ରାଗୁଆ ପଖାଳ 🤪 l ପାଣି ଉଠୁନି l Gouranga Nayak Odia Vlogs l Ragua Pakhala

แชร์
ฝัง
  • เผยแพร่เมื่อ 7 พ.ย. 2024
  • ରାଗୁଆ ପଖାଳ 🤪 l ପାଣି ଉଠୁନି l Gouranga Nayak Odia Vlogs l Ragua Pakhala
    #gouranganayakodiavlogs #Pakhala #villagelife #villagefarming #odiavlogs

ความคิดเห็น • 577

  • @sujitpanda1749
    @sujitpanda1749 2 ปีที่แล้ว +50

    ଠିକ୍ କହିଛନ୍ତି ଆଜ୍ଞା , ବିଲ ରେ କାମ ଚାଲୁଥିବା ସମୟରେ ଯେତେ ବର୍ଷା ପାଣିରେ ଭିଜିଲେ ମଧ୍ୟ ଦେହ ଖରାପ୍ ଲାଗେନା। ବରଂ ଶରୀର ଓ ମନ ସୁସ୍ଥ ରହିଥାଏ । ଜୟ ଜଗନ୍ନାଥ ।

  • @susantasahoo173
    @susantasahoo173 2 ปีที่แล้ว +23

    ଭାଇ ଆପଣଙ୍କ ସଵୁ video ମୋତେ ଭଲ ଲାଗେ, ବିଶେଷ କରି ଆଜି ଯେଉଁ ବିଲ ହିଡରେ ପଖାଳ ଖାଇବା କଥା ହୃଦୟକୁ ଛୁଇଁଗଲା। ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ

  • @pratimabehera7830
    @pratimabehera7830 2 ปีที่แล้ว +121

    ଭାଇ ବହୁତ ବହୁତ ଭଲ ଗାଁ ଗହଳି ବିଲ ବାରି ଲୋକଙ୍କୁ ଦେଖାଉଛୁ ଏଥିରୁ କିଛି ଶିଖିବାର ଅଛି ପରିଶ୍ରମ କଲେ ମଣିଷ ସୁସ୍ଥ ରହିବ 🙏🙏🙏

    • @Gouranganayakodiavlogs
      @Gouranganayakodiavlogs  2 ปีที่แล้ว +15

      Jay Jagannath

    • @krishnamotivation-4u
      @krishnamotivation-4u 2 ปีที่แล้ว +2

      @@Gouranganayakodiavlogs ଭାଇ ମୁଁ ସବୁବେଳେ ତମ ଭିଡ଼ିଓ ଦେଖେ, ଆମ ଭିଡ଼ିଓ କେମିତି viral ହବ ଟିକେ କୁହନ୍ତୁ

    • @mamatarout8810
      @mamatarout8810 2 ปีที่แล้ว

      th-cam.com/channels/ICOx93B5AhhTDP7hMK4bTA.html

    • @agastysir9984
      @agastysir9984 2 ปีที่แล้ว +2

      Sure

    • @krishnamotivation-4u
      @krishnamotivation-4u 2 ปีที่แล้ว +2

      @@agastysir9984 sir pls support our team❤️

  • @bapinamahali5940
    @bapinamahali5940 2 ปีที่แล้ว +17

    ବୁଦ୍ଧିଆ ଭାଇ ଚାଷ କାମରେ ପୁରା ମାହିର, ତାଙ୍କ ର ତଳି ରୁଆ ଏବଂ ତଳି ଉପାଡା ଯେମିତି ମେସିନ, ହଉ ଭାଇ ତୁମକୁ ମା ସାରଳା ଭଲରେ ରଖନ୍ତୁ 🙏🙏

