Berhampur Marital Discord | Giving Advice To Son Is Father’s Right, Says Groom’s Father

แชร์
ฝัง
  • เผยแพร่เมื่อ 28 ธ.ค. 2024

ความคิดเห็น • 957

  • @dibya63
    @dibya63 3 ปีที่แล้ว +312

    ସାମ୍ବାଦିକ ଭାଇ ଙ୍କୁ salute, ପୁରା ସଠିକ question କରିଛନ୍ତି

    • @mithunsandha2997
      @mithunsandha2997 3 ปีที่แล้ว +1

      Kn kala Ma bhai

    • @Nkalyani5518
      @Nkalyani5518 3 ปีที่แล้ว +2

      Excellent 👍🏻 bro

    • @nibeditabiswal4206
      @nibeditabiswal4206 3 ปีที่แล้ว +2

      Good reporting

    • @dr.sasmitamishra5692
      @dr.sasmitamishra5692 3 ปีที่แล้ว +4

      ଆପଣ ସୁମିତର ବାପା କି ନୁହେଁ ସଂନ୍ଦେହ।
      ଆପଣଙ୍କ ସାମାଜିକ ବୋଧ ନାହିଁ ଥିଲେ ଝିଅକୁ ଏମିତି ଯାତନା ଦେଇ ନ ଥାନ୍ତ।
      ପୁଅକୁ ପରାମର୍ଶ ଦିଅନ୍ତୁ ଏମିତି ଗୋଟେ ଗୋଟେ ଝିଅ ସାଥେ ଖେଳୁ ଲଜ୍ଯା ଲଜ୍ଯା ଲଜ୍ଯା

    • @pathanisamantraja8945
      @pathanisamantraja8945 3 ปีที่แล้ว

      Right reporters

  • @amritasingha5055
    @amritasingha5055 3 ปีที่แล้ว +109

    ବଢିଆ ପ୍ରଶ୍ନ ପଚାରିଛନ୍ତି ରିପୋର୍ଟର ଭାଇ 🙏🙏🙏

  • @motivationalshayari1153
    @motivationalshayari1153 3 ปีที่แล้ว +126

    ଲୋକଟିର ସମ୍ପୂର୍ଣ୍ଣ ଭୁଲ ରହିଚି ବୋଲି ତାଙ୍କ କଥା ବାର୍ତ୍ତା ଜଣାପଡୁଛି

    • @aashrittabla
      @aashrittabla 3 ปีที่แล้ว +2

      Dear MDM,
      Aita Parama GALUA TA,,

  • @adityaswain1993
    @adityaswain1993 3 ปีที่แล้ว +74

    ଭାବୁଛି ଆପଣଙ୍କ ପୁଅ କୁ ଉଚିତ ସଂସ୍କାର ଦେଇ ନାହାନ୍ତି ମଉସା

    • @swopnadas8519
      @swopnadas8519 3 ปีที่แล้ว +2

      Mausa nije bi sanshkari nuhanti ....pua ku kn debe?

    • @ଖୁସିମୀନାସେଠୀ
      @ଖୁସିମୀନାସେଠୀ 3 ปีที่แล้ว

      ବୁଢ଼ା ତ ନିଜେ ଶିଖିନି ପୁଅକୁ କଣ ଶିଖେଇବ

  • @snayak7837
    @snayak7837 3 ปีที่แล้ว +12

    ଶଶୁର ହେଉଛି ଏହି ନାଟକ ର ମୁଖ୍ୟ ଖଳ ନାୟକ👍🏾👍🏾👍🏾👍🏾

  • @SatyaprakashRoutray
    @SatyaprakashRoutray 3 ปีที่แล้ว +111

    Very correct question by reporter.. 👍🙏

  • @biprapriya
    @biprapriya 3 ปีที่แล้ว +63

    ତାଙ୍କର ତ ଝିଅ ନାହିଁ। ଏଭଳି ଘଟଣା କାହିଁକି ଘଟି ଥାଆନ୍ତା ।

    • @mamatamohapatra2526
      @mamatamohapatra2526 3 ปีที่แล้ว

      Thick kahele jhiara pratarana ra kasta janibe kemiti! L!!!!¡

  • @deepakjena4910
    @deepakjena4910 3 ปีที่แล้ว +83

    Excellent journalist....for all conversations!!!!!!

