ବଜାରକୁ ଆସିଲା ନୂଆ ଚୁଲା ! ମୋବାଇଲ ଚାର୍ଜର ରେ ରେସେଇ ହବ ! New smokeless chulha ! Smart chulha ! Business

แชร์
ฝัง
  • เผยแพร่เมื่อ 5 ม.ค. 2025

ความคิดเห็น •

  • @prasantpattnaik7343
    @prasantpattnaik7343 2 ปีที่แล้ว +199

    ତଳେ ଥିବା fan ର କମାଲ ଛଡା ଆଉ କିଛି ନୁହେଁ! ଆପଣ ଭିଡ଼ିଓ ରେ କେବେ ଦାମ କହୁନାହାନ୍ତି ଏହା ଆପଣଙ୍କ ଅଭାଦ୍ରାମୀ ଠକାମୀ ବୋଲି କୁହାଯିବ

    • @prabinaswain4224
      @prabinaswain4224 2 ปีที่แล้ว +6

      Bada chora vali laguchi

    • @prasantpattnaik7343
      @prasantpattnaik7343 2 ปีที่แล้ว +8

      @@prabinaswain4224 ଦେଇଥିବା ଫୋନ ନମ୍ବର ବି ସବୁବେଳେ switchoff ରହୁଛି ତେଣୁ fraud ଛଡା ଆଉ କଣ ହେଇପାରେ?

    • @prabinaswain4224
      @prabinaswain4224 2 ปีที่แล้ว +3

      @@prasantpattnaik7343 bhai u r right

    • @neetcrackjosh824
      @neetcrackjosh824 2 ปีที่แล้ว +2

      Aita solar chula bhai mane yaro rate 8000 9000 asibo aita ebe baharini amo ghare 3 barsa helani achhi

    • @machinemart8085
      @machinemart8085 2 ปีที่แล้ว +1

      2300

  • @ganeshramsahu5011
    @ganeshramsahu5011 2 ปีที่แล้ว +65

    ଅସମ୍ଭବ କେବେବି1 କିଲୋ କାଠରେ 10 ଜଣଙ୍କ ପାଇଁ ଖାଦ୍ୟ ହେବ ନାହିଁ

  • @kamadevpatra8785
    @kamadevpatra8785 2 ปีที่แล้ว +75

    ଦାମ୍ ନ କହିବାର କାରଣ କ'ଣ ? ଗୋଟିଏ କଥାକୁ ୧୦ ଥର ରିପିଟ୍ କରୁଛନ୍ତି ଅଥଚ଼ Price କେତେ କହୁ ନାହାଁନ୍ତି ! କାରଣ କ'ଣ ??

  • @rameshchandropatro3112
    @rameshchandropatro3112 2 ปีที่แล้ว +9

    ଚୁଲା ଜଳିବା ସମୟରେ ଦୂରେଇ ରହୁଛନ୍ତି କାହିଁକି କଣ ଏଥିରେ କିଛି ତୃଟି ରହିଛି

  • @subashmohanty5612
    @subashmohanty5612 2 ปีที่แล้ว +8

    ମୂଲ୍ୟ କହୁନାହାନ୍ତି. ଏହା ର durability ଉପରେ ସଂଧେୟ ହେଉଛି.

  • @gyanaranjanpatra8993
    @gyanaranjanpatra8993 2 ปีที่แล้ว +18

    ଭାଇ ୟାଙ୍କ ପାଖରେ ଜମା ଚୁଲା ନାହିଂ ଖାଲି ପ୍ରହସନ ଚଳେଇଛନ୍ତି ଭିଡିଓ କରିକି

    • @firozokhan6189
      @firozokhan6189 2 ปีที่แล้ว

      Ame booking Kalu hele chula asilanahi ati faltu jinisa

  • @shrabanpanda8422
    @shrabanpanda8422 2 ปีที่แล้ว +11

    ପଇସା ପତ୍ରକଥା କାହିଁକି କହୁନାହାନ୍ତି,ଲୋକଙ୍କୁ ମାରିବାକୁ ଆସିଚି

  • @jagagareje7608
    @jagagareje7608 2 ปีที่แล้ว +1

    ବହୁତ ସୁନ୍ଦର 👍 କେମିତି ମୀଳୀବ ଭାଇ

    • @odiavloggerbanita
      @odiavloggerbanita 2 ปีที่แล้ว

      th-cam.com/video/6PA-WoMnaMU/w-d-xo.html🙏🙏

  • @bishnupriyaodiadailyroutin5090
    @bishnupriyaodiadailyroutin5090 2 ปีที่แล้ว +3

