Bhai madam bahut chalak college re kn class haunahi na madam office baharaku asunahanti tanka th pilanko tharu gani gani neuchonti 😏 +3 pila ya vitore Bus kari junior senior mise rali karite goleni athoba kaunosi sir/madam Jani nahanti baa bhakua bonei bonei abhyas hai golani college principal Mane pila nko bapa, maa rakto ku chosi khau chonti ate moruchonti paisa pain +3 pila kn ate pilanko bus bhada nijo hatoru dele ?
Sir apna janithibe se choto college heu ki bada college jete parjyanto principal madam/sir ko permission nahi pila hali paribeni th athi kn pain Amiti hela ?puni jhio chua jodi Kia kauthi rago rakhila abeka ain kanun th apano janithibe au bahut case b suni thibe tenu apari karuthiba principal madam 1,2 bahishkar Kara gole sabu line ku asijibe🙏
Who are u ea katah kahiba pai tame kia eathire jamabi principal anka hata nahi ke se bhul bi karinahati jahabi karuchanti se ta apana mane karuchanti apana hni sabu micha katha prachara karuchanti
@@_mr___rajput 25 year sasana re cold kn paiin karini BJD tike kuha bhai au 100 politics Kari thile karithanta cold storage thile other state upare depends habaku padi n thanta.
@@AlokSahoo79 tame mo cmt bujhi parilani ind re 2nd mada piuthiba rajya odisha kintu agriculture upare kichhi new policy nanhi cold store banhi khali mada piaa vote dia kudhia hua 😂😂
Class bi Dina Sara hueni hela ta boli kn tanku jagi thibe class pare bi au bi jadi kau pila class na asiki sethiki jiba kehi kichhi kariparibeni @@rabindrakumarmohanty9415
ଦୁଇ ଜଣଙ୍କୁ ବହିସ୍କାର କରାଯାଉ
ଏହି ମାଡାମ ଙ୍କ କଥାରୁ ଜଣାପଡ଼ୁଛି ଏଥିରେ ପୁରା ଶାମିଲ ଅଛନ୍ତି ।
ଯେଉଁ ପିଲାମାନେ ପାଠ ପଢ଼ିବାକୁ ଯାଇ ଦଳୀୟ ରାଜନୀତି ରେ ଭାଗ ନେଇଥିଲେ ସେମାନଙ୍କ କଣ୍ଡକ୍ଟ ବ୍ଯାଡ୍ ଲେଖି କଲେଜ ରୁ ରଷ୍ଟିକେଟ୍ କରାଯାଉ।
ଛୋଡ଼ି ପକେଇଵ ରବରଷ୍ଟାମ୍ପ ସରକାର।
Right 👍
Right 👍
Right ghare jaiki poltics karibe
Bhai madam bahut chalak college re kn class haunahi na madam office baharaku asunahanti tanka th pilanko tharu gani gani neuchonti 😏 +3 pila ya vitore Bus kari junior senior mise rali karite goleni athoba kaunosi sir/madam Jani nahanti baa bhakua bonei bonei abhyas hai golani college principal Mane pila nko bapa, maa rakto ku chosi khau chonti ate moruchonti paisa pain +3 pila kn ate pilanko bus bhada nijo hatoru dele ?
ଏମାନଙ୍କ ବିଜେଡି ପ୍ରେମ ଯାଈ ନାହିଁ ଏମାନଙ୍କ ଉପରେ କଠୋର ଦଣ୍ଡ ମିଳୁ
Au kn Khali bjp Prema karia
କଲେଜ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ଚାକିରୀ ରୁ ବହିଷ୍କାର କରାଯିବା ଉଚିତ୍।
Mohan majhi bahar Kariba na apana
BJD ବାଲା ସବୁ ପାଗଳ କୁକୁର ପରି ହେଇ ଗଲେଣି ହାରିଲା ଦିନରୁ ମନ ଇଚ୍ଛା ଆନ୍ଦୋଳନ ଜାରି ରଖିଛନ୍ତି 😂😂😂😂😂😂😂👉BJD ଆଉ ଆଗକୁ ଜିତି ପାରିବ ନାହିଁ ✅
ନୂଆ ଓ ହେଇଥିବ ଭାବିକି ଯାଇଥିଲେ ଆଉ ସେ ଲ୍ଫି ନେଇ ଥାଆନ୍ତେ
Tu poka .mahghiha
Kn vai mohan Majhi bopa ra @@SureshMohanty-ez2us
ଏମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଉ
ତୋ ବାପା ଦେଇଥିଲା ତାଙ୍କୁ ଚାକିରୀ ନାଇ ରେ ଚୂତିଆ 😂😂😂😂
ପିନସପାଲ କୁ ସସପେଣ୍ଠ କରାଯାଉ
ଏ ଦୁଇ ଜଣଙ୍କୁ ବହିସ୍କାର କର।
Right
ତୋ ବାପା ଇଛା ରେ ଆଉ। ମୁଁ ଯୁଆଡେ ମନ ଯିବି ଦେଖିବା ମତେ କିଏ ରୋକିବ। ମୋ ଘର ଲୋକଙ୍କୁ କିଛି ଅସୁବିଧା ନାହିଁ ବାହାର ଲୋକ କଣ କହିବେ?
