Karana car khana gote jaga re tent bandhiki permanent dokana dau nathila bulei ki bikri karuthila kintu emane sabu chhota dokan ru start kariki bada karibe au jaga chhadibeni
@@Lituharichandan jahara bhanga jauchhi se khali kahuchhi mu gariba mor kn pai bhangiba kebhe sunini poticular nija area ra dhani loka name neiki eyaa ra ghara bhanga dokana bhanga se govt lond re karichhi 😅 kahi paribeni khali news re comment debe dhani loka nka ghara bhangu Nathanti gariba nka ghara bhanguchhi 😅😅 Ei stall ti kete tanka ra atikam re hoithiba ?? Bbsr ctc re ete bada stall karuthiba lokara prati dina ra rojagara kete kichhi Idea ?? Ta bank balance & all family members nka naa re kete lond achhi check Kara se kete gariba janiba ??
@READY_DANCE 40yr ta sarkari jami re ghara kariki rahile Govt jami dei die & 50yr purba ra rahuthiba loka nku ta bhumi Hina boli ghansana karini 1983re bhumi Hina ku jaga diaa gala ei mahila gariba kau adu lagichhanti
Bhai Cuttack municipal corporation re BJD Achi , na ki BJP , au corporator bi BJD ra Mu janichi ei road re emiti dokan pain , bahut road jam hue , au jete dokan thila , semane tanka dokan ku road thu bahut pachaku rakhithile Emiti road upare dokan kale , bulldozer ta chaliba
@@Akashayajena Legally se kichhi kari paribani....10-15lakh re dokan karichi se gariba? Govt land re Ate tanka invest kariba purba ru Government thu permission neba ra thila
Puri swrgaduar 16aekar jami kintu swargadwar ebe 1aekar jami re bi nahi....?baki jamire hotel sabu heichi? question sarkar nku jadi sarkari jami uchhed karibar echha ete important tebe esabu jamiku Kara?
@@debasmitabehera5370 au jadi sarkari jami re karucha ta nijaku agua prepare kari rakhiba katha ki kete bele b sarkar asi ta jami nai jiba boli.semitia mindset rakhiba katha jadi tume illegally jami hadap kari stall kholucha ta.nahele au 5 barsa pare jete bele uccheda heba sete bele kahiba eta ta ama jami boli
କାର ଖାନା ଭାଉଜ ମାନଙ୍କୁ ଉଠେଇଲା ବେଳେ ସରକାର ସେତେବେଳେ ଭୁଲ୍ କରିଥିଲେ କିନ୍ତୁ ଏବେ ୟେ ମହିଳାଙ୍କ ଦୋକାନ ଭାଙ୍ଗିବା ଠିକ୍। ଧନ୍ୟ ହୋ ତମେ
Karana car khana gote jaga re tent bandhiki permanent dokana dau nathila bulei ki bikri karuthila kintu emane sabu chhota dokan ru start kariki bada karibe au jaga chhadibeni
Ea etebada dokan kahinki kala
ଭାଉଜ ମାନେ ସୁନ୍ଦର ଥିଲେନା।ସେଥିଆଇଁ।
Bala sarkar
Mo carkhana. Bhauja. Ta. Bhala. Se. Amaku. Khaiba dauthile
ଆପଣ ଅଭିଯୋଗ ନେଇ ନ୍ୟାୟଳୟ କୁ ଯାଆନ୍ତୁ. ଯଦି ଆପଣ ଠିକ ଅଛନ୍ତି
ନ୍ୟାୟାଳୟ ରେ ପୁଣି ଖର୍ଚ୍ଚ ... ସେ ପୁଣି ଅସୀମିତ କାଳ ଯାଏ କେସ ଚାଲିବ ଅର୍ଥ ଆସିବ କୁଆଡୁ... ଯଦି ବହୁତ୍ ଲୋକ ଅନ୍ୟ ଜଣେ ଲୋକ ସାଙ୍ଗେ ସମାଜ ରେ ଛିଡ଼ା ହେବନି ... ଏମିତି ସବୁ ଚାଲିଥିବ...