  • @bikashsahoo9477
    @bikashsahoo9477 2 ปีที่แล้ว +11

    ଯାହା କୁହ ଭାଇ ବୁଦ୍ଧିଆ ଭାଇଙ୍କ କଥା ସବୁଠୁ ସୁନ୍ଦର ଲାଗେ 👌👌

  • @sejalmishra5227
    @sejalmishra5227 2 ปีที่แล้ว +12

    ଗାଁ ଆଉ ବିଲ ବାଡିର ଦୃଶ୍ୟ ବର୍ଷା ଦିନରେ ବହୁତ୍ ମଜା ଲାଗେ ଦେଖିବାକୁ.. କୃଷକ ଯେତେବେଳେ ବର୍ଷା ରେ ପଖିଆ ମୁଣ୍ଡରେ ମଡ଼େଇ ବିଲକୁ କାମ କରିବାକୁ ଯାଏ ବର୍ଷା ରେ ଛୋଟ ପିଲା ମାନେ ଡଙ୍ଗା କରିକୀ ଗାଁ ଦାଣ୍ଡରେ ଭସେଇବା ଏ ସବୁ ଦୃଶ୍ୟ ଗୁଡ଼ିକ ଦେଖିବାକୁ ପୁରା ମଜା ଲାଗେ..ମୁଁ ମୋ ପିଲାବେଳ ଗାଁ ର ଏସବୁ ଦୃଶ୍ୟ ଗୁଡ଼ିକ ଖୁବ୍ ଉବଭୋଗ କରିଛି..କିନ୍ତୁ ଏସବୁ ଏବେ ଆଉ ଦେଖିବାକୁ ମିଳୁନି..ଯାହା ହଉ ଆପଣ ଆଉ ଥରେ ଆମ ମାନଙ୍କ ପିଲାଦିନ memory Tajaa karuchanti ଆପଣଙ୍କର ଏସବୁ ବ୍ଲଗ୍ ମାଧ୍ୟମରେ...ସେଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ..🥰🥰

  • @satyasundarnayak5825
    @satyasundarnayak5825 2 ปีที่แล้ว +9

    ଭାଇ ବିଲରେ କାମ କରି ହିଡ ଉପରେ ପଖାଳ ଖାଇବାରେ ମଜା କିଛି ଅଲଗା ପୁରୁଣା ଦିନ ମନେ ପକେଇ ଦେଲ ଜୟ କୃଷକ

  • @santanumartha495
    @santanumartha495 2 ปีที่แล้ว +6

    Most important thing j apana Apanka kama ku besi enjoy karanti..... Best part of your video

    • @Gouranganayakodiavlogs
      @Gouranganayakodiavlogs  2 ปีที่แล้ว +1

      ଖୁସିରେ କାମ କଲେ କଷ୍ଟ ଜଣା ପଡେନି

  • @bijayshreesantara9231
    @bijayshreesantara9231 2 ปีที่แล้ว +21

    You are unique youtuber. Really u r enjoying the real experience of life which is lost day by day. We miss these events in cities. Keep it bro.

  • @prakashbisoi6930
    @prakashbisoi6930 2 ปีที่แล้ว +1

    ବହୁତ ବଢିଆ। ମଜା ଆସିଗଲା ଦେଖିବାକୁ।😍😍

  • @manoj__king7676
    @manoj__king7676 2 ปีที่แล้ว

    Nana super
    ମାଡ଼ି ଚାଲ୍ ସବୁ ବେଳେ ଭିଡ଼ିଓ ଆସିବା ଦରକାର୍

  • @maitri56
    @maitri56 2 ปีที่แล้ว +13

    Thanks to your vlog we come to know how difficult it is to do farming. We city people have such comfortable lives.....Good luck to all of you farmers .

