ଜନ୍ମଦିନରେ ମିଳିଲା ଏତେ ବଡ ଉପହାର / Rupa Pin2 Khushi

แชร์
ฝัง
  • เผยแพร่เมื่อ 15 ก.ย. 2024

ความคิดเห็น • 3.2K

  • @Shree_910
    @Shree_910 9 วันที่ผ่านมา +288

    ହାପି birthday ପିଣ୍ଟୁ ଭାଇ🎂🎉🎁ଗଣପତି ବାପ୍ପା ତମକୁ ସବୁବେଳେ ଭଲରେ ରଖନ୍ତୁ🙏🏻❤ଆଜି ପରି ଦିନରେ କିଏ କିଏ school life କୁ ମିସ୍ କରୁଛ👍❤

  • @M.Bhoi3087
    @M.Bhoi3087 9 วันที่ผ่านมา +71

    ଗଣେଶ ପୂଜା ଓ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା

    • @kalyanidas2977
      @kalyanidas2977 9 วันที่ผ่านมา +2

      Happy birthday pintu bhai

  • @OmmPrakash-o1l
    @OmmPrakash-o1l 8 วันที่ผ่านมา +4

    ଜନ୍ମଦିନର ଅଭିନନ୍ଦନ!ଆପଣଙ୍କୁ ସମୃଦ୍ଧି ସ୍ଵାସ୍ଥ୍ୟ, ସୁଖ ଏବଂ ଅନେକ ଆନନ୍ଦ ମିଳିବା ପ୍ରାର୍ଥନା କରୁଛି ❤️

  • @Bravegirlkhushi
    @Bravegirlkhushi 9 วันที่ผ่านมา +24

    ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ମୋ ଭାଇ ପ୍ରଭୁ ଜଗନ୍ନାଥ ସବୁବେଳେ ଏମିତି ହସ ଖୁସିରେ ଓ ଭଲରେ ରଖନ୍ତୁ ଭାଉଜଙ୍କ surprise ବୋହୁତ ଭଲ ଲାଗିଲା Love you Bhai Bhauja ❤️❤️❤️❤️

  • @anupamanayak4024
    @anupamanayak4024 9 วันที่ผ่านมา +14

    many many happy birthday to you 🎉pintu bhai ଗଣପତି ବାବା ତୁମକୁ ସବୁ ବେଳେ ଏମିତି ଖୁସି ରେ ରଖନ୍ତୁ❤❤❤

  • @subhacreation.7552
    @subhacreation.7552 9 วันที่ผ่านมา +6

    ଭାଉଜ ତୁମେ ଭାଇ ଙ୍କୁ ଜନ୍ମଦିନ ରେ ଡାକି ଏତେ ହଇରାଣ କଲ 😂😂😂ଭାଇ ଙ୍କ ଠୁ ଶିଖିକି ତୁମେ ଭି ନଟଖଟି ହେଇଗଲଣି 😂😂😂ଜା ହଉ ବହୁତ ମଜ଼ା ଲାଗିଲା ❤️❤️ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ସାନଭାଇ 💐🎂🎁🍫❤️ସବୁବେଳେ ତୁମେ ମାନେ ଖୁସି ରେ ରୁହ ❤️❤️

  • @namitasukla4049
    @namitasukla4049 9 วันที่ผ่านมา +23

    ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନାପିଣ୍ଟୁ🎂🍩🎂ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ,

  • @Smileykingsuren
    @Smileykingsuren 9 วันที่ผ่านมา +17

    ଜନ୍ମ 🎂ଦିନ ରେ ଅନେକ💐 ଅନେକ ଶୁଭେଚ୍ଛା ଶୁଭ କାମନା ମୋ🙏 ବଡ଼ ଭାଈ ମା ତାରିଣୀ🙏 ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ତୁମ କୁ ସବୁବେଳେ ଏମିତି ଖୁସି🥰 ରଖନ୍ତୁ