ରାସ୍ତା ପାଖ ମାଡିବସି ଏମିତି ବହୁତ କାମ ହେଉଛି। ଯାହାଦ୍ବାରା ରାସ୍ତା ସଂକୀର୍ଣ୍ଣ ହେଇଯାଉଛି। ତେଣୁ ଏଟା ଯାହା ବି ହେଇଛି, ଠିକ୍ ହେଇଛି। ଏହିପରି ପଇସା😂ବାଲାଂକ ଉପରେ ମଧ୍ୟ ହେବା ଉଚିତ୍।
Tamara hei thile Sina Jani thanta kemti laguchi
@@srimatidas2490besi bakwaas kara na😂😂
@@srimatidas2490han mu ta khola kahuchi govt asiki mo dokan ta bhangideu 2 minute kandibi tapare bhulijibi
Nihati abhadra loka ta tume
Amara kehi illegal govt land re Business karantini.....dokan kariba purba ru bhabibara thila @@srimatidas2490
ବାଙ୍ଗାଦେଶୀ ମାନଙ୍କୁ ସେମାନେ ଉଠାଇ ପାରୁନାହାନ୍ତି ହାରାମି ପସାସନ
Sata katha kahichanty Bhai...👏👏👏👏👏👏🫂🫂🫂🫂🫂🫂
Be prasasana
Aukat Acchi 😂😂😂
@@sekjawed9373kichi din bhitare utha jiba.. Toh bando re jaha achi aaniki aasibu mgia
Kala pahada
ରାସ୍ତା ମାଡିବସିବା କିନ୍ତୁ ସମସ୍ତ ଙ୍କ ଅଧିକାର। ଯିଏ ଯୋଉଠି ପାରିବେ ମାଡ଼ିବସିବେ, ନାଇଁ।ସରକାରୀ ଜମି ରୁ ସମସ୍ତଙ୍କୁ ଉଚ୍ଛେଦ କରାଯାଉ।
Warning or Notice
Is the law applicable for all.
Why pick and choose policy
Rasta to bapa ra jaga ki sarkar kiye be a guda sabu raga au hinsa ra kama
@@TheLifeVibes ରାସ୍ତା ତୋ ବାପାର ଜାଗା ବି ନୁହେଁ। ସରକାର କିଏ ତୁ ଜାଣିନୁ, ଗପୁଚୁ କ'ଣ ବେ
Kiye be Bala sarkar
ସରକାରୀ ଜମିକୁ ନେଇକି ମୋହନ ମାଝୀ ଆଦିବାସୀ ମାନଙ୍କୁ ଦେବ
Aaadi basi log jake chila re kar re hai collector office main
Aaadi basi log jake chila re kar re hai collector office main
Aaadi basi log jake chila re kar re hai collector office main
Aaadi basi log jake chila re kar re hai collector office main
@@pkjentertainment You first write properly
ଆଜ୍ଞା ଓଡ଼ିଶା ସରକାର ଟିକିଏ ବିଚାର କରନ୍ତୁ ?
Hnm Subash mayer ku pachara
Agnya apana kouthi thilea
Sarakaro jomi re jiye ghoro korichhi ki dokan korichhi bhangi chalo ...kichhi bicharo kora hoboni😂
@@MrmvisionKeta neta o pravabasali lokanka ra vanga hoichi.
@@Lituharichandan jahara bhanga jauchhi se khali kahuchhi mu gariba mor kn pai bhangiba kebhe sunini poticular nija area ra dhani loka name neiki eyaa ra ghara bhanga dokana bhanga se govt lond re karichhi 😅 kahi paribeni khali news re comment debe dhani loka nka ghara bhangu Nathanti gariba nka ghara bhanguchhi 😅😅
Ei stall ti kete tanka ra atikam re hoithiba ?? Bbsr ctc re ete bada stall karuthiba lokara prati dina ra rojagara kete kichhi Idea ?? Ta bank balance & all family members nka naa re kete lond achhi check Kara se kete gariba janiba ??
