Opposition Is Enlisting Heavy-Weights To Defame Odisha Chief Minister Naveen Patnaik: VK Pandian

แชร์
ฝัง
  • เผยแพร่เมื่อ 25 ก.ย. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #Odisha

ความคิดเห็น • 37

  • @LataNani833
    @LataNani833 4 หลายเดือนก่อน +5

    ବର୍ଷକୁ ୨ କୋଟି ଚାକିରି, ଆକାଉଣ୍ଟରେ ୧୫ ଲକ୍ଷ... ଗପ କହିବ ତ ବିଜେପି ନେତାଙ୍କ ଭଳି । ଲାଜ ଟିକେ ନାହିଁ, ନିଜ ପଛରେ ମଳ ଲଗାଇ ଅନ୍ୟକୁ କହୁଛ ଗନ୍ଧାଉଛି ।

  • @saniray884
    @saniray884 4 หลายเดือนก่อน +4

    ଦରକାର ନାହିଁ ଅଚ୍ଛେ ଦିନ, ବହୁତ ଭଲ ଥିଲା ପୁରୁଣା ଦିନ । ଗ୍ୟାସ୍ ଦର ୧୦୦୦ ଟପିନଥିଲା, ୧୦୦ ଟଙ୍କାରେ ପେଟ୍ରୋଲ ୨ ଲିଟର ମିଳୁଥିଲା । ବିଜେପିର ଅଚ୍ଛେ ଦିନରେ ସେ ସବୁ ସ୍ୱପ୍ନ ପାଲଟିଗଲାଣି ।

  • @RajaPanda-k3k
    @RajaPanda-k3k 4 หลายเดือนก่อน +2

    ଚାଷୀଙ୍କ ପାଇଁ ଏମାନଙ୍କର ସତରେ କଣ ଏତେ ଦରଦ? ତାହା ହେଲେ ଦିଲ୍ଲୀ ରାଜରାସ୍ତାରେ ବର୍ଷାଧିକ କାଳ କାହିଁକି ଖରା ବର୍ଷାରେ ବସାଇ ହନ୍ତସନ୍ତ କଲ? କାହିଁକି ଲକ୍ଷ୍ମୀପୁର ଖେରିରେ ଚାଷୀଙ୍କ ଉପରେ ଗାଡି ଚଢାଇ ମାରିଲ?

  • @Anirudh-590
    @Anirudh-590 4 หลายเดือนก่อน +2

    ଦେଶର ବଡ ବଡ ସଂସ୍ଥାର ଘରୋଇକରଣ କରି ଭିତରୁ ପୂରା ଖୋକଲା କରି ସାରିଲାଣି ଏ ବିଜେପି ଦଳ । ଏମାନଙ୍କୁ ସୁଯୋଗ ମିଳିଲେ ଦେଶକୁ ପୂରା ବିକିଦେବେ

  • @GuruMajhi-
    @GuruMajhi- 4 หลายเดือนก่อน +1

    ବିଜେପି ହେଉଛି ଭାରତୀୟ ଜାଲିଆ ପାର୍ଟି, ଏମାନଙ୍କୁ ବିଶ୍ୱାସ କଲେ ସବୁ ନେଇଯିବେ ଲୁଟି

  • @Anirudh-590
    @Anirudh-590 4 หลายเดือนก่อน +3

    ଡହରାମି, ଗାଲୁଆମି, ଯାବତୀୟ ମିଛ, ଗୁଣ୍ଡାଗର୍ଦ୍ଦି, ବାହାସ୍ପୋଟିଆରେ ପିଏଚଡି ଡିଗ୍ରୀ ହାତେଇଛନ୍ତି ବିଜେପି ନେତା । ଏମାନଙ୍କ କର୍ମୀଙ୍କ ମୁହଁକୁ ସରମ ଅଛି ନା ଏମାନଙ୍କ ନେତାଙ୍କ ମୁହଁକୁ ଲାଜ ।

  • @LataNani833
    @LataNani833 4 หลายเดือนก่อน +2

    ଏସବୁ ପ୍ରଶ୍ନ ପଚାରିଲେ ଲାଙ୍ଗୁଡ ଜାକି ପଳାଇବେ ବିଜେପି ନେତା ।

  • @PulakitDhal
    @PulakitDhal 4 หลายเดือนก่อน +4

    ଜଣେ ବ୍ୟଭିଚାରୀ ନେତାକୁ ଦଳର ସଭାପତି କରି ବିଜେପି ଓଡ଼ିଶାର ମହିଳାଙ୍କୁ ଅସମ୍ମାନିତ କରିଛି

  • @chinmayadhal7082
    @chinmayadhal7082 4 หลายเดือนก่อน +10

    କାରଣ ଓଡ଼ିଶା ବିଜେପି ର ନେତା ର ଘୋର ଅଭାବ ସେଥିପାଇଁ ବୁଷ୍ଟର ଡୋଜ ଦେବାପାଇଁ ଆସୁଛନ୍ତି😂😂😂

  • @PujaKumari-xe6kc
    @PujaKumari-xe6kc 4 หลายเดือนก่อน +6

    ରାଜ୍ୟ ବିଜେପିର ସଭାପତି କିଏ ଦେଖ, ଯିଏ ବ୍ୟଭିଚାର ମାମଲାରେ ଜଡିତ

  • @PoojaYadav-kg8xc
    @PoojaYadav-kg8xc 4 หลายเดือนก่อน +4

    ଓଡ଼ିଶା ବିଜେପିର ସଭାପତି ମନମୋହନ, ମା’ ମାଉସୀ ଏବେଠୁ ହୁଅ ସାବଧାନ

  • @PulakitDhal
    @PulakitDhal 4 หลายเดือนก่อน +5

    ମହିଳାଙ୍କୁ ନେଇ ପ୍ରବଳ ଜ୍ଞାନ ବାଣ୍ଟେ ବିଜେପି, କିନ୍ତୁ ସଭାପତି ପଦ ଜଣେ ବ୍ୟଭିଚାରୀ ହାତରେ ଦେଇଛି ଦଳ

