ରଥ ପାଇଁ ଆୟୋଜନ / Rupa Pin2 Khushi

แชร์
ฝัง
  • เผยแพร่เมื่อ 4 ต.ค. 2024

ความคิดเห็น • 514

  • @SunitaMohapatra-xs8st
    @SunitaMohapatra-xs8st 3 หลายเดือนก่อน +25

    ଆଜି ସମସ୍ତେ ବହୁତ୍ ଖୁସି ଲାଗୁଚ କାଳିଆ ଠାକୁର ଏହିପରି ତୁମମାନଙ୍କୁ ହସ ଖୁସି ରେ ରଖିଥାନ୍ତୁ ସମସ୍ତ କୁ ମୋ ତରଫରୁ ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤ ଖୁସି ମା ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @saisonali744
    @saisonali744 3 หลายเดือนก่อน +36

    ସୁନ୍ଦର ପରିବାର❤

  • @sumantasahoo4732
    @sumantasahoo4732 3 หลายเดือนก่อน +26

    ମହା ପ୍ରଭୁ ଶ୍ରୀ ଜନ୍ନାଥଙ୍କ ଘୋଷ ଯାତ୍ରା ଉପଲକ୍ଷେ ସମସ୍ତ ଓଡ଼ିଶା ବାସୀଙ୍କୁ ହାର୍ଦିକ ଅଭିନନ୍ଦନ ⭕‼️⭕🙏

  • @jitendrapatel1168
    @jitendrapatel1168 3 หลายเดือนก่อน +33

    ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କ ପରିବାର କୁ ମୋ ତରଫରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଭାଇ ଓ ଭାଉଜ ଜୟ ଜଗନ୍ନାଥ 🙏🙏🙏🙏🙏🙏❤️❤️❤️❤️❤️

  • @gelhabatiswain7676
    @gelhabatiswain7676 3 หลายเดือนก่อน +33

    ଭାଇ ଆସନ୍ତା ବର୍ଷ ରଥ ବଡ ହେଵା ଦରକାର ଜୟ ଜଗନ୍ନାଥ ଭାଇ ଭାଉଜ ସମସ୍ତ ପରିବାର ❤❤❤❤❤❤

  • @khusirajalaxmidiptiexpress5041
    @khusirajalaxmidiptiexpress5041 3 หลายเดือนก่อน +19

    ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମଗ୍ର ଭକ୍ତର ମଙ୍ଗଳ ହେଉ 🙏

  • @Ritikasubhashfen
    @Ritikasubhashfen 3 หลายเดือนก่อน +10

    ପବିତ୍ର ରଥଯାତ୍ରା ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଏମିତି ସବୁ ବେଳେ ଖୁସି ରୁହ ଜୟ ଜଗନ୍ନାଥ ❤❤❤❤😊😊😊😊😊

    • @RajeshMuduli-ms7ky
      @RajeshMuduli-ms7ky 2 หลายเดือนก่อน

      Love 😍 you love 💕 you 💖 my 💓 my love 💕 you 💋💘 my ❤️❤️ my love 💗😊💖 my heart 💗❤️ my life 🧬💞 my ❤️ is my 💓 my love is my love is my love 💝 you 😍 my ❣️😍 you love you ❤️👄 you love 😘 my life is my ❤️🥰 and you 💖

  • @ansumanbehera1032
    @ansumanbehera1032 3 หลายเดือนก่อน +21

    ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ସମସ୍ତ ବିଶ୍ଵ ବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ ⭕‼️⭕

  • @subhasmitamohanta4727
    @subhasmitamohanta4727 3 หลายเดือนก่อน +49

    ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କ ପରିବାରକୁ ଅନେକ ଶୁଭେଚ୍ଛା ଓ ଶୁଭକାମନା 🤗 ଜୟ ଜଗନ୍ନାଥ🙏🤗❤️

  • @mantubehera2370
    @mantubehera2370 3 หลายเดือนก่อน +3

    Jay jagannath 🙏ପବିତ୍ର ରଥଯାତ୍ରା ର ସମସ୍ତ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ଏମିତି ଖୁସିରେ ସମସ୍ତେ ଥାନ୍ତୁ lovu all family all tha best 👍

