ରୁପାଙ୍କୁ ଦେଖି କାନ୍ଦି ପକାଇଲେ ଜେଜେ / Rupa Pin2 Khushi

แชร์
ฝัง
  • เผยแพร่เมื่อ 19 ก.ย. 2024

ความคิดเห็น • 1.3K

  • @sulekhanaik6656
    @sulekhanaik6656 ปีที่แล้ว +12

    ରୂପା ଭାଉଜଙ୍କର ଏ ଗୀତ ଟି ବହୁତ ସୁନ୍ଦର ହେଇଛି 😘
    ଦୁର୍ଗା ମା ଆପଣଙ୍କ ପରିବାର କୁ ସବୁବେଳେ ଖୁସିରେ ରଖନ୍ତୁ 🙏 ଜୟ ମା ଦୁର୍ଗା

  • @maasarala9584
    @maasarala9584 ปีที่แล้ว +466

    ସତରେ ରୂପାକର ଗୀତଟି ଯିଏ ଦେଖିବ ସିଏ ଅଲଗା ଦୁନିଆରେ ହଜିଯିବେ 👌👌🥰🥰🥰 ରୂପାବି ଦୁର୍ଗା ମାଆ ପରୀ ଦେଖା ଯାଉଛିନ୍ତ 👌👌🙏🙏 କିଏ କିଏ ମୋ କଥାରେ ଠିକିବୋଲି ଭାବୁଛନ୍ତି like କରନ୍ତୁ 👍👍

  • @biswajitbiswal1994
    @biswajitbiswal1994 ปีที่แล้ว +87

    ରୂପା ଭାଉଜ ❤️ ଆପଣଙ୍କର ମାଁ ଦୂର୍ଗାଙ୍କର ଗୀତଟା ଭଲ ହେଇଛି।। ମାଁ ଦୂର୍ଗା ଆପଣଙ୍କର ପରିବାରକୁ ଖୁସିରେ ରଖନ୍ତୁ ଏହା ହିଁ ମାଁ ଦୂର୍ଗାଙ୍କ ନିକଟରେ ମୋର ପ୍ରାର୍ଥନା।। 🔱🕉️🌺🙏

  • @dipunmama9616
    @dipunmama9616 ปีที่แล้ว +49

    ରୂପା ଭାଉଜ ଙ୍କ ଗୀତ ବହୁତ ସୁନ୍ଦର ହୋଇଛି 👌❤🌹❣️ମା ଦୁର୍ଗା ଆପଣଙ୍କ ପରିବାର କୁ ସବୁବେଳେ ଏମିତି ଖୁସିରେ ରଖନ୍ତୁ 🙏🙏🙏ଜୟ ଜଗନ୍ନାଥ ଭାଇ 🙏🙏🙏❤

  • @mahendra_das240
    @mahendra_das240 ปีที่แล้ว +66

    ରୁପା ଭାଉଜ ସତରେ ମା ଙ୍କ ରୂପ ଯା ଦେବୀ ସର୍ବ ଭୂତେଷୁ ମାତ୍ରୁ ରୂପେଣ ଶକ୍ତିଷା 🙏❤️

  • @mitalichaudhury2757
    @mitalichaudhury2757 ปีที่แล้ว +6

    ଗୀତଟି ବହୁତ ସୁନ୍ଦର ହୋଇଛି । ଅଭିନୟ ମଧ୍ୟ ବହୁତ ସୁନ୍ଦର । ଜୟ ମା ଦଶଭୁଜା ।🙏🙏🙏

  • @sadanandapatra298
    @sadanandapatra298 ปีที่แล้ว +132

    ଜେଜେଙ୍କ ଆଖିରୁ ଲୁହ ଆସିବା ଦେଖି ମୋ ଆଖିରେ ଲୁହ ଆସିଗଲା 🥀🥀🥀🙏🙏🙏🙏😭😭 so beautiful song 🌹🌹🥀🥀🥀🥀🥀

  • @bienrosei
    @bienrosei ปีที่แล้ว +7

    ସକାଳୁ ଉଠି ଆଗ ଆପଣଙ୍କ ଭଜନ ଦେଖିଲି
    ବହୁତ ସୁନ୍ଦର ଲାଗିଲା
    ଜୟ ମା ଦୁର୍ଗା🙏

  • @subhadra_123
    @subhadra_123 ปีที่แล้ว +34

    ଗୀତ ରେ ରୂପା ଭାଉଜ ଙ୍କ expression awsome😊& looking very gorgeous & pretty😍✨❤ଏତେ ସୁନ୍ଦର ହେଇଛି ଯେ କହିବା ପାଇଁ ଶବ୍ଦ ହିଁ ନାହିଁ☺ଜୟ ମା ଦୁର୍ଗା🙏 👁👃👁

