ବବି ଦାସଙ୍କ ଭୟଙ୍କର ଷଡଯନ୍ତ୍ର? ଆଉ ଓଡ଼ିଶା ଫେରିବେନି ସୁଜାତା ପାଣ୍ଡିଆନ୍! | Terachha Baana | ତେରଛା ବାଣ

แชร์
ฝัง
  • เผยแพร่เมื่อ 22 พ.ย. 2024

ความคิดเห็น • 48

  • @NarendraDas-q2m
    @NarendraDas-q2m วันที่ผ่านมา +2

    ସୁନ୍ଦର ବିସ୍ଲେସଣ

  • @niranjanpanda8574
    @niranjanpanda8574 2 วันที่ผ่านมา +7

    ପୂର୍ବ ଦୁର୍ନୀତିର ତଦନ୍ତ ନକଲେ ,ବବି,ପାଣ୍ଡିଆନ ବିରୁଦ୍ଧରେ କାର୍ଯାନୁଷ୍ଠାନ ନନେଲେ ଏ ସରକାର ବହୁ ଅସୁବିଧା ଭୋଗିବ, ସରକାର ବି ଯିବ।

  • @laxmidharsatapathy1167
    @laxmidharsatapathy1167 2 วันที่ผ่านมา +11

    ବିଜୁ ଜନତା ଦଳ ବହୁଦିନ ପୂର୍ବରୁ ବାଟ ହୁଡ଼ି ସାରିଛି।ଏ ଦଳର ଭବିଷ୍ୟତ ଆଦୌ ଉଜ୍ଜ୍ୱଳ ନୁହେଁ।

  • @surendrasahoo6011
    @surendrasahoo6011 2 วันที่ผ่านมา +4

    Thank you for your information.

  • @kishorchsrichandan307
    @kishorchsrichandan307 2 วันที่ผ่านมา +4

    ଇଚ୍ଛାକୃତ ଅବସର ନେବା ଉଚିତ।

  • @giridharisahu9387
    @giridharisahu9387 2 วันที่ผ่านมา +5

    ଆଉ ନବୀନ ପଟ୍ଟନାୟକ ଆଗକୁ ବଢ଼ିବାର ସୁଯୋଗ ପାଇ ଲେ ତ ?

  • @maheswarparihari5189
    @maheswarparihari5189 2 วันที่ผ่านมา +4

    ସୁଜାତା ରାଉତଙ୍କୁ କଣ ଓଡ଼ିଆ ଆଇଏଏସ ମିଳିଲେ ନାହିଁ ସଂସାର କରିବାକୁ ।

    • @prakashswain8674
      @prakashswain8674 2 วันที่ผ่านมา

      ମେଡେମ୍ ଏକ୍ସପିରିଏନ୍ସ୍ ଥିବା ସେକେଣ୍ଡ ହେଣ୍ଡ ବାଲାଙ୍କୁ ଅଧିକରୁ ଅଧିକ ପସନ୍ଦ କରୁଥିବେ ।ତେଣୁ ସେ କିମ୍ବା ନିଜ ରାଜ୍ୟର‌ ରାଜ୍ଯ ବାସୀ ଜାତି ଗୋତ୍ର ଧର୍ମର ପରିଚୟ ଜାଣି ନଥିବା ଜଣେ ଅଣ ଓଡିଆଙ୍କୁ ସେ ଓଡିଆ ଅସ୍ମିତାକୁ ରକ୍ଷାକରି ପସନ୍ଦ କଲା ପରେ, ଫୁଲମାଳ ଗଳେଇ ଦେଇଥିବେ ।ଏହା ହିଁ ଆମର ଓଡିଆ ଜାତିର ଅସ୍ମିତା ବୋଲି ଅନ୍ଧଭକ୍ତ ମାନେ କହୁ ଥାଆନ୍ତି ।