  • @debarajbehera8332
    @debarajbehera8332 3 ปีที่แล้ว +146

    ଜଣେ ବାପା ତା ପୁଅକୁ ଭଲ ଉପଦେଶ ଦେବ. କହିବନି ଝିଅ ମାନଙ୍କ ସହିତ ସମ୍ପର୍କ ରଖିବୁ ଆଉ ବାହାଘର ହେଲା ବେଳକୁ କୋଟ ଯିବା. ଏଇଆ ଆପଣଙ୍କ ପୁଅକୁ ଉପଦେଶ ଦେଉଥିଲ

    • @prakashranjan2325
      @prakashranjan2325 3 ปีที่แล้ว +1

      A Father must be a good father In law he must. Rectify himself don't take plea a case is under judicicationn

    • @sidhitumpuli
      @sidhitumpuli 3 ปีที่แล้ว +5

      Badhiaa katha te kahich, gharu baharile bahut bapa maa tank pua ku ଆକଟ କରି କୁହନ୍ତିନି କୋଉ ଝିଅ ଜୀବନ ସହ ଖେଲିବୁନି ବୋଲି, but gote jhia ku bahut ଆକଟ katha kuha j ଯାଇଥାଏ ୟେ society re

    • @subratkar8
      @subratkar8 3 ปีที่แล้ว +3

      How does a father will know his son is playing with a girlfriend. No father or parents teach their siblings to play with girl. The sons' brain is not developed. The father is not bad. He is a good person

    • @sidhitumpuli
      @sidhitumpuli 3 ปีที่แล้ว +2

      @@subratkar8 yei case re jete audio ଆସୁଚି Plz listen this, it's shame his father has told to this girl as MANKEDI . His father know very well all about the matter ...

    • @subratkar8
      @subratkar8 3 ปีที่แล้ว +1

      @@sidhitumpuli pls let me know. Have You never been talked with your closed one like this. It was common language or word in ganjam district. It was a family discussion. It shall not be exposed to 3rd persons particularly the girl and her family. The audio is the main clause of starting of this quarrel definitely. But the father has not done anything wrong sofar my point of view. The audio was either recorded by the girl without the knowledge of the boy. Or the boy did a conference without the knowledge of father bcz he had lost his sixth sense in love. Why I am saying the father is good bcz his way of thinking is not the money he is repeatedly saying about future career.

  • @bikashmuduli599
    @bikashmuduli599 3 ปีที่แล้ว +26

    ଆରେ ମାଘିଆ ଟା ଯଦି ତୋ ପୁଅକୁ ବୁଝେଇବାର ଥିଲା ବହାଘରୁ ପୂର୍ବରୁ ବୁଝେଇ ଥାନ୍ତୁ ବାହାଘର ପରେ ନୁହଁ ପୋଲିସ କୁ ଆଉ ପ୍ରଶାସନ କୁ ଲାଞ୍ଚ ଦେଉକି ଗୋଟେ ଖେଳ କରୁଛୁ
    ସିଧା ବୋହୂକୁ ସ୍ୱୀକାର କର
    ମୁଁ ବି love ବାହା ହୋଇଛି କିନ୍ତୁ ତୋ ଭଳିଆ ଛୋଟ ଲୋକ ନୁହଁ ମୋ ପରିବାର ଶଳା ପଢିଛୁ ମୂର୍ଖ ଭଳିୟା କଣ ହଉଛୁ
    ଜୟ ଜଗନ୍ନାଥ

  • @debarajbehera8332
    @debarajbehera8332 3 ปีที่แล้ว +61

    ଆପଣଙ୍କ ପୁଅ କଣ କରିଛି ଆପଣ ସବୁ ଜାଣିଛନ୍ତି. ଆପଣ ଅଭିନୟ ଭଲ କରୁଛନ୍ତି

  • @twinsgirltwinsbaby
    @twinsgirltwinsbaby 3 ปีที่แล้ว +55

    Excellent question by reporter

  • @padiaseth3058
    @padiaseth3058 3 ปีที่แล้ว +21

    Reporter is very good question I salute u sir nd proud of u .. thank you so much

  • @skjofficial5076
    @skjofficial5076 3 ปีที่แล้ว +64

    କି ବେଧ ଛୁଆ ତୁ ଜନ୍ମ କରିଛୁ ବଡ ଭାଈ ଥାଉ ଥାଉ କାହିଁକି ଭଲ ପାଉଥିଲା, ପୁଣି court marriage କଲା, ଏବେ ଗାଣ୍ଡି ଫାଟୁଛି ଇଜ୍ଜତ ଦେଖାଉଛ

