୩ ଲକ୍ଷ ଟଙ୍କା ର କ୍ୟାମେରା ଚୋରି ହୋଇଗଲା || first day Very bad experience in Africa

แชร์
ฝัง
  • เผยแพร่เมื่อ 7 ก.พ. 2025
  • ୩ ଲକ୍ଷ ଟଙ୍କା ର କ୍ୟାମେରା ଚୋରି ହୋଇଗଲା || first day Very bad experience in Africa #mutraveller

ความคิดเห็น • 915

  • @villagetvodisha
    @villagetvodisha 11 หลายเดือนก่อน +166

    ଓଡ଼ିଶା ବାସିଙ୍କ ସପୋର୍ଟ ସବୁବେଳେ ତୁମ ସାଥୀରେ ଅଛି ❤
    God bless you 🙏

  • @ratanlalpurty3569
    @ratanlalpurty3569 11 หลายเดือนก่อน +129

    ବହୁତ ଦୁଃଖ କଥା, ଭାଇ ତୁମେ ସାହସ ର ସହିତ ଆଗକୁ ମାଡିଚାଲ, God Blesse You Brother ❤️🌹❤️🌹❤️🌹

    • @Odiatv786
      @Odiatv786 11 หลายเดือนก่อน

      Odia film Bigul. Teaser pure goosebumps 🔥🔥🔥

  • @gnnkk9770
    @gnnkk9770 11 หลายเดือนก่อน +40

    ଲବ ଭାଇ ମୁଁ ପ୍ରଭୁ 🙏🙏ଶ୍ରୀ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି କି ଆପଣଙ୍କ କ୍ୟାମେରା ଖୁବ୍ ଶୀଘ୍ର ମିଳିଜାଉ 🥺❤️

  • @hrudanandasankhua5824
    @hrudanandasankhua5824 11 หลายเดือนก่อน +22

    ଲବ ଭାଇ ବହୁତୁ ଦୁଃଖ ଲାଗୁଛି ଲବ ଭାଇ ତମ କ୍ୟାମେରା ଶିଘ୍ର ଭଲ ହେଇଯାଉ ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @Tikilifestyle
    @Tikilifestyle 11 หลายเดือนก่อน +94

    ମାଆ ତାରିଣୀ🙏🙏 ଲବ ଭାଇ ଙ୍କୁ ଆଶୀର୍ବାଦ କରନ୍ତୁ ଲବ ଭାଇ ଙ୍କ channel ରେ ବହୁତ ଶୀଘ୍ର 1m Subscribers ହେଇଯାଆନ୍ତୁ ଓ ଲବ ଭାଇ ବହୁତ ଅଗକୁ ଯାଆନ୍ତୁ Love From Ghatagaon ❤️❤️❤️

  • @amitkumarsahoo4804
    @amitkumarsahoo4804 11 หลายเดือนก่อน +42

    ଜୟ ଜଗନ୍ନାଥ🙏🙏। ପ୍ରଭୁ ଲବ ଭାଇ ଙ୍କ କ୍ୟାମେରା ମିଳିଯାଉ।

  • @hemantabahera8047
    @hemantabahera8047 11 หลายเดือนก่อน +50

    ଶୁଭ ସକାଳ,, ସକାଳୁ ଦୁଃଖ ଖବର ମନଖରାପ ହୋଇଗଲା ମୋମନ କହୁଅଛି ତୁମର କେମେରା ମିଳିବ କିନ୍ତୁ ତୁମକୁ ଲଗିବାକୁପଡ଼ିବ ଗୋଟାଏ ରୁମ୍ ରୁ କେମେରା ଯାଉଛି ମାନେ ସେଠିକାର ଲୋକ ନିଞ୍ଚୟ ନେଇଛନ୍ତି ବାହାର ଲୋକ ଆସି ନେଇନାହାନ୍ତି ନା ତ ତୁମକୁ ଲାଗିବାକୁ ପଡ଼ିବ cc kemera police ତନାଘନା ବା ଜେରା କଲେ ସବୁ ସାମ୍ନା କୁ ଆସିଯିବ,, ଧନ୍ୟବାଦ୍,,,,🙏🙏🙏🙏🙏🙏🙏❤❤❤❤❤❤❤❤❤❤❤❤❤❤❤❤❤❤