  • @rajindrakechhu
    @rajindrakechhu 2 วันที่ผ่านมา +3

    B.j.p.zindabad

  • @FAKIRJENA-du2zs
    @FAKIRJENA-du2zs 2 วันที่ผ่านมา +2

    ଆଜିର ଆଲୋଚନା ଭଲ ହୋଇଛି।

  • @pratapchandrasamal2396
    @pratapchandrasamal2396 23 ชั่วโมงที่ผ่านมา +1

    ଖାଲି କାହାଣୀ ଆଉ କାହାଣୀ, ସିନେମା କରାଯାଇ ପାରେ ମନୋଜ ମିଶ୍ର ଙ୍କୁ ନେଇ।

  • @gajendranathjena356
    @gajendranathjena356 2 วันที่ผ่านมา +4

    ଆଉ ସୋଜାତା କେବେବି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ପାଣ୍ଡିଆନର ଏପରି ଅବସ୍ଥା ହେବ 🎉 ଲୋଭ ପାପ ଗ୍ରାସ କରିବାରେ ସେଜାତା ପାଇଁ ବିପଦକୁ ସ୍ବାଗତ କରିବା ପାଇଁ ଏକ ଉଦାହରଣ😮 ନବୀନ ପଟ୍ଟନାୟକ ପାଣ୍ଡିଆନ ସୋଜାତା ସମସ୍ତେ ସନ୍ୟାସ ନେବେ ଉଭୟ❤😮🎉

  • @manojkumarsaint7803
    @manojkumarsaint7803 2 วันที่ผ่านมา +1

    Jay Maa Durgatinasini ❤❤❤

  • @motilaldash4645
    @motilaldash4645 วันที่ผ่านมา +1

    ନବୀନ ଯେତେଦିନ ବିଜେଡ଼ି ସେତେ ଦିନ ।ଯେମିତି ଗାନ୍ଧୀ ପରିବାର ନାହିଁ ତ କଂଗ୍ରସ ନାହିଁ।

  • @ajeetkumarmohanty7880
    @ajeetkumarmohanty7880 2 วันที่ผ่านมา +3

    Ghaita ku odisha rea mukhyamantri kareaithantha

  • @amiyajena6222
    @amiyajena6222 2 วันที่ผ่านมา +4

    Biju Janata dala budi sarichi au udhar heba eha brutha

  • @budhanathmohapatra150
    @budhanathmohapatra150 18 ชั่วโมงที่ผ่านมา

    ଏ ବାଳ କଥାର କିଛି ମୂଲ୍ୟ ନାହିଁ.......

  • @ganeswarsahu7633
    @ganeswarsahu7633 2 วันที่ผ่านมา +1

    Mission Shakti wasonly meant for sudhskarbar it is till running inmy family

  • @motilaldash4645
    @motilaldash4645 วันที่ผ่านมา

    ନବୀନ ଯେତେ ଦିନ ବିଜେଡି ସେତେଦିନ

  • @prakashswain8674
    @prakashswain8674 2 วันที่ผ่านมา +2

    ଯେତେବେଳେ ନିଜର ବିଜେଡି ଦଳର କ୍ଷମତାସୀନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପାଇଁ ଯେଉଁ ମାନେ କ୍ଷମତା ଲୋଭରେ ହତ୍ଯା ଷଡଯନ୍ତ୍ର କରି ହତ୍ଯା କରିବାକୁ ସକ୍ଷମ ହେବା ପରେ ଅଭିଯୁକ୍ତ ମାନଙ୍କୁ ବିଜେଡି ସରକାର ନିଜ ଦଳର ସ୍ବାସ୍ଥ୍ଯମନ୍ତ୍ରୀ ୰ ନବ ଦାସଙ୍କୁ ନ୍ୟାୟ ଦେବା ପାଇଁ ଆଇନ ହାତରେ ଧରି ପାରିଲେନି,ସେତେବେଳେ ସେହି କ୍ଷମତା ଲୋଭୀ ମାନେ ନିଜର କ୍ଷମତାର ବିସ୍ତାର ପାଇଁ ,ପ୍ରତିବନ୍ଧକ ସୃଷ୍ଟିକାରୀଙ୍କ ପାଇଁ ହତ୍ଯା ଷଡଯନ୍ତ୍ର କରି ହତ୍ୟା କରାଇବା ଅସମ୍ଭବ ନାହିଁ ।

  • @ParabirPanda-to3rh
    @ParabirPanda-to3rh 2 วันที่ผ่านมา +2

    Her looted cash must be recoverd by the new govt.