  • @prasantamallick4357
    @prasantamallick4357 3 ปีที่แล้ว +79

    Good journalist...asking the best questions to this man.....Great salute to our Journalist Bhai 👍👍

  • @CryptoBoy50-20
    @CryptoBoy50-20 3 ปีที่แล้ว +75

    Reporter ek number 🔥 Questions Really impressive 👍

  • @attitudeboyraj7686
    @attitudeboyraj7686 3 ปีที่แล้ว +8

    Kalinga TV ରିପୋର୍ଟର କି Argus news ରିପୋର୍ଟର ସନ୍ତୋଷ ଭାଇ ଏପରି ନିର୍ଭୟ ପ୍ରଶ୍ନ ପଚାରି ଥିବେ...
    ରିପୋର୍ଟର ଭାଇ ଙ୍କ ପାଇଁ ଏକ 👍👍

  • @trilochanpati9697
    @trilochanpati9697 3 ปีที่แล้ว +46

    Excellent questions journalist sir 🙏🙏🙏

  • @thinklikealeader7906
    @thinklikealeader7906 3 ปีที่แล้ว +26

    Another level of journalist🔥🔥🔥

  • @santoshpatro5229
    @santoshpatro5229 3 ปีที่แล้ว +54

    Excellent questions by journalist

  • @baabusonaa2047
    @baabusonaa2047 3 ปีที่แล้ว +26

    ଏ ହାରାମି ବୁଡ଼ା କୁ ଖାସୁ କରାଯାଉ

  • @bharimalbrother994
    @bharimalbrother994 3 ปีที่แล้ว +65

    ଭଲ ପ୍ରବକ୍ତା ବାପାଟିଏ। ବୁଢ଼ା ଗାଲୁଆ ଲୋକଟା

    • @swopnadas8519
      @swopnadas8519 3 ปีที่แล้ว +1

      Amiti bakta nku Khali bramha chapudaa darkar

    • @biswajitpradhan5240
      @biswajitpradhan5240 3 ปีที่แล้ว +1

      ପୁରା ସୈତାନ୍ ଟା ସେ ବୁଢା।

  • @maatarinicreation2427
    @maatarinicreation2427 3 ปีที่แล้ว +9

    ଦୁଇଟା ଜୀବନ ନଷ୍ଟ କେବଳ ପ୍ରମୋଦ ବାବୁ ପାଇଁ

  • @ducks9525
    @ducks9525 3 ปีที่แล้ว +71

    ପ୍ରେସର କରି ପୁଅ ଓ ବୋହୂ ଏକାଠି କରିବା ଭଲ ହେବ

  • @shibabrataray8610
    @shibabrataray8610 3 ปีที่แล้ว +29

    ଯଦି ବି ସେ ଝିଅ ଗଲା ସେ ବେଶି ଦିନ ତିଷ୍ଠି ବନି।ଏତେ ବେଜ୍ଜିତ୍ ପରେ ଏମାନେ ତା ଜୀବନ ଦୁର୍ବିସହ କରିଦେବେ।ଭଲ ହେବ ସେ ନା ଯାଉ

  • @deepti5856
    @deepti5856 3 ปีที่แล้ว +9

    ଅଭିନୟ କରିବାର ଦକ୍ଷତା ଏ ବୁଢ଼ା ବାପା ପାଖରେ ଖୁନ୍ଦି ହେଇକି ରହିଛି

  • @tofan306
    @tofan306 3 ปีที่แล้ว +44

    ମୌଳିକ ଭୌତିକ ଜ୍ଞାନ ପ୍ରବଳ ଛି ଛି କେଡେ ଅଲାଜୁକ

  • @chikuncollection440
    @chikuncollection440 3 ปีที่แล้ว +17

    ଭାଇ ଙ୍କୁ ମୋର ଅନୁରୋଧ , ତପସ୍ଵନୀ ଭଉଣୀଙ୍କୁ ଆପଣେଇ ନିଅ, ନାରୀ ହେଉଛି ଲକ୍ଷ୍ମୀ , ନାରୀଙ୍କ ଆଖିରୁ ଲୁହ ଝରିବା ଯାହା ଲକ୍ଷ୍ମୀ ଙ୍କ ଆଖିରୁ ଲୁହ ଝରିବା ସହ ସମାନ, ସେହି ଲୁହରେ ତୁମେ କେବେ ଶାନ୍ତି ରେ ରହି ପାରିବନି , ତପସ୍ଵିନୀ ଭଉଣୀ ତୁମକୁ ବୋହୁତ ଭଲ ପାଉଛନ୍ତି ଦୟାକରି ତାଙ୍କୁ ଆପଣେଇନିଅ 🙏🙏🙏

