ପୁରୁଣା ମିଟର ଭୁଲ ମାନିଲେ, ସ୍ମାର୍ଟ ମିଟର ଲଗେଇବେ ଲୋକ! People have proof against TPCODL Smart Meter, Bbsr.
ฝัง
- เผยแพร่เมื่อ 30 ม.ค. 2025
- ପୁରୁଣା ମିଟର ଭୁଲ ମାନିଲେ, ସ୍ମାର୍ଟ ମିଟର ଲଗେଇବେ ଲୋକ ! People have proof against TPCODL Smart Meter, Bhubaneswar. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our TH-cam Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...
ଜାଗୋ ଗ୍ରାହକ ଜାଗୋ ସମସ୍ତ ଜନ ସଧାରଣ ମନଙ୍କୁ ଅନୁରୋଧ ସ୍ମାର୍ଟ ମିଟର କୁ ଜୋରଦାର ବିରୋଧ କରନ୍ତୁ
ହଁ sir ବରଗଡ ରେ ଦେଖିଲେ ସବୁ ଭାଙ୍ଗି ଦିଆଗଲା
@@Mohandas-xq3md ame andha bhakta amaku 24 yr sasan darkar nahi ame kichi tanka rojogar karibu kintu amaku sabu thire lutile chaliba
@@diptiskumarbal3778chal toilet shaf kar jaldi anpadh Bhikhari berozgar 😂😂😂
ଜୟ ବଜରଙ୍ଗ ଜୟ ଶ୍ରୀ ରାମ ❤
😢😢😢😢😢😢😢😢😢😢😢😢@@pramodsahu4459
ସ୍ମାର୍ଟ ମିଟର ଶୋଷଣ କରୁଛି
ଲୋକମାନଙ୍କୁ
Correct
ଯଦି ପ୍ରମାଣ ହୋଇ ଯାଏ ମନ୍ତ୍ରୀ ପଦ ଛାଡ଼ିବେ
ସବୁ ଲୋକମାନଙ୍କୁ ଅନୁରୋଧ ଯେଉଁ ଅଞ୍ଚଳରେ ବସେଇବାକୁ ଯାଉଛନ୍ତି ସେମାନଙ୍କୁ ପୀଟନ୍ତୁ
ଭାଇ ଯେତେ ବେଳେ ନୁଆଁ କନେକ୍ସନ ନେଲା ବେଳେ ସେତେ ବେଳେ କଣ ପାଇଁ ମନା କରୁନାହାନ୍ତି ଆମେ କଣ ପାଇଁ ସ୍ମାର୍ଟ ମିଟର ବସେଇବୁ.. ନା ଆମକୁ କନେକ୍ସନ ଦିଅ ଜଲ୍ଦି ସେତେବେଳେ ଗ୍ରାହକ କହୁଛି ସ୍ମାର୍ଟ ମିଟର କଣ ପାଇଁ ଲଗାଓଁଛନ୍ତି.... ଭାଇ ପିଲା ଯାଉ ଛନ୍ତି ଲଗେଇବା ପାଇଁ ଆପଣଙ୍କ ଇଛା ହେଲେ ଲଗାନ୍ତୁ ନ ହେଲେ ମନା କରନ୍ତୁ ସେ ଜାଗାରେ ଆପଣଂକ ପରିବାର ର ପିଲା ଯଦି ଚାକିରୀ କରିଥିବ ଆପଣ କଣ କରିବେ କୁହନ୍ତୁ...କାହାକୁ ମାରିବାକୁ ସମାଜକୁ ପରାମର୍ଶ ଦିଅନ୍ତୁ ନାହିଁ ଦୟାକରି...