  • @Sareesambalpuri
    @Sareesambalpuri 11 หลายเดือนก่อน +20

    ଭାଇ ମନ ଦୁଃଖ କରନି କ୍ୟାମେରା ମିଳିଯିବ ଭଗବାନ ଚାହିଁଲେ ସବୁକିଛି ହେବ ❤

  • @stgamert143
    @stgamert143 11 หลายเดือนก่อน +48

    ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଲବ ଭାଇଙ୍କ କେମେରା ବହୁତ ସିଘ୍ର ମିଳିଯାଉ🙏🙏🙏🙏🙏🙏🙏🙏🙏🙏

  • @hansdah346
    @hansdah346 11 หลายเดือนก่อน +21

    ଭଗବାନ ତୁମ ଚଲାପଥ ଉଜ୍ଜ୍ୱଳ କରନ୍ତୁ ଓ କ୍ୟାମେରା ଖୁବଶିଘ୍ର ମିଳିଯାଉ.....

  • @Lazy__07
    @Lazy__07 11 หลายเดือนก่อน +14

    ଭାଇ କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡିଥାଏ। କିଛି ବି ମନ ଦୁଃଖ କରନାହିଁ ଭାଇ ଭଗବାନ ଜାହା କରନ୍ତି ପ୍ରାଣି ର ମଂଗଳ ପାଇଁ। ❤❤❤

  • @sundarmohanmarndi7979
    @sundarmohanmarndi7979 11 หลายเดือนก่อน +53

    ବହୁତ ଦୁଃଖର କଥା🎉🎉🎉🎉

  • @snvlog-gk4se
    @snvlog-gk4se 11 หลายเดือนก่อน +22

    ଲୋବ ଭାଇ ତୁମୋ କ୍ୟାମେରା ନିଚୟ ମିଳିଯିବ ମୁଁ ଭଗବାନ କୁ ଡାକୁଛି jay jagannath 🙏🙏

  • @devilskk1955
    @devilskk1955 11 หลายเดือนก่อน +13

    ହାରି ଗଲେ ଦୁଃଖ କରନ୍ତୁନାହିଁ । ହାରିବା ହିଁ ଜିତିବା ପାଇଁ ନୂଆ ଭର୍ଜା ସୃଷ୍ଟି କରେ❤

  • @gopabandhuhans3955
    @gopabandhuhans3955 11 หลายเดือนก่อน +11

    ବହୁତ ଦୁଃଖ ଲାଗୁଛି ଜୟ ଜଗନ୍ନାଥ ଲବ ଭାଇ ର କ୍ୟାମେରା ମିଳି ଯାଉ

  • @4.0_Gaming
    @4.0_Gaming 11 หลายเดือนก่อน +15

    ଭଗବାନଙ୍କୁ ଆମେ ପ୍ରାର୍ଥନା କରୁଛୁ ଆପଣଙ୍କୁ ଆପଣଙ୍କର Camera ଜଲଦି ଜଲଦି ମିଳିଯାଉ❤❤🎉😢😇😇 Jai Shree Ram 🚩🚩🚩🚩

  • @manoranjanmahanta6223
    @manoranjanmahanta6223 11 หลายเดือนก่อน +34

    Laba Bhai,don't worry .you have in God's blessings.Lord Jagannth always with you.Best of luck.