ସରକାରୀ ଜମିରେ ଘର ନିର୍ମାଣ କରିବା ପୂର୍ବରୁ ଚିନ୍ତା କରି ଘର କରିବା ଥିଲା
Banda jami re magiha
Are bhai kichi din time ଦେଇଥାନ୍ତେ ,hatat ଭାଙ୍ଗିବା ଠିକ୍ ନାହିଁ , ଅନ୍ୟାୟ କରିଛନ୍ତି ,a bhauni upare
Ea kn permanent Ghar karithile ki
@READY_DANCE 40yr ta sarkari jami re ghara kariki rahile Govt jami dei die & 50yr purba ra rahuthiba loka nku ta bhumi Hina boli ghansana karini 1983re bhumi Hina ku jaga diaa gala ei mahila gariba kau adu lagichhanti
@@villagegirllali181615 dina hela notice asi sarichhi au kete Dina dia jiba
ଓଡିଶା re ବହୁତ ସରକାରୀ ଜମିରେ ବଡ ବଡ shoping mall hotel ବଡ ବଡ ମାଲିକ କରିଛନ୍ତି ତ e ଗରିବ ଲୋକଙ୍କୁ ହଇରାଣ କଣ pain
ବିଜେପି କୁ ଭୋଟ ଦେଇଛ 😄ପରିବର୍ତନ ଦେଖିବ ପା 😅
Bjp ku khaiki kaucha karap katha
Sabu bhangibe chalaki kama debani
Righte
Kan be murkha rasta sankirna hele uchheda kara jibani ki be pela???
Bhai Cuttack municipal corporation re BJD Achi , na ki BJP , au corporator bi BJD ra
Mu janichi ei road re emiti dokan pain , bahut road jam hue , au jete dokan thila , semane tanka dokan ku road thu bahut pachaku rakhithile
Emiti road upare dokan kale , bulldozer ta chaliba
ଜବରଦଖଲ ଉଛେଦ ପୂର୍ବରୁ କୋର୍ଟ ସବୁବେଳେ ଆଗୁଆ ଅର୍ଡର ଦିଏ......କିନ୍ତୁ . ଲୋକ ମିଛ ରେ ଅଭିନୟ କରି ସରକାର କୁ ଦୋଷ ଦିଅନ୍ତି....
ଭୋଟ ଦେଲ ଫୁଲରେ.. ନାମ ନବ.. ଦିନରେ.....?
Haire madhia , jetebele bjd bhanguthila
@@odiafoodie2918 ଅନ୍ଧ ଭକ୍ତ..
ତମ ଆଖି ଲୁହ ମୋହନ ମାଝି ଆଉ bjp upare ପଡ଼ିବ ମାଆ ବ୍ୟସ୍ତ ହୁଏନି
BJD ସରକାର ଲୋକଙ୍କୁ ଘର କରି ଦେଇ ଦେଉଚି
ପୁରୀ ପ୍ରକଳ୍ପ ରେ ଉଠା ଦୋକାନୀ ଙ୍କୁ ପଇସା ଦେଉଚି 20000ଲେଖାଏଁ ,ଜlଗl b ଚିହ୍ନଟ ଦେଉଚି
Bjp ଆସିଚି କଣ ଭାଙ୍ଗିବ ବୋଲି କିଛି ଗଢ଼ିବନି ଓଡ଼ିଶାରେ
ଅଭିଶପ୍ତ BJP kal Puri ଆସିଲାଣି ମୋହନ ମରିବ, କର୍ପୋରେଟର ବି ମରିବ
ମା ps case ଦିଅ , High court bi jao
Jaga Zabarkakhal Kari ku Bhagawan danda dauchanti.
ମା ଘିଆ କ୍ଷତି ପୁରଣ ଦେଇଦିଅ। ନଚେତ୍ ଭଗବାନ ତୁମ ପରିବାର ର ଭଲ କରିବେ ନାହିଁ। ଭଉଣୀ ତୁମେ ନୁଆ ମୂଖ୍ୟମନ୍ତ୍ରୀ କୁଂ ଅଭିେଯାଗ କର। ନଚେତ୍ ନାରୀ ସଂଘଠନ ଆଶୟ ନିଅ। ଫାଷ୍ଟେ ଜିଲ୍ଲା ପାଳ କୁଂ ଅଭିେଯାଗ କର। ଶେ ସରେ କୋଟ ଆଶୟ ନିଅ।
@@Akashayajena ଭାଇ କଳିଯୁଗ
Kichhi diaa jibani kie kn karuchhi dekha jiba sala Govt lond ku nijara bhabiki ethi jatra chaleichha. Nijara jaga re dokana diaa nahale emiti bhanga jiba