  • @debadattadas3679
    @debadattadas3679 2 ปีที่แล้ว +3

    ଏକ ସୁନ୍ଦର ଉପଦେଶ ସମାଜ ପାଇଁ।👌👌❤

  • @pratapbarik5153
    @pratapbarik5153 2 ปีที่แล้ว +2

    ଭାଇ ବୋହୁତ ଭଲ ଲାଗିଲା ମୋର ସେ ପିଲା ଦିନ ମନେ ପଡ଼ିଗଲା ମୋ ବାପା ବିଲରେ କାମ କରିବା ପାଇଁ ଯାଆନ୍ତି ମୁଁ ତାଙ୍କ ପାଇଁ ଖାଇବାକୁ ନେଇ ଯାଇ ମୁଁ ଘରେ ଯେତେ ଖାଇ ଥାଏ ବିଲରେ ବାପଙ୍କ ସାଙ୍ଗରେ ନ ଖାଇଲେ ମୋ ପେଟ ପୁରେନି ଅଜି ତୁମ ଭିଡିଓ ଦେଖି ବୋହୁତ ମନେ ପଡୁଛି ସେ ପିଲା ଦିନ କଥା ଭାଇ ଆପଣକୁ ବୋହୁତ ଧନ୍ୟବାଦ୍ ଅମେ ଏବେ ତ ଗାଆଁ ଛାଡ଼ି ବାହାରେ ରହୁଛି ଗାଆଁ କଥା ବୋହୁତ ମନେ ପଡେ ❤️❤️❤️❤️❤️

  • @riteshtrl
    @riteshtrl 2 ปีที่แล้ว +18

    aya Jagannath.....Great Agriculture vlog again today on the usual monsoon activities in the village....love to see you again in the field and can feel how difficult really to create a vlog in this rainy weather.. Great enthus from everyone and u wished them all before starting your job.. While working, Guna is your camera man.. Great Pakhala at the field and superb natural swimming pool at the Canal.... Keep it up and Jaya Jagannath...

  • @bimalendunanda2836
    @bimalendunanda2836 2 ปีที่แล้ว +6

    I appreciate for your natural presentation in village life. Keep it up. Go ahead.

  • @satyajeetmallick4086
    @satyajeetmallick4086 9 หลายเดือนก่อน

    ୟାକୁ ହଁ କହନ୍ତି ଅସଲି ପଖାଳ ଖାଇ ବାର ମଜା ❤

  • @gangadharjena596
    @gangadharjena596 2 ปีที่แล้ว +8

    Jai jawan jai kisan soldiers protect our country and farmers provide foods

  • @khirodkupatra2272
    @khirodkupatra2272 2 ปีที่แล้ว +1

    ଠିକ କଥା କହିଲେ ଭାଇ ଭଗବାନ ଚାଷୀଙ୍କୁ ସୁରକ୍ଷା ଦିଅନ୍ତି ଯେତେ ବର୍ଷା ପାଣିରେ ଭିଜିଲେ ବି ଦେହ ଖରାପ ହୁଏ ନାହିଁ ଚାଷ ବେଳେ

  • @gangadharbeura3159
    @gangadharbeura3159 2 ปีที่แล้ว +6

    ଭାଈ ଏଭଳି ମନଛୁଆଁ video ଆମର ପିଲାଦିନର ସ୍ମୃତିକୁ ମନେ ପକେଇ ଦିଏ। ଆପଣଙ୍କ ଉପସ୍ଥାପନା ଶୈଳୀ ବେଶ ମନଛୁଆଁ।

  • @sarbeswarsahoo7474
    @sarbeswarsahoo7474 2 ปีที่แล้ว

    Bhai tuma vlog dekhiki pila bele bila re Kama kariba katha mana padijauchi🥰🌱🌾🌿mu bi gote chasi family ra pila 😍 ପ୍ରକୃତି ର ଜୀବନ୍ତ ଉଦାହରଣ ଅଛି ତୁମ vlog ରେ ଅଛି। ଧନ୍ୟବାଦ, ଜୟ ଜଗନ୍ନାଥ 🥰🙏

  • @rabinmahalik8757
    @rabinmahalik8757 2 ปีที่แล้ว +5

    Very nice and wonderful blog. It gives immense pleasure to learn responsibilities of farmers in crop production starting from initial stage upto harvesting. Really awesome. Salute to my senior brothers and affection to my younger one....👍👍👍

  • @visitvillage235
    @visitvillage235 2 ปีที่แล้ว

    ଭାଈ ବେଶୀ ଭଲ ଲାଗିଲା ଚାଷ ର ଅନୁଭୂତି ଆଉ ପୁରୁଣା ଗୀତ ଆଉ ଗାଆଁ ଲୋକ ଙ୍କ ଭାଇଚାରା

  • @lipunsubrat696
    @lipunsubrat696 2 ปีที่แล้ว +1

    Sita dine dhana kata hauthiba....khara alpa alpa paduthiba....se time re bila hida re basi pakhala khaiba ra maza sabhuthu alga....se Santi kebala jia khaichi jani thiba....nice vlog🙏🙏

