Many many thanks to Advocate Sjt Byomakesh Tripathy for your right statement.The public should be aware about this and prove their strength fighting against injustice,corruption,illegal activities other wise the innocent common man can not live in the society safely,peacefully. If any one is in power and in important portfolio,he should better utilise power in doing honest performance and helpful legally to society .If he does any harm to society,he can not be judged as proper human being. The society will hate you not like you.Please understand God will definitely punish you if you deviate from right path and policy Ganeswar Rout.
Ankita ( ex army person's daughter) is the New reformation & idol for the women of odisha to raise the voice against corruption . All should coordinate her
There are a lot talented and honest candidates are in Odisha who is ready to join immediately in police job. I request Odisha government that polices who were on strike kindly dismiss them from their job.
I have also faced the same circumstance. Due to the grace of God icould get escaped . The police who are promoted from the bottom post they are very dangerous.
Many sleeper cells are growing here in Odisha But no police is ready to listen domicile or citizen for any proof... even street lights are being off of certain areas of capital city Bhubaneswar for many days so that at night from 12 to 4am they can do crime! Most of the time main road street lights get off b4 6am when roads & routes are not clear & nothing is visible.
Great ଧନ୍ୟବାଦ୍ ବ୍ୟୋମକେଶ ସାର୍
Byomokesh sir you are the real hero and also real advocate of our odisha
@@bks-cc9vs yes
ଅଧିକ ରୁ ଅଧିକ ବର୍ଷ ଧରି ଚାକିରି ଆଉ ଅବସର ପରେ ପୁଣି ନିଯୁକ୍ତି ଏସବୁ ବ୍ୟବସ୍ଥା ଏବେକାର ସମୟରେ ନ ରହିବା କଥା । ଏହା ଯୋଗୁଁ ବେକାରୀ ବଢ଼ିବା ସହ ମନମୁଖୀ କାର୍ଯ୍ୟ ବଢ଼ି ଚାଲୁଚି ।
ଡର ଲାଗୁ ଛି
ଆଜି କାର ନର ରାକ୍ଷସ ହେଉଛି
ଏ ମାଗି ଆ ପୁଲିସ
Proud of Ankita.really very bravely lady..❤❤
He is alawer lady
Great ଧନ୍ୟବାଦ୍ ସାର୍
ଦୀନକୃଷ୍ଣ କୁ ଆରେଷଟ କରାଯାଉ
Hai re maagia kana kala se he is right persson
ଭାଇ ତୁମ ମା ଓଭ୍ଉଣି କୁ ପେଲିସି ନେଇ ଚଡିଓବ୍ର
ଖେଲି ଵାଡେଇଥିଲେ ହେଇଥାନ୍ତ
SIR RIGHT,😂😂😂😂
Correct 💯
ବଦନାମ ପୁଲିସ ପାଇଁ ନୂତନ ସେଲ ହବା ଆବଶ୍ୟକ...
ଓଡ଼ିଶାର ପୋଲିସ ଥାନାରେ ଗୋଟିଏ ଆଇନ୍ ବାହାରେ ଗୋଟିଏ ଆଇନ୍
Sabas bhai...real advocate of odisha,..
