Mu ta first bhabili sata, tapare comment dekhili biswasa helani adha dekhila pare janili eata prank hoichi. Samastanka support dekhiki akhire luha asigala, God bless you pintu bhai with Rupa di & family members.
Prank vdo thila sata hele actually family bonding kn e vdo ru jana paduchi.. Family haba ta emiti ❤❤ Satare maa nku dekhiki mu bi kandipakeili... God bless you ❤
Mamuni mama kn katha bahutu bhala lagila last re se tankn jinsa biki ba Paine kahile bhari Khushi lagila satare tanknra pua te achi fir bi se Tama katha agaa bhabile aaga pacha kichi chinta na kari age Tama katha bhabile God always bless you 🙌
ମାଆ ସବୁବେଳେ ମାଆ ହୋଇଥାନ୍ତି ମାଆ କେତେ ବ୍ୟସ୍ତ ହୋଇ ପଡ଼ିଥିଲେ ମାଆ ପାଇଁ ଗୋଟେ ଲାଇକ ହେଉ ❤❤❤❤❤❤❤❤
Biswas karibani bhai mu bahut kandichi😢
Mo kuha jama Banda hauni
Aja ku dekhila pare😢😢😢😢
Right
Thanks for 0subr
ସତରେ ହେଉ କି ମିଛ ରେ କିନ୍ତୁ ଗୋଟେ କଥା ଦେଖନ୍ତୁ ଜଣଙ୍କ ପାଇଁ କେତେ ଜଣ ବାହାରିଛନ୍ତି ୟାକୁ ଯେ କୁହନ୍ତି ପରିବାର ❤
Aare mg paisaa paain ta .Tama family mote vika maagibe etaa ta acting 😅
Tomer stri uper frink koro
Time is very Pawar full but this story is fack I'm not interested
ଭାଇ ପୁରା ସତ ଲାଗୁ ଥିଲା କିନ୍ତୁ ଶେଷ ବେଳକୁ ଆଖି ଲୁହ ଆସିଗଲା ❤❤❤😊
😢😢😢
ଭାଇ ସତରେ ଆଖି ଲୁହ ଆସିଗଲା❤❤❤😂😂
Bhaepurakarapalagila😢😢😢
Emiti kebhr kari be ni bhai
ପରିସ୍ରା ନା ଲୁହ 😂😂
Mhu kandichi yhe video dekhi 😭satare bohut bhala pariwara apana nkara sabu bele yemiti sangare thai❤🙏
ବାପରେ ଏ ଝିଅ ତ ପୁରା fire 🔥 ଆଉ pure cating କରୁଛନ୍ତି କି acting e didi nka pai gote jabardast like hau ❤❤❤
କିଏ କିଏ last ଯାଏ ଦେଖିଲ ଆଉ ଲାଷ୍ଟ twist dekhi kaha kaha ମୁହଁ ରେ ହସ ଆସିଗଲା 😀
Se jhiaa ra acting pain like gote hau
Finance bala monthly installment nianti. Yearly nuhe.