  • @Bibekjuliexpress
    @Bibekjuliexpress 8 วันที่ผ่านมา +4

    ଜନ୍ମ ଦିନର ହାର୍ଦିକ ଶୁଭେଚ୍ଛା Pin2 ଭାଇ 🎂🎁🎉 ଶ୍ରୀ ଗଜାନନ ଆପଣଙ୍କୁ ସବୁବେଳେ ଭଲରେ ରଖନ୍ତୁ

  • @Puja_9692
    @Puja_9692 9 วันที่ผ่านมา +40

    ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎊 ପିଣ୍ଟୁ ଭାଇ🥳🎊
    ଗଣେଶ ପୂଜା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🙏
    ଦେବା ଶ୍ରୀ ଗଣେଶ 🙏🙏🙏🙏

    • @sarojanayak5478
      @sarojanayak5478 9 วันที่ผ่านมา

      Happy marriage Bhai 🎂

  • @UGPMaster
    @UGPMaster 9 วันที่ผ่านมา +58

    କେନ୍ଦୁଝର ଜିଲ୍ଲାର କିଏ କିଏ ଦେଖୁଛ ❤
    ଗଣେଶ ପୂଜା ଚତୁର୍ଥୀ ଅନେକ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ❤

    • @krushnapradhan-bb1mo
      @krushnapradhan-bb1mo 9 วันที่ผ่านมา +2

      mu dekhuchi bhai Labanya chhak ru kasipur

    • @BobbyDas-g1r
      @BobbyDas-g1r 9 วันที่ผ่านมา

      Mu raisuan pakho

    • @pravatimahanta1291
      @pravatimahanta1291 9 วันที่ผ่านมา

      Mu

    • @Anjana-yt6oh
      @Anjana-yt6oh 8 วันที่ผ่านมา

      I'm from Harichanda pur

    • @Dev-jk6rr
      @Dev-jk6rr 8 วันที่ผ่านมา

      MUବାଂସପାଳ

  • @babudas4293
    @babudas4293 8 วันที่ผ่านมา +3

    ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଅଭିନନ୍ଦନ ପିଣ୍ଟୁ ଭାଇ ସବୁବେଳେ ଖୁସିରେ ରୁହ love you khushi maa 🥰🥰🥰ଜୟ ଜଗନ୍ନାଥ 🙏🙏🙏

  • @suravikavita
    @suravikavita 9 วันที่ผ่านมา +10

    ଜନ୍ମ ଦିନର ଅଜସ୍ର ଆଶୀର୍ବାଦ ଓ ଭଲପାଇବା ପିଣ୍ଟୁ ❤❤❤👌👌👌👌👌👌👌👌

  • @swagatsadangi3754
    @swagatsadangi3754 9 วันที่ผ่านมา +12

    ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଭାଇ ♥️♥️♥️🙏🙏

  • @srikantadas7593
    @srikantadas7593 8 วันที่ผ่านมา +1

    Happy birthday Bhai🎂🎂
    Happy Ganesh Puja .
    ପବିତ୍ର ଶ୍ରୀଗଣେଶ ଚତୁର୍ଥୀ ଶୁଭ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଶୁଭେଛା ଓ ଶୁଭ କାମନା ଜଣାଇବା ସହ ସମସ୍ତଙ୍କର ବିଘ୍ନ ଦୁରହେଉ ଏହାହିଁ ପ୍ରଭୁ ଗଣେଶଙ୍କ ନିକଟରେ ମୋର ପ୍ରାର୍ଥନା 🙏