କାହାର ଅଧିକାର ନାହିଁ ଆମ ଛାତ୍ରଙ୍କୁ ମନାକରିବା ପାଇଁ।
75% attendance ଆଉ ସବୁ semester, internal exam ଦେଲା ପରେ କାହାର କୌଣସି ଅଧିକାର ନାହିଁ ଆମ ଉପରେ ଆଙ୍ଗୁଠି ଉଠାଇବ। ଆମେ ଛାତ୍ର କୌଣସି ସରକାରୀ କର୍ମଚାରୀ ନୁହଁ ଯେ ଆମକୁ suspend କରିବ।
75% attendance ଦେଲା ପରେ ଆମେ bar, disco ଗଲେ ବି କାହାର ଅଧିକାର ନାହିଁ ଆମକୁ କିଛି କହିବ
@@skylife2273ଏଗୁଡ଼ିକ ନିଚମନା ବିଜେପି ର କାମ। ଆଗକୁ ଏମାନେ ଜୋତା ଖାଇବେ।
Magiha padhite asichu na rally karite@@skylife2273
@@skylife2273BJD au taku support କରୁଥିବା ପିଲାମାନେ, ସେମାନେ ଯାହା କୁହନ୍ତି ଆଉ କରନ୍ତି ସବୁ ଉଚ୍ଚ କୋଟିର, ମାନିବାକୁ ପଡ଼ିବ ତମ ଶିକ୍ଷାକୁ 😂😂😂😂
ବିଜେଡି ର ପୁରୁଣା ରୋଗ, ପିଲାଙ୍କୁ ବର୍ବାଦ କରିବା. ଆଗେ କଲେଜ ପିଲାଙ୍କୁ ସଲାଟ, ଡାଲେମା, ପାମ୍ପଡ ଦଉଥିଲେ, ଏବେ ସେମାନଙ୍କୁ ବୋଧେ ମାଳିସାହି ପଠେଇ ଦବ 😡😡
😂😂😂
Naba kishor babu bhadrami sikha .jhia pilanku mali sahi pathaiba kahinki kahila sapose se jhia pilanka vitare tumara jhia ki samperkiara jhia hoithibe .raliku jaichhanti ta au kuade jainahanti .
ଆଗ ପିନ୍ସିପଲ୍ କୁ ସସ୍ପେଣ୍ଡ କରାଯାଉ
ଏ ସମ୍ପୂର୍ଣ ବିଜେଡି ଦାଇ
ଏଥିପାଇଁ ନବୀନ ବାବୁ ଦାୟୀ।
Ame gaurdian mane dayee
ଆକ୍ସନ ନିଆଯାଉ ପିଲା ମାନେ କହୁଛନ୍ତି ଆମଙ୍କୁ teacher ପଠେଇଛନ୍ତି
ବିଜେଡି ପିନସିପାଲ
ରମାଦେବୀ ମହିଳା ମହାବିଦ୍ୟାଳୟ କୁ ଭାଙ୍ଗି ଦିଆ ଯାଉ।
Mandira hau
Nai sir
ଆଉ ଚଳିବନୀ ବିଜେଡି ରାଜ 😜👍
Good Reporter odisha reporter 👌
ଇସ୍ପିତା ସାହୁ କଥାରେ ଜାଇଥିବେ
Ipsita thile arrest karajau .