  • @RajatkumarBoxi
    @RajatkumarBoxi 2 วันที่ผ่านมา

    One Nation One Election heba

  • @sunilkumarpatropatro2300
    @sunilkumarpatropatro2300 2 วันที่ผ่านมา +1

    Biju Janata dal is now Biju jugadu dal

  • @budhanathmohapatra150
    @budhanathmohapatra150 18 ชั่วโมงที่ผ่านมา

    ସୁଜାତା ଙ୍କୁ କେହି - ରେ ଖାତିର କରିବେ ନାହିଁ। ତାଙ୍କ ମୁହଁରେ କୁକୁର ବି ମୁ-ବ ନାହିଁ।

  • @nareshdash3796
    @nareshdash3796 วันที่ผ่านมา

    ଲୋକପ୍ରିୟ ତ ଗଲା ଆଉ କଣ ହବ । ବିଫଳ କେବଳ ।

  • @sanjaybehera363
    @sanjaybehera363 2 วันที่ผ่านมา

    ଲୋକ ଚାହୁଁ ନାହାନ୍ତି ସୁଜାତା ପାଣ୍ଡିଆ କିଓହୋଃ, ଆପଣଙ୍କ ରେ ଭୁଲ ଗଣନା

  • @sachikantasahoo6981
    @sachikantasahoo6981 2 วันที่ผ่านมา +1

    Se praya 1 lakh crore nei paleichi
    Bidesh bank re tanka luchei each deichi o ketoti factory o company kinichi

  • @mrutyunjaymohapatra2344
    @mrutyunjaymohapatra2344 วันที่ผ่านมา

    ମୋହନ ସରକାର କେତେ ଦୁର୍ନୀତି ର ତଦନ୍ତ କଲାନି? ତମେ ଟାଉଟର ତମ କଥାରେ ତଦନ୍ତ କରିପକାଉଚ

  • @gandharbanayak5660
    @gandharbanayak5660 2 วันที่ผ่านมา +1

    Aanga bjp jeun nara dei aasithila ! se taku kamare lagei parilani? Tinu bjd ra vrastachari neta officer gunda! samaste khulum khula bulie ? arajakata srusti kale! Tenu 2029 bela ku aau bjp nathiba karana jajapur ghatana nayagada ghatana balijatra ghatan e sabu bjd ra karasadi!

  • @ajeetkumarmohanty7880
    @ajeetkumarmohanty7880 2 วันที่ผ่านมา +2

    Luchi luchi buluchhi

  • @RanjanKumar-mx1ki
    @RanjanKumar-mx1ki 2 วันที่ผ่านมา

    I think She is satele in abroad

  • @gacharya8797
    @gacharya8797 วันที่ผ่านมา

    dahara ias ku bandha jau..

  • @Sidheswar80
    @Sidheswar80 2 วันที่ผ่านมา

    Bipin Babu bjd harila Bobby harila pandian gala hele apana sei gapa chalei chhanti pandian khaigala😮

  • @avijitpatnaik777
    @avijitpatnaik777 วันที่ผ่านมา

    Sujata r Karthikyen pandian is a honest and dignified official. Please don't make false acquisition. Stop targeting Sujata mam. I stop simple and talented Sujata Karthikyen mam

    • @subrat4u
      @subrat4u วันที่ผ่านมา

      If u right then why election commission of India takes action against her😢😢

  • @subrataranjannayak4420
    @subrataranjannayak4420 2 วันที่ผ่านมา

    Pura galua gapa