  • @swagatikadas5662
    @swagatikadas5662 3 หลายเดือนก่อน +33

    ରଥ ଯାତ୍ରା ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା ତମ ସମସ୍ତ ଙ୍କୁ

  • @hrudanandasankhua5824
    @hrudanandasankhua5824 3 หลายเดือนก่อน +5

    ପବିତ୍ର ବିଶ୍ବ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଭାଇ ଭାଉଜ ଖୁସିମା ପରିବାର ସମସ୍ତ ଙ୍କୁ ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ପିଣ୍ଟୁ ଭାଇ ଜେଜେ ଜେଜେମା ପଞ୍ଚାଳୀ ଜେଜେମା ମାତାଜୀ ମା ରୂପା ଭାଉଜ‌ ସୁନା ଦିଦି ଅରୁଣ ଭାଇ ପ୍ରୟାସ ଭାଇ ରୁନା ଦିଦି ମାମୁନି ବାପୁନି ମାଉନ ସମସ୍ତ ଙ୍କ ସାଙ୍ଗରେ ଏତେ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ଖୁସି ଲାଗୁଛି ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ସୁନା ଦିଦି ଅରୁଣ ଭାଇ ପ୍ରୟାସ ଭାଇ ରୋମିଓ ଭାଇ ରୁନା ଦିଦି ମାମୁନି ବାପୁନି ମାଉନ ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି ‌Mo Cute Khusimaa 😘 Love you Bhai Bhauja Khusimaa Suna Didee Arun Bhai Prayash Bhai Romeo Bhai Runa Didee Mamuni Sister Bapun Ram dev Baba and all Family members💞❤️❤️❤️❤️❤️❤️❤❤❤❤❤❤❤❤❤❤❤❤❤
    ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 ଜୟ ଗଣେଶ 🙏 ଜୟ ଶ୍ରୀ ରାମ 🙏 Good bless you 👍️

  • @BharatiNayak-yd9uz
    @BharatiNayak-yd9uz 3 หลายเดือนก่อน +3

    Bhautu sundhr family members emiti ghantaghodei rakhithao jay jagannath bhalre rakhntu samntnku so cute Khushi maa love you so much 🔥❤️😍🙏🙏🙏🙏👌❤️😍🥰😘😘

  • @panchusahoo6712
    @panchusahoo6712 3 หลายเดือนก่อน +4

    Love you Kushi maa ❤❤❤ love you Rupa bhauja and Pintu bhai ❤❤❤❤

  • @puu33348
    @puu33348 3 หลายเดือนก่อน +4

    ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କ ପରିବାରକୁ ଅନେକ ଶୁଭେଚ୍ଛା ଓ ଶୁଭକାମନା😊😊 ଜୟ ଜଗନ୍ନାଥ 🙏🙏

  • @djmukeshmusicvideoinf2691
    @djmukeshmusicvideoinf2691 3 หลายเดือนก่อน +32

    Kia sabu bahare acha au jamu koli ku Miss karucha ❤😂😂😂😂😂😂😂

    • @Jyoti-hd4sn
      @Jyoti-hd4sn 3 หลายเดือนก่อน +2

      😢😢really village life is very Memoryble life😢🥺

    • @djmukeshmusicvideoinf2691
      @djmukeshmusicvideoinf2691 3 หลายเดือนก่อน

      @@Jyoti-hd4sn ok

  • @GitaLalu143
    @GitaLalu143 3 หลายเดือนก่อน +3

    ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କ ପରିବାରକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ 🙏🙏🙏🙏🙏🙏❤

  • @sweetyrout3612
    @sweetyrout3612 3 หลายเดือนก่อน +6

    Bhauja nko Gita bahut bhalo hei chi ....mu 50 tym dekhi lini❤❤❤❤❤❤...Jay jagannath 🙏

  • @lilu143
    @lilu143 3 หลายเดือนก่อน +2

    ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଗତର ନାଥ ଜଗନ୍ନାଥ ସବୁବେଳେ ଆପଣଙ୍କ ପରିବାରର ସମସ୍ତଙ୍କୁ ଖୁସି ରେ ରଖନ୍ତୁ 🙏🙏🙏🙏