ପ୍ରଥମ ରୁ ମୁଁ ଜାଣିଥିଲି ଏ ମାନେ ବାଳ ଫାଇନାନ୍ସ ଭଳି ଦେଖା ଯାଉଛନ୍ତି।
Flower samjha kya fire hee didi pura😉😉
ଭାଇ ଆଜି ବହୁତ ମଜା ଲାଗିଲା ସବୁବେଳେ ଖୁସିରେ ରୁହ love you khushi maa 🥰🥰🥰 Jey Jagannath 🙏🙏🙏
This is too much
ଏଇ ଭଲ ପାଇବା ଦେଖିବା ପାଇଁ କାହା ଜୀବନ ବି ଚାଲି ଯାଇ ଥାନ୍ତା ଏମିତି କରିବାର ନ ଥିଲା
Akhiru luha asigala video dekhike ❤😂 pintu bhai
But sir ଏହା ଠିକ୍ ନୁହେଁ ଆପଣଙ୍କ wife ଏବେ hospitalize ହେଇଥିଲେ ତାପରେ recent ଏମିତି shock ଦବା ଜମା ବି ଠିକ୍ ନୁହେଁ
U are right sir
ମୁ ଫାଷ୍ଟ ରୁ ଜାଣିଥିଲି ଏ ସବୁ ପ୍ରାଙ୍କ. ଯାହା ମୁଣ୍ଡରେ ବାପା ଆଉ ବୋଉ ର ଆଶ୍ରିବାଦ ଥିବ ଏମିତି କେବେ ହେବନି ଭାଇ ଜୟ ଜଗନ୍ନାଥ 🙏🙏🙏🙏 ପିଣ୍ଟୁ ଭାଇ ପ୍ରାଙ୍କ କଲ ଠିକ ଅଛି କିନ୍ତୁ ମା କାନ୍ଦିଲେ ଭଲ ଲାଗିଲାନି ଭାଇ
Faltu loka guda bekar video Karu chha nti......😡😡
😅
Please bhai amiti planks kebe karibani satare bhai stink ta pura sata lagila bohut dukha lagila 😂😂
Tu jaunu to luha pochhi dabu maghia
ଆମେ ଜାଣିଛୁ ପ୍ରାଙ ଯାହା ମୁଣ୍ଡରେ ବାପା ଆଉ ବୋଉ ର ଆଶ୍ରିଵାଦ ଥିବ ଏମିତି କେ ବେ ହେବନି ଆମର ଆଶ୍ୟିବାଦ ଅଛି ତୁମରି ଉପରେ
ଆପଣ କେଉଁ ଜାତି ର କେଉଁ ଗାଁ ର କହିଦିଅ ସତ ଜାଣି ବାକୁ କିଏ କିଏ ଚାହୁ ଛ ଲାଇକ କର
Kshatriya jati ra
ପିଣ୍ଟୁ ଭାଇ ତମେ ବହୁତ୍ ଭାଗ୍ୟବନ୍ ଯେ ତମକୁ ଏମିତି ପରିବାର ମିଳିଛି ସବୁବେଳେ ଏମିତି ଖୁସିରେ ରୁହ❤🥰
ମୁଁ ତ ଆଗରୁ ଜାଣିଥିଲି ଏଇଟା prank 😅kehi jane emiti vedio kn upload କରିପାରିବ ପୁଣି ନିଜ ଘର କଥା 😂ମୁ ଠିକ୍ କହିଲି ନା ଗୋଟେ ❤ହେଇଯାଉ
Right
Hm Ghar Katha Kia je kahiba gote pala chale chanti 😅
ни
@@satyajitswain7945 ସତ କଥା ଭାଇ
Hm seta bi Kan nija chanel re😂😂😂😂
ପିଣ୍ଟୁ ଭାଇ ମୁ ସତରେ କାନ୍ଦି ପକେଇଲି ଏମିତି ଆଉ ପ୍ରାଙ୍କ କରିବନି ❤❤❤
Banda ku kanduchi tu
Taku chodibe tote botha hobo 😂😂😂
Bala na
Tu hauchu chhodi pua sal maichia
👹
ଭାଇ prankଟା ବହୁତ ଭଲଲାଗିଲା love you ❤❤❤
Guru mangay Bhai super..... God bless you
ମୁଁ ଏମିତିକା ପ୍ରାଙ୍କଭିଡିଓ କେବେ ଦେଖିନଥିଲି ସମସ୍ତଙ୍କ ପ୍ରାଙ୍କ ଭିଡିଓ ଠାରୁ ଏହା କିଛି ଅଲଗା ଲାଗିଲା କାରଣ ଘର ଲୋକଙ୍କ ମନରେ କିଛି ସମୟ ଲୁହର ବାତାବରଣ ସୃଷ୍ଟି ହୋଇଥିଲା କିଛି ନିଆରା ଲାଗିଲା 🙏🙏🙏
First like from USA🇺🇸❤
Lady character pain gote jabardast like hau❤