@@Akashayajena Legally se kichhi kari paribani....10-15lakh re dokan karichi se gariba? Govt land re Ate tanka invest kariba purba ru Government thu permission neba ra thila
@@Akashayajena illegal kama kariba tapare kahiba court amaku justice dia... Ea lady kanhiki govt land re dokan kholuthila kii
@@_mr___rajputsola sorkar jaga jonmo korithila nabe
ସରକାର ଜମିକୁ ଲୋକମାନେ ଅନେକ ପ୍ରକାର ଉପାୟରେ ଆପଣେଇ ଥାନ୍ତି ଜଣକୁ ବସିବା ପାଇଁ ଜାଗା ଦେଲେ ଗୋଡ ଲମ୍ବାଇ ଥାନ୍ତି ବର୍ତ୍ତମାନ ପରିଣାମ ଭୋଗିବାକୁ ପଡ଼ିବ😢😢😢😢😢😢😢😢
ଉଚିତ ପଦକ୍ଷେପ ନେଇଛନ୍ତି ସରକାର । ଠିକ ଅଛି । ବଢ଼ିଆ ହୋଇଛି ବହୁତ ଭଲ ହେଇଛି ଏମିତି ହେବା ଦରକାର ।
ପଦ୍ମରେ ଭୋଟ ଦେଇ ଓଡିଶା ବାଶି ବଡ ଭୁଲୁ କଲେ କିଂତୁ ଆଉ ଭୁଲୁ କରିବେନି ମୋ ଆଶା ବିଶ୍ୱସ ଫୁଣୀ ନବୀନ ଶଖ ବାଜିବ ଓଡିଶା ବାଶି ଙ୍କ ଖୁସି ଫେରିବ 💯
Very good comment sir
ତୁ ତ ନିଜେ ଫୁଲରେ ଭୋଟ୍ ଦେଇନୁ 😂😅
ଭୋଟ ଦେଇଚ ପଠୁଣିକୁ ତାକୁ ମାଗ
Knpai govt jami re ghara karichhanti ki
Sure
Private ଜାଗାରେ କରିବା ଉଚିତ୍। ସରକାରୀ ଜାଗା ଛାଡିଦିଅ।
Right ☑️✅✔️💯💯💯
Bhasana deba easy road re thare bikri kariki dekha bhai..bada bada bhasana. Mobile re comment Kariba easy
Are bhai Tama bhali dhani loka nka paica achhi boli bhasana maridauch...ama bhali gariba nka jaga ku asiki dekha tapare janiba
@@BiswanathMaharana-ck2zcghoro pota no thile ghoro pain 5 decimil jaga deuchhi sarkar
2029 bjp out odisha
Yes
Jay Shree Ram Jay Bjp
Bhala bjp😂😂😂😂
@@Biswajitray-tj8yp Bala na tu jemiti sala kahuchu tu hin sarkar chalauchu
ଏ ମାଗିହା ସରକାର ଖାଲି କାରଖାନା କରିବ ବେସ୍ତ ନାହିଁ ଓଡିଶା ବାସୀ ସବୁ ଭାଷୀ ଜୀବ କାମ ସମୟ ଭିତରେ ......🙏
କଟକରେ ହୋଟେଲ ନାରେ ଖାଲି ଲୋକଙ୍କୁ ଠକୁଛନ୍ତି
ଭାଙ୍ଗି ଦେଲେ ଭଲ ହେଲା ।
@@santoshsenapati2884 କଟକ, ଭୁବନେଶ୍ୱର ବସଷ୍ଟାଣ୍ଡ ର ହୋଟେଲ ବାଲା ସବୁଠାରୁ ବଡ ଟାଉଟର, ଦଲାଲ ,ଡକାୟତ ଇତ୍ୟାଦି
Yes worse food but price is high
ସରକାରୀ ଜବରଦଖଲ ଉଛେଦ ହେବା ଉଚିତ.....
Chora sarkar loka manku hairana karuchi
BJP ଯାହା କରିଛି ଠିକ୍ କରିଛି ତା ପରେ ଗୋଟିଏ କଥା ଏ ଭଦ୍ର ମହିଳା ଜଣକ ଗରିବ ନୁହେଁ Standrd ଭଲ ଅଛି
Right ☑️✅✔️💯💯💯
ଏ ସଳା ମାନଙ୍କର ପାଇଁ ରାସ୍ତା ରେ ଏକ୍ସସି ଡେଣ୍ଟ ହଉଛେ ରୋଡ ତରାରେ ଯେତେ ଦୋକାନ ଅଛେ ସବକେ ଉଠା
ଶଳା ପ୍ରଭାକରନ୍ ଜାଗା ମାଡି ବସିଛି , ତା ଉପରେ କେବେ ଆକ୍ସନ
ମାଡାମ ହାଇକୋର୍ଟ କରନ୍ତୁ, ମୋହନ ମାଝୀ ବୁଧି ଶିଖୁ, ବିଜେପି ର ବେଳ କୁତୁ କୁଚୁ ହଉଛି,
Government land zabarkakhal karithiba ru High court Se lady ku puni 5 lakh fine Kariba.
