Laba bhai we all are with you in your arduous journey.Travelling in such a condition is not an easy task.Whenever you venture new territory always go with extra precautions.Your safety is prime important.Stay safe & healthy 🙏🙏
Hasda Babu , yours all videos are very fine and more educative and informative by nature .You have down the Travel Xp and Discovery Channels. May GOD give you long life, good health and success for ever. Thanks.
Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.
ସୁନ୍ଦର ଭିଡିଓ 😍😍
ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐fdhf
Hmm hejau 👍👍👍👍👍👍
ଜୟ ମା ସମଲେଶ୍ୱରୀ ତୁମକୁ ଭଲ ରେ ରଖନ୍ତୁ ❤️🙏
Jay maa samlei 🙏🙏🙏🙏
Jay maa ସମଲେଶ୍ଵରୀ 🙏🏻
Jay maa samlei 🎉
@@Sudhir_Vlog ଜୟ ମା ସମଲେଶ୍ୱରୀ ❤️❤️🙏🙏
Jay maa samaleswari jay maa tarini jay maa biraja jay maa hingula jay maa banadurga jay maa angarua jay maa mahulkona jay maa baguldei jay ho ❤🙏..
ଭାଇ ତୁମେ ସାଧାରଣ ନୁହଁ ତୁମେ ଓଡ଼ିଶାର ସବୁ ସେଲିବ୍ରେଟି ଠାରୁ ବୁହୁତ୍ ଉଚରେ ଅଛ🙏🙏👏👏👏🙌🙌🙌🙌🙌😀
Odisha ra kou balua celebraty jete jia achhanti laba bhai lale
ଭାଇ ଆପଣ ଙ୍କୁ ସବୁବେଳେ ଭଗବାନ୍ ସାହା ଭରଷା ହୁଅନ୍ତୁ 😊
ସୁନ୍ଦର ଭିଡିଓ 😍😍
ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐dsg
କଉ ମାନେ ଚାହୁଁଛ❤ ଲବ ଭାଇ ଭଲରେ ଭଲରେ ଫେରି ଆସନ୍ତୁ ବୋଲି❤❤❤
Jay jagannath Bhai ku khushi re rokhotu❤❤❤❤❤❤❤❤❤❤❤❤❤
ମୁଁ
ଜୀବନରେ ବଞ୍ଚିଥିବା ଯାଏଁ ତୁମ ଚଲାପଥ ସୁଖମୟ ହେଉ।❤❤🎉🎉🎉
ଭାଇ ବହୁତ୍ ଭଲ କାମ କରୁଛ ଆମ ପାଇଁ ଗୋଟେ lik ହଉ
ହେ ପ୍ରଭୁ ଜଗନ୍ନାଥ ଲବଭାଇକୁ ଆଶିର୍ବାଦ କର ତାଙ୍କୁ ସବୁବେଳେ ଖୁସିରେ ରଖ୍ ଜୟ ଜଗନ୍ନାଥ 🙏🙏🙏
ଜୟ ମା ସମଲେଇ🌺🌺🌺 ଦୋସ୍ତ ତୁମକୁ ଭଗବାନ ଅଛି...