  • @creationsamrita
    @creationsamrita ปีที่แล้ว +9

    ବହୁତ ସୁନ୍ଦର ଗୀତ ହେଇଛି😍
    ମା ଦୂର୍ଗା ଆପଣଙ୍କ ପରିବାରକୁ ସବୁେବେଳ ଘଣ୍ଟ ଘୋଡେଇ ରଖିଥାଆନ୍ତୁ🙏

  • @subhadra_123
    @subhadra_123 ปีที่แล้ว +58

    ଭାଇ ଗୀତ ଟି ବହୁତ ସୁନ୍ଦର ହେଇଛି😘awsome performance🥰ବହୁତ ସୁନ୍ଦର ଲାଗିଲା🥰ଦଶହରାରେ ଆମ ପାଇଁ ବହୁତ ଭଲ surprise ଥିଲା🍂ଯେତେ ଦେଖିଲେ ବି ମନ ବୁଝୁନି ଆଉ ଥରେ ଦେଖିବାପାଇଁ ଇଛା ହଉଛି🙏🏻

  • @sejalmishra5227
    @sejalmishra5227 ปีที่แล้ว +13

    ଜେଜେ ଖୁସିରେ ବି କାନ୍ଦିଲେ ବହୁତ୍ କାନ୍ଦ ଲାଗୁଛି.. ଜେଜେ ବାପାଙ୍କୁ ସବୁବେଳେ ଖୁସିରେ ରଖିବ.. ଏତେ ବଢିଆ ଲୋକ ସେ ମୋର ବହୁତ୍ ଇଛା ଜେଜେ ବାପାଙ୍କୁ ଦେଖା କରିବାକୁ .. 🥰🥰

  • @sunitasahu1138
    @sunitasahu1138 ปีที่แล้ว +26

    ବହୁତ ସୁନ୍ଦର ଗୀତ ମନକୁ ଛୁଇଁ ଦେଲା ଭାଉଜ ବହୁତ ସୁନ୍ଦର ଦେଖା ଯାଉଛନ୍ତି ସତରେ ମାଆ ଦୁର୍ଗା ତମ ପରିବାର ଏମିତି ଖୁସି ରଖନ୍ତୁ ଜୟ ମାଆ ଦୁର୍ଗା 🙏🙏🙏

  • @kabitasamanta5674
    @kabitasamanta5674 ปีที่แล้ว +1

    Rupa didi is so great 👍👍 aei Bhajan rupa dii nka ra bahut sunder hoeichhi 🙏🙏🙏 bahut sunder family nd cute khusi maa lvu all ❤️❤️❤️

  • @ritanjalimuduli5195
    @ritanjalimuduli5195 ปีที่แล้ว +101

    ଜେଜେଙ୍କ କାନ୍ଦ ଦେଖି ମୋ ଆଖିରେ ବି ଲୁହ ପଳେଇ ଆସିଲା 😭😭ତମେ ସମସ୍ତେ ସବୁବେଳେ ଖୁସିରେ ରୁହ. Maa ଙ୍କ ପାଖରେ ମୋର ଏତିକି ଗୁହାରି 🙏🙏🙏🙏

  • @panchapatra3920
    @panchapatra3920 ปีที่แล้ว +1

    Aji rupa bhauja besi khusi janapaduchhanti☺☺

  • @akashkumarsahoo6931
    @akashkumarsahoo6931 ปีที่แล้ว +5

    Bhai jeje nku dekhiki akhire luha asigala 😔😔god bless you ur all family members I 🙏🙏😘😘