  • @reetasamal6268
    @reetasamal6268 3 หลายเดือนก่อน +2

    mo tarafaru aapana nka pura paribara nku pabitra ratha Yatra ra anek anek suvechha... subhakamana... sabu subhamaya heu mangala Maya heu.... Pintu vai Rupa Vauja Khusi beby Runa di.. Bapa bau jane bapa jeje maa.. samastanku ... .. May lord Jagannath bless your family 🎉😊

  • @soumya_star7588
    @soumya_star7588 3 หลายเดือนก่อน +1

    Jay Jagannath 🙏🏻🙏🏻🙏🏻 Prabhu samastanku sabubele amiti khusi re rakhithantu Jay Jagannath 🙏🏻🙏🏻🙏🏻

  • @sangitakarna2602
    @sangitakarna2602 3 หลายเดือนก่อน +1

    Beautiful family members ❤️❤️❤️ samastanku dekhi bahut kusi lagila Prabhu Jagannath samastanku khushire rakhantu love you all ❤️ ❤️❤️❤️

  • @adityakumarnayak5568
    @adityakumarnayak5568 3 หลายเดือนก่อน +1

    ❤ବହୁତ ସୁନ୍ଦର ପରିବାର ବହୁତ ଭଲଲାଗେ

  • @kunimahakur8537
    @kunimahakur8537 3 หลายเดือนก่อน +1

    ଭାରତ ରେ ଅଟେ ଚାରୋଟି ଧାମ
    ଏ ଥିରୁ ଗୋଟିଏ ଶ୍ରୀକ୍ଷେତ୍ର ଧାମ
    ଏଠାରେ ରହନ୍ତି କଳା ଠାକୁର
    ଶ୍ରୀମନ୍ଦିର ଅଟେ ତାଙ୍କ ଘର
    ଭାଇ ଭଉଣୀ ଙ୍କ ସାଙ୍ଗରେ ଥାଇ
    ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ସାଇ
    ବାର ମାସେ ଏଥି ତେର ଯାତରା
    ଟା ମଧ୍ୟରୁ ବଡ଼ ରଥଯାତରା
    ବଡ଼ ଦେଉଳର ବଡ଼ ଠାକୁର
    ବଡ଼ ଦଣ୍ଢେ ତାଙ୍କ ଭାରି ଗହଳ
    ଷାଠିଏ ପାଉଠି ଭୋଗ କୁ ଖାଇ
    ପତିତ ଜଣ ଙ୍କୁ ଅଛନ୍ତି ଚାହିଁ
    ଭକତ ଭାବରେ ବନ୍ଧା ଠାକୁର
    ତାଙ୍କରି ମହିମା ଅଟେ ଆପର
    ହିନ୍ଦୁ ମୁସଲମାନ ଶିଖି ଇଶାଇ
    ଏଠାରେ କୁ ସମସ୍ତେ ଆସନ୍ତି ଧାଇ
    ମୁସଲମାନ ସେ ଭକ୍ତ ଶେଷ୍ଠ
    ସାଲବେଗ ନାମ ଅଟେ ପ୍ରସିଦ୍ଧ
    ଦାସିଆ ବାଉରୀ ନଡ଼ିଆ ଖାଇ
    ଆଚମ୍ବିତ ହେଲେ କଳା ଗୋସାଇଁ
    ପୁରୀ ଧାମେ ରହି ଶ୍ରୀ ଜଗନ୍ନାଥ
    ନିର୍ବିଙ୍ଗେ ଚଳନ୍ତି ସଂସାର ରଥ
    ନାଶ ହେଉ ପାପ ଯାଉ ଅନିତି
    ଜଳୁଥାଉ ସଦ ଧର୍ମର ବତି
    ଜୟ ଜଗନ୍ନାଥ 🙏🙏🙏🙏 ରଥଯାତ୍ରା ର ଅନେକ ଅନେକ ଶୁଭକାମନା

