Itisree agaku nischay badhiba karan tanka interview ru jana padu chhi congratulations bhauni all the best krishna bhai apanka memory power ku salute karuchhi mu bhabuchi jatra jaga tara samasta kalakarnka parivar bisyare janiparichhanti ❤❤love you bhai ❤❤❤
Bhai ama gana puri pada(dahala) bhadrak ru panikoil asiba batare chhatabar tolgate tharu 2,k.m.aga.ku.over bridge pakhre amaghra mobil no dele sabu kahib
ଭାଇ ଯଦି ସୁଜୋଗ ଦିଆଯାଏ ଏଇ ସୁନ୍ଦର ଅଭିନେତ୍ରୀ କୁଂ ସେ କୋଣାର୍କ ଗଣନାଟ୍ୟ ର ସୁନ୍ଦର ଅଭିନେତ୍ରୀ ହୋଇ ପାରିବ ଜୟ ଜଗନ୍ନାଥ 🙏🙏🙏
ଅତି ସୁନ୍ଦର ମୁ ଚାନ୍ଦବାଲି ବ୍ଲକ ମତୋ ବାସିନ୍ଦା ହୋଇଥିବାରୁ ବହୁତ ଖୁସି ଲାଗିଲା. ଧନ୍ୟବାଦ ksishna bhai. Manoj ❤️ from Dubai.
ଇତିଶ୍ରୀ ତୁମେ ଆଗକୁ ବହୁତ ଭଲକର
ବହୁତ ସୁନ୍ଦର କଣ୍ଠ.. ଭବିଷ୍ୟତ ଉଜ୍ୱଳମୟ ହେଉ.
କୋଣାର୍କ ଗଣନାଟ୍ୟ କୁ ସୁନ୍ଦର ନୂଆ ହୀରୋ ଇନ୍ ମିଳିଗଲା
ସୁନ୍ଦର କଣ୍ଠ ସ୍ୱର ଅଛି ତେଣୁ ଇତିଶ୍ରୀଙ୍କ ଭବିଷ୍ୟତ ଉଜ୍ୱଳ ହେବ ବୋଲି ଆଶା
ନିଶ୍ଚିତ ଏ ଭଉଣୀ ଆଗକୁ ଯିବେ ଆମର ଏ ବିଶ୍ୱାସ ଅଛି ଭଗବାନ କରନ୍ତୁ ଏମିତି ଆଗକୁ ମାଡି ଚାଲନ୍ତୁ
ଚାନ୍ଦବାଲି ମାଟିରେ ଗୋଟେ ମୋତି ହୋଇ ବାହାରିବେ ଏହି ଭଉଣୀ ଆଗକୁ ମାଡିଚାଲ ଭଉଣୀ 👍👍 ଜୟ ଜଗନ୍ନାଥ 🙏🙏
ସାନ ଭଉଣୀ ଟି ବହୁତ ଭଲ atist ଟିଏ ହବ ଜଗ୍ରନ୍ନାଥ ତାକୁ ଆଶ୍ରିବାଦ କରନ୍ତୁ
ଭାଇ ପ୍ରଣାମ ଆପଣଙ୍କ ଉପସ୍ଥାପନା ଅତି ଉଚ୍ଚ କୋଟିର ଭଗବାନ ତୁମକୁ ସଦା ସର୍ବଦା ଖୁସିରେ ❤
ବହୁତ ଭଲ କଣ୍ଠ ଅଛି ଆଗକୁ ଭଲ କର । ଜୟ ଜଗନ୍ନାଥ 🙏 ❤❤❤❤
ଜଗନ୍ନାଥ ତୁମକୁ ଆଶୀର୍ବାଦ ଦିଅନ୍ତୁ ଆଗକୁ ମଡିଚାଲ, ଧନ୍ୟବାଦ
ଏ ପିଲାର ବହୁତ talent ଅଛି ଆଗକୁ କୋଣାର୍କ ର best heroine ହେବ
Nyc ଇତିଶ୍ରୀ Madam 💕
ଭଉଣୀ ଭବିଷ୍ୟତ ରେ ଆଗଧାଡିର ନାୟିକା ଦୌଡ ରେ ସାମିଲ ହେବେ,ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ, ତୁଳସୀ ଦୁଇ ପତ୍ର ରୁ ବାସେ,ଖାଲି ଟିକେ ବଡ଼ କଳାକାର ମାନଙ୍କ ର କଥା ମାନିଲେ ହେଲା,ଜୟ ଜଗନ୍ନାଥ
ସ୍କୋପ ଦେଲେ ଭଲ ନାଇକା ଟେ ହେଇ ପାରି ବେ ତାଙ୍କର ଟେଲେଣ୍ଟ ଅଛି 👍ଜୟ ଜଗନ୍ନାଥ
Bhala abhinaya karibe ❤ you konark
ନିଶ୍ଚିତ ଭାବେ ସଫଳତା ହାସଲ କରିବେ। କଥା କହିବା ଶୈଳୀ ରୁ ଜଣା ପଡୁଛି ଜଣେ ଭଲ କଳାକାର ଭବିଷ୍ୟତ ରେ ନିଶ୍ଚିତ। ସବୁ କ୍ଷେତ୍ର ରେ ପାରଙ୍ଗମ।। ଅଞ୍ଚୋରିଂ ବି ଗୀତ ବି ଭଲ ଆଉ ସଂଳାପ ବି।। Lady all-rounder କୋଣାର୍କ ଗଣନାଟ୍ୟ ର
ଆମ ଭଦ୍ରକ ଜିଲ୍ଲାରୁ କିଏ ଦେଖୁଛ ଟିକେ ଲାଇକ୍ କର ❤
ମନୋଜ ମତୋ ରୁ
AKSHYA chandbali
ଖୁବ ସୁନ୍ଦର କଣ୍ଠ ସ୍ୱର 👌👌
ଆମେ ଭାଇ ଜଗତସିଂହପୁର ରୁ
Jay Jagannath 🙏🙏🙏
Bhai bahutu sundar lagila itishri nka video 👌👌👌👍👍👍🙏🙏🙏 bhai
Good 😊👍 iti proud our cnb
ମାଡିଚାଲ... God bless u❤️❤️👍👍
Itisree agaku nischay badhiba karan tanka interview ru jana padu chhi congratulations bhauni all the best krishna bhai apanka memory power ku salute karuchhi mu bhabuchi jatra jaga tara samasta kalakarnka parivar bisyare janiparichhanti ❤❤love you bhai ❤❤❤
ଆଗକୁ ବଢ଼❤
Itishree is a multi talented girl her future will bright..Jay Jagannath.