  • @saisubhammahapatra2687
    @saisubhammahapatra2687 ปีที่แล้ว +16

    ବହୁତ ଖୁସି ରେ ଲୁହ ବି ଆସିଯାଏ❤❤ Rupa nka song bahutu bhala lagila❤❤❤

  • @susantbehera5333
    @susantbehera5333 ปีที่แล้ว +32

    ରୂପା ଭାଉଜଙ୍କ ନୂଆ album song ଟି ବହୁତ ସୁନ୍ଦର ହେଇଛି ❤👌❤👌❤👌

  • @prakashinibarik2596
    @prakashinibarik2596 ปีที่แล้ว +34

    ବହୁତ ସୁନ୍ଦର ହେଇଛି ଗୀତଟି ଦିଦି ସତରେ ଦେବୀ ଦୁର୍ଗା ମାଆଙ୍କ ପରି ଦେଖା ଯାଉଛନ୍ତି. ❤️ ବହୁତ ସାରା ଭଲ ପାଇବା ହୃଦୟରୁ❤️❤️❤️ ଜୟ ମା' ଦୁର୍ଗା🙏

  • @manarajuodiavolg6001
    @manarajuodiavolg6001 ปีที่แล้ว +9

    ରୂପା ଦିଦି ବହୁତ ସୁନ୍ଦର ଦେଖାଯାଉଛିନ୍ତି 🥰🥰ଗୀତ ଟା ବହୁତ ଭଲ ହେଇଚି 🙏🙏

  • @reyansh870
    @reyansh870 ปีที่แล้ว +1

    ବହୁତ ସୁନ୍ଦର ହେଇଛି ଏଇ ଗୀତଟି

  • @padmashrirout1384
    @padmashrirout1384 ปีที่แล้ว +14

    So beautiful song ❤❤rupa bhauja durga rupare bahut sundar dekha jauchanti 🙏🙏🙏jay ma durga 🌺🌺🌺

  • @rajashreesamantaray9359
    @rajashreesamantaray9359 ปีที่แล้ว +76

    ଜେଜେ ଜେଜେମା ଙ୍କ ଆଖି ର ଲୁହ ତାଙ୍କ ହୃଦୟ ର ଆନ୍ତରୀକ ଆଶୀର୍ବାଦ ଓ ପସନ୍ଦ 🙏

  • @binayarout8059
    @binayarout8059 ปีที่แล้ว +4

    7:40- jeje nkara smile...i dont think anything will be more precious than that...

  • @rajendrasubudhi8033
    @rajendrasubudhi8033 ปีที่แล้ว

    So beautiful bhauja maa durga sabubele emiti khusi re rakhantu jeje au rahiparileni khusi re kadipakeile love you all🙏 khushi maa love❤ you

  • @pabitrasahoo6435
    @pabitrasahoo6435 ปีที่แล้ว +5

    ପିଣ୍ଟୁ ଭାଇ ରୂପା ଭାଉଜ ଓ ପରିବାରର ସମସ୍ତଙ୍କୁ ମୋ ତରଫରୁ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
    🏵️Happy durga puja🏵️
    🌸ଜୟ ମା ଦୂର୍ଗା 🌸 🙏🌺🙏

  • @madhusmitamohanty8320
    @madhusmitamohanty8320 ปีที่แล้ว

    ରୂପା ଦୁର୍ଗାଙ୍କ ରୂପରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ମାଆଙ୍କ ଆଶୀର୍ବାଦ ସବୁବେଳେ ତାଙ୍କ ଉପରେ ଅଛି।

  • @pravashnayak2162
    @pravashnayak2162 ปีที่แล้ว +8

    Excellent performance Rupa Bhauja..🙏Maa durga tuma parivarku bhalare rakhantu

  • @soumya_star7588
    @soumya_star7588 ปีที่แล้ว +1

    Bahut badhiya lagila aaji Rupa bhauja nkara bhajan video song dekhiki beautiful family members ❤️ love you all members ❤️🥰🥰🥰

  • @tapasbehera315
    @tapasbehera315 ปีที่แล้ว +58

    ରୂପା ଆମକୁ ମଧ୍ୟ ଦେଖି ଆଖିରେ ଲୁହ ଆସିଯାଉଛି ଜୟ ମା ଦୁର୍ଗା❤️❤️❤️🙏❤️❤️❤️💐🌺🌺🌹💜💓

  • @sasmitamalik8617
    @sasmitamalik8617 ปีที่แล้ว

    Jejebapa nka smile 😃 soooo cute🥰😘😘😘😘

  • @bikashnaik7630
    @bikashnaik7630 ปีที่แล้ว +7

    ବହୁତ ବଡ଼ିଆ ହେଇଚି ଗୀତ 👌👌ଜେଜେ ବାପାଙ୍କ ଆଖିର ଲୁହ ଦେଖି ମୋ ଆଖିରେ ଲୁହ ଆସିଗଲା ♥♥ ମା ଦୁର୍ଗା ତମେ ପରିବାରକୁ ଭଲରେ 🙏🙏 ଜୟ ମା ଦୁର୍ଗା 🙏🙏

