ମୌସୁମୀ ଛୁଇଁବା ପୂର୍ବରୁ ଜମି ପ୍ରସ୍ତୁତି Land preparation before monsoon no weed
ฝัง
- เผยแพร่เมื่อ 15 ต.ค. 2024
- Land preparation before monsoon
No weed
Water conservation
Fertilizer conservation
ମୌସୁମୀ ଛୁଇଁବ। ପୂର୍ବରୁ
ଜମି ପ୍ରସ୍ତୁତି
ଘାସ ଉଠିବ ନାହିଁ
ଉର୍ବେତା ବଜାୟ ରହିବ
How to conserve water fertilizer by summer cultivation
Welcome To Our TH-cam Channel KRUSHI SAMPADA
Krushi Sampada TH-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Thank you
Krushi Sampada
#Krushisampada #odia #monsoon #paddy
Very nice and thanks u sir
Most welcome
Thank you for information
Welcome
Good morning sir, shall we cultivate pusa basumati 1692 on medium land, please advise
Pusa basamati 1692 ଛୋଟ ଧାନ।110-115 ଦିନରେ ଅମଳ ହୋଇଥାଏ।ଏହାକୁ ଢିପ ଜମିରେ ଚାଷ କରନ୍ତୁ।
ଆପଣଙ୍କର ସୂଚନା ପାଇ ମୁଁ ବହୁତ ଖୁସି ହେଲି ଅଶୋକ କୁମାର ପ୍ରଧାନ କନ୍ଧମାଳ
ଧନ୍ୟବାଦ sir
Thank you for valuable information 🙏
Welcome
Good information sir
Thank you
Kala Champa dhana kale 1 akar picha kete heba pls kahibeki sir
Kalachampa ଏକର ପ୍ରତି 25-30 qtl ଅମଳ ଆସିଥାଏ
Thank you sir
Welcome
ସାର 120 ରୁ 135 ଦିନ ଭିତରେ କେଉଁ ଧାନ ବିହନ ଭଲ ଅମଳ ଦବ ଗୋଟେ vidio କରନ୍ତୁ reserch paddy ବିହନ ନମସ୍କାର
ନିଶ୍ଚିନ୍ତ video କରାଯିବ
sir please guide us how to prepare soil for brinjal cultivation
Sure I will
Sir mahima 140days dhan ra code no koithi miliba pls replay
Sir 🙏🏼କଲରା ଫଳ ପାଚିଜାଉଛି ପତ୍ର ମୋଚା ହଉଛି
କଲରା ଫଳ ରେ ଫଳ ମାଛି ଲାଗିଲେ ଫଳ ପାଚି ଯାଇଥାଏ।ଅଧିକ ଆକ୍ରାନ୍ତ ଫଳ କୁ ତୋଳି ନଷ୍ଟ କରନ୍ତୁ। Chloropyriphos 50%+Cypermethrin 5%EC lit ପ୍ରତି 2ml ବା
Chlorontraniliprole 18.5%SC drum ପ୍ରତି 7ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ଫସଲରେ ଧଳା ମାଛି ଲାଗିଲେ ପତ୍ର ମୋଚ଼। ହୋଇଥାଏ।ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15 ଟି ବ୍ୟବହାର କରନ୍ତୁ।Movento lit ପ୍ରତି 1ml ବା
Alika lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କଲେ।
Good afternoon sir
sir mu jaladhi dhan karibi keteta gachha dei roile bhala heba sir mu etiki khushi jee oriyare riplya deuchanti thanks sir
Myhico company ର Hybrid ଧାନ ଜଳଧି।ଏହା 145ଦିନରେ ଅମଳ ହୋଇଥାଏ।ଗଛ 105-110cm ଉଚ୍ଚ ହୋଇଥାଏ। ମହିସା ଓ ପତ୍ର ଛଦା ପୋଡ଼ା ରୋଗ ପ୍ରତି ସହନଶୀଳତା ରହିଛି।ଏକର ପ୍ରତି 6kg ବିହନ ଦରକାର ହୋଇଥାଏ। ବୁଦା ପ୍ରତି 1-2 ଟି ତଳି ଲଗାନ୍ତୁ।ଧାଡ଼ି କୁ ଧାଡ଼ି 20cm ଓ ବୁଦା କୁ ବୁଦା 15cm ଦୂରତା ରେ ଲଗାନ୍ତୁ।
Sir khala jami pai kou dhana rua heba darkar.. Jete pabana hele jama padiba nahi
Nuziveedu seeds ର Purnima
sir ulka 4 chask karibi pila kete hue denga gachha na bangara
ଡେଙ୍ଗା ଗଛ କିନ୍ତୁ ପଡ଼ି ନଥାଏ
Sir, please inform about paddy seed for 140 days
ବୁଣା ଧାନ ପ୍ରଣାଳୀ ବିଷୟରେ ଭିଡିଓ କରନ୍ତୁ
Ok Thanks
୧୦୦ରୁ ୧୧୫ ଦିଆ ଧାନ ଉପ ରେ ଭିଡିଓ କରନ୍ତୁ ସାର୍ ।
ନିଶ୍ଚିନ୍ତ video କରାଯିବ
Best paddy seeds 155
Good choice