  • @sadanandasahoo3707
    @sadanandasahoo3707 3 ปีที่แล้ว +13

    ବାର୍ତ୍ତାଳାପ ରୁ ଯାହା ଜଣାପଡୁଛି, ଆପଣ ଉପଦେଶ ଦେଉନାହାନ୍ତି, ଆପଣ ବେପାର କରୁଛନ୍ତି। କୋର୍ଟ ରେ ବାହା ହେଇସାରିଲା ପରେ, ଆପଣ ବୋହୂକୁ ଘରେ ନ ପୂରାଇବା କେଉଁ ନ୍ୟାୟ। କୋର୍ଟ ରେ ଚୁଡାନ୍ତ ନିଷ୍ପତ୍ତି ଦେଲା ପର୍ଯ୍ୟନ୍ତ, ସ୍ତ୍ରୀ ତ ସ୍ଵାମୀ ପାଖରେ ରହିବାର ହକ ଅଛି।

  • @binodinimirdha7081
    @binodinimirdha7081 3 ปีที่แล้ว +1

    ଏ ଝିଅ କୁ ନ୍ୟାୟ ମିଲୁ । ଭଗବାନ୍ ତୁମର ମଙ୍ଗଳ କରିବେ । Jay ଜଗନ୍ନାଥ ।

  • @jatrafan251
    @jatrafan251 3 ปีที่แล้ว +15

    କୋର୍ଟ ର ନିର୍ଦେଶ ଆଉ ଶଳା ଏ ବୁଢାର ପରାମର୍ଶ ଶୁଣି ମୋ ପାଟିରୁ ଦୋ ଅକ୍ଷରୀ ବାହାରୁଚି, ଶଳା ବୁଢ଼ା ଫୋନ ରେ କେବେ କଥା ହେଇଥିଲା ମନେ ନାହିଁ ହେଲେ ଝିଅ ଆମ ନାଁ ରେ କେଶ କରିଥିଲା ସେ କହୁଥିବା, ଦେଖାଉ ଥିବା ଆଉ ଶୁଣାଉଥିବା ପ୍ରମାଣ ମିଛ ଏଇଟା ଠିକ ମନେ ଅଛି...😡😡😡

  • @srikantarath3580
    @srikantarath3580 3 ปีที่แล้ว +70

    ଏ ବାବୁ କିଛି ଜାଣନ୍ତି ନାହିଁ। କାନ ପଟେ ଭାତ ଖାଉ ଛନ୍ତି।

    • @swarnasamal1923
      @swarnasamal1923 3 ปีที่แล้ว

      🤣

    • @bhabatoshpradhanofficial
      @bhabatoshpradhanofficial 3 ปีที่แล้ว

      Kana pate nuha, bana pate bhata khauchhanti, langala kari 2dhipini padile sabu sata bahara karideba

  • @saraswtidas7433
    @saraswtidas7433 3 ปีที่แล้ว +35

    ବହୁତୁ ମିଛ କହୁଛନ୍ତି, କଣ ଶିକ୍ଷିତ ପରିବାର ଏମିତି,ଭଲ ଅଶିକ୍ଷିତ ପରିବାର ମାଙ୍କରେ ନିଜ ନିଜ ଭିତରେ ବହୁତୁ ଭଲ ପାଇବା ଥାଏ, ଆଉ ଯୋଉ ମାନେ କମ ପଡୁଛନ୍ତି ତାଙ୍କ ପାଇଁ ସନମାନ ଆଉ ଇଜତ ବହତୁ ବଡ, ଆଉ love ବି

