Homeଶାନ୍ତି | Vastu Shastra | ଠାକୁର ଘର କେଉଁ ଦିଗରେ ରହିଲେ ବିପଦ ? NandighoshaTV
ฝัง
- เผยแพร่เมื่อ 1 เม.ย. 2022
- #Vastushastra #VastuTips #GoddessRoomVastuTips #ForHome
#HappyLife #Medicine #dangerlife #Disease
#Home #VastuTips #DebiprasadMohapatra
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Homeଶାନ୍ତି | Vastu Shastra | ଠାକୁର ଘର କେଉଁ ଦିଗରେ ରହିଲେ ବିପଦ ? NandighoshaTV
Visit Our Website: nandighoshatv.com/
Watch Live: nandighoshatv.com/live/
TH-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
Jay shriram
Jai Jagannath
ମଣିଷ କେଉଁ କଥା କୁ ବିଶ୍ବାଶ କରିବେ।।।।।????ମଣିଷ ଜୀବନ ଦିନେନା ଦିନେ ମରଣ ହବ।।।ପୁଣି କିଏ କହୁଛନ୍ତି ବାସ୍ତୁ ଦୋଷ ପାଇଁ ଏମତି ।।।।ହଉଛି ।।ତାହାଲେ କଣ କରିବ।।।ମଣିଷ🙏🙏🙏🙏🙏
Death is sure
JAY JAGANNATH 🙏 🙏
Jay shree radhe krishna🙏🙏🙏🙏
Many problems one solution Hare krishna Hare Krishna Krishna Krishna Hare Hare ,Hare Rama Hare Rama Rama Rama Hare Hare 🙏
Right
ଭାଇ ପ୍ରଣାମ ଆପଣଙ୍କ ସଵୁ ପୋଗ୍ରାମ ମୁ ଦେଖ ଭଲ ଲାଗେ ଦିଗ ଗୁଡିକ ଓଡିଆରେ କୁହନ୍ତୂ
Nice program
What is the fees of your team to visit the village/town.
Free
Thanks
Thank you to home shanti team
Sir🙏🙏🙏
👍
Sir.
Sarba mangala jaganatha
Dr
Sir rent house pai vastu tips batantu
କେମିତି ଆମନ୍ତ୍ରଣ କରନ୍ତି ଟିକେ କୁହନ୍ତୁ
ନମସ୍କାର ମୁଁ ଏବଂ ମୋ ପରିବାର ବହୁତ ଅସୁବିଧାର ସମ୍ମୁଖୀନ ହେଉଚୁ। ଦୟାକରି ଆଣଙ୍କର ଫୋନ୍ number ପାଇଲେ ଭଲ ହୁଅନ୍ତା।
Jay Jagannath 🙏🙏🙏💐💐💐💐
Sir namaskar
Thakura ghare jharaka rahiba ki sir
sir phone ta uthounahanti gharaku asibe kn
ସାର୍ ନମସ୍କାର ଅାପଣଙ୍କ ମବାଇଲ୍ ନମ୍ବର ମିଳିଲେ ଆମ ସମସ୍ୟା ଟିକିଏ ଦୁର ହୁଅନ୍ତା
ସାର୍ ଆପଣଙ୍କ ମୋବାଇଲ୍ ନମ୍ବର ଦିଅନ୍ତୁ
What about rented apartments?? Where we dont have any option other than keeping Puja place in south west corner?? What can be done for that?
Jayjagannath sir
Ghara pakhare, agni kona re bela gachha bar bar uthhuchhi,, kana kariba,
Sir, ghara ra kou jagare tulasi choura rakhiba katha
Gote khusi au
Jai Jagannath 🙏🙏🙏
Sir mo ghar south west facing house, mu Puri ru kahuchi, mote kichhi advice karantu
କଥାରେ ଅଛି ଦକ୍ଷିଣ ଦ୍ୱାର ରାଜା ଉତ୍ତର ଦ୍ୱାର ତାର ପରଜା ଏହାର ମାନେ ବୁଝାନ୍ତୁ
Sir namaskar badire kadli gach achi kandhi ghar pataku padichi kichi asubidha habki
home shanti team ku kemiti contact kariba
New sarathi baba,,,new formula re lokanku g maruchhi,,,savadhan...
Debiprasad babu paschim diga re thakura ghara achhi au jaga aamara nahin. Aama ghara purba mukha. Dayakari marga darshan karaibe boli sasha.
ଦକ୍ଷିଣ ଦିଗରେ ମୂଖ୍ୟ ଦ୍ବାର କଲେ କିଛି ଅସୁବିଧା ଅଛିକି ସାର ?
Sir mo ghara Angul re Mora Chhota ghara tie achhi kintu sir ehi ghara ku gala parathhu kahara deha bhala rhuni financial condition bahut kharap sir mote kichhi upaya batantu
Sir namaskar aama ghare kichhi development nai and ghare kaharabi deha valla rahuni Bahut lone hauchi kintu sujhi hauni ghre bahut asanti plz 🙏sir kichhi sajesan diantu
Sar ku Dina asiba kuhantu nasila muvari asubidharapadigibu
Sir pranam mora Ghar asubidha sakasu mu thara bedroom rakhili kichi asubidha habaki pz ki upaya kuhantu
Sir. Thakur ghare thakuranka mukha mukha keu digare rahiba darker?