Sir apna janithibe se choto college heu ki bada college jete parjyanto principal madam/sir ko permission nahi pila hali paribeni th athi kn pain Amiti hela ?puni jhio chua jodi Kia kauthi rago rakhila abeka ain kanun th apano janithibe au bahut case b suni thibe tenu apari karuthiba principal madam 1,2 bahishkar Kara gole sabu line ku asijibe🙏
Sulata Deo
College କର୍ତ୍ତୁପକ୍ଷ କିଛି ଜାଣି ନାହାଁନ୍ତି ମିଛ କଥା ଏ ମାନଂକୁ suspend କର
Take Action immediately
ଜୟଶ୍ରୀ ରାମ ବିଜେପି ବଞ୍ଚାଅ ଦୁନିତ ଅଟାଅ ଜୟ ଜଗନ୍ନାଥ ପାପିକୁ ବିନାଶ କର
Mahon Babu ଏ madam କୁ ଆଉ ଏହି କାର୍ଯ୍ୟରେ ଯୋଗ ଦେବା ପାଇଁ ଯେଉ lectures staff ପିଲାମାନଙ୍କୁ କହିଛନ୍ତି ସେମାନଙ୍କୁ suspend କର । ଏଭଳି ଶିକ୍ଷକ odisha school, college ରେ ଦରକାର ନାଇ । ଏମାନେ ସଳେ କେବଳ ପଇସା ଖାଇ ଜାଣିବେ ପିଲାଙ୍କ ଭବିଷ୍ୟତ କଣ ଜାଣିବେନି
ପିଲା କ'ଣ ନାକରେ କ୍ଷୀର ପିଉଛନ୍ତି କି? ତାଙ୍କୁ ପଠେଇବା କଥା କ'ଣ ତର୍ଜମା କରାଯାଉଛି ? ଆଜିକାଲି ପିଲା,ନିଜ ହାତରେ ନିଜେ ଚଉଦ ପା' ଭଳି କାମ କରୁଛନ୍ତି।ବୋପା,ମା'ଙ୍କ କଥା ମାନୁନାହାନ୍ତି।ଆଉ ସ୍କୁଲ ବା କଲେଜ ସାର୍ ଙ୍କୁ କିଏ ପଚାରେ। ସରକାର ତ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରିଦେଇଛନ୍ତି ସ୍କୁଲକୁ। ସେବେଠାରୁ ସାର୍ ମାନେ ଡରିକି ଚଳୁଛନ୍ତି ସ୍କୁଲରେ।ଏଗୁଡା କେଵଳ ପିଲାଙ୍କ ଆଳରେ ରାଜନୀତି କରିବା ଛଡା ଆଉ କିଛି ନୁହେଁ।
ଯେଉଁମାନେ କଲେଜରେ ପାଠ ପଢିଥିବେ ଏ ପ୍ରକାର କଥା କହିବେ ନାହିଁ। କଲେଜରେ କେଉଁଦିନ ଗୋଟିଏ କ୍ଲାସ ଥାଏ ତ କୋଉ ଦିନ 5 ଟା। ତା ପରେ ପିଲା ସମ୍ପୂର୍ଣ୍ଣ ସ୍ଵାଧୀନ। କଲେଜ୍ ପିଲା ଯେତେବେଳେ ସିନେମା ଯାଉଛନ୍ତି, ମଲ୍ ରେ ବୁଲୁଛନ୍ତି, କାଫେ ରେ ଖାଉଛନ୍ତି ଏହି ସାମ୍ବାଦିକ ତାର କେତେଟା ଭିଡିଓ କରିଛି। ଆଜି ଯେତେ ଜଣ ଏ ବିଷୟରେ ବଡ଼ ବଡ ଭାଷଣ ଦେଉଛନ୍ତି, ଟିକେ ସତ କହିବେ ଆଜ୍ଞା ମାନେ କଲେଜ ଜୀବନରେ ଆପଣ କଣ ଜମାରୁ କ୍ଲାସ ନକରି ଏସବୁ କାମ କରିନାହାନ୍ତି।
ସମ୍ପୂର୍ଣ୍ଣ ରାଜନୈତିକ, ଗୁରୁତ୍ଵ ହୀନ ରିପୋର୍ଟ। ମାଲିକଙ୍କୁ ଖୁସି କରାଇବାର ଚେଷ୍ଟା।
ପିଲା ଙ୍କୁ ତ ଇଲେକ୍ସନ ପୂର୍ବରୁ ୧୦ ହଜାର ଦେଇକି ସେଟ୍ କରିକି ରଖିଚନ୍ତି ,ଏବେ ତର୍ଜମା କଲେ କଣ ହେବ
ବିଜେଡି ଦଳରେ ଦଲାଲ୍ ଭାବରେ କାମ କରିବା ଭୁଲ୍, ବାପୁନ୍ 24ବର୍ଷ ଅଣ୍ଡା ଖାଇଲ
ଆଉରି ଲୁଟ୍ ପଟ କରିବାକୁ ମନ୍
Students are future of nation.
Well done children for standing with Truth.
