗବାନ ତୁମମାନଙ୍କୁ ମଂଗଲକରୁ
ତମର ସୂଦୂଢ ଚିନ୍ତା ଆମ ପାଇଁ ଗର୍ବ ଏବଂ ଗୌରବ ମତେ ବହୁତ ଖୁସି ଲାଗୁ ଛି
ତମର ସୁ ଚିନ୍ତା ଏବଂ ପରିଶ୍ରମ
ପ୍ରକୃତ ମଣିଷ ସେବା ହିଁ ଇଶୂର ସେବା
Sir you are great, I salute you ,you are not corona fighter but also life struggler & one type of courager of our citizens 🙏🙏He needs government help
Prabhu Jagannath appana manka mangala karantu 🙏🙏🙏
E Otv ta khali news dekhi ki pasa kamala ho sahajaya nai Kari parta kichi hele✍️
Thank you all members of mahanadi association Chennai and most welcome to sir who has met jitendra ji the padmashri awardee
ଭଗବାନ୍ ସାର୍ ଙ୍କୁ ସହାୟ ହୁଅନ୍ତୁ 🙏🙏🙏
Eie heuchanti sachhot manisa 🙏🏻🙏🏻🙏🏻
Hmm
ଏତେ ବଡ଼ କଳାକାର ଆଜି ଏଭଳି ଦୟନୀୟ ଅବସ୍ଥାରେ ! ସରକାର ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ।
Great Jitendra haripal sir
Great mahanadi Group
Salute.... ❤🧡💚💚💙💜💜
बहुत ही दुखद घटना है 😪😪😪
ओडिशा सरकार से विनती है कि पद्मश्री जितेन्द्र हरिपाल जी की मदद करे!
Great job Mahanadi members💯🙏🙏
Great job thanks for helping
Great work bhi
ଲଜ୍ଜା !!! ଏ କଣ ଆମ ସଂସ୍କୃତିର ବର୍ତ୍ତାବହ ଙ୍କ ପ୍ରତି ସମ୍ମାନ, ଜଣଙ୍କୁ ପୁରସ୍କୃତ କରିଦେଲେ ପେଟ ପୁରିଯାଏନି। ଆଜିର ସମାଜରେ ଗୁରୁଙ୍କୁ ଏଭଳି ସମ୍ମାନ ଦିଆଯାଉଛି ଏ ଘଟଣାରୁ ଅନୁମେୟ। ସରକାରଙ୍କୁ ଅନୁରୋଧ ଖାଲି ପ୍ରଚାର ପ୍ରସାରରେ ମଜ୍ଜି ନଯାଇ ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତୁ। ଖାଇବାକୁ ନଦେଲେ ନାହିଁ ଅନ୍ତତଃ ଆଶ୍ରୟ ପାଇଁ ଘରଟେ ଅତି ଶୀଘ୍ର ଯୋଗାଇ ଦିଅନ୍ତୁ। ହରିପାଲ ଆଜ୍ଞା ଜଣେ ସ୍ୱାଭିମାନି ମଣିଷ ସେ କେବେ ମଧ୍ୟ ସରକାରଙ୍କୁ ନିଜ ଦୁଃଖ ବିଷୟରେ କହିନାହାନ୍ତି। ଆମେ ନିଜେ ହୃଦବୋଧ କରି ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା କଥା। ତେବେ ଯାଇ ଆମ ସମାଜ ପ୍ରତି ଗୋଟେ କଳାକାର ପ୍ରତି ସମ୍ମାନବୋଧ ହେବ ଆଉ ଆମ ସଂସ୍କୃତିର ବିକାଶରେ ସହାୟକ ହେବ।
Great job
ପଦ୍ମ ଶ୍ରୀ ଜିତେନ୍ଦ୍ର ହରପାଲ୍ ଭଳି ଓଡ଼ିଶା ସଙ୍ଗୀତ କଳା ରେ ଜାତୀୟତା ଗୌରବ ହାସଲ ବ୍ୟକ୍ତି ଙ୍କ ଭାସ ଗୃହ ସତରେ ଭଙ୍ଗା ଘର । ନିଜ ଆର୍ଥିକ ସମ୍ବଲତା କୁ ନେଇ ଭାବବିଭର ହୋଇ ରଙ୍ଗବତୀ ଗୀତ ରଚନା ରେ ନିଜ ସଙ୍ଗୀତ କଳା କୃତିତ୍ୱ ଜ୍ଞାନ କୁ ଭଙ୍ଗା ଘରେ ଚକା ଜହ୍ନ ରେ ଶବ୍ଦ ଯୋଡ଼ି ଲୋକ ଲଚନକୁ ଆଣିବା ଦୃଶ୍ୟ ବିରୋଳ , ଆମ ରାଜ୍ୟ ସରକାର ଙ୍କ ତରଫରୁ ତୁରନ୍ତ ଭାସ ଗୃହ ଯୋଗେଇବାକୁ ନିବେଦନ ।
