ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
"ଗାଇଲା" ନୁହେଁ "ରାଇଲା" ପ୍ରକୃତ ଶବ୍ଦ । ଏଭଳି ଏକ ସୁନ୍ଦର ଭଜନ ଯାହାକି ଆମ ଓଡିଆ ସାହିତ୍ୟ ଆଉ ସଂସ୍କୃତିର ଅମୂଲ୍ୟ ସମ୍ପଦ,ତାକୁ କଦାପି କଦର୍ଥ କରିବା ଉଚିତ୍ ନୁହେଁ ।
Thik kahile apana
Right👍
ଏମିତି ଗୀତ ଟେ ଶୁଣି ବାକୁ ମିଳିଲା ବହୁତ ଭଲଲାଗୁଛି ଶୁଣି ବାକୁ ବହୁତ ଭଲଲାଗୁଛି ❤❤❤❤❤❤❤ ଜୟ ରାଧେ ରାଧେ ଜୟ ଶ୍ରୀ କ୍ରୀଷ୍ଣା ❤❤
राधे कृष्ण❤❤ . राधे राधे ❤❤
ବଂଶିଟି ଓଠରେ ଲାଗିବା ଦରକାର,ଯାହାଫଳରେ ଲାଗିବ ବଂଶିଟି ସତରେ ବାଜୁଛି,କୃଷ୍ଣ ଭୁମିକାରେ ଅଭିନୟ କରୁଥିବା କଳାକାର ଜଣକ ଏଥିପ୍ରତି ଧ୍ୟାନ ଦେଇଥିଲେ ଭଲ ହୋଇଥାନ୍ତା,ଜୟ ଜଗନ୍ନାଥ
jay sree ram madan mohan disari
Realy bhai thik katha🙏❤❤❤❤❤
ହଁ। ଠିକ୍ ଲକ୍ଷ୍ୟ କରିଛନ୍ତି ଆପଣ।
He krushna 😢❤
ଭଗବାନ୍ ତୁମର କଣ୍ଠ କୁ ଆହୁରି ସୁ ମଧୁର କରନ୍ତୁ
Radhe radhe radhe radhe❤❤❤❤ 🙏🙏🙏🙏🙏👌👌👌
ବୃନ୍ଦାବନେ ବଂଶୀକେ ବଜାଇଲା, ଏକା ରାଧା ରାଧା ନାମ ରାଇଲା, ବୃନ୍ଦାବନେ ବଂଶୀ କେ ବଜାଇଲା ।ଛିଡିଲା ସେ ଛିଦ୍ର ଗଣ୍ଠି ନିବିବନ୍ଧ ଗଲା ଫିଟି, ବସନ ପିନ୍ଧନ୍ତେ ତର ନୋହିଲା ।ପାଷାଣ ହୋଇଲା ପାଣି, ଯମୁନା ବହେ ଉଜାଣି, ଝରଝର ମକରନ୍ଦ ବୋଳିଲା ।ଶୁଷ୍କ ତରୁୃମାନେ ଥିଲେ,ଧ୍ୱନି ଶୁଣି ପଲ୍ଲବିଲେ,ପବନ ଥକିତ ଚିତ୍ତ ମୋହିଲା ।ମୁନିଙ୍କ ଆଶ୍ରମ ଟଳି, ରସରେ ପଡ଼ିଲେ ଢଳି, ବ୍ୟାଘ୍ର ପଛେ କୁରଙ୍ଗୀ ଗୋଡ଼ାଇଲା ।କହେ ସାଲବେଗ ହୀନ, ଏହି ମୋର ନିବେଦନ,ରାଧାକୃଷ୍ଣ ପାଦେ ଚିତ୍ତ ରହିଲା ।
Nice song
Apanara manaskamana Purna heu....jay jagannath
Beautiful very nice best voice thanks 👍👍 from RUKMINI PRODUCTION 🎉🎉🎉
Radhe radhe 🙏🙏 🙏
Beautiful performance very Very nice thanks from RUKMINI PRODUCTION jai jagannath jai 🙏 srikrishna 🙏
Jay jagannath swami nayan path gami bhaba tume 🙏
Sundar bhajan ...excellent
Video to ati sundar laguchi
Really awesome song 💛💚💗💜💚💗💛💜💖
Jay jagannath
Superhit
I like all ths bhajana sung by u but this I like the most.
ଅତି ସୁନ୍ଦର ଲାଗିଲା
Brahma baba mama. Krishna radhe.