    New friends beautiful beautiful video beautiful sharing so thanks brother

    • @odiavloggerbanita
      @odiavloggerbanita 2 ปีที่แล้ว

      th-cam.com/video/6PA-WoMnaMU/w-d-xo.html🙏

  • @manoramapati3568
    @manoramapati3568 2 ปีที่แล้ว +22

    କେତେ ଟଙ୍କା

  • @diptikicreation2315
    @diptikicreation2315 2 ปีที่แล้ว

    Bhala haichhi
    Kintu sethire panijadi tale padijiba kharap heijiba ki

  • @mihiraranjanparida1841
    @mihiraranjanparida1841 2 ปีที่แล้ว +7

    ଗୋଟିଏ କଥା ବାର ବାର୍ କାହିଁକି କହୁଛ।।
    ତୁମ କମେଟ୍ରି ଭଲ ଲାଗୁନି ।।
    କେତେ ଟଙ୍କା କାହିଁକି କହିଲନି ।।
    କେହି ବାଳ କିଣିନି,,ଏ ଚୋର ସଂସ୍ଥା

  • @mythpatshorts4825
    @mythpatshorts4825 2 ปีที่แล้ว +6

    Due to burning of wood,definitely increases of carbon dioxide in atmosphere occure.

  • @sachikantasahoo6981
    @sachikantasahoo6981 2 ปีที่แล้ว

    ସୁନ୍ଦର ଝିଅ ଟି
    ବହୁତ କାମିକା ଝିଅ ଟି ଇଏ
    ବହୁତ କାମ କରୁଛି
    ତା ସ୍ବାମୀ ଭଗବାନ

  • @heronya1353
    @heronya1353 2 ปีที่แล้ว +1

    Kou jagaru apan kahuchnti tam address please pathantu

  • @saratkumarsingh4489
    @saratkumarsingh4489 2 ปีที่แล้ว +3

    ସାରେ ମୋର ଆପଣଂକୁ ଗୋଟେ ପ୍ରଶ୍ନ ଏଠି ଚାର୍ଜର ଭୂମିକା କୋଉଠି ରହିଲା...

    • @subashbehera9104
      @subashbehera9104 2 ปีที่แล้ว

      ତଳେ ଲାଗିଥିବା ଫେନ୍ ଟା କୁ ଚାର୍ଜର ଘୁରାଉଛି ।

  • @santoshsahoo8296
    @santoshsahoo8296 2 ปีที่แล้ว +2

    ଭାଇ ଆପଣ ଯେଉଁ ନମ୍ବର ଟି display କରିଛନ୍ତି ସେ ନମ୍ବର any time off ରହୁଛି, validy number display ରେ show କରନ୍ତୁ

  • @MMedia-xg4qb
    @MMedia-xg4qb 2 ปีที่แล้ว +2

    ମୁଁ କଲ କରିଥିଲି ୮୫୦ ଟଙ୍କା ଏକବର୍ଷ ଗରେଣ୍ଟି ଚୁଲା ଉପରେ ତଳେ ଯେଁଉ ଫ୍ୟାନ ଚାର୍ଜର ୬ ମାସ ଗାରେଣ୍ଟୀ

    • @biswojitbejbhola2576
      @biswojitbejbhola2576 2 ปีที่แล้ว

      ସତରେ କଣ 850 ଟଙ୍କା?