ଛାତ୍ରି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଭଲ ହୁଅନ୍ତା
Strong action ସେହି+3 ପିଲା against ରେ ନେବା ଯିବା ଉଚିତ୍।
ସବୁ ଜାଣି ଶୁଣି କରିଛନ୍ତି
ତୋତେ ଜଣା ନାହିଁ କି ଏଠି ଭାଷଣ ଦଉଛୁ ଏବେ ସମ୍ଭାଳିବୁ ବିଜେଡି ଆଉ ବିଜେପି ହେଲା
ସବୁ ପିଲାମାନଙ୍କୁ ପଚାର ଯଉ ଯେ କିଏ ତାଙ୍କୁ ପଠାଇ ଥିଲେ ଯୋଉମାନେ ପଠାଇଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ଯଦି ପିଲାମାନେ କହିବେ ନିଜ ଇଚ୍ଛାରେ ଯାଇଥିଲେ ବୋଲି ପିଲାମାନଙ୍କୁ ପଚାର ଯାଉ ଯେ କଲେଜ ଡ୍ରେସ ପିନ୍ଧି କ'ଣ ପାଇଁ ଯାଇଥିଲେ ତା ପରେ ଯିଏ ଦୋଷି ବିଚାର କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ଏ ବିଜେଡି ପିଲାମାନଙ୍କୁ ବରବାଦ କରିଦେବ ଏତେ ଯଦି ପିଲାଙ୍କୁ ରାଜନିତି ଶିଖାଇବାର ଥିଲା କଲେଜ ଇଲେକସନ କ'ଣ ପାଇଁ ବନ୍ଦ କରିଥିଲା ଆଉ ସେ ମନଇଚ୍ଛା ଚଳିବନି ବର୍ତ୍ତମାନ ବିଜେପି ସରକାର ଆସି ଯାଇଛି
ଏଭଳି ଭୂଲ ଅକ୍ଷମଣୀୟ
ଦୁର୍ନୀତି BJD ସରକାର
Principal Madam ସବୁ ଜାଣିଛନ୍ତି ତାଙ୍କ ଦ୍ଵାରା ପିଲାମାନଙ୍କୁ ପଠାଇଛନ୍ତି
College madam ku suspend kara
ସେ କଲେଜ ର ସବୁ ଷ୍ଟାଫ୍ ଙ୍କୁ ଗିରଫ କରାଯାଉ ଆଉ କାର୍ଯ୍ୟ ରୁ ବିଦାୟ କରାଯାଉ
Who are u ea katah kahiba pai tame kia eathire jamabi principal anka hata nahi ke se bhul bi karinahati jahabi karuchanti se ta apana mane karuchanti apana hni sabu micha katha prachara karuchanti
ବିଜେଡି hangover ପିଲା ଙ୍କର ଯାଉନି। ସାର୍ ମାଡାମ୍ କଣ କରିବେ? ସିଏ କଣ ସବୁ ପିଲା ଙ୍କୁ ଜଗିକି ବସିବେ। ଜଣେ ପିଲା ଯଦି କଲେଜ କୁ ଆସି କଲେଜ୍ ନଯାଇ ଅଲଗା ଆଡେ ଯିବ ସାର୍ କଣ କରିବେ? ଦୟାକରି ତାଙ୍କୁ ଦୋଷ ଦିଅନ୍ତୁ ନାହିଁ।
Every gvt employee should transfer in every 3 to 4 years of job continiously
ଦାୟିତହୀନ କର୍ତ୍ତବ୍ୟ କରୁ ଉଭୟଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଉ ଏ ଦୁଇ ଜଣ ବିଜେଡି ଵାଲେ 😄😄😄
Right 👍👍
ପାଠରେ ତ ଆଉ ମନ ନାହିଁ.. ସାଠରେ (ଯୁବତୀ ଗୁଣ୍ଡା ବାହିନୀ) ରେ ଲାଗିପଡନ୍ତୁ..
Need strong action against those students are involved with the BJD political rally along with this particular lecture and Prinipal.