  • @sarojkumarmishra3632
    @sarojkumarmishra3632 3 หลายเดือนก่อน +1

    ଜୟ ଜଗନ୍ନାଥ 🙏 ⭕‼️⭕🕉️🚩🙏

  • @SubhasmitaSahu-r1r
    @SubhasmitaSahu-r1r 3 หลายเดือนก่อน +2

    Nice song Rupa bhauj❤❤❤❤❤❤❤❤❤

  • @suchitradeo-g1u
    @suchitradeo-g1u 3 หลายเดือนก่อน +1

    Pabitra Ratha Yatra upalakshaya aneka aneka subhechha Jay Jagannath 🙏🙏🙏 all of you

  • @santasinisahoo6520
    @santasinisahoo6520 3 หลายเดือนก่อน +2

    ଜୟ ଜଗନ୍ନାଥ ଭାଇ ଭାଉଜ ❤❤ ରଥଯାତ୍ରା ପାଇଁ ଅନେକ ଶୁଭେଚ୍ଛା ଭାଇ ❤❤❤

  • @kartiklifestyle12344
    @kartiklifestyle12344 3 หลายเดือนก่อน

    ଜୟ ଜଗନ୍ନାଥ 🙏🙏🙏 ପବିତ୍ର ରଥ ଯାତ୍ରା ରେ ମୋ ତରଫରୁ ହାର୍ଦିକ ଶୁଭେଛା ଓ ଶୁଭକାମନା ସମସ୍ତ ଓଡିଶା ବାସୀଙ୍କୁ 🙏🙏🙏🙏

  • @1x-abinash-07
    @1x-abinash-07 3 หลายเดือนก่อน +2

    ଭାଇ ଆଜି ପବିତ୍ର ରଥଯାତ୍ରା ପାଇଁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ

  • @TrinathanayakTrinathanayak-o2c
    @TrinathanayakTrinathanayak-o2c 3 หลายเดือนก่อน +3

    Love you bhi video ❤❤❤❤❤❤

  • @manjarinaik1756
    @manjarinaik1756 3 หลายเดือนก่อน +1

    Happy Rotha jatra all members sabu bele bhalo re khusi re ruha bhagaban tamo pakhare sabu bele achhanti jay jagannath🙏🙏🙏🙏🙏

  • @AswinKumar-m3o
    @AswinKumar-m3o 3 หลายเดือนก่อน +1

    Pintu bhai Rupa bhauja Khushi maa all ❤️❤️❤️❤️❤️❤️❤️

  • @Bravegirlkhushi
    @Bravegirlkhushi 3 หลายเดือนก่อน +2

    ପବିତ୍ର ରଥଯାତ୍ରା ଉପଲକ୍ଷେ ସୁବେଚ୍ଛା ଓ ଶୁଭକାମନା ପ୍ରଭୁ ଜଗନ୍ନାଥ ଆପଣଙ୍କ ପରିବାରକୁ ସବୁବେଳେ ଏମିତି ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ 🙏🙏❤️❤️❤️

  • @GajenderDas-u8h
    @GajenderDas-u8h 3 หลายเดือนก่อน +6

    Pintu Bhai Jay Jagannath

    • @latapatra3175
      @latapatra3175 3 หลายเดือนก่อน

      Pintu Bhai Jay Jagannath ❤❤❤❤

  • @narendragiri3049
    @narendragiri3049 3 หลายเดือนก่อน +3

    Jay jagannath Swami nayan patha gami bhava tema ❤❤ Rupa pintu Khushi express all members happy Ratha Yatra iam very excited to watch vlog 🤗🤗🫡🫡👍👍👌👌🫰🫰🙋🙋🙋