  • @bijayaparida7797
    @bijayaparida7797 ปีที่แล้ว +1

    Rupa is so great 👍👍👍 bahut sunder hoeichhi aei vhajan pintu bhai maa dasa vuja nka ra 🙏🙏🙏 au apnanka family bahut bhala nd bahute Sunder lvu all ❤️❤️❤️

  • @pabitrasahoo6435
    @pabitrasahoo6435 ปีที่แล้ว +4

    ସତରେ ଭାଇ ଭାଉଜ ଙ୍କ ନୂଆ ମା ଦୂର୍ଗା ଙ୍କ ଭଜନ ଗୀତ ଭଲ ହେଇଛି ଗୀତ ମନକୁ ଛୁଇଁଲା ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଭାଉଜ ଆମକୁ ନୂଆ ନୂଆ ଗୀତ ଦେଇଥିବାରୁ ।
    🌺ଜୟ ମା ଦୂର୍ଗା 🌺 🙏🙏🙏

  • @riteshexpress2344
    @riteshexpress2344 ปีที่แล้ว +1

    Rupadidi sabutharubest 👌👌👌loveyourupadi ♥️♥️♥️♥️ajira videodekhi akhireluhaasigalj😭😭😭😭😭😭😭

  • @subhashreedash1001
    @subhashreedash1001 ปีที่แล้ว +3

    Bahut sundar heichhiii Maa nka Song 🎵 ti❤.... Lvu rupa bhauja💗🥰🤗.....

  • @Mr_muna_vlogs
    @Mr_muna_vlogs ปีที่แล้ว +1

    Rupa bhahuj Kamala kare eala wo 😍😍😍😍 love you all family 🥰🥰🥰

  • @bishnupriyapradhan5248
    @bishnupriyapradhan5248 ปีที่แล้ว +3

    So beautiful song bhauja 👌 God bless you family members 👌♥️ nice song ♥️👍👍

  • @Smile123lifestyle
    @Smile123lifestyle ปีที่แล้ว

    Bahut sundarhaichi bhauja 100 percent this is my favourite song l love to God ❤❤❤❤❤

  • @Pinkycretion1212
    @Pinkycretion1212 ปีที่แล้ว +5

    Beautiful song 👌💗God bless you rupa dii 😍😍 Jay maa druga 🙏🙏🙏

  • @papubhoi3569
    @papubhoi3569 ปีที่แล้ว +2

    Rupa bhauja 🙏 New Bhajan 🎵te bahutu val heichi 👌👌♥️

  • @pratik3243
    @pratik3243 ปีที่แล้ว +5

    🙏ମା ଦୂର୍ଗା ସବୁ ବେଳେ ଏମିତି ଖୁସି ରଖନ୍ତୁ ରୂପା ଭାଉଜ ଙ୍କ ଗୀତ ବହୁତ୍ ସୁନ୍ଦର୍ ହେଇଛି 💞💞💞💞 ବହୁତ ବହୁତ୍ ଭଲ ପାଇବା କୁଏତ🇰🇼ରୁ 💞💞💞💞 ବହୁତ ସୁନ୍ଦର ଲାଗିଲା ଆଜିର ବ୍ଲଗ୍ 💞💞💞💞💞💞ଜୟ ଜଗନ୍ନାଥ 🙏🙏🙏🙏🙏

  • @itishreeayach8620
    @itishreeayach8620 ปีที่แล้ว

    So sweet. Rupa jete mordan hele bi gaon ra sabu kama karucha nti seita dekhi le khusi laguchi. Sabu family loka bi bohut bhala. God bless you