  • @swagopgaming7540
    @swagopgaming7540 2 ปีที่แล้ว +2

    Aji kali time re jhia t Bila ku asichi . Dekhiki khusi lagila

  • @laxmidharbehera1067
    @laxmidharbehera1067 2 ปีที่แล้ว +4

    ଏ ବର୍ଷ ବର୍ଷା ପାଣି ନାହିଁ ବୋଲିି ଚାଷ ଏ ପର୍ଯ୍ୟନ୍ତ ସରିନି। ନହେଲେ ରାକ୍ଷୀ ପୁର୍ଣିମା ବେଳକୁ କଳାମନ୍ଦା ପଡ଼ିଥାଏ ଧାନ ଗଛ। ତୁମ ଆଡେ ସ୍ତ୍ରୀ ଲୋକମାନେ ମୂଲ ମଜୁରୀ କରୁନାହାନ୍ତି ବୋଧେ ଆମ ପଟେ ୨୫୦ ଟଙ୍କା ରେ ମୂଲ ମଜୁରୀ କରନ୍ତି ଲୋକମାନେ। ଯାହା ହେଉ ଚାଷ କରୁଛନ୍ତି ଦେଖି ଖୁସି ଲାଗିଲା ଆମ ଗାଁ ରେ ୯୯% ଲୋକ ଚାଷ ଉପରେ ନିର୍ଭରଶୀଳ।

  • @JayPrakash-hn7ep
    @JayPrakash-hn7ep 2 ปีที่แล้ว +1

    ଚଢେଇ ର ରାବ khub ସୁନ୍ଦର ଆପଣ ହୁଏତ ନୋଟିସ କରିନଥିବେ ସହର ରେ ଗୋଟେ ଚଢେଇ ଦେଖିବା କଷ୍ଟ.ପିଞ୍ଜରା ରେ ରଖି ରାବ ଶୁଣୁଛୁ. ଆପଣ ଙ୍କ ସଂଗୀତ ଅଧା ରହିଲା. Au budhia ଭାଇ ଙ୍କ ପୁଅତାଙ୍କୁ miss କରୁଛି,

  • @Jitu_creativity4990
    @Jitu_creativity4990 2 ปีที่แล้ว +24

    What a vlog!!! We want this type of vlogs to changer our mind set to become positive approach to do any thing in our life.Thank you sir.🙏🙏

  • @subashrout6328
    @subashrout6328 2 ปีที่แล้ว

    Nice blog. Very very testy ragua pakhal. Keep it up.

  • @jagatjyotipattnayak5144
    @jagatjyotipattnayak5144 2 ปีที่แล้ว +1

    ବହୁତ୍ ସୁନ୍ଦର୍ ଭାଇ 🙏🙏କେବେ ଯିବା ଆପଣ ଙ୍କ ଗାଁ କୁ😀😀

  • @sanjaykumarsanjay1301
    @sanjaykumarsanjay1301 2 ปีที่แล้ว +1

    ସୁନ୍ଦର ହେଇଛି ଭିଡ଼ିଓ ଟି ❤️❤️

  • @amritkumarsahoo8783
    @amritkumarsahoo8783 2 ปีที่แล้ว +2

    ସବୁ ସେଇ କାଳିଆ ଭରଷା

  • @nilakanthapanda4278
    @nilakanthapanda4278 2 ปีที่แล้ว +2

    Jay Jagannath......nice vlog..... feeling like village life.....

  • @mamataranisenapati5295
    @mamataranisenapati5295 2 ปีที่แล้ว +2

    Thanks sir for this type of agricultural heart touching vlog. Bila re pakhala---- what an enjoyment! !!

