କେଉଁ ଇଟାରେ ଘରକଲେ ଘର ହୁଏ ମଜବୁତ II CIVIL EXPERT
ฝัง
- เผยแพร่เมื่อ 28 พ.ย. 2024
- କେଉଁ ଇଟାରେ ଘରକଲେ ଘର ହୁଏ ମଜବୁତ II CIVIL EXPERT
#civilexpert #civilengineering #civilservices #civilservice #civil #civilengineer #civilservicemotivation #civilconstruction #civilconstructionworld #civilconstructionbuilding #measurement_tape
#measurement tape #measurement #tape
#ColumnShuttering #Shuttering #Column
Red ଇଟା ବହୁତ୍ ଭଲ ଓ ମଜଭୁତ।proper way ରେ red ଇଟା ପକାଇଲେ ସେ ଇଟା ୨୦୯ବର୍ଷ ପରେ ମଧ୍ୟ ସେଇ ଟେମ୍ପର ରେ ଥାଏ ଓ କାନ୍ଥ ରେ ଲୁହା କଣ୍ଟା ବାଦେଇଲେ ଜମା ଭେଦିବ ନାହିଁ କିନ୍ତୁ ଏ ବ୍ଲାକ ଇଟା ଟ୍ରାକ୍ଟର ରୁ କାଢି ଲା ପରେ ସେଥିରୁ ୩୮%ଇଟା ଗୁଣ୍ଡ ହୋଇଯାଇଥିବା
ଆମ ଏରିଆରେ ରାଜା ଙ୍କ ଘର ଭଙ୍ଗା ହେଲା ସେ ଇଟା ପୁରା ମଜଭୁତ ଥିଲା 130 ରୁ 150 ବର୍ଷର ଇଟା ଥିଲା ସେକେଣ୍ଡ ରେ ବି ଘରେ କାମରେ ଲାଗିଲା ଡଷ୍ଟ ଇଟା ତ ଝଡି ପଡୁଛି ବାହାରେ ଦୁଇ ବର୍ଷ ରଖିଦେଲେ କଣ ଭାଙ୍ଗି ଯାଉଛି ସବୁ ସିମେଣ୍ଟ କମେଇ ଦେଉଛନ୍ତି
ଯାହାହେଉ ଆପଣ ଫ୍ଲାଏଆସ୍ ର ଗୁଣବତ୍ତା ବିଷୟରେ ଆମକୁ ସୁନ୍ଦର ଭାବରେ ବୁଝାଇଲେ। ଆଗରୁ ମିସ୍ତ୍ରୀମାନେ ଆମ ମୁଣ୍ଡରେ ଭ୍ରାନ୍ତ ଧାରଣା ପୁରାଇ ଥିଲେ। ସେମାନେ ନାଲି ଇଟା ସପକ୍ଷରେ ସଦାବେଳେ କୁହନ୍ତି।
Babur bhal lagila
Thank you for your technical information for public awareness.
Keep it up
❤Good information
Good information.. Thank you
ସିମେଣ୍ଟ ଇଟା କମ୍ପାନୀ ତୁମକୁ କେତେ? ଟଙ୍କାରେ କିଣି ଛନ୍ତି।
Red brick water absorption capacity adhik thibaru eha gharaku thanda rakhithae.
Very informative topic
Thanks👍
A Belarapa karuchhanti pray.
Kau brick ra life besi in long term
Yes
ଫ୍ଲାଏ ଆସ ବ୍ରିକ୍ ଭଳ ହେବ
Thank you sir
Dust ita majbut bhala Kam kharcha kintu bhabuchi bodhe mati ita tharu dust tk Ghar garam rahiba se jaha hau gariba loka pain dust ita bhala mu bhabichi karibi video ru thik janili
Good comparison 👍
Thanks 👍
Good
Govt Kama rey only lagay fly bricks
Price kete 1000 bricks ra
800.8500