Very very thankful for your discussion
100%Right
Sir you are real hero in odisha
Great great sir
Thank you Byomkesh Sir I salute you
ବ୍ୟାମ କେସ sir ଙ୍କ କଥା ସବୁବେଳେ ଗ୍ରହଣୀୟ
ସମୟ ଆସି ଯାଇଛି Lie Detector ଟେଷ୍ଟ କୁ Compulsory କରାଯାଉ, ଦୁଧ କା ଦୁଧ ଆଉ ପାନି କା ପାନି ହେଇଯିବ, ଆଉ ଯିଏ ଦୋଷୀ ତାକୁ ନିର୍ଦୂନ୍ଦରେ ସଜା ମିଳିଯିବ।
ଅଦାଲତ ସାମ୍ନା ରେ ହେବା ଦରକାର୍ ବିଚାରପତିଙ୍କ ସାମ୍ନାରେ
@@RupNarayanMajhi😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
ayita kan severe crime heichi na kan light detector test kara hebi.court yaa ro kebe bi anumati debe nahi
@@shivatudu461ଆଉ ନ୍ୟାୟ ପାଇବା ପାଇଁ ଲୋକଙ୍କ ଯୋଉ ସମୟ ଆଉ ପଇସା ବର୍ବାଦ ହୁଏ, ତାର କ୍ଷତି ପୂରଣ କିଏ ଦେବ ।
@@shivatudu461 ଆମର କେତେ ଆଦିବାସୀ ଲୋକ ମିଛ ଆରୋପ ରେ ବର୍ଷ ବର୍ଷ ଜେଲ ରେ ଯୋଉ ବନ୍ଦ୍ ରହିଛନ୍ତି । ଖାଇବାକୁ ପଇସା ନାହିଁ ସେମାନେ ଓକିଲ କୋଉଠୁ ଆଣିବେ ।
Right Analysis.
ସାର୍ ଆପଣ ଠିକ୍ କୁହୁଛନ୍ତି କେବଳ ଆପଣ ସହର କଥା କରୁଛନ୍ତି ଚିନ୍ତା କରନ୍ତୁ ଓଡ଼ିଶାର ଗାଁ ଗହଳିର ଅମେ ଲୋକମାନେ କେତେ ପୋଲିସ ବାଲା ଆମକୁ ହଇରାଣ କରୁଚିନ୍ତି ଚିନ୍ତା କରନ୍ତୁ ? ବେଗର ଏନଭିଷ୍ଟେକେଶନ ରେ ଥାନାରେ କେସ ଦେଇ ଜେଲ ପତାଉଛିନ୍ତି ।
Salam Byomakesh.
Iic କୁ dismiss କରାଯାଉ
ବଦମାସ୍ ଅଫିସର ଗିରଫ ହେବା ଦରକାର
Bhai which time to arest
Your Right sir
ଆଜି ସତ ବାହାରିଛି ଏମିତି ଵହୁତଥାନାରେହୁଏଆଜିଯାଣିଲଥାନାରେଭୁବନେ ଶରରେ ଏମିତି ଗାଁରେ କେମିତି 😊
ଗାଁ ର ଅବସ୍ଥା ଶୋଚନୀୟ ଭାଇ
ବ୍ଯୋମକେଶ ବାବୁ thick କହୁଛନ୍ତି 😊
Many many thanks to Advocate Sjt Byomakesh Tripathy for your right statement.The public should be aware about this and prove their strength fighting against injustice,corruption,illegal activities other wise the innocent common man can not live in the society safely,peacefully.
If any one is in power and in important portfolio,he should better utilise power in doing honest performance and helpful legally to society .If he does any harm to society,he can not be judged as proper human being. The society will hate you not like you.Please understand God will definitely punish you if you deviate from right path and policy
Ganeswar Rout.
Salute sir.... LOVE YOU SO MUCH
Right speech
ପୋଲିସ୍ ଖାକି ରେ ଦାଗ ଆଜି ନୂଆଁ ନୁହେଁ,ସଂସ୍କାର ଦରକାର। ଭରତପୁର ପୋଲିସ୍ ର ଜଣେ ମହିଳା ଅଭିଯୋଗ କାରିଣୀଙ୍କୁ ଅମାନୁଷିକ ଅମାନୁଷିକ ବ୍ୟବହାର ସମଗ୍ର ପୋଲିସ ନିନ୍ଦିତ।ଚାକିରି ରୁ ସେମାନଙ୍କୁ ବହିଷ୍କାର କରି କ୍ରିମିନାଲ କେସ ରେ ଗିରଫ କରିବା ଉଚିତ୍।
ଭାଇ ଠିକ୍ କହୁଚ🙏🙏🙏🙏🙏
Best advocate
Right sir...