  • @dhanirambeg7820
    @dhanirambeg7820 11 หลายเดือนก่อน +276

    ଲବ ଭାଇ ଯୁହାର 🎉🎉🎉 ବହୁତ ଦୁଃଖର କଥା ଭିଡିଓ ଦେଖି କରି ବହୁତ ଖରାପ ଲାଗୁଛେ ରେ ଭାଇ ଶଲା ଚୋର କେ ଧରି ଆନ ମାରବି ଲାତ ବିଧା ଚାପଡ କରି ଶଲା ଭିଡିଓ ଦେଖଲା ପରେ ବହୁତ ଦୁଃଖ ଲାଗୁଛେ 😂😂😂😂😂😂😂😂

    • @Travel.withuttam
      @Travel.withuttam 11 หลายเดือนก่อน +11

      Samalpuria ❤❤❤❤

    • @Odiatv786
      @Odiatv786 11 หลายเดือนก่อน +2

      Odia film Bigul teaser pure goosebumps 🔥🔥🔥🔥

    • @43463
      @43463 11 หลายเดือนก่อน

      Camara lucheiki camara on koriki polo camara lucheiki jodi kiya aaeibo Jona podijibo

    • @odiaearningtech
      @odiaearningtech 11 หลายเดือนก่อน +2

      Odia kohu6 na china

    • @udandakirtanpremi
      @udandakirtanpremi 11 หลายเดือนก่อน +1

      Sambalpuri 😂

  • @laxmipriya7230
    @laxmipriya7230 11 หลายเดือนก่อน +20

    ବହୁତ ଦୁଃଖ ର କଥା ଭାଇ 😢

  • @prabhudattapradhan8313
    @prabhudattapradhan8313 11 หลายเดือนก่อน +1

    ଦୁଃଖର କଥା......ବହୁତ ସୁନ୍ଦର video ଗୁଡାକ ଭଲ କରୁଛନ୍ତି 🙏

  • @16i87
    @16i87 11 หลายเดือนก่อน +3

    Aei video ta bhala lagila

  • @Sriman___Ranne100K
    @Sriman___Ranne100K 11 หลายเดือนก่อน +8

    ଲଭ ଭାଇ ଭଉତ ଦୁଃଖର କଥା😢 ଲଭ ଭାଇ ମୁ ଆପଣଙ୍କୁ ଗୋଟେ କଥା କହିବା ପାଇ ଚାଉଛି ? Please dont mind ଭାଇ ନିଜ ବେଗ୍ ରେ ଲକ୍ଷ୍ୟା ଦିଖର ଜିନିଷ ରକୁଛ please first ନିଜ ଜିନିଷ safety ରଖ ଆଉ ନିଜେ Save ଲି ରେ Vloge କର Fist କଥା ନିଜ ବେଗରେ Lock ଦିଅ ସବୁଟୁ Best ଥିବ okey all the Best Bro
    My from koraput odisha ❤❤❤❤

  • @Sabanmarndi.9799
    @Sabanmarndi.9799 11 หลายเดือนก่อน +16

    Laba Dada adi dukh ge bujhaw yenah 😢😢😢😢😢😢

  • @Desi_Kalaakaar_______999
    @Desi_Kalaakaar_______999 6 หลายเดือนก่อน +4

    ଲଭ ଭାଇ ଙ୍କ କ୍ୟାମେରା ଚୋରି ହେଇଗଲା ବହୁତ୍ ଦୁଃଖ ଲାଗୁଛି 😭😭😭😭😭😭😭😭

  • @jasabantadas4132
    @jasabantadas4132 11 หลายเดือนก่อน +8

    Bhai Bhagban sangare achhanti milijibo...❤❤❤..

  • @SunilKumar-zx1rf
    @SunilKumar-zx1rf 11 หลายเดือนก่อน +9

    Sagun setah ❤

  • @ganeshstar5259
    @ganeshstar5259 11 หลายเดือนก่อน +4

    ଲବ ଭାଇ ଜଗନ୍ନାଥଙ୍କ କୃପା ରୁ ଆପଣଙ୍କ କ୍ୟାମେରା ମିଳି ଯାଉ

  • @DSBOdiaBlog
    @DSBOdiaBlog 11 หลายเดือนก่อน +1

    ଭାଇ ମନ ଦୁଃଖ କରନି, ମୁଁ ଭଗବାନ୍ ଙ୍କ ନିକଟରେ ପ୍ରାଥନା କରୁଛି ଆପଣ ଙ୍କୁ ଆପଣ ଙ୍କ କ୍ୟାମେରା ବହୁତ୍ ଜଲଦି ମିଳି ଯାଉ ।
    " ଜୟ ଜଗନ୍ନାଥ"
    🚩🚩 ଜୟ ଶ୍ରୀ ରାମ 🚩🚩