  • @SapankumarMohapatra
    @SapankumarMohapatra 3 หลายเดือนก่อน +3

    Jay jaganath bhai 🎉🎉🎉🎉

  • @ashokbehera9184
    @ashokbehera9184 3 หลายเดือนก่อน +3

    Beautiful family ❤❤❤❤

  • @subhasmitamohanta4727
    @subhasmitamohanta4727 3 หลายเดือนก่อน +2

    ଜୟ ଜଗନ୍ନାଥ🙏❤️🤗

  • @padmabatisahu4966
    @padmabatisahu4966 3 หลายเดือนก่อน

    ବହୁତ ଭଲ ଲାଗିଲା ଭିଡିଓ ଜୟ ଜଗନ୍ନାଥ ❤❤❤❤

  • @ManiniBehera-ds5dp
    @ManiniBehera-ds5dp 3 หลายเดือนก่อน

    ରଥ ଯାତ୍ରା ର ହାର୍ଦ୍ଧିକ ଅଭିନନ୍ଦନ ଶୁଭେଚ୍ଛା ତମ ସମସ୍ତଙ୍କୁ ଜୟ ଜଗନ୍ନାଥ 🙏🙏🙏🙏

  • @Sujithati-s5h
    @Sujithati-s5h 3 หลายเดือนก่อน +3

    Jay jaganath swami ki jai ❤❤❤❤❤❤❤❤

  • @chhabiranisatapathy1838
    @chhabiranisatapathy1838 3 หลายเดือนก่อน +1

    Jay Jagannath ❤❤

  • @PhrbahatiBhoi
    @PhrbahatiBhoi 3 หลายเดือนก่อน +7

    Happyrathajatra. allfamilymembers❤Jayjagannath🙏🙏❤❤❤❤

  • @paramanandapradhan4039
    @paramanandapradhan4039 3 หลายเดือนก่อน +5

    Jay Jagannath 🙏⭕❗⭕🙏 ❤❤❤

  • @Mynamearati
    @Mynamearati 3 หลายเดือนก่อน +3

    Jay Jagannath 🙏 happy Rathajatra nice video

  • @KiranBaby92
    @KiranBaby92 2 หลายเดือนก่อน

    ନନ୍ଦିଘୋଷ ବିଜେ ନନ୍ଦ ନନ୍ଦନ 🙏 ଜୟ ଜଗନ୍ନାଥ 🙏 ଏ ଗୀତ ଟି ବହୁତ ବହୁତ ସୁନ୍ଦର ହେଇଛି ❤️ ଧନ୍ୟବାଦ ❤ରୂପା ❤ ପିଣ୍ଟୁ ❤

  • @lilisahoo9179
    @lilisahoo9179 3 หลายเดือนก่อน +2

    Orrisa ra best family

  • @dibyeshwarnath
    @dibyeshwarnath 2 หลายเดือนก่อน +1

    ଜୟ ଜଗନ୍ନାଥ 🙏🏻🥰 .... LOVE U MO PIN2 BHAI, RUPA BHAUJA, KHUSHI MAA AND ALL FAMILY👪 MEMBERS...
    🥰🌺🌺🌷🌺💙

  • @AmbikaPadhiali-oo6en
    @AmbikaPadhiali-oo6en 3 หลายเดือนก่อน +13

    Jay Jagannath. 🙏

  • @pkjenapkjena8284
    @pkjenapkjena8284 2 หลายเดือนก่อน

    ରଥଯାତ୍ରା ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

  • @charansahu9213
    @charansahu9213 3 หลายเดือนก่อน +1

    ❤❤ Happy ratha Yarara Upa laksha bhai and bhuja and family members manaku love you Khushi maa ❤❤❤❤❤❤❤❤❤❤❤❤❤❤❤❤❤❤

  • @rajukhanda6148
    @rajukhanda6148 3 หลายเดือนก่อน +1

    ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤❤❤❤❤ହାପି ରଥଯାତ୍ରା

  • @AnisaJena-s1s
    @AnisaJena-s1s 3 หลายเดือนก่อน +1

    Jay jagannath 🙏🙏🙏🙏🙏❤❤❤❤❤

  • @subasiniKuanar
    @subasiniKuanar 3 หลายเดือนก่อน +1

    ପବିତ୍ର ରଥଯାତ୍ରା ଉପଲକ୍ଷେ ସପରିବାରକୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ।⭕‼️⭕🙏🙏🙏🚩🚩🚩