@@Ambulrai😂😂
Madam କଣ news ଦେଖୁନାହାନ୍ତି କି କାହିଁକି ସରକାରୀ ଜମିରେ କରୁଥିଲେ notification ଜାଣିନଥିଲେ କି ଏବେ ସବୁ ଗଲା ନିଜର ଭୁଲପାଇଁ
ହେଲେ ବି ବିନା ନୋଟିସ୍ ରେ ଭାଙ୍ଗିବା କଥା ନୁହଁ ଏଥିରେ ସରକାର ଙ୍କ କଣ ଲାଭ ହେଲା?
@@nilamadhabapatra1968 ଠିକ ଯେ କିନ୍ତୁ notification ତ ଆଗରୁ ହାଇଛି ମାଡାମ କଣପାଇଁ ଏବେ କରୁଥିଲେ ଆଗୁରୁ କରିଥିଲେ ସମସ୍ତେ ବାହାରି ଥାନ୍ତେ ମାଡାମ ବୋଧେ, bjpku vote ଦେଇଛନ୍ତି
Power of Endian system 🤡
Jiha_di country Endia ☠️💣💣
Govt. land should be vacated.
କୁଜି ଅସରପା ଉପରେ 😄କାଣି ବିଲେଇ ର ରାଗ😊😊😊
ଭଉଣୀ ଏବେ ନୂଆଁ ନିୟମ ଆସିଲା ,ସରକାରୀ ଜାଗାରେ ଘର ଦୋକାନ ସବୁ ଭଙ୍ଗା ଯିବ ।
ରାବଣ ରାଜ, ଖାଲି ସୀତା ହରଣ, ଅନ୍ଧ ଭକ୍ତ ମାନଙ୍କ ପାଇଁ ପୁରା ରାଜ୍ୟ ବାସି ହଇରାଣ
Jay BJP sarkar.
Au bala se kar khana 2 janaku hai Rana karuthila bele tu kuade jaithilu
@@suryakantsahu4154 tote kia bala pachare tu kahiki ଗହଳି କରୁଛୁ
Kain ame ta hairana haunu
ଭଉଣୀ ଭଲ ଆକାର ରେ ସରକାର ଙ୍କ ଜମି ରେ କରିଥିଲେ କାହିଁକି ଛୁଆ ବି ରଖିଥିଲେ ମାନେ ଆପଣ ମୋଟା ଅଙ୍କରେ କମାଉଥିଲେ।
ଆପଣ ଏହି ଦୋକାନ ରେ ୟାର ଲାଭ ବି ଉଠାଇ ସାରିଥିବେ।
ଆରେ ଭଉଣୀ ଭଙ୍ଗା ଭଙ୍ଗି ସବୁଆଡେ ହଉଛି ତମକୁ ଗୋଟେ ଦିନ ଆଗରୁ ଉଠାଇବାକୁ କହିଥିବେ ଆପଣ ସୁଣି ନଥିବେ ଯାହା ର ପରିଣାମ ଏହିଆ ହବା କଥା।
ବର୍ଷ ବର୍ଷ ଧରି ବହୁତ ଲୋକମାନେ ସରକାରୀ ଜମିରେ ଘର କରିଛନ୍ତି। ସରକାର ଏକଥା ଜାଣିଛନ୍ତି କିନ୍ତୁ ସମସ୍ତଙ୍କୁ ପାଇଁ ସରକାର ନୋଟିସ ଜାରି କରି ମାସେ ସମୟ ଦେଇଥାନ୍ତେ। ଲୋକମାନେ ନମାନିଲେ ଭାଙ୍ଗି ଦେଇଥିଲେ ଭଲ ହୋଇଥାନ୍ତା
ତୁମର ନିଯମରେ ଓଡ଼ିଶା ଚାଲୁ।
Bulldozer sarkar ❤
Notice deba Katha.....
Bhala heichi👍👍👍👍👍👍👍👍👍👍👍
ଭୂମି ହୀନ ମାନକୁ ଜାଗା ଦିଅନ୍ତୁ ତାପରେ ଭାଙ୍ଗିବ
ଖାଲି ତମ କଥାରେ!