  • @madhusudansahani6137
    @madhusudansahani6137 2 ปีที่แล้ว +2

    ଭାଇ ବହୁତ ଧନ୍ୟବାଦ ଜଣାଉଛି

  • @alokkumarpatra5213
    @alokkumarpatra5213 2 ปีที่แล้ว

    Gagan Sir
    Apnka blogs dekhiki bht khushi lagila.
    Odisha ra Real jinisa dekhivaku milila
    Thank you🙏🙏🙏❤❤
    Jai jagannath

  • @arpitamohanty8428
    @arpitamohanty8428 2 ปีที่แล้ว

    Aapankara sabu video mate bhala laguchi....gaon paribesa bahut sundar...bahut santi laguchi dekhile...

  • @bijayakumarjena4874
    @bijayakumarjena4874 2 ปีที่แล้ว

    ଆପଣ ମାନଙ୍କୁ ଦେଖି ମନ ଖୁସି ହେଇଗଲା 👍 ଭଗବାନ ଭଲରେ ରୁହନ୍ତୁ ଆପଣଙ୍କୁ ଧନ୍ୟବାଦ 🙏🙏🙏

  • @cadetsahoo8951
    @cadetsahoo8951 2 ปีที่แล้ว +1

    4:22 wah Sir ji kya gana app ne gaya i don't understand ur language but ur video on green and beautiful village is fabulous 😍 i really appreciate ur dedication 🤗🤗

  • @shivananda4919
    @shivananda4919 2 ปีที่แล้ว +1

    Bhai vdo dekhiki bahut Ananda lagila

  • @rajibsamalofficial5974
    @rajibsamalofficial5974 2 ปีที่แล้ว

    ସବୁଜିମା ର ଚାଦର ଘୋଡେ଼ଇ ହସୁଛି ଜମି ବହୁତ୍ ସୁନ୍ଦର 🙏

  • @kartikbiswal9401
    @kartikbiswal9401 2 ปีที่แล้ว +4

    ଜୟ ଯବାନ ଜୟ କିଷାନ

  • @ican100.
    @ican100. 2 ปีที่แล้ว

    Jetebele b tata vlog dekhuchi bahut khusi laguchi ,jaha ki mane pakaidauchi pila Dina katha ,

  • @boykumarsajansajan163
    @boykumarsajansajan163 2 ปีที่แล้ว

    Jay Jagannath 🙏 bhai apanka video dekhi mote Bhaut bhala laguchi ati sundar

  • @prasantabeheraprasantabehe2073
    @prasantabeheraprasantabehe2073 2 ปีที่แล้ว

    ଭାଇ ମୁ ପ୍ରଥମ ଥର ଭିଡ଼ିଓ ଦେଖିଲି ବହୁତ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ ଭାଇ ଗାଁ ର ବିଲ ବଡ଼ି ଦେଖେଇ ଥିବାରୁ.

  • @hiddenpatriots2979
    @hiddenpatriots2979 2 ปีที่แล้ว +5

    ଏଇ ହଉଛି ଅସଲି ଜୀବନ, ବାହାର ଦୁନିଆର ରାଜନୀତି, ଦୁର୍ନୀତି, ମୂଷା ଦୌଡ (Rat Race) ମାନସିକତା ଠୁ ସମ୍ପୂର୍ଣ ଭିନ୍ନ | ସାତ୍ୱିକ ଏବଂ ନିରାଡ଼ମ୍ବର ଜୀବନଯାପନ ମଣିଷର ମହତ୍ୱପୂର୍ଣ ଲକ୍ଷ୍ୟ ହେବା ଆବଶ୍ୟକ |
    ଭାଇ, ମୁଁ ଓଡିଶା ଆସୁଛି ସେପ୍ଟେମ୍ବର ରେ | ଆପଣଙ୍କ ସହିତ ଦେଖା ହେବାପାଇଁ ବହୁତ ଇଛା | ଆପଣଙ୍କ ଘରଠୁ ହାରାହାରି 10-15 କିଲୋମିଟର ଦୂରରେ ମୋ ଘର | ଦୟାକରି ମୋପାଇଁ ସମୟ ବାହାର କରିବେ | ❤️❤️❤️💐💐💐
    Jai Jagannath 🙏🏻

