ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Sir mor lagi e video important thank you
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Thank u sir.
Sir baigana re keu vitamin spray kale adhika phaliba
ଫେଣ୍ଟା ପ୍ଲସ୍ ହରମୋନ ଦିଅନ୍ତୁ
Sir baigan kana binda fal binda kaise chhadae
ଆଲାଣ୍ଟୋ ଦିଅନ୍ତୁ
Sir , ଆମର ବାଇଗଣ ରେ କାଣ୍ଡ ବିନ୍ଧା ପୋକ ଏବେ ଲଗୁଚେ, ଆପଣ କହି ଥିବା medichine ଦେଇକି try କରମୁ
ଆଜ୍ଞା ବାଇଗଣ ଗଛର ମୂଳରେ ପୋକ ଲାଗିଛନ ଆର ଗଛ ର ମୂଳଟା ସଢ଼ି ଯାଇକରି ମରିଯାଉଛେ ଗଛର ଫୁଲ କସି ବି ଖରାପ ହଉଛେ ଇ ରୋଗ ର ପ୍ରତିକାର ଟିକେ କହୁନ
ନମସ୍କାର ଆଜ୍ଞା, ଏହା ମୂଳ ସଢା ରୋଗ, ଏଥିପାଇଁ,ଷ୍ଟ୍ରେପଟୋ ସାଇକ୍ଳିନ ଓ କପର ଅକ୍ସି କ୍ଳୋରାଇଟ ର ୨ ଏମ୍ ଏଲ୍ ଲିଟର ପାଣି ହିସାବରେ ଦେଇ ପାରିବେ,
Sir baigan gachha fati jau6e kana karma. Please reply 🙏
ନମସ୍କାର ଆଜ୍ଞାଗଛ ଠାପିବାରେ ବିଭିନ୍ନ କାରଣ,ହ୍ଵାଟସଵ୍ ରେ ଫଟୋ ପଠାଇଲେ, ଆହୁରି ତଥ୍ୟ ଜାଣିହେବ। ତଥାପି ଆପଣ ଉଲାଲା ଔଷଧ ଦିଅନ୍ତୁ, ବାଇଗଣ ପାଇଁ ବହୁତ ଭଲ୍।
Thanks
ଧନ୍ୟବାଦ ଆଜ୍ଞା ନମସ୍କାର
Suriso piuria Jamin kenu miliba
ନମସ୍କାର ଆଜ୍ଞାଏହା ଅନଲାଇନ୍ ରେ ଆପଣ ପାଇ ପାରିବେ,ହ୍ଵାଟସଵ ରେ ଆମ ସହିତ ଯୋଗାଯୋଗ କରନ୍ତୁ, ଆମେ ଆପଣଙ୍କୁ ଲିଙ୍କ୍ ଯୋଗାଇ ଦେଵୁ।
A medicine chaluni
ଆଜ୍ଞା ର ଫୋନେ ନୁମ୍ବର ଟିକେ ମିଳବା kn
ନିଶ୍ଚୟ ଯୋଗାଯୋଗ କରିବୁ, ଯଦି ସମ୍ଭବ ହୁଏ
ରୋହି ତ କହୁଛେ ବରଗଡ଼ ଜିଲ୍ଲା ନୁ ମୁଇ ଉଷୋ ମାରି ମାରି ଥକି ଗଲିନ ବାଇଗଣ ସବୁ କଣା ହେଇଯାଉ ଛେ ଭଲ ଉସୋ ଟିକେ କହି ଦ ଉ ନ
କୋରାଜନ୍
Baigan 1st phaluche, kichhidin pare andra male heijauchan tenu lagabar samayare kichhi karbaku padaba ki
ନମସ୍କାର ଆଜ୍ଞା, ଆରମ୍ଭ ନୁ ଫଲିକରି ମଝିରେ ଅଣ୍ଡିରା ହେଵା ନୁହେଁ କଥା, କେଉଁ ଭେରାଇଟି ରେ ଏମିତି ହେଉଛି, ଜାଣିବା ଦରକାର, ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
Sir! ଭଲ ଭଲ medicine କହେଲେ କିନ୍ତୁ ଧଳା ମାଛି ଯଦି ଦମନ ହେବା ତାହା ହେଲେ ବାଇଗଣ କଣା ନାହିଁ ହୁଏ.....
ଵିଶ୍ଵାଲ ଆଜ୍ଞା ନମସ୍କାର, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆପଣଙ୍କ ଅନୁଭବ ଆମଠାରୁ ଵହୁ ଉର୍ଦ୍ଧ ରେ , ଏହା ଆମେ ସ୍ଵୀକାର କରୁଛୁ।
Sir mor lagi e video important thank you
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Thank u sir.
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Sir baigana re keu vitamin spray kale adhika phaliba
ଫେଣ୍ଟା ପ୍ଲସ୍ ହରମୋନ ଦିଅନ୍ତୁ
Sir baigan kana binda fal binda kaise chhadae
ଆଲାଣ୍ଟୋ ଦିଅନ୍ତୁ
Sir , ଆମର ବାଇଗଣ ରେ କାଣ୍ଡ ବିନ୍ଧା ପୋକ ଏବେ ଲଗୁଚେ, ଆପଣ କହି ଥିବା medichine ଦେଇକି try କରମୁ
ଆଜ୍ଞା ବାଇଗଣ ଗଛର ମୂଳରେ ପୋକ ଲାଗିଛନ ଆର ଗଛ ର ମୂଳଟା ସଢ଼ି ଯାଇକରି ମରିଯାଉଛେ ଗଛର ଫୁଲ କସି ବି ଖରାପ ହଉଛେ ଇ ରୋଗ ର ପ୍ରତିକାର ଟିକେ କହୁନ
ନମସ୍କାର ଆଜ୍ଞା, ଏହା ମୂଳ ସଢା ରୋଗ, ଏଥିପାଇଁ,ଷ୍ଟ୍ରେପଟୋ ସାଇକ୍ଳିନ ଓ କପର ଅକ୍ସି କ୍ଳୋରାଇଟ ର ୨ ଏମ୍ ଏଲ୍ ଲିଟର ପାଣି ହିସାବରେ ଦେଇ ପାରିବେ,
Sir baigan gachha fati jau6e kana karma. Please reply 🙏
ନମସ୍କାର ଆଜ୍ଞା
ଗଛ ଠାପିବାରେ ବିଭିନ୍ନ କାରଣ,ହ୍ଵାଟସଵ୍ ରେ ଫଟୋ ପଠାଇଲେ, ଆହୁରି ତଥ୍ୟ ଜାଣିହେବ। ତଥାପି ଆପଣ ଉଲାଲା ଔଷଧ ଦିଅନ୍ତୁ, ବାଇଗଣ ପାଇଁ ବହୁତ ଭଲ୍।
Thanks
ଧନ୍ୟବାଦ ଆଜ୍ଞା ନମସ୍କାର
Suriso piuria Jamin kenu miliba
ନମସ୍କାର ଆଜ୍ଞା
ଏହା ଅନଲାଇନ୍ ରେ ଆପଣ ପାଇ ପାରିବେ,ହ୍ଵାଟସଵ ରେ ଆମ ସହିତ ଯୋଗାଯୋଗ କରନ୍ତୁ, ଆମେ ଆପଣଙ୍କୁ ଲିଙ୍କ୍ ଯୋଗାଇ ଦେଵୁ।