Thik medam
ଆହୁରି ପାଞ୍ଚ ବର୍ଷ ଓଡିଶା ବାସୀ ଏମିତି କାନ୍ଦିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ।
କେବଳ ଭଗବାନ ହିଁ ତୁମର ଦୁଃଖ ଦୂର କରିପାରିବେ । ଆଉ କେହି ନୁହେଁ ।
ସବୁ ସରକାରୀ ଜମି କୁ ଆଦାନୀ କୁ ଦିଆଯିବ 😂
Ba re tate
ଭଉଣୀ ଏଟା ଗୁଜୁରାଟ ଶାସନ ଚାଲିଛି
ଓଡ଼ିଶାରେ ଏହି କାରଣ ପାଇଁ ଅତ୍ୟାଚାର ବଢିବ ଏହି କାରଣ ପାଇଁ ମାଓ ବାଢ଼ିଛନ୍ତି ଏହି ସରକାର ଲୋକଙ୍କୁ ଆଗକୁ ବଢିବା କୁ ଦେବନାହିଁ
ସବୁ BJP ର କାମ
Right sister 👍👍👍
ଆଜ୍ଞା ଆପଣ ଏଇ ସରକାର ଙ୍କୁ ଭୋଟ ଦେଇଛନ୍ତି।
Right
Good BJP good CM.
ନିଜ ଗୋଡ଼ରେ ଛିଡ଼ା ହେବା ମାନେ କଣ ସରକାରଙ୍କ ଜମି ଜବରଦଖଲ 10 ଲକ୍ଷ୍ୟ ରେ ବେପାର କରୁଥିବା ଲୋକ ଜମି ଲିଜ ରେ ଆଣି ପାରି ଥାଆନ୍ତେ ତହସିଲ କିମ୍ବା ଜିଲ୍ଲାପାଳଙ୍କୁ ଭେଟ କରି ଥାଆନ୍ତେ ପରିବା କି ଚାହା ଜଳଖିଆ ଦୋକାନ 50 ହଜାର ରେ ସିମିତ ରାସ୍ତା କଡ଼ରେ କରନ୍ତି 10 ଲକ୍ଷ୍ୟ ନୁହେଁ ଏଇଟା ଜବରଦଖଲ
Aagyan kn chota bepari sabu ete paisa afford kariparibe .
ଗୁଣ୍ଡା ଗ୍ରଦି ଚାଲିଛି ବିଜେପି ଆଜ୍ଞା
ପ୍ରଥମେ ସରକାରୀ ଜାଗା ଜବର ଦଖଲ କର ଉଚ୍ଛେଦ କଲେ କ୍ଷତି ପୂରଣ ସହ ଥଇଥାନ କରାଓ. ଏହା ଏକ ସରଳ ବାଟ. ମିଡିଆ ଅପେକ୍ଷା ରେ ଅଛି କେମିତି ଏକ ପାଖରେ ସୁନ ବସାଇ ଦଶ କରିବ. ସରକାରୀ ଜାଗା ରେ କରିବ କଣ ପାଇଁ ଏତେ ନାଟକ ହେବ କଣ ପାଇଁ. ଠିକ ଉପାୟରେ ଯାଉ ଯେମିତି କିଛି ଅସୁବିଧା ହେବନି.
ମୋଦୀ କହିଥିଲେ ଆତ୍ମ ନିର୍ଭରଶୀଳ ହୋଇ ପକୁଡ଼ି ବିକ୍ରି କର, କିନ୍ତୁ ମୋହନ ମାଝୀ କଲେ କଣ?ଏହା କଣ ଅସ୍ମିତା ,ନା ନାରୀ ଙ୍କୁ ସମ୍ମାନ?ଛି ଛି ଛି
Ghor kali juga 😢😢😢
kanak news thanks for aei news......sir..tikia rural area ku asi news dekhantu...please.
Bala sarakar
ପରିବର୍ତ୍ତନ ଚାହୁଁଥିଲେ ବା ପରିବର୍ତ୍ତନ ହେଲା ଅସୁବିଧା କୋଉଠି ରହିଲା
ତୁ ଶଳା ରିପୋର୍ଟର କେତେ ଫଟେଇ ହଉଛୁ,ତୋ ହାତରେ କିଛି ହବନି,ତୁ ଖାଲି କଟା ଘା ରେ ଚୂନ ମାରୁଛି,🎉
Wahh
ୟୁ ଆର୍ଯ୍ୟ.