ଏପରି ଶୋଷଣକୁ ଜନଆନ୍ଦୋଳନ କରାଯାଉ ।
ସ୍ମାଟ ମିଟର ଲୋକଙ୍କର ରକ୍ତ ଶୋଷୁଛି । ମନ୍ତ୍ରୀ କିଛି ନ ଜାଣି ବାଇଟ ଦେଉଛନ୍ତି ।
vul bhai sabu janichanti e galua mantri
Mantri maal ta nei bite deke na
Khali re kahiki debe
Bhai mna icha bill asuchi au tame smart meter payin monthly 60 rupees extra daba kahinki daba kahuna se hisab are barsha ku 720 extra dabu puni tama tame jau electricity use kariba ta payin alaga
ବାଣ୍ଡ ମନ୍ତ୍ରୀ ସେ
କିଛି ବି ଜାଣିନାହିଁ
ସ୍ମାର୍ଟ୍ ମିଟର ପୁରା ଶୋଷଣ କରୁଛି ୟାର ବିରୁଦ୍ଧରେ ଜନ ଆନ୍ଦୋଳନ ନିହାତି ଆବଶ୍ୟକ
ଲୋକ ପ୍ରମାଣ ଦିଅନ୍ତୁ ଆଉ କନକ ବର୍ଦ୍ଧନ ସିଂହଦେଓ ଇସ୍ତଫା ଦିଅନ୍ତୁ
ବିଜୁଳି ମନ୍ତ୍ରୀ ବିଜୁଳି ଉପଭୋକ୍ତାଙ୍କର ନା ଟାଟା କମ୍ପାନୀର. କାହା ଭୋଟରେ
ବିଜେପି ଆସିଲା. କମ୍ପାନୀ ପାଇଁ ମନ୍ତ୍ରୀ ଓକିଲାତି କରୁଛନ୍ତି କାହିଁକି. ଆଗକୁ ପଞ୍ଚାୟତ ମୁନିସିପାଲିଟି ନିର୍ବାଚନ. ସବୁ ଫଇସଲା ହୋଇଯିବ. ବେଳହୁଁ ସାବଧାନ. ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ
You are 100℅
Correct. Sir.
ମନ୍ତ୍ରୀ ଜାଣି ଶିଆଣିଆ କଥା କହୁଛନ୍ତି । tpcodl ଭୁଲଭାଲ୍ ବିଲ୍ କଲେ ଉପଭକ୍ତା କାହାକୁ କିପରି ଗୁହାରି କରିବେ ଜବାବ ଦେବେ କି ? ଦୟାକରି ଉତ୍ତର ରଖନ୍ତୁ ।
ସରକାର କଣ ପାଇଁ ଥର ଥର କରି ଲୋକମାନଙ୍କୁ ଖର୍ଚ୍ଚାନ୍ତ ଏବଂ ହଇରାଣ କରୁଛନ୍ତି. କେବଳ କମ୍ପାନୀ ହାତରେ ଟେକି ଦେଇ ମୋଟା ଅଙ୍କ ର ଅର୍ଥ ଆଦାୟ କରିବେ. କଣ ପାଇଁ ମିଟର ବସିବ.
ସଂପୂର୍ଣ୍ଣ ସତ୍ୟ କଥା। ମନ୍ତ୍ରୀ ନିଶ୍ଚିତ ସେ କମ୍ପାନୀ କୁ ସହଯୋଗ କରୁଛି।
Right Right Right action sir
ମନ୍ତ୍ରୀ ମାନଙ୍କର ଦରମା ତିନି ଲକ୍ଷ ତାଙ୍କୁ ବାଧିବନି, କିନ୍ତୁ ଗୋଟେ ଗରିବ ଲୋକ କୁ ବାଧିବନା ନାହିଁ ମନ୍ତ୍ରୀ ଚିନ୍ତା କରନ୍ତୁ
ଭାଇ mla ଓ mp ବିଲ ଦେୟ ପୈଠ କରନ୍ତିନି, ସେମାନଙ୍କ ପାଇଁ ଏସବୁ ମାଗଣା |
ସତ କଥା ସାର୍ ଆମର ଖରା ଦିନେ 1000 ବିଲ୍
ଆସୁଥିଲା ସବୁ ଚାଲିକି କିନ୍ତୁ ଏବେ ସିତ ଦିନେ କିଛି ନ ଚାଲିକି 1800 ଆସୁଚି
କହିଲେ କର୍ମଚାରୀ ମାନେ ଶୁଣୁ ନାହାନ୍ତି
300 unit free ବିଜୁଳି ବଦଳରେ smart meter. ମଶା କ'ଣ କେବେ blood donate କରେ ।
