#ଗଜଲକ୍ଷ୍ମୀପୂଜା

แชร์
ฝัง
  • เผยแพร่เมื่อ 7 ก.พ. 2025
  • Copyright lagithibaru mnu 1St 6minitue mute karideichhi
    ଯେଉଁ ମାନେ କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ଦେଖି ଯାଇବପାରିନାହାନ୍ତି ବା ଅଳ୍ପ ବୁଲୁଛନ୍ତି , ଆସନ୍ତୁ ସମ୍ପୂର୍ଣ୍ଣ ଗଜଲକ୍ଷ୍ମୀ ପୂଜା ବୁଲି ଦେଖିବା,
    ଆସନ୍ତୁ ବୁଲିବ ଦେଖିବା କେନ୍ଦ୍ରାପଡା ଜିଲ୍ଲାର ଛୋଟ ବଡ଼ ପାଖା ପାଖି ୧୦୦ ପୂଜା ମଣ୍ଡପ🌺🌺🌺🙏🙏🙏
    କୋଉ ମେଢ଼ ମୁଁ ଦେଖେଇନି ଆପଣ କହିବେ,
    ଏଥିରୁ ଜଣା ପଡ଼ିବ ଆପଣ କେନ୍ଦ୍ରାପଡା ର ପୂଜା କେତେବୁଲିଛନ୍ତି : 🌺🌺🌺
    Plz Like Share & Subscribed My TH-cam Chanel @NatureLoverBikash
    ଶୁଭ ସକାଳ ବନ୍ଧୁଗଣ ଆଜି ହେଉଛି କୁମାର ପୂର୍ଣ୍ଣିମା ଏବଂ ମା ଗଜଲକ୍ଷ୍ମୀଙ୍କ ପୂଜା , ଆସନ୍ତୁ ସକାଳର ପହିଲି ସୂର୍ଯ୍ୟଙ୍କ ପ୍ରଣାମ କରି ଏବଂ ଇନ୍ଦ୍ରଧନୁର ସାତଟି କିରଣ ମନରେ ଭରି , କୁମାର ପୂର୍ଣ୍ଣିମାରେ ମା ବୃନ୍ଦାବତୀଙ୍କ ପୂଜାର୍ଚ୍ଚନା ସାରି ଆରମ୍ଭ କରିବା କେନ୍ଦ୍ରାପଡ଼ାର ବିଶ୍ବପ୍ରସିଦ୍ଧ ମା ଗଜଲକ୍ଷ୍ମୀପୂଜା ବୁଲା, କେନ୍ଦ୍ରାପଡ଼ା ସହରକୁ ପ୍ରବେଶ କଲେ ୧୫୦ ବର୍ଷ ପୁରୁଣା ପୌରପାଳିକା ଆପଣଙ୍କୁ ସ୍ଵାଗତ କରିବ । ଆସନ୍ତୁ ଦେଖିବା କେନ୍ଦ୍ରାପଡ଼ା ସହର ପୌରପାଳିକା ଆରମ୍ଭରେ ଥିବା ସଦଭାବନା ଯୁବକ ସଂଘ ଦ୍ୱାରା ଆୟୋଜିତ ଗଜଲକ୍ଷ୍ମୀ ପୂଜା ପେଣ୍ଡାଲ, ଏହି ପୂଜା ପେଣ୍ଡାଲ ର ନା ଯେମିତି ତାର କାମ ମଧ୍ୟ ସହର ବାସୀଙ୍କ ମଧ୍ୟରେ ଶାନ୍ତି ସଦଭାବନା ବଜାଏ ରଖେ, ଏହି ସଦଭାବନା ଯୁବକ ସଂଘ ଏକ ଖାସ କଥା ହେଉଛି ଏହାର ସ୍ଥାପନା ଜଣେ ମୁସଲମାନ ଯୁବକ କରିଥିଲେ, ତାଙ୍କୁ ସହର ବାସି ମୁସି ସରକାର ନାମରେ ଜାଣନ୍ତି , ଏହି ପୂଜା ପେଣ୍ଡାଲଟି ବର୍ତ୍ତମାନ ମିଡିଆ ଭାଇମାନଙ୍କ ପୂଜା ପେଣ୍ଡାଲ କହିଲେ ମଧ୍ୟ କିଛି ଭୁଲ ହେବା ନାହିଁ । ଏହି ପୂଜା ପେଣ୍ଡାଲ ଟି କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ର ମୁଖ୍ୟ ଆକର୍ଷଣ ତେବେ ଆସନ୍ତୁ ଦେଖିବା କେତେ ସୁନ୍ଦର ହେଇଛି ଏହି ପୂଜା ପେଣ୍ଡାଲ । ଆମେ ଏବେ ଆସି ପହଂଚି ଯାଇଛୁ କଲଜଛକ ପୂଜା ପେଣ୍ଡାଲ ରେ, ଏହି ପୂଜା କମିଟି ର ମୁଖ୍ୟ ଆକର୍ଷଣ ଥାଏ ମେଲୋଡି ଏବଂ ଏବେ ନବ ନିର୍ମିତ ବିଜୁ ସ୍ମାର୍ଟ ପାର୍କ ତେବେ ଆସନ୍ତୁ ଦେଖିବା କଲେଜଛକ ପୂଜା ପେଣ୍ଡାଲ ।
    ଆମେ ଏବେ ଆସି ପହଂଚି ଯାଇଛୁ କଲଜଛକ ପୂଜା ପେଣ୍ଡାଲ ରେ, ଏହି ପୂଜା କମିଟି ର ମୁଖ୍ୟ ଆକର୍ଷଣ ଥାଏ ମେଲୋଡି ଏବଂ ଏବେ ନବ ନିର୍ମିତ ବିଜୁ ସ୍ମାର୍ଟ ପାର୍କ ତେବେ ଆସନ୍ତୁ ଦେଖିବା କଲେଜଛକ ପୂଜା ପେଣ୍ଡାଲ ।
    ଏବେ ଚାଲନ୍ତୁ ଯିବା ଦେଖିବା ତିନିମୁହାଣି ପୂଜା ପେଣ୍ଡାଲ , ଏହି ଦେଖନ୍ତୁ ତିନିମୁହାଣି ର ମୁଖ୍ୟ ରାସ୍ତା ଯାହାକି ପଟ୍ଟାମୁଣ୍ଡାଇ, ରାଜନଗର , ଆଳୀ, ରାଜକନିକା ବ୍ଲକ କୁ ଯିବାର ମୁଖ୍ୟ ରାସ୍ତା , ତିନିମୁହାଣି ପୂଜା ପେଣ୍ଡାଲ ବୁଲି ଆସିଲେ ରାମମନ୍ଦିର ଦର୍ଶନ କରିବା କୁ ଭୁଲିବେ ନାହିଁ । ଆମେ ଏବେ ପହଞ୍ଚି ଗଲୁ ତିନିମୁହାଣି ପୂଜା ପେଣ୍ଡାଲ ରେ , ଏହିଠାରେ ଅଛି ମହାତ୍ମା ଗାନ୍ଧୀଙ୍କ ଭାରତ ଭ୍ରମଣ ର ସୁନ୍ଦର statue ଏବଂ ଅମର ଯବାନ ଜ୍ୟୋତି ଏବଂ I Love କେନ୍ଦ୍ରାପଡା ର ସେଲ୍ଫି ପଏଣ୍ଟ, ତେବେ ଆସନ୍ତୁ ବୁଲି ଦେଖିବା ତିନିମୁହାଣି ପୂଜା ପେଣ୍ଡାଲ, ଏହି ପୂଜା ପେଣ୍ଡାଲ ବୁଲିଆସିଲେ ରାମ ମନ୍ଦିର ଯିବାକୁ ଭୁଲିବେ ନାହିଁ

    ଆପଣଙ୍କ ବହୁମୂଲ୍ୟ ମତାମତ ଦେବାକୁ ଭୁଲିବେ ନାହିଁ , ଭିଡିଓ ଟିକୁ like ଏବଂ share କରି ଆପଣ ଆମକୁ ଉତ୍ସାହିତ କରିବା ହେବେ ଏବଂ ଯଦି ଆମ Chanel ନୁଆ କରି ଦେଖୁଛନ୍ତି ତେବେ subscribed କରିବାକୁ ଭୁଲିବେ ନାହିଁ 😊❤️🚩‼️🙏😍💜

ความคิดเห็น • 47