  • @puspapalei8786
    @puspapalei8786 3 หลายเดือนก่อน +3

    Jay Jagannath 🙏🏻❤🙏🏻

  • @SonuRout-iq1gv
    @SonuRout-iq1gv 3 หลายเดือนก่อน

    ରଥଯାତ୍ରା ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

  • @mananaPradhan
    @mananaPradhan 3 หลายเดือนก่อน +2

    Jay jagannath ❤❤❤❤❤❤love you khusi maa ❤❤❤❤

  • @kumarikisan3693
    @kumarikisan3693 3 หลายเดือนก่อน +1

    Jay Jagannath ⭕‼️⭕🙏🙏🙏🙏❤️❤️❤️

  • @gayatridas9563
    @gayatridas9563 3 หลายเดือนก่อน +1

    Pabitra Rathajatra ra onek subhecha o subhakamana Mahaprabhu Jagannath tuma samstankara Mangal korontu 🙏🙏🙏 dher sara bholopaiba from Baripada ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

  • @DeepakPatra-dd8jw
    @DeepakPatra-dd8jw 3 หลายเดือนก่อน +3

    Jay jagannath ❤

  • @AnilsahuAnil-tx4kc
    @AnilsahuAnil-tx4kc 3 หลายเดือนก่อน

    🙏ଜୟ ଜଗନ୍ନାଥ 🙏ଆଜିର ଭିଡ଼ିଓ ଟି ବହୁତ ଭଲ ଲାଗିଲା, ପବିତ୍ର ରଥଯାତ୍ରା ରେ ଆପଣ ଙ୍କ ସହ ପରିବାର ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସବୁବେଳେ ଏମିତି ଖୁସି ରେ ରୁହନ୍ତୁ,

  • @rasmitanayak2548
    @rasmitanayak2548 3 หลายเดือนก่อน +2

    Jay jagannath 🙏🙏 happy ratha jatra

  • @rakeshbehera6466
    @rakeshbehera6466 3 หลายเดือนก่อน

    ପବିତ୍ର ରଥଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ତୁମ ପରିବାର ଙ୍କୁ ସବୁବେଳେ ଏମିତି ହସଖୁସିରେ ରଖନ୍ତୁ ଲଭ୍ ୟୁ ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ❤️❤️❤️❤️🙏🙏 ଜୟ ଜଗନ୍ନାଥ 🙏🙏

  • @barshasahuexpress3539
    @barshasahuexpress3539 3 หลายเดือนก่อน

    ପବିତ୍ର ରଥଯାତ୍ରାର ଆପଣମାନଙ୍କୁ ଢେର୍ ସାରା ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏 ପ୍ରଭୁ ଙ୍କ ଆଶୀର୍ବାଦ ଆପଣଙ୍କ ପରିବାର ଉପରେ ସବୁବେଳେ ରହିଥାଉ ଓ ଆପଣମାନେ ସମସ୍ତେ ବହୁତ ଭଲରେ ଓ ଖୁସିରେ ରୁହନ୍ତୁ 🙏🙏ଜୟ ଜଗନ୍ନାଥ 🙏🙏

  • @suravikavita
    @suravikavita 3 หลายเดือนก่อน +1

    ଜେଜେ ଙ୍କ ପାଇଁ ଗୋଟେ ହୁଇଲ୍ ଚେୟାର ଆଣିଦିଅ ସେ ସବୁଆଡେ ବସିକି ବୁଲିପାରିବେ

  • @dibyajibanpadhi1931
    @dibyajibanpadhi1931 2 หลายเดือนก่อน

    Cuty angel Khushi Maa God bless you 💖

  • @sudhirkumarrout9799
    @sudhirkumarrout9799 3 หลายเดือนก่อน +2

    Happy Ratha yatra 🛕🌷🪔🌺🔔🛐🙏cute😊 pintu❤. Sabubele emti khushire ruha🥰 👌🤗❣. Khushi maa jhulana ku runa dei jhuliki chidei deichi😂😆. Love❤ you hero🕺🌹🌹 🥰🌹🌹.