    • @MMedia-xg4qb
      @MMedia-xg4qb 2 ปีที่แล้ว

      @@biswojitbejbhola2576 ys se hni kahile

  • @bhaskarmalik1066
    @bhaskarmalik1066 2 ปีที่แล้ว +10

    ଜାଳ ସରିଗଲେ ତା ଭିତରେ ପୁଣି ଜାଳ ପୁରାଇବା ପାଇଁ ବହୁତ ଅସୁବିଧା ହେବ

  • @krushnagkb9521
    @krushnagkb9521 2 ปีที่แล้ว +6

    ଠକେଇ ଅଭିଯୋଗରେ ଗିରଫ କର

    • @TARMTR
      @TARMTR 2 ปีที่แล้ว

      😉😭😭😭😭

  • @jayhind6187
    @jayhind6187 2 ปีที่แล้ว +6

    ବାଘ ଦୁଧ ଗରମ କରିବା ପାଇଁ ଗୋଟେ ଆଣିବା

    • @roosterwar8499
      @roosterwar8499 2 ปีที่แล้ว

      Bagha khira kouthu aniba? Ama ade khali gai khira

    • @sujit_sahoo
      @sujit_sahoo 2 ปีที่แล้ว

      🤣🤣🤣

  • @tunakumarswain3455
    @tunakumarswain3455 2 ปีที่แล้ว

    So beautiful make in odisa

  • @pradeepkumarsahoo3509
    @pradeepkumarsahoo3509 2 ปีที่แล้ว +3

    ଯାଜପୁରରୁ ଆସିଛ,ଆମକୁ ମାରିବାକୁ, Price ta kahuna kahinki....

  • @sidharths2362
    @sidharths2362 2 ปีที่แล้ว

    କଂସେପ୍ଟ ଟା ଭଲ ଅଛି ଗୋଟେ ଷ୍ଟିଲ ଚୁଲା ତଳେ ଗୋଟେ ଫ୍ୟାନ 5volt ର ଡିସି ଫ୍ୟାନଯାହା ନିଆଁ କୁ ଅମ୍ଳଜାନ ଯୋଗାଇ ବ

  • @trustworthy-guy6408
    @trustworthy-guy6408 2 ปีที่แล้ว +1

    ବହୁତ ଭଲ ଲାଗିଲା,ଦାମ୍ କେତେ ରଖିଛନ୍ତି 👍?

  • @saritasahoo6282
    @saritasahoo6282 2 ปีที่แล้ว +1

    ଆପଣ ଚୁଲାର ଦାମ କହିଲେ ଅସୁବିଧା କଣ

  • @rameshswain5449
    @rameshswain5449 2 ปีที่แล้ว +10

    Price. Sir

  • @catmomjyotsnamayee1042
    @catmomjyotsnamayee1042 2 ปีที่แล้ว

    Kete tanka nice super bahut badhia heichi

    • @odiavloggerbanita
      @odiavloggerbanita 2 ปีที่แล้ว

      th-cam.com/video/6PA-WoMnaMU/w-d-xo.html🙏🙏

  • @sadanandamishra6269
    @sadanandamishra6269 2 ปีที่แล้ว +7

    During demo I observed nonluminous flame, so how can it be smokeless?

    • @lovelysoren111
      @lovelysoren111 2 ปีที่แล้ว

      ପ୍ରଚାରରେ ମିଛ କହିବା ସରକାର ଶିଖେଇଚି ସେମାନଙ୍କ ଭୁଲ୍ ନାହିଁ

  • @saritasahoo6282
    @saritasahoo6282 2 ปีที่แล้ว +1

    ନମ୍ବର ଦେଇକି switch off କାରି ରଖିଛନ୍ତି
    ହେଲେ contact କରିବୁ କେମିତି ମୋବାଇଲ switch off

  • @dineshchandrasardar7495
    @dineshchandrasardar7495 2 ปีที่แล้ว +5

    Price jodi kohi paru nahanti tebe video kanhi ki koru chhanti ?

  • @saratkushal1747
    @saratkushal1747 ปีที่แล้ว

    ମୂଲ୍ୟ କେତେ କହୁନାହିଁ ଅର୍ଥ ଏଥିରେ ଠକାମୀ ଅଛି।

  • @KumarKumar-gy6yg
    @KumarKumar-gy6yg 2 ปีที่แล้ว +4

    ମୁଁ ଏପରି ଅଙ୍ଗାର ଚୁଲା ଆଗରୁ କରି ଜଳାଉଛି

  • @sibammusic8832
    @sibammusic8832 2 ปีที่แล้ว +1

    No1 thaka,,,

  • @smileynikkysshortzing6957
    @smileynikkysshortzing6957 2 ปีที่แล้ว

    A Chula ta mate modern chuli valia laguchi🥰

    • @odiavloggerbanita
      @odiavloggerbanita 2 ปีที่แล้ว

      th-cam.com/video/6PA-WoMnaMU/w-d-xo.html🙏

  • @himanshunayak2849
    @himanshunayak2849 2 ปีที่แล้ว

    How it is smoke less describe that .......that is imp

  • @sadhanaranibehera9332
    @sadhanaranibehera9332 2 ปีที่แล้ว +2

    Charger ra use kana katha aau kerosene re ta nia lagila aancha bhali, charger kana karagala kichhi jani helani,detail kuhantu

