ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ବହୁତ ଦୁଃଖ ର ଘଟଣା ଏ ଥି ପ୍ରତି ସରକାର ଙ୍କର ସାହାଯ୍ୟ ନିହାତି ଦରକାର
ଆପଣ ମାନକର ଉପରେ ସବୁରହେଲା
@@MaheshBarihaଜୟ ଆଦିବାସୀ ସାହାଯ୍ୟ ନାହିଁ ମିଳେ ଆନ୍ଦୋଳନ କାରବାକେ ପଡିବ ଆଜ୍ଞା ଜୟ ଆଦିବାସୀ
@@Radheshyammallik8144ମୋର ଯାନବାରେ ସରକାରୀ ସାହାଯ୍ୟ ନିଶ୍ଚୟ ମୀଲବା। ଆନ୍ଦୋଳନ କରି ସମୟ ଆଉ ପଇସା ବର୍ବାଦ ନାଇ କରୁନ। ଯଦି ଆପଣ required documents ready କରିବା ରେ ସହଯୋଗ କରିବେ, ତାହେଲେ ଜଲଦି government compensation ମିଲିଯିବା। Proper documentation କଲେ ସୁନିଶ୍ଚିତ କ୍ଷତିପୂରଣ ଅର୍ଥ ମିଲବା।
ଚାବ୍ରିପାଲି ରେ ଆଗ ରୁ ବି ବହୁତ୍ ଘଟଣା ଘଟିଛି
Amen god bless you bhaiya
ଚାବ୍ରିପାଳି ଖାଲି ନୁହେଁ ବ୍ରାହ୍ମନି ଆଉ ହନୂପାଳି ରେ ବି ପୂର୍ବ ରୁ ଏଭଳି ଘଟଣା ଘଟିଛି,
ହେନକେ ଵୀ ଜିମା
ବହୁତ ଦୁଃଖ ଲାଗୁଛି! କିନ୍ତ ଏ କଥାବି ସତ ଯେ "" ମରେ ହରି ତ ରଖେ କିଏ '! ସେମାନଙ୍କ ଆମର ଆତ୍ମା ର ସଦଗତି ହେଉ!ସରକାରୀ କର୍ମ କର୍ତା ମାନଂକୁ ଅନୁରୋଧ ତାଙ୍କ ପରିବାର ଲୋକ କୁ ସରକାର ଙ୍କ ଠାରୁ ଉପଯୁକ୍ତ କ୍ଷତି ପୂରଣ ଦିଆଯାଉ 😢
ବହୁତ୍ ବଢିଆ କଥା ଟେ କହେଲେ
Dada Namaste 🙏 Black Screen Video Edit Apps Ken Aai Dada
ବୁଝି ନେଇ ପାରନୀ
@@MaheshBariha Start Animation Ho Dada🙏 Nuakhai Juhaar
ବହୁତ ଦୁଃଖର ବିଷୟ ଅୟେ 😢😢😢 ସେ ପରିବାର କୁ ଓଡିଶା ସରକାର ସାହାଯ୍ୟ କରିବା ର କଥା
ହଁ ଠିକ୍ କଥା କହିଲେ ଆଜ୍ଞା
❤❤❤❤❤very nice dada
Thank you so much 😀
Forest ବlଲେ ହାତୀ location track ନାଇ କରିବାର,ଫେର ବାହାଦୂରୀ,କାଇଁ କରମl, ଦେଶୀ ଲୋକ ଗାଁ ନ ନାଇ ରହିବେ ତ ଆର୍ କେନ ରହିବେ, ଜୟ ଜଗନ୍ନାଥ।
ବହୁତ୍ ଦୁଃଖ ର କଥା ହୋ
Congratulations....10k complete
🎉 thanku ହେଲେ ମୁଇଁ ଖୁସ୍ ନେଇନ୍
Sarakar sahajya karibe hele 1st hati k shoot karidia
ଠିକ୍ କହୁଛନ୍ତି ଆପଣ
ଵହୁତ ଦୁଃଖ ଘଟନା 😭😭
କେଁ କର୍ମା ଆଜ୍ଞା
ବହୁତ ଦୁଃଖ ର ଘଟଣା ଏ ...Sir 😔😢
ହଁ ଆଜ୍ଞା 😭
Bahut bahut dukhar katha ho dada😢
କେଁ କରମା ଭାଇ
ବହୁତ ଦୁଃଖର ଘଟଣା ସରକାର ଙ୍କ ତରଫ ରୁ ସରକାରୀ ସାହାଯ୍ୟ ଦରକାର
ଆପଣ ମାନେ ତାଙ୍କର ପାଖେ ଠିଆ ଉଠଲେ ଯେକ୍ ହେବା
Government ର provision achhe sure ମିଲବା।
Bahut bhal lagla dada Amar gaa pakhen e ghatna
