ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Best candidate for the post
ଥରେ ଜଣେ ରାଜ୍ୟପାଳ ହେଲାପରେ ପୁଣି ରାଜନୈତିକ ଦଳକୁ ଫେରି ନିର୍ବାଚକୁ ଫେରିବା ଗଣତନ୍ତ୍ର ପ୍ରତି ବିପଦ
ଦେଶରେ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ଥରେ ପଦବୀ ପାଇଲା ପରେ ଯଦି ରାଜନୀତି କୁ ଫେରନ୍ତି ତାହେଲେ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ବିପଦ ସୃଷ୍ଟି କରିବ
ବର୍ତମାନ ଯୋଉ ତେଲୁଗୁ ବ୍ୟକ୍ତି ଜଣକ ଓଡ଼ିଶାର ନୂଆ ରାଜ୍ୟପାଳ ହେଇ ଛନ୍ତି ତା ପଛରେ କିଛି ସୁପରିକଳ୍ପିତ ଯୋଜନା ଥିବା ପରି ଲାଗୁଛି | ପ୍ରଥମ କଥା ହେଉଛି ସିଏ ଓଡ଼ିଶାର ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ଲୋକ ଏବଂ ତା ସଂଗେ ସଂଗେ ବିଶାଖାପାଟଣା ନିର୍ବାଚନ ମଣ୍ଡଳୀକୁ ଅତୀତରେ ପ୍ରତିନିଧିତ୍ୱ କରିଛନ୍ତି | ସିଏ ଏଭଳି ଏକ ସମୟରେ ରାଜ୍ୟପାଳ ହୋଇଛନ୍ତି, ଯେତେବେଳେ କି ଓଡ଼ିଶାର ଆନ୍ଧ୍ର ସହିତ ଦକ୍ଷିଣ ତଟ ରେଳ ଜୋନକୁ ବିବାଦ ସୃଷ୍ଟି ହୋଇଛି | ତେଣୁ ଏହି ନିଯୁକ୍ତି ହୁଏ ତ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ହୋଇପାରେ | ତା ସଂଗେ ସଂଗେ ଓଡିଶା ସରକାର ଏହି ବିବାଦକୁ ମୁକାବିଲା କରିବା ପାଇଁ କଣ ଆଇନଗତ ପଦକ୍ଷେପ ନେଇ ପାରନ୍ତି ସେ ବିଷୟରେ ଆନ୍ଧ୍ର ସରକାରଙ୍କୁ ଆଗୁଆ ସୂଚନା ମିଳିଯାଇପାରେ | ତା ସଂଗେ ସଂଗେ ଓଡିଶା ସରକାରଙ୍କର ଗତି ଵିଧି ଉପରେ ମଧ୍ୟ ନଜର ରଖା ଯାଇ ପାରେ
👍..
ଶଳା ଟି ନେତା ନୁହେଁ,, କୁତା ଟାଥିଲା 😂😂😂😂😂
Ni
Dr Kiran vedinku odisha ra rajyapala karajiba darkar thila...
ରଘୁବର ଦାସ ଭଲ ଲୋକ ଥିଲେ
@@NarayanDas-k5q ଝାବଡ ଲୋକ ,
Raghubar Das nku BJP Daa ru madhyaBida kariba darkar
Bandhu Modiji shaji pati BJP re, Sabu, anubhav,
Stop the news . Now Aai Join 5 T work for MY Future . No Problems.

Raghubar Das nku BJP Daa ru madhya
Bida kariba darkar