ନମସ୍କାର 🙏
No ମିଳିପାରିବ କୀ
1 ba 2 Dina vitara asantu na sar nhala ama bhuta ashubidhara padigibu dyakariasibyna sar
Sir apananka mobile number miliparibaki...mu amar ghar bisayare katha hebar thila
Invite kemiti karibu..?
Contact number debe
Bhuliding ଥିବା ବଡ଼ ଲୋକଙ୍କ ଘରକୁ ଯିବା ପାଇଁ home ଶାନ୍ତି ଚାନେଲ ଚାଲିଛି,ଚାଲ ଘରେ ବସ୍ତୁ ନାହିଁ, ଗରିବ ଲୋକଙ୍କ ପାଇଁ ବାସ୍ତୁ ନାହିଁ only bulding ବାଲା,ଆଉ କେତେ ଦିନ ମିଛ କଥା ଚଳୁଛି ଚାଲୁ l
କଳାହାଣ୍ଡି ଆସିବେ କି
Tanka ନ ମିଳିଲେ କିଏ ଯିବ , ସ୍ୱାର୍ଥ ଯେଉଁଠି ଅର୍ଥ ସେଇଠି,
Pani tanki kau digare ruhe?
ଉତ୍ତର/ପୂର୍ବ ଦିଗରେ ରଖନ୍ତୁ ।
Sir phone no diantu mu aapanaku dekha karibaku chahuchi
ଠାକୁର ଘରେ ସିମେଣ୍ଟରେ ଆସ୍ଥାନ ହେଇପାରିବକି?
ପ୍ଲିଜ଼ କୁହନ୍ତୁ
ଘରର ଝରକା କୋଉ ଦିଗକୁ ରହିବା ଦରକାର
ଟଙ୍କା ଥିଲା ବାଲା ଘରକୁ ଯିବେ , ସେଠି ଟଙ୍କା ମିଳିବ, କିନ୍ତୁ nada ଛପର ଘରକୁ ଡାକିଲେ ଆସିବେ ki
ଆଜ୍ଞା ନୁଆଘର କଲେ ଗୀତା ପାଠ ଓ ଆହୁତି କୋଉ ଅଧ୍ୟାୟ କରିବା ଉଚିତ୍
ନୂଆ ଘର ପ୍ରତିଷ୍ଠା ସମୟରେ ହୋମ ଯଜ୍ଞ କରି ପାରିବେ, ଭାଗବତ ପାଠ କିମ୍ବା କୃଷ୍ଣ ଜନ୍ମ ପ୍ରସଙ୍ଗ ପାଠ କରାଯାଇ ପାରେ, ମାଳା କୀର୍ତ୍ତନ(ଏକ ଘଣ୍ଟା/ପ୍ରହର) କରି ଅନ୍ନ ପ୍ରସାଦ ବ୍ୟବସ୍ଥା କରିବା ସହ ନିଜର ଇଷ୍ଟ ଦେବତା, ପୂର୍ବ ପୁରୁଷ ଏବଂ ଶେଷରେ ପିଲାମାନଙ୍କୁ ଭୋଜନ କରାଇବା ଉଚିତ୍ । କୃଷ୍ଣ ବର୍ଣର ବ୍ରାହ୍ମଣ ଙ୍କୁ ଅନ୍ନ ବସ୍ତ୍ର ସହ କିଛି ଅର୍ଥ ଦାନ ମଧ୍ୟ କରି ପାରିବେ ଯଦ୍ୱାରା ଗୃହ ଏବଂ ଗୃହସ୍ଥ ଉଭୟଙ୍କ ଉପରେ ଶନି ପ୍ରଭାବ ରହିବ ନାହିଁ । ମିଷ୍ଟାନ୍ନ ମଧ୍ୟ ଭୋଜନରେ ବ୍ୟବସ୍ଥା କରିବା ସର୍ବାଦୌ ଗ୍ରହଣୀୟ । ଓମ୍ ଶାନ୍ତି ।
Sir,Apanka contact Number
Sir apnka contact no ..... ଦିଅନ୍ତୁ
Free na paisa nauchanti
ନାମ Home ଶାନ୍ତି ନ ରଖି ଘର-ଶାନ୍ତି ରଖି ଥିଲେ ଭଲ ଲାଗି ଥାନ୍ତା...
ଭାଇ ଗୋଟେ word English ଓ ଗୋଟେ word ଓଡ଼ିଆ
ଠାକୁର ଘର ଓ ପାଇଖାନା ସାମ୍ନା ସାମ୍ନି ରହିବ ନା ନାହି
Rahibani
Purba utara kana thhakura, paschima, dakhina latin better
ଠାକୁର ଙ୍କ ଘର କୁ ଲାଗି ଗାଧୁଆ ଘର ଅଛି, ଦୟାକରି ତାର ପ୍ରତିକାର ଜଣାଇବେ
Jay jagannath