hentake
Bahut.dukhatar.katha.dada.om.santi
କେଁ କର୍ମା କହ
Very nice
Thanks
Rest in peace 🙏🙏
yes broo
Bahut dukhat gjatana sir
ହଁ ଆଜ୍ଞା
Garib lokar bada dukh hai bhai
Sat katha angya
Kenga tame ho bhai
ତମେ ଯେ କେନ୍ ଗାଁ ହୋ ଦା
ଦାଦା ଭଲସେ ଟୀକେ ଚେସ୍ଟା କରୁନ ମୋର ବଡମା ବଡ ବାପା ଆଅନ ମୁ ନୀଯର ଘର୍ର ଆଏଁ ଦାଦା
କିଛିକିଛି ମିଲୁ ଦାଦା
ଶିଓର ବ୍ରଦର୍
Maridiya hati k ky dekhuch
ରାଜ୍ୟ ସରକାର ହଉ ବା କେନ୍ଦ୍ର ସରକାର ସମସ୍ତେ କହୁଛୁଛନ୍ତି ଆମେ ଜନସାଧାରଣ ପାଇଁ ଏଇଟା କଲୁ ସେଇଟା କଲୁ ହେଲେ ଆମେ ବୁଝି ପାରୁନାହୁଁ ଯେ ସରକାର ଏଇ ଗାଆଁ ପାଇଁ କଣ କଲେ, ଆପଣଙ୍କ ଭିଡିଓ ରୁ ମୁ ଦେଖିପରୁଛି ଯେ ଗାଁ ରେ କାହାରି ଇନ୍ଦ୍ରା ଆବାସ ନାହିଁ,, ମାଟି ଘର ହାତୀ ଭାଙ୍ଗି ଦେଲା,, ଇନ୍ଦ୍ରା ଆବାସ ଥିଲେ ଏତେ ବଡ ଘଟଣା ହାଇନଥନ୍ତା
ପୁରା ଠିକ କଥା କହିଲେ ଆଜ୍ଞା ମୁଇଁ ଆପଣଙ୍କ କଥାରେ ଏକ ମତ
bahut dukhara ghatana
ମୁଇ କାନ୍ଦିପକାନି
Dukhar khabar😢😢
ହଁ ତ
Ebe aau jaha kale kane hebba,itta jadi purba odisha re heu thita govt would never ignore it
ହେଟା ତ ଠିକ୍ କହୁଛଜେ ବାକି ଲୋକ ସଚେତନ ରହିବାର କଥା
Amar gaa ra dada
ହେନ୍ତା କେଁ
Bahut dukhar khabar😂😂😂😂😂😅😅😅😅😅
କେଁ କରମା
ଗଣେଶ, ଲକ୍ଷ୍ମୀଂକ ଆଶୀର୍ବାଦ ବୋଲି ହାତୀ କୁ ଆମେ ଭାବୁ। ଆଉ ବନ୍ୟ ଜୀବଜନ୍ତୁ ମାରିଲେ ସରକାର ଗିରଫ କରି କେତେ ଦଣ୍ଡ ଦେଉଛି।ଆଉ ସେମାନେ ମଣିଷ ମାରିଲେ କିଛି ଟଂକା ଦେଲେ ହେଲା। ଭକୁଆ ସରକାର।ଗେଜା ସରକାର। ଫାଲତୁ ବନ୍ୟ ନିୟମ। କିଛି ସଂଶୋଧନ ଶିଘ୍ର ଦରକାର।
ପୁରା ମନକେ ପାୟେଲା ଭଳିଆ କଥାଟେ କହେଳେ ଆଜ୍ଞା
Right katha
Bahut dukhar Katha ho
Ken gaa ra apan
କେନ୍ତା ହେଳାଯେ BROTHER
Yes
🎉10k
thank you
Bahut dukhar katha ho
କାଣା କର୍ମା କହ
ସରକାରି ବାହନ
😢😢😢
😂😭
He bhagwan aaru kahar nai henra ni haiau
କେଁ କରମା ବନ୍ଧୁ
Soj soj jiban nei gala Hari
ଦେଖୁଛତ ଦୁଃଖିର ଅବସ୍ଥା
Alekh mahima baiku daya kar
Nihati
Paisa ta jete dele b kam aaye but 1cr 're deun gov
thank you so much your feedback sir
Nice
Jen hati se ghar ra sansar k barbad kariche se hati k guli maridia aoo se paribar k sarkar tarf ru kichi sahjiya milu