ଭାଇ ,ପ୍ରକୃତରେ ତୁମେ ଆଦିବାସୀ ପିଲା ,ଭାରି ସାହସୀ ।❤ତୁମ ପାଇଁ ସାରା ବିଶ୍ୱ ଇଣ୍ଡିଆ ,ଓଡିଶା ଓ ଓଡ଼ିଆ ଭାଷାର ବିକାଶ ହୋଇପାରିଛି ।ଛୋଟ କଥା ଟିଏ ।ତୁମର ଫୋନ ପେ ନମ୍ବର ଗୋଟିଏ ଭିଡ଼ିଓ ରେ ଦିଅ ।ଆମେ ଓଡିଶା ବାସୀ କିଛି କିଛି ଅର୍ଥ ପଠାଇବା ପାଇଁ ଚେଷ୍ଟା କରିବୁ❤
ସୁନ୍ଦର ଭିଡିଓ 😍😍
ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐fbdsg
ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣ ଙ୍କୁ କିଛିବି ହେବନାହିଁ
Are ama bhai ku kichi hebani
th-cam.com/users/etechodia😢😢😢😢
❤❤
Sata khata bhai
Jayajaganatha
ଯାହେଉ ଲବ ଭାଈ ଖୁସି ଲାଗିଲା ଓଡିଆ ବ୍ଲଗରର ଲୋକପ୍ରିୟତା କୁ ତୁମ ପରି ହୋଇପାରିବ ନାହିଁ କେହି ଧନ୍ୟବାଦ୍ ଭାଇ ❤️❤️❤️❤️😮😮😮😮😮😮
ମୁଁ ଜଗନ୍ନାଥ ପାଖରେ ପଥନା କରୁଛି ତୁମେ ଆହୁରୀ ଆଗକୁ ଯାଉ ଆମେ ତୁମପାଖରେ ଅଛୁ ଜୟ ଜଗନ୍ନାଥ ଜୟ ମାରାଙ୍ଗୁରୁ
ସୁନ୍ଦର ଭିଡିଓ 😍😍
ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐fgrsdgswgt
କିଏ ଭାବୁଛ ଓଡ଼ିଶା ର ନମ୍ବର ୱାନ 😮TH-camr Lab Bhi ।। ସେମାନେ ଲାଇକ କର 😊
ମୋ favorite TH-camr❤
ଲବ ଓଡ଼ିଶା ର ୧ NUMBAR
He is number 1 vlogger
Mo Fovirite youtuber
❤❤❤❤❤❤❤❤❤
ସୁନ୍ଦର କଥା ସାନଭାଇ ବିଦେଶ ର କଥା ଦେଖାଉଛ, ଧନ୍ୟବାଦ
ଲବ ଭାଇ ତୁମେ ନିଶ୍ଚିତ ରୁହ ଭଲ ରେ ଓଡ଼ିଶା ଫେରିଆସିବ ଭଗବାନ ତୁମର ମଙ୍ଗଳ କରିବେ
ଯେତେବେଳେ ଛାଡିଲେ ମଧ୍ଯ ଭଲ ଲାଗିବ ଯେହେତୁ ଏହା ନୂତନତାରେ ପରିପୂର୍ଣ୍ଣ
ତୁ ମର ଭିଡ଼ିଓ ଡେକିବାକୁ ଚମତ୍କାର ଲାଗେ ଭାଇ ଧନ୍ୟବାଦ ଭାଇ ଦେଖୀ ମତେ ବଉତ କୁସି ଲାଗୁଚି
ଜଗନ୍ନାଥଙ୍କ କୃପାରୁ ଭଲରେ ଭଲରେ ଫେରି ଆସିବ ଜୟ ଜଗନ୍ନାଥ
ପ୍ରଭୁ ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ
ତୁମକୁ ଏ ଧରା ପୃଷ୍ଠରେ ଜନମ ଦେଇଥିବା ମା କୁ ମୋର କୋଟି ପ୍ରଣାମ
LOVE you Bhai❤
ସୁନ୍ଦର ଭିଡିଓ 😍😍
ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐dfdryh
1:31 ସବୁବେଳେ ଓଡ଼ିଆ କହୁ ଥିବାରୁ ଭାଇ ବହୁତ ଧନ୍ୟବାଦ. ବାଲେଶ୍ୱର
ଜୟ ଜଗନ୍ନାଥ ଲବ ଭାଇ ସମସ୍ତ ଙ୍କ ଆଶୀର୍ବାଦ ତମ ଉପରେ ଅଛି ଲବ ଭାଇ ଙ୍କ ପାଇଁ ଗୋଟେ like ଦିଅ 👍❤️
Thank you Bhai
ସୁନ୍ଦର ଭିଡିଓ 😍😍
ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐dhee
ଏ ଭଳି ସନ୍ତାନ କୁ ଜନ୍ମ ଦେଇଥିବା ମାଆ ପାଇଁ କେତେ like ❤❤❤
ସୁନ୍ଦର ଭିଡିଓ 😍😍
ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐gfdyhdhg
❤❤❤❤❤❤❤❤❤❤❤❤❤❤❤❤❤❤❤❤❤
❤️❤️❤️❤️satore
ବହୁତ ବହୁତ ଧନ୍ୟବାଦ ଭାଇ ଏତେ କଷ୍ଟରେ ଦେଖାଇ ତୁମକୁ ଭଗବାନ ସାହା ହୁଅନ୍ତୁ
ଯାହା ହଉ ଲବ ଭାଇ ଅଛନ୍ତି ବଲି ଆମେ ସବୁ ଜାଗା ଦେଖି ପାରୁଛେ thanks ଲବ ଭାଇ
ଭଗବାନ ତୁମକୁ ରକ୍ଷା କରନ୍ତୁ ଜୟ ଜଗନ୍ନାଥ
ବହୁତ ସୁନ୍ଦର ପରିଦର୍ଶନ
ପ୍ରଭୁ ଜଗନ୍ନାଥ ତୁମକୁ ଠିକ୍ ରାସ୍ତା ଦେଖାଇବେ
ଭଗବାନ୍ ତମକୁ ଭଲରେ ରଖନ୍ତୁ ❤️❤️
ସୁନ୍ଦର ଭିଡିଓ 😍😍
ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐
ଭାଇ ତୁମ ସାହସ କୁ ମାନିବାକୁ ପଡ଼ିବ❤
କିଛି ହେବ ନାହିଁ ଭଗବାନ ତମକୁ ଭଲ ରେ ରଖନ୍ତୁ ଜୟ ମା ସମଲେଇ 🙏🏻🙏🏻🙏🏻
ଭଗବାନ ତୁମକୁ ଭଲରେ ରକ୍ଷୀ ଥାନ୍ତୁ ଲବ ଭାଇ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
Apananka thu bahut kichhi sikhibara achhi satare very intresting video
ଏମିତି ଡେଂଜର ଦେଶକୁ ଯାଇଛ ଲବ ଭାଇ ଥମକୁ କଣ ଡରଲାଗୁନି ଭଗବାନ ତୁମକୁ ଭଲରେ ରକାନ୍ତୁ ଭାଇ 👍👍👍
ଖୁବ୍ ସୁନ୍ଦର ଅନୁଭୁତି । ପ୍ରଭୁ ଜଗନ୍ନାଥ ଆପଣଙ୍କୁ ନିଶ୍ଚୟ ସହାୟ ହେବେ । ଜୟ ଜଗନ୍ନାଥ 🙏🙏🙏
ସୁନ୍ଦର ଭିଡିଓ 😍😍
ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐fhdrsd
ଭାଇ ତମେ ସବୁ ଜାଗା ଦେଖିବାକୁ ଦ ଉଚତମକୁ ଧନ୍ୟବାଦ ମାଁ ତାରିଣୀ ଭଲରେ ରଖିଥାନ୍ତୁ
ଯୋଉ ମାନେ ଲବ ଭାଇ ଙ୍କ ଭିଡିଓ ଫୁଲ ଦେଖିଛ plz like କର ଯିଏ ସବୁ ଦିନ ଲବ ଭାଇ ର ଭିଡିଓ ଦେଖୁଛ plz comment କର
କୋଉ ମାନେ 🎉2024 ସୁଦ୍ଧା ଲବ ଭାଇଙ୍କର 1m ହେଇଯାଉ ଚାହୁଁଛ 👍
ସୁନ୍ଦର ଭିଡିଓ 😍😍
ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐dvgv
ଏହି ଭ ଳି ଭିଡିଓ ଭାଇ ଆମ ଓଡିଶାରେ ପହଞ୍ଚାନ୍ତୁ. ଜୟ ଜଗନାଥ🙏
ଆମ ଜଗନ୍ନାଥ ପ୍ରଭୁଙ୍କ ପାଇଁ ଗୋଟେ Like Hau ❤
Laba ଭାଇ ଚିନ୍ତା କରନି ମା ପାଖରେ ଅଛନ୍ତି । ଆପଣଙ୍କର କିଛି ହବ ନାହିଁ । ଜୟ ଜଗନ୍ନାଥ 🙏
Wow very nice sharing 👌
ଜୟ ମା ସମଲେଶ୍ଵରୀ ଆପଣଙ୍କୁ ଭଗବାନ ଭଲରେ ରଖନ୍ତୁ 🙏🙏♥️♥️♥️♥️💕💕💕💕
ଭାଇ ଭଗବାନ ତୁମକୁ ଭଲରେ ରଖିଥାଆନ୍ତୁ❤❤❤
ଜୟ ଜଗନ୍ନାଥ.. ଭାଇ ଆପଣଙ୍କ ଯାତ୍ରା ସଫଳ ହେବ...
