Are vai kou chakiri kire nije bangalore jaa, emane hin sei kam karu6nti training nare pilanku nei khaiba thik se debeni au bahar rajya ku patheibe,tu nije pala chakiri na hair debe😅😅😅😅😅😅😅
au kete karile hebo, govt sau exam re to jhio manaka pain fee utheidela, khali pua ,ame hi fee dauchanti, puni subhadra jojona ahuri kete smt jojona achi jouthire ki jhio mane hi pauchanti, semane jadi bahare kama karibe tahale sei tunguru bholo maikina bhalia bahare khelo karibe.
Emane kichhi chakiri debeni ...emane bas neiki gote bahari Dalal hatare deidebe bahara rajya re Sethi kichhi pvt company re 1 year ,2 year, contract bess re kama kareiki tadidebe....like sei dadana khateibe...if you interested then. Ok
Alll district ନିଯୁକ୍ତି ମେଳା କରା ଯାଉ
Pattamunai re mela kara jau
Yes aul bi
ଗଞ୍ଜାମ ଖଲ୍ଲିକୋଟ ରେ ମଧ୍ୟ ଏଇ ନିଯୁକ୍ତି କରନ୍ତୁ
Hmm right
Right
😂patha padha he bhalare ejaka ru kn miliba 😂
Hmm
ଗଞ୍ଜାମ ରେ ବି ଏହି ମେଳା କରାଯାଉ 🙏
Yes sir... Ganjam re bi karajau sir
Au.. gajapati Rayagal loba bi hehu sri
No diantu
ସାର୍ କନ୍ଧମାଳ ଜିଲ୍ଲାରେ ରେ ବି ନିଯୁକ୍ତି ମେଳା ଆୟଜନ କରନ୍ତୁ 🙏🙏🙏🙏
Contact karantu mate
ମାଲକାନଗିରି ଜିଲ୍ଲା ରେ ମଧ୍ୟ ଏହିବଳୀ ନିଯୁକ୍ତି ମେଳା କରାଯାଉ ସାର
କଳାହାଣ୍ଡି ଜିଲ୍ଲାରେ ମଧ୍ଯ ନିଯୁକ୍ତି ମେଲା କରନ୍ତୁ ସାର୍
ସାର୍ ଗଜପତି ଜିଲ୍ଲା ରେ ନିଯୁକ୍ତ କରାଯାଉ
ସୁନ୍ଦରଗଡ଼ ରେ ବି ନିର୍ଯୁତି ମେଲା ହଉ
ସୁନ୍ଦରଗୋଡ଼ ରେ ଆଉ ବଣାଇଗଡ଼ ରେ ବି ହେଉ
ମୋତେ ବି ଚାକିରି ଦରକାର ସାର୍ ଆମର ଦାବି ପୁରଣ ହେଉ ସାର୍ ଜୟ ଜଗନ୍ନାଥ 🙏🙏⭕‼️⭕
Are vai kou chakiri kire nije bangalore jaa, emane hin sei kam karu6nti training nare pilanku nei khaiba thik se debeni au bahar rajya ku patheibe,tu nije pala chakiri na hair debe😅😅😅😅😅😅😅
ଭଦ୍ରକ ଜିଲ୍ଲାରେ ନିଯୁକ୍ତି ମେଳା କରାନ୍ତୁ
ମାଲକାନଗିରି ଜିଲ୍ଲାରେ ବି ନିଯୁକ୍ତି କରନ୍ତୁ ସାର୍
ନିଯୁକ୍ତି ମେଳା କାର୍ଯ୍ୟ କ୍ରମ ରେ କୌଣସି ଲାଭ ହେବ ନାହିଁ କିଛି ଉଦ୍ଦେଶ୍ୟ ନାହିଁ ସବୁଠୁ ଭଲ ଓଡ଼ିଶାରେ ବିଭିନ୍ନ କମ୍ପାନୀ ହେଲେ ରାଜ୍ୟର ବେକାରୀ ସମସ୍ୟାକୁ ଦୂର କରି ହେବ
Because, 90% ଲୋକ ଦାଦନ ଶ୍ରମିକ ଓଡ଼ିଶା ବାହାରେ, ଓଡ଼ିଶାରେ pharma companies ହେଲେ ରାଜ୍ୟର କେତେକ ଲୋକ ଦାଦନ ରୁ ବଞ୍ଚିତ ହେବେ
yes brother Ji 🙏
Right bhai
ଗଜପତି ଜିଲା ରାୟଗଡ କରାଉ
ୟେ ପ୍ରକାର ନିରଯୁକ୍ତି ମେଳା ସବୁ ଜିଲ୍ଲା ରେ ହେବା କଥା।....... 🙏🙏🙏🙏🙏
Fake tame kn mental
ମାଲକାନଗିରି ରେ ବି ହେଇ ମେଳା କରା ଯାଉ .