ଆଜ୍ଞା ଇଲେକ୍ସନ ର ପଇସା ବାହାର କରିବ ବିଜେପି, ଏହା ତା'ର ଚାଲ୍,
ମନ୍ତ୍ରୀ ପେଳକୁ ଛୁଞ୍ଚି ଗେଂଜିଦିଆ ଠିକ ହେଇଯିବ
ବିଜେପି କୁ VOTE ଦିଅନା ଆଉ
ସେ KB ମହାଶୟ କୁ ଜମାରୁ ନୁହେଁ
ପୁରୁଣା ମିଟର କୁ ଭୁଲ୍ ବୋଲି ପ୍ରମାଣ କରନ୍ତୁ
ଏସରକାର ହେଉଛି ମିଛୁଆ
True
ମନ୍ତ୍ରୀ free re current ପାଉଛନ୍ତି ଗରୀବ ଲୋକ ମରିଯାଉଛି bill ବାନ୍ଧି ବାନ୍ଧି
Your every statement absolutely correct and perfect satya sir
Bjd bala ta tata power ku anichanti.. abe khali political bhasan maruchanti
Absolutely
ଠିକ୍ କହିଲେ ଆଜ୍ଞା
ଆଙ୍କର ଦମ ନାହିଁ 300 ୟୁନିଟ ଛାଡ କରିବା ପାଇଁ କାମ ସରିଗଲା ତ ତୁ କିଏ ନା ମୁ କିଏ ରହିଯାଅ ଦେଖିବ 2027 ବେଳେ ଇଲେକ୍ସନ ଜନତା କଣ କରିବେ ଡବଲ ଇଞ୍ଜିନ ର 🤣🤣🤣🤣🤣🤣🤣
Jordar birodh darkar
ଆପଣ ଠିକ କହିଛନ୍ତି, ଆମ ଘରେ ବି smart miter ଲାଗିବଦିନଠୁ bill ଅଧିକ ଆସୁଛି
ମନ୍ତ୍ରୀ ସବୁଯାଣିଛନ୍ତି ।
ଟାଟା ଓଡିଶା କୁ ଲୁଟିବାକୁ ଆସିଚି. ଏଥି ପ୍ରତି ଜନସାଧାରଣ ସଚେତନ ହେବା ଦରକାର..
ଜନଆନ୍ଦୋଳନ ଦରକାର
ହାତରେ ନମାରୀ ଭାତ ରେ ମାରୁଛି
100% thik kahile aapana 🚩🚩
ଠିକ୍,ଲୋକେ ଗୁହାରି କରିବେ କାହାକୁ,tata କିଣି ଦେଇଛି ମୋଦିଙ୍କୁ ଏମାନେ କଣ୍ଢେଇ
Ame BJP ku vote dai bhul karichu,ebe nama nauchu
ଆମେ ଦେଇନୁ ତଥାପି ପସ୍ତଉଛୁ
Exactly perfect Amara aeimiti heichi
ଏ ମନ୍ତ୍ରୀ ଆଜ୍ଞ୍ୟା ଡହରା ଗାଲୁଆ l ମୋଦି ର ---ଚାଟିବା ଏମାନଙ୍କ କାମ ଇଲେକ୍ଟ୍ରି ବିଲ କଣ ଏମାନେ କଣ ଜାଣିବେ l
Tata Ku bahiskar Kari again govt under taking hau
ଆର ମାସରେ ପୁରୁଣା ମିଟର ରେ ବିଲ ଆସିଲା ୧୪୦୦ ଟଙ୍କା, ଏ ମାସରେ ସ୍ମାର୍ଟମିଟର ଲଗାଇ ବିଲ ଆସିଲା ୩୭୦୦ ଟଙ୍କା। ଧନ୍ୟରେ ଟାଟା କମ୍ପାନୀ.।
ଏଥର ସମସ୍ତେ ନବୀନ ବାବୁ ଙ୍କୁ ଖୋଜିବେ 😁😁😁
ସ୍ମାର୍ଟ୍ ମିଟର ଆମ ମାନଙ୍କ ରକ୍ତ ଶୋସୁଚି। ଏ କଥା ମନ୍ତ୍ରୀ ଜାଣିଛନ୍ତି କିନ୍ତୁ କିଛି ନ ଜାଣିବା ଭଳି ରୋଲ୍ କରୁଛନ୍ତି। ଦେଢ଼ ଗୁଣା ରୁ ଅଧିକ ବିଲ ଆସୁଛି।
BJP HELA DAHA MICHHUA SARAKAR ODISHA 1 NUMBUR
ଠକ ଟାଟା ଓ ମୋଦି ର ବିଜେପି.