  • @hrudanandasankhua5824
    @hrudanandasankhua5824 ปีที่แล้ว +3

    ଜୟ ମା ଦଶଭୁଜା 🙏ପିଣ୍ଟୁ ଭାଇ ସତରେ ରୂପା ଭାଉଜ ଙ୍କର ଭଜନ ବହୁତୁ ସୁନ୍ଦର ହେଇଛି ମୋ ରୂପା ଭାଉଜ ଏତେ ଖୁସି ଅଛନ୍ତି ଦେଖି ମତେ ବହୁତୁ ଖୁସି ଲାଗୁଛି ପିଣ୍ଟୁ ଭାଇ ଏତେ ସୁନ୍ଦର ହେଇଛି ଯେତେ ଦେଖିଲେ ବି ଆହୁରି ଦେଖି ବା ପାଇଁ ଇଚ୍ଛା ହେଉଛି ପିଣ୍ଟୁ ଭାଇ ଜେଜେ ଙ୍କ ଆଖିରେ ଲୁହ ଦେଖି ଲୁହ ଆସିଗଲା😭 ପିଣ୍ଟୁ ଭାଇ ମାତାଜୀ ମା ଙ୍କ କଥା ଶୁଣି ବହୁତୁ ହସ ଲାଗିଲା ମୋ ପିଣ୍ଟୁ ଭାଇ ରୁନା ଦିଦି ରାନୁ ଦିଦି ମାମୁନି ସମସ୍ତ ଙ୍କ ସାଙ୍ଗରେ ଏତେ ମଜା ମସ୍ତି କରୁଛନ୍ତି ଦେଖି ସତରେ ବହୁତୁ ମଜା ଆସିଲା 😂 ମୋ ପିଣ୍ଟୁ ଭାଇ ରୁପା ଭାଉଜ ଖୁସିମା ପରିବାର ଙ୍କୁ ହୃଦୟରୁ ବହୁତୁ ସାରା ଭଲପାଇବା ମୋ ପିଣ୍ଟୁ ଭାଇ ରୁପା ଭାଉଜ ଖୁସିମା ମାତାଜୀ ମା ରୁନା ଦିଦି ପ୍ରୟାସ ଭାଇ ହାପି ଭାଇ ପରିବାର ଙ୍କ ହସ ଖୁସିରେ ମୁଁ ସବୁବେଳେ ଖୁସି So Cute Khusimaa 😘 Love you Bhai Bhauja Khusimaa Prayash Bhai Happy Bhai Runa Didee Mamuni Bapun Ram Dev Baba and all Family 💞❤️❤️❤️❤️❤️❤️❤
    ❤️❤️❤️❤️❤️❤️❤️❤️❤️❤️❤️❤️❤️️ Jay Jagannath 🙏 Good bless you 👍

  • @jyotsnamayeemohanta4946
    @jyotsnamayeemohanta4946 ปีที่แล้ว +1

    Satare new video ti bohut sundar heichi👍🥰 Rupa bhaujo pura durga maa nko avatar pari laguchnti. Jay maa durga🙏🙏🙏

  • @gitanjalientertainment1919
    @gitanjalientertainment1919 ปีที่แล้ว +4

    Vaujo u look so pretty in this Durga Maa costume ❤️❤️ Jay maa Durga 💗💗 love u vaujo & khusi maa 💕

  • @anitasahu1586
    @anitasahu1586 ปีที่แล้ว +1

    Happy family.. Rupa bhauja nka pain jeje .. bahut proud fill karuchhanti ... So sweet family ❤️

  • @amritasahoo3335
    @amritasahoo3335 ปีที่แล้ว +3

    ଜେଜେଙ୍କ ଆଖିରେ ଲୁହ ଦେଖି ମୋ ଆଖିରେ ଲୁହ ଆସିଗଲା ।🥺😢
    ସବୁଠାରୁ ବହୁତ ସୁନ୍ଦର video ...

  • @DE__MUSIC__PRESENT
    @DE__MUSIC__PRESENT ปีที่แล้ว +1

    ରୂପା ଭାଉଜ ସତରେ ଭଜନ ଟି ବହୁତ ସୁନ୍ଦର ଲାଗିଲା jai maa durga ଆଉ vlog ଟିବି ବହୁତ ସୁନ୍ଦର ଲାଗିଲା love you all ❤️❤️❤️❤️❤️❤️❤️❤️❤️

  • @bablubarik8512
    @bablubarik8512 ปีที่แล้ว +5

    ରୂପା ଭାଉଜ ଙ୍କ ଗୀତ ସୁଦର ହୋଇଛି ମା👌❤

  • @red444yard4
    @red444yard4 ปีที่แล้ว

    ଜେଜେଙ୍କ ଆଖିରେ ଲୁହ ମାନେ ବହୁତ ବଡ ଆଶ୍ରିବାଦ

  • @mamatabehere6592
    @mamatabehere6592 ปีที่แล้ว +6

    ମୋ ତରଫରୁ ଶାରଦୀୟ ଦୁର୍ଗାପୂଜା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଗୀତଟି ବହୁତ ସୁନ୍ଦର ହେଇଛି ❤️❤️❤️❤️❤️