  • @sabitacreations
    @sabitacreations 11 หลายเดือนก่อน +9

    Laba bhai chinta karani ,jaan achhi ta jahan achhi ,tame jou type ra video pakao na kahinki aame dekhibu ,tama 3laks kana 5laks ra 📷 kinipariba ,youtube tamaku bohut paisa deba don't worry, jiye chori karichhi se ketedina paisa re chaliba,tension chhada ,we always with you ❤lot's of love from sabitacreations, Rourkela ❤️, mu tama sabu video dekhe ,jete lamba video pakaona kahiki ,i love you dil se❤

  • @chintamanisenapati7113
    @chintamanisenapati7113 11 หลายเดือนก่อน

    ଲବ ଭାଈ ତମେ ମହାନ ଏତେ ଧଜ୍ୟର ସହ ଆଗକୁ ଚାଲିଛ ଜୟ ଜଗନ୍ନାଥ ଭାଇ 🙏🙏🙏

  • @chandrasenkhudupia9768
    @chandrasenkhudupia9768 11 หลายเดือนก่อน +3

    Nice video brother

  • @laxmidhartudu7821
    @laxmidhartudu7821 11 หลายเดือนก่อน

    Vdo 👌👌👌 lagila laba bhai

  • @kanderamsing3065
    @kanderamsing3065 11 หลายเดือนก่อน +10

    ବେଶି ଟିକେ ତମ ଜିନିଷ ପ୍ରତି ଧ୍ୟାନ ଦବ। କାହିଁକି ନା ତମର ଜିନିଷ ହଜିଲେ ବହୁତ କଷ୍ଟ ଲାଗୁଛି ।।😂😭😭😭😭

  • @NGODIANATAK
    @NGODIANATAK 11 หลายเดือนก่อน +2

    ଜୟ ଜଗନ୍ନାଥ 🙏
    ଲବ ଭାଇ ବହୁତ ମନ ଦୁଃଖ ଲାଗୁଛି ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ କ୍ୟାମେରା ମିଳିଯାଉ 🚩🚩🚩🚩