ଜୟ ଶ୍ରୀ #ଜଗନ୍ନାଥ🙏 #ଭାଇ ତମ୍ କୁ କିଛି ନହଉ ଭଲରେ ଫେରି ଆସ# ଜୟ ଶ୍ରୀ #ଜଗନ୍ନାଥ 🙏❤️🇮🇳
କେଉଁ ମାନେ ଚାହୁଁଚ 2024 ପୁର୍ବରୁ ଲବ ଭାଇ ଙ୍କର 1 million Subscribers ହେଇଯାଉ ବଳି Like Comment କର 💫🥰🌿
ସୁନ୍ଦର ଭିଡିଓ 😍😍
ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐fdhdf
ଲବ ଭାଇ ତମେ ସବୁ ବେଳେ ଭଲରେ ରୁହ
ଓଡିଶାର ଟୋକା ଯେଉଠି ଯିବ ସେଇଠି ଘାଣ୍ଟି କି ଆସିବ ।
ଜୟ ଜଗନ୍ନାଥ ❤🙏🙏🙏
I am I love you ❤
Nice 🎉
Hm
ସବୁବେଳେ ଆଶୀର୍ବାଦ ପ୍ରଭୁ ଜଗନ୍ନାଥଙ୍କର ଅଛି,
Joyjaganatha,suvayatra,godblesyou.
God bless you bro savely journey to new country 👍👍🙏🙏👏👏👏❤️❤️ love from malkangiri 👍👍👍
Mu bi mkg
ଜୟ ଜଗନ୍ନାଥ
Hii
Love bhai ra no darkar ki
Good
ପ୍ରଭୁ ଜଗନ୍ନାଥ ଆଶୀର୍ବାଦ ସବୁବେଳେ ତୁମ ଉପରେ ଅଛି ଭାଇ ତୁମର କିଛି ବି ହବନି ଭାଇ। ଜୟ ଜଗନ୍ନାଥ 🙏
ଭଗବାନ ତମକୁ ଭଲରେ ରଖିବେ ତମକୁ । ଜୟ ଜଗନ୍ନାଥ।
ବହୁତ ପରିଶ୍ରମ କରୁଛ ଭାଇ ଧନ୍ୟବାଦ 🇮🇳
ଲବ ଭାଇ ମୋ ତରଫରୁ ହୃଦୟରୁ ପ୍ରଣାମ🙏... ଲବ ଭାଇ ଆମେ ମାନେ ଭଗଵାନ ପାଖରେ ପ୍ରାଥନା କରୁଛୁ ଯେ ତୁମର 100 years ରୁ ଅଧିକା ଆୟୁଷ ମିଳୁ....
Jay Jagannath ⭕‼️⭕
....plz 👍
Tame asubele agaku jao bhai❤❤❤
ଭଗବାନ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ Love you ଲବ ଭାଇ❤❤❤❤❤
ଭାଇଙ୍କ MAA ଏମିତି କର୍ମ କରି ଥିଲେ j ପୁଅ ଆଜି କଉ ଜାଗାରେ 😢 ❤ love you ମା All the best 👍 ଭାଇ
Thanks
ଭାଇ ମତେ ଗର୍ବ ଅନୁଭବ ହଉଛି କାହିଁକି ନା ମୋ ଓଡ଼ିଆ ଭାଇ ଯାଇ କି ସୁବୁ ଦେଶରେ ବୁଲି ଆମକୁ ସୁବୁ ଦେଶର ସଂସ୍କୃତି ବିଷୟ ରେ ଅବଗତ କରାଉଛି ❤👍🙏ଜୟ ଜଗନ୍ନାଥ 🙏
ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ମୋ ଜୀବନ ସିନା ନର୍କେ ପଡିଥାଉ ଜଗତ ଉଦ୍ଧାର ହେହୁ ଜୟ ମାଁ ମଙ୍ଗଳା
Your video title is very different 😱 respect button for Laba Hansda ❤
ସୁନ୍ଦର ଭିଡିଓ 😍😍
ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐sdtgsdg
Prabhu Jagaranth Tumaku Bhalare Bhalare Ferai antu Jay jagarantha
ଭାଈ ଙ୍କ ପାଇଁ ପଦେ ଜୟ ଜଗନ୍ନାଥ ହେଇଯାଉ 🙏🙏🙏
Congratulations Laba Dada 400K Subscribers your TH-cam family members for, we are like you.