  • @smrutiranjandas3924
    @smrutiranjandas3924 9 วันที่ผ่านมา +12

    ପିଣ୍ଟୁ ଭାଇ ତୁମେ ଜନ୍ମଦିନ ର ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ

  • @KalpanaSahoo_34
    @KalpanaSahoo_34 9 วันที่ผ่านมา +21

    ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପିଣ୍ଟୁ ଭାଇ❤️🙏🏻

  • @sagarikadas2935
    @sagarikadas2935 8 วันที่ผ่านมา +2

    ଜନ୍ମଦିନ ର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤❤❤🎉🎉🎉 ପିଣ୍ଟୁ ଭାଇ

  • @Puja_9692
    @Puja_9692 9 วันที่ผ่านมา +25

    ଗଣେଶ ପୂଜା ଭଳି ପବିତ୍ର ଦିନରେ ଭାଇ ଙ୍କ ଜନ୍ମ ଦିନ🎉🎉...ଗଣେଶ ମହାପ୍ରଭୁ ସବୁ ବିଘ୍ନ କୁ ଦୂର କରି ତମକୁ ଆଉ ତମ ପରିବାରକୁ ସବୁବେଳେ ଭଲରେ ରଖନ୍ତୁ 😊😊😊.....
    Happy birthday Pintu Bhai🎂 🥳
    God bless you 🙏🏻😌🤗

    • @manmitamunda7231
      @manmitamunda7231 8 วันที่ผ่านมา

      Tumo message always things❤❤❤❤

  • @prafullamirdha7633
    @prafullamirdha7633 9 วันที่ผ่านมา +5

    ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପିଣ୍ଟୁ ଭାଇ 🎊🎉👑🎈🎂

  • @gunaghivela3484
    @gunaghivela3484 8 วันที่ผ่านมา +2

    ପଶ୍ଚିମ ଓଡିଶାର ନୁଆଖାଇ ଜୁହାର ❤❤❤

  • @BishakaBhukta
    @BishakaBhukta 9 วันที่ผ่านมา +9

    ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପିଣ୍ଟୁ ଭାଇ 🎂🎂🎂💐💐🎁🎁 ଭଗବାନ ଗଣେଶ ତୁମକୁ ସବୁବେଳେ ଖୁସି ରେ ରଖନ୍ତୁ 🤗🤗ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @biswajitbiswal1994
    @biswajitbiswal1994 8 วันที่ผ่านมา +3

    ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ତୁମକୁ ପିଣ୍ଟୁ ଭାଇ ଓ ପରିବାରର ସମସ୍ତ ବର୍ଗମାନଙ୍କୁ ।। 🌺💐🙏
    ତାସହିତ ପିଣ୍ଟୁ ଭାଇ ଆପଣଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।। 🎂🍨🍹🎉🎊🎉❤️🤗🥳🎂

  • @SusantaKumar-jn1xt
    @SusantaKumar-jn1xt 8 วันที่ผ่านมา +1

    ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉 ପିଣ୍ଟୁ ଭାଇ🎉🎉

  • @bhenkatnayak4369
    @bhenkatnayak4369 9 วันที่ผ่านมา +4

    ପିଣ୍ଟୁ ଭାଇ happy Birthday au ହେପି ଗଣେଶ ପୂଜା ପିଣ୍ଟୁ ଭାଇ

  • @Pravakarodiavlogs-111
    @Pravakarodiavlogs-111 9 วันที่ผ่านมา +23

    ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପ୍ରିୟ ବଡ଼ ଭାଇ ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ଚଲା ପଥ କୁସୁମିତ କରନ୍ତୁ 💐💐💐

  • @OmmPrakash-o1l
    @OmmPrakash-o1l 8 วันที่ผ่านมา +2

    ଜନ୍ମଦିନର ଅଭିନନ୍ଦନ!ଆପଣଙ୍କୁ ଅନେକ ଶୁଭେଚ୍ଛା ଏଵଂ ଆନନ୍ଦ ରହିବାକୁ କାମନା କରୁଛି❤️
    ଜନ୍ମଦିନର ଅଭିନନ୍ଦନ!ଆପଣଙ୍କୁ ଅନେକ ଆଶୀର୍ବାଦ ସ୍ବାସ୍ଥ୍ୟ ଏବଂ ଶାନ୍ତି ମିଳିବା ପାଇଁ କାମନା କରୁଛି ❤️