Thanks swati n adv
Right right pura thik byamakesh bhai
Thank you sir
Right katha
Great sir 🙏
Right ✅️
Badhia mantabya.. 👍
Thanku sir
ଧନ୍ୟବାଦ ସାର 🙏🙏🙏🙏🙏🙏🙏🙏
ପୋଲିସ୍ ଯେଉଁ ଗାତରେ ଅନ୍ୟ କୁ ପକାଉଥିଲା ଏବେ ନିଜେ ସେହି ଗାତରେ ପଡ଼ିଛି। ଅଧର୍ମ ର ପରାଜୟ। ରାବଣର ପରାଜୟ।
ପାଞ୍ଚ ବର୍ଷୀୟା ଚାକିରି ହେବା କଥା
Duty ku jujment kare extended haba
Advocate Sir perfectly and absolutely correct
Right sir
ଧନ୍ୟବାଦ sir
Right 👍
Thanks you sir
ବେମକେସ ବାବୁ ଜିନ୍ଦାବାଦ
ଧନ୍ୟବାଦ
Comment of byomokesh babu looking perfect medicine for police
Ankita ( ex army person's daughter) is the New reformation & idol for the women of odisha to raise the voice against corruption . All should coordinate her
@@bhimsendas1383 absolutely right❤️
Pura thik katha
Right,sir
Right sir.
Great sir tame jaha kahucha thika Katha🙏
Pura 100% right
Byomokesh babu always right katha kuhanti
Good he is suspended atleast he will never be promoted.
Byomkesh Bhai jaha kahile thik katha.
Thank u Byomkesh sir
ଯିଏ ବି ଦୋଷୀ ଦଣ୍ଡ ପାଇବl ଦରକାର୍ କିନ୍ତୁ ପୋଲିସ ଅଧିକାଂଶ କେସ ରେ ନିର୍ଦ୍ଦୋଷ ନିରୀହ ଲୋକଙ୍କୁ ଜେଲ୍ ରେ ପୁରେଇ ଦେଉଛି ମୁଁ ନିଜେ ଭୋଗିଛି
Bhai sadharan lokamane unit nathebaru ame hairan habakatha
Right said sir
Right sir apana thik kahuchhanty
Right Answer Sir
ଏକ ଶୃଙ୍ଖଳିତ ବ୍ୟବସ୍ଥା ରେ ଅନୁଶାସନ ର ଉଲଘଂନ।। ଶାସନ ବ୍ୟବସ୍ଥା ର କାର୍ଯ୍ୟ ପନ୍ଥା, ନୀତି ନିୟମ ପ୍ରତି ସମ୍ମାନ ପରିବର୍ତ୍ତେ ଅନୁଶାସନ କୁ ଉଲଂଘନ।। ଦୃଢ ଓ କୋଠାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ।। ଯାହାକି ଭବିଷ୍ୟତରେ ଅନୁଶାସନ ଓ ଶାସନ ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧତା ରହିବେ।।
ସତକଥା ସାର୍ ପୋଲିସି ବେଇମାନି ଲାଞ୍ଚୁଆ ମିଛୁଆ ନାଳୁଆ
Right
Correct 💯
Right 🎉🎉🎉🎉🎉
There are a lot talented and honest candidates are in Odisha who is ready to join immediately in police job. I request Odisha government that polices who were on strike kindly dismiss them from their job.
Great sir 👍
Correctly said.
ଆମେ ସମସ୍ତେ ଭୂତ୍କଭୋଗି।
ଯଦି, କେହି ହେଇ ନାହାଁନ୍ତି, ତାହେଲେ ସେମାନେ ବହୁତ ବହୁତ୍ ବାହୁବଳୀ family ରେ ହେଇଥିବେ। ପୋଲିସ ଏବେ ଓଡିଶା ରେ ଏକ ଗୁଣ୍ଡାରାଜ ର ବାତାବରଣ ସୃଷ୍ଟି କରିଛି।
ଏହା ବିଗତ 15 ରୁ 20 ବର୍ଷ ଭିତରେ ହେଇଛି। କିନ୍ତୁ, ତା ପୂର୍ବରୁ, ପୋଲିସ ବିଭାଗ ବହୁତ ସୁନ୍ଦର ଭାବେ କାର୍ଯ୍ୟ କରୁଥିଲା।
Correct said
ବ୍ୟୋମକେଶ ଭାଇ ମହାନ ❤❤
BOmakash. Sair you are good ❤❤❤
Bhai best
Not good
Responsibility should be fixed by the Honb'le judicial commission as to why cctv was not instaled in a ideal ps like Bharat pur .