  • @Sipun303
    @Sipun303 4 หลายเดือนก่อน +1

    ମାଗଣାରେ ସିଲିଣ୍ଡର ଦେଉଛ ବୋଲି ଭାରି ଜୋରରେ ଡିଣ୍ଡିମ ପିଟୁଥିଲ, କିନ୍ତୁ ସେହି ଖାଲି ଗ୍ୟାସ ଟାଙ୍କିରେ କିଏ କେମିତି ରୋଷେଇ କରିବ ଭାବିଛ? ଗ୍ୟାସ ଦର ଏତେ ବଢାଇ ଦେଲେଣି ଯେ, ଟାଙ୍କିରେ ଗ୍ୟାସ୍ ଭର୍ତ୍ତି ନକରି ଲୋକେ ଉପାସରେ ଶୋଉଛନ୍ତି ପରା

  • @PoojaYadav-kg8xc
    @PoojaYadav-kg8xc 4 หลายเดือนก่อน +4

    ଯେଉଁ ଦଳର ମଙ୍ଗୁଆଳ ବ୍ୟଭିଚାରୀ, ସେହି ଦଳର କର୍ମୀ କଣ ନ ହୋଇଥିବେ ଥରେ ଭାବି ଦେଖ

  • @abanipradhan
    @abanipradhan 4 หลายเดือนก่อน

    ତାର କଣ ସମ୍ମାନ ଆଉ ଅଛି ଯେ ତାକୁ ଅସମ୍ମାନ କରିବେ,,,, ତୁ ଗୋଟେ ବେହିଆ ଆଉ ସେବୀ 😂😂😂😂😂

  • @Sipun303
    @Sipun303 4 หลายเดือนก่อน

    ସବକା ସାଥ୍‌, ସବକା ବିନାଶ ଏହା ହିଁ ବିଜେପିର ପ୍ରକୃତ ଲକ୍ଷ୍ୟ

  • @agastidas6788
    @agastidas6788 4 หลายเดือนก่อน +1

    Bjp.cm..nku.respt.daunahante.harebo.bjp.saetepae.pagalo.haegolane

  • @ManoramaSatpathy
    @ManoramaSatpathy 4 หลายเดือนก่อน

    We want odia leadership to manage odishaa ,we will reply only for sake of odisha integraty

  • @chittaranjanmohanty7502
    @chittaranjanmohanty7502 4 หลายเดือนก่อน

    Aau apana mahasaya kouthu asile ki TN ru ta

  • @kishorkumarswain9358
    @kishorkumarswain9358 4 หลายเดือนก่อน

    ବାଳ ନା

  • @sudhakarsahu333
    @sudhakarsahu333 4 หลายเดือนก่อน

    Our C.M , our odia neta ,aau odia lokamanku one outsider control karuchhi . Ehadharu bada insult for odia kan heipare ?

  • @bbsrlinks
    @bbsrlinks 4 หลายเดือนก่อน

    Tme kouthu asicha pandian babu 😂😂😂

  • @pranatisamantaray144
    @pranatisamantaray144 4 หลายเดือนก่อน

    Ta fala se 4re paibe

  • @ashimpanigrahi9956
    @ashimpanigrahi9956 4 หลายเดือนก่อน +1

    Tamil ru asiki ama cm nka jou respect Khali jaluchi

  • @ninjabumba2423
    @ninjabumba2423 4 หลายเดือนก่อน

    Pandu ku hatao odisha banchao

  • @manjulatabihari4048
    @manjulatabihari4048 4 หลายเดือนก่อน

    Bjd bjd

  • @saratkumarmuduli3332
    @saratkumarmuduli3332 4 หลายเดือนก่อน

    Tu kouthikar

  • @kabirajrana6446
    @kabirajrana6446 4 หลายเดือนก่อน +3

    ତୁ ସଲା ତାମିଲ୍ ରୁ ଆସିଛୁ ତୁ କଣ କହୁଛୁ
    ହେ ପ୍ରଭୁ ଜଗନ୍ନାଥ ପାଣ୍ଡୁ ଙ୍କୁ ଓଡ଼ିଶା ଓଡ଼ିଶା ରୁ ଶୀଘ୍ର ତାମିଲ୍ ପଠେଇ ଦିଅନ୍ତୁ ଆପଣଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ଓଡ଼ିଶା କୁ ତାମିଲ୍ ଚୋର ଠୁ ରକ୍ଷା କର ଜୟ ଜଗନ୍ନାଥ

  • @NiranjanSwain-rg4lx
    @NiranjanSwain-rg4lx 4 หลายเดือนก่อน

    To Munda kharap a hoegalani