  • @piyushpahadsingh2842
    @piyushpahadsingh2842 ปีที่แล้ว +1

    Bhauja Gita must heichi 👌👌👌👌👌👌

  • @ashantirout7560
    @ashantirout7560 ปีที่แล้ว +5

    Very Beautiful 🥰 Song 🥰 So cute Khusi mama 🥰 beautiful 🥰 Family 🥰❤️

  • @bishnupriyasahu899
    @bishnupriyasahu899 ปีที่แล้ว

    Rupa congratulations
    Really Maa Durgankara bhajan bahut sundar heichhi.Heart touching.

  • @omprasadsrichetas9083
    @omprasadsrichetas9083 ปีที่แล้ว +6

    Sundar gita, God bless you all, keep smiling and keep shining

  • @sgcreation1579
    @sgcreation1579 ปีที่แล้ว +2

    So beautiful song Rupa bhauja and pintu bhai khushi maa💕💕💕🥰all family members happy durga puja 💕💕💕

  • @rajashreesamantaray9359
    @rajashreesamantaray9359 ปีที่แล้ว +5

    ଦେହ ମନ ଶିହରଣ ଜାଗି ଉଠୁଛି 👌

  • @rakeshbehera6466
    @rakeshbehera6466 ปีที่แล้ว +1

    ବହୁତ ସୁନ୍ଦର ହେଇଛି ଗିତ ରୁପା ଭାଉଜ ଜେଜେ ଜେଜେମା ଙ୍କ ଭଲ ପାଇବା ଦେଖି ବହୁତ ଖୁସି ଲାଗିଲା ମାଁ ଦୂର୍ଗା ଙ୍କ ପାଖରେ ଏତିକି କାମନା ସବୁବେଳେ ତୁମ ପରିବାର ଏମିତି ହସଖୁସିରେ ରଖନ୍ତୁ ଲଭ୍ ୟୁ ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ♥️♥️♥️♥️🙏🙏 ଜୟ ମାଁ ଦୂର୍ଗା 🙏 🙏 ଜୟ ଜଗନ୍ନାଥ 🙏🙏

  • @cutedeesa5646
    @cutedeesa5646 ปีที่แล้ว +3

    Bhauja 🥰 spank song bahut sundar heichi 🥰🥰🥰 love you khusi maa 😍 jay Jaganath 🙏

  • @sangitakabirajneekiexpress4911
    @sangitakabirajneekiexpress4911 ปีที่แล้ว

    Bahut sundar heichi gita ti rupa bhauja aau durga rupare satre durga maa dekha jauchnti 🙏🏻🙏🏻

  • @manasparimanik8227
    @manasparimanik8227 ปีที่แล้ว +6

    Love from nayagarh ... 💞💞 ... ଲଭ୍ ୟୁ ରୁପା ପିଣ୍ଟୁ ଖୁସି ... 💞💞

  • @linukanhar3383
    @linukanhar3383 ปีที่แล้ว +2

    Album song ବହୁତ ସୁନ୍ଦର ହେଇଛି ଭାଇ ଆଉ ଭାଉଜ 👌👌👌👌👌👌

  • @aaofficial3135
    @aaofficial3135 ปีที่แล้ว +7

    ଭାଇ ବହୁତ ସୁନ୍ଦର ହେଇଛି
    ଏମିତି ଆଗକୁ ବଢ଼ିବାରେ ମାଁ ସହା ହୁଅନ୍ତୁ 🙏🙏🙏
    Super

  • @madhushmitasahoo4439
    @madhushmitasahoo4439 ปีที่แล้ว

    Bhauja nka new song bahutu Sundar heichi sarba guns sampurna bhauja ❤️❤️❤️❤️❤️❤️❤️ love you all family members sabubele amiti khusi re ruha

  • @kailashdas6706
    @kailashdas6706 ปีที่แล้ว +6

    ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ ଆପଣ ମାନଙ୍କୁ ଏବଂ ଆପଣଙ୍କ ପରିବାରର ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ମା ଦଶଭୁଜା ଆପଣଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତୁ 🙏🏻

  • @niharikaray5262
    @niharikaray5262 ปีที่แล้ว

    Rupa bhauja nka rupa satare debinka rupa 👌gitati bahut sundar ❤jay maa dasabhuja🙏
    Happy family 👍👍👍