  • @geetanjalidutta2933
    @geetanjalidutta2933 3 ปีที่แล้ว +1

    Notorious personality, giving statement diplomatically

  • @biswajitbhoi5203
    @biswajitbhoi5203 3 ปีที่แล้ว +8

    Good Question ♥️♥️♥️♥️

  • @sujatasahu3196
    @sujatasahu3196 3 ปีที่แล้ว +1

    Thanks for all news reporter s
    God bless all of you

  • @sumantabaral7393
    @sumantabaral7393 3 ปีที่แล้ว +6

    ପୁଅ ଯନ୍ତ୍ରରେ ତାଲା ପକେଇକି ମୌଳିକ ଅଧିକାର ସାବ୍ଯସ୍ତ କରିବା ବି ଏକ ପ୍ରକାର ସ୍ୱଭାବିକ। କଣ ଆଉ କହିବିରେ ଶିକ୍ଷିତ ମୁର୍ଖ ତୋତେ।

  • @snehalatabalabantaray5838
    @snehalatabalabantaray5838 3 ปีที่แล้ว +1

    journalist bhai nku thanks,right questions pacharithibaru & right way re Madhya pacharichhanti.

  • @vinayak186f3
    @vinayak186f3 3 ปีที่แล้ว +18

    Props to Kalinga TV reporter for asking the real questions

  • @runi1104
    @runi1104 3 ปีที่แล้ว +2

    ସାମ୍ବାଦିକ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍.ଭଲ ପ୍ରଶ୍ନ ପଚାରିଥିଲେ ହେଲେ ଚୋର ବାପା dari dari ଅନ୍ସ୍ଵର ଦେଉଥିଲେ. ତାଙ୍କ ବୋଡି language ରୁ ଜଣା ପଡୁଥିଲା ସବୁ ମିଛ କହୁଥିଲା ଚୋର ବାପା,

  • @philipsnayak8544
    @philipsnayak8544 3 ปีที่แล้ว +4

    And the award for best FATHER goes to...this man ... 😂😂😂

  • @mamatagarabadu3687
    @mamatagarabadu3687 3 ปีที่แล้ว +8

    What a journalism 🔥thank you kanak news for asking such very good question 😍

  • @biswaranjandas9715
    @biswaranjandas9715 3 ปีที่แล้ว +7

    Bahut chalak loka.

  • @laxmipriyasanghamitra4427
    @laxmipriyasanghamitra4427 3 ปีที่แล้ว +1

    Excellent question of journalists

  • @railwaytechnical6554
    @railwaytechnical6554 3 ปีที่แล้ว +3

    Super questions

  • @srisaidesignvastu9209
    @srisaidesignvastu9209 3 ปีที่แล้ว +24

    ଏ ବୁଢ଼ା ଶଳା କୁଜି ରାଜନିତିଆ ।ତା ଗାଣ୍ଡିରେ ବାଉଁଶ ପୁରାଇ ଦିଅ ।ପୁଅ ଶଳା ଡାକ୍ତର ନାମକରା ଖରାପ କରିଦେଲା ।

    • @mamatamohapatra2526
      @mamatamohapatra2526 3 ปีที่แล้ว

      Thank you

    • @kishordharua
      @kishordharua 3 ปีที่แล้ว

      ଏ ବୁଢା ଅଙ୍ଗୁଳି କୁ ଭାଙ୍ଗି ଦିଏ ।ଗାଣ୍ଡି ମାରିଛି ଖାଲି

  • @Jugalswain
    @Jugalswain 3 ปีที่แล้ว +38

    This is the civilization of educated doctor and his father . Chhi thu

  • @homefood8054
    @homefood8054 3 ปีที่แล้ว

    Excellent bhai good question🙋🙋🙋

  • @MadhabMotivation
    @MadhabMotivation 3 ปีที่แล้ว +6

    ଏଥିରେ ନାଟର ଗୋବର୍ଦ୍ଧନ ହେଉଛି ଶ୍ବଶୁର ବୁଢ଼ା । ପୁଅକୁ ଠିକ୍ ଭାବରେ ସଂସ୍କାର ଦେଇନାହିଁ, ତେଣୁ ପୁଅ ଏମିତି ହେଉଛି । ଛି ଛି ଛି.....😤😤😤