ମୟୂରଭଞ୍ଜ ଜିଲ୍ଲାରେ ନିଯୁକ୍ତି କରନ୍ତୁ ସାର୍
Hn mayurbhanj re b Mela Hou
Bhai tk pachariki kahiba mate bi
Hm
Hnmm
Please Western odisha re b karajau Rojgar Mela....
Hello
@@pankajinisingh9284 Yes
Western odisha kuhani please... district name kuha.... odisha is one.... don't use this type of word about odisha
ଏହି ସଂସ୍ଥା ସହିତ କେମିତି ଯୋଗାଯୋଗ କରିବୁ ତା'ର ମାଧ୍ୟମ ଦିଅନ୍ତୁ।
Bhai tk pachariki kahiba
ସବୁ ଜିଲ୍ଲାରେ ନିଯୁକ୍ତି ମେଳା କରାଜାଉ sir
ସାର୍, ସମ୍ବଲପୁର ଜିଲ୍ଲାରେ ମଧ୍ଯ ଏହି ନିଯୁକ୍ତି ମେଳା ରଖନ୍ତୁ । pls sir.
ଭଳ ହେବ ସମ୍ବଲପୁରେ ହେଲେ
ମହିଳା ମାନଙ୍କ ପାଇ ବି କିଛି କର ଜଉ ଯାହା ଦ୍ୱାରା ସେମାନେ ବି ତାଙ୍କ ସ୍ଵାମୀ ଆଉ ତାଙ୍କ ଛୁଆ ମାନଙ୍କୁ ଅର୍ଥରେ କିଛି ସହଯୋଗ କରିପାରିଥାନ୍ତି
Fake tu ghare rahi ki6i gt santha kari chale,bahare jibu machine chaleibu ghare rahi mobile dekhi machine sikha....ok
au kete karile hebo, govt sau exam re to jhio manaka pain fee utheidela, khali pua ,ame hi fee dauchanti, puni subhadra jojona ahuri kete smt jojona achi jouthire ki jhio mane hi pauchanti, semane jadi bahare kama karibe tahale sei tunguru bholo maikina bhalia bahare khelo karibe.
ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ନିଯୁକ୍ତି ମେଳା କରାଯାଉ ସାର
ଧର୍ମର ହେବ ଜୟ ❤
ହେଲ ସାର୍ ମୁଁ କେମିତି ଆପଣଙ୍କ ସହିତ ଯୋଗାଯୋଗ କରିପାରିବି
Sone pur district r e b ଏହି ନିଯୁକ୍ତି ମେଳା ରଖାଯାଉ
ସାର୍ ପ୍ଲିଜ ମୁଁ ଏକ ଗରିବ ପରିବାରର ଝିଅ ମୁ ଛୋଟ ବେଳୁ ରୁ ପାଠ ପଢି ଏବେ ମୋର +3 ବି ସରିଛି ମୋ ଘରେ ଅସୁବିଧା ହେବା ଯୋଗୁଁ ମୁ କିଛି କରି ପାରୁନାହିଁ ସେତୀ ପାଇଁ ମୋତେ ଗୋଟିଏ ଚାକିରୀ କ୍ଷେତ୍ରରେ ସାହାଯ୍ୟ କରନ୍ତୁ plz ସାର୍ ଆପଣ ମୋ କଥାକୁ ରଖନ୍ତୁ ଜୟ ଜଗନ୍ନାଥ
Kou dist
Ghare rahi machine sikhe nahele kou private company re kam kare emane sei kam karu6nti bt anya rajyare ama adishare nuhen 😅😅😅😅😅😅😅😅😅😅😅
Apananka district kautii
Hello
Emane kichhi chakiri debeni ...emane bas neiki gote bahari Dalal hatare deidebe bahara rajya re Sethi kichhi pvt company re 1 year ,2 year, contract bess re kama kareiki tadidebe....like sei dadana khateibe...if you interested then. Ok
ରାଉଲକେଲା ନିଯୁକ୍ତି ମେଳା କରାଯାଉ ସାର
Western odisha re madhya karajau....
ସାର ଗଜପତି ଜିଲ୍ଲା ରେ ନିଯୁକ୍ତି କରନ୍ତୁ 🙏🙏🙏
କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକରେ ବି ନିଯୁକ୍ତି ମେଳା କରିବା ଦରକାର....