  • @sibasamal2269
    @sibasamal2269 ปีที่แล้ว +26

    ବହୁତ୍ ସୁନ୍ଦର ହେଇଚି ଗୀତ
    ଦଶହରା ରେ ମା ଦୁର୍ଗା ଆସିବେ
    ମା ଦୁର୍ଗାଙ୍କର ଆଶୀବାଦ ଶଦା
    ବେଳେ ଏମିତି ଥାଉ
    🙏🙏ଜୟ ମା ଦୁର୍ଗା 🙏🙏
    🙏🙏ଜୟ ଜଗନ୍ନାଥ 🙏🙏

  • @tapaskumarbehera5721
    @tapaskumarbehera5721 ปีที่แล้ว

    Bhai jeje nka Kanda mo akhire luha asigala
    Bahut sundar gita 💕

  • @satyasamal7008
    @satyasamal7008 ปีที่แล้ว +3

    ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନ ବହୁତ ଭଲ ଲାଗିଲା ମୋ ଭାଉଜ ଙ୍କ ସୁନ୍ଦର ଗୀତଟି ହୋଇଛି ଭାଇ ତୁମ ପରିବାର ମାନଙ୍କୁ ଦୁର୍ଗା ମା ପାଖରେ ମୋର ଏତିକି ପ୍ରାର୍ଥନା କରୁଛି ତୁମେ ଭଲ ରେ ରଖନ୍ତୁ ମୋର ଏତିକି କାମନା 🥰🥰♥️🥰♥️♥️🥰। ଭାଇ ମୁଁ ତୁମ ମାନଙ୍କ ସାଙ୍ଗ କିଛି କଥା ହେବାକୁ ଚାହୁଁଛି 🙏🙏🙏🙏🙏♥️♥️

  • @Twins_Lifestyle
    @Twins_Lifestyle ปีที่แล้ว +2

    ଆପଣଙ୍କ ପରିବାରକୁ ଦେଖିଲେ ହୃଦୟରେ ଏକ ଅଲଗା ପ୍ରକାର ଆନନ୍ଦର ଶିହରଣ ଖେଳିଯାଏ 👍👍👍👍👍👍ସର୍ବଦା ଖୁସିରେ ଥାଅ

  • @alphasingh324
    @alphasingh324 ปีที่แล้ว +30

    jay maa durga bahut sundar song 🥰🥰

  • @somugudu7590
    @somugudu7590 ปีที่แล้ว

    ବହୁତ ସୁନ୍ଦର ହୋଇ ଛି ଗୀତ ବହୁତ ଖୁସି ଲଗେ ତୁମ ପରି ବାରକୁ ଦେଖି

  • @trinathaswain1824
    @trinathaswain1824 ปีที่แล้ว +10

    Beautiful song bhai and bhauja ❤️❤️❤️

  • @nirmalaojha9629
    @nirmalaojha9629 ปีที่แล้ว

    Gitata ety sundar heichhi kahihabani bahut bahut sundar God bless you rupa❤️❤️❤️❤️

  • @cutemanju
    @cutemanju ปีที่แล้ว +8

    ଗୀତଟି ଭଲ ହେଇଛି ❤️ ଜୟ ମା ଦୁର୍ଗା🙏🙏

  • @sasmitadas4021
    @sasmitadas4021 ปีที่แล้ว

    Ete sundar gita dekhi bahut khusi lagila 💗💗 Jeje nka kanda dekhi mu bi kandi pakeili 😔😔 Cute baby Khusi mama love you 💗💗

  • @soniamohanty7666
    @soniamohanty7666 ปีที่แล้ว +3

    Bhavijaan apananka new song t pura beautiful heichi love u Bhavijaan ❤️& love u all family 🙏Jai Mata Di 🙏🌹🙏

  • @rajeswarigouda2383
    @rajeswarigouda2383 ปีที่แล้ว +1

    Very nice bahut sunder gita rupa bhauja baut sunder hee chi

  • @s.s.samal.
    @s.s.samal. ปีที่แล้ว +5

    Bahut sundar heichi vlog aau aji jau song ti asila just amazing nd Bhauja nka ra damdar performance Gita tiku aauri bhala kareichi ...song composition is too good 👍 with acting ama Bhauja nka just mind-blowing always evergreen family members 💖💖💖💖💕💕lots of love...love you jay Jagannath ❤️❣️❣️❣️