BJPee andh-jiha_di 🤡🐷
Kire thik katha kahibaru gandire katuchi nai
Right
ଭାଙ୍ଗିବା ପୂର୍ବରୁ ଲୋକଙ୍କୁ କିଛି ସମୟ ଦିଅନ୍ତୁ ସିଫ୍ଟ କରିବା ପାଇଁ ଏତେ ଅନ୍ୟାୟ କଣ ପାଇଁ
Notice nihaty dae thibe, agoru😂 emane haluka nauthibe
Government jaga re kichi karantu nahi.
Sarkar ama pain achi aei sabu z zameen sabu odisha basi ra
SARAKARI JAGARE ....KARIKI ...GARBA BAHUT😅😅😅😅
Sala bhangiba purbru notic deleni
BJP ସରକାର ଭଲକାମ କରୁଛି କାହିଁକି ମେଡମ୍
ଠକୁଛନ୍ତି ପଇସା ପାଇବା ପାଇଁ ସବୁ ନାଟ
Puri swrgaduar 16aekar jami kintu swargadwar ebe 1aekar jami re bi nahi....?baki jamire hotel sabu heichi? question sarkar nku jadi sarkari jami uchhed karibar echha ete important tebe esabu jamiku Kara?
Bhai tame bahut hisab rakhicha bahut bhala
Hele 24 year sarkar ku kain kahilani
ଏମିତି ଦୟା କଲେ କାନୁନ୍ ଚାଲିବ ନାହିଁ।ସମସ୍ତେ ସରକାରୀ ଜାଗା ମାଡ଼ିବସିବେ।ବାହାର ରାଜ୍ୟ ଲୋକବି ଆସି ମାଡ଼ି ବସିଲେଣି
Road Site Government jagare Kahinki Karuthila🤔
ତାମିଲ ଲୋକ ଏଇ ମାନକୁ ଉଠାଇଲାନି ହେଲେ ଓଡ଼ିଆ ଲୋକ ଗୋଟେ ଓଡ଼ିଆ ମା କୁ ଉଠାଇ ଦେଲା 😢
ଏ ବେଧଛୁଆ ବିଜେପି କୁ ଭୋଟ ଦେଇ ବହୁତ ବଡ଼ ଭୂଲ।
Chora sala BJP
ଏଇଟା ପରିବର୍ତ୍ତନ
ଏଇଟା double engine
ଏଇଟା ଓଡିଆ ଅସ୍ମିତା
ଆହୁରି ,BJP କୁ vote ଦିଅ
Bjp ଭୋଟଦେଲେ ଏହି ଏମିତି ହେବ ଏହା ନୂଆ କଥା ନାହିଁ
BJP ❤❤❤❤❤❤❤❤❤❤ BJP ❤❤❤❤💪💪
Bhala heichi
ରିପୋଟର ମହୋଦୟ ମୁଖ୍ୟମନ୍ତ୍ରୀଙ୍କୁ ପଚାର ଥରେ ।
Odisha basi vote dele Parivartan pai.....to Parivartan hela.....au heuchi
REPORTER TRANSFER KARI DEUNU😅😅
Bhala hoichhi bjp ku vote diya ebe kichhi hoini agaku kn hauchhi wait kar
Right 👍
God bless you Jay Jagannath ❤
Bjp ku vote dia .....😢 Samastinkara mangal haba 😮
ବିଜେପି ଭୋଟ ଦେଇଛନ୍ତି ଏଣୁ ଆପଣ ମାନେ ହଇରାଣ ହେବେ
ଆପଣ ବାରବାଟି ଷ୍ଟାଡିୟମ ମଝିରେ ଷ୍ଟଲ ଟି କରିଥିଲେ ଆହୁରି ଭଲ ବେପାର ହୋଇଥାନ୍ତା !!!!
Pura thik kotha bhai😂😂😂😂😂😂😂
Right bro 😂😂
Good job sir Aee abhijan Gaon re heba darkare sir
Bahut bada jaga ta janapaduchi
କାରଖାନା ଭାଉଜ ବି ସରକାରୀ ଜାଗାରେ ଥିଲେ ଆଜି bjp ଏଇ କାମ କଲା ଯେ କେହି କହୁନ
ସରକାରୀ ଜାଗାରେ କଣ ପାଇଁ ଷ୍ଟଲ କରିଚ?