ଲୋବ ଭାଇ ତୁମ ଭିଡିଓ ବହୁତ୍ ଭଲ ଲାଗୁଚି ଜୟ ଜଗନ୍ନାଥ ଭାଇ ଓଲ୍ଡ best ଭାଇ ବହୁତ୍ ଭଲ ଲାଗୁଚି ଭାଇ ଥେଙ୍କ୍ ଭାଇ 😘🙏🙏
Congratulations ଲବ ଭାଇ 400k ଭଗବାନ୍ କରନ୍ତୁ କି ତମର ଜଲ୍ଦୀ 1milion ହେଇ ଯାଉ
ଭାଇ ତମ ର କେବେ ବି କିଛି ନ ହେଉ 🙏😭ସବୁ ବେଳେ ଖୁସି ରେ ରୁହ ଜୀବନର ସବୁ କିଛି ମିଳୁ ତମକୁ❤
ରାଧେ ରାଧେ ଭାଈ ଆପଣଙ୍କୁ କିଛି ହବନି ଜଗନ୍ନାଥ ଆପଣଙ୍କ ସହିତ ଅଛନ୍ତି
ମୁଁ ପୁରୀ ରୁ, ଲବ ଭାଇ ପାଇଁ ଗୋଟେ Like ହେଇଯାଉ, ଜୟ "ଜଗନ୍ନାଥ"🙏🙏🙏🙏🙏
Jay Jagannath
Laba bhai tama upare
bhagaban ଙ୍କ ଆଉ ଦର୍ଶକ ଙ୍କ ଆଶ୍ରିବାଦ ଅଛି ଜୟ ଜଗନ୍ନାଥ ❤❤❤❤
ଜୟ ଜଗନ୍ନାଥ ଙ୍କ ଆର୍ଶୀବାଦ ରେ ଥିବ
ମୁଁ GK ବହିରେ ପଢିଥିଲି ପପୁଆଁ ନ୍ୟୁଗିନୀ ଦେଶରେ ମଣିଷ ମଣିଷ କୁ ଖାଆନ୍ତି ବୋଲି 💕💕💕
Ko class re😮
ଭାଇ ଚିନ୍ତା କରନି ଆମେ ଅଛୁ ଖୁବ୍ ଶୀଘ୍ର ଜାନୁୟାରୀ ସୁଦ୍ଧା 1 million କରିଦେବୁ 🙏🙏🙏🙏jay jagarnath.🙏🙏🙏
Hai. Mr. Naba. Bhai. No. Problem. Do'nt worry. Mahaprabhu. Sree. Jagarnath. Bless you
From Keonjhar Odisha India
Best vulgar in odisha lava hasda❤❤
Best vulgar nuhan bhai best blogger 😅😅😅😅
@@nathamundanathan-0658😂😂😂😂😂😂😂😂😂😂
What do you mean bro? Vulgar mane koun bhai janicha Jani ki kahucha na ,najani ki kahucha
@@SinghkulaSinku143 na janiki kahuchhi 😄😄 bhai english tk padha padhi kara 😂😂
ସୁନ୍ଦର ଭିଡିଓ 😍😍
ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐dyhgy
ଅତି ସୁନ୍ଦର ❤❤❤
ଜୟ ଜଗନ୍ନାଥ
। ସୁନ୍ଦର ଉପସ୍ଥାପନା। ଶୁଭେଚ୍ଛା ଜଣାଉଛି
Laba bhai we all are with you in your arduous journey.Travelling in such a condition is not an easy task.Whenever you venture new territory always go with extra precautions.Your safety is prime important.Stay safe & healthy 🙏🙏
ଜୟ ଜଗନ୍ନାଥ ମହା ପ୍ରଭୁ ଲବ ଭାଇ ଶୁଭ ଯାତ୍ରା ଜଗନ୍ନାଥ ତୁମ ଯାତ୍ରା ସୁଖମୟ କରନ୍ତୁ। ଜୟ ଜଗନ୍ନାଥ ମହା ପ୍ରଭୁ
Hasda Babu , yours all videos are very fine and more educative and informative by nature .You have down the Travel Xp and Discovery Channels. May GOD give you long life, good health and success for ever. Thanks.