  • @swarnalatamahanta1962
    @swarnalatamahanta1962 ปีที่แล้ว +1

    Bahut sundar heichhi gita ❤️❤️ wow really very very beautiful ❤️❤️❤️❤️

  • @Dhruva_patra_official
    @Dhruva_patra_official ปีที่แล้ว +10

    ସୁନ୍ଦର ପରିବାର ନ ଲାଗୁ ନିଜର ନଜର ପିଣ୍ଟୁ ଭାଇ ଆମ ସାଥି ରେ ନ୍ଧନ୍ଦା ଏହି ଆମସୁନ୍ଦର୍ ସଂସାର

  • @dayanidhibehera2860
    @dayanidhibehera2860 ปีที่แล้ว +2

    ବହୁତ ସୁନ୍ଦର ❤️❤️ Jay maa durga 🙏🏻🙏🏻

  • @monalishabarikmonalishabar5382
    @monalishabarikmonalishabar5382 ปีที่แล้ว +3

    Congratulations rupa di pintu bhai for new beutiful song 🥰 happy durga puja family members all🙏

  • @monalishamona9327
    @monalishamona9327 ปีที่แล้ว

    Bahut bahut Sundar video ti Gita ti Mana ku chuin jauchi Bhai love u Rupa Didi aga ku amiti Madi chala🥰🥰🥰🥰🥰🥰🥰🥰❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

  • @myvillagelifetannu1122
    @myvillagelifetannu1122 ปีที่แล้ว +14

    So beautiful song bhauja💖 happy Durga puja all family members 💖 💖💖💖

    • @damayantibarik1719
      @damayantibarik1719 ปีที่แล้ว +1

      So beautiful song Didi happy Durga puja all family members so sweet khusi maa

  • @subaschandrasahoo7106
    @subaschandrasahoo7106 ปีที่แล้ว

    All Time My Favourite Jodi Rupa Bhauja,Pintu Bhai and Khushi Maa❤️❤️❤️❤️.......

  • @sandhyaranisahu6755
    @sandhyaranisahu6755 ปีที่แล้ว +7

    So beautiful song 🥰 Happy Durga Puja 🙏

  • @samabarihembram8781
    @samabarihembram8781 ปีที่แล้ว

    Rupa bhaujo nka song auuu acting bahut sundar heichi😍😍😍😍😍😍😍

  • @sonali_moonbaby923
    @sonali_moonbaby923 ปีที่แล้ว +9

    Beautiful song ❤️ Excellent performance bhauja 👍👌jj nka luha dekhiki mo akhire luha asijala vai 🙏🥺🥺 Durga Maa samastanku ghanta ghodei rakhi thantu 🙏🙏

  • @asutosh7683
    @asutosh7683 ปีที่แล้ว

    Bahut sundar haichi bhai & bhaujo ❤❤❤ , super song & act 👌👌😍

  • @rupapintufanananta9096
    @rupapintufanananta9096 ปีที่แล้ว +3

    Beautiful khusi maa ❤️❤️❤️ love you ❤️❤️ jai maa Durga 🙏🙏🙏

  • @subhashreebehera6948
    @subhashreebehera6948 ปีที่แล้ว

    Really it was a heart touching vedio..God bless u 🙏🙏

  • @santanusantanupradhan2992
    @santanusantanupradhan2992 ปีที่แล้ว +8

    So sweet song ❤❤love you khushi maa ❤❤❤

  • @priyankapradhan8096
    @priyankapradhan8096 ปีที่แล้ว +2

    Bahut sundar heichi nua album ti.....
    ଜୟ ମା ଦୁର୍ଗା 🙏🙏

  • @niharikaswain1653
    @niharikaswain1653 ปีที่แล้ว +7

    Love you all family members ❤️

  • @kailashchandraseth6252
    @kailashchandraseth6252 ปีที่แล้ว

    Bahuta sundara God bless you rupa pintu khusi express 🙏👍👏👏

  • @barshasahuexpress3539
    @barshasahuexpress3539 ปีที่แล้ว +3

    Beautiful song 🥰🥰 Jay maa durga 🙏🙏 so sweet & lovely family 🥰🥰 love you Khushi maa 🥰😍😘❤️

  • @sonudey9246
    @sonudey9246 ปีที่แล้ว +1

    Beautiful 🎵song Bhai bhauja