    • @odiavloggerbanita
      @odiavloggerbanita 2 ปีที่แล้ว

      th-cam.com/video/6PA-WoMnaMU/w-d-xo.html🙏

  • @gyanaranjanpatra8993
    @gyanaranjanpatra8993 2 ปีที่แล้ว +5

    ଫୋନ ରିସଭି କରନ୍ତି ନା whatsapp ରେ ରିପ୍ଲାଇ କରନ୍ତି କିଛି କରନ୍ତିନି

  • @prasadmajhi6465
    @prasadmajhi6465 2 ปีที่แล้ว +2

    🌅 ସୁନ୍ଦର ଅତି ସୁନ୍ଦର 🍛🍲🍛🍲🍛🍲

  • @pranatibarik2551
    @pranatibarik2551 2 ปีที่แล้ว

    ଅଳ୍ପ ଜାଳେଣୀ ରେ/ମାନେ ଥରେ କାଠ ଦେଇ ହିଁ ଏହା ଯେତେସମୟ ଜଳୁଛି ତ କେମିତି ଜଳୁଛି ବୁଝି ହେଉନି। ଆମେ ସାଧାରଣତଃ କାଠ ଜାଳିଲା ବେଳେ ମଝିରେ ମଝିରେ ଆଉ ଦେଇଥାଉ। ହେଲେ ଏଥିରେ ସେମିତି ବୋଧେ ହେଉନି। ତେଣୁ କେମିତି ହେଉଛି ଟିକେ କହିବେ

  • @RS-yn2bd
    @RS-yn2bd 2 ปีที่แล้ว +3

    ଦୟାକରି ମିଥ୍ୟା କୁହ ନାହିଁ

  • @dnandadinesh
    @dnandadinesh 2 ปีที่แล้ว

    ଫାଲତୁ ଟାରେ ୨ମିନିଟର ଭଡିଓକୁ ୧୨ ମିନିଟ କରି ସମୟ ନଷ୍ଟ କରନ୍ତୁ ନାହିଁ

  • @shibaprasadpodh5308
    @shibaprasadpodh5308 2 ปีที่แล้ว +2

    ଏଇଟା ବହୁତ ବର୍ଷ ତଳର କଥା
    ହାରାହାରି 10 ବର୍ଷ ଆଗରୁ ଆସିଥିଲା ଆଉ ଆପଣ ଆମକୁ ଭକୁଆ ବନେଇ ଦେଲେ

  • @paricreations7739
    @paricreations7739 2 ปีที่แล้ว

    Great job 👍👌

  • @namitanag8289
    @namitanag8289 2 ปีที่แล้ว

    AAU Katha lagaibaku padibani ? 1 time laga heba ki

  • @jagannthbehera8555
    @jagannthbehera8555 2 ปีที่แล้ว

    Thank you brother, very nice stove

  • @healthquestpintu8155
    @healthquestpintu8155 2 ปีที่แล้ว +2

    ଫୋନ୍ ନମ୍ବର ଲାଗୁନି

  • @b.mcreations8612
    @b.mcreations8612 2 ปีที่แล้ว

    Bahut badhiya, price kete bhai

  • @ubabuladora8565
    @ubabuladora8565 2 ปีที่แล้ว

    Jay jagannth

  • @odiasong539
    @odiasong539 2 ปีที่แล้ว

    ସେମିତି ତ ଟିଣ କାଟିକି ଚୁଲା ହେଇଯିବ ତମେ କଣ କହୁଛ ତମ ମାନଙ୍କର ୱାଚିଙ୍ଗ ଟାଇମି.ଆଉ ଭିବର୍ଷ ବଢିବ ଆଉ