  • @kalicharannayak5103
    @kalicharannayak5103 3 ปีที่แล้ว

    It is miracle of father's son

  • @sidharth463
    @sidharth463 3 ปีที่แล้ว +14

    ଏ ଶଳା ଟାଉଟର ବୁଢ଼ା. ପରମ ଗଲୁଆ

  • @preetisagarnayak1515
    @preetisagarnayak1515 3 ปีที่แล้ว +1

    Excellent Reporter! Confident and Right on spot

  • @wisherhere
    @wisherhere 3 ปีที่แล้ว +12

    Yes it's the matter between husband and wife

  • @andolannews
    @andolannews 3 ปีที่แล้ว +2

    ଏ ଶଳା ବୁଢା , ପୁଅର ବାହାଘର ହେଲା ଡିଭର୍ଶ ହେଲା ଯାଣିପାରିଲାନି କିନ୍ତୁ ପୁଅକୁ ବହୁଶାଙ୍ଗେ କଥା ହଅନା ଗ୍ରହ ଖରାପ ଅଛି ବୋଲି କହିଲା ଏଟା କେଡେ ବେଧ ଟା କିରେ ହାରାମି

  • @upendrapradhan693
    @upendrapradhan693 3 ปีที่แล้ว +3

    Very good Question Reporters sir

  • @sukantipalo4202
    @sukantipalo4202 3 ปีที่แล้ว

    Woh wonderful qn Prakash Bhai

  • @snayak7846
    @snayak7846 3 ปีที่แล้ว +5

    Very good "to the point " questions

  • @pabitramohandas6943
    @pabitramohandas6943 3 ปีที่แล้ว +1

    ମୌଳିକ ଅଧିକାର ବିଷୟରେ ଖୁବ୍ ସଚେତନ ଏ ବାବୁ ଜଣକ !

  • @gayatriswain2591
    @gayatriswain2591 3 ปีที่แล้ว +3

    Good questions reporter Bhai 💞💞

  • @puspanjalibehera1605
    @puspanjalibehera1605 3 ปีที่แล้ว

    Very good qsn❤️❤️❤️ heads of 🙏 dayakari se jhia ku naya dia jau samastanka nkra ae chesta rakhiba jaruri..ameti gote gote kari ssbu jhia ku emane nirjyatana dai maridebaku chahunchanti..Soo plz ame sabu se jhia sprt re thia haba

  • @arunpanigrahy4371
    @arunpanigrahy4371 3 ปีที่แล้ว +3

    Great reporters 🙏🙏🙏

  • @harshitapattnaik
    @harshitapattnaik 3 ปีที่แล้ว +1

    Salute to d reporters....
    Excellent questions

  • @manoranjanbehera5386
    @manoranjanbehera5386 3 ปีที่แล้ว +36

    A father know nothing about his son, But known about the advice given

  • @skcharanofficial
    @skcharanofficial 3 ปีที่แล้ว +1

    Doctor ଭାଇ ଙ୍କ ବାପା ମୋତେ ଲାଗୁଛି ପୁରା ମିଛୁଆ ଭଳି ,ଏବେ କହୁଛନ୍ତି ମୁଁ ପୁଅ ବୋହୂଙ୍କୁ ସିଉକାର କରୁଛି, ଯଦି ସେ ସିଉକାର କରୁଛନ୍ତି ,ପୁଣି ଘରେ ଆଗରେ ବହୁ ଛଡିନ ହେଲା ଧାରଣାରେ ବସିରହିଛି କଣ ପାଇଁ, ପୁଣି କହୁଛି କଣ ଅଡିଓ କଲ ରେ ମୁ କଣ କହିଛି ଜାଣିପାରୁନି, ଇଏ କଣ ପାଗଳ ନା ମିଛୁଆ।