  • @RiteshMohantaVlogs
    @RiteshMohantaVlogs 11 หลายเดือนก่อน +16

    ଜୟ ଜଗନ୍ନାଥ ଭାଇ

    • @Odiatv786
      @Odiatv786 11 หลายเดือนก่อน

      Odia film Bigul teaser pure goosebumps

  • @murmuramajofficial
    @murmuramajofficial 11 หลายเดือนก่อน +1

    Johar laba Bhai very beautiful video 👈👈👈👈👈👈👈👈👈👈👈👈👈👈

  • @mahiganesh6097
    @mahiganesh6097 11 หลายเดือนก่อน +4

    Nice laba bhi

  • @arjungouda8629
    @arjungouda8629 24 วันที่ผ่านมา

    Love ଭାଇବହୁତ ଟେନସନ ଲାଗିଗଲା ତୁମ କ୍ୟାମେରା ହଜିଗଲାରୁ

  • @badalmohanta5672
    @badalmohanta5672 11 หลายเดือนก่อน +8

    Nice bro

  • @Bipinliapavlogs
    @Bipinliapavlogs 11 หลายเดือนก่อน +1

    ଲବ ଭାଇ ପାଇଁ ଗୋଟେ like ଟେ ହଉ ❤❤❤

  • @RabilochanMurmmu-pv8he
    @RabilochanMurmmu-pv8he 11 หลายเดือนก่อน +5

    Nice video

  • @SCSantaliCreatorOfficial
    @SCSantaliCreatorOfficial 11 หลายเดือนก่อน +1

    ଲବ ଭାଇ ବହୁତ ଦୁଃଖ ର ଖବର ଟେ ଆମକୁ ଜଣେଇଲ । ଆମେ ଜାଣି ପାରୁଛୁ ଅପଣଂକ ମନ ଭିତରେ କେତେ କଷ୍ଟ ବିତୁଥିବ । ଜଣେ ମଣିଷ ଯଦି କେତେ କଷ୍ଟ କରି କେତେ Struggle କରି କିଛି ଜିନିଷକୁ କିଣି ଥିବ ଏବଂ ତାହା ଚୋରି ହବ କିମ୍ବା କିଏ ଛଡେଇ କି ନେଇଯିବେ, ନିଜ ମନ ଭିତରେ ବହୁତ କଷ୍ଟ ର ସହିତ ଯନ୍ତ୍ରଣା ହୁଏ । 😭😭😭ଏମିତି ମନ ଭିତରେ filing ହୁଏ କି ! ( ହେ ଭଗବାନ କ'ଣ ମୋ ସହିତ ହିଁ କଣ ଏମିତି ଘଟିବାର ଥିଲା )
    ଏହା ଯାହା ମୁଁ ଲେଖିଛି ମଜାକ ନୁହେଁ Seriously.
    ଏହିପରି Situations ବହୁତ ଯନ୍ତ୍ରଣା ଦାୟକ. ଆଖିରେ ସିନା ଲୁହ ନ ଥାଏ କିନ୍ତୁ ମନ ଭିତରେ ଯନ୍ତ୍ରଣା ରେ pen ହୁଏ 😭😭😭😔😔😔
    ମୋ ସହିତ ମଧ୍ୟ ଏମିତି ଘଟଣା ଘଟିଛି କିନ୍ତୁ India ଭିତରେ ହିଁ. Out of country ରେ ନୁହେଁ.
    😔😔😔😔😔😔😔😔
    ସେଇଥି ପାଇଁ ଲବ ଭାଇଙ୍କ ମନକଥା ଏବଂ ଯନ୍ତ୍ରଣା କୁ ମୁଁ ବୁଝି ପାରୁଛି ଏବଂ Explain କରୁଛି
    😭😭😭😭😭😭😭😭😭😭😭😭😭😭😭

  • @samayranjanmallik6598
    @samayranjanmallik6598 11 หลายเดือนก่อน +4

    Very nice 👍

  • @natamanicomedy
    @natamanicomedy 11 หลายเดือนก่อน +1

    ବହୁତ ଦୁଖ ଲାଗିଲା

  • @YsPrabesh
    @YsPrabesh 11 หลายเดือนก่อน +3

    Maha prabhu Jagarnathnku paratana karuchi Labo bhai cambera ausabu jinisa milijau❤️❤️❤️🙏🙏🙏🙏❤️

  • @Helloguys03
    @Helloguys03 11 หลายเดือนก่อน

    ଆଜି ଠାରୁ ରୁମରେ ରହିଲେ ଶିକିରେଟ୍ କେମରା ଲଗେଇ ବ ମୋ ଭାଇ ଆଜି କାଲି କାହାକୁ ବି ଭରସା ନାହି ❤❤❤🎉🎉🎉ଭଗବାନ ତୋମ କୁ ଖୁସିରେ ରଖନ୍ତୁ🙏👏 love you brother ❤❤❤❤❤

  • @mbmmusicpresent3520
    @mbmmusicpresent3520 11 หลายเดือนก่อน +4

    Loba Bhai mu first Like kari6i

  • @hemantapradhan1077
    @hemantapradhan1077 11 หลายเดือนก่อน

    Nice work

  • @debeshkumarsahoo357
    @debeshkumarsahoo357 11 หลายเดือนก่อน +3

    Jay jagannath 🙏 Bhai... Kichhi tension nia nahi sabu thk hoijiba.... God bless you brother