  • @litupolei5725
    @litupolei5725 2 หลายเดือนก่อน

    So cute Khushi maa love you ❤ dhana I miss ❤ you dhana ❤

  • @djmukeshmusicvideoinf2691
    @djmukeshmusicvideoinf2691 3 หลายเดือนก่อน +3

    Jay Jagannath All family members ❤❤❤❤❤❤

  • @BapiMohanta-tv1lm
    @BapiMohanta-tv1lm 3 หลายเดือนก่อน +3

    Jay Jagannath bhai 🙏🙏🙏

  • @SantiSamantaray-xc3bc
    @SantiSamantaray-xc3bc 3 หลายเดือนก่อน +1

    Jagannath tuma family nku valare rakhantu

  • @rinkujena7084
    @rinkujena7084 2 หลายเดือนก่อน +1

    ❤❤ so cute Khushi maa ❤️ happy family ❤❤

  • @Bichu-z1p
    @Bichu-z1p 3 หลายเดือนก่อน +3

    Happy ratha jatra ❤

    • @RajeshMuduli-ms7ky
      @RajeshMuduli-ms7ky 2 หลายเดือนก่อน

      Love 😍 my ❤️🥰🥰 I love you 💘😘 my love 😘 my life 🧬💞

  • @niranjanbehera9750
    @niranjanbehera9750 3 หลายเดือนก่อน +1

    Bhai Jai Jagannath ⭕❗⭕🙏🙏🙏🙏🙏❤️❤️❤️❤️

  • @dhirendraSenapati-yo8td
    @dhirendraSenapati-yo8td 3 หลายเดือนก่อน

    Jay Jagannath Jay Jagannath Jay Jagannath very nice family members Khushi maa

  • @sportsgirlmililifestyle3746
    @sportsgirlmililifestyle3746 3 หลายเดือนก่อน +3

    Jay jagannath 🙏 Happy Rathayatra 🙏🚩🚩🚩🙏

  • @narendrakumarmajhi4596
    @narendrakumarmajhi4596 3 หลายเดือนก่อน +3

    Love from Balangir

  • @sHAkTIkalta
    @sHAkTIkalta 3 หลายเดือนก่อน +1

    Nice video Bhai and bhauja love you all 🙏🙏🙏🙏🙏🙏🙏🙏🙏🙏🙏

  • @tapaswinisamal211
    @tapaswinisamal211 3 หลายเดือนก่อน

    Happy Ratha Yatra ❤❤❤❤ family best no 1 jay Jagannath 🙏🙌🙏

  • @adityakumarnayak5568
    @adityakumarnayak5568 3 หลายเดือนก่อน

    ରଥଯାତ୍ରାକୁ ସମସ୍ତ ପରିବାରକୁ ହାର୍ଦ୍ଦିକ ସୁଭେଚ୍ଛା ସୁଭକାମନା

  • @KuniBehera-m5f
    @KuniBehera-m5f 2 หลายเดือนก่อน

    Satare apanaka family ku dekhile bahut khusi lage jay jagannath 🙏🏻🙏🏻🙏🏻🙏🏻

  • @SwornalataMallick-xi7uk
    @SwornalataMallick-xi7uk 3 หลายเดือนก่อน

    ରଥଯାତ୍ରା ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା ତମ ସମସ୍ତ ଙ୍କୁ ❤

  • @shabarsahu5262
    @shabarsahu5262 3 หลายเดือนก่อน

    ଜୟଜଗନାଥ କଳାହାଣ୍ଡି ରୁ

  • @Sipunkumar2816
    @Sipunkumar2816 3 หลายเดือนก่อน

    ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଘୋଷାଯାତ୍ରା ଅବସରରେ ସମସ୍ତ ବିଶ୍ଵ ବାସୀଙ୍କୁ ହାର୍ଦିକ ଶୁଭେଛା ⭕‼️⭕🙏 ଜୟ ଜଗନ୍ନାଥ ସ୍ଵାମୀ କି........