ସୁନ୍ଦର ଭଜନ।
Jay sri krishna🙏🙏🙏
I love god Sri Krishna
I am also same same
Haribolo haribolo haribolo
ରାଇଲା ହବ
ଜୟ ଜଗନ୍ନାଥ
Jay shree krishna
Wonder full 😱😱😱😱
My favorite song
जय श्री कृष्णा
ଜଗବନ୍ଧୁ
Love this song ❣️❣️💜❣️❣️
Jay radha rani 🙏🏻🙏🏻🙏🏻🙏🏻
very nice🌹
Beautiful song
Beautiful song 🎵 ❤
Great Bhakti Song and Heart touching
Jay jagannatha 🙏🙏🙏🙏🙏🙏🙏
Very good
Really it's hrudaya sparsi song
Very nice❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉❤❤❤
Nice voice namita di
Jaya srikrishna 🙏🙏🙏🙏🙏
❤
Heart touching song And critical meaning for God and man relation
Wow so beautiful
ହଁ ଏଈଟା ଭଲ଼ହବ
Mind-blowing song
Jay shree jagannath swami 🙏
Most beautiful songs🙏🙏
👏
Bow so beautiful full🎉
Jay Jay Jay jagannath🙏🙏 Jay Jay Jay jagannath🙏🙏 Jay Jay Jay jagannath🙏🙏🙏
କାଳଜୟୀ କାଳିଆ ଭଜନ I
Mata batao kya karu
Aa
Jay jannath
JSRK
Sweet song.🙏🙏🙏🙏
"ଗାଇଲା" ନୁହେଁ "ରାଇଲା" ପ୍ରକୃତ ଶବ୍ଦ । ଏଭଳି ଏକ ସୁନ୍ଦର ଭଜନ ଯାହାକି ଆମ ଓଡିଆ ସାହିତ୍ୟ ଆଉ ସଂସ୍କୃତିର ଅମୂଲ୍ୟ ସମ୍ପଦ,ତାକୁ କଦାପି କଦର୍ଥ କରିବା ଉଚିତ୍ ନୁହେଁ ।
Thik kahile apana
Right👍
ଏମିତି ଗୀତ ଟେ ଶୁଣି ବାକୁ ମିଳିଲା ବହୁତ ଭଲଲାଗୁଛି ଶୁଣି ବାକୁ ବହୁତ ଭଲଲାଗୁଛି ❤❤❤❤❤❤❤ ଜୟ ରାଧେ ରାଧେ ଜୟ ଶ୍ରୀ କ୍ରୀଷ୍ଣା ❤❤
राधे कृष्ण❤❤ . राधे राधे ❤❤
ବଂଶିଟି ଓଠରେ ଲାଗିବା ଦରକାର,ଯାହାଫଳରେ ଲାଗିବ ବଂଶିଟି ସତରେ ବାଜୁଛି,କୃଷ୍ଣ ଭୁମିକାରେ ଅଭିନୟ କରୁଥିବା କଳାକାର ଜଣକ ଏଥିପ୍ରତି ଧ୍ୟାନ ଦେଇଥିଲେ ଭଲ ହୋଇଥାନ୍ତା,ଜୟ ଜଗନ୍ନାଥ
jay sree ram madan mohan disari
Realy bhai thik katha🙏❤❤❤❤❤
ହଁ। ଠିକ୍ ଲକ୍ଷ୍ୟ କରିଛନ୍ତି ଆପଣ।
He krushna 😢❤
ଭଗବାନ୍ ତୁମର କଣ୍ଠ କୁ ଆହୁରି ସୁ ମଧୁର କରନ୍ତୁ
Radhe radhe radhe radhe❤❤❤❤ 🙏🙏🙏🙏🙏👌👌👌
ବୃନ୍ଦାବନେ ବଂଶୀକେ ବଜାଇଲା,
ଏକା ରାଧା ରାଧା ନାମ ରାଇଲା,
ବୃନ୍ଦାବନେ ବଂଶୀ କେ ବଜାଇଲା ।
ଛିଡିଲା ସେ ଛିଦ୍ର ଗଣ୍ଠି
ନିବିବନ୍ଧ ଗଲା ଫିଟି,
ବସନ ପିନ୍ଧନ୍ତେ ତର ନୋହିଲା ।
ପାଷାଣ ହୋଇଲା ପାଣି,
ଯମୁନା ବହେ ଉଜାଣି,
ଝରଝର ମକରନ୍ଦ ବୋଳିଲା ।
ଶୁଷ୍କ ତରୁୃମାନେ ଥିଲେ,
ଧ୍ୱନି ଶୁଣି ପଲ୍ଲବିଲେ,
ପବନ ଥକିତ ଚିତ୍ତ ମୋହିଲା ।
ମୁନିଙ୍କ ଆଶ୍ରମ ଟଳି,
ରସରେ ପଡ଼ିଲେ ଢଳି,
ବ୍ୟାଘ୍ର ପଛେ କୁରଙ୍ଗୀ ଗୋଡ଼ାଇଲା ।
କହେ ସାଲବେଗ ହୀନ,
ଏହି ମୋର ନିବେଦନ,
ରାଧାକୃଷ୍ଣ ପାଦେ ଚିତ୍ତ ରହିଲା ।
Nice song
Apanara manaskamana Purna heu....jay jagannath
Beautiful very nice best voice thanks 👍👍 from RUKMINI PRODUCTION 🎉🎉🎉
Radhe radhe 🙏🙏 🙏
Beautiful performance very Very nice thanks from RUKMINI PRODUCTION jai jagannath jai 🙏 srikrishna 🙏
Jay jagannath swami nayan path gami bhaba tume 🙏
Sundar bhajan ...excellent
Video to ati sundar laguchi
Really awesome song 💛💚💗💜💚💗💛💜💖
Jay jagannath
Superhit
I like all ths bhajana sung by u but this I like the most.
ଅତି ସୁନ୍ଦର ଲାଗିଲା
Brahma baba mama. Krishna radhe.
ସୁନ୍ଦର ଭଜନ।
Jay sri krishna🙏🙏🙏
I love god Sri Krishna
I am also same same
Haribolo haribolo haribolo
ରାଇଲା ହବ
ଜୟ ଜଗନ୍ନାଥ
Jay shree krishna
Wonder full 😱😱😱😱
My favorite song
जय श्री कृष्णा
ଜଗବନ୍ଧୁ
Love this song ❣️❣️💜❣️❣️
Jay radha rani 🙏🏻🙏🏻🙏🏻🙏🏻
very nice🌹
Beautiful song
Beautiful song 🎵 ❤
Great Bhakti Song and Heart touching
Jay jagannatha 🙏🙏🙏🙏🙏🙏🙏
Very good
Really it's hrudaya sparsi song
Very nice❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉❤❤❤
Nice voice namita di
Jaya srikrishna 🙏🙏🙏🙏🙏
❤
Heart touching song
And critical meaning for God and man relation