Itishri good beta go ahead .God blease you
ଭାଇ ❤ ଶୁଭ ସକାଳ ❤ ଜୟ ଜଗନ୍ନାଥ
🎉❤️🙌ଜୟ କଳା
ଏବେ ଠାରୁ ସେ ଲଭ ବୟଫ୍ରେଣ୍ଡ ଆଡେ ଯିବୁନି 10 ବର୍ଷ ପର୍ଯ୍ୟନ୍ତ, ତେବେ ନିଶ୍ଚୟ ଜଣେ ଭଲ ହିରୋଇନ ହେଇ ବାହାରିବୁ
ବହୁତ ସୁନ୍ଦର ❤❤❤❤
ବହୁତ ସୁନ୍ଦର ଭଉଣୀ
Nice voice
God Bless You Didi
Best.actar.itisri.godblesyou.beta
You must be a super stat it is my blessing
Itishree ❤ god bless you❤
Great best up luck
God Bless you Beta...
God bless you sister
God bless you dear sister, Jai Shree Jagannath 🙏
Jay jagannath itiesri God bless you
Super video Bhai ❤❤❤
Bright career waiting for Itishree. Multi-talented Girl. God bless u. Jay Jagannath
Ok didi Jay jagannatha🙏🙏🙏
Bahuta bhala ❤❤❤
ଜୟ ଜଗନ୍ନାଥ. ଶୁଭ ସକାଳ. 🙏
Bright future....,
Nice nice
God bless you
Love from Chhattisgarh
ମାଡିଚାଲ❤🎉❤🎉
Aapko aashirwad Hai aage badh chalo
Jay jagannath Bhai. Doha qatar 🙏🙏
Eti bahutt sundar jatra jagata pani 👌💯👌💯👌💯
😊😊super👍👍 very👍👍 nice😊😊
ଡରିବା ନାହି ମାଡିଚାଲ ❤❤❤❤❤❤❤
Try to hard work in feature heroine thanks
Voice super
Etishree sister bahuta sundae kalakar sabu bhala lagila we'll come 13. 7. 2024 919 pm
ଆମ ଏରିଆ ଝିଅ ଭଗବାନ ତୁମର ମଙ୍ଗଳ କରନ୍ତୁ । ଜୟ ଜଗନ୍ନାଥ
ମନୋଜ ମତୋ ରୁ.
@@ManojkumarSwain-k7j ସୁବିଦିଆ ବଳସାହି
Ati sundar
Jhia bahut Aga ku jau❤❤❤
Very nice 👌
Sundar Video
Jay Jagannath 🙏🙏🙏
God bless you 🙏 🙏🙏🙏
Supar kala achi jiati ra
You should be a star in future
Well done 🎉🎉
Upcomming hiroine
Nice voice🎉🎉🎉
Itishree all the best.jay jaghannath
Etishree jally wood heroen haba ❤❤❤
ଆଗକୁ ଇଏ ଯାତ୍ରା ଜଗତ ର best heroine ହେବ
Jay Jagannath Bhai
Mindblowing
Krishna bhai namaskar
Cute Smile
Jay jagannath 🙏🙏
Bahut sundar singer
Good morning bhai
Jay jagannath
GOD BLESS YOU BETA.
Etishree kamal karibe
Jay jagannath
ଇଏ ନଲିନୀ ଅପା ଝିଅ ଭଳିଆ ଦେଖା ଜାଉଚନ୍ତି
Super ❤❤
Ama. Ghaa jhia😊😊❤❤
Acha
Bhauni Tama ghara kauthi ki
ଆଗ ଝିଅଟି ଯେମିତି କରୁଥିଲା ଇଏ ହୁଏତ କରିପାରିବେ କି ନାହିଁ ସନ୍ଦେହ❤
👌👌👌
ଆମ ଗାଁ ଛୁଆ
Bro ତୁ ମ ସପନର ନାୟିକା ଗୀତ ଗାଇବା ପାଇଁ om Kumar Bhai Ku kuhantu❤🌹
Very nice 👍👍👍❤
goodmorning,dada,apa,rama
She will be next heroine sure
Konarka agami heroine
Multi talented girl Etishree
Ae jhia bahut agaku jibo
Good
Bhai ama gana puri pada(dahala) bhadrak ru panikoil asiba batare chhatabar tolgate tharu 2,k.m.aga.ku.over bridge pakhre amaghra mobil no dele sabu kahib