ବିଜେପି ମୋଦି ଅମ୍ବାନୀ ଟାଟା ମିଶିକି ଦେଶକୁ ଲୁଟିବେ
ଜାଗଗ୍ରାହକ, ପୁଣି BJP ସରକାରକୁ ହଟାଇବାକୁ ପଡିବ
Ai bhalia Loko mantri haba रो जागेयता दरकार अछी,दिल से i like you ❤❤❤
ମନ୍ତ୍ରୀ ପ୍ରମାଣ ମାଗିଲେ ଗାଲ ଉପରେ ପ୍ରମାଣ ଦିଆଯିବ
ରାଜ୍ୟ ସରକାର ନିଜେ ବିଦ୍ୟୁତ୍ ବିତରଣ ଦାୟିତ୍ଵ ନିଅନ୍ତୁ ,, ତାହେଲେ ରାଜ୍ୟବାସୀ ଲୁଟ୍ ହେବାରୁ ବଞ୍ଚିତ ହେବେ ।
ଠକ ସରକାର ଡବଲ ଠକ😂😂😂😂😂😂😂😂😂😂😂😂
ନବୀନ 100ଇଉନିଟ ବିଲ ଛାଡ କରିବାକୁ କହିଥିଲା। ମୋହନ ସରକାର କେତେ ଛାଡ଼ିବ ସମୟ କୁ ଅପେକ୍ଷା,,ବିଦ୍ୟୁତ୍ ରେ ଆମ ରାଜ୍ୟ ଏକ ବଳକା ରାଜ୍ୟ । ବିଲ ଛାଡ କଲେ ସରକାର ର କଣ ଚାଲି ଯାଉଛି କି ? ଟାଟା ଠାରୁ ଓପରି ପାଇଁ ଶକ୍ତି ମନ୍ତ୍ରୀ ସଫ୍ହେଇ ଦଉଛି ।
ଠିକ୍ କହିଲେ ଅଜ୍ଞା । ଏ ହେଉଛି ସରକାର ର ବଡ଼ ଅପାରଗତା। ଏ ସରକାର ଲୋକଙ୍କ ପାଇଁ କାମ କରିବାକୁ କହି ପଦ କୁ ଆସିଲା ପରେ ଲୋକଙ୍କର ସବୁ ଜମା ପୁଞ୍ଜି ଖାଇବାକୁ ଲାଗିଛି। ଅତ୍ୟାବଶ୍ୟକ ଜିନିଷ ର ଦର ରେ ଲଗାତାର ବୃଦ୍ଧି। ବାଃ ଡବଲ ଇଞ୍ଜିନ ଡବଲ ବିକାଶ 😢
Bhumiter lagei paesha thaki neouchi tata compani
Right 👍
ନବୀନ ସରକାର ଥିଲା ବେଳୁ ସ୍ମାର୍ଟ ମିଟର ବସିଲାଣି.
It is a clear sign of LOOT. The public should unite in the fight for justice. We request,Odisha government should seriously look into this matter.
ସେହି ମନ୍ତ୍ରୀ ମାନଙ୍କ ର 60%ବିଜୁଳୀ Bill ଛାଡ। ସେହି ୬୦%ବି ବିଜୁଳୀ Bill ଓଡ଼ିଶା ବାସୀ ଦେଉଛନ୍ତି
Kv singh deo ତୁମ ରାଜନୀତି ବେଶୀ ଦିନ କାମ କରିବନାହିଁ
ପ୍ରଥମେ ବିଲ କୁ ତୁଳନା କରା ଯାଉ ଏବଂ ଲୋକ ଯେତିକି ବ୍ୟବହାର କରିବେ ସେତିକି ଦିଅନ୍ତୁ. ଅନ୍ୟଥା ଜନ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୁଅନ୍ତୁ
❤❤❤ satyajet ❤❤❤❤bhai❤❤❤❤namaskar❤❤❤❤
Good news
ଅଘୋଷିତ ବିଦ୍ୟୁତ କାଟ ର ବି ଆଭରେଜ ୟୁନିଟ ଦିଆହେବ
ସେ ଶଳା ଲୋକଟିର ଟିକେ ବି ଯୋଗ୍ୟତା ନାହିଁ,ଅଥଚ ଶକ୍ତି ମନ୍ତ୍ରୀ ହେଇଛି,ଶଳା ଭାବିଛି ଅପାଳକ ରାଇଜରେ ପାଳ ବିଣ୍ଡା ମନ୍ତ୍ରୀ ହେଲେ ଏପରି ଅବସ୍ଥା ହୋଇଛି......