  • @pranabpanda87
    @pranabpanda87 3 ปีที่แล้ว +3

    ଅଧର୍ମ ହସୁଛି, ଧର୍ମ ଗଡାଉଛି ଲୁହ
    ତଥାପି କହୁଛି, ଧର୍ମର ହେବ ଜୟ

  • @PhDscholarwithsushanta09
    @PhDscholarwithsushanta09 3 ปีที่แล้ว +1

    ଏଇଟା ପୁଅ ର ବାପା ନା । ପରମ ମାଗୀୟା ଟା ଜଣାପଡ଼ୁଛି । ତାଙ୍କ କଥା ରୁ ଜଣା ପଢୁଛି ।

  • @banitapahan1327
    @banitapahan1327 3 ปีที่แล้ว +5

    Reporter Bhai u right

  • @civilengineeringblog.6460
    @civilengineeringblog.6460 3 ปีที่แล้ว +1

    ଏଇ ଗୋଟିଏ ପୁଅ ସବୁ ଝିଅଙ୍କୁ ଶିଖେଇ ଦେଲା ଯେ ଭଲପାଅ, ଗାଡି ପଛରେ ବସି ମଜା ନିଅ, ରେଜିଷ୍ଟ୍ରି ବିବାହ ହୁଅ ହେଲେ ପତ୍ନୀର ମର୍ଯ୍ୟାଦା ଆଶା ଛାଡିଦିଅ। ବାପା ମାଆଙ୍କ କଥା ନମାନି ଧନ ବା ଯୌବନ ଲାଳସାରେ ନିଜର ସର୍ବସ୍ବ ସମର୍ପଣ କରି ସମାଜ ଆଖିରେ ଆଙ୍ଗୁଳି ଗେଞ୍ଜି ସ୍ବାଧୀନତା ନାଁ ରେ ପୂଅଙ୍କ ସହିତ ହଳ ହଳ ହୋଇ ବୁଲୁଥିବା ସମସ୍ତ ଝିଅଙ୍କ ପାଇଁ ଏହା ହେଉଛି ଏକ ଜ୍ବଳନ୍ତ ଶିକ୍ଷଣୀୟ ଉଦାହରଣ।

  • @shishirmohanty8140
    @shishirmohanty8140 3 ปีที่แล้ว +34

    You are correct that you have rights to advise your son. But at the end ...your advice spoiled two life

  • @prustypriyabrataraj2966
    @prustypriyabrataraj2966 3 ปีที่แล้ว +1

    Excellent and relevant question...

  • @santoshpatro5229
    @santoshpatro5229 3 ปีที่แล้ว +27

    How it is possible a father in law will advise a son to disobey the court marriage to stay apart from your wife.

  • @sunitasahoo2145
    @sunitasahoo2145 3 ปีที่แล้ว

    APPSOLUTILY Right. Salute journalist 🖒

  • @giridharirana6467
    @giridharirana6467 3 ปีที่แล้ว +33

    ମାଇଗିହା ବୁଢ଼ା ତୁ କହିଦଉନୁ ତୋ ପୁଅକୁ ବହୂକୁ ଘରକୁ ପଶିବାକୁ ଦେବ।

    • @kishankhirwal8274
      @kishankhirwal8274 3 ปีที่แล้ว

      Right

    • @banamalikisan4160
      @banamalikisan4160 3 ปีที่แล้ว +1

      Budha ku gandire loha road posey deo

    • @blshyam2980
      @blshyam2980 3 ปีที่แล้ว

      Tumar language vala nahi Aau tume jani6 kauta sata Aau kauta michha mo hisab re Kahi bhi sata kahu nahi

    • @swopnadas8519
      @swopnadas8519 3 ปีที่แล้ว

      @@blshyam2980 kemiti janila kehibi sata kahunaahanti

    • @abanidas517
      @abanidas517 3 ปีที่แล้ว

      Right 👍

  • @rajkumarswain1743
    @rajkumarswain1743 3 ปีที่แล้ว

    Reporter bhainku salute

  • @amiyakumarmohanty7518
    @amiyakumarmohanty7518 3 ปีที่แล้ว +3

    Hats up e-journalism brother

  • @NilakamalOdisha
    @NilakamalOdisha 3 ปีที่แล้ว +2

    ଭଉଣୀ କୁ ନିଆୟ ଦିଆଯାଉ ତା ନହେଲେ ଆମେ ମାନେ ଆଇନ୍ କୁ ହାତକୁ ନେବୁ ଜୟ ଜଗନ୍ନାଥ

  • @susantapatamajhi
    @susantapatamajhi 3 ปีที่แล้ว +8

    ଆପଣ ରାଜନୀତି ବହୁତ କରୁଛନ୍ତି,ପ୍ରୋମଦ ଭଲ ନାହିଁ ।

  • @ranjitabarek3951
    @ranjitabarek3951 3 ปีที่แล้ว

    Tq journalist Brother, fantastic question

  • @bibhutiswain2459
    @bibhutiswain2459 3 ปีที่แล้ว +7

    Good question by reporter, thank you Reporter sir. Sir kindly change your morality...