  • @srikantamishra6676
    @srikantamishra6676 2 ปีที่แล้ว

    Jay Jagannath Sir mu b Narilo gaan ra bt ebe Rkl re rahuchi bahut vala lagila vdo

  • @Gamersidd319
    @Gamersidd319 2 ปีที่แล้ว +1

    Apanka dist kouti sir bari bholo lage apanko vlogs

  • @manoj__king7676
    @manoj__king7676 2 ปีที่แล้ว +1

    ନନା ବିଲ ରେ ଭାତ ଖାଇବା ର ମଜା
    ଅଲଗା ପ୍ରକାର
    ଖାସ୍ କରି ବାପା ଙ୍କ ସହ ❤️❤️

  • @kumarrajan7235
    @kumarrajan7235 2 ปีที่แล้ว

    sundar swapnatia parilagila a video, mo pila bele mo jejenka katha manepadigala, how sweet,bhai jai jagannatha, visakhapatanam

  • @jayshreekrishna5986
    @jayshreekrishna5986 2 ปีที่แล้ว

    Wow mindbloing vdo.mora kichi idea nathila bila badi chasa bisayare but apana nka vedeo ru mu bahut kichi jani galini bila badi bisayare ....bahut khushi lage vedeo dekhile.🙏🥰😊

  • @bibhuchoudhury9704
    @bibhuchoudhury9704 2 ปีที่แล้ว

    Aji bi odia banchichi, mind blowing vlog

  • @trueindian4887
    @trueindian4887 ปีที่แล้ว

    ଭାଇ ତୁମର ଏ "ଚାଷୀ ଭାଇ" ଅବତାର ଦେଖି ଭାରି ଖୁସି ଲାଗିଲା ... ବୁଦ୍ଧିଆ ଭାଇ ବି ଗୋଟେ all-rounder ତ‌ ଆଉ 😃😂🤣😝😀

  • @mrsameervlogs7700
    @mrsameervlogs7700 2 ปีที่แล้ว

    ଗୌରଙ୍ଗ ସାର‌‌ ଭାରି ଵଢିଆ ହେଇଛି,, ଭିଡିଠ ଟା

  • @nickkumar3268
    @nickkumar3268 2 ปีที่แล้ว

    ହାଲିଆ ରେ ଆସିକି, ପଖାଳ ଖାଇବା କିନ୍ତି ଲାଗିବ ଯେ 👌👌🤤🤤

  • @laxmipriyagahan5648
    @laxmipriyagahan5648 2 ปีที่แล้ว

    Bahut bahut khusi laguchi apna kna vdo dekhile.... Prabhu apna knu bhala re rakhantu

  • @bighnanag740
    @bighnanag740 2 ปีที่แล้ว +1

    Love from Sonepur, Orissa

  • @tapasdash2584
    @tapasdash2584 2 ปีที่แล้ว +2

    So nice. Farmers are real heroes in our country. Thanks for your video.

  • @sitampadhi3885
    @sitampadhi3885 2 ปีที่แล้ว +1

    Bhadia Gita bolucha Bhai 👌

  • @Jaga1099
    @Jaga1099 2 ปีที่แล้ว

    Bohut badhia gramin jibana...

  • @swarupsampadsahoo3906
    @swarupsampadsahoo3906 2 ปีที่แล้ว

    Jay Jagannath sir.. bout badhia apanaka episode. Gaan jiban re kete parishram seta apana dekhauchanti bout bhala lage. Au parishram kariki b santi re rahuchanti. Apanaka gaan re jhulan jatra hauthiba nischay . Tara b video diantu.

  • @djsatyapradhan5296
    @djsatyapradhan5296 2 ปีที่แล้ว

    Bhai bhal laguchi video
    Chasa pua jami r pakhal khiba maja se nhi Jane .
    Proud of iam a farmer son
    Now iam in Muscat bt I like farmers work

  • @bibhutipanda8658
    @bibhutipanda8658 2 ปีที่แล้ว

    Bhai badhia laguchi video dekhiki,emiti video karuthantu...amea dura re rahi ki dekhuchubari kushi laguchi..mo odisha sabuthu badhia

  • @ramakantasahoo2726
    @ramakantasahoo2726 2 ปีที่แล้ว

    Apanaka video au gan paribesha mote bahut bhala lage sethi pain my mom ganku chhadi kuade rahipareni.