Very very nice👍👍👍👍
ଗତ BJD ସରକାର ଲୋକଙ୍କ ବେକରେ ଫାସ ଲଗାଇଛି....କାରଣ ନିଜର ଢିଙ୍କିକୁ ଅନ୍ୟଜଣକୁ ମାଲିକ କଲେ ସେ ପରିବାରର ଅବସ୍ଥା ଜାହା ହେବ।
ଇଲେଟ୍ରି ପ୍ଲାଣ୍ଟ ଓଡ଼ିଶାର(ଆମର)ମାଲିକକଲୁ ଟାଟା କୁ
Tata bill re mistake kari consumer ku lutuchi & thakuchi
ସତ୍ୟଜିତ ବାବୁ ଆପଣଙ୍କ ପୁର୍ବତନ ସରକାରୀ କଳ ଯେଉଁ କମିସନ ଖାଇଛନ୍ତି
ତାହାର ଫଳ ଜନସାଧାରଣ ଭୋଗୁଛନ୍ତି
Sea khaile tanku dara
ମିଲି ଭଗତ ଲୂଟିବା ପାଇଁ ପୁରା 5 ବର୍ଷ
You are right,stop smart meter.
Thik katha
Right, first let them declare that the meter installed earlier was defect one
C.B.D.C ମୁଦ୍ରା ଆସିବା ପାଇଁ ଏସବୁ ଷଡ଼ଯନ୍ତ୍ର କରାଯାଉଛି
Right sir
ବିଦ୍ୟୁତ ବିଲ ର ପ୍ରଣାମ ଦରକାର ବଏଲେଁ ମୁଇଁ ଦେମି ଆସ କେନ ମାଗିହା ମନ୍ତ୍ରୀ ଆସୁଛ ବରଗଡ ଜିଲ୍ଲା ର ପ୍ରତେକ ଘରେ ପ୍ରଣାମ ଦେବେ
Good tally
Jago janasadharan jago e sarkar digital na re alpa dianre odisha lokanku maridebe
Right katha bhai
ଆପଣ ମାନେ ଚିନ୍ତା କରନ୍ତୁ ଆମ ଘରେ ମୋ ମା ଙ୍କ ନା ରେ ମିଟର ଅଛି . 2 ଟି। ବୋଲବ୍ ଅକଟୋବର ମାସ ରେ 59 ଆଉ ନଭେମ୍ବର ମାସ ରେ 576 ତାହା ହେଲେ ଆମ। 2 ଟି ବୋଲବ ର ଦୋଷ ନା କାହାର। ଦୋଷ 😂😂😂😂 prove ବି ଅଛି
Right sir
Many many thanks for raising the Core Issues.
Rahul pm hele jete company achhi lndia re like Ambani,Adani,Tata samastanka Gandi Mari Daba jago grahaka jago
Pura perfect Katha sir
Very good bhai
Right
Right brother
Right
Tata Power lokanku thakuchi
#boycottsmartmetre
Amar. 3guna bill asuchi please kichi karajau
ମନ୍ତ୍ରୀ ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଉ ଶକ୍ତି ବିଭାଗ ରୁ କେତେ ପାଇଗଲେ କି
Next change other' party and road jam.
2-3 times ...Bill
Sir thik kahichanti
Right kahucha Bhai, smart meter kehibi lagantu nahi ,
ମୁର୍ଖ କେଜିଏ ଆଳୁ ଡିଜିଟାଲ ପାଲାରେ ବି କିଲେ ହେବ ଦାଣ୍ଡି ପାଲା ରେ ବି ସେତିକି ହେବ କଣ୍ଟା ପାଲା ରେ ବି ସେତିକି ହେବା ଅଧିକା କୁଆଡୁ ଆସିବ ଆମ ମାନଙ୍କ ମାଗଣା ଖାଇବା ଅଭିୟାସ ତ ଟିକେ ଗ୍ରହଣ କରିବାକୁ ସମୟ ଲାଗିବ
Bjp ku vote dia.sabu thik heijiba
ମୋର ଓଟିଭି କୂ ଅନୁରୋଧ ଯେ ମୋଠାରୁ ଫାଇନି ପକାଇଛନ୍ତି ଇଲେକ୍ଟ୍ରିକାଲ । ମୋର ମିଟର ଠିକ ଅଛି । ସ୍ମାଟ ମିଟର ଲଗାନ୍ତୁ ନାହିଁ।
Smart meter re କଣ ୟୁନିଟ ଉଠିବନି କି
Unit kete tanka
ଶୋଷଣ କରୁଥିବା electric ବିଭାଗକୁ direct ମାଡ ଦରକାର
Pura thik ground ru mada haba start haijau