  • @sadasivbiswal7082
    @sadasivbiswal7082 11 หลายเดือนก่อน +7

    Dont worry keep it up god is with you always ♥️

  • @T.Pradhan7521
    @T.Pradhan7521 11 หลายเดือนก่อน +9

    ତମେଧର୍ଯ୍ୟ ଧର ଭାଇ କ୍ୟାମେରା ମିଳିଯିବ ଆଦିବାସୀଙ୍କ ଆଶୀର୍ବାଦ ତୁମ ଉପରେ

  • @Jay_Jagannath-f1k
    @Jay_Jagannath-f1k หลายเดือนก่อน +1

    ଵହୁତ ଦୁଃଖ ଲାଗୁଛି ନବଭାଇ କୁହ ଏତେ ବୁଲୁଛନ୍ତି ପଇସା କିଏ ଦଉଛି

  • @Radhageetanjali143
    @Radhageetanjali143 11 หลายเดือนก่อน +12

    Jay jagannath ଭାଇ 🙏🙏

  • @Bhagaan.....
    @Bhagaan..... 11 หลายเดือนก่อน

    O my god 3 lakhs camera love u laba bhai jaha hou camera milijau laba bhainkoro setiki hin moro asha love u laba bhai 👍👍👍👍👍👍👍

  • @vinit-deep
    @vinit-deep 11 หลายเดือนก่อน +11

    The content is the king no need a big camera for that just do it from your phone or osmo it's also looking good

  • @dhanmanimajhi8766
    @dhanmanimajhi8766 11 หลายเดือนก่อน +2

    🙏🙏 Lobo babu adi dukh renag katha mone alom khatoya am bess to hijug senog me ona ge adi marang jines ❤❤

  • @santosh.789-_
    @santosh.789-_ 11 หลายเดือนก่อน +3

    Sabu thik heijiba

  • @odiababukhatichannel8027
    @odiababukhatichannel8027 11 หลายเดือนก่อน +3

    Omg bhai dukha ra katha😢😢

  • @purtysepedofficial
    @purtysepedofficial 11 หลายเดือนก่อน +2

    Labo Bhai tmr bad news suni bahut duhkha laguchhi.. Bhagaban nku etiki prathana Next time tmr emiti asubidha no karuntu....❤❤❤

  • @chandrasekharsanta-bj2ux
    @chandrasekharsanta-bj2ux 11 หลายเดือนก่อน +3

    ସବୁ ବ୍ଲଗ ରୁ ଆଫ୍ରିକା ର ବ୍ଲଗ ସବୁଠୁ ନିଆରା ଭାଇ

  • @anuanuanuanu2190
    @anuanuanuanu2190 11 หลายเดือนก่อน

    Bhut dukha lagila bhai video dekhi au tame sahasa sahita agaku badi chala maa tarini unkara asirwad sabu bele rahu tuma sahita kip smile

  • @trilochanpatelvlogs5683
    @trilochanpatelvlogs5683 11 หลายเดือนก่อน +3

    Laba bhai so sad dekhi ruhaaa bhaina

  • @GovindGovind-xn7mb
    @GovindGovind-xn7mb 11 หลายเดือนก่อน +1

    କେମେରା ମିଳିବ ତମକୁ ଲାଗୁଛିକିଭାଇ ଯଦିମିଳିଲା ତୋ ଭଲ କଥା ମୁଁ ବିଆଶା କରୁଛି ମିଳିବ ନିଶ୍ଚୟ ତାୟଙ୍କ ୟୁ ଭାଇ ଜୟ ଜଗନ୍ନାଥ 🚩🚩କୁସିରେ ତାଅ