ଶୁଭ ଯାତ୍ରା❤
ବହୁତ ସୁନ୍ଦର ଭିଡିଓ ❤ଭଗବନ୍ ତମର କାମ କୁ ସହଜ ଓ ସଫଳ କରନ୍ତୁ ❤
Bhai tamaku vagaban sabu bele valare rakhantu 🙏🥰Tq so much bhai sabu bele khusi re ruha kete risks sabu noucha 🙏
ତମର କିଛି ହବନି ଭାଇ ଭଲରେ ଯାଅ ଜୟ ଜଗନ୍ନାଥ 🙏🙏🙏🙏🙏🙏
Bhai morning 7 am upload kora .ନଚେତ.. Evening 6 pm upload koro. ଏହି time କୁ କିଏ କିଏ support karucha.. 👍👍like karidio.. 👍🌹🌹🙏🙏🙏.. 💕
RailuHantala ❤❤❤❤❤🙏🙏🙏🙏🙏👍👍👍👍👍
ଲବ ଭାଇ ପାଇଁ ଗୋଟିଏ ଲାଇକ୍ ହୋଇଯାଅ❤❤❤
ମା ତାରିଣୀ ତୁମକୁ ଭଲ ରଖନ୍ତୁ,,,,
ଜୟ ମାରଙ୍ଗ ବୁରୁ।।।।।।।
Take care Laba bhai. Papua niugini is a very dangerous place what I have seen from yatri doctor and Paramveer's videos
ଓମ୍ ସାଇ ବାବା ଭାଇ ତମକୁ ଭଲରେ ରଖନ୍ତୁ ❤
ଯେଉଁ ମାନେ ଲବ ଭାଇକୁ ଭଲ ପାଆନ୍ତି ଆମେ ତାଙ୍କ ପାଇଁ ଜଗନ୍ନାଥ ପାଖରେ ପ୍ରାର୍ଥନା କରିବା
Bhai jay jagannatha ... .....Odisha pai gotia garva tume bhai na desa bulucha jay jagannatha bhai
ଲବ ଭାଇ ଓଡ଼ିଶାର Real Hero😎
ଲବ ଭାଇଙ୍କ❤️❤️❤️ ପାଇଁ ଗୋଟେ Like👍 ହେଇଯାଉ
ଭାଇ ଙ୍କ ପାଇଁ ଲାଇକ ହଉ ❤
Bhai tama gandi gandi geu
Laba bhainkoro video mu2021 ru dekhuchii tothapi mono bhoruni jete dekhilebi👍👍👍👍👍👍👍Laba bhai love u❤❤❤❤❤
Jay jaganath 🙏 ତୁମ ଚଲା ପଥ ସବୁବେଳେ କୁସୁମିତ ହୋଉ 🙏🙏
ତମକୁ ଜୟ ଜଗନ୍ନାଥ ତମ ସାଥିରେ ଅଛନ୍ତି ତମର କିଛି ବି ହେବନି ଭାଇ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
Actually yaku hin kuhanti vlogs.. Nice video bhai ❤bahut kichhi dekhibaku au sikhibaku miluchi... Thank you so much bhai😊
ଆମେ ସମସ୍ତେ ଓଡ଼ିଶା ବାସି ବହୁତ ଗର୍ବିତ ତୁମ ପାଇଁ ..ଏ ସବୁ ଦେଖିବାକୁ ତ ସାତ ସପନ ଆମପାଇଁ...ଜୟ ଜଗନ୍ନାଥ ..ଭଲରେ କରନ୍ତୁ ...
Hn bhai 👍