  • @ProudINDIAN229
    @ProudINDIAN229 3 หลายเดือนก่อน +2

    I know it before that Rath Yatra vlogs will come twice in a day 😊. Happy Rath Yatra Bhai ❤ May lord Jagannath keep Ur family in his Arms 🙏

  • @DE__MUSIC__PRESENT
    @DE__MUSIC__PRESENT 2 หลายเดือนก่อน

    ପିଣ୍ଟୁ ଭାଇ ରୂପା ଭାଉଜ ସତରେ ଆଜିର vlog ଦେଖି ବହୁତ ସୁନ୍ଦର ଲାଗିଲା ଆଉ ପବିତ୍ର ରଥଯାତ୍ରାରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ଆଉ ସତରେ ଭାଇ ରାମଦେବର ମଜାକ ଦେଖି ବହୁତ ହସ ଲାଗିଲା 😂 ଆଉ ଭାଇ ତମର କଥା ଶୁଣି ଆଉ ତମ ମଜାକ ଦେଖି ବହୁତ ହସ ଲାଗିଲା 😂 ଆଉ ସତରେ ଭାଇ ମାମୁନି ଦିଦି ଖାଇବା ଟାଇମ ରେ ଆସି ପହଞ୍ଚିଁ ଜିବେ 😂 ଆଉ ଭାଇ ସତରେ ରୂପା ଭାଉଜଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ଆଉ ସତରେ ଭାଇ ଆଜିର vlog ଦେଖି ବହୁତ ସୁନ୍ଦର ଲାଗିଲା ଆଉ ସବୁବେଳେ ଏମିତି ହସୁଥାଓ ଲଭ ୟୁ ପିଣ୍ଟୁ ଭାଇ ରୂପା ଭାଉଜ ଆଉ ଖୁସି ମା ❤❤❤❤❤❤❤❤❤❤❤❤❤❤❤❤❤❤
    ଜୟ ଜଗନ୍ନାଥ 🙏

  • @subhalaxmipalai7918
    @subhalaxmipalai7918 3 หลายเดือนก่อน +2

    Mu bhut samya ru apekha re thili

  • @dhaneswersahoo1045
    @dhaneswersahoo1045 3 หลายเดือนก่อน +2

    ❤ Jay Jagannath❤

  • @khushbugupta9975
    @khushbugupta9975 2 หลายเดือนก่อน

    So sweet family members💞💞💞💞 love you khushi maa 😘😘Jay jagannath 🙏🙏🙏🙏

  • @RinkiMaharana-d4f
    @RinkiMaharana-d4f 3 หลายเดือนก่อน

    Jay Jagannath swamy. Bhajan ti mana chhuinauchi

  • @RuniaPurty
    @RuniaPurty 2 หลายเดือนก่อน

    Nice song Rupa bhauj ❤❤❤❤❤❤

  • @dibyajibanpadhi1931
    @dibyajibanpadhi1931 2 หลายเดือนก่อน

    Miss you too Natkhatia dhana

  • @suchismitasethi9995
    @suchismitasethi9995 3 หลายเดือนก่อน +1

    Jay ଜଗନ୍ନାଥ

  • @aratikhilar7597
    @aratikhilar7597 3 หลายเดือนก่อน

    Love 💕💕 you family members ❤❤❤ love you Khushi maa ❤❤❤ sabubele amiti Khushi re ruha ❤❤ love you all Jay jaganath

  • @gayatridas9563
    @gayatridas9563 3 หลายเดือนก่อน +1

    📌 2 para sankhya badhigoleni semanaka rahiba lagi gote vadi baneidio

  • @NishikaMohanta-2022
    @NishikaMohanta-2022 2 หลายเดือนก่อน

    Samastanku jaga Kalia amiti Khushi re rakhithantu Jay jagarnatha🙏🙏🙏🙏

  • @sabitripal9095
    @sabitripal9095 3 หลายเดือนก่อน

    ଆପଣକ,ପାଦସୁଦ୍ର❤❤❤❤❤

  • @SipraBaral
    @SipraBaral 3 หลายเดือนก่อน +1

    Jay Jagannath 🙏🙏 all family members ❤❤❤❤❤ love you khusi maa ❤❤❤❤❤

  • @sashadharpanda6037
    @sashadharpanda6037 3 หลายเดือนก่อน

    𝙅𝙖𝙮𝙖 𝙟𝙖𝙜𝙖𝙣𝙣𝙖𝙩𝙝. ❤ 𝙗𝙝𝙖𝙙𝙧𝙖𝙠 𝙧𝙪.