Amiti offer kebe aasiba
ମୁଁ ବି ଚାକିରି କରିବି ସାର୍ ଆମ ଜଗତ୍ ସିଂହ ପୁର ରେ ବି ନିଯୁନ୍ତି କରନ୍ତୁ ସାର୍
ରାୟଗଡ଼ା ଜିଲ୍ଲାରେ ବି ନିଯୁକ୍ତି କରନ୍ତୁ ସାର୍
ଅନୁଗୋଳ ଜିଲ୍ଲାରେ ମଧ୍ୟ ଏହି ନିଯୁକ୍ତି ମେଳା କରାଯାଉ ସାର
District level recutment fair heba darkar,Jay karm Jay dharma.
ଆମ ରାୟଗଡ଼ା ଜିଲ୍ଲାରେ ବି ନିଯୁନ୍ତି ମେଳା ଅନୁଷ୍ଠିତ କରନ୍ତୁ
Cantact me
କେନ୍ଦ୍ରାପଡ଼ା ଜିଲ୍ଲାରେ କରାଯାଉ 🙏🙏
All distinct re heba katha
ଗଜପତି. ମୋହନା ରେ ନିଯୁକ୍ତି ମେଳା କରନ୍ତୁ
Really a good job.one youth should not be neglected.
Hair job na boka choda😅😅😅😅😅
ବହୁତ ଭଲ ଲାଗିଲା ମୁଁ ବି BCA କରି କି ଘରେ ବେକାର ଅଛି ମୋତେ ବି ଟିକେ ଏହି ସୁଜଗ ମିଲିଲେ ବହୁତ ଖୁସି ହେଇଥାନ୍ତି
କେନ୍ଦୁଝର ଜିଲ୍ଲାରେ ଏମିତି ନିଯୁକ୍ତିମେଳା କେବେ ହେବ
କେନ୍ଦୁଝର ଜିଲ୍ଲାରେ ନିଯୁକ୍ତିମେଳା ହେଉ 🙏👍
ମାଲକାନଗିରି ଜିଲ୍ଲା ରେ ନିଯୁକ୍ତି ମେଳା କରନ୍ତୁ ସାର୍
ମୟୁରଭଞ୍ଜ ରେ ବି ହେବା ଦରକାର
ମୁ ବି +୨ କରିଛି,+୩ ବି କରିଛି, ମୁ ଗରୀବ ଝିଅ ଆଜ୍ଞା🙏🙏🙏
କୋରାପୁଟ ଜିଲ୍ଲାର ବି ହେଉ
Thanks odisha employees
Bahar rajya ku vai kam karibaku jiba tumaku bodhye pagal kukur kamudi6i emiti fake news suniki khusi heijau6,jemiti modi kathare odish basi nabin sirnka vali bhagaban nku goitha marile,ebe maru6nti na..sabuthire gst..chudi,mudhi,chadi,hair.......etc 😅😅😅😅😅😅😅
ଗଜପତି ଜିଲ୍ଲାର ମୋହନା ବ୍ଲକ ରେ ବି ନିଯୁକ୍ତି କରନ୍ତୁ sir
@@sumitragamango3797 acha tame mohana re kauthi rahucha
ସାର ଯାଜପୁରରେ ମେଳା କେବେହବ.
ସବୁ ଜିଲ୍ଲା ରେ କରନ୍ତୁ ଭଲ ହେବ
ଅବିଭାଯ୍ୟ କୋରାପୁଟ ଜିଲ୍ଲାରେ ଆରମ୍ଭ କରାଯାଉ।
ମାଲକାନଗିରି ଜିଲ୍ଲା ରେ ନିଯୁକ୍ତି ମେଳା କରନ୍ତୁ sir
Contact karantu jobe pain
Sir ଭଞ୍ଜନଗରରେ କରାଯାଉ
ସାର୍ ପ୍ଲିଜ୍ ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକ ରେ ନିଯୁକ୍ତି ମେଳା କରାଯାଉ ବୋଲି ଆମେ ଆଶା କରୁଛୁ
Odisha sara ପିଲାଙ୍କୁ କାମ ମିଳୁନି😂😂😂 ଏଥିପାଇଁ ଦାୟୀ କିଏ cmnt କର
Balangir ନିଯୁକ୍ତି kara jau
Yes
Sir କନ୍ଧମାଳରେ ନିଯୁକ୍ତି ମେଳା କରନ୍ତୁ
Rayagada district re b karantu sir🙏🙏🙏🙏🙏🙏
ଗଜପତି ପିଲ ନେଇ ଅଛୁ ବୋଲି ଭାରୀ ଇଚ୍ଛା ଅଛ୍ଟ ସର୍ ଆଇଟିଆଇ ପଢ଼ୁଛନ୍ତି ରେ ଅବସ୍ଥିତ
Rourkela karantu
ସାର୍ ଢେଙ୍କାନାଳ ଜିଲ୍ଲାର ନିଯୁକ୍ତି ମେଳା କରନ୍ତୁ
Balangir kebe deba
କୋରାପୁଟ ଜିଲ୍ଲାରେ ବି ନିଯୁକ୍ତି ମେଳା କରାଯାଉ
Kandhmal dist.re nijukti kara jau sir
ସାର୍ ବୟସ ସୀମା କେତେ
I am also a graduate students but our study valueless for society😢
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ବି ନିଯୁକ୍ତି କରାଯାଉ ସାର
Hn Bhai
ମତେ ଚାକିରି ଦିଅ ମୁଁ ବି +୨ ,+୩ କରିଛି ମତେ ଚାକିରି ମିଳୁନି
Bala meliba
Rahija tu Jaa surat😂
Sabu faltu
ଘରେ ବସିଲେ ବାଳ ମିଳିବ
ମୁଁ ବି+୨,+୩+pg କରିଛି
Boudh district re hehau nijukti mela 🙏
Sir mayurbhanj re modhy korajau plz sir
Block padia re hue
Government job ki ?