  • @raghumaninayak9593
    @raghumaninayak9593 2 ปีที่แล้ว +1

    ବହୁତ୍ ବଢିଆ ଭାଇ ଧନ୍ୟବାଦ।

  • @brajakishoresahoo8270
    @brajakishoresahoo8270 2 ปีที่แล้ว

    ୧) ସ୍ବାମୀ, ସ୍ତ୍ରୀ ମାତ୍ର ୨ଜଣ ଥିଲେ କେତେ ଗ୍ରାମ କାଠ ଲାଗିବ?
    ୨) ଫିକ୍ସ୍ଡ ପ୍ରାଇସ୍ ନା ବାର୍ଗେନିଂ ଅଛି?
    ୩) ଗାରେଣ୍ଟି/ଓ୍ବାରେଣ୍ଟି ବୋଧହୁଏ ନାହିଁ।
    ୪) ଡୋର୍ ଡେଲିଭରି ସପ୍ଲାଇ କରିବେ?
    ୫) ରାଜଧାନୀ ବଜାରରେ କେଉଁଠି ମିଳିବ?
    Plz Reply.

  • @menkasorensoren4971
    @menkasorensoren4971 2 ปีที่แล้ว

    ତମେ ପାଗଳ ବୋଲି ସମସ୍ତେ ପାଗଳନା କଣ ମୋବାଇଲ ଚାର୍ଜର ଏବଂ ପାୱାର ଵ୍ୟାଙ୍କ ଖରାପ୍ କରିବୁନା କଣ

  • @chandrasekharnayaka9658
    @chandrasekharnayaka9658 2 ปีที่แล้ว

    କେତେ ଜଣଙ୍କ ପାଇଁ ସେଥିରେ ରୋଷେଇ ହେଇ ପାରିବ ? 50 kg ହଣ୍ଡା ବସେଇ ହେବ କି ? ଆଗକୁ ତମର ତିଆରି ଚୁଲା ବଜାରରେ ଚାଲୁ ଆଉ ସରକାରଙ୍କ ଚୂଲା ବନ୍ଦ ହେଉ ।ତେଣୁ ତମେ ସେ ଚୁଲା ଗୁଡ଼ିକ ତିଆରି କରି ଚାଲ ।ଅଧା ବାଟରେ ସାହାଯ୍ୟ ମିଳିଲାନି ବୋଲି ଅଟକି ରହିବନି । ମାଡ଼ି ଚାଲ ।

  • @diyacuttack
    @diyacuttack ปีที่แล้ว

    ଧୂଆଁ ନାହିଁ ତ ରୋଷେଇ ହେଉଥିବା ବାସନ କଳା ପଡୁଛି କେମିତି? କାଠ ଜଳିଲେ ଧୂଆଁ ହେବା ନିଶ୍ଚିତ। ତୁମେ ବିଜ୍ଞାନ ର ସିଦ୍ଧାନ୍ତ କୁ ବଦଳେଇ ପାରିବ ନାହିଁ।

  • @kichigapa..kichistory...3628
    @kichigapa..kichistory...3628 2 ปีที่แล้ว +2

    Bhai Adhika micha kahucha...
    1kg katha re 10jananka pai rosei haba...

  • @Sambalpuriaa
    @Sambalpuriaa 2 ปีที่แล้ว

    Very good items

    • @odiavloggerbanita
      @odiavloggerbanita 2 ปีที่แล้ว

      th-cam.com/video/6PA-WoMnaMU/w-d-xo.html🙏🙏

  • @babulaswain2835
    @babulaswain2835 2 ปีที่แล้ว

    ମାତ୍ର ୪୦୦ଟଙ୍କା ଗୋଟିଏ ପରେ ଗୋଟିଏ ଫ୍ରି

  • @santoshmakar7648
    @santoshmakar7648 2 ปีที่แล้ว

    Power band ରୁ plug ରେ pin ରେ ଲଗା ଇବା technique ରୁ କଣ ହୁଏ ?

  • @bijayrout6288
    @bijayrout6288 2 ปีที่แล้ว

    Bhut bhala,chulara dam kete

  • @manojsethi4308
    @manojsethi4308 2 ปีที่แล้ว

    Very nice chula

  • @SBVlogs-nc1hb
    @SBVlogs-nc1hb 2 ปีที่แล้ว

    Bhai koila jalipariba ki nai

  • @simanchalasahu1425
    @simanchalasahu1425 2 ปีที่แล้ว

    jajpuria thaka ki?