  • @prakashranjan8434
    @prakashranjan8434 3 ปีที่แล้ว +3

    ସବୁ ନାଟ ର ମୂଳ ହଉଛି ଏ ବୁଢ଼ା, ପୁଅ କୁ ଶିଖାଇ ସବୁ ପାଲା କରୁଛି ଶଳା କୁ ଗୁଳି କରିଦିଅ.

  • @srikantarath3580
    @srikantarath3580 3 ปีที่แล้ว +14

    ପୁଅ ନୁଆ ଜିନିଷ ଦେଖୁଥିଲା ତ.........

  • @smartjitu1605
    @smartjitu1605 3 ปีที่แล้ว +1

    Right questions jurnalist bro

  • @dr.sagarguru9356
    @dr.sagarguru9356 3 ปีที่แล้ว +32

    I feel from heart that these inlaws and cruel doctor, both will play brain games with bride...

  • @sherkhanskcreations1996
    @sherkhanskcreations1996 3 ปีที่แล้ว

    Spectacular question by reporter👍❤️

  • @kshanadamishra3990
    @kshanadamishra3990 3 ปีที่แล้ว +5

    ସାମ୍ବାଦିକ ମାନଙ୍କ ପ୍ରଶ୍ନ ବହୁତ ଭଲ ଆଉ ସେ ବାପା ଜଣକ ମଧ୍ୟ ସାଥକ ଉତ୍ତର ଦେଉଛନ୍ତି.

  • @khetramohanchoudhury3800
    @khetramohanchoudhury3800 3 ปีที่แล้ว

    Great question by journalist

  • @jasminpaikaray1182
    @jasminpaikaray1182 3 ปีที่แล้ว +11

    ତୁ ସଳା ବୁଢ଼ା ମଲା ବେଳେ ବାଳ ଟା ନେଇକି ଯିବୁ। ସେ ଦୁଇଜଣ ଯଦି ଖୁସି ତୁ ତାହାଲେ କଣ ପାଇଁ ଡେଉଁଚୁ। ଯେତେବେଳେ ଗୋଡ ହାତ ନ ଚଳିବ ସେ ଦିନ ଅନୁଭବ କରିବୁ।

    • @tusharkant2096
      @tusharkant2096 3 ปีที่แล้ว

      ବହୁତ୍ ବଢିଆ କହିଛ ଭାଇ

  • @monalimonali8411
    @monalimonali8411 3 ปีที่แล้ว

    Very Gd question Thnq

  • @jitendrabaliarsingh2164
    @jitendrabaliarsingh2164 3 ปีที่แล้ว +5

    The man is very Knowledgious

  • @rameswarimallick9887
    @rameswarimallick9887 3 ปีที่แล้ว

    Salute reporter bhai 🙏🙏🙏

  • @Tanmoy0707
    @Tanmoy0707 3 ปีที่แล้ว +4

    Every metal that glitters is not gold.
    More power to the family 🙏

  • @Kali96945
    @Kali96945 3 ปีที่แล้ว

    Badhia question..

  • @susantakhamari7921
    @susantakhamari7921 3 ปีที่แล้ว +12

    100 % Touter budhhaaaa

    • @swopnadas8519
      @swopnadas8519 3 ปีที่แล้ว

      Amiti sasura kahaku namilu re Bhai

  • @manmohanpcs
    @manmohanpcs 3 ปีที่แล้ว +1

    That's the journalist 👏

  • @ratnakarbehura2980
    @ratnakarbehura2980 3 ปีที่แล้ว +7

    Father in law of Tapaswini Das is not a good person as he is influencing his son in this matter.

  • @chalochaltehen
    @chalochaltehen 3 ปีที่แล้ว

    Good questions by Reporter salute you Sir good job..

  • @deepakswain8853
    @deepakswain8853 3 ปีที่แล้ว +11

    Really the reporter twist questions ask him I appreciate to him

  • @dhananjayajena8078
    @dhananjayajena8078 3 ปีที่แล้ว

    Thanks the reporter

  • @shanikumarpati4635
    @shanikumarpati4635 3 ปีที่แล้ว +24

    ବୁଢା ଶଳା

  • @wanderingrashmi1642
    @wanderingrashmi1642 3 ปีที่แล้ว

    Salute to the reporter 🙏🙏🙏🙏