  • @saisandhyapattnayak9586
    @saisandhyapattnayak9586 3 หลายเดือนก่อน +1

    Best blog

  • @jitendraHariom
    @jitendraHariom 2 ปีที่แล้ว

    ଭାଇନା ନମସ୍କାର ବହୁତ ଭଲ ଭିଡ଼ିଓ ଟି।ଏମିତି ଭିଡିଓ ଛାଡ଼ୁ ଥାଆନ୍ତୁ ।ଆପଣ ମାନଙ୍କ ପାଇଁ ଆମେ ମାନେ ସମସ୍ତେ ଭଲରେ ଖାଇ ପରୁଛେ, ଆପଣଙ୍କ ମାନଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ🙏

  • @baradamusic7995
    @baradamusic7995 2 ปีที่แล้ว

    Bhala lagila gramina jeebana dekhiki

  • @Mrsinuodiavlog
    @Mrsinuodiavlog 2 ปีที่แล้ว

    ବହୁତ୍ ବଢିଆ ସାର୍ ଜୟ ଜଗନ୍ନାଥ

  • @sunilkumarraura48
    @sunilkumarraura48 2 ปีที่แล้ว

    AAme odia sabuthu badhia jay jagannath 🙏🚩🚩

  • @biswajitsamal7703
    @biswajitsamal7703 2 ปีที่แล้ว +1

    Vegetable t k ama ade pathantu

  • @pioneereducation9884
    @pioneereducation9884 2 ปีที่แล้ว +6

    After a toilsome work u r so stable in all respect of ur life......a great thing .....salute Mr. Farmer......

  • @ltfashioncollections6790
    @ltfashioncollections6790 2 ปีที่แล้ว

    Bahut sunder nana🙏💐very good morning. Budhhia bhai market nauchhanti vlogs r🙏😃😀

  • @BIDYANSHISAIMYLADLI
    @BIDYANSHISAIMYLADLI 2 ปีที่แล้ว

    ଭାଇ ବହୁତ ଭଲ ଭିଡ଼ିଓ ଜୟ ଜଗନ୍ନାଥ

  • @panditbhabagrahimohapatrad1440
    @panditbhabagrahimohapatrad1440 2 ปีที่แล้ว +1

    Bhai tuma sahita katha habaku bhari ichha hauchi

  • @deviprasadpattanaik9290
    @deviprasadpattanaik9290 2 ปีที่แล้ว +2

    ବହୁତ ବଢିଆ episode 👍

  • @jyotiodissidanceacademy-ba8854
    @jyotiodissidanceacademy-ba8854 2 ปีที่แล้ว

    Bahut sundar vlog thila, thank u Bhai apana vlogs patheiba pain

  • @Samanad74
    @Samanad74 2 ปีที่แล้ว +1

    I love to watch all your videos. This reminds me my old days in my village

  • @hbkjrjagaliwalavlog7846
    @hbkjrjagaliwalavlog7846 ปีที่แล้ว +1

    bhai mu vlogs re achi Kai nai full vlogs watching karila pare nija ku kama karila Bali hila in ghatagaon ❤ nive vlogs jay jagannath ❤ jay kishan

  • @Swagat-g8o
    @Swagat-g8o 2 ปีที่แล้ว

    Very nice video 👌
    Tome jo nalore deilo maddo bajunike gato kete ochike ke agenya reply me your 🙏

  • @priyabratlenka5118
    @priyabratlenka5118 2 ปีที่แล้ว

    ଭଲ ଲାଗିଲା ଭାଇ ଆପଣଙ୍କ ଭିଡ଼ିଓ...❤️❤️❤️🌾👨🏻‍🌾 👍🏻

  • @jayashreepadhi8777
    @jayashreepadhi8777 2 ปีที่แล้ว

    Badhiaa super video karucha tame satare jay hanuman jay siya ram ki jay 🙏

  • @tapanpati9024
    @tapanpati9024 2 ปีที่แล้ว

    Appnko soho kebe na kebe mu nischay meet koribaku kendrapara jibi....? love from Mayurbhanj ❤️