Sior angya
Hati k dekhle guli Mari debar Katha
ମୁଇଁ ତମର କଥାରେ ଏକ ମତ
Dukha ra kathaa
ହଁ ବନ୍ଧୁ
Hati k mor adu full birod😈
Thanku😆😆😆
ବହୁତ ଦୁଃଖ ର ଘଟଣା ଏ ଥି ପ୍ରତି ସରକାର ଙ୍କର ସାହାଯ୍ୟ ନିହାତି ଦରକାର
ଆପଣ ମାନକର ଉପରେ ସବୁରହେଲା
@@MaheshBarihaଜୟ ଆଦିବାସୀ ସାହାଯ୍ୟ ନାହିଁ ମିଳେ ଆନ୍ଦୋଳନ କାରବାକେ ପଡିବ ଆଜ୍ଞା ଜୟ ଆଦିବାସୀ
@@Radheshyammallik8144ମୋର ଯାନବାରେ ସରକାରୀ ସାହାଯ୍ୟ ନିଶ୍ଚୟ ମୀଲବା। ଆନ୍ଦୋଳନ କରି ସମୟ ଆଉ ପଇସା ବର୍ବାଦ ନାଇ କରୁନ। ଯଦି ଆପଣ required documents ready କରିବା ରେ ସହଯୋଗ କରିବେ, ତାହେଲେ ଜଲଦି government compensation ମିଲିଯିବା। Proper documentation କଲେ ସୁନିଶ୍ଚିତ କ୍ଷତିପୂରଣ ଅର୍ଥ ମିଲବା।
ଚାବ୍ରିପାଲି ରେ ଆଗ ରୁ ବି ବହୁତ୍ ଘଟଣା ଘଟିଛି
Amen god bless you bhaiya
ଚାବ୍ରିପାଳି ଖାଲି ନୁହେଁ ବ୍ରାହ୍ମନି ଆଉ ହନୂପାଳି ରେ ବି ପୂର୍ବ ରୁ ଏଭଳି ଘଟଣା ଘଟିଛି,
ହେନକେ ଵୀ ଜିମା
ବହୁତ ଦୁଃଖ ଲାଗୁଛି! କିନ୍ତ ଏ କଥାବି ସତ ଯେ "" ମରେ ହରି ତ ରଖେ କିଏ '!
ସେମାନଙ୍କ ଆମର ଆତ୍ମା ର ସଦଗତି ହେଉ!
ସରକାରୀ କର୍ମ କର୍ତା ମାନଂକୁ ଅନୁରୋଧ ତାଙ୍କ ପରିବାର ଲୋକ କୁ ସରକାର ଙ୍କ ଠାରୁ ଉପଯୁକ୍ତ କ୍ଷତି ପୂରଣ ଦିଆଯାଉ 😢
ବହୁତ୍ ବଢିଆ କଥା ଟେ କହେଲେ
Dada Namaste 🙏 Black Screen Video Edit Apps Ken Aai Dada
ବୁଝି ନେଇ ପାରନୀ
@@MaheshBariha Start Animation Ho Dada🙏 Nuakhai Juhaar
ବହୁତ ଦୁଃଖର ବିଷୟ ଅୟେ 😢😢😢 ସେ ପରିବାର କୁ ଓଡିଶା ସରକାର ସାହାଯ୍ୟ କରିବା ର କଥା
ହଁ ଠିକ୍ କଥା କହିଲେ ଆଜ୍ଞା
❤❤❤❤❤very nice dada
Thank you so much 😀
Forest ବlଲେ ହାତୀ location track ନାଇ କରିବାର,ଫେର ବାହାଦୂରୀ,କାଇଁ କରମl, ଦେଶୀ ଲୋକ ଗାଁ ନ ନାଇ ରହିବେ ତ ଆର୍ କେନ ରହିବେ, ଜୟ ଜଗନ୍ନାଥ।
ବହୁତ୍ ଦୁଃଖ ର କଥା ହୋ
Congratulations....10k complete
🎉 thanku ହେଲେ ମୁଇଁ ଖୁସ୍ ନେଇନ୍
Sarakar sahajya karibe hele 1st hati k shoot karidia
ଠିକ୍ କହୁଛନ୍ତି ଆପଣ
ଵହୁତ ଦୁଃଖ ଘଟନା 😭😭
କେଁ କର୍ମା ଆଜ୍ଞା
ବହୁତ ଦୁଃଖ ର ଘଟଣା ଏ ...Sir 😔😢
ହଁ ଆଜ୍ଞା 😭
Bahut bahut dukhar katha ho dada😢
କେଁ କରମା ଭାଇ
ବହୁତ ଦୁଃଖର ଘଟଣା
ସରକାର ଙ୍କ ତରଫ ରୁ ସରକାରୀ ସାହାଯ୍ୟ ଦରକାର