ମଣିଷ ଅଶାନ୍ତିରେ ରହିବାର କାରଣ || ସ୍ୱାମୀ ଶ୍ରଦ୍ଧାନନ୍ଦଗିରି || Kriya Yoga || WC BHAKTIDHARA

แชร์
ฝัง
  • เผยแพร่เมื่อ 13 ม.ค. 2025
  • ମଣିଷ ଅଶାନ୍ତିରେ ରହିବାର କାରଣ || ସ୍ୱାମୀ ଶ୍ରଦ୍ଧାନନ୍ଦଗିରି || Kriya Yoga || WC BHAKTIDHARA
    ପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ତଥା ଆମ ଓଡ଼ିଆ ମାନଙ୍କର ପୂଜ୍ୟ ଦେବତା I କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ I ଯେପରି ବଡ ତାଙ୍କ ହୃଦୟ ସେହିପରି, ବଡ ତାଙ୍କ ଦେଉଳ, ବଡ ତାଙ୍କ ସଂସ୍କୃତି, ବଡ ତାଙ୍କ ଏଇତିହ, ଓ ବଡ ତାଙ୍କ ପରମ୍ପରା I ସେଇ ବଡ ଠାକୁର, କାଳିଆ ଠାକୁର, ଚକାନୟନ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "WC BHAKTIDHARA " ପ୍ରଥମ ଅଧାତ୍ମିକ ୟୁ ଟ୍ୟୁବ ଚାନେଲ । ଯେଉଁଥିରେ ଆପଣ ମାନେ ପାଇପାରିବେ ବୁଡ଼ି ଯାଉଥିବା କଳା ଓ ଲୋକ ସଂକୃତି ର ପୁନଃ ଉଦ୍ଧାର ପାଇଁ କିଭଳି ଭାବରେ ପୁଣିଥରେ ଲୋକଙ୍କ ମଧ୍ୟରେ ଉଜିବିତ ରହିବ ଓ ପୁନଃ ଉଦ୍ଧାର ହେଇପାରିବ ଏଥି ପାଇଁ ଆମର ଏ ପ୍ରୟାସ ଜାରି ରହିଛି I। ତେବେ ଆମ ଚାନେଲ " WC BHAKTIDHARA" କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ । ଧନ୍ୟବାଦ
    ✽ Dop - Abhaya
    ✽ Edit - WC BHAKTI
    ✽ PRODUCTION HOUSE- WC BHAKTI (9776225374)
    ✽ Connect with us on our Official Contacts:
    9776225374, 8328965899
    other social links
    Instagram - / wcbhakti
    Facebook - / wcbhakti
    TH-cam - / @wcbhakti
    #wcbhakti #wcbhaktidhara #ଶ୍ରଦ୍ଧାନନ୍ଦଗିରି #Satsangara #ସତ୍ୟାନନ୍ଦଦାସ #Amrutanandadas # #ଶ୍ରୀଜଗନ୍ନାଥପ୍ରବଚନ #ଶ୍ରୀଜଗନ୍ନାଥପାଞ୍ଚରାତ୍ର #bhagabatakatha #ଜଗନ୍ନାଥମଯହେଉଏଜଗତ #ଭାଗବତକଥାମୃତ #ଜଗନ୍ନାଥପାଞ୍ଚରାତ୍ର
    #ଭାଗବତମହିମା #ଜଗନ୍ନାଥପାଞ୍ଚରାତ୍ର #କ୍ରିଯଯୋଗ
    #ଜନ୍ମଦିନ #tips #tip #tips #odiatips #ସୁଖ #ଶାନ୍ତି #bhagabata #gita #ମଣିଷଅଶାନ୍ତିରେରହିବାରକାରଣ

ความคิดเห็น • 11