  • @vfggsaho7441
    @vfggsaho7441 2 ปีที่แล้ว

    Sir. Apananku. Manibakupadiba. Bahut. Badhia. Haby. Wark

  • @sauravmohanty5016
    @sauravmohanty5016 2 ปีที่แล้ว

    Pila mane b bahut sanskar re badhichanti bhai. Very good vlog ❤️

  • @rp-xb3sw
    @rp-xb3sw 2 ปีที่แล้ว

    Aapan ka bhali sabu krushka mananku mora sata sata pranam .....🙏🙏🙏

  • @bichitranandadhal
    @bichitranandadhal 2 ปีที่แล้ว +1

    and best part of the video was .... " Bapa tame aau thare dian " .....🥰

  • @PrakashPrakash-mn3gt
    @PrakashPrakash-mn3gt 2 ปีที่แล้ว +1

    ସୁନ୍ଦର ପରିବେଶ ନନା 🙏

  • @amitkumarsamantaray8773
    @amitkumarsamantaray8773 ปีที่แล้ว

    Bhai brahmagiri ade asantu mu apanka sabu video dekhe gaan gahali video mora
    Bhari pasanda

  • @gagansahoo5056
    @gagansahoo5056 2 ปีที่แล้ว

    Gouranga vy iam big fan keby dekha haba finally.... Nice👍 ilove village volg...

  • @theod01rider.18
    @theod01rider.18 2 ปีที่แล้ว

    ଆମ ବାଲେଶ୍ୱର ରେ ପ୍ରାୟ କାମ ସରିନି 👍🏼

  • @biswaranjanmohanty7184
    @biswaranjanmohanty7184 2 ปีที่แล้ว +1

    ଭାଇ ବହୁତ ଖୁସି ଲାଗିଲା 🙏

  • @parthmishra8803
    @parthmishra8803 2 ปีที่แล้ว

    Bahut badhia...Khai chala

  • @subhransusekharnayak657
    @subhransusekharnayak657 2 ปีที่แล้ว

    ଅତି ସୁନ୍ଦର୍ vlog
    ଭଲ ଲାଗିଲା 👍

  • @crickiworld
    @crickiworld 2 ปีที่แล้ว +1

    Guna babu is the best camera man of this vilog. I like the way he was shooting the video.

  • @susantakumardalai0788
    @susantakumardalai0788 2 ปีที่แล้ว +4

    Jai Jagannath. Best wishes on the occasion of best friendship day to my dear Gourang. Your thoughts through your channel not only remembering everyone's childhood memories but also every villagers specially belonging to farmers life. Please don't think any comments, go ahead God bless you always. Lastly on my opinion you are the greatest person and I myself salute your honest as an Indian Army Soldier. Thanks once again my dear friend (Gourang). Welldone and keep it up.

    • @mamatarout8810
      @mamatarout8810 2 ปีที่แล้ว

      th-cam.com/channels/ICOx93B5AhhTDP7hMK4bTA.html

  • @anilparida5180
    @anilparida5180 2 ปีที่แล้ว

    Bhai Tamere sapte sabu samatala jami amar apate khal Dipa jami 🥰🥰🥰

  • @labatutorial8808
    @labatutorial8808 2 ปีที่แล้ว +1

    Love from koraput sir

  • @bkpcreation3dedit721
    @bkpcreation3dedit721 2 ปีที่แล้ว

    ବିଲରେ ଅଧିକ ଖାଇ ହୋଇଯାଏ ❤️❤️❤️❤️❤️❤️🔥🔥🔥🔥🔥🔥🔥🔥🔥🔥🔥🔥love from Jajpur

  • @Swagat-g8o
    @Swagat-g8o 2 ปีที่แล้ว

    Next vlog pai waiting tike lamba korontu video ta billo kammore bhout bodeya mubaire thaike amme aponko vlogs dekhi ke bhout khusi 🙏