ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ବହୂତ ସୁନ୍ଦର ଭାବରେ ବୁଝାଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍।ଗୁରୁ ମହିମା ଅଲେଖ।❤❤❤❤❤❤❤❤
ଅଲେଖ ମହିମା ଧ୍ବନିରେ ସାରା ପରିବେଶ ମୁଖରିତ ହୋଇ ଉଠୁ
ଅଲେଖ ମହିମା ଅଲେଖ ମହିମା ଅଲେଖ ଶରଣ ଦେଇଥିବାରୁ ❤❤❤❤🎉🎉🎉🎉😮
ମହିମା ଧର୍ମ ଓ ମହିମା ଗୋସାଇଁ ମାନଂକୁ ସ୍ମରଣ କଲେ ଓ ସେ ସମୟକୁ ଭାବିଲେ ଖୁବ୍ ଶାନ୍ତି ମିଳେ
ଗୁରୁ ମହିମା ଅଲେଖ
ଅଲେଖ ମହିମା
Guru Mahima Alekha
Baba saran Jay juwar
Shree guru mahema Alekha Sarang
Very informative 🙏
ଶାସ୍ତ୍ରରେ ବର୍ଣ୍ଣନ ଥିବା ସତ୍ତ୍ବେ ଗୁରୁ କିମ୍ବା ପରମହଂସଙ୍କ ବାଣି ବୋଧଗମ୍ୟ ହୋଇଥିବା ହେତୁ ଭଗବତ ଜିଜ୍ଞାସୁ ବ୍ୟକ୍ତି ସର୍ବଦା ତାଙ୍କର ଶରଣାପନ୍ନ ହୋଇଥାନ୍ତି ଓ ହେଉଥିବେ ମଧ୍ୟ ।
Alekhamahima
Guru Mahima Holi ko
Rajannayak,ମନୋହରପୁର,ଆଲେଖମହିମା
Guru Mahima Alekha saran 🙏🙏🙏🙏🙏🙏🙏
Coment jagannath jpt karaput
ଶରଣ ଆଜ୍ଞା ଆପଣ ଙ୍କୁ , 🎉🎉🎉
Apnon ka number ta kana
Single God is ok.
ମହିମା ଗୋସାଇଁ ବ୍ରହ୍ମଙ୍କ ଅବତାର ନା ପରମାତ୍ମାଙ୍କ ଅବତାର ?
ବ୍ରହ୍ମ ଆଉ ପରମାତ୍ମା, ପରମେଶ୍ବର, ପରଂବ୍ରହ୍ମ ପୁରୁଷୋତ୍ତମ ସବୁ ସମାନବ୍ରହ୍ମା ଅଲଗା
@@Terminator_Destroyer ମହାଶୟ, ତେବେ ଆମେ କ'ଣ ବ୍ରହ୍ମଙ୍କୁ ପରମାତ୍ମା କହିପାରିବା ଓ ପରମାତ୍ମାଙ୍କୁ ବ୍ରହ୍ମ ? ପଚାରିବାର କାରଣ ବ୍ରହ୍ମ ନିରାକାର, ନିର୍ଗୁଣ, ନିର୍ବିଶେଷ ଓ ପରମାତ୍ମା ନିରାକାର ଓ ସାକାର (ଉଭୟ)
@@Terminator_Destroyer ଏହା ଭାବନ୍ତୁ ନାହିଁ ଯେ, ମୁଁ ବ୍ରହ୍ମ, ପରମାତ୍ମା ଓ ଭଗବାନଙ୍କୁ ଅଲଗା ବୋଲି କହୁଛି। ଏ ତିନି ତତ୍ତ୍ଵ ଏକ ହେଲେ ମଧ୍ୟ ଭେଦ ଅଛି।
@@Terminator_Destroyer ଆପଣଙ୍କର କଥା ହିସାବରେ,ଯଦି ବ୍ରହ୍ମା ଅଲଗା ତେବେ ବ୍ରହ୍ମଙ୍କ ସହ ପରମାତ୍ମା ସମାନ ହେଲେ କିପରି ?