  • @swarnapravadash1838
    @swarnapravadash1838 9 วันที่ผ่านมา +4

    Happy Birthday pintu .jibana re bahut aga ku Jaya.god bless you 🎉🎉🎉🎉🎈🎈🎈🎂🎂🎂

  • @maryadapurusottamjena2808
    @maryadapurusottamjena2808 9 วันที่ผ่านมา +19

    Happy Birthday,Pintu....,kintu lekha re D ta olata rahijaichi

  • @user-wk8ft7cb4x
    @user-wk8ft7cb4x 9 วันที่ผ่านมา +1

    Happy Birthday pintu bahi

  • @nandinidas3112
    @nandinidas3112 9 วันที่ผ่านมา +20

    ଭଗବାନ ଆପଣଙ୍କୁ ଆପଣଙ୍କ ପରିବାର କୁ ସବୁବେଳେ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ❤❤❤

  • @prafullbehera5630
    @prafullbehera5630 9 วันที่ผ่านมา +16

    ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤❤❤❤❤

    • @user-cl9jz9nc7p
      @user-cl9jz9nc7p 9 วันที่ผ่านมา

      Happy birthday Pintu bhai ❤

  • @LenkaDebiprasad
    @LenkaDebiprasad 8 วันที่ผ่านมา +1

    Happy birthday pintu bhai ଆଉ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ମା ଶାରଳା ଆପଣଙ୍କୁ ସର୍ବଦା ଖୁସିରେ ଆଉ ଭଲରେ ରଖନ୍ତୁ ଆଉ ମା ଶାରଳା ଆପଣଙ୍କୁ ଘଣ୍ଟ ଘୋରେଇ ରଖିଥାନ୍ତୁ ମା ଶାରଳା ଙ୍କ ପାଖରେ ଏତିକି ପ୍ରାର୍ଥନା love you bhai jay maa sarala,jay jaganath ❤❤❤❤❤❤❤❤

  • @satyaprakashbiswal7653
    @satyaprakashbiswal7653 9 วันที่ผ่านมา +15

    Day ଭୁଲି ଲେଖା ଯାଇଛି 😂😂

  • @Shree_910
    @Shree_910 9 วันที่ผ่านมา +18

    ଗଣେଶ ଚତୁର୍ଥୀ ଓ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ❤ମୋ ତରଫରୁ ସମସ୍ତଙ୍କୁ ଗଣପତି ବାପା ଭଲରେ ରଖନ୍ତୁ😊🙏🏻ଛୋଟବେଳେ ସ୍କୁଲ୍ ରେ ପଢ଼ିଲାବେଳେ ବହୁତ excited ଥାଉ ନୂଆ ଡ୍ରେସ୍ ପିନ୍ଧି ସ୍କୁଲ୍ କୁ ଯିବା ପାଇଁ😅❤କାହାକୁ ଗଣେଶ ପୂଜାରେ ସ୍କୁଲ୍ କଥା ମନେ ପଡ଼େ ଲାଇକ୍ କର👍❤

  • @ChitaranjanSahoo-h6i
    @ChitaranjanSahoo-h6i 9 วันที่ผ่านมา +1

    Pintu bhai ❤❤ happy birthday to you ❤❤❤🎉🎉🎉🎉

  • @manaswinib6807
    @manaswinib6807 9 วันที่ผ่านมา +6

    ନମୋ ଗଣେଶ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୋ
    ମମ ବିଘ୍ନ ବିନାଶୟ ଗଣଧିପତାୟେ ନମଃ।।
    ଶ୍ରୀ ଜଗନ୍ନାଥଙ୍କ ଙ୍କ ଅପାର କରୁଣା ଝରୁଥାଉ ତୁମ ମଥେ, କୋଟି ପରମାୟୁ ଦିଅନ୍ତୁ ସେ ତୁମକୁ ଫୁଲ ଫୁଟୁ ଚଲାପଥେ।
    ଉଜ୍ଜଳ ହେଉ ଭବିଷ୍ୟତ ତୁମର ହୁଅ ତୁମେ କର୍ମ ଯୋଗୀ,ଯଶଶ୍ଚୀ ହୁଅ ତୁମେ ସପନ କୁ ତୁମ ସତ କର ବେଗା ବେଗି।।
    Many many Happy returns of D Day ❤🎉😊.