Kouthi houchi eai Mela. kuhontu address
କୋଣାର୍କ ରେ ଆୟୋଜିତ କରାଯାଉ। ବହୁତ ପିଲା ଅପେକ୍ଷା ରେ ଅଛନ୍ତି।
Ganjam district re karantu sir
Thanks 💯 sir
Rairang pur re kebe hebo
Hoboni
Kalahandi re bi nijukti mela kara jau
ମତେ ଗୋଟେ ଚାକିରୀ ଦିଅ
Bala naaa ta qualification knn
ପ୍ଲିଜ ମୋର ଏୟା ସବୁ ମହିଳା ମାନଙ୍କର ଇଚ୍ଛା ପ୍ରତ୍ୟେକ ଙ୍ଘାରେ କିଛି ନ କିଛି ଏମିତି ସଂସ୍ଥା ଖୋଲାଯାଉ ଯାହା ଦ୍ୱାରା ମହିଳା ମାନେ କିଛି income କରି ପରାନ୍ତେ
Rojgar Mela Bhubaneswar re kauthi hauchi
Sabu district re amiti karajau sir.
ସାର୍ jagatsinghpur ରେ ବି ମେଳା କରା ଯାଉ plz ସାର୍
Kalahandi district nijukti mela karantu sir
ରାଉରକେଲାର ରେ କରାଜାଉ ସାର
ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ନିଯୁକ୍ତି ମେଳା କରନ୍ତୁ ସାର୍
Nayagarh renijuktimela karanti sir
ସୁବର୍ଣ୍ଣପୁର ଜଲ୍ଲା ରେ ମଧ୍ୟ ଏହିଭଳି ନିଯୁକ୍ତି ମେଳା କରାଯାଉ ସୁବର୍ଣ୍ଣୁରରେ ବହୁତ୍ ଶିକ୍ଷିତ ପିଲା ବେକାରୀ ଅଛନ୍ତି ସାର ଦୟାକରି ଟିକେ ଧ୍ୟାନ ଦିଅନ୍ତୁ ସର୍ 🙏🙏🙏
Fake 😅😅😅😅
Sir ଢେଙ୍କାନାଳ ଜିଲ୍ଲା ରେ ଏମିତି ନିଯୁକ୍ତି ମେଳା କରନ୍ତୁ 🙏
ପ୍ରତି district ରେ ନିଯୁକ୍ତି ମେଳା କର ଯାଉ ବହୁତ ଜନ certificate ଧରି ବସି ଛନ୍ତି ଘରେ 🙏🙏 ଜୟ ଜଗନ୍ନାଥ
Thank you sir
ଯୋଗା ଯୋଗ କେମିତି କରିବେ ପିଲା ଆଉ କେତେଟା district ପିଲା joining ହେବେ କେମିତି joining ହେବେ କିଛି କହିଲେଣି
ମୁଁ ମଧ୍ଯ ଦରକାର sir ଚାକିରୀ
I am coming
ଯାଜପୁର ଟେ ହେଉ
Ganjam District re kebe jobs mela haba .....
Dhenkanal district re rojgar Mela. Karajaueee
କନ୍ଧମାଳ ଜିଲ୍ଲାରେ ରେ plz କରନ୍ତୁ
କେନ୍ଦୁଝର ରେବୀ କରା ଯାଉ
Sia ନୟାଗଡ ଜିଲ୍ଲା ରେ ନିଯୁକ୍ତି ମେଳା କରନ୍ତୁ please
କୋରାପୁଟ ଜିଲ୍ଲା ରେ ମଧ୍ୟ୍ୟ ନିଯୁକ୍ତି ଡ୍ରିବେ ରଖନ୍ତୁ sir