  • @SmartHub1995
    @SmartHub1995 2 ปีที่แล้ว

    Are bhai current chalantu..
    Current Rosie kale kete unit uthib

  • @prasantabeshra6716
    @prasantabeshra6716 ปีที่แล้ว

    Current bill kete kharcha heba

  • @craftgalleryofarjun
    @craftgalleryofarjun 2 ปีที่แล้ว

    Kauthi mileba chule

  • @ranjitkumarsahu432
    @ranjitkumarsahu432 2 ปีที่แล้ว +2

    ଭାଇ ତମ ଫୋନ କାହିଁକି ଲାଗୁନି ?

  • @bharadwajdeep4506
    @bharadwajdeep4506 2 ปีที่แล้ว

    ତଲେ କେବଲ ଗୋଟିଏ ଛୋଟ ଫେନ୍ ଅଛି। ଏଥିରେ କିଛି ଚମତ୍କାର ପରି ଟେକ୍ନୋଲୋଜି ନାହିଁ। କେତେ ଟଙ୍କା କୁୋହୁନାହ କାହିଁକି?

  • @bikashbiswal9752
    @bikashbiswal9752 2 ปีที่แล้ว +1

    Kom Kari dekhantu.

  • @ashishkumardas3186
    @ashishkumardas3186 2 ปีที่แล้ว

    Beautiful Products 👍

  • @malayakumarmohanty2961
    @malayakumarmohanty2961 2 ปีที่แล้ว

    thanks 👍🙏🙏

  • @khirodchandranayak2061
    @khirodchandranayak2061 2 ปีที่แล้ว

    Bhai tume deithiba phone ku ring kale uthaoo nahanti kana 💯:/re maribaki.

  • @bishnumohan1500
    @bishnumohan1500 2 ปีที่แล้ว

    If wood require to burn to cook then why it require electric charge or power bank in this smokeless chula

  • @k4238n
    @k4238n 2 ปีที่แล้ว +1

    ପାଣି ଗରମ. ଆଉ. ଚା ପାଇଁ.
    ରୋସେଇ ପାଇଁ ନୁହେଁ.

    • @odiavloggerbanita
      @odiavloggerbanita 2 ปีที่แล้ว

      th-cam.com/video/6PA-WoMnaMU/w-d-xo.html🙏🙏

  • @mavisbommana9038
    @mavisbommana9038 2 ปีที่แล้ว

    What is the caloric value?

  • @SanjayMahanta367
    @SanjayMahanta367 2 ปีที่แล้ว

    ପାଓ୍ବାର ର କାମ କ'ଣ ?

  • @spvlogs3650
    @spvlogs3650 2 ปีที่แล้ว

    ସତରେ ୧୦ ଜଣଙ୍କ ପାଇଁ ୧ କେଜି କାଠରେ।।।।

  • @rajaandrap1770
    @rajaandrap1770 2 ปีที่แล้ว +3

    ଏହି ଜିନିଷ ଟା ତଳେ ଛଟ ଫେନ୍ ଲାଗିଚି ଏନୁ ତାରୋ ହାବ ଉପରକୁ ଆସୁଚି ଏବଂ ମୋବାଇଲ୍ ଚାର୍ଜ ଆବଶ୍ୟକ ପଡୁଚି ଏନୁ କାଠ ଜାଳିଲେ ନିଅଁ ଉପରକୁ ଆସୁଛି

  • @biswadebbehera6871
    @biswadebbehera6871 2 ปีที่แล้ว

    So exlent

  • @diptiranjanmoharana814
    @diptiranjanmoharana814 2 ปีที่แล้ว +2

    Price lass chula 👍👍👍

    • @TARMTR
      @TARMTR 2 ปีที่แล้ว

      😭😭😭🙄

  • @abhayapradhan7438
    @abhayapradhan7438 2 ปีที่แล้ว

    Description ta dekhanntu. Smallarthan chinha ti ku marntu seithi price lekha hoichhi.