  • @minubehera5326
    @minubehera5326 9 วันที่ผ่านมา +8

    Happy Birthday pintu bhai 🥳🎉🍾🍫🍬🍭🎂

  • @kajalss2003
    @kajalss2003 8 วันที่ผ่านมา +1

    ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎉 ପିଣ୍ଟୁ ଭାଇ 😍❤️❤️

  • @rununaik7279
    @rununaik7279 9 วันที่ผ่านมา +9

    Happy birthday Pintu bhai many many congratulations 🎉🎉🎉🎉🎉🎉❤❤❤❤

  • @1x-abinash-07
    @1x-abinash-07 9 วันที่ผ่านมา +5

    ଭାଇ ଆଜି ଗଣେଶ ପୂଜା ର ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସବୁବେଳେ ଏମିତି ଖୁସୀରେ ରୁହନ୍ତୁ ଜୟ ଜଗନ୍ନାଥ

  • @Sradhanjalisahoo-bw5pq
    @Sradhanjalisahoo-bw5pq 8 วันที่ผ่านมา +1

    ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପିନ୍ଟୁ ଭାଇ 🎉🎉🎉🎉

  • @sourbhkhilar4915
    @sourbhkhilar4915 9 วันที่ผ่านมา +4

    Happy birthday pintu bhai🎉🎂God bless u

  • @VibhorPanda-E
    @VibhorPanda-E 9 วันที่ผ่านมา +13

    ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

  • @Rupaparishortsvideo
    @Rupaparishortsvideo 8 วันที่ผ่านมา +1

    Gift 🎁 ta bahut bahut sundar heichi aama Rupa Bhauja pariki kie haba love you Bhai bhauja khusi maa all family members ❤❤❤❤❤

  • @SonuPandey-zl8pg
    @SonuPandey-zl8pg 9 วันที่ผ่านมา +4

    Happy Birthday pintu Bhai 🎉
    Happy Ganesh chaturthi ❤

  • @mantubehera2370
    @mantubehera2370 8 วันที่ผ่านมา +1

    Jay jagannath 🙏ଭାଇ ତମ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ଜଣାଉଛି ଏମିତି ହସ ଖୁସିରେ ଥାନ୍ତୁ lovu all family all tha best 👍

  • @sukantiDas-sz7hl
    @sukantiDas-sz7hl 9 วันที่ผ่านมา +1

    Happy birthday bhai ganpati bapa sabu bele khusi re rakhithantu❤❤❤

  • @OmmPrakash-o1l
    @OmmPrakash-o1l 8 วันที่ผ่านมา +2

    ଜନ୍ମଦିନର ଅଭିନନ୍ଦନ !ଆପଣଙ୍କୁ ପୂଣ୍ଣଙ୍ଗ ସୁଖ ଓ ପ୍ରେମ ସହ ମଧୁର ପ୍ରାର୍ଥନା କରୁଛି ❤️

  • @sujulcreation
    @sujulcreation 8 วันที่ผ่านมา

    My favourite jodi vai vauja ❤love you khusi maa

  • @GitaLalu143
    @GitaLalu143 8 วันที่ผ่านมา

    ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଭାଇ ଶ୍ରୀ ଗଣେଶଙ୍କ ଆସବାଦ ତମ ଉପରେ ସବୁବେଳେ ଏମିତି ଥାଉ ହାପି birthday ଭାଇ 🎉🎈🍫🍬🍭🎂

  • @sahadevnayak2702
    @sahadevnayak2702 9 วันที่ผ่านมา +1

    Happy Birthday pintu Bhai 🎉❤

  • @suchitradeo-g1u
    @suchitradeo-g1u 8 วันที่ผ่านมา +1

    Many many happy returns of the day happy birthday 🎂🎂🎂🎈🎈🎈 dear Pintu Khushi re ruha Jay Jagannath 🙏🙏🙏👍❤️♥️❤️