ପ୍ରିନ୍ସିପାଲ କୁ ଚାକିରିରୁ ବହିଷ୍କୃତ କରାଯାଉ।
Immediate suspension both principal and incharge then enquiry
କଲେଜ୍ ସ୍କୁଲ ନୁହେଁ।
ସ୍କୁଲ୍ ର ଗୋଟିଏ ଶ୍ରେଣୀ କକ୍ଷ ରେ ପିଲାଏ ଦିନ ୧୦ ରୁ ଅପରାହ୍ନ ୪ ପର୍ଯ୍ଯନ୍ତ ବସନ୍ତି। କେହି ପ୍ରଥମ ପିରିଅଡ୍ ରେ ଉପସ୍ଥିତ ଥାଇ ପରବର୍ତୀ ପିରିଅଡ୍ ରେ ନଥିଲେ,ଜଣାପଡେ। ଖୋଜା ହୁଏ ।ତାଗିଦ୍ କରାଯାଏ ।ଅବିଭାବକଙ୍କୁ ଖବର ଦିଆଯାଏ।
କଲେଜ୍ ରେ ସେମିତି ହୁଏନି। ଯେତେ ଗୋଟି ପିରିଅଡ୍ ,ସେତେ ଗୋଟି ଶ୍ରେଣୀ କକ୍ଷ ଓ ପ୍ରତ୍ଯେକ କ୍ଲାସ ଆରମ୍ଭରେ ଉପସ୍ଥାନ ନେବା ହୁଏ।
ଜଣେ ଛାତ୍ର ଘରୁ କଲେଜ ଆସି ଆଦୌ କ୍ଲାସ୍ କୁ ଯାଇନପାରେ,କେବଳ ଗୋଟିଏ ଦୁଇଟି କ୍ଲାସ ରେ ଉପସ୍ଥିତ ରହି ପରବର୍ତୀ କ୍ଲାସରେ ଅନୁପସ୍ଥିତ ରହିପାରେ।
କଲେଜ୍ ରେ ଛାତ୍ର ର ଗତିବିଧି ଅଧ୍ଯାପକଙ୍କ ନଜରରେ ରହିପାରେନି।
ହୁଏତ ଆବାସିକ କଲେଜ୍ ରେ ଛାତ୍ର ଅଧ୍ଯାପକଙ୍କ ନିୟନ୍ତ୍ରଣ ରେ ଥାଇପାରନ୍ତି।
ରମାଦେବୀ ମହିଳା କଲେଜ୍ ର ଅଧ୍ଯକ୍ଷ ମହୋଦୟାଙ୍କୁ ଯେଉଁ ପ୍ରଶ୍ନ ସବୁ ପଚରାଯାଉଛି ,ତାହା ଅବାନ୍ତର।
ମହାଶୟ ଥଥ ମମ ହେଉଛନ୍ତି ,କାରଣ ସେ ସରକାରୀ ଚାକିରିଆ।
ମୋହନ ସରକାର " ଆକ୍ସନ " ନେଇଯିବେ, ଚାକର ର ଚାକିରୀ ଖାଇଦେବେ !
ଓଡିଶା ରିପୋର୍ଟର ଆପଣ ଜାଣିବା ଦରକାର ଯେ,
ଆଦ୍ଯ ଯୌବନାବସ୍ଥା ରେ ଜଣେ କଲେଜ୍ ଛାତ୍ର ଅତ୍ଯନ୍ତ ସ୍ୱାଧୀନଚେତା,ଗଭୀର ଆତ୍ମବିଶ୍ୱାସୀ ଓ ଗତାନୁଗତିକ ଶ୍ରୁଙ୍ଖଳା ଭଙ୍ଗି ଅନନ୍ଦ ପାଉଥିବା ବ୍ଯକ୍ତିତ୍ୱ।
+୨ ର ପ୍ରଥମ ବର୍ଷ ରେ ସେ କଲେଜ୍ ରାଜନୀତି ରେ ସକ୍ରିୟ ହୁଏ।
ରାଜନୈତିକ ଦଳର ରାଲି ରେ ଆସିବା ତା ନିଜ ବ୍ଯକ୍ତିଗତ ଆଗ୍ରହ ଓ ଉଦ୍ଦାମତା ପରିପ୍ରକାଶ।
ସେଥିପାଇଁ ଜଣେ ଛାତ୍ର କୁ ପ୍ରଶ୍ନ କରିବାକୁ ତୁମେ କିଏ ??
ରମାଦେବୀ କଲେଜ ପ୍ରିନ୍ସିପାଲଙ୍କୁ ପ୍ରଶ୍ନବାଣ ରେ ହନ୍ତସନ୍ତ କରିବା ତୁମ ପକ୍ଷରେ ଅତ୍ଯନ୍ତ ଅସୋଭନୀୟ।
This was the common practice over the years . University administrators were doing it for their survival and continuance !!
ଏକ ନଂ ନବୀନ କଣ କିଛି ଦେଖୁନି ନା କ୍ଷମତା ନିଶା ଏବେବି ଛାଡ଼ିନି
କେତେ ଟଙ୍କା ପ୍ରିନସିପାଲ ମାଡାମ ନେଇଛନ୍ତି, ପିଲାଙ୍କୁ rally ରେ ଯୋଗ ଦେବାକୁ.