  • @rajendratadingi4632
    @rajendratadingi4632 11 หลายเดือนก่อน +12

    ସେ security କୁ police ପଚରା ଉଚାରା କଲେ ମିଳିଯାଇପାରେ

  • @Siheshofficial
    @Siheshofficial 11 หลายเดือนก่อน

    Nice video bro

  • @Mr_xx_subrat_
    @Mr_xx_subrat_ 11 หลายเดือนก่อน +8

    ଜୟ ଶ୍ରୀ ରାମ ଭାଇ ❤ ଆଗକୁ ମାଡି ଚାଲ ❤

    • @Odiatv786
      @Odiatv786 11 หลายเดือนก่อน +1

      Odia film Bigul teaser pure goosebumps 🔥🔥🔥🔥

  • @basantinayak5917
    @basantinayak5917 22 วันที่ผ่านมา

    So said Laba Bhai agaku baghei chala sabuthik hoejiba

  • @anupamamandi2200
    @anupamamandi2200 11 หลายเดือนก่อน +2

    So sorry for your loss... But don't worry God will give u more... ❤❤

  • @BimalKarna-xo3jv
    @BimalKarna-xo3jv หลายเดือนก่อน

    Fantastic

  • @Nironvlogs-x6i
    @Nironvlogs-x6i 11 หลายเดือนก่อน +3

    Jai jagannath bhaii 🙏

  • @subansoren8261
    @subansoren8261 11 หลายเดือนก่อน

    Adi duku ge❤❤❤

  • @SamitRana-j2z
    @SamitRana-j2z 11 หลายเดือนก่อน +3

    Love you Bhai Jay Jagannath

  • @yashodanaik8952
    @yashodanaik8952 11 หลายเดือนก่อน

    Bahut bhalare thao bhae

  • @ashutoshsethy9040
    @ashutoshsethy9040 11 หลายเดือนก่อน +4

    Jai Jagannath 🙏

  • @DhanaBhaiVlogs
    @DhanaBhaiVlogs 11 หลายเดือนก่อน

    Supper Video

  • @Radhageetanjali143
    @Radhageetanjali143 11 หลายเดือนก่อน +5

    ଭାଇ ତୁମେ ଆଉ ଗଟେ ଚାବି ନେଇଆସ ସେ ଜାଗାରେ ସବୁବେଳେ ଚୋରି ହେଇଛି

  • @vLSusant69
    @vLSusant69 11 หลายเดือนก่อน +1

    This is my first ❤ comments nice 😊

  • @manojsahu2039
    @manojsahu2039 11 หลายเดือนก่อน +3

    ବିପଦେ ଦୋଇବ ସାହା, ଜୟ ଜଗନ୍ନାଥ

  • @pineshraitayoutubechannel4179
    @pineshraitayoutubechannel4179 11 หลายเดือนก่อน

    Video bolo lagila bro❤❤

  • @durgeshpatra4498
    @durgeshpatra4498 9 หลายเดือนก่อน

    ନିଶ୍ଚୟ ମିଳିବ ମାଁ ତାରିଣୀ ନିଶ୍ଚୟ ଦେବେ

  • @SantoshKumar-mc2sr
    @SantoshKumar-mc2sr 10 หลายเดือนก่อน

    ହେ ଭଗବାନ କଳା ଠାକୁର ଜଗନ୍ନାଥ ସତରେ ଯଦି ପୁରୀ ମନ୍ଦିର ରେ ବସିଥିବ ଆମ ଲବ ଭାଇଙ୍କ କେମେରା ମିଳିଯିବ

  • @BirsuMajhi-j1j
    @BirsuMajhi-j1j หลายเดือนก่อน

    Bhalo haichi

  • @SanatanaMarndi
    @SanatanaMarndi 11 หลายเดือนก่อน

    ଝାଳ ବୁହା ଧନରେ କେମେରା ଟା କିଣା ହେଇନି ସେଥି ପାଇଁ ହଜିଗଲା,ଆମ କାମ ହେଉଛି
    ସିମେଣ୍ଟ ଆନ୍ଲଡ୍ ବାଲେଶ୍ୱର। ତୁମ ପଛରେ ଲୋକୋ ମାନଙ୍କର ସପୋର୍ଟ ଅଛି, କିନ୍ତୁ ଠାକୁରଙ୍କ ଆଶୀର୍ବାଦ ବି ରହିବା ଦରକାର।

