କାଣ୍ଡଶର ଯୋଗି Vs ଗୋପୀନାଥପୁର ଯୋଗୀଆଣି // ସ୍ଥାନ - ରାଣୀଗୋଡ଼ା ଅନୁଗୋଳ // ତୃତୀୟ ରଜନୀ ବାଦଦଣ୍ଡତା୦୭/୦୬/୨୦୨୨

แชร์
ฝัง
  • เผยแพร่เมื่อ 6 มิ.ย. 2022
  • #Badadanda2022RanigodaAngul #Prasadstudio #ntpckaniha
    ନମସ୍କାର ଦର୍ଶକ ବନ୍ଧୁ ।ମୁଁ ଆପଣ ମାନଙ୍କର TH-camr ଵିଷ୍ଣୁ ପ୍ରସାଦ ବେହେରା(ପ୍ରସାଦ ଭାଇ) କଣିହାଁ ଅନୁଗୋଳ । ମୋ - 8249527724 ,Email id - b. lic790@gmail. com । ଆପଣ ମାନଙ୍କୁ TH-cam ଚାନେଲ Prasadstudio କୁ ସ୍ୱାଗତ । ଆପଣ ଯଦି ମୋ ଚାନେଲ ସହିତ ନୂଆ କରି ଦେଖୁଛନ୍ତି ତା ହେଲେ ସର୍ବ ପ୍ରଥମେ ମୋ ଚାନେଲ ପ୍ରସାଦ ଷ୍ଟୁଡିଓ କୁ subscribe କରି ନିଅନ୍ତୁ ଏବଂ bell icoin କୁ on କରି ଦିଅନ୍ତୁ ଯାହା ଫଳରେ ମୋର ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ କୁ ପ୍ରଥମେ ଦେଖି ପାରିବେ ।ରହିଲି ନମସ୍କାର । ଜୟ ଜଗନ୍ନାଥ ।
    ବି. ଦ୍ର. - ମୋ youtube ଚାନେଲ Prasad studio ମାଧ୍ୟମରେ ଆମ୍ଭର ଲୋକାୟିତ ହୋଇ ଯାଉ ଥିବା କାଯ୍ୟକ୍ରମ ଯଥା ପାରମ୍ପରିକ ଦଣ୍ଡନୃତ୍ୟ ପାଲା ଘୁଡିକି ଦାସ କାଠିଆ ସଂକୀର୍ତ୍ତନ ମେଳା ମହୋତ୍ସବ ଅଷ୍ଟ ପ୍ରହରୀ ଯାତ୍ରା ହୋମ ପାରାୟଣ ଇତ୍ୟାଦି କୁ ଲୋକ ଲୋଚନ କୁ ଆଣିବା ପାଇଁ ଏକମାତ୍ର ପ୍ରୟାସ । କୌଣସି ଜାତି ପ୍ରଥା କିମ୍ବା ଅନ୍ୟ କାହାରିକୁ ଆକ୍ଷେପ କରି ନୃତ୍ୟ ପରିବେଷଣ କରିବା ଉଦ୍ଧେଶ୍ୟ ନୁହେଁ କେବଳ ଟିକିଏ ମନୋରଞ୍ଜନ ପାଇଁ , ତେଣୁ ମୋର ସମସ୍ତ ଭାଇ ଭଉଣି ମାନଙ୍କୁ ନିବେଦନ କରି କହୁଛି ମୋ youtube ଚାନେଲ ପ୍ରସାଦ ଷ୍ଟୁଡିଓ କୁ subscribe like share and coments କରନ୍ତୁ ।
  • บันเทิง

ความคิดเห็น • 31