ଦର ଦାମ୍ ବଢିବା କଥା ମିଡିଆରେ ପ୍ରସାରଣ କରୁନାହାନ୍ତି କାହିଁକି
ସ୍ୱଚ୍ଛଳ ବର୍ଗ ମାଗଣା ଜିନିଷ, କାଳିଆ ସୁଭଦ୍ରା ଗ୍ରହଣ ନ କଲେ, ସମସ୍ତେ ନିଜ ଜମିବାଡ଼ିରେ ଶସ୍ୟ ପନିପରିବା ଚାଷ କଲେ ଦରଦାମ ଆପେ କମିବ.. ଦରଦାମ ବୃଦ୍ଧିର କାରଣ ଆମେ ନିଜେ..
Ethi pai kahaku dai kariba ??25yr ra safalata naa ,60-70 ru alu 25-30 ku khasiba tamato 15 ku asiba new govt ra safalata ??
@@_mr___rajput 25 year sasana re cold kn paiin karini BJD tike kuha bhai au 100 politics Kari thile karithanta cold storage thile other state upare depends habaku padi n thanta.
@@AlokSahoo79 tame mo cmt bujhi parilani ind re 2nd mada piuthiba rajya odisha kintu agriculture upare kichhi new policy nanhi cold store banhi khali mada piaa vote dia kudhia hua 😂😂
ନଵୀନ ବାବୁ ଙ୍କୁ ପଚାର ପଚିଶ ବର୍ଷ ରେ କେତେଟା ଶୀତଳ ଭଣ୍ଡାର ରାଜ୍ୟ ରେ କରିଛନ୍ତି।
ପଇସା ଖାଇଛନ୍ତି ଯିବେନି କେମିତି ହାରାମି principal and madam
କ୍ୟାମ୍ପସ୍ ଠିକ୍ କରି ଲେଖନ୍ତୁ ।
ସ୍ୱାତୀ ମାଡାମ ଆନ୍ଦୋଳନ ତୁମ ରିପୋଟର ମତରେ ଠକି ନଥିଲାକି? ଆପଣ ଙ୍କୁ ଦରଦାମ ବାଡ଼ୁନିକି?
ଶିକ୍ଷା ବିଭାଗର ମନ୍ତ୍ରୀ ମହୋଦୟ ଙ୍କୁ ଅନୁରୋଧ କଲେଜ ଅଧ୍ୟକ୍ଷ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପିଲାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରନ୍ତୁ।
ନବୀନ କଂ ଲୋକ ପିର୍ୟତା କେତେ ଏଇଠାରୁ ବାରି ହେଉଛି ଯେ କଲେଜ ଛାତ୍ର ଛାତୀ ସହିତ ଅନେକ ରାଜ୍ଯ ବାସୀ ବିନା ମତଲବ ରେ ନବୀନ କଂ ସହିତ ଠିଆ ହେଲେ।
RD WOMEN'S COLLEGE 😜😜😜😜😜 ବହୁତ Famous
ମାଡ଼ମ୍ ଟଙ୍କାନେଇ ପିଲାଙ୍କୁ ରାଲି କରିବାକୁ ଛାଡିଛନ୍ତି ପିଲାଙ୍କୁ ଖାଲି ଗୁପଚୁପ୍ ଖାଇବାକୁ କିଛି ପଇସାଦେଇ ଆଉ ସବୁ ମାଲ୍ ନିଜେ ନେଇଥିବେ
Apana ta bahut kataha janicahnati na please chup ruhantu sata Katha na jani dosa kahaku diantuni apana aga nijaku dekhantu apana kan karucnati
Suspend karidia thik size heijibe😂😂😂
Suspend kara
ଆରେ BJP କୁକୁର ଗୁଡାକ ଏଇଟା ଓଡିଶା ରେ ନୁହେଁ ସବୁ ରାଜ୍ୟ ରେ କଲେଜ ପୁଅ ଝିଅ ହରତାଳ କରୁଛନ୍ତି ଏ ଅନ୍ଧ ଭକ୍ତ ମାନେ ଜାଣିବା ଦରକାର ଆଉ ଏ OR ରିପୋର୍ଟର ତ ପରମ ମାଗିହା
Ok❤
Tk educate hei thile ei mantabya dei na thanta
ପିନ୍ସିପାଳ ଆଉ କଲେଜ ଇନ୍ଚାର୍ଜ କେତେ ପିସି ଖାଇଛ ନ ନବିନ୍ ପାନ୍ଡୁ ତୁମକୁ ପେଳିଛି ନା ତାର ପେଲା ଖାଉଛ
Deserving action taken
ପିନ୍ସପାଲ କୁ ସଂସ୍ପେଣ୍ଡ କରାଯାଉ
ମାଡାମ ପିଲାଙ୍କୁ ଦୁଧ ଦିଅ ସେ ପିଲାଙ୍କୁ କିଛି ଜଣାପଡୁନି
Pzzz immediately suspended karajau.