@@motilalpradhan2288 ପରଂବ୍ରହ୍ମ/ପରମାତ୍ମା/ପରମେଶ୍ବର ଙ୍କର ଗୁଣ ବାଚକ ନାମ ହେଉଚି ବ୍ରହ୍ମା ବିଷ୍ଣୁ ରୁଦ୍ରHe/she creator as BrahmaPreserver As Vishnu Destroyer as Rudra There is no difference. ଗୋଟେ ଲୋକ ତା ପିଲା ର ବାପା ଆଉ ତା ସ୍ତ୍ରୀ ର ସ୍ବାମୀ କଣ ବାପା ଆଉ ସ୍ବାମୀ ଅଲଗା
Gutubrahma Mahima Alekha
ବହୂତ ସୁନ୍ଦର ଭାବରେ ବୁଝାଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍।ଗୁରୁ ମହିମା ଅଲେଖ।❤❤❤❤❤❤❤❤
ଅଲେଖ ମହିମା ଧ୍ବନିରେ ସାରା ପରିବେଶ ମୁଖରିତ ହୋଇ ଉଠୁ
ଅଲେଖ ମହିମା ଅଲେଖ ମହିମା ଅଲେଖ ଶରଣ ଦେଇଥିବାରୁ ❤❤❤❤🎉🎉🎉🎉😮
ମହିମା ଧର୍ମ ଓ ମହିମା ଗୋସାଇଁ ମାନଂକୁ ସ୍ମରଣ କଲେ ଓ ସେ ସମୟକୁ ଭାବିଲେ ଖୁବ୍ ଶାନ୍ତି ମିଳେ
ଗୁରୁ ମହିମା ଅଲେଖ
ଅଲେଖ ମହିମା
Guru Mahima Alekha
Baba saran Jay juwar
Shree guru mahema Alekha Sarang
Very informative 🙏
ଶାସ୍ତ୍ରରେ ବର୍ଣ୍ଣନ ଥିବା ସତ୍ତ୍ବେ ଗୁରୁ କିମ୍ବା ପରମହଂସଙ୍କ ବାଣି ବୋଧଗମ୍ୟ ହୋଇଥିବା ହେତୁ ଭଗବତ ଜିଜ୍ଞାସୁ ବ୍ୟକ୍ତି ସର୍ବଦା ତାଙ୍କର ଶରଣାପନ୍ନ ହୋଇଥାନ୍ତି ଓ ହେଉଥିବେ ମଧ୍ୟ ।
Alekhamahima
Guru Mahima Holi ko
Rajannayak,ମନୋହରପୁର,ଆଲେଖମହିମା
Guru Mahima Alekha saran 🙏🙏🙏🙏🙏🙏🙏
Coment jagannath jpt karaput
ଶରଣ ଆଜ୍ଞା ଆପଣ ଙ୍କୁ , 🎉🎉🎉
Apnon ka number ta kana
Single God is ok.
ମହିମା ଗୋସାଇଁ ବ୍ରହ୍ମଙ୍କ ଅବତାର ନା ପରମାତ୍ମାଙ୍କ ଅବତାର ?
ବ୍ରହ୍ମ ଆଉ ପରମାତ୍ମା, ପରମେଶ୍ବର, ପରଂବ୍ରହ୍ମ ପୁରୁଷୋତ୍ତମ ସବୁ ସମାନ
ବ୍ରହ୍ମା ଅଲଗା
@@Terminator_Destroyer ମହାଶୟ, ତେବେ ଆମେ କ'ଣ ବ୍ରହ୍ମଙ୍କୁ ପରମାତ୍ମା କହିପାରିବା ଓ ପରମାତ୍ମାଙ୍କୁ ବ୍ରହ୍ମ ?
ପଚାରିବାର କାରଣ ବ୍ରହ୍ମ ନିରାକାର, ନିର୍ଗୁଣ, ନିର୍ବିଶେଷ ଓ ପରମାତ୍ମା ନିରାକାର ଓ ସାକାର (ଉଭୟ)
@@Terminator_Destroyer ଏହା ଭାବନ୍ତୁ ନାହିଁ ଯେ, ମୁଁ ବ୍ରହ୍ମ, ପରମାତ୍ମା ଓ ଭଗବାନଙ୍କୁ ଅଲଗା ବୋଲି କହୁଛି। ଏ ତିନି ତତ୍ତ୍ଵ ଏକ ହେଲେ ମଧ୍ୟ ଭେଦ ଅଛି।
@@Terminator_Destroyer ଆପଣଙ୍କର କଥା ହିସାବରେ,ଯଦି ବ୍ରହ୍ମା ଅଲଗା ତେବେ ବ୍ରହ୍ମଙ୍କ ସହ ପରମାତ୍ମା ସମାନ ହେଲେ କିପରି ?
@@motilalpradhan2288 ପରଂବ୍ରହ୍ମ/ପରମାତ୍ମା/ପରମେଶ୍ବର ଙ୍କର ଗୁଣ ବାଚକ ନାମ ହେଉଚି ବ୍ରହ୍ମା ବିଷ୍ଣୁ ରୁଦ୍ର
He/she creator as Brahma
Preserver As Vishnu
Destroyer as Rudra
There is no difference.
ଗୋଟେ ଲୋକ ତା ପିଲା ର ବାପା ଆଉ ତା ସ୍ତ୍ରୀ ର ସ୍ବାମୀ
କଣ ବାପା ଆଉ ସ୍ବାମୀ ଅଲଗା
Gutubrahma Mahima Alekha