I have also faced the same circumstance. Due to the grace of God icould get escaped . The police who are promoted from the bottom post they are very dangerous.
Absolutely right sir❤
Best👍 answer
ବହୁତ ବହୁତ ଧନ୍ୟବାଦ ତ୍ରୀପାଠୀ ସାର ଏକଦମ୍ ସତକଥା କହିଲେ ମୁଁ ଆପଣଙ୍କ କଥାରେ ସହମତ
ଆପଣ କୁ ମୋର ଅନୁରୋଧ ଆପଣଙ୍କ ଭବିଷ୍ୟତ ରେ ଏମିତି ସତ୍ୟ ପଥରେ ହି ଚାଲନ୍ତୁ
ଭଗବାନ ନିହାତି ଆପଣଙ୍କ ମଙ୍ଗଳ କରିବେ
ଏହି ଲୋକଙ୍କର ଯେଉଁ ଆହାଃ ଦୁଖ ଦୁର କରିବାରେ ଆପଣଙ୍କ ସାହାଯ୍ୟ ବହୁତ ସୁନ୍ଦର ଧନ୍ୟବାଦ
Sir nka katha 100%right
Police down down, sir,
Byomkesh sir you are real King thanks
Sir 100 right 👍👍👍
ଏ ମାନେ ବିଜେଡି ର ଚେଲ୍ଲ
Au tame bhai???
Andbhata
@@reeynbabu8816 mg poora bhi lekhi pailunu😂😂
Thank uh so much sir🙏...
ବେମକେଶ ଓକେ 👍👍👍👍👍
Tripathy sir jaha kahichhanti sabu data katha.
ଆେଦଶ ଥାନାରେ ଏମିତି ହେଉଛି ଅନ୍ୟ ଥାନାରେ କଣ ହେଉଥିଵ ଅନୁମାନ କରନ୍ତୁ
True
Right okilo sir
Many sleeper cells are growing here in Odisha But no police is ready to listen domicile or citizen for any proof... even street lights are being off of certain areas of capital city Bhubaneswar for many days so that at night from 12 to 4am they can do crime! Most of the time main road street lights get off b4 6am when roads & routes are not clear & nothing is visible.
❤ like u madam thank you for your truthfully quastion for discussion.
Very good sir
Ankita is a brave girl 🎉
ସରକାର ଯଦି ପୋଲିସ ବାବୁ ମାନକଂର କଳାକାରନାମା ବନ୍ଦ କରିବାକୁ ଚାହୁଁ ଛନ୍ତି ତାହା ଲେ ସବୁ ଥାନାରେ ସରକାର କଂ ତରଫରୁ ଅଲଗା ଅଫିସ କରାଯାଉ। ଯେଉଁମାନେ ଅଭିଯୋଗ କରିବାକୁ ଯିବେ ସେମାନେ ପୋଲିସ୍ ପାଖକୁ ନଯାଇ ଏହି ଅଫିସ କୁ ଯିବେ। ବିଶିଷ୍ଟ ଓକିଲ, ସମାଜସେବୀ, ଅବସରପ୍ରାପ୍ତ ସରକାରୀ ଅଧିକାରୀ ତଥା ସାମ୍ବାଦିକ ମାନକୁଂ ଏହାର ପରିଚାଳନା ଦାୟିତ୍ୱ ଦିଅନ୍ତୁ ଦେଖି ବେ ପୋଲିସ୍ ବିଭାଗ ଆପେ ଆପେ ସୁଧୁରି ଯିବ।
Well said advocate
Statement MST achi sir...
Sir you are great
Sir please semane sabu job chhadi diantu
Ama ku job milijiba
Jub chadele be uva pota samane
💯 right 👍