ରମାଦେବୀ =ବିଜେଡି.
ଏ ଅଧିକାରୀ ମାନେ ସେଇ ଗୋଟେ ଦିନ totallly କ୍ଲାସ ନ କରି ପିଲାଙ୍କୁ ରାଲୀ ରେ ଯୋଗ ଦେବା ପାଇଁ ଜନିକୀ ପଠେଇ ଛନ୍ତି , ସେମାନଙ୍କ ଗୋଟେ ମାସ ର ଦରମା ଦିଆ ନ ଯାଉ
Turanta action niajau 🤣😂🤣😂
Navin Pattanaik is very popular amongst students also
Good reporter
କ୍ଲାସ ସରିଲା ପରେ ପିଲାଙ୍କୁ ଜଗିବା କଣ ପ୍ରିନସିପାଲ ଙ୍କର କି???
ଵିଜେଡି ରାଲି କଣ ରାତିରେ ହେଉଥିଲା କି।
Class bi Dina Sara hueni hela ta boli kn tanku jagi thibe class pare bi au bi jadi kau pila class na asiki sethiki jiba kehi kichhi kariparibeni @@rabindrakumarmohanty9415
500 tanka re soi
ଏ ସଳା ମାଗିହା ସାର୍ ଙ୍କୁ ବହିସ୍କାର କରାଜାଉ
ଜେଲ୍ ପଠା ଜାଉ ❤
I love odisha reporter
ଯାଇ ଥିବା ଛାତ୍ର ଛାତ୍ରୀ ମାନେ ବି ଏତେ ଟା ବୋକା ବୋକୀ ବି ହେଇ ନ ଥିବେ କେବେ। ପଢ଼ିବା ଛାଡ଼ି ଏସବୁ ଥିରେ ମାତିଲେ ନିଜେ ହିଁ ନାମ ନବ।😅😅😅😅
Principal ku arrest karajau
କଲେଜ କୁ ଯାଇ 500 ଲେଖାଏଁ ଦେଇଛନ୍ତି ବିଜେଡି ବହୁତ ହାରାମି
Principal ku saspend karajau😅😅😅😅😅😅😅😅😅😅
ବେଲଜ୍ୟା ଚାନେଲ ସାମ୍ବାଦିକ karucha😘
🤣🤣🤣 ବିଜେପି ର ଚମଚା ଗିରି କରିବା ଠିକି ଚାଲିଛି ଆଉ ସବୁ ଭୁଲୁ
Dog is dog
@Indianarmy143 tame chahan daradam badhu 😅 ki loka be
ମେଡମ ଏଥିରେ ସମ୍ପୂର୍ଣ ଦାହି. ଦୁଇ କର୍ମଚାରି ଚାକିରିରୁ ବାହାର କରାଯାଉ l
କଲେଜ ପିଲା ସରକାର ଙ୍କ ବିରୋଧରେ ସଭା ସମିତି ରାଲିରେ କ'ଣ ଯୋଗଦେଇ ପାରିବନି? ସ୍ବାଧୀନତା ସଂଗ୍ରାମ ସମୟରେ ହଜାର ହଜାର ଛାତ୍ରଛାତ୍ରୀ ସ୍କୁଲ କଲେଜ ଛାଡି ଆନ୍ଦୋଳନ ରେ ଯୋଗଦାନ କରିଥିଲେ। ସରକାର ଙ୍କୁ ବିରୋଧ କରିବା ଦେଶ ଦ୍ରୋହ ନୁହେଁ, ଏହା ରାଜଦ୍ରୋହ ତେଣୁ ଏପ୍ରସଙ୍ଗକୁ ଅତି ରଞ୍ଜିତ କରାଯାଉ।
କାଈ ସେ ଛାତ୍ରୀ କଣ ମହଙ୍ଗା ରେ ମାଡ଼ ହେଉନାହିଁ କି
College ପିଲା କଣ ରାଲି କରିପାରିବେ ନାହିଁ କି?