Stall ta kan chata upare karaje
@@pravatkumar2707 au nahale kana sarkari jami madi basi jabardasti kara jaye ki.stall nija jami re kara na ki sarkari jami hadap kari
@@sandeepdehury1236nija jamire kale chota bepari kn slum area re karibe apana khaibaku jibe ta
@@debasmitabehera5370 au jadi sarkari jami re karucha ta nijaku agua prepare kari rakhiba katha ki kete bele b sarkar asi ta jami nai jiba boli.semitia mindset rakhiba katha jadi tume illegally jami hadap kari stall kholucha ta.nahele au 5 barsa pare jete bele uccheda heba sete bele kahiba eta ta ama jami boli
ମହିଳା କ୍ନୁ କାମ କରିବା ପାଇଁ ଦେବେ ଏଇଟା କଣ bjd ସରକାର
ଭଉଣୀ ମିଡ଼ିଆ ବାଲାକୁ କୁ ନେଇ f air ଦିଅ ତାହାହେଲେ କିଛି ସଫଳ ମିଳିବ
ଆସିଗଲା Buldozer ସରକାର.. ସବୁ ସତ୍ୟନାଶ ହୋଇଯିବ
Very bad decision by govt.
ମୁଁ ଜଣେ ବିଜେପି ର କାର୍ଯ୍ୟକର୍ତ୍ତା ,ମୋହନ ସରକାରଙ୍କ ଏ କାମ ଠିକ୍ ହେଉନାହିଁ,
ଭାଇ ଇଏ ଡବଲ ଇଞ୍ଜିନ
B J D ସରକାର ସରକାରୀ ଜାଗାକୁ ଯୋଉ ଗୋଟାଲା କରିଛି ତାର ଫଳ ଏବେ ଭୋଗ ।😊
Bina notice re bhangile kemiti
8 din agaru government declare karichi jia govt jaga madi basicha uthaijao ....
Tume satarka habara thila
Are 50% dokana semiti , but se ta pakka ghara karinathila
BJP ସରକାର ଗରିବ ପାଇଁ ନୁହେଁ, ଧନୀ ଙ୍କ ପାଇଁ
ବଡ ଲୋକ ମାନେ ଦୁକାନ ଦେବ. ଗରିବ ମାନେ ମରିବେ.କଲା ସମୟ ରେ କାହାକୁ କହି କରିଥିଲ.
ବହୁତ୍ ଭଲ ହେଇଛି। ସରକାର ଜମି ଲୋ ମାଆ। ତୋ ବୋପାର ଜମିକି?
Dio Bjp ku ahuri vote, agaku ahuri vogib
ଓଡ଼ିଆ ଅସ୍ମିତା ନାରୀକୁ ସନମାନ ଧନ୍ୟ ଲୋକ ଯଦି ରହିବେନି ସରକାର ଜମି କଣ ବାଳ ହବକି ଆଗରୁ କହିବାକୁ ପାଟିରେ କଣ ବାଜିଯାଇଥିଲାକି କହିକି ବାଙ୍ଗିଲନି ଭଉଣୀ ରାଜରାସ୍ଥାରେ ଧାରଣାଦିଅନ୍ତୁ ଆଙ୍କୁ ନ୍ୟାୟ ଦିଅ ନଚେତ ତାଙ୍କ ଲୁହରେ ସବୁ ଘାଣ୍ଟି ହବ
ସମସ୍ତ ଦୋକାନକୁ ଭଂଗା ଯିବ, ମରିବ ସବୁ ।
SARKAR I JAGARE KARIBAKU. KIE KAHICHHI😅😅😅
Parivartan chahun thila pa
Compensation dei Diya ..na hele bjp out in 2029
ସରକାରୀ ଜାଗା ର ଛୋଟଵଡ ସମସ୍ତ ଘର ଭାଙ୍ଗ ,
You show your land permission letter, that is not your own land
BJP ଲଙ୍କlଗଡ jie ଆସିଲା ସେ ରାବଣ
ରାବଣ ପୁରୀରେ ରାମ ଖୋଜିଲେ ମିଳିବନି
High court jao au ସାମ୍ବାଦିକଙ୍କୁ ଧରି ps jibakatha
E katha ku neii ki rajaniti karajauu
ଆଛା ମୋତେ ଗୋଟେ କଥା କହିଲ ସରକାର ମାନେ ଜନତା ତ 😢
Yeah woman ku bjd help karantu