  • @LenkaDebiprasad
    @LenkaDebiprasad 8 วันที่ผ่านมา +1

    ପିଣ୍ଟୁ ଭାଇ ଆପଣଙ୍କୁ ଆଉ ଆପଣଙ୍କର ପରିବାରର ସମସ୍ତଙ୍କୁ ଗଣେଶ ପୂଜାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଗଣପତି ବାପା ମୋରୀୟା ❤❤

  • @ManiniBehera-ds5dp
    @ManiniBehera-ds5dp 8 วันที่ผ่านมา +1

    Happy birthday Bhai Jagannath 🙏🙏 ସବୁବେଳେ ଆପଣଙ୍କୁ ଭଲରେ ରଖନ୍ତୁ ଆଉ ଆପଣ ଆପଣଙ୍କ ପରିବାରକୁ 😍😍😍 ଗଣେଶ ପୂଜା ଅବସରରେ ଓ ନୂଆଖାଇ ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା jay Jagannath 🙏 ସବୁବେଳେ 🥰🥰💕💕♥️♥️🥰🥰

  • @puspanjalibehera7784
    @puspanjalibehera7784 9 วันที่ผ่านมา +1

    ଜନ୍ମ ଦିନର ଶୁଭେଚ୍ଛା ଓ ଶୁଭକାମନା ଭାଇ 🎉🎂

  • @SunitaKhuntia-oi9dm
    @SunitaKhuntia-oi9dm 8 วันที่ผ่านมา

    Happy birthday pin2 bhai sabu bele Tama mananku bhaga ban bhalare rakhantu

  • @khusirajalaxmidiptiexpress5041
    @khusirajalaxmidiptiexpress5041 9 วันที่ผ่านมา +2

    🎂ଶୁଭ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎉ଆପଣଙ୍କୁ ସମୃଦ୍ଧି,ସ୍ୱାସ୍ଥ୍ୟ,ସୁଖ ଦୀର୍ଘ ନିରାମୟ ଜୀବନ ଆନନ୍ଦ ମିଳିବା ପାଇଁ
    ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା !
    🙏ଜୟ ଜଗନ୍ନାଥ 🙏

  • @subratkumarpradhan5388
    @subratkumarpradhan5388 8 วันที่ผ่านมา +1

    ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ମୋ ଭାଇ♥️♥️🎈🎉🎉

  • @sanatanmallickmallicksanat8764
    @sanatanmallickmallicksanat8764 9 วันที่ผ่านมา +1

    Happy birthday pin2 bhai🎉🎉🎉
    And enjoy your life❤❤

  • @papupapuswain2434
    @papupapuswain2434 9 วันที่ผ่านมา +2

    ତୁମ ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପିଣ୍ଟୁ ଭାଇ 🎂🎂🎂🎂🎂

  • @SuresNayak-y7n
    @SuresNayak-y7n 8 วันที่ผ่านมา +1

    ପିଣ୍ଟୁ ଭାଇ ଆପଣଙ୍କ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ପ୍ରଭୁ ଜଗନ୍ନାଥ ଭଲରେ ରଖନ୍ତୁ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏🌹🌹🌹

  • @latutygond
    @latutygond 8 วันที่ผ่านมา +1

    Many Many happy returns of the day happy birthday pintu bhai I am sorry let wish

  • @OmmPrakash-o1l
    @OmmPrakash-o1l 8 วันที่ผ่านมา +1

    ଜନ୍ମଦିନର ଅଭିନନ୍ଦନ!ଆପଣଙ୍କୁ ଅନେକ ସ୍ନେହ ଓ ସଫଳତା ମିଳିବାରେ କାମନା କରୁଛି ❤️

  • @simamahakhuda5016
    @simamahakhuda5016 8 วันที่ผ่านมา +1

    ପିଣ୍ଟୁ ଭାଇ Happy birthday 🎂🎂🎉🎉🍭🍭🎁🎁 bhai

  • @mitabhandilo4057
    @mitabhandilo4057 9 วันที่ผ่านมา +1

    Happy birthday 🎉ସାନ ଭାଇ ପିଣ୍ଟୁ 🎂🎂🎂🎂godbless you

  • @prabakarpanda6853
    @prabakarpanda6853 8 วันที่ผ่านมา

    Happy birthday to you pintu bhai jagannath pakhre ateki pathana thme sabu bele khusi re ruha au thma family's