ପ୍ରକୃତ ଘଟଣା ଉପରେ ସମ୍ବାଦ ପରିବେଷଣ କର ଦରଦାମ୍ ବୃଦ୍ଧି କଥା ସରକାର ଙ୍କୁ ପଚାର
ବିଜେପି ର ଦଲାଲ୍ ଗିରି ଛାଡ଼
ସ୍କୁଲ ଓ କଲେଜ ର ଅଧ୍ୟକ୍ଷ ଜାଣି ନାହାନ୍ତି ତ ଆଉ କିଏ ଜାଣିଛି? ସରଳ ଏବ ନିଷ୍କପଟ ପିଲାମାନଙ୍କ ଭବିଷ୍ୟତ କୁ ଖରାପ ପାଇଁ କିଏ ମଞ୍ଜି ବୁଣିଚି ଆମ ଦେଶ, ରାଜ୍ୟ ଏବଂ ତାଙ୍କର ପରିବାର ନିହାତି ଜାଣିବା ଆବଶ୍ୟକ!
ମାସକୁ ଲକ୍ଷାଧିକ ଦରମା ପାଉଛନ୍ତି ମାତ୍ର ସାମାନ୍ୟ ତମ ଦାୟିତ୍ଵବୋଧ ନାହିଁ।ପିଲାମାନେ କଲେଜ କୁ ପାଠ ପଢୁଛନ୍ତି ନା ନାହିଁ ତାହା ଦେଖିବା କଥା
100 percent right
ବିଜେଡ଼ି ରମାଦେବୀ କଲେଜ
Principal is totally unfit.
BJD ପ୍ରେମ ଯାଉନି ଏମାନଙ୍କର l ଏମାନଙ୍କୁ ବହିସ୍କୃତ କରାଯାଉ l
ଯାହା ଅନୁମାନ ହେଉଛି ପିଲାମାନଙ୍କର ପ୍ରତି ଆପଣଙ୍କର ଦାୟିତ୍ଵ ନାହିଁ। ଆପଣଙ୍କ ଦାୟିତ୍ବହୀନତା ପାଇଁ ଆପଣ ଦଣ୍ଡିତ ହେବା ଉଚିତ ହେବ। ଯଦି ସିନିଅର ପିଲା ମାନେ ନେଇ ଛନ୍ତି ତେବେ ସେହି ରାଜନୀତି ଆଗ୍ରହୀ ପିଲାମାନଙ୍କୁ କଲେଜରୁ ବାହାର କରାଯାଉ।
ସୁବାଷ ବୋଷ କଂ ଦିଲ୍ଲୀ ଚଲୋ .....ପରେ ନବୀନ କଂ ରାଜଧାନୀ ଚଲୋ ଡାକରା ରେ ସମୁଦ୍ର ଭଳି ଜନ ମାନସ ଦେଖିବାକୁ ମିଳିଥିଲା ❤❤❤
ସେଇଥି ପାଇଁ କଲେଜ ଛୁଆ ଙ୍କୁ ନେଇଥିଲେ। ରୁହ ପାପ ପାତାଲୁ ବାହାରିବ
ସୁବାସ ବୋଷଙ୍କ ନାତି ଦିଲ୍ଲୀ ନୁହେଁ ଵଙ୍ଗଳା ଦେଶ ଚଲୋ କହିଲେ ଠିକ୍ ହେଵ।
Right
Teacher ମାନଙ୍କୁ ସସ୍ପେଣ୍ଡ କରାଯାଉ
ଏ ଦୁଃଖ
ପଇସା ନେଇଚନ୍ତି ୧୦ ହଜାର ,ରାଲି ରେ ଆସିବେନି ଆଉ କେତେବେଳେ ବିଜେଡି ପ୍ରେମ ଦେଖିଇବେ
Princepal କୁ ପ୍ରଥମେ ସସ୍ପେଣ୍ଟ କରାଯାଉ.
ଜାଣି ପାରି ନାହାନ୍ତି ସ୍ମାର୍ଟ ସିଟି ର ପିଲା ସ୍ମାର୍ଟ କହୁଛନ୍ତି।😂
कॉलेज ଛୁଆ ଯାହା କରୁଛନ୍ତି ଭଲ କରିଛନ୍ତି ❤❤❤
Principal nku suspend karanau
The authorities are responsible for it
Principal ପିଲାଙ୍କୁ ଜଗିବା ପାଇଁ ଚାକିରୀ କରିଛନ୍ତ???
Politics re join na karichha jadi karijao
Bjd raj abe bi sabu jagare chalichi