  • @SuniSethi-tj2qu
    @SuniSethi-tj2qu 5 หลายเดือนก่อน

    ଲବ ଭାଇ ବେଷ୍ଟ୍

  • @krishnamallik972
    @krishnamallik972 11 หลายเดือนก่อน +1

    1st view bhai

  • @bharathembram9569
    @bharathembram9569 11 หลายเดือนก่อน +1

    Laba bhai kebe harena🎉🎉🎉

  • @debasisnayak1658
    @debasisnayak1658 11 หลายเดือนก่อน

    Laba Bhai bahut bhala laguchhi Bhai

  • @pravasinigaan7488
    @pravasinigaan7488 11 หลายเดือนก่อน

    U continue bro

  • @ShyamSundar-on9ok
    @ShyamSundar-on9ok 4 หลายเดือนก่อน +1

    I am from Mayurbhanj district

  • @carlovers.7042
    @carlovers.7042 11 หลายเดือนก่อน +1

    ଭଲ ହେଇଛି, ତୋର ୩ଲକ୍ଷ କ୍ୟାମେରା ତୁ ଗରିବ କଣ ବେ, ଶଳା ଲୋକ ମାନଙ୍କୁ ବୋକା ବନଉଛୁ,

    • @carlovers.7042
      @carlovers.7042 11 หลายเดือนก่อน

      ଦୁଃଖ ନୁହେଁ​ ରେ ଭାଇ ସେ ତମ ମାନଙ୍କୁ ବୋକା ବନଉଚି@@Misty-l8j
      ଆଉ ଏଠି ଉପର ବାଲା ହି ଧନୀ, ଆଉ ସବୁ ଏଠି ଗରିବ😂😂😂😂

  • @Priyaentrenteinment
    @Priyaentrenteinment 11 หลายเดือนก่อน +1

    Fist view

  • @LalmohanSingh-d2z
    @LalmohanSingh-d2z หลายเดือนก่อน

    Supar ସୀତାରାମ

  • @SadhuCharan-z2v
    @SadhuCharan-z2v 10 หลายเดือนก่อน

    Laba Bhai namaskar apana Sara world buluchhanti eha dekhi bahut khusi laguchhi kintu apankara camera chori heba Katha suni bahuta mana dukha hela ! Apana dekhiki bahara desare chalantu. Hele amba manankara apanka Pani thakuranku dakuchhu apanka bhrmana sukhamaya heu !

  • @JHAR924
    @JHAR924 11 หลายเดือนก่อน

    Nice video ❤❤❤❤❤

  • @kurttibasmahanta5837
    @kurttibasmahanta5837 10 หลายเดือนก่อน

    ନବ ଭାଇ ଭଲ ହଇ ଛି

  • @kulamanipatra
    @kulamanipatra 11 หลายเดือนก่อน

    (ଜୟ ଜଗନ୍ନାଥ ) ଲବ ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି ଯାହା ବି ହେଉ ସଦାବେଳେ ସତର୍କତା ସହିତ ରୁହନ୍ତୁ ଯେହେତୁ ସଦାବେଳେ ବାହାର ଦେଶରେ ବୁଲୁଛନ୍ତି

  • @sukumarikhuntia9639
    @sukumarikhuntia9639 11 หลายเดือนก่อน +1

    Very nice ❤❤❤❤

  • @lipunkumarsahu2182
    @lipunkumarsahu2182 11 หลายเดือนก่อน +1

    First view

  • @pvlogs7086
    @pvlogs7086 11 หลายเดือนก่อน

    🙏🏻🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻🙏🏻
    🙏🙏🙏ଭାଇ 🙏🏻🙏🏻🙏🏻🙏🏻🙏🏻
    ତୁମ କ୍ଯାମେରା
    ମିଳିଯାଉ
    ପ୍ରଭୁଙ୍କ ପାଖରେ ପ୍ରାର୍ଥନା

  • @hemantakuma2657
    @hemantakuma2657 10 หลายเดือนก่อน

    So nice ❤ video.