  • @tapaswiniswain1901
    @tapaswiniswain1901 8 วันที่ผ่านมา

    Happy birthday pintu ❤❤ jagannatha sabubele khusire rakhanntu tuma chalapatha kusumita hau❤❤❤🎉🎉🎉

  • @sanjuputel8086
    @sanjuputel8086 6 วันที่ผ่านมา +1

    Happy birthday Pintu Bhai 🎂🎂✨❤️❤️

  • @rajeswaribehera7969
    @rajeswaribehera7969 9 วันที่ผ่านมา +1

    Happy birthday pintu bhai🎉🎉🎉🎉

  • @ChitaranjanSahoo-h6i
    @ChitaranjanSahoo-h6i 9 วันที่ผ่านมา +1

    Many many happy birthday 🎂🎂🎂🎂 to you pintu bhai ❤❤❤❤❤❤❤

  • @basudevbehera3140
    @basudevbehera3140 8 วันที่ผ่านมา +1

    Happy Birthday Pintu bhai

  • @DipuDipalifeexpress
    @DipuDipalifeexpress 9 วันที่ผ่านมา +1

    ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ. 🎂🎂🎈🎈
    ଜୟ ଜଗନ୍ନାଥ

  • @avilashmohanty9071
    @avilashmohanty9071 8 วันที่ผ่านมา

    Beautiful video bhai ❤❤❤
    Happy birthday ❤❤❤
    Prabhu SHREE JAGANNATH apananku sabu bele khusire rakhantu❤❤❤❤
    🙏🙏Jay Jagannath🙏🙏

  • @sujulcreation
    @sujulcreation 8 วันที่ผ่านมา

    Happy Birthday 🎉🎂pintu vai vagaban tamaku sabubele khusire rakhantu

  • @MonalisaMohapatra-df8pj
    @MonalisaMohapatra-df8pj 8 วันที่ผ่านมา

    Happy birthday pintu bhai bhagwan karantu tame khusi re ruha

  • @sibuexpress7189
    @sibuexpress7189 9 วันที่ผ่านมา +1

    ଆଜି ମୋ ଭାଇ ର ଜନ୍ମ ଦିନ ର ଶୁଭେଚ୍ଛା ଓ ଶୁଭକାମନା ପିଣ୍ଟୁ ଭାଇ 🎂

  • @sasmitapradhan4698
    @sasmitapradhan4698 8 วันที่ผ่านมา +1

    Many many happy returns of the day happy birthday to you God bless you Bhai 🎂🎂🎂🎂🎂

  • @subhashreemohanty5946
    @subhashreemohanty5946 9 วันที่ผ่านมา +1

    Many many happy returns of the day 🎉🎉happy birthday bhai 🎂🎂

  • @user-ml3wb4pk2m
    @user-ml3wb4pk2m 9 วันที่ผ่านมา +1

    Many many happy returns of the day ♥️🎉🍧🍫🍧🍫❤ happy birthday bhai 🎂 god bless you 🙌🏻 always keep smiling 😊😁

  • @SonaliBehera_0
    @SonaliBehera_0 4 วันที่ผ่านมา

    ଜନ୍ମ ଦିନ ରୋ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା
    ପିଣ୍ଟୁ ଭାଈ🎉🎉
    🙏ଜୟ ଜଗନ୍ନାଥ⭕‼️⭕