Real singer great singer I am proud to you sir
Shivashis bro good good job keep it up 👍
Super songs 👍👍👍👍👍👍
Congratulations for your .,such type of helping minds
Akhire luha asigala😭😭😭...chhi chhi re nabeen sarkar
Maa samlei Sahara Saha haun ♥️♥️♥️
Jai Maa samlei
Dunian re amiti b loka achhanti jaumane anya dukha re dukhi,,, very very thanks bhai,,, god bless you,,,
ସରକାର ତ ତାଙ୍କୁ ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ କଲେ କିନ୍ତୁ ପଦ୍ମକୁ ସୁରକ୍ଷିତ ରୋଖିବାର ବ୍ୟବସ୍ଥା କରିପାରିଲେନି। କଣ ସରକାରଙ୍କର ଏହି ଅଦ୍ଭୁତ ପ୍ରତିଭା ପ୍ରତି କିଛି ଉତ୍ତରଦାୟିତ୍ଵ ନାହିଁ। ସରକାରଙ୍କର ଏତେ ନିପୁଣ ନେତା/କର୍ମଚାରୀ ଥାଉ ଥାଉ ଏ ବିସ୍ମୟ କିପରି ତାହା ବୁଝି ହେଉନାହିଁ।
Good job tnqs God bless you all
Jai maa samleiswri God bless you 🙏🙏🙏🙏
Thanku sar
Great work subashis Bhai
Great job bhai ae vali sahajya karantu bahut badhia salot bhai mana nku
ରଙ୍ଗବତୀ ଗୀତ best of best
Good job...bhai bahut khusi lagla tumar milita anustan ta bajaerakhu maa samlae 🙏🙏🙏🙏🙏🙏🙏🙏
Thanks Bhai for your help 🙏
Odisha ra swachha sarakar 🙏🙏🙏🙏🙏haaaaa
Great man great work mind-blowing bro outstanding god help u
Sarkar kichi kamr nuhe bekar aae
ଦାଦା ନମସ୍କାର ଆପଣ ମାନଙ୍କର ଏହି ଭଳି କାର୍ଯ୍ୟ ସଫଳ ହେଉ ଏଇଟା ହେଉଛି ଭଗବାନ ପାଖରେ ମୋର ବିନମ୍ର ଅନୁରୋଧ ଦାଦା ଯେନ ଭଳିଆ ଆମର ଗୁରୁ ଜିତେନ୍ଦ୍ର ମହାଶୟ କେ ଆପଣ ମାନେ ସାହାଯ୍ୟ କରିଛନ୍ତି ଭଗବାନ ଆପଣ ମାନଙ୍କ ମଧ୍ୟ ଭଲ କରିବେ ... pooja sambalpuri singer sinapali odisha
THANKu bhai
Thanks bhai, abe bi manisa pania banchiki achhi. Jay Jagannath.
My favorite singer
So🌹sad🌹🙏
Love you bro & ur team
Best of the Best.Dada.Salute He
Thanks bhai and oTv
sir great ho tum
Thank you sir
Thank u Mahanadi association
Bhai manku mor 🙏🙏🙏🙏🙏
ଆମେ ମଧ୍ୟ ହେଲ୍ପ କରିବା ପାଇଁ ଚାହୁଁଛୁ କେମିତି contact କରିବୁ। Please say my honorable OTV.