Only Mony ke liye yah sab style hai 💘😍😍💥♥️
ବାଘ ମାମୁଁ ଗପ ଶୁଣିଛ ମିଛ ଯେମିତି କେବେ ସତ ନ ହେଉ😢
Sata katha
Right
Right
Satakatha
Bhalo hbo yeh gandi khali kalo kalo heuchi
କୋଉ କୋଉ ମାନେ ପିଣ୍ଟୁ ଭାଇ ଙ୍କ ଭିଡିଓ ଦେଖିକି ଆଜି ପୁରା seriously ହେଇଯାଇଥିଲ ଗୋଟେ ଗୋଟେ 👍👍👍👍👍👍❤❤❤❤
Bala sireous haba
ବାଲ ହେବୁ 😂😂😂😂
Mg like ne ❌mo taa ne re poa✅✅✅
Bala na😂😂😂😂
Maaghya ta nali re gheuthile maghya serious na banda
ଭାଇ ଆଉ ଏମିତି ପ୍ରାଙ୍କ କରୀଵେନୀ ମା ର ଆଉ ଭାଉଜ ର କାନ୍ଦ ଦେଖି ମୋ ଆଖି ରୁ ବି ଲୁହ ଆସିଗଲା ଜୟ ଜଗନ୍ନାଥ ଭାଇ ଭାଉଜ ସବୁବେଳେ ଖୁସି ରେ ରୁହ ❤❤❤❤
Satare bhai maa nka luha dekhi akhiru luha bahari asila ❤
Bapa aou maa nka aasirbada thile kichhi bi hebani ❤❤❤❤ vai aou vauja
Your family is very innocent. Stay always with them ❤❤
Sabu Paisa ର ଖେଳ 😅
@ han but content miliba b bahut kasta
ଲୋକ ଖୁସି କରିବାପାଇଁ ଏଇଟା ଭଲକଥାନୁହେpin2, Bhai ♥️♥️♥️
Maa pari au Kia heba bhai mane❤❤❤❤❤❤❤pua jete bhula kalebi maa paii sea dosi nuha love you maa ❤️🙏🏻🙏🏻🙏🏻🙏🏻
ପିଣ୍ଟୁ ଭାଇ pz ଏମିତି କରନି ଭଲ ଲାଗିଲା ନାହିଁ ମା ମୋର ସ୍ନେହୀ ଆଜି ଜାଣିଲି ଆଉ ରୁପା ଭାଉଜ ଏତେ ଶୁଣିଲେ ତଥାପି chup ରହିଲେ ଆଉ କେଉଁ ବୋହୁ ହେଇଥିଲେ ଗାଲୁ ମାରିଥାନ୍ତା ସତରେ ଭାଉଜ ତୁମେ କାହା କଥା ସହି ପାରନି ତୁମେ ଭାଉଜ ମୋ ପାଇଁ ମୋ ମା ତୁମୋ ପାଦକୁ ମୋର ପ୍ରଣାମ 🙏🙏
Bhai and bhauja best'
ପିଣ୍ଟୁ ଭାଇ ଏମିତି ପ୍ରାଙ୍କ କରନି ରୂପା ଭାଉଜ ମାଆ ଙ୍କ ଆଖି ରେ ଲୁହ ଦେଖି ଆମ ଆଖିରେ ଲୁହ ଆସିଗଲା ❤❤❤❤❤
T maa peto re Bhai ki pintu rupa Randy kotha kohoni taku koho rupa au Randy nk bholi roll korni
Hnnn magiaa to bou ra nija blood ra chua ta rupa sethipain to akhi re luhaa asigala au nahii, mader fadar kn hauchaa bee
ପିଣ୍ଟୁ ଭାଇ ଙ୍କ ତିନିଟା ମାଆ ସମସ୍ତ ଙ୍କ ଆଶିର୍ବାଦ ଅଛି।
MAGHIA tu 🤣
Bapa kete ta kire
God bless you Bhai $ bhauja
Sabubele khusire ruha
Love you all family
Pintu ଭାଇ ତମେ ଭଳ prank
କଲ। ମା ପୁରା କାନ୍ଦି ପକେଇେଲେ😂😂😂 ସେଥିପାଇଁ ଗୋଟେ ଲାଈକ୍ କରିବେ ଧନ୍ଯବାଦ
Amite video banana
ବଳ 😂😂
ଅନ୍ୟ ର ଖୁସି ପାଇଁ ନିଜ ଲୋକଙ୍କୁ ଦୁଃଖ ଦିଅନ୍ତୁ ନାହିଁ ଭାଇ... ଏମିତି କରିବା କଥା ନୁହଁ ଭାଇ..