  • @sanumahanta6508
    @sanumahanta6508 8 วันที่ผ่านมา +1

    Happy birthday pintu Bhai

  • @siyaabag148
    @siyaabag148 9 วันที่ผ่านมา

    Many many happy returns of the day Happy Birthday pin2 bhai 🎂🎈🎉🥳🥳🥳🥳🥳🥳🥳🥳

  • @Tapannayak-vs3vp
    @Tapannayak-vs3vp 9 วันที่ผ่านมา

    Happy birthday pintu Rupa ❤❤❤ Jay Jagannath super

  • @Hemantaexpress
    @Hemantaexpress 9 วันที่ผ่านมา

    Happy Birthday to you ପିଣ୍ଟୁ ଭାଇ ❤❤❤❤❤❤❤❤❤❤

  • @KarishmaGhatal
    @KarishmaGhatal 9 วันที่ผ่านมา

    Meny meny happy returns of the happy birthday to you pintu Bhai good bless you

  • @gyanaranjangiri1810
    @gyanaranjangiri1810 8 วันที่ผ่านมา

    Happy Happy Happy Happy Birthday pintu God bless you ❤❤❤❤❤❤

  • @Pratikshyasethy-k3i
    @Pratikshyasethy-k3i 8 วันที่ผ่านมา

    Happy birthday pintu bhai 🎉🎂❤️maa tarini nka daya ru tame khusi re ruha au tama ghara paribar loka ❤

  • @sagarikakhilar7141
    @sagarikakhilar7141 9 วันที่ผ่านมา

    Happy Birthday Piñtu God bless you.

  • @sushantlenka9786
    @sushantlenka9786 8 วันที่ผ่านมา

    Happy Birthday to you pintu Bhai I love you ❤🎉❤🎉❤

  • @biswaranjansahoo7495
    @biswaranjansahoo7495 6 วันที่ผ่านมา

    Happy birthday to you Bhai ❤ jagannath tumku bhalare Rakhantu Bahut sunder lagila vlog full enjoyment vlog sabubele dekhe gote bi miss kareni vlog satre Bhai Bhauja All time favourite jodi pin2 Bhai Rupa Bhauja khusi maa 🙏🙏🙏

  • @sanjulatarout898
    @sanjulatarout898 9 วันที่ผ่านมา

    Happy Birthday jagannath tuma chala patha kusumita heu

  • @pradeep123_
    @pradeep123_ 8 วันที่ผ่านมา +1

    Happy Birthday Dear Bhai 🎉❤
    God Bless you 😊🎉

  • @rajalaxmimohapatra5995
    @rajalaxmimohapatra5995 8 วันที่ผ่านมา

    Happy Birthday pintu Bhai god bless you 🥰🎉🥰🎉🥰

  • @ranjanpanda5846
    @ranjanpanda5846 9 วันที่ผ่านมา

    Jya jagannath pintu, Rupa. Happy birthday to you pintu babu ❤🎂. Ganesh chaturthi pai all family members wish you.❤❤❤

  • @PriyabrataPradhan-r4q
    @PriyabrataPradhan-r4q 8 วันที่ผ่านมา

    Happy birthday pintu bhai bhagaban tamaku bhalare rakhantu

  • @saratkumarsahoo2236
    @saratkumarsahoo2236 8 วันที่ผ่านมา

    Jagataranatha jaganath nka ashribadaru pintu tumar janmadin ATI mangalmay hau

  • @anilsahu9949
    @anilsahu9949 8 วันที่ผ่านมา

    Happy birthday to you pintu Bhai I love you 💕💖💖❤️💖

  • @santilatanayak8765
    @santilatanayak8765 8 วันที่ผ่านมา

    Happy birthday pintu babu 🎉🎉Happy Ganesh chaturthi 🙏

  • @SubhamPanda-ey1no
    @SubhamPanda-ey1no 9 วันที่ผ่านมา +1

    Happy Wala Birthday To You Dear Pintu Bhai🎉 Always Stay Happy And Healthy 😊