  • @swarnamohanty3121
    @swarnamohanty3121 2 ปีที่แล้ว

    Cash on delivery byabastha Kara ,lava bhala he ba

  • @sureshchandrapatra3924
    @sureshchandrapatra3924 2 ปีที่แล้ว

    Rate keta kahiba ki Bhandari pokhari Bhadrak Odisha ku

  • @subratanayak8170
    @subratanayak8170 2 ปีที่แล้ว

    ପଇସା କେତେ କାହିଁକି କହୁନ.....1kg କାଠ ରେ 10 ଲୋକ ହେବ ନି ଖାଇବାର ବେକାର

  • @ManojBehera-he5sv
    @ManojBehera-he5sv 2 ปีที่แล้ว

    Sata katha bhai mane gov taraf ru a gudika banta jiba kahikina mu rourkela re ruhe,kichhi dina agaru kichhi loka gote sample pic ani dekhou thile rasan kard re gote matra gharaku diajiba,rasan card thile 600nebe nathile 3000,baki kebe debe seita dekhibare achhi

  • @nirupamamishra6098
    @nirupamamishra6098 2 ปีที่แล้ว

    CTC re kouthi miluchi ki

  • @kedarnathmohanty3333
    @kedarnathmohanty3333 2 ปีที่แล้ว

    Without expenditure re kemiti haba?katha kana magana re miluchhi?

  • @laxmidhardas3981
    @laxmidhardas3981 2 ปีที่แล้ว

    The technology has not been properly mentioned for which the object may not be trustworthy and it looses faith.As the flame is yellow in colour it can not produce more heat for which it may not roast rice and meat properly that require more heat.Price life and guaranty are also not furnished.However you are requested to open one stall in coming Balijatra to be held at Cuttack where you will be able to exbit the demo and win the trust of people for bumper sale.Call of the time is to save energy or minimise the consumption of energy.If you are realy successful in this applied technology no doubt you will win heart of people.People surely opt to procure your equipment even at little higher cost.Awaiting for your stall to be opened on the Balijatra ground Cuttack in Nov.2022.

  • @ambikamohanty3117
    @ambikamohanty3117 2 ปีที่แล้ว

    how much pries

  • @anantakumarsahoo5237
    @anantakumarsahoo5237 2 ปีที่แล้ว

    Very nice👍

  • @gatikrishnasahu1253
    @gatikrishnasahu1253 2 ปีที่แล้ว

    ଦାମ କେତେ କୁହନ୍ତୁ ତା ପରେ କିଣିବା,,,,

  • @RAJESHpradhan01994
    @RAJESHpradhan01994 2 ปีที่แล้ว +1

    ଠକ

  • @saktikumarsingh
    @saktikumarsingh 2 ปีที่แล้ว

    ଥରେ କାଠ ପୁରେଇଲେ ସବୁ ହେଇଯିବ କି _ଏହି ଚୁଲା ରେ କାଠ କେମିତି ପୁରେଇବେ??????

  • @rishikesh4340
    @rishikesh4340 2 ปีที่แล้ว +6

    Cost କେତେ ରହୁଛି?

  • @swarnalatadash2734
    @swarnalatadash2734 2 ปีที่แล้ว +1

    କେଉଁ ଠାରୁ କିଣି ହେବ

  • @shankarpalai125
    @shankarpalai125 2 ปีที่แล้ว

    କଥାବାର୍ତ୍ତା ଠିକ୍ ଲାଗୁନି

  • @bibhutibhusanpanda5680
    @bibhutibhusanpanda5680 2 ปีที่แล้ว +1

    ମୁଁ ଏ ଚୁଲା କଲିକତା ରୁ ଆଣିଛି ମୋତେ 350/-- ଟଙ୍କା ପଡିଲା ମୁଁ 500/- ଟଙ୍କା ରେ ବିକୁଛି

    • @bibhutibhusanpanda5680
      @bibhutibhusanpanda5680 2 ปีที่แล้ว +1

      ଯେ ନେବେ ମୋତେ ୟୁ ଟ୍ୟୁବ ରେ କହିବେ

  • @shivaprasad7068
    @shivaprasad7068 2 ปีที่แล้ว

    Tale lagithiba fan ra guarantee kete barsha, fan ti jali gale

  • @manasranjanmohanty3270
    @manasranjanmohanty3270 2 ปีที่แล้ว +3

    ମୋଦି ମରିଯିବ 😄

  • @sashikantasahoo9585
    @sashikantasahoo9585 2 ปีที่แล้ว

    Where is available, what is price