Yes his mob no is available..👍
@@devilkaran6878 please dia
@@ashishkusum6604 tm mob comments re send kara.......call kariki tm ku deidebi
Great Job sir I salute you
ଆମ ସରକାର ଙ୍କୁ ଧନ୍ୟବାଦ
ଭଗବାନ ତୁମର ମନଗଲ କରୁ ଭାଇ. ଆଉ ସରକାର ଟିକେ ଦେଖୁ ଆଉ ସିଖୁ
Bala Sarkar
1 no laguchhe very nice
Proud fil sir
Good job sir mahanadi all member's
Bahut bhal kaam Bhai tumku juhar
Really dil se dada Salute
Great work bhai help karithiba Ru koti pranam
OTV.......Ama.......tv
ଚେନାଇ ର ମହାନଦୀ foundation ର ସମସ୍ତ ସଭ୍ଯ ମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ସ୍ଵାଗତ.. ଜଗନ୍ନାଥ ସବୁ ଭାଇ ମାନଙ୍କୁ ସୁସ୍ଥ ରେ ରଖନ୍ତୁ.. ବନ୍ଦେ ଉତ୍କଳ ଜନନୀ
Thank you bhai
Jai maa samlei god bless u sir
😭😭😭😭 really heart touching
ବହୁତ ଦୁଃଖ ର ବିଷୟ 😭ସରକାର ଯଥାଶୀଘ୍ର ପଦକ୍ଷେପ ନିଅନ୍ତୁ
Tnx bro aapnku BHT bht bht dhanybad🙏
ଏଭଳି ଅନେକ କଳାକାର , ଶିଳ୍ପୀ ଅଛନ୍ତି ପ୍ରତିଟି ସମୟରେ ଜୀବନ ଆଉ ଜୀବିକା ସହ ଯୁଝି ରହୁଛନ୍ତି ...
ଆଉ ଆମେ ତାଙ୍କ ମାଧୁର୍ଯ୍ଯଭରା କଳାକୁ ଉପଭଗ କରି ଚାଲିଥାଉ ...
କଦାପି କଳାର ସ୍ରଷ୍ଟାଙ୍କୁ ଆମେ ଜାଣିବା ପାଇଁ ମନ କରିନଥାଉ...
Right Sir 🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿 right Sir 🙏🏿🙏🏿🙏🏿🙏🏿 Sir right
You are great hero
ଧନ୍ୟବାଦ ଦାଦା ଦିଲ ଖୁସହେଇଗଲା 🙏🙏🙏🙏🙏
I salute you brother
. Good job💯👍
Thank u for helping
Sethika Mla MP sarpanch jilha prasasana Kn karuchanti thank you otv
Thik kahila bhai
God bless you sir
Proud of you bhai
Good job!!!
Great salute to Doners
God apanaku sabu bele bhala re rakhantu atiki parthana
🙏🙏🙏🙏🙏 haripal sir .. Bohut dukhar katha 😥😥
*😭amar KOSHAL ra star mankar enta PARISTHITI*
Henta Bo pila Kana au karma e ta Sambalpur
Very good haripal brother
Good job mere bhai
Odisha govt help him
Jay jagannath
God bless you Bhai
ଓଡ଼ିଶାର କଳାକାରଙ୍କ ଏପରି ଦୁର୍ଦ୍ଦଶା ଦେଖି ଜଣେ କଳାକାର ଭାବେ ମୋତେ ଆଖିରୁ ଛଳ ଛଳ ଲୁହ ବହୁଛି , ହେ ଜଗନ୍ନାଥ ପରିତ୍ରାଣ କର । 🙏
Great man
Jay maa Samaleswari tume hi bharasa
God bless u bro
Sir🙏 jay Jagannath 🙏🐚😷🇮🇳
Jay Jagannath
କୋଶଳ ବାଶି ଲୋକଚହ୍ନିକରି ଭୋଟ ଦିଅ
ହଲଧର ନାଗ ଆଉ ଜିତେନ୍ଦ୍ର ହରିପାଲ ଭଲି
ଦେସର ଗୌରବ ଜେନମାନେ ,ସେମାନକୁ ଚିହ୍ନି ନାଇପାରଲା ମୁର୍ଖ ପ୍ରସାଷନ କାରଣ ଇମାନେ ପଶ୍ଚିମ ଓଡିଶାର ଲୋକ ।
ଦୁତିଚାନ୍ଦ ଗୋଲ୍ଡ ମେଡାଲ ଟେ ପାଏଲାଜେ ଟ୫ଲକ୍ଷ
ପୁରସ୍କାର ଦେଲା ଶାଙ୍ଗେ ପାଟିରେ ସାମିଲ ହେଇଗଲା
ଆଉ ଇମାନେ ଧାନ ଧୁକବେ ,
ନବିନ ର ବନାସ ନାଇହେବାରତକ ଓଡିଶା କେବେ
ଆଗକେ ନାଈ ବଢେ ,
ଜୟ କୋଶଳ
Maa samlei sabu bele saha hei thaun
Jai ho ..thanx bro subasis
Good jobs
God bless you... Bhi... 🙏🙏🙏
God bless you jitendra babu
This is the age of Business and Politics nothing is more important than 2 of these. So if the art is exist today then only because of the love , passion and dedication of true Artists.Audience plays a vital role for their cultural art but in our country basically in our State Odisha audiences are only interested in cheap and nonsense violative content though our State is culturally rich.
good job
Jay maa sureswari
🙏🙏🙏🙏