Right 👍
Bhai ae viewers mananka comment asu thila bodhe prank kara prank kara boli😊
ତାଙ୍କର କିଛି ଭୁଲ ନାହିଁ,ସବୁ ଭୁଲ୍ ଆମର।ଆମେ ତାଙ୍କର ସବୁ ଭିଡିଓ ଦେଖୁଛେ଼।
Bhai emiti karibeni bahut dukha lagila 🎉🎉🎉🎉 god bless you sabubele success milu 🎉🎉🎉
Happiness is having a supportive and loving family ❤ kaha najara na lagu apananka family ku
ପିଣ୍ଟୁ ଭାଇ ଏମିତି ପ୍ରାଙ୍କ କେବେବି କରିବେନି ବହୁତ ମନ କଷ୍ଟ ଲାଗିଲା
Finance madam nk acting jabardast...
Acting bhai
ଭାଇ prank ତ ଆପଣ ଆପଣଙ୍କ ଘର ଲୋକଙ୍କ ସହିତ କଲେନି ଖାଲି ଆପଣଙ୍କ ଏକ କୋଟି ର ପରିବାର ସହିତ କଲେ 😭😭 କିନ୍ତୁ ମଝିରେ ମଝିରେ ଏମିତି prank ଦରକାର 👍👍👍
👍
Hmm bhai samasatanka vala paiba dekhi luha asigala bhai love you bro❤❤❤❤
Really, bahut serious lagila.. family members nka aakhire luha dekhi
ବାପା ଏମିତି ଆଉ କେବେ କରିବନି, ସମସ୍ତଙ୍କ ଆଶିର୍ବାଦ ତୁମ ଉପରେ ଅଛି । ଜୟ ଜଗନ୍ନାଥ ❤️
ଭାଈ ଏମିତି କରିବନି ମୋତେ ଦେଖୀ କି ବହୁତ୍ କଷ୍ଟ ଲାଗିଲା ଭାଇ ମୋ ଆଖିରେ ଲୁହ ଆସି ଗଲା ପ୍ଲିଜ ଏମିତି କରୋନି ଭାଈ ଭାଉଜ କାଦିଲେ ମାଁ ବି କାଦିଲେ କରିବେନି ଭାଇ nice Bhai and bhauja khusi maa happy family jay jagannath 🙏🙏🙏🥰❤❤🥰🥰
Bhai jabardast prank thila pura serious heigalu 👍
Thank God😢 Jaha hau aita prank thila 😊 God bless you pintu bhai and all family members ❤❤ sabubele bhala re ruhantu
ସତରେ ଏମିତି Prank ଆଉ କରିବେନି ଭାଇ ସମସ୍ତେ କାନ୍ଦି ପକେଇଲେ😢😢
😢
ପିଣ୍ଟୁ ଭାଇ ଏମିତି ପ୍ରାଙ୍କ କେବେ କରିବନି ମୋ ମାତାଜୀ ମା ନୂଆ ମା ରୂପା ଭାଉଜ ଙ୍କ କାନ୍ଦ 😭ଦେଖି ମୋ ଆଖିରେ ଲୁହ ଆସିଗଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ପିଣ୍ଟୁ ଭାଇ ପରିବାର ସମସ୍ତ ଙ୍କ ସାଙ୍ଗରେ ଏତେ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ଖୁସି ଲାଗୁଛି ମୋ ପିଣ୍ଟୁ ଭାଇ ଙ୍କ ମଜା କଥା ଶୁଣି ବହୁତୁ ହସ ଲାଗିଲା ମୋ ପିଣ୍ଟୁ ଭାଇ ଙ୍କ କଥା ଶୁଣି ବହୁତୁ ହସ ଲାଗିଲା ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ପଙ୍କଜ ଭାଇ ଚିତ୍ତ ଭାଇ ରୁନା ଦିଦି ମାଉନ ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି Mo Cute Khusimaa 😘 Love you Bhai Bhauja Khusimaa Pankaj Bhai Chitta Bhai Runa Didee Bapun Ram dev Sister and all Family members💞❤️❤️❤️❤️❤️❤️❤❤❤❤❤❤❤❤
ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ🙏 ଜୟ ଗଣେଶ 🙏 ଜୟ ଶ୍ରୀ ରାମ 🙏 Good bless you 👍️
Are bhai sabu monkey power 😂
Bhauja prama mitha 😂
Hbe Nadi re Banya asigala.to luha re
Sabubele khushi re ruhantu bhai apananka family ku au ama mananku sabubele emiti hasauthantu Happy Family ❤
Jay jagannath pintu Rupa God bless you 💖
Miss u Rupa Pintu Khushi express ❤❤❤❤my favorite jodi nd favorite golden family ❤❤❤❤ miss u
ଭାଇ ଏମିତି କରନ୍ତୁନି ମାଁ ଙ୍କୁ କେବେ କନ୍ଧାନ୍ତୁନି ମାଁ ବହୁତ ଭଲ କେତେ ପରିଶ୍ରମ କରୁଛନ୍ତି ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ମାଆ ଙ୍କୁ କନ୍ଧାତୁନି ❤❤❤❤
Mu ta first bhabili sata, tapare comment dekhili biswasa helani adha dekhila pare janili eata prank hoichi. Samastanka support dekhiki akhire luha asigala, God bless you pintu bhai with Rupa di & family members.
ଭାଇ ତମେ ଅନ୍ୟ କୁ ହେଲପେ କରିଛ ଭାଇ ଙ୍କୁ କିଏ କିଏ ସାହାଯ୍ୟ କରିବେ କମେଣ୍ଟ କର ପ୍ଲିଜ 😂
Mo
Best prank hele Tama ghara Loko tamaku bahut vala pauchhanti Tama khusi mane v bahut
Pintu bhai pain ta maa world ra best maa❤
ଭାଇ ଏମିତି ଆଉ କେବେ କରିବନି ଭିଡ଼ିଓ ଦେଖି ବହୁତ ଦୁଃଖ ଲାଗିଲା ଏମିତି ଆଉ କେବେ କରିବନି❤❤❤
Ethiru jana padila je family bonding kete strong ❤
Mun jetebele janili eita prank video mate bahut khushi lagila😊
ଭାଇ ମୁଁ ଏଥିରୁ ଏଇଆ ସିଖିଲି ଯେ ଘରର ଗୋଟିଏ ପିଲା କିଛି ଅସୁବିଧା ରେ ପଡ଼ିଲେ kemeti ଘରର ସବୁ ଲୋକ ସାତ douchuanti ଲୋଭ you ଅଲ Jay jagannath 🙏⭕‼️⭕ tuma ପରିବାର ଉପରେ କାହାର ନଜର ନ ଲାଗୁ soport for Rupa Pin2 youtube videos,।।।,।।।।।।।।।।।।।।।।।।।।--?
Satare bhai mo kanda control kariparilini bhagaban tama pariba raku sabubele happy rakhantu ❤
ଏସବୁ ଠିକ୍ ନୁହେଁ
ନିଜ ପରିବାର କୁ ଏମିତି କରି କନ୍ଦେଇ ବା କୌଣସି ମତେ ଠିକ୍ ନୁହେଁ। ଘରେ BP ରୋଗୀ ଅଛନ୍ତି ଯଦି ତାଙ୍କର ଦେହ କିଛି ହେଇ ଯାଏ
View ପାଇଁ
ଭାଇ ବିଶ୍ୱାସ କର ଆରମ୍ଭ ରୁ ଦେଖିକି ବହୁତ୍ କଷ୍ଟ ଲାଗିଲା.... ତା ପରେ ଯେତେବେଳେ ଲାଷ୍ଟ୍ ରେ ଦେଖିଲି ପୁରା ଖୁସୀ ଲାଗିଲା.... Prank ବୋଲି ...
ଭାଈ video pura most thila ❤❤❤❤
Faltu loka nkara paisa paine faltu kama......😡😡
@@archanabarik2330 Tome kemiti janilo sie faltu loko boli tomoro kichi khorap kori thile na kn
ନାହିଁ ଭାଇ ଏମିତି କରନି ଭାଇ piz ଦେଖି କି 😭😭😭😭ପଳେଇଆସିଲା ଭାଇ
Bahuta Dukha legislation video dekhi😊
ଜୟ ଜଗନ୍ନାଥ ଭଗବାନ ଆପଣଙ୍କ ପରିବାରକୁ ଖୁବ୍ ଭଲ ରେ ରଖନ୍ତୁ
God bless you sabu bele khusire ruha tuma family sabu bele hasa khusire rahu
ଭାଇ ଏହି prank ରୁ ଜଣାପଡ଼ିଲା ଯେ ଆପଣଙ୍କ ପରିବାରର ଲୋକେ ସବୁ ସମୟରେ ଆପଣଙ୍କୁ କେତେ ଭଲ ପାଆନ୍ତି ଆଉ ସବୁ ସମୟରେ ଆପଣଙ୍କ ସହ ଅଛନ୍ତି।❤
ଜୟ ଜଗନ୍ନାଥ 🙏🙏🙏 ସତରେ ଏମିତି prank ଆଉ କରିବେନି ଭାଇ ବହୁତ ଦୁଃଖ ଲାଗୁଚି ପରିବାରର ସମସ୍ତଙ୍କୁ ପୁରା କନ୍ଦେଇ ଦେଲ😂😂😂 god bless you all family members
ଭାଇ ମୁଁ ଥମନେଲ ଦେଖି ବହୁତ ଆଶ୍ଚର୍ଯ୍ୟ ଲାଗିଲା ତାପରେ ଭିଡିଓ ଦେଖୁଥାଏ ବହୁତ କଷ୍ଟ ଲାଗୁଥାଏ,ଫିରିଭ କଷ୍ଟରେ ମଧ୍ୟ ଦେଖୁଥାଏ, ତାପରେ ଭିଡିଓ ମଝିରେ ଏତେ ଗୁଡିଏ ଖୁସି ମିଳିଲା ଯାହାକି ମୁଁ କାନ୍ଦି ପକେଇଲି, ଭାଈ ଏମିତି prank କେବେ କରିବେ ନାହଁ love you all family ❤❤❤
Bhai vdo starting ru hrudayaru kasta hela apana nku au apanka paribar ku ame bahut bhala pau sabubele ame apanka fan ❤❤❤❤
ଭାଇ ଭାଉଜ ଓ ବୋଉ ଙ୍କୁ ଦେଖି ଦୁଃଖ ଲାଗିଲା ଏମିତି କରନ୍ତିନି ଦୁଃଖ ଲାଗିଲା 😂😂
ଭାଇ ବୋଉଙ୍କୁ ଦେଖିକି ସତରେ କଷ୍ଟ ଲାଗିଲା🥺🙁❤️ ଏମିତି ଆଉ କରିବେନି
Satare tamara prank ta bahut heavy thila akhiru luha asigala❤❤❤❤❤
ଭାଇ ସତରେ ମୁଁ ଯେତେ ବେଳେ ଦେଖିଲି ମୁଁ ଡେରି ଯାଇଥିଲି ଭିଡ଼ିଓ ପାଇଁ ମାଆ ଙ୍କୁ ଆଖିରେ ଲୁହ ଦେଇଅନି ଭାଇ ଗୋଟେ ଜିନିଷ ଭଲ ଲାଗିଲା କି ଭାଇ ତମ ସାଥିରେ ତମ ତିନି ମାଆ ଛିଡ଼ା ହଉଛନ୍ତି😊
ଆରେ ସେ ମା ଆଉ ସ୍ତ୍ରୀ ର ମହତ୍ୱ ଜାଣିନି ଟଙ୍କା କମେଇବା ରେ ମନ ବୁଝିବକୋଉଠୁ ରାଧୁଆ ଏମିତି ମିଛ କହୁଥିଲା ବାଘ ନେଇଗଲା ଯେବେ ନେଇଗଲା କେହି ଆସିଲେ ନି ପିଣ୍ଟୁ ବି ଭୋଗିବ
Bhai emiti video karantuni 🥺.... bhauja nka love really precious 🥺
Right 👍
Ate mojak bholo nuhe
ଭାଇ ଏମିତି ଫ୍ରାଙ୍କ ଆଉ କେବେ ବି କରିବେନି please 🥺hole family members ମାନଙ୍କ ଆଖିରେ ଲୁହ ଦେଖି ଭଲ ଲାଗିଲା ନାହିଁ 🥺 ସବୁବେଳେ ଖୁସି ରେ ରୁହନ୍ତୁ ❤❤❤❤🙌🙌🙌
Pintu Bhai mu bi fast vedio dekhi kandi pakeilu really 😢😢
He prabhu
God bless you 🙏 all..
Happy family 💖
Hmm
ଧନ୍ୟ ଧନ୍ୟ ମୋ ଜୀବନ ଧନ୍ୟ ହେଇଗଲା ଏଇ ଭିଡିଓ ଦେଖିକି 😂
Video mu jete thara dekhuchi khli kandalaguchi❤❤❤
ଏ ସଲାଙ୍କ ମନଘଡା କରି କେମିତି ଭିଉଜ଼ ଆଦିକା କରି ପଇସା କମେଇବା ନୂଆ ପ୍ଲାନ 😂
Tu maghia tor problem kn heuchi
😂😂😂😂😅😅😅😅
Prank vdo thila sata hele actually family bonding kn e vdo ru jana paduchi..
Family haba ta emiti ❤❤
Satare maa nku dekhiki mu bi kandipakeili...
God bless you ❤
Are bhai 😢 mu satare kandhi pakei li
❤rupa didi au aunty nka luha dekhi❤
A video dekhi ama ghara sabu acharjya 😅 Bhai tama family sabubele khushi re ruhantu ❤
Mamuni mama kn katha bahutu bhala lagila last re se tankn jinsa biki ba Paine kahile bhari Khushi lagila satare tanknra pua te achi fir bi se Tama katha agaa bhabile aaga pacha kichi chinta na kari age Tama katha bhabile God always bless you 🙌
Ketebele kahile?
Bhai tame kamal karidela ❤❤❤love your family
Bhai Dari jai thili na
God bless you 🎉🎉🎉
Joit family aku khanti
Sabu maa mane ekhathi heigalay
Pua uparer tikey bipadi asilay
❤❤❤❤❤❤
Bhai a video bahut bhala heichi mu 2thara dekhilani ❤❤❤❤❤❤❤❤
Jay jagnnath 🙏ଭାଇ ବାପା ଵଉ ଘର ସମସ୍ତ ଙ୍କ ଆଶ୍ରିବାଦ ଅଛି ଏମିତି କେବେବି ହବ ନାହିଁ ଭାଇ ଭାଉଜ ଙ୍କୁ ଏମିତି ଭଲ ପାଇବା ଦେଥାନ୍ତୁ lovu all family all tha best 👍
Pin2 bhai jabardast prank thila pura serious heigalu 😊
ପିଣ୍ଟୁ ଭାଇ ସତ କହୁଛି ମୁଁ ପୁରାକାନ୍ଦିପକେଇଲି ମୁଁ ଭାବିଲି ଆଉ ବ୍ଲକ କରିବେନି 😢😢😢❤❤❤❤❤
ଭାଇ ଏମିତି ଭିଡିଓ କରନି ଯାହାକି ବହୁତ କିଛି ଅସୁବିଧା ହେଇ ଯିବ🙏🙏🙏🙏ଭଗବାନଙ୍କ କିଛିହେଇନି କାହାର Jai Jagannath⭕❗⭕🙏🙏🙏
ଚିତ ପୁରା ନିରୀହ ପିଲାଟି 😥🥺
Hmm
Jay Jagannath very good video 📷 super to super 👌👌
ମୁଁ ତ ଜାଣିଥିଲି ଏଇଟା prank ଭାଇ 😅😅kehi Jane emiti vedio kn upload କରିପାରିବ ପିଣି ନିଜ ଘର କଥା😢😢ମୁଁ ଠିକ୍ କହିଲି ନା ❤❤ ଭାଇ
Bhai so sweet prank🥰🥰🥰
Nija maa aau wife ta kandibe hin but khudi mane jo kandile ethiru jana pintu Bhai ku semane kete bhala paanti... Great pintu Bhai
Realy nice pintu Bhai
Super super
ସତରେ ଭାଇ ମୁଁ ମାଉସୀ❤😢 ଙ୍କ କାଦ ଦେଖି ଭାବୁ ଥିଲି ମୁଁ ଜାଇକି ସେ ଫାଇନାସ୍ ଝିଅ କୁ ମାରିବାକୁ ଆଉ ଆପଣଙ୍କ ପରିବାର ଲୋକେ ଙ୍କୁ ଦେଖି ମୋ ବୋଉ କଥା ବହୁତ ମନେପଡେ
AAU NELAA BELAKU KHUSI.
ମା ଙ୍କୁ ଯିଏ ହୃଦୟ ରୁ ଭଲ ପାଉଛ like Kariba ଜୟ ଜଗନ୍ନାଥ
ମୁଁ ତ video First ru ଦେଖି କାନ୍ଦି ପକେଇଲି ଭାବିଲି ମତେ ହାର୍ଟ ଚୋକ୍ ହୋଇଯିବ ଭାଇଙ୍କ ପାଇଁ କିନ୍ତୁ ପୁରା video ଦେଖି ମନ ଖୁସି ହୋଇଗଲା
ସତରେ ଭାଇ ଏ ମିତିକା prank video କେବେ କରିବେନି please 🥺
I LOVE YOU PINTU BHAI ❤❤❤
ଆଉ ଗୋଟେ କଥା ସତ କହିଲ ଭାଈ ଯୋଉ ମାନେ ଈର୍ଷା ରେ ଜଳୁଥିବେ ସେମାନେ ପ୍ରଥମ ରୁ ମଜା ନେଇଥିବେ ଓ ପରେ ମୁଁହ ସୁଖୀ ଯାଇଯାଇଥିବ 😮
ଭାଇ please reply deba plz 🥺
Mu wait kali
ତୁମ ସାନ ଭାଇ